The Rise & Fall of Overnight Millionaires|କୋଟିପତି ଗାଁ-ଗାଈ ଚରାଳି ଠାରୁ ଶ୍ରମିକ ପର୍ଯ୍ୟନ୍ତ ସମସ୍ତେ କୋଟିପତି

Поделиться
HTML-код
  • Опубликовано: 11 сен 2024

Комментарии • 257

  • @Shyamyadav80x
    @Shyamyadav80x Месяц назад +75

    MLA ଓ MP ମାନଙ୍କର ସମ୍ପତ୍ତା ବଢ଼ିଲେ କିଛି. କରି ପାରୁନ ଜଣେ ଗରିବ ଲୋକ ଧନୀ ହୋଇଗଲେ ତାକୁ ED ଧରୁଛି । ଯଦି ନିୟମ କାନୁନ୍ ସମସ୍ତଙ୍କ ପାଇଁ ସମାନ ତାହେଲେ ବଡ଼ବଡ଼ ଲୋକଙ୍କୁ ଆଗ ED ଧରୁ

  • @minaketan5562
    @minaketan5562 Месяц назад +39

    ବାଳ ସରକାର ଯିଏ ଓଡ଼ିଶା କୁ ଲୁଟ୍ କରୁଛି ତାଙ୍କୁ ed କିଛି କରିପାରୁନି

  • @Shyamyadav80x
    @Shyamyadav80x Месяц назад +33

    ସେମାନେ ଗେମ୍ ଖେଲିଲେ ଜିତିଲେ ତେଣୁ ରେଡ୍ ହେଲା ଯଦି ହାରିଥିଲେ ସରକାର ପଇସା ଷତିପୂରଣ ଦେଇ ଥାଆନ୍ତି କି

  • @malayapatra9564
    @malayapatra9564 Месяц назад +169

    ସିଏ ଚୋରି କରୁନାହାନ୍ତି ତ ଭେଜାଖଟାଇ ରୋଜଗାର କରୁଛନ୍ତି ଏମାନଙ୍କର ଫଟୁଛି କାହିଁ

    • @suryakantasahoo9237
      @suryakantasahoo9237 Месяц назад +4

      Bhai tu chota mota job kari tax dauchu na nai semane koti koti tanka kamei tax dau nahanti

    • @suryakantasahoo9237
      @suryakantasahoo9237 Месяц назад

      Gote point suni to gandi jalila na nahi na au kahibi

    • @PurnachandraPatra-gr5ng
      @PurnachandraPatra-gr5ng Месяц назад +2

      Samastanku ta job milu nai na

    • @rajasahoo2505
      @rajasahoo2505 Месяц назад +4

      ​​@@suryakantasahoo9237 jou tax ame Mane dauchhanti...ta badalare ame govt pakharu thik benifit pauchhanti ta,na ama Paisa re semane election kharcha aau freebies bantuchhanti...
      Sara desa re 2.5% loka income tax pay karuchhanti jahaki total GST collection tharu bahut adhika...tahele chinta Kara joumane income tax pay karuchhanti sei middle class lokanka pain govt kn karichhi...
      2nd thing kete ta minister ghare raid hauchhi je...
      Age se sabu ku anudhyana Kara re bhai

    • @ghostrider9746
      @ghostrider9746 Месяц назад

      Blackmoney white kara jauchi...

  • @adityaprince1987
    @adityaprince1987 Месяц назад +29

    ଯେବେ ଖାଇବାକୁ ନଥିଲା ED କାଇଁ ଯାଉନଥିଲା ki khaiba ku dau nathila, ଏବେ କାଇଁ G, Galu hela, semane game kheli paisa jitile kn asubidha hela

  • @rabirajcreatar
    @rabirajcreatar Месяц назад +29

    ତୋ ମା ବିଆ ରେ ଗିହେଁ ଯୋଉ ଲୋକ ED, କରିଚି ତା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉ ମୁଁ କହିବି ଯୋଉ 6, ଜଣ income କରିଛନ୍ତି ତାଙ୍କୁ ମୋତ ରଫରୁ, salut, dhaniyabad mehanat, କରିଥିବାରୁ, ,

  • @nabinraj7474
    @nabinraj7474 Месяц назад +61

    ଗରିବ ହେଲେ ବୋଲି ତୁମେ ଏତେ କଥା କହୁଛ
    5 ମହଲା ବି ବନେଇବେ ତୁମର କଣ ପ୍ରୋବେଲମ
    କିଏ ସେ ଧନୀ ବ୍ୟକ୍ତି ତାର ଜୀବନ ସହିଲାନି
    ସେ ନିଜକୁ କଣ ଭାବିଛି

    • @SunaDs-Reaction
      @SunaDs-Reaction Месяц назад

      Right mla .minister .. thaka engineer emanka ghara khiki dekhu nahati

  • @JS-jp7yb
    @JS-jp7yb Месяц назад +33

    ସେମାନେ ଗରୀବ ଥିଲାବେଳେ ତ କିଛି ସାହାଯ୍ୟ କଲନି ହେବେଆଜି ଯେତେବେଳେ ଧନୀ ହେଲେ ତମର ସବୁ ପାଟୁଛି

  • @DipakkumarPradhan-xn8yt
    @DipakkumarPradhan-xn8yt Месяц назад +71

    ତମେ କାହିଁକି ପିଲାମାନଙ୍କୁ ହଇରାଣ କରୁଛ

  • @sanjayparida2861
    @sanjayparida2861 Месяц назад +24

    ସେମାନେ ଅପରାଧୀ ନୁହଁନ୍ତି। Income tax ତାଙ୍କଠୁ କାଟନ୍ତୁ।

  • @shivapradhan2193
    @shivapradhan2193 Месяц назад +41

    Sabu neta mantri ghare kana pain ED pasuni semane v koti koti tanka rakhi chhanti.
    Election time re samaste nija paisa kete achhi sabu pablic ku janati hele tanka upraku kana pain ED action nau nai

  • @prafullanayak9729
    @prafullanayak9729 Месяц назад +56

    ସେମାନେ ଚୋରିକରିନାହାନ୍ତି, ସେମାନଙ୍କୁ କେସରେ ଫାଂସେଇ ଜେଲପଠେଇବା ଅନୁଚିତ,

  • @nareshsabar4311
    @nareshsabar4311 Месяц назад +21

    ସରକାର କିଛି ତ ରୋଜଗାର ଦେଉନି ଆଉ କି କାମ କରିଥାନ୍ତେ କି????

  • @rabirajcreatar
    @rabirajcreatar Месяц назад +7

    ମାଗିଆ ନେତା ମନ୍ତ୍ରୀ ଘର କୁ ed କର, ଏ ଗରିବ ଖଟିଖିଆ ଲୋକଙ୍କ ଖୁସି କଣ ପାଇଁ ଛଡ ଉଚ୍ଚ , ଜୟ ଜଗନ୍ନାଥ ଯୋଉ ଲୋକ ମାନେ ଏ ଖବର କୁ ଲୋକ ଙ୍କ ଆଗକୁ ଆଣିଚି ତାର ଯୋଉ ବେପାର ଅଛି ସବୁ ବୁଡ଼ି ଯାଉ, ଜୟ ଜଗନ୍ନାଥ

  • @DrxRasmi_artistlife
    @DrxRasmi_artistlife Месяц назад +36

    Knn problem se tanka mehnat re khelile win hele paile

  • @IAMAVIKJORDAN
    @IAMAVIKJORDAN Месяц назад +34

    Haan kana hela hethu? Kana gariba loka hai paribeni kotipati?

    • @ninetythree.2085
      @ninetythree.2085 Месяц назад +1

      heba ku kehi mna karu nahanti but legal way re huantu.

    • @NBCOMEDY207
      @NBCOMEDY207 Месяц назад

      Au dhani loka bahut legally income karuchhanti nai @ninetythree.2058

    • @IAMAVIKJORDAN
      @IAMAVIKJORDAN Месяц назад +1

      @@ninetythree.2085 Legal way rey kehi hai parantini, System semiti tiyari haini amara

  • @GobindachandraSahu-kf6vo
    @GobindachandraSahu-kf6vo Месяц назад +6

    ନିଜ ବୁଦ୍ଧି ବଳରେ ରୋଜଗାର

  • @srcreationzphotoediting
    @srcreationzphotoediting Месяц назад +9

    ଏଥିରେ କଣ ଅସୁବିଧା ଅଛି ? ସେମାନେ ତାଙ୍କ ବୁଦ୍ଧିରେ ପାଇସା ରୋଜଗାର କଲେ ସେମାନେ ଗରିବ ହେଲେ କଣ ଘର ବନେଇ ପାରିବେନି କି |

  • @bijayanayak1713
    @bijayanayak1713 Месяц назад +7

    ସେମାନେ ଗେମ୍ ଖେଳିଲେ ଟଙ୍କା ଜିତିଲେ ଚୋରିକରି ନାହାଁନ୍ତି। କଣ୍ ପାଇଁ ଇଡି ରେଡ କରିବ।

  • @francissahu7647
    @francissahu7647 Месяц назад +3

    ଆମ ଦେଶରେ ଅଜବ ଗଜବ୍ ନିୟମ,ଗରୀବ ଥିଲାବେଳେ କେହି ପଚାରିଜିବେନି,ସତକଥା

  • @arjunsahoo-df1oz
    @arjunsahoo-df1oz Месяц назад +4

    ଓଡ଼ିଶାର ପୁରୀ ଜିଲ୍ଲାରେ ବ୍ରହ୍ମଗିରିରେ ଏମିତୀ ଅନେକ ଲୋକ ଅଛନ୍ତି

  • @user-mn2lj6do5s
    @user-mn2lj6do5s Месяц назад +17

    Aasa sabu neta mantra adani ambani officer masaku arrest kara

  • @rabiprosadpanigrahi7945
    @rabiprosadpanigrahi7945 Месяц назад +2

    ଏଠି ଧନୀ ହେଲେ ଅସୁବିଧା। ଗରିବ ହେଲେ ବି ଅସୁବିଧା।

  • @RCPExpressdailyTruCK
    @RCPExpressdailyTruCK Месяц назад +6

    ଗୋଟିଏ କଥା ।। ଏମାନେ ତ ଜିତି ଗଲେ ।।ଏଇ ଭଳିଆ ଅନ୍ୟ ମାନେ ଲାଳଚ ରେ ପଡ଼ି ପଇସା invest କରି ବର୍ବାଦ୍ ହେବାର ବହୁତ୍ ସମ୍ଭାବନା ଅଛି । କାରଣ ଏହା ଏକ ଜୁଆ ଖେଳ ଭଳିଆ ଗୋଟେ ଖେଳ ।

  • @Smrutiranjan8220ST
    @Smrutiranjan8220ST Месяц назад +3

    Bahut bhala . Katha …they are not thief

  • @Ajit753
    @Ajit753 Месяц назад +2

    If they earn money through game, they should get national award... It's there talent like other sports

  • @samrit602
    @samrit602 Месяц назад +4

    This is Genuine money...

  • @pintudishri3654
    @pintudishri3654 Месяц назад +4

    ସେମାନେ କେଉଁ ଅପରାଧ କରି ନାହାନ୍ତି ତାଙ୍କ ପଛରେ କାଇଁ ପଡ଼ିଛ

  • @purnendubehera2661
    @purnendubehera2661 Месяц назад +3

    ସରକାର ଅନ୍ୟାୟ କରୁଛନ୍ତି। ସେମାନେ ଚୋରି କରିନାହାନ୍ତି। ସରକାର ଯଦି ପାରୁଛନ୍ତି ଗେମ୍ ବନ୍ଦ କରିଦିଅନ୍ତୁ

  • @saraswataparija3
    @saraswataparija3 Месяц назад +3

    ତା ମାନେ କେହି ଆଉ ଭଲରେ ଚଳିବେନି??? ଭଲରେ ଖାଇଲେ ରହିଲେ କେବଳ ନେତା ମନ୍ତ୍ରୀ ନ୍କ ପରିବାର ସଦସ୍ୟ ହେଇଥିବା ଦରକାର ନା କଣ??Government ଏହି ସବୁ କୁ ଯେମତି ତଦାରଖ କରୁଚି ସେମିତି ଯେଉଁ ମାନେ Byke ଚୋରି chain snatching କରୁଚନ୍ତି ତାଂକ ପ୍ରତି କଠୋର କର୍ଯ୍ୟାନୁଷ୍ଠାନ ନେଲେ ଭଲ ହୁଅନ୍ତା।

  • @foodfoodfood2325
    @foodfoodfood2325 Месяц назад +9

    ସବୁ ଜାଗା ବିକା ଟଙ୍କା 😃

  • @chandraisoren3615
    @chandraisoren3615 Месяц назад +3

    ମା...........? New7 ଆଉ କିଛି ପାଇଲୁ ନାହିଁ.. ED ଘରେ 🏠 ରେଡ୍ କରୁ ନ

  • @thunderstorm5362
    @thunderstorm5362 Месяц назад +12

    Tume b kotipati huo. Sola poro dhono dekhi Loko sahi parunahanti.😂😂😂😂

  • @Praveensahu3400
    @Praveensahu3400 Месяц назад +7

    Paisa asila boli pali asila nabaku.
    ...paisa harijaithila tame daidaithanta ki

  • @user-dr1ic6bi3c
    @user-dr1ic6bi3c 20 дней назад

    ଜୟ ଶ୍ରୀ ରାମ

  • @user-if4cz5cc4e
    @user-if4cz5cc4e Месяц назад +2

    Sarkar esabu game kn pain rakhichhanti
    Jie kheliba sie tanka paiba harile tara account ru katiba sarkar tanka deuchhanti ki
    Game kheliba gote talent nuhnaki?

  • @mrsahu704
    @mrsahu704 Месяц назад +4

    Bahut game achhi

  • @ambikaprasad8477
    @ambikaprasad8477 Месяц назад +1

    ସରକାରଙ୍କ ଦମ ନାହିଁ ଅନଲାଇନ ଗେମ କୁ ବନ୍ଦ କରିବାକୁ 100 ଟା ଆପ ଚାଲୁଛି ହେଲେ ସରକାର କଣ ଜାଣି ପାରୁନାହାନ୍ତି ...ଏ ସବୁ ପାଇଁ ସରକାର ଦାୟୀ ..ସରକାରଙ୍କ ଜାଣତରେ ଚାଲୁଛି ..ଗରିବ ଲୋକ ମାନଙ୍କୁ ହଇରାଣ କରିବାର ଯୋଜନା ତା ବ୍ଯତିତ କିଛି ନୁହେ ..

  • @KalaKhan-ch2xl
    @KalaKhan-ch2xl Месяц назад +1

    ତଦନ୍ତ ହେଉ ବିଜେଡି ର ପଇସା ଏମାନେ ରଖିଛନ୍ତି ମନ୍ତ୍ରୀ ମାନେ 🤝

  • @user-dr1ic6bi3c
    @user-dr1ic6bi3c 20 дней назад

    ଜୟ ଶ୍ରୀ କୃଷ୍ଣ

  • @bimbadharsahu8458
    @bimbadharsahu8458 Месяц назад +6

    Odisha news channel r kana jauchi

  • @user-dr1ic6bi3c
    @user-dr1ic6bi3c 20 дней назад

    ଜୟ ଶ୍ରୀ ଜଗନ୍ନାଥ

  • @AshishKumar-ji3nn
    @AshishKumar-ji3nn Месяц назад +7

    Local people are filling jealous.

  • @Just_randomhuman
    @Just_randomhuman Месяц назад +7

    Eita mehnat raa paisa nathilaaa fake illegal app ru heichi
    So kala dhana

  • @sbstyle5130
    @sbstyle5130 Месяц назад +2

    Investment nuhe invest. Maaghia kota re chakiri kale ae bhalia english bahare muharu 😂😂😂😂

  • @user-vr3io4wp7j
    @user-vr3io4wp7j 23 дня назад

    ଏହା କୋୖଣସି ଖେଳ ରୁ ଉପାର୍ଜିତ ଅର୍ଥ ନୁହେଁ ଏହା ନିଶ୍ଚିତ ଭାବେ ସାଇବର fraud ରୁ ଉପାର୍ଜିତ ଅର୍ଥ। କିମ୍ବା ଚୋରି ଡକାୟତି ର ପ‌ଇସା ପୋଲିସ ଠିକ ଭାବରେ enquiry କଲେ ଜଣାଯିବ

  • @user-xb9ye7dx4l
    @user-xb9ye7dx4l Месяц назад +3

    Emiti gote gan heuchi..RUNDIMAHUL,Kantamal,boudh.
    Dinathila ae gan ra loke market jaiki pulse business karuthile but last 10 yrs haba samaste kotipati.samastankar black business

    • @opplayer9463
      @opplayer9463 Месяц назад +1

      Thik katha bhai samaste uneducated crore pati due to ganjei bepara .. ED jiba katha na ..😢 bhul ta bhul na .. se jie bi heithau

  • @purnendubehera2661
    @purnendubehera2661 Месяц назад +1

    ଯେଉଁ ମାନେ ହାରିଛନ୍ତି ତାଙ୍କ ପାଇଁ ସରକାର କଣ କରିବେ

  • @santoshjena3232
    @santoshjena3232 Месяц назад +2

    Bhai caii kara

  • @kapilcharanmohanty9673
    @kapilcharanmohanty9673 Месяц назад +1

    They have developed,govt.should feel relax as they might not have ration card and allied benefit of govt

  • @odiapua5502
    @odiapua5502 Месяц назад +1

    ସବୁ news ଵାଲା ଚୋର ମଘୀୟା... ମୋର କହିବାକୁ କିଛି ଶବ୍ଦ ନାହିଁ 🙏

  • @parsuramsahoo3203
    @parsuramsahoo3203 Месяц назад +2

    Thik achhi bhul ta kouthi nahi

  • @SagarNaik-pk4qj
    @SagarNaik-pk4qj Месяц назад +4

    Sarkar bada macha ku dhariba nahi kebala kichi samanya gariba pila jadi dhani hei gale sarkar tanku ghari nijara pithi thapi Thai

  • @RahulKumarSingh-pu4yj
    @RahulKumarSingh-pu4yj Месяц назад

    ଖେଲ ଖେଳି ଭଲ ହେଲା ଗରିବ ହଟିଲା ଗରିବଙ୍କ ମୁହଁରେ ହସ ଫୁଟିଲା 😊😊😊😊😊😊

  • @bishnuprasadsundara1641
    @bishnuprasadsundara1641 Месяц назад +1

    😮😮

  • @babark6185
    @babark6185 Месяц назад

    ଏହି ଯୁବକ ମାନଙ୍କ ପାଇଁ ବହୁ ପରିବାର ନଷ୍ଟ ହୁଏ ବହୁ ପିଲାମାନେ ମରିଛନ୍ତି

  • @DsPujhari
    @DsPujhari Месяц назад +1

    ଦମ ଯଦି ଅଛି ତ ଅନଲାଇନ୍ ଗେମ୍ ଆପ୍ସ ବାଲେ ଙ୍କୁ ଧର

  • @Jasabanta07
    @Jasabanta07 Месяц назад +1

    Crypto currency re government tax 30% neuchhi sethire asubidha kn

  • @ajayapradhan7108
    @ajayapradhan7108 Месяц назад +1

    Ethire asubidha kan.semane ta chori Kari nahanti.loss heithile yanku ED paisa dei thanta ki.

  • @indian_villagers1
    @indian_villagers1 Месяц назад

    ଏଗୁଡ଼ା ଠିକ୍ କଥା ନୁହେଁ

  • @tebitha1235
    @tebitha1235 Месяц назад +1

    Je kn pae semne game kheliki income krichanti boli khucha kintu semnanku jaiki dharucha q yarrrr😂

  • @maruti2016
    @maruti2016 Месяц назад +1

    Paribartn hi sansar ra niyam

  • @bibekanandaparida6279
    @bibekanandaparida6279 Месяц назад +1

    କାହାର ଦୋଷ ଖେଳାଳି ଙ୍କର ନା କାହାର

  • @susangasahu516
    @susangasahu516 Месяц назад +1

    Gariba dhani hele doshi

  • @jaganajaga610
    @jaganajaga610 16 дней назад

    ବାଳ ପୋଲିସ ଚର କୁ ଆଗ ଧର ନ?

  • @souravsatapathy3402
    @souravsatapathy3402 Месяц назад

    If the game is legal then the player should also legal

  • @Prempprasad
    @Prempprasad 22 дня назад

    MP MLA ,ASK THEM HOW CAN THEY EARN A LOT IF MONEY

  • @yunushmahammad3787
    @yunushmahammad3787 Месяц назад +2

    Kana bo Lock Langala hi kare Vick Mang le E.D. k Bhal Lag ba kai

  • @tapankumar3444
    @tapankumar3444 Месяц назад +1

    Sabu dakayat paisa , 💯% bhala bhabare tadanta karantu ,a gote bahana aame online game kheli paisa rojagara karichu

  • @santoshjena3232
    @santoshjena3232 Месяц назад +1

    A

  • @odiadevilpoadcst9810
    @odiadevilpoadcst9810 20 дней назад

    Are crypto pai fiu anumati milichi ok sethipai crypto re invest karipatibe

  • @jaydevnathsharma4425
    @jaydevnathsharma4425 Месяц назад +1

    So what Ed can't tolerate any one's progress

  • @nabaghananaik7953
    @nabaghananaik7953 Месяц назад +4

    Ku maigiya Ed red karichi ki

  • @foodiefriendcircle
    @foodiefriendcircle Месяц назад

    Kana badhuchhi ki...kharam kam kale development heba nai..they have work hard to achieve it. Really if lower level people developed a little everybody gets together to blame them...himmat achhi ta politician ku dhara..ae chhoto lokanku dhara nai..so sad...choota lokar development kale hajam huani satare..this is make in odisha..

  • @user-cw1qk6eg8w
    @user-cw1qk6eg8w Месяц назад

    କୌଣସି କାରଣ ନାହିଁ ସେମାନଙ୍କୁ ଦଣ୍ଡ ଦେବା କାରଣ ସେ ଚୋରି କରିନାହାନ୍ତି। ଯଦି ସେମାନ ଙ୍କୁ ଦଣ୍ଡ ଦେଉଛନ୍ତି ତେବେ ନେତା ମନ୍ତ୍ରୀ ମାନଙ୍କୁ ଆଗ ଦଣ୍ଡ ଦିଆଯାଉ ନେତା ମାନେ ତ ଚୋର ଏ ସାଧାରଣ ପିଲାମାନେ ତାଙ୍କ ଦିମାକ ରେ ଖେଳିକି କମେଇଛନ୍ତି କାହାକୁ ଗାଣ୍ଡିମାରି ନୁହେଁ ତେଣୁକରି ତାଙ୍କୁ କୌଣସି ଦଣ୍ଡ ଦେବାର ଅଧିକାର କାହାର ନାହିଁ

  • @biswajeet7292
    @biswajeet7292 19 дней назад

    Jadi 30% tax pay kari thhante emiti kebe bhi hei nathhanta. Ye sabu legal ebe India re. Aau khas kari Mr. Lingaraj Sethi tame tama gapa sunaoni, bhai quota re chakiri paiba lokankara budhi kete seita jana amaku🙏

  • @sivanandarout4255
    @sivanandarout4255 Месяц назад

    Tanka ra gote problem semane income tax dei nahanti ......jadi semane income tax return kari thante tahale kichi problem hei nathanta

  • @sameerfm1893
    @sameerfm1893 Месяц назад

    Tama pakhare late re khabara pahanchila ame ehi news agaru dekhilu.

  • @MrX-gv6sw
    @MrX-gv6sw Месяц назад +1

    Au kauthi karuna chadhau.....

  • @mukeshkumbhar8625
    @mukeshkumbhar8625 Месяц назад

    Ethire asubidha kana online game kheli duipaisa rojgar karile Tamar Kam fatuchhi, sabu dina gareeba hei rahibe na kna, bhai maane bhala karichhanty, rojgar kariki Munda kharcha kari 8 yr pari ete lamba time jaen nijaku se khela re lagei aaji ete bad heichhanty, hele loka seta sahi parunahanty.
    Eta ahankar kn pain ho

  • @Nrutyangana
    @Nrutyangana День назад

    athiru probleam kana hela

  • @user-hd6cr1gl9r
    @user-hd6cr1gl9r Месяц назад +1

    Joumaane kalaa tanka re uparaku uthichanti tanku dhara ea ta chori karinahanti kai anku godoucha

  • @mathwala7600
    @mathwala7600 Месяц назад

    Tame gai chareinata semane chahanti kotipati hei gale tankar problem.gai chareilabele kain asunata dukhare asijani tike budhi lageiki kotipati hei gale arrest wah re rule

  • @kumarkalyan2060
    @kumarkalyan2060 Месяц назад +1

    Sisir କଣ କରନ୍ତି ଆଗ କୁହ ?

  • @unlimitedmeera9922
    @unlimitedmeera9922 Месяц назад +2

    Emane thodi chora dharibe na hi neta mantri..emane ama bhali middle class walanku hi dharibe ....😂

  • @ganeshprasadsahoo8972
    @ganeshprasadsahoo8972 21 час назад

    This is a scam in chain business

  • @OGmemeguy
    @OGmemeguy Месяц назад

    Promotion karneka tarika thoda casual hai😂

  • @itslmktrader
    @itslmktrader 15 дней назад

    Thare Puri dist chandanpur vlg ku jaantu.
    Gaan gaan loka aei bhalia game re lupta....ghara ghara loka laagichanty...😂😂
    Game name "RUNLIVE"

  • @Brijeshmallick
    @Brijeshmallick 18 дней назад

    ନେତା ଙ୍କୁ କୋଳ ରେ ଧରି ବସେଇଛ ବୋଧେ 😂😂

  • @Seenu-qi1nd
    @Seenu-qi1nd 19 дней назад

    Jadi loss heithanta ta hele kana ED semananku khyati purana deithanta ki....aau jadi a sabu karibara achhi ta hele se company ku band Kara ....seta ta Kari paribeni kahinki na sethu ta .....

  • @biswanathsahoo7822
    @biswanathsahoo7822 Месяц назад

    ଅସୁବିଧାଟି କୋଉଠି ରହିଲା ?

  • @bishnusahoo9018
    @bishnusahoo9018 Месяц назад

    chit fund bala gariba lokanku thaki nei chaligale tanka bala kichhi chhindei parilani. kia budhi khatei income kala ta pachare ED padichi.
    dam achi ta ED chit fund balanku dhari gariba lokanka tanka ferantu.
    e bisayare prameya news bi focus karu.

  • @rdcreation8948
    @rdcreation8948 Месяц назад

    ଚୋରି ତୋ କରିନାହାନ୍ତି ନା

  • @Ambulrai
    @Ambulrai Месяц назад

    Naveen au Pandian ghare Ed CBI kebe pasiba??

  • @bibhunandanpaik-xl4ud
    @bibhunandanpaik-xl4ud 18 дней назад

    ED bhul karuchu

  • @prakashmajhi7201
    @prakashmajhi7201 Месяц назад

    ବାଳନ୍ୟଜ୍

  • @nemashmadkey2916
    @nemashmadkey2916 27 дней назад

    Tottal gems re tax Sarkar neuchhi asubidhha kethhi gaai charua dhhani helabioli ki na dhhani lokanka thhu besi dhhani hela boli

  • @skabdulaziz789
    @skabdulaziz789 Месяц назад

    Dream 11 kia khelu chantii hata tekantu

  • @mrkirankumar8980
    @mrkirankumar8980 Месяц назад

    Semanka bhul kan 😮😮😮

  • @pabitrasahoo8563
    @pabitrasahoo8563 Месяц назад

    Income tax paid kari nahanti ki ???