Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
Sir ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏ ଭତା ଉପରେ ସତ୍ୟ ପାଠରେ ପ୍ରକୃତ କଷ୍ଟ , ଅସୁବିଧା ରେ ଥିବା ଭିନ୍ନକ୍ଷମ, ବୃଦ୍ଧା ବୃଦ୍ଧି ଏବଂ ବିଧବା ମାନଙ୍କ ର ଦୁଃଖ ହୃଦୟଙ୍ଗମ କରି ସୁନ୍ଦର ଭାବେ ଆଲୋଚନା କରି ସରକାରଙ୍କ ଭୁଲ୍ କୁ ଚେତାଉ ଏହା ଆମେ କାମନା କରୁଛୁ। ଜୟ ଜଗନ୍ନାଥ।😢😢😢😢😢😢😢😢😢
କଥା କହି କଥା ନ ରଖିଲେ ଲୋକ ମାନଙ୍କର ଆସ୍ଥା ହରେଇବା ସୁନିଶ୍ଚିତ .....ଜୟ ଶ୍ରୀ ଜଗନ୍ନାଥ...
40 bayasara vata 3500 deya tu tuma 4lakha dara. Ma naucha deya
ଏହି BJP ସରକାର ବୁଢ଼ା ବୁଢ଼ୀ ମାନଙ୍କୁ ଠକି ନାହାନ୍ତି। ନିଜର ମା ବାପା ଙ୍କୁ ଠକୁଛନ୍ତି। ଏ ସରକାର ଙ୍କୁ ପିତୃ ମାତୃ ହନ୍ତା ସରକାର।
Right
Ma heba ki
Right 👍
ଦିନ ଆସୁଛି ସରକାର୍ ଆଉ ଜିତିବା ଲକ୍ଷ୍ୟରେ ନାହି ସୁଭଦ୍ରା ଯୋଜନା ଗୁଡିକ ହେବ ନାହିଁ ବେଶୀ ଦିନ ନୁହେଁ ଡବଲ ଇଞ୍ଜିନ
ବହୁତ ଭଲ କଥା କହିଲ ଭାଇ
ହାତୀ ର ଖାଇବା ଦାନ୍ତ ଅଲଗା ଦେଖେଇବା ଦାନ୍ତ ଅଲଗା ସେମିତି ବିଜେପି ନିର୍ବାଚନ ପୂର୍ବ ରୁ ଜାହା କୁହେ ତାହା ପୂରଣ କରେନାହିଁ ଯେମିତି ବର୍ଷ କୁ 2କୋଟି ଚାକିରୀ।
ମହାଳିଙ୍ଗ କଲେଜ କଥା
Michhua No-1 BJP sarakara
କେନ୍ଦ୍ର ରେ ଜୁମଲା, ଏଠି ବିଶେଷ ଉତ୍ସାହିତ ଯୁମଲା
ତୋ ମା ଘଇତା ନବୀନ କୁ ମାଗିବୁ ଯା 😂
Nobin.gandimara🎉
Jadi dabara natila ale kautile kahinki BJP michua
@@prax3630tu chhodipua kie re news first ru last dekhe vala se Jani paribu Navin sir vala na Modi vala...
ଦିବ୍ୟାଙ୍ଗ ମାନଙ୍କୁ ୩୦୦୦ ଦେବି ବଲିକି ଭୋଟ ନେଲେ ଆଉ ଥକି ଦେଲେ ତାଙ୍କର ପିଠିରେ ଲାତ ମାରିକି ବାହାର କରିବୁ ଆସନ୍ତା ପଞ୍ଚାୟତ ନିର୍ବାଚନ ସମୟରେ ଆଉ 2029 ରେ ମଧ୍ୟ ବିଜେପି ପାର୍ଟିକୁ ଧକ୍କା ମାରିକି ବାହାର କରିବୁ
@@kunu1213 sete bele bjp lalosa dekhai vote nebo
@@godgift4711 jadi deba tahele hi aame vote demu
ଧନ୍ୟବାଦ ସତ୍ୟପାଠ ଗଣମାଧ୍ୟମ
ଜନ ମାନସରେ ବିଶ୍ବାସ ହରାଇ ଏ ସରକାର କ'ଣ ପାଇଲା? ୟେ ଦେଲେ ଭି ଗଲା ନ ଦେଲେ ତ ଅଧ ବାଟରେ ମଲା। ଠକ ସରକାର ଟା। ଆପଣ ଠିକ୍ କହିଛନ୍ତି। ସୁ ସ୍ବାଗତମ୍।
ସତ୍ୟ ସାର ଆପଣ ଙ୍କୁ ଧନ୍ୟବାଦ । ମୋହନ ସରକାର କଣ ଠକ ସରକାର ପଞ୍ଚାୟତ ନିର୍ବାଚନ ରେ ହାରିବେ କଂଗ୍ରେସ ନେଇଜିବ ୩୦୦୦ ଉପରେ ଭାତା ଦବ କଂଗ୍ରେସ କହିଛନ୍ତି
50 % ରୁ 78% ଥିବା ଭିନ୍ନକ୍ଷମ । 60 ବର୍ଷ ବୟସର ବୃଦ୍ଧା ବୃଦ୍ଧି । ବିଧବା । ଏମାନେ ଯେଉଁସବୁ ରହିଲେ ସମସ୍ତଙ୍କ ଭତା 3000 ଟଙ୍କା କରାଯାଉ। ଜୟ ଜଗନ୍ନାଥ 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢
ମତେ ଲାଗୁଛି ଓଡିଶା ର ନେତାମାନେ ବିନା ମା ବାପା ରେ ଜନ୍ମ ହୋଇଛନ୍ତି. ଓଡିଶା ର ନେତାମାନେ ମେସିନ ରୁ ଜନ୍ମ ସେଥିପାଇଁ ବୁଢା ବୁଢ଼ୀଙ୍କ ଅସୁବିଧା କୁ ବୁଝିପାରୁନାହାନ୍ତି. ବିକାଶ କହିଲେ ଏମାନେ କଣ ବୁଝନ୍ତି. ଯଦି ଜଣେ ବ୍ୟକ୍ତି ର ସାମାଜିକ ସୁରକ୍ଷା କଥା ବୁଝିପାରୁନାହାନ୍ତି, ପିଇବା ପାଇଁ ସ୍ଵଛ ପାଣି ନାହିଁ, ପିଲାଙ୍କୁ ସର୍ବନିମ୍ନ ଆବଶ୍ୟକତା ସ୍କୁଲ କୁ ଶିକ୍ଷକ ନାହାନ୍ତି, ସ୍ୱାସ୍ଥ୍ୟ ଭଳି ଗୋଟେ ସମ୍ବେଦନଶୀଳ ବିଷୟରେ ଡାକ୍ତର ନାହାନ୍ତି ତାହେଲେ ବିକାଶ କଣ ବୁଲେଟ ଟ୍ରେନ ରେ ଅଛି ନା ବିମାନ ବନ୍ଦର ରେ ଅଛି. କେବେ ବୁଝିବେ ଆମ ନେତାମାନେ କେବେ ବଦଳିବ ଆମ ଓଡ଼ିଆ ମାନଙ୍କ ଭାଗ୍ୟ. ଓଡ଼ିଆ ହୋଇ ଜନ୍ମ ନେବା ଭାଗ୍ୟର କଥା ଅସ୍ମିତା ର କଥା କିନ୍ତୁ ସତ୍ୟ ଭାଇ ଓଡ଼ିଆ ହୋଇ ବଞ୍ଚିବା ଦୁର୍ଭାଗ୍ୟ ର କଥା,
ସମସ୍ତଙ୍କ ଭତ୍ତା ଯଦି 3000 ନ ବଢେ ତାହେଲେ 200% ଗ୍ୟାରେଣ୍ଟି 2029 ରେ bjp ହାରିବ
Right କିନ୍ତୁ 2029 ନୁହେଁ, ଏବେ ହିଁ ତତ୍କାଳ ସରକାର ଭାଙ୍ଗି ଦେବା। ପୁନର୍ବାର ନିର୍ବାଚନ ହେବ।
@@PurnachandraBarik-qt2ctthik katha
100% Right sir
ହାରାମି କାମ ,ହାରାମି ନେତୃତ୍ୱ ,ଯଦି ତାଙ୍କ ପ୍ରତିଶୃତି ର ପାଳନ କରୁନାହାଁନ୍ତି ସେମାନେ ତାଙ୍କ ଦରମା ମଧ୍ୟ ନନେବା ଉଚିତ୍।।
ଯୁଗେ ଯୁଗେ ମିଛୁଆ ଆଉ ଭଣ୍ଡ ମାନେ ହିଁ ବିଜୟ ଲାଭ କରନ୍ତି। ଆଉ ସତ୍ୟବାଦୀ ତଥା ସ୍ପଷ୍ଟ ଭାବରେ କାମ କରୁଥିବା ବ୍ୟକ୍ତି ନିନ୍ଦିତ ହୁଏ। ଲୋକ ମାନେ ମଧ୍ଯ କେତେ ଲୋଭୀ ତାହା ମଧ୍ୟ ଏହି ନିର୍ବାଚନ ରେ ପ୍ରମାଣିତ ହେଲା।
Rajanaitika dala mana Kara bisesatwa . Sabu dala.
ନବୀନ ଚୁର
@@purnachandra1694 ଘରେ ତାଲା ମାର 😝😹
@@purnachandra1694andhabhakta ta kire😂
ଭତ୍ତା ପାଉଥିବା ୮୦ ବର୍ଷ ର ହିତାଧିକାରୀ କିମ୍ବା ୮୦ % ବିକଳାଙ୍ଗ ଥିବା ହିତାଧିକାରୀ ପାଉଥିବା ଭତା ଟଙ୍କା ନିଜେ ପଞ୍ଚାୟତ ଅଫିସ୍ ଆସି ନେବାପାଇଁ ଅକ୍ଷମ, ତେଣୁ ସେ ଭତା ଟଙ୍କାକୁ ପରିବାରର ଅନ୍ୟ କୌଣସି ଲୋକ ନେଉ ଛନ୍ତି, ଫଳରେ ନିରୀହ ହିତାଧିକାରୀଟି ଏ ଯୋଜନାର ଉପକାର ପାଇବାରୁ ବଞ୍ଚିତ ହେଉଛି ।
ବିଜେପି ସରକାର ର ନେତା ମାନେ ଚୁର, ବିଜେପି ସରକାର 2029 ହାରିବେ l
କଥା ଦେଇ କଥା ନ ରଖିଲେ ବିଜେପି ର ହାରିବା ସୁନିଶ୍ଚିତ
ନିର୍ବାଚନ ପ୍ରତିଶୃତି 3000/-ଓ 80ବର୍ଷ ପରେ 3500/-ଦିଆଯାଇଥିଲା, କିନ୍ତୁ କାର୍ଯକାରୀ ଏକ ସଂଗେ ହେବା ଉଚିତି, ମୋହନ ସରକାର ପୁନଃ ବିଚାର କରିବାକୁ ଅନୁରୋଧ.
Reporter ମାନେ ଏଇ କଥାକୁ highlight କରିବା ଉଚିତ୍ ।
ଆମ ବ୍ଲକ ରେ ମୋତେ କହିଲେ 80 ବର୍ଷ ରୁ ଅଧିକ ସହିତ 80% ବିକଳାଙ୍ଗ ହେଲେ 3500 ଟଙ୍କା ମିଳିବ। ଯାହାକି ଆମ ବ୍ଲକ କେବଳ ମାତ୍ର ଗୋଟିଏ ଲୋକ ହିଁ ଅଛି । ଏମିତି ଲୋକଙ୍କୁ ଠକାମୀ ର ସ୍ବୀକାର ହେଲେ ଆଉ ପରବର୍ତ୍ତୀ ନିର୍ବାଚନ ରେ ବାଏ ବାଏ। ମୋଦି ଓଡ଼ିଆ ଙ୍କ ସହ ଖେଳୁଛି ।
Wrong disition of Mohan Government
ବହୁତ ବହୁତ ଧନ୍ୟଵାଦ ଭାଇ ଆପଣ ପୂରା ମନର କଥା କୁ ପରିପ୍ରକଶ କରିଛନ୍ତି
1000% crct
Very good news sir
ମୋହନ ମାଝୀ ସରକାର ହେଉଛି ବାଳ ଦେବେ
ନବୀନ ପାଗଳ ତୁ ପାଗଳ ତୁ କଣ ଜାଣିଚୁ
@@purnachandra1694tu nahele mo pela ta janhichu bjp aau modi Banda chuchuma kukura tu😮
@@purnachandra1694vote ta deina କାଇଁ ଗାଇ ହଉଚ
@@thunderstorm5362 maa Ghia toh bopa ku pachare 2000masiha purbaru odisha kan thila aji ka date re kan achi
@@thunderstorm5362 maa Ghia nabin odisha ra runha ku sujhi gala ..a maa Ghia toh bopa sarkar asi a 2mase vitare kete runha kalanhi seita kan toh bopa sujhiba odisha loka hin sujhibe tikasa dei dei
Odisha ra BJP Remote control government
Right sir
Right sirଭଲ ଉଦାହରଣ ଦେଇଚନ୍ତି ଲଙ୍କର ରାବଣ ଉପରେସୁନିଶ୍ଚିତ ବୁଝିବେ great 👍
Sir ଆପଣ ଠିକ୍ କହୁଛନ୍ତି । ସବୁଠାରୁ ଅଧିକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏମାନେ ଯଥା ଭିନ୍ନକ୍ଷମ , ବୃଦ୍ଧା ବୃଦ୍ଧି, ବିଧବା ମାନେ । କାରଣ 50 % ରୁ 78% ଥିବା ବହୁତ ଭିନ୍ନକ୍ଷମ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇ ଛନ୍ତି ରୋଜଗାର କରିବା ପାଇଁ ସକ୍ଷମ ନୁହନ୍ତି ଭତା ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ । 60 ବର୍ଷ ବୟସର ବୃଦ୍ଧା ବୃଦ୍ଧି ବହୁତ ଅଛନ୍ତି ଦିନ ମଜୁରିଆ ଯେଉଁମାନେ ବୟସ ହେଇଗଲା ପରେ ବସି ଯାଉଛନ୍ତି ଆଉ କିଛି କରି ପାରୁନଥିବା ରୁ ଭତା ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ । ବିଧବା ମାନେ ମଧ୍ୟ ଅଛନ୍ତି କମ୍ ବୟସରେ ବିଧବା ହୋଇଯାଉଛନ୍ତି ସ୍ବାମୀ ନ ଥିବାରୁ ରୋଜଗାର ବନ୍ଦ୍ ହେଇ ଯାଉଛି। ତେଣୁ ସମାଜରେ ସବୁଠାରୁ ଅଧିକ ଦୁଃଖ କଷ୍ଟ ରେ ଅଛନ୍ତି ଚଳିବା ପାଇଁ ପର ଉପରେ ନିର୍ଭର କରୁଛନ୍ତି ଯେତିକି ଭତା ମିଳୁଛି ସେଥିରେ ବଞ୍ଚିବା କଷ୍ଟକର ତେଣୁ ଭତା 3000 ଟଙ୍କା କଲେ ଶୀଘ୍ର ଏମାନେ ଟିକେ ଉପକୃତ ହୋଇପାରନ୍ତେ । ଜୟ ଜଗନ୍ନାଥ। ଜୟ ଓଡ଼ିଶା ସରକାର। 😢😢😢😢😢😢😢😢😢😢😢😢😢😢😢😢😢😢
ଆମ ଓଡ଼ିଶା ମନ୍ତ୍ରୀ ମାନଙ୍କୁ ଆନ୍ଦ୍ର ପଠାଇ। ଚନ୍ଦ୍ରଵାଵୁନାଇଡୁ ଙ୍କୁ ତାଳିମ ଦେବାପାଇଁ ଅନୂରୋଧ କରିଵା
Perfect kahicha
ଭାଇ ଧନ୍ୟବାଦ
ବିଜେପି ସରକାର ର ଝୁମ୍ଲା ବାଜି ପାଇଁ ଆଜିଦେଶ ତଳି ତାଳାନ୍ତ ହେବାକୁ ବସିଲାଣି👍ତେଣୁ ସବୁ ସାମ୍ବଡିକ ମାନେ ଲୋକଙ୍କୁ ଜାଗୃତ କରି ଏହି ଝୁମ୍ଲା ଆଉ କଳଙ୍କିତ ଶାସନର ମୁଖା ଖୋଲି ଦେଶ ଆଉ ରାଜ୍ୟ କୁବଞ୍ଚାନ୍ତୁ ନହେଲେ ଦେଶ ରାଜ୍ୟ ମାତୃଭୂମିଜଗନ୍ନାଥ କେବେ ହେଲେ ତୁମ ମାନଙ୍କୁ ଛାଡ଼ିବେ ନାହିଁ ତେଣୁ ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ଵଳନ କରି ଆମ ଦେଶ ଆଉ ରାଜ୍ୟକୁ ଏହି ରାକ୍ଷସ ସରକାର ମୁହଁରୁବଞ୍ଚାଅ 👍
Aji satya katha kahile sir
ଏ ସରକାରକୁ ରାସ୍ତା କଡ଼ରୁ ଗରିବ ଉଠା ଦୋକାନୀଙ୍କୁ ଉଠାଇ ସେମାନଙ୍କ ଜିନିଷପତ୍ର ଫିଙ୍ଗିବାକୁ ଅଧିକାର କିଏ ଦେଲା? ଏ ସରକାର ଆସୁଆସୁ ବଡ଼ ବଡ଼ ଦୁର୍ନୀତି, ଚିଟଫଣ୍ଡ, ଖଣି, ଜମି ଓ ୫ଟି ଓ ହତ୍ୟା, ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସବୁ କାଟିବାକୁ ଆସିଛି। ପ୍ରଥମେ ରାସ୍ତା କଡ଼ରୁ ସାଧାରଣ ଲୋକଙ୍କୁ ହଟାଇ ରାସନ୍ କାର୍ଡ କାଟିବା ଓ ସ୍ବାସ୍ଥ୍ୟ କାର୍ଡ କାଟିବା ଓ ହେଲମେଟ ନଥିଲେ ମୁଠା ଅଙ୍କରେ ଲାଇନ କାଟିବାରେ ବ୍ୟସ୍ତ।ଭୁବନେଶ୍ଵରରେ ୮୦ ବର୍ଷ ବୁଢ଼ା ବୁଢୀଙ୍କୁ ଡାକ୍ତର ଖାନା ନେବାକୁ ହେଲେ ତାଙ୍କ ମୁଣ୍ଡରେ ଗୋଟିଏ ହେଲମେଟ ଦେବା ଅତ୍ୟନ୍ତ ଜରୁରୀ, ମନ୍ତ୍ରୀମାନେ ସରକାରୀ ଗାଡ଼ିରେ ଏମାନେ ବିନା ହେଲମେଟରେ ବୁଲିବେ।ରୋହିଙ୍ଗିଆ, ବାଙ୍ଗାଲାଦେଶୀ ଉପକୁଳ ଠାରୁ ଆରମ୍ଭ କରି ସମଗ୍ର ଓଡ଼ିଶାରେ ଭରି ଗଲେଣି ସେସବୁ ଦେଖା ଯାଉନାହିଁ।
ସାମ୍ବାଦିକ ମାନଙ୍କୁ ନବୀନ ଶାସନ ଗନ୍ଧାଉ ଥିଲା । ଏବେ ଓଡ଼ିଶାର ଗରିବ ଲୋକ ନାମ ନେଉଛନ୍ତି, କିଏ ତାଙ୍କ ପିଠିରେ ପଡ଼ିବ । ଏବେ ନୂଆ ସରକାରଙ୍କୁ ପତ୍ରକାରିତା ମାଧ୍ୟମରେ ସମାଲୋଚନା କଲେ କଣ ହେବ । ଜୟ ଜଗନ୍ନାଥ ।
ଆପଣ ଆଉ କିଛି କୁହନ୍ତିନି ଆମେ ଜାଣିଗଲୁଣି ସବୁ ଝୁମଲା ଥିଲା ଯେମିତି ତାଙ୍କର ଓଡ଼ିଆ ଅସ୍ମିତା କଥା ଝୁମଲା ଥିଲା. 2029 ରେ ଆମେ ଦେଖେଇବୁ
ଏମାନେ ପୁଣି କୁହୋନ୍ତି ନବୀନ ସରକାର ଲୁଟି ଚି ଓଡ଼ିଶା କୁ... ଚୋର ଚୋର କୁ କୋହୁଚି ତୁ ଚୋର...
Agaku Adani asiba au sabu lootiba Odisha ru
Right khata kahile ❤
ଧନ୍ୟବାଦ ଧନ୍ୟବାଦ sir, ନମସ୍କାର, 🙏🙏
#ସତ୍ୟପ୍ରକାଶ sir ଆପଣ ପୁରାତନ, ନୂତନ ସରକାର ଙ୍କ ଅସଲି ମୁଖା ଖୋଲିଛନ୍ତି..ପୁରାତନ ସରକାର ଦଳ ଆଧାରରେ ପେନ୍ସନ ଦେଉଥିଲା..
Thanks ❤❤❤❤❤❤❤❤❤❤❤
Thank u your commitment
ଏ ସରକାର ଯଦି ନିଷ୍ପତି ରେ ପରିବର୍ତନ ନକରନ୍ତି ତାହେଲେ ଖୁବଶିଘ୍ର ତାର ପରିଣାମ ଭୋଗିବାକୁ ପ୍ରସ୍ତୁତ ଥାଆନ୍ତୁ।
Thank you satya sir ❤
Satya sir apanaku dhanyawad
40 persent ରୁ ଅଧିକ ଥିବା ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ସମାନ 3000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ଓଡ଼ିଶା ଵାସି ଖୁସି ହେଵେ ସମସ୍ତ ହିତାଧିକାରୀ ମାନଙ୍କୁ ସମାନ ଭାବରେ ଭତା ବ୍ୟବସ୍ଥା ଓଡ଼ିଶା ସରକାର କରନ୍ତୁ
ସବୁ ଜାଗା ର ଜୁମଲା 😂😂😂
Absolutely correct & appropriate comments.
This is real news channel in Odisha
Bjp ସରକାର ମିଛ ସରକାର👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎
Your advice is right
Very Nice satyapatha News
ଖଟା ଖଟ କୁଆଡେ ଗଲା❓❓❓❓❓❓ଲଜ୍ଜା ହୀନ ତାର ଚରମ ସୀମା
I salute sir. namaskar 🙏
ବୃଦ୍ଧା ମାନଙ୍କୁ ମାରି ଦେଲେ ମୋହନ ସରକାର
Right sar🙏🙏
100% correct
ଞଞପ୍ରତିଶ୍ରୁତି ପାଳନ କରିବା ଉଚିତ ।ଜି ପି ରେ ସୀମିତ ସଂଖ୍ଯକ ଯେଉଁ ଭତ୍ତା ପାଇବେ ତ ଠାରୁ ଆଉ ଅଧିକ ଲୋକ ପାଇ ପାରିବେ ନାହିଁ, ପାଇବାକୁଉ ୟୋଗ୍ଯ ଥୁଲେ ମଧ୍ଯ ,ଏବ୍ଯବସ୍ଥାକୁ ତୁରନ୍ତ ବଦଳାଇବା ଉଚିତ ।
Right.
Right sar
ଆସନ୍ତା ନିର୍ବାଚନ ରେ bjp କୁ ମୋଦି ଆଉ ମୋହନ ମାଝି ହିଁ ଭୋଟ ଦେବେ ଏହା ଆମର Full ଗ୍ୟାରେଣ୍ଟି
ବିଜେପି ଦଳର ଏଇଟା ଚିରା ଚରିତ ଅଭ୍ୟାସ
କ୍ଷମତା ପାଇଁ bjp ଯାହା ବି କରିପାରେ ଆମେ ଜନସାଧାରଣ ଠିକସେ ବୁଝିବା ଦରକାର ସମସ୍ତଙ୍କୁ 3000ଟଙ୍କା ଭତା ନଦେଲେ ଆଗାମୀ ଦିନରେ ଉଚିତ ଦଣ୍ଡ ଭୋଗିବେ
Very precious presentation
Thank you satyapatha jay jagannath
ଆଗାମୀ ସରପଞ୍ଚ ନିର୍ବାଚନ କ୍ଷେତ୍ରରେ ବିଜେପି ସଂପୂର୍ଣ୍ଣ ଆସ୍ଥା ହରାଇବ ଏବଂ ଆଗାମୀ ନିର୍ବାଚନରେ ପୁଣି ଶୋଚନୀୟ ହାରିବ
Very nice sar ଯଦି 80 ବର୍ଷ ଲୋକ ଙ୍କୁ ମିଳିବ 300 ଏଇଟା ଭଲ କଲେ ନାହିଁ ସାର ଧନ୍ୟବାଦ
ଗଣ୍ଡ ଭଣ୍ଡ , ମନ୍ତ୍ରୀ ହଉ କି ଯନ୍ତ୍ରୀ ହଉ। ଓଡିଶାବାସୀ ବିଜେପିଠାରୁ ଅଧିକ ପାଇବା ଆଶାରେ ପାଟି ଆଁ କରି ଦେଖୁଛନ୍ତି । ୫ବର୍ଷ ପରେ ଏହି ଲୋକମାନେ ଭୂଲି ଯିବେ ପୁଣି ଭୋଟ ଦେବେ, ତ ଭୋଗିବ କିଏ?
ଠିକ୍ କହିଲେ ସାର୍ ଆପଣ, bjp ଟା ଚର
Very sencitive thims for legal right human 's & Leaveing oldage Thanks
Manifesto ରେ ରହିଛି ୩୫୦୦ ଦେବା ୮୦ ବର୍ଷୀୟଙ୍କୁ କଥା ଏବଂ ୩୦୦୦ ଟଙ୍କା ୬୦ ବର୍ଷୀୟଙ୍କୁ ମଧ୍ୟ ଭତ୍ତା ରହିଛି
ଆମ Tax କୁ Centre ହାତ ରେ ଟେକି ଦେବେ ଆଉ ଯାହା ରହିଲା ବିରୋଧୀ ଦଳ ଲୋକ ଙ୍କୁ କିଣିବା ରେ ଖର୍ଚ୍ଚ କରିବେ ଏବଂ media ରେ ଖର୍ଚ୍ଚ କରିବେ। ଯିଏ ବି ଓଡ଼ିଶାକୁ ଶାସନ କର କିନ୍ତୁ ଲୋକ ଙ୍କ benefit ରେ use କରାଯାଉ। job କିଛି ଆସୁନି ଏବେ ପଛ govt election ku ଦେଖିକି ବହୁତ୍ jobs ଆସୁଥିଲା ଏବେ କିଛି ଆସୁନି।
ତେଲ ସରିଗଲେ ଦୀପ ଅଦିକ ଜଳିଥାଏ 👍👍👍👍🙏
କଥା ଦେଇ କଥା ନ ରଖିଲେ ବିଜେପି ସରକାର, ଏଇଟା ବହୁତ ନିନ୍ଦନୀୟ କଥା, ବୃଦ୍ଧ ବୃଦ୍ଧା ଯେଉଁ ଆଶା ଭରସା ରଖିଥିଲେ ବିଜେପି ଉପରେ ସବୁ ଧୂଳିସାତ୍ କରିଦେଲେ
NHM staffs କୁ ରେଗୁଲାର କରିବା ପାଇଁ election ପୂର୍ବରୁ press Meet କରି କହିଥିଲେ
ତୁମ ମି ଛୁଆ ପଣକୁ ଦେଖି, ଆ ସି ବ କଂଗ୍ରେ ସ, ❤❤❤❤
Dear Sir, Thank you for your precious true' speech.
ଆଗାମୀ ପଞ୍ଚାୟତ ନିର୍ବାଚନରେ ବୁଢ଼ାବୁଢ଼ୀ ମାନେ ଜୁମଲା ସରକାରଙ୍କୁ ଉଚିତ ଜବାବ ଦେବେ ।
ଧନ୍ୟ ବାଦ
ନା ନା ସେମାନେ manifesto re clearly ଲେଖା ଅଛି 80 yr, 60 yr ଆଉ widows ଙ୍କଆଉ ph ଙ୍କୁ ଅଲଗା ଅଲଗା ଲେଖା ଅଛି
ମେନିଫେଷ୍ଟୋରେ ନାହିଁ।
Right spich sir
Satyapatha news Good chanel❤
🌹🌹🌹🌹ଜୟ ଜଗନ୍ନାଥ 🌹🌹🌹🌹
Very Nice Analysis ❤ keep working sir❤
Thenkyou Satapathy aditor
ଧନ୍ୟବାଦ୍ sir ।ଆପଣଙ୍କ ବାର୍ତ୍ତା ବୋଧ ହୁଏ ମୋହନ ସରକାର୍ ବୁଝି ପାରି ବୃଦ୍ଧ ବାପା, ମାଆ , ଦିବ୍ୟାଙ୍ଗ ,ବିଧବା ମାନଙ୍କୁ 3000ଟଙ୍କା ଦେବା ପାଇଁ ନିଷ୍ପତି ନେଇ ପାରେ।
ଏମେହନ ମାଝୀ ସରକାର ଆମ ଓଡ଼ିଶାର ହୋଇନଥିବା ଯୋଗୁଁ ଆମ ଓଡିଶାବ୍ରୁଦ୍ଧବୁଦ୍ଧାଙ୍କଦୁଖ ବୁଝିପରୁ ନାହିଁ ତେଣୁକରି୩୦୦୦ଟଙ୍କା ଭତ୍ତା ଦେବାପାଇଁ ମନ ବଳାଇ ନାହିଁ ଏହାକୁ କହିକିଛିଲାଭନାହି
🙏🌹🙏ଜୟ ଶ୍ରୀ ଜଗନ୍ନାଥ 🙏🌹🙏ଆଜ୍ଞା ଯିଏ ଅନ୍ୟ ପାଇଁ ଗାତ ଖୋଳେ ସିଏବି ସେଇ ଗାତରେ ପଡେ ବିଜେପି ଆମକୁ ଠାକୁନାହଁ ସେନିଜକୁ ନିଜେ ସବୁଦିନ ପାଇଁ ଠକି ଯିବ
Thank you satyapath news.
ମୋହନ ମାଝି ଅଢେ଼ଇ ଦିନ ର କଣ୍ଢେଇ
Good say
ରାଜନୀତି ମାନେ ମିଛ
Kete thara dala badalaibe. Odisha loka tuma channel ku like karantini
Thank you very much satyapath Chanel
ସତ କଥା ଆଜ୍ଞା
Mohan sir Thakaile
Thank you your advise
ମୋହନ ସରକାର ଆପଣଙ୍କୁ ଅନୁରୋଧ କରାଯାଉଛି ଯେ ଭତ୍ତା ଟଙ୍କା ବୃଦ୍ଧି କରିବା ନିହାତି ଦରକାର
Sir ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏ ଭତା ଉପରେ ସତ୍ୟ ପାଠରେ ପ୍ରକୃତ କଷ୍ଟ , ଅସୁବିଧା ରେ ଥିବା ଭିନ୍ନକ୍ଷମ, ବୃଦ୍ଧା ବୃଦ୍ଧି ଏବଂ ବିଧବା ମାନଙ୍କ ର ଦୁଃଖ ହୃଦୟଙ୍ଗମ କରି ସୁନ୍ଦର ଭାବେ ଆଲୋଚନା କରି ସରକାରଙ୍କ ଭୁଲ୍ କୁ ଚେତାଉ ଏହା ଆମେ କାମନା କରୁଛୁ। ଜୟ ଜଗନ୍ନାଥ।😢😢😢😢😢😢😢😢😢
କଥା କହି କଥା ନ ରଖିଲେ ଲୋକ ମାନଙ୍କର ଆସ୍ଥା ହରେଇବା ସୁନିଶ୍ଚିତ .....ଜୟ ଶ୍ରୀ ଜଗନ୍ନାଥ...
40 bayasara vata 3500 deya tu tuma 4lakha dara. Ma naucha deya
ଏହି BJP ସରକାର ବୁଢ଼ା ବୁଢ଼ୀ ମାନଙ୍କୁ ଠକି ନାହାନ୍ତି। ନିଜର ମା ବାପା ଙ୍କୁ ଠକୁଛନ୍ତି। ଏ ସରକାର ଙ୍କୁ ପିତୃ ମାତୃ ହନ୍ତା ସରକାର।
Right
Right
Ma heba ki
Right 👍
ଦିନ ଆସୁଛି ସରକାର୍ ଆଉ ଜିତିବା ଲକ୍ଷ୍ୟରେ ନାହି ସୁଭଦ୍ରା ଯୋଜନା ଗୁଡିକ ହେବ ନାହିଁ ବେଶୀ ଦିନ ନୁହେଁ ଡବଲ ଇଞ୍ଜିନ
ବହୁତ ଭଲ କଥା କହିଲ ଭାଇ
ହାତୀ ର ଖାଇବା ଦାନ୍ତ ଅଲଗା ଦେଖେଇବା ଦାନ୍ତ ଅଲଗା ସେମିତି ବିଜେପି ନିର୍ବାଚନ ପୂର୍ବ ରୁ ଜାହା କୁହେ ତାହା ପୂରଣ କରେନାହିଁ ଯେମିତି ବର୍ଷ କୁ 2କୋଟି ଚାକିରୀ।
ମହାଳିଙ୍ଗ କଲେଜ କଥା
Michhua No-1 BJP sarakara
କେନ୍ଦ୍ର ରେ ଜୁମଲା, ଏଠି ବିଶେଷ ଉତ୍ସାହିତ ଯୁମଲା
ତୋ ମା ଘଇତା ନବୀନ କୁ ମାଗିବୁ ଯା 😂
Nobin.gandimara🎉
Jadi dabara natila ale kautile kahinki BJP michua
@@prax3630tu chhodipua kie re news first ru last dekhe vala se Jani paribu Navin sir vala na Modi vala...
ଦିବ୍ୟାଙ୍ଗ ମାନଙ୍କୁ ୩୦୦୦ ଦେବି ବଲିକି ଭୋଟ ନେଲେ ଆଉ ଥକି ଦେଲେ ତାଙ୍କର ପିଠିରେ ଲାତ ମାରିକି ବାହାର କରିବୁ ଆସନ୍ତା ପଞ୍ଚାୟତ ନିର୍ବାଚନ ସମୟରେ ଆଉ 2029 ରେ ମଧ୍ୟ ବିଜେପି ପାର୍ଟିକୁ ଧକ୍କା ମାରିକି ବାହାର କରିବୁ
@@kunu1213 sete bele bjp lalosa dekhai vote nebo
@@godgift4711 jadi deba tahele hi aame vote demu
ଧନ୍ୟବାଦ ସତ୍ୟପାଠ ଗଣମାଧ୍ୟମ
ଜନ ମାନସରେ ବିଶ୍ବାସ ହରାଇ ଏ ସରକାର କ'ଣ ପାଇଲା? ୟେ ଦେଲେ ଭି ଗଲା ନ ଦେଲେ ତ ଅଧ ବାଟରେ ମଲା। ଠକ ସରକାର ଟା। ଆପଣ ଠିକ୍ କହିଛନ୍ତି। ସୁ ସ୍ବାଗତମ୍।
ସତ୍ୟ ସାର ଆପଣ ଙ୍କୁ ଧନ୍ୟବାଦ । ମୋହନ ସରକାର କଣ ଠକ ସରକାର ପଞ୍ଚାୟତ ନିର୍ବାଚନ ରେ ହାରିବେ କଂଗ୍ରେସ ନେଇଜିବ ୩୦୦୦ ଉପରେ ଭାତା ଦବ କଂଗ୍ରେସ କହିଛନ୍ତି
50 % ରୁ 78% ଥିବା ଭିନ୍ନକ୍ଷମ । 60 ବର୍ଷ ବୟସର ବୃଦ୍ଧା ବୃଦ୍ଧି । ବିଧବା । ଏମାନେ ଯେଉଁସବୁ ରହିଲେ ସମସ୍ତଙ୍କ ଭତା 3000 ଟଙ୍କା କରାଯାଉ। ଜୟ ଜଗନ୍ନାଥ 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢
ମତେ ଲାଗୁଛି ଓଡିଶା ର ନେତାମାନେ ବିନା ମା ବାପା ରେ ଜନ୍ମ ହୋଇଛନ୍ତି. ଓଡିଶା ର ନେତାମାନେ ମେସିନ ରୁ ଜନ୍ମ ସେଥିପାଇଁ ବୁଢା ବୁଢ଼ୀଙ୍କ ଅସୁବିଧା କୁ ବୁଝିପାରୁନାହାନ୍ତି. ବିକାଶ କହିଲେ ଏମାନେ କଣ ବୁଝନ୍ତି. ଯଦି ଜଣେ ବ୍ୟକ୍ତି ର ସାମାଜିକ ସୁରକ୍ଷା କଥା ବୁଝିପାରୁନାହାନ୍ତି, ପିଇବା ପାଇଁ ସ୍ଵଛ ପାଣି ନାହିଁ, ପିଲାଙ୍କୁ ସର୍ବନିମ୍ନ ଆବଶ୍ୟକତା ସ୍କୁଲ କୁ ଶିକ୍ଷକ ନାହାନ୍ତି, ସ୍ୱାସ୍ଥ୍ୟ ଭଳି ଗୋଟେ ସମ୍ବେଦନଶୀଳ ବିଷୟରେ ଡାକ୍ତର ନାହାନ୍ତି ତାହେଲେ ବିକାଶ କଣ ବୁଲେଟ ଟ୍ରେନ ରେ ଅଛି ନା ବିମାନ ବନ୍ଦର ରେ ଅଛି. କେବେ ବୁଝିବେ ଆମ ନେତାମାନେ କେବେ ବଦଳିବ ଆମ ଓଡ଼ିଆ ମାନଙ୍କ ଭାଗ୍ୟ. ଓଡ଼ିଆ ହୋଇ ଜନ୍ମ ନେବା ଭାଗ୍ୟର କଥା ଅସ୍ମିତା ର କଥା କିନ୍ତୁ ସତ୍ୟ ଭାଇ ଓଡ଼ିଆ ହୋଇ ବଞ୍ଚିବା ଦୁର୍ଭାଗ୍ୟ ର କଥା,
ସମସ୍ତଙ୍କ ଭତ୍ତା ଯଦି 3000 ନ ବଢେ ତାହେଲେ 200% ଗ୍ୟାରେଣ୍ଟି 2029 ରେ bjp ହାରିବ
Right କିନ୍ତୁ 2029 ନୁହେଁ, ଏବେ ହିଁ ତତ୍କାଳ ସରକାର ଭାଙ୍ଗି ଦେବା। ପୁନର୍ବାର ନିର୍ବାଚନ ହେବ।
@@PurnachandraBarik-qt2ctthik katha
Right
100% Right sir
ହାରାମି କାମ ,ହାରାମି ନେତୃତ୍ୱ ,ଯଦି ତାଙ୍କ ପ୍ରତିଶୃତି ର ପାଳନ କରୁନାହାଁନ୍ତି ସେମାନେ ତାଙ୍କ ଦରମା ମଧ୍ୟ ନନେବା ଉଚିତ୍।।
ଯୁଗେ ଯୁଗେ ମିଛୁଆ ଆଉ ଭଣ୍ଡ ମାନେ ହିଁ ବିଜୟ ଲାଭ କରନ୍ତି। ଆଉ ସତ୍ୟବାଦୀ ତଥା ସ୍ପଷ୍ଟ ଭାବରେ କାମ କରୁଥିବା ବ୍ୟକ୍ତି ନିନ୍ଦିତ ହୁଏ। ଲୋକ ମାନେ ମଧ୍ଯ କେତେ ଲୋଭୀ ତାହା ମଧ୍ୟ ଏହି ନିର୍ବାଚନ ରେ ପ୍ରମାଣିତ ହେଲା।
Right
Rajanaitika dala mana Kara bisesatwa . Sabu dala.
ନବୀନ ଚୁର
@@purnachandra1694 ଘରେ ତାଲା ମାର 😝😹
@@purnachandra1694andhabhakta ta kire😂
ଭତ୍ତା ପାଉଥିବା ୮୦ ବର୍ଷ ର ହିତାଧିକାରୀ କିମ୍ବା ୮୦ % ବିକଳାଙ୍ଗ ଥିବା ହିତାଧିକାରୀ ପାଉଥିବା ଭତା ଟଙ୍କା ନିଜେ ପଞ୍ଚାୟତ ଅଫିସ୍ ଆସି ନେବାପାଇଁ ଅକ୍ଷମ, ତେଣୁ ସେ ଭତା ଟଙ୍କାକୁ ପରିବାରର ଅନ୍ୟ କୌଣସି ଲୋକ ନେଉ ଛନ୍ତି, ଫଳରେ ନିରୀହ ହିତାଧିକାରୀଟି ଏ ଯୋଜନାର ଉପକାର ପାଇବାରୁ ବଞ୍ଚିତ ହେଉଛି ।
ବିଜେପି ସରକାର ର ନେତା ମାନେ ଚୁର, ବିଜେପି ସରକାର 2029 ହାରିବେ l
Right
କଥା ଦେଇ କଥା ନ ରଖିଲେ ବିଜେପି ର ହାରିବା ସୁନିଶ୍ଚିତ
Right
Right
Right
ନିର୍ବାଚନ ପ୍ରତିଶୃତି 3000/-ଓ 80ବର୍ଷ ପରେ 3500/-ଦିଆଯାଇଥିଲା, କିନ୍ତୁ କାର୍ଯକାରୀ ଏକ ସଂଗେ ହେବା ଉଚିତି, ମୋହନ ସରକାର ପୁନଃ ବିଚାର କରିବାକୁ ଅନୁରୋଧ.
Reporter ମାନେ ଏଇ କଥାକୁ highlight କରିବା ଉଚିତ୍ ।
ଆମ ବ୍ଲକ ରେ ମୋତେ କହିଲେ 80 ବର୍ଷ ରୁ ଅଧିକ ସହିତ 80% ବିକଳାଙ୍ଗ ହେଲେ 3500 ଟଙ୍କା ମିଳିବ। ଯାହାକି ଆମ ବ୍ଲକ କେବଳ ମାତ୍ର ଗୋଟିଏ ଲୋକ ହିଁ ଅଛି । ଏମିତି ଲୋକଙ୍କୁ ଠକାମୀ ର ସ୍ବୀକାର ହେଲେ ଆଉ ପରବର୍ତ୍ତୀ ନିର୍ବାଚନ ରେ ବାଏ ବାଏ। ମୋଦି ଓଡ଼ିଆ ଙ୍କ ସହ ଖେଳୁଛି ।
Wrong disition of Mohan Government
ବହୁତ ବହୁତ ଧନ୍ୟଵାଦ ଭାଇ ଆପଣ ପୂରା ମନର କଥା କୁ ପରିପ୍ରକଶ କରିଛନ୍ତି
1000% crct
Very good news sir
ମୋହନ ମାଝୀ ସରକାର ହେଉଛି ବାଳ ଦେବେ
ନବୀନ ପାଗଳ ତୁ ପାଗଳ ତୁ କଣ ଜାଣିଚୁ
@@purnachandra1694tu nahele mo pela ta janhichu bjp aau modi Banda chuchuma kukura tu😮
@@purnachandra1694vote ta deina କାଇଁ ଗାଇ ହଉଚ
@@thunderstorm5362 maa Ghia toh bopa ku pachare 2000masiha purbaru odisha kan thila aji ka date re kan achi
@@thunderstorm5362 maa Ghia nabin odisha ra runha ku sujhi gala ..a maa Ghia toh bopa sarkar asi a 2mase vitare kete runha kalanhi seita kan toh bopa sujhiba odisha loka hin sujhibe tikasa dei dei
Odisha ra BJP Remote control government
Right sir
Right sir
ଭଲ ଉଦାହରଣ ଦେଇଚନ୍ତି ଲଙ୍କର ରାବଣ ଉପରେ
ସୁନିଶ୍ଚିତ ବୁଝିବେ great 👍
Sir ଆପଣ ଠିକ୍ କହୁଛନ୍ତି । ସବୁଠାରୁ ଅଧିକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏମାନେ ଯଥା ଭିନ୍ନକ୍ଷମ , ବୃଦ୍ଧା ବୃଦ୍ଧି, ବିଧବା ମାନେ । କାରଣ 50 % ରୁ 78% ଥିବା ବହୁତ ଭିନ୍ନକ୍ଷମ ନିଜର ଅଙ୍ଗ ପ୍ରତ୍ୟଙ୍ଗ ହରାଇ ଛନ୍ତି ରୋଜଗାର କରିବା ପାଇଁ ସକ୍ଷମ ନୁହନ୍ତି ଭତା ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ । 60 ବର୍ଷ ବୟସର ବୃଦ୍ଧା ବୃଦ୍ଧି ବହୁତ ଅଛନ୍ତି ଦିନ ମଜୁରିଆ ଯେଉଁମାନେ ବୟସ ହେଇଗଲା ପରେ ବସି ଯାଉଛନ୍ତି ଆଉ କିଛି କରି ପାରୁନଥିବା ରୁ ଭତା ଉପରେ ନିର୍ଭର କରୁଛନ୍ତି ଚଳିବା ପାଇଁ । ବିଧବା ମାନେ ମଧ୍ୟ ଅଛନ୍ତି କମ୍ ବୟସରେ ବିଧବା ହୋଇଯାଉଛନ୍ତି ସ୍ବାମୀ ନ ଥିବାରୁ ରୋଜଗାର ବନ୍ଦ୍ ହେଇ ଯାଉଛି। ତେଣୁ ସମାଜରେ ସବୁଠାରୁ ଅଧିକ ଦୁଃଖ କଷ୍ଟ ରେ ଅଛନ୍ତି ଚଳିବା ପାଇଁ ପର ଉପରେ ନିର୍ଭର କରୁଛନ୍ତି ଯେତିକି ଭତା ମିଳୁଛି ସେଥିରେ ବଞ୍ଚିବା କଷ୍ଟକର ତେଣୁ ଭତା 3000 ଟଙ୍କା କଲେ ଶୀଘ୍ର ଏମାନେ ଟିକେ ଉପକୃତ ହୋଇପାରନ୍ତେ । ଜୟ ଜଗନ୍ନାଥ। ଜୟ ଓଡ଼ିଶା ସରକାର। 😢😢😢😢😢😢😢😢😢😢😢😢😢😢😢😢😢😢
ଆମ ଓଡ଼ିଶା ମନ୍ତ୍ରୀ ମାନଙ୍କୁ ଆନ୍ଦ୍ର ପଠାଇ। ଚନ୍ଦ୍ରଵାଵୁନାଇଡୁ ଙ୍କୁ ତାଳିମ ଦେବାପାଇଁ ଅନୂରୋଧ କରିଵା
Perfect kahicha
ଭାଇ ଧନ୍ୟବାଦ
ବିଜେପି ସରକାର ର ଝୁମ୍ଲା ବାଜି ପାଇଁ ଆଜି
ଦେଶ ତଳି ତାଳାନ୍ତ ହେବାକୁ ବସିଲାଣି👍
ତେଣୁ ସବୁ ସାମ୍ବଡିକ ମାନେ ଲୋକଙ୍କୁ ଜାଗୃତ କରି ଏହି ଝୁମ୍ଲା ଆଉ କଳଙ୍କିତ ଶାସନର ମୁଖା ଖୋଲି ଦେଶ ଆଉ ରାଜ୍ୟ କୁ
ବଞ୍ଚାନ୍ତୁ ନହେଲେ ଦେଶ ରାଜ୍ୟ ମାତୃଭୂମି
ଜଗନ୍ନାଥ କେବେ ହେଲେ ତୁମ ମାନଙ୍କୁ
ଛାଡ଼ିବେ ନାହିଁ ତେଣୁ ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ଵଳନ କରି ଆମ ଦେଶ ଆଉ ରାଜ୍ୟକୁ ଏହି ରାକ୍ଷସ ସରକାର ମୁହଁରୁ
ବଞ୍ଚାଅ 👍
Aji satya katha kahile sir
ଏ ସରକାରକୁ ରାସ୍ତା କଡ଼ରୁ ଗରିବ ଉଠା ଦୋକାନୀଙ୍କୁ ଉଠାଇ ସେମାନଙ୍କ ଜିନିଷପତ୍ର ଫିଙ୍ଗିବାକୁ ଅଧିକାର କିଏ ଦେଲା? ଏ ସରକାର ଆସୁଆସୁ ବଡ଼ ବଡ଼ ଦୁର୍ନୀତି, ଚିଟଫଣ୍ଡ, ଖଣି, ଜମି ଓ ୫ଟି ଓ ହତ୍ୟା, ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସବୁ କାଟିବାକୁ ଆସିଛି। ପ୍ରଥମେ ରାସ୍ତା କଡ଼ରୁ ସାଧାରଣ ଲୋକଙ୍କୁ ହଟାଇ ରାସନ୍ କାର୍ଡ କାଟିବା ଓ ସ୍ବାସ୍ଥ୍ୟ କାର୍ଡ କାଟିବା ଓ ହେଲମେଟ ନଥିଲେ ମୁଠା ଅଙ୍କରେ ଲାଇନ କାଟିବାରେ ବ୍ୟସ୍ତ।
ଭୁବନେଶ୍ଵରରେ ୮୦ ବର୍ଷ ବୁଢ଼ା ବୁଢୀଙ୍କୁ ଡାକ୍ତର ଖାନା ନେବାକୁ ହେଲେ ତାଙ୍କ ମୁଣ୍ଡରେ ଗୋଟିଏ ହେଲମେଟ ଦେବା ଅତ୍ୟନ୍ତ ଜରୁରୀ, ମନ୍ତ୍ରୀମାନେ ସରକାରୀ ଗାଡ଼ିରେ ଏମାନେ ବିନା ହେଲମେଟରେ ବୁଲିବେ।
ରୋହିଙ୍ଗିଆ, ବାଙ୍ଗାଲାଦେଶୀ ଉପକୁଳ ଠାରୁ ଆରମ୍ଭ କରି ସମଗ୍ର ଓଡ଼ିଶାରେ ଭରି ଗଲେଣି ସେସବୁ ଦେଖା ଯାଉନାହିଁ।
ସାମ୍ବାଦିକ ମାନଙ୍କୁ ନବୀନ ଶାସନ ଗନ୍ଧାଉ ଥିଲା । ଏବେ ଓଡ଼ିଶାର ଗରିବ ଲୋକ ନାମ ନେଉଛନ୍ତି, କିଏ ତାଙ୍କ ପିଠିରେ ପଡ଼ିବ । ଏବେ ନୂଆ ସରକାରଙ୍କୁ ପତ୍ରକାରିତା ମାଧ୍ୟମରେ ସମାଲୋଚନା କଲେ କଣ ହେବ । ଜୟ ଜଗନ୍ନାଥ ।
ଆପଣ ଆଉ କିଛି କୁହନ୍ତିନି ଆମେ ଜାଣିଗଲୁଣି ସବୁ ଝୁମଲା ଥିଲା ଯେମିତି ତାଙ୍କର ଓଡ଼ିଆ ଅସ୍ମିତା କଥା ଝୁମଲା ଥିଲା. 2029 ରେ ଆମେ ଦେଖେଇବୁ
ଏମାନେ ପୁଣି କୁହୋନ୍ତି ନବୀନ ସରକାର ଲୁଟି ଚି ଓଡ଼ିଶା କୁ... ଚୋର ଚୋର କୁ କୋହୁଚି ତୁ ଚୋର...
Agaku Adani asiba au sabu lootiba Odisha ru
Right khata kahile ❤
ଧନ୍ୟବାଦ ଧନ୍ୟବାଦ sir, ନମସ୍କାର, 🙏🙏
#ସତ୍ୟପ୍ରକାଶ sir ଆପଣ ପୁରାତନ, ନୂତନ ସରକାର ଙ୍କ ଅସଲି ମୁଖା ଖୋଲିଛନ୍ତି..ପୁରାତନ ସରକାର ଦଳ ଆଧାରରେ ପେନ୍ସନ ଦେଉଥିଲା..
Thanks ❤❤❤❤❤❤❤❤❤❤❤
Thank u your commitment
ଏ ସରକାର ଯଦି ନିଷ୍ପତି ରେ ପରିବର୍ତନ ନକରନ୍ତି ତାହେଲେ ଖୁବଶିଘ୍ର ତାର ପରିଣାମ ଭୋଗିବାକୁ ପ୍ରସ୍ତୁତ ଥାଆନ୍ତୁ।
Thank you satya sir ❤
Satya sir apanaku dhanyawad
40 persent ରୁ ଅଧିକ ଥିବା ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ସମାନ
3000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ଓଡ଼ିଶା ଵାସି ଖୁସି ହେଵେ ସମସ୍ତ ହିତାଧିକାରୀ ମାନଙ୍କୁ ସମାନ ଭାବରେ ଭତା ବ୍ୟବସ୍ଥା ଓଡ଼ିଶା ସରକାର କରନ୍ତୁ
ସବୁ ଜାଗା ର ଜୁମଲା 😂😂😂
Absolutely correct & appropriate comments.
This is real news channel in Odisha
Bjp ସରକାର ମିଛ ସରକାର👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎👎
Your advice is right
Very Nice satyapatha News
ଖଟା ଖଟ କୁଆଡେ ଗଲା❓❓❓❓❓❓ଲଜ୍ଜା ହୀନ ତାର ଚରମ ସୀମା
I salute sir. namaskar 🙏
ବୃଦ୍ଧା ମାନଙ୍କୁ ମାରି ଦେଲେ ମୋହନ ସରକାର
Right sar🙏🙏
Right 👍
100% correct
ଞଞପ୍ରତିଶ୍ରୁତି ପାଳନ କରିବା ଉଚିତ ।
ଜି ପି ରେ ସୀମିତ ସଂଖ୍ଯକ ଯେଉଁ ଭତ୍ତା ପାଇବେ ତ ଠାରୁ ଆଉ ଅଧିକ ଲୋକ ପାଇ ପାରିବେ ନାହିଁ, ପାଇବାକୁଉ ୟୋଗ୍ଯ ଥୁଲେ ମଧ୍ଯ ,ଏବ୍ଯବସ୍ଥାକୁ ତୁରନ୍ତ ବଦଳାଇବା ଉଚିତ ।
Right.
Right sar
ଆସନ୍ତା ନିର୍ବାଚନ ରେ bjp କୁ ମୋଦି ଆଉ ମୋହନ ମାଝି ହିଁ ଭୋଟ ଦେବେ ଏହା ଆମର Full ଗ୍ୟାରେଣ୍ଟି
ବିଜେପି ଦଳର ଏଇଟା ଚିରା ଚରିତ ଅଭ୍ୟାସ
Right
କ୍ଷମତା ପାଇଁ bjp ଯାହା ବି କରିପାରେ ଆମେ ଜନସାଧାରଣ ଠିକସେ ବୁଝିବା ଦରକାର ସମସ୍ତଙ୍କୁ 3000ଟଙ୍କା ଭତା ନଦେଲେ ଆଗାମୀ ଦିନରେ ଉଚିତ ଦଣ୍ଡ ଭୋଗିବେ
Very precious presentation
Thank you satyapatha jay jagannath
ଆଗାମୀ ସରପଞ୍ଚ ନିର୍ବାଚନ କ୍ଷେତ୍ରରେ ବିଜେପି ସଂପୂର୍ଣ୍ଣ ଆସ୍ଥା ହରାଇବ ଏବଂ ଆଗାମୀ ନିର୍ବାଚନରେ ପୁଣି ଶୋଚନୀୟ ହାରିବ
Very nice sar ଯଦି 80 ବର୍ଷ ଲୋକ ଙ୍କୁ ମିଳିବ 300 ଏଇଟା ଭଲ କଲେ ନାହିଁ ସାର ଧନ୍ୟବାଦ
ଗଣ୍ଡ ଭଣ୍ଡ , ମନ୍ତ୍ରୀ ହଉ କି ଯନ୍ତ୍ରୀ ହଉ। ଓଡିଶାବାସୀ ବିଜେପିଠାରୁ ଅଧିକ ପାଇବା ଆଶାରେ ପାଟି ଆଁ କରି ଦେଖୁଛନ୍ତି । ୫ବର୍ଷ ପରେ ଏହି ଲୋକମାନେ ଭୂଲି ଯିବେ ପୁଣି ଭୋଟ ଦେବେ, ତ ଭୋଗିବ କିଏ?
ଠିକ୍ କହିଲେ ସାର୍ ଆପଣ, bjp ଟା ଚର
Very sencitive thims for legal right human 's & Leaveing oldage
Thanks