Crorepati GRS In Odisha- Know What Babuli Charan Padhihari Says About 'Amassing Properties'

Поделиться
HTML-код
  • Опубликовано: 20 ноя 2024

Комментарии • 2,4 тыс.

  • @funwithreyansh1684
    @funwithreyansh1684 2 года назад +149

    This man is clear and bold.. And giving answer properly.. Without inquiry.. Noone should blame like this....

  • @prtblogs
    @prtblogs 2 года назад +744

    ମୋ କାନ କଂଚେଇଲା ଠାରୁ, ମୁଁ କେବେ ବି ଶୁଣିବାକୁ ପାଇଲି ନାହିଁ ଯେ ରାଜନୈତିକ ଲୋକଙ୍କ ଘରେ ଭିଜିଲାନ୍ସ ଚଢଉ କରିବାର । କେବଳ ଏହି ମାନଂକ ପଛରେ ପଡିଛନ୍ତି ।

    • @rabisankarsahoo4289
      @rabisankarsahoo4289 2 года назад +6

      right

    • @ruchitakhuntia1827
      @ruchitakhuntia1827 2 года назад +8

      Bhia bjd ba kemiti jibe j kaha ghraku au gote katha Bhai ama gharaku asibaku kuha plz..

    • @sidhisplanet5921
      @sidhisplanet5921 2 года назад +7

      Jou private school naa re black money ku white karajauchi,taro gote inquiry heba katha

    • @sankarsenapati7876
      @sankarsenapati7876 2 года назад +3

      Ye magia bjd pakaa fadurchut sala sarkar

    • @sanjeebgiri8915
      @sanjeebgiri8915 2 года назад +2

      Bhai political loko mane hoichhanti bhagaban,semane jaha chahibe seia hebo😁😁bhagaban ku abamanana kara jae parena 😁😁😁

  • @manasranjandash2464
    @manasranjandash2464 2 года назад +560

    ସାମ୍ବାଦିକ ମହୋଦୟ ଜଣଙ୍କୁ ଅନୁରୋଧ କଥା କହିବାର ଶୈଳୀ ଆଉଥରେ ଶିଖନ୍ତୁ।

    • @pramodkumarbarik1422
      @pramodkumarbarik1422 2 года назад +8

      Right

    • @MrPinku85
      @MrPinku85 2 года назад +8

      Report sir perfect କଥା କହୁଛନ୍ତି

    • @chikuempire2092
      @chikuempire2092 2 года назад +8

      Exactly true words..
      I just wrote about that nonsense media person. Look at his talking style.....

    • @kumargautam4985
      @kumargautam4985 2 года назад +2

      right agha riport vala bhabare katha shika tapare asiki interview neba😏

    • @dhanurana5132
      @dhanurana5132 2 года назад

      Bala sambadika tu

  • @Sinod91
    @Sinod91 2 года назад +19

    ଏ ସାମ୍ବାଦିକ ଠିକ୍ ଡାଟା ନଜାଣି ପଚାରୁଛି

  • @MaheshBabu-mj8rm
    @MaheshBabu-mj8rm 2 года назад +157

    ଓଟିଭି ଯୋଉଦିନ ଏଇ ଭଳି ଦେଢ଼ଶହ ଟଙ୍କିଆ reporter ଙ୍କୁ ଚେନେଲ୍ ରୁ ବାହାର କରିବ ସେଦିନ OTV ଓଡ଼ିଶା ର ନଂ ୧ ନିଉଜ୍ ଚାନେଲ ବୋଲି ଆମେ ମାନିବୁ...... ମୁର୍ଖ

  • @harharmahadev9581
    @harharmahadev9581 2 года назад +345

    ସାମ୍ବାଦିକ ଓ ନେତା ମାନଙ୍କ ଘରେ ବି ଥରେ ଚଢାଉ ହେଲେ ଭଲ ହୁଅନ୍ତା । ହେଲେ ଏମାନଙ୍କ ଭଳି ଉପରୁଆ ଭଦ୍ର ଲୋକଙ୍କୁ ଧରି ହେବନାହିଁ ।

    • @nalinikantagochhayatbapi600
      @nalinikantagochhayatbapi600 2 года назад +7

      vigilance ghare b chadhau hele valo habo

    • @satyabrataroul6588
      @satyabrataroul6588 2 года назад +5

      ଏକଦମ୍ ଠିକ୍ କଥା କହିଲେ। ଏ ସାମ୍ବାଦିକଟି ଜିଆର୍ ଏସ୍ କୁ ବ୍ଲାକ୍ ମେଲ୍ କରୁଛି।

    • @anitakisan6621
      @anitakisan6621 2 года назад +2

      Thik kahicha bhai

    • @ghanasyamvlogs
      @ghanasyamvlogs 2 года назад +1

      Ekdam thik katha

    • @ghanasyamvlogs
      @ghanasyamvlogs 2 года назад +5

      ଏ ମାଗିଆ ସାମ୍ବାଦିକ ର ଘର ପ୍ରଥମେ ଚେକ କରାଯାଉ

  • @dailylifedeepak
    @dailylifedeepak 2 года назад +446

    ସାମ୍ବାଦିକ ହେବାକୁ ଯୋଗ୍ୟ ବ୍ୟକ୍ତି ନୁହନ୍ତି ଏପରି ଧମକାଇ କଥା ପଚରା ଯାଏ ନାହିଁ।
    ମୋତେ ଲାଗୁଛି ଅନାଭିଜ୍ଞ ,, ଯାହା ଫଳରେ chanel ର ମାନ ହ୍ରାସ ପାଉଛି

  • @B.msubham-34
    @B.msubham-34 2 года назад +57

    ସାମ୍ବାଦିକ ଭାଇ ତମ ଚାରି ଖୁରାକୁ ଜୁହାର 🙏

  • @progresstogether8317
    @progresstogether8317 2 года назад +22

    ରାଜନେତାମାନେ ପୁରା ସ୍ୱଚ୍ଛ... ଯାହା ହଉ ଏମିତି ଛୋଟ ମାଛ ଧରି ମିଛଟାରେ ବାହାବା ନେବାର କିଛି ମୂଲ୍ୟ ନାହିଁ..

  • @rashmiranjanmohapatra2181
    @rashmiranjanmohapatra2181 2 года назад +13

    OTV ଭଲ educated repoter ରଖ
    ଇଏ ବାବୁଶାନ୍ news ପାଇଁ ଠିକ୍

  • @ItsP.K.Pandas
    @ItsP.K.Pandas 2 года назад +265

    ଓଟିଭିର ମୂର୍ଖ ସାମ୍ବାଦିକ,,, ଓଡ଼ିଆ ବୁଝୁନ କି,, ଆଗ ସଠିକ ତଥ୍ୟ ନିଅ,,, ତା ପରେ ଲୋକଙ୍କୁ ଦେଖେଇବ

    • @Kanhucharanvlog-ic2fw
      @Kanhucharanvlog-ic2fw 2 года назад +3

      ମୁଁ ବି ଏଥିରେ ଏକମତ ଜେତିକି କାଉଣ୍ଟର ପ୍ରଶ୍ନ ଏ ଜି ଆର୍ ଏସ୍ ଙ୍କୁ କରୁଛ ଜଣାପଡ଼ୁଛି ଆପଣଙ୍କୁ ଶେ ବୋଧହୁଏ ହାତଗୁଞ୍ଜା ଦେଇନାହାଁନ୍ତି କିନ୍ତୁ ପାଇଥିଵେ ବିପକ୍ଷ ପାଟି ରୁ

    • @thirdeye9492
      @thirdeye9492 2 года назад +1

      He seems very aggressive nd uncivilised. Collect news don't humiliate......TRP mania 😭😭

    • @julipatra1390
      @julipatra1390 2 года назад +1

      Thik kahile bipakhya patiru vala tanka paichanti bodhe sethipnai ta e reporter mane kichi sununahanti bass kahichalichanti

    • @krrish6313
      @krrish6313 2 года назад

      😂😂😂👍👌

    • @jyotipriyanayak572
      @jyotipriyanayak572 2 года назад

      GrS ଙ୍କ କାମ କଣ ଆପଣଙ୍କୁ ଜଣାନାହିଁ. କୋଟି ପତି ହେବାଟା କିଛି ନୁଆକଥା ନୁହେ

  • @stiphenrobert4469
    @stiphenrobert4469 2 года назад +51

    He looks so calm in this intese situation

  • @deben22
    @deben22 2 года назад +273

    OTV should appoint an educate and intelligent journalist in these matters.

  • @JagabandhuBhoi-wv4gw
    @JagabandhuBhoi-wv4gw Год назад +2

    ପ୍ରତି GRS ଙ୍କ ପଛରେ ଭିଜିଲାନ୍ସ ଚଢ଼ଉ କରାଯାଉ କାରଣ ଏମାନଙ୍କୁ PC ନଦେଲେ Bill କରୁନାହାନ୍ତି ହଇରାଣ କରୁଛନ୍ତି,, GRS ମାନେ ଲକ୍ଷେ କେ ୧୫ percent ରୁ ୨୦ percent pc ନେଉଛନ୍ତି,.. ତା'ପରେ ତାଙ୍କର Extra ବି ଅଛି, ୩ ଲକ୍ଷ ବିଲ୍ ଜାଗାରେ ୪ ଲକ୍ଷ ବିଲ୍ କରନ୍ତି ଆଉ ସେଇଥିରୁ ଯେଉଁ ଅଧିକ ୧ଲକ୍ଷ ଅତିରିକ୍ତ ବିଲ୍ କରିଥାନ୍ତି ସେ ଟଙ୍କା ତାଙ୍କର contractor ସହିତ condition ରଖି କାମ କରନ୍ତି...

    • @Ravan-nu2bu
      @Ravan-nu2bu 7 месяцев назад +2

      Bhai badhe adha adhura gyana re palei asicha bill ta je karanti GRS ra kama kebala lakanku kama jogei daba...

  • @SantoshkumarPerei
    @SantoshkumarPerei 5 месяцев назад +6

    ସେ ଗୋଟେ ଲୋକ କହୁଛି ଯେ ତାର ଦରମା 8500 ତାର ପ୍ଲଟ ଏତେ ନୁହଁ ତାକୁ ଭିଜିଲାନ୍ସ ଧରିଲା କେମିତି ସବୁଠୁ ବେସୀ ଚୋର ସେ ଭିଜିଲାନ୍ସ ବାକି ଆମ ରିପୋର୍ଟରେ ମାନେ ଦେଖନ୍ତୁ କେମିତି ନଇଁପଡ଼ି ପଚାରୁଛି ଛାଡିଥାନ୍ତ କର୍ଣ୍ଣମୂଳିଆ ଠିକ୍

  • @akshayakumarbhol4132
    @akshayakumarbhol4132 2 года назад +60

    କାହିଁକି ଶଃଳେ ଭିଜିଲାନ୍ସ ବାଲା ଗୋଟେ GRS ପଛରେ ପୁଣି ଗୋଟେ ଅଙ୍ଗନବାଡ଼ି ଦିଦି ପଛରେ ପଡିଛନ୍ତି, ବୁଝିପାରୁନି । କାହାର ଯଦି ଯଥେଷ୍ଟ ପୈତୃକ ସଂପତ୍ତି ଅଛି କିମ୍ବା ଯଦି କେହି ତା'ର ସ୍ୱାମୀର ବ୍ୟବସାୟ ରେ ଅଂଶୀଦାର ଅଟେ ତେବେ କାହାର କାହିଁକି __ଗଲୁ କରୁଛି ।

  • @lalitparida1132
    @lalitparida1132 2 года назад +226

    ଭାଇ ବୋଧେ percent ଟା ଦେଇନାହାନ୍ତି ସେଥିପାଇଁ ଧରାପଡିଲେ । ଏତେ ଦୁର୍ନୀତି ହେଉଛି କେହି ଧରା ପଡୁନାହାନ୍ତି ! ଯେଉଁମାନେ ଦେଇନାହାନ୍ତି ସେମାନେ ଧରାପଡ଼ିଛନ୍ତି ।

  • @PRITAMKUMAR-st7xx
    @PRITAMKUMAR-st7xx 2 года назад +45

    he is right, inocent man

  • @PrasantaMalick-tl7xb
    @PrasantaMalick-tl7xb Год назад +16

    ଏ ମାନଙ୍କ ନାଁ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ ଦରକାର ଜୟ ଜଗନ୍ନାଥ

  • @sudarsan0143
    @sudarsan0143 Год назад +2

    ଓଡ଼ିଶା ରାଜ୍ୟରେ ଏହିଭଳି ସବୁ ସମ୍ଭବ ଆଉ କେଉଁ ରାଜ୍ୟରେ ନାହିଁ

  • @lipuncreation6688
    @lipuncreation6688 2 года назад +17

    ସାମ୍ବାଦିକ କଥା ଠିକ କହି ପାରୁ ନାହାଁନ୍ତି ସେ ଭାଇ ଠିକ କହିଛନ୍ତି enquiry କରାଯାଉ

  • @bijaykumarnayak2075
    @bijaykumarnayak2075 2 года назад +134

    ୟେ ଭାଇ ବିଜେଡି ବିରୋଧୀ, ସେଥିପାଇଁ ଏମାନଙ୍କୁ ଚଢ଼ାଉ କରାଯାଉଛି, ଯିଏ ବିଜେଡି ସପକ୍ଷରେ ଯିବ ସିଏ ଓକେ.

  • @sumanmaharana6351
    @sumanmaharana6351 2 года назад +540

    Reporters should be educated first, otv should give proper training and professionalism to their staffs.

  • @sanjayjethi812
    @sanjayjethi812 2 года назад +1

    ଓଟିଭି ସାମ୍ବାଦିକ ମାନଙ୍କୁ ପଇସା ଦିଅ

  • @sesadevnath7376
    @sesadevnath7376 2 года назад +4

    ବିଜେଡି ଦଳର ନେତା ମାନଙ୍କର କେତେଟା ଲେଖେ ପ୍ଲଟ ଅଛି ଯଦି ସାମ୍ବାଦିକ ବାବୁ ଖୋଜି କି ବାହାର କରନ୍ତେ . କାହା ନାରେ କିଣୁଛନ୍ତି ଥରେ କାମାକ୍ଷାନଗର ରେ ନଜର ପକେଇଲେ ବହୁତ ଗୁମର ଖୋଲିବ. ଏଠି ଚେଙ୍ଗବି କହୁଛି ସମୁଦ୍ର କିଣିବ 😜

  • @rubenmandal2152
    @rubenmandal2152 2 года назад +67

    ଭାଇ ସାରା ରାଜ୍ୟରେ ସବୁ ଇଂଜିନିୟର ପାଞ୍ଚ ବର୍ଷରେ ଏବଂ ଗ୍ରାମ ସେବକ ଦଶ ବର୍ଷ ରେ କୋଟି ପତି ବନିଯାନ୍ତି । ଏବଂ ଅଧିକାଂଶ ବ୍ଲକ ରେ ସୁଛଭାରତ ମିଶନ ର ଫଣ୍ଡ କାମ ନ କରି ବିଲ୍ କରନ୍ତି । ବିନା ଲାଞ୍ଚରେ କିଛି କାମ ହୁଏନାହିଁ ।

  • @IQ-je6ll
    @IQ-je6ll 2 года назад +29

    ଯେତେ ମନ୍ତ୍ରୀ ଅଛନ୍ତି ସେମାନଙ୍କ detail ଖୋଜି ଓଟିଭି ୱାଳେ ଦେଖନ୍ତୁ

  • @dharmendrasahoo2301
    @dharmendrasahoo2301 2 года назад +42

    ପଂଚାୟତ ସ୍ତରରେ ପ୍ରଥମ ଦୁର୍ନୀତି ଏହି ମାନଙ୍କ ଠାରୁ ଆରମ୍ଭ ହୁଏ, ଏମାନଙ୍କ ଦ୍ୱାରା ନିରୀହ ଜନସାଧାରଣ / ଗରିବ ଲୋକ ଶିକାର ହେଉଛନ୍ତି, ଆମ ରାଜ୍ୟରେ ଅଶୀ ପ୍ରତିଶତ GRS କୋଟିପତି ଅଟନ୍ତି, ମୁଁ grs ଙ୍କ ଦ୍ୱାରା ଶିକାର ହୋଇଛି, ରାଜ୍ୟ ସରକାର ଏମାନଙ୍କ ବିରୁଧରେ ଦୃଢ଼ ରୁ ଦୃଢ କାର୍ୟନୁଷ୍ଠାନ ନିଆଯାଉ, ଏହା ମୋର ଦୁଃଖ ଭରା କଥା

  • @RSODIA-bt5yl
    @RSODIA-bt5yl 2 года назад +2

    କିଣିବା ପାଇଁ ପଇସା କଉଠୁ 😀😀😀😀

  • @chudamanibhim8492
    @chudamanibhim8492 2 месяца назад +1

    ବ୍ୟକ୍ତି ଜଣଙ୍କ କଥାବାର୍ତା ବହୁତ ଭଳ ଓ ସେ ନିଜ ପ୍ରଚେଷ୍ଟାରେ ସ୍ୱାବଲମ୍ବୀ ହେବା ପାଈଁ ପରିଶ୍ରମ କରିଛନ୍ତି।

  • @harischandrapadhi2402
    @harischandrapadhi2402 2 года назад +67

    Odisha govt is a heaven and all seniors are God's....
    Wow what a 5T government.

  • @ayushmanrout9163
    @ayushmanrout9163 2 года назад +86

    This type of questions in such gesture can not be expected from media reporter. We all appreciate O TV for it's eminent represention of news but it should be based on fact

  • @bijaysahoo1006
    @bijaysahoo1006 2 года назад +133

    ଏ ମା ଗିଁହା ଗରିବ ମରା ଚୋର ଶଳା ସାମ୍ବାଦିକ ମାନେ ବଡ଼ବଡ଼ ଲୋକଙ୍କ ପାଖକୁ ଯିବେନି ଗଲେ ଗାଣ୍ଡିମରେଇବେ ମା ଗିଁହା ମିଡ଼ିଆ ବାଲା

  • @ChinmayaBehera-il5pn
    @ChinmayaBehera-il5pn Год назад +2

    Pintu bhai bahut bhala and tanka smile super

  • @bbehera8110
    @bbehera8110 2 года назад +1

    ଏ ଲୋକଙ୍କୁ କନ୍ଦାଉଛୁ କହୁଛି ମାଟି କାମରେ ଲୋକଙ୍କୁ ଲଗାଉଛି ଏ ଗରିବଙ୍କୁ ଠକି କୋଟିପତି ଭିଜିଲାନ୍ସ ଜାଲରେ ପଡ଼ିବାକୁ ବାଧ୍ୟ ଭଗବାନ ସବୁ ପ୍ରାଣୀକୁ ସେମାନଙ୍କର ସବୁ ହିସାବ କରୁଛନ୍ତି ଅନାୟ ଅଧର୍ମ ଧନ ବଢେ ବହୁତ ଗଲା ବେଳେ ଜାଏ ମୁଳ ସହିତ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @rakeshgraphics1914
    @rakeshgraphics1914 2 года назад +96

    ପ୍ରଶ୍ନ ପଚାରିବାକୁ ମନୋରଞ୍ଜନ ମିଶ୍ରଙ୍କୁ ଡକାଯାଉ

  • @TheGentleMan_Once
    @TheGentleMan_Once 2 года назад +10

    This guy is correct

  • @odiashowsr2705
    @odiashowsr2705 2 года назад +13

    This person raised a nice question to our CM , is it possible to survive 8500 salary now a days, without corruption how can possible to manage family

  • @hitanshukumar786
    @hitanshukumar786 2 года назад +3

    Dhanya re reporter 🙏🙏🙏

  • @pradyumnajena5963
    @pradyumnajena5963 2 года назад

    Next level reporting

  • @prasantsethi4915
    @prasantsethi4915 2 года назад +17

    ଜଣେ GRS ଏତେ property corruption କରିପାରିବନି, ଟିକେ inquiry kariki ସାମ୍ବାଦିକ ବନ୍ଧୁ କୁହନ୍ତୁ,TRP ନେବା ପାଇଁ emiti କରନି

  • @soumyashismishra
    @soumyashismishra 2 года назад +67

    Never expected this kind of questions from a good reporter of Odisha..Alok bhai, you are a good reporter, please do not do this kind of interview. I felt you have not done the enquiry, rather just covering to please your channel.

    • @subhasmitamartha560
      @subhasmitamartha560 2 года назад +1

      Right

    • @OdishaVillagesVisit
      @OdishaVillagesVisit 2 года назад

      Very wrong way of reporting.

    • @Rajeshpradhan.
      @Rajeshpradhan. 2 года назад +1

      how u r saying he is a good reporter, his way of asking question shows what kind of repoter he is... 😅😅😅

    • @soumyashismishra
      @soumyashismishra 2 года назад +1

      @@Rajeshpradhan. no brother, I have seen him since more than a decade, he is a genuine, brave and well behaved person. Just I wonder how it happened in this particular interview. thats it.
      Alok Mohanty his name and he is a brave reporter of Odisha.

    • @kamal_bhai6318
      @kamal_bhai6318 2 года назад +1

      Alok bhai murkha reporter...

  • @binayakumarnag3201
    @binayakumarnag3201 2 года назад +228

    First take proper inquiry from the higher authority of that particular Gp/block because all employers of that GP & block are involved in this case, GRS cannot do anything alone. All over odisha such types of corruption is happening. So vigilance should raid the house of the higher authority also.

    • @jayantsethi3353
      @jayantsethi3353 2 года назад +2

      You are 100% right

    • @subratswain4356
      @subratswain4356 2 года назад

      Sir very good clarification 👌

    • @mastermahaveer5796
      @mastermahaveer5796 2 года назад +4

      Arey bhai tike common senses use kara... Grampanchayat ku emiti kete tanka asijauchhi ki... Se crorepati heigala........ Tara alaga kichhi source of income thaipare

    • @am9519
      @am9519 2 года назад +5

      higher authority କଥା ଛାଡ଼ ହେ... ସେ block ର ପୁରୁଣା bdo.. ତହସିଲଦାର ଙ୍କ ଘର raid କରୁ ନା ଆଗ ଭିଜିଲାନ୍ସ???? 😡😡😡😡

    • @mrdolugaming9842
      @mrdolugaming9842 2 года назад

      V
      Bbyyh
      I
      ...k.u

  • @minutesaboutShantikunjbyDSLenk
    @minutesaboutShantikunjbyDSLenk 6 месяцев назад +3

    Odisha ରେ କଣ honest ଲୋକ ମଲେଣି କି ଆରେ ଛେରୁଆ ଦଳ ଏକାଠି ହୋଇ ଲାଞ୍ଚୁଆ, ମିଛୁଆ, ଚୋର ଅଫିସର, କିରାଣୀ, ନେତା ଙ୍କୁ ଘେରାଉ କରୁନ, ତମେ ନ ଜାଗିଲେ ଛୋଟ ମାଛ ଙ୍କୁ ବଡ଼ ମାଛ ଗିଳି pakaibe

  • @surajavail
    @surajavail 2 года назад +25

    Reporter already marked him guilty without proof... Hats off to you for holding calm .. Reporting at it's lowest point...

    • @madaneducation8900
      @madaneducation8900 2 месяца назад

      Now days media trails > judicial trails....trp naare yeh reporter. Nija gharaloko ku bhi dhanda re baseiki kahibe dekha eithi dhanda chaluchi

  • @Adv.apurba
    @Adv.apurba 2 года назад +55

    8500/- ରେ ଅନ୍ୟ ଯେଉଁ ମାନେ ଚଳି ପାରୁନାହାନ୍ତି ସେମାନେ ବି ଚାକିରୀ ଛାଡ଼ି ଅନ୍ୟ ରାସ୍ତା ଦେଖନ୍ତୁ। ଆମ ଓଡ଼ିଶା ରେ ବହୁତ ପିଲା ଅଛନ୍ତି।

    • @chanel..rkumar8574
      @chanel..rkumar8574 2 года назад +6

      ତୁ ଚଳି ପାରିବୁ 8500ରେ

    • @Helping.aspirant
      @Helping.aspirant 2 года назад +2

      Tama bhalia pilanka pain govt exploit karuchi anyamanku tame 2000 tanakre kama.karibaku raji heijaucha

  • @saiprasadpallai4325
    @saiprasadpallai4325 2 года назад +60

    ପ୍ରକୃତରେ ଏ ଟା ବଳଦ ସାମ୍ବାଦିକ ଲୋକ ଟା ସତ କହୁଛି

  • @chinmayaparida8198
    @chinmayaparida8198 2 года назад +43

    ମିଡିଆ ବନ୍ଧୁ ଠିକ୍ ରେ prepretion ହେଇ ନାହାଁନ୍ତି। ପ୍ରଶ୍ନ ପଚାରିବା ପାଇଁ । ମିଡିଆ ବନ୍ଧୁ ବି ବିଳୀ ବିଳେଉ ଛନ୍ତି

  • @MaheshBabu-mj8rm
    @MaheshBabu-mj8rm 2 года назад +35

    Poor minded reporter don't have much information but asking illogical questions...while the man looks so calm nd dealing nicely

  • @abhinashdas8358
    @abhinashdas8358 2 года назад +3

    8500 is not enough money to maintain daily expenses...govt should give some normal basic otherwise...this will hike corruption..govt should think about this

  • @devjyotirout
    @devjyotirout 2 года назад +44

    Reporter felt like a family member who didn’t know about the plots 😂😂

  • @Simraj2007
    @Simraj2007 2 года назад +7

    He is right

  • @ranjankumarbehera11
    @ranjankumarbehera11 2 года назад +5

    Jabardast counter to news channel

  • @suryakantamahalik3462
    @suryakantamahalik3462 2 года назад

    ଏହି ସାମ୍ବାଦିଙ୍କର ଶିକ୍ଷାଗତ ଯୋଗ୍ୟତା ବୋହୁତ କମ....

  • @ganeswarkomar81
    @ganeswarkomar81 2 года назад +2

    ବାପା ସମ୍ପତି କୁ ଯଦି ବିଜ୍ଲେନ୍ସ ଚଢ଼ାଉ ହେଉଛି ବିଜ୍ଲେନ୍ସ ବାଲା ଗୋଟିଏ କାମ କର ଯେତିକି ଜଣ ସାଧାରଣ କୁ ମନ୍ଦିର ରେ ଭିକ ମାଗିବାକୁ ପଠା ଓ

  • @besarkarimedia7984
    @besarkarimedia7984 2 года назад +15

    ଏହି ମିଡ଼ିଆ ବାଲାଙ୍କୁ କିଛି କାମକୁ ନୁହେଁ। A

  • @Shayanofficial-sy5hv
    @Shayanofficial-sy5hv 2 года назад +27

    ଏହି ମିଡିଆ ଶଳା ଗୋଟେ କୁ 100ଥାର repeat କରିବେ 🤭😂😂

  • @ranjankumarnayak1211
    @ranjankumarnayak1211 2 года назад +7

    ସୁପର ଗାଲୁଆ

  • @skasrafalli6627
    @skasrafalli6627 2 года назад +1

    Correct 💯

  • @sanjibnaik3537
    @sanjibnaik3537 Месяц назад

    OTV New ku mu dilse Dhanyawad deuchi pratek dist ra GRS ku Bhijlance dharibadarkar

  • @feel958
    @feel958 2 года назад +8

    ଯିଏ ଦୋଷୀ ତାକୁ ପୋଲିସ୍ ଧରିବନି କେବଳ ସଚ୍ଚୋଟ ଲୋକ ଉପରେ ଶାସନ ଦେଖେଇଯାନିଛନ୍ତି।

  • @srikantanandan8079
    @srikantanandan8079 2 года назад +15

    Reporter Mahasay
    Have you ever asked any Sarpanch how they spending huge amounts in elections. And have you ever tried to know after a term as Sarpanch how much property/money were built up by someone ? Have any Vigilance authority get to know about the PRIs property in this regard ?
    Tala ku Tila Kariba apanamanka thu aau kehi bhalare kariparibeni.

  • @rajubabusahu6341
    @rajubabusahu6341 2 года назад +19

    କାମ ନ କରି ତାର ନାମ ରେ ଟଙ୍କା ଛାଡି ତା ନାଁରେ ଟଙ୍କା ଉଠାଯାଇଛି ଆଉ ତା ଠାରୁ ଟଙ୍କା ମଗାଯାଉଛି ଆମର ଏଠି ସେମିତି ପରା ହେଉଛି

  • @RatnakarMohanta-t9q
    @RatnakarMohanta-t9q Год назад +1

    Good news

  • @BasantakumarRaul
    @BasantakumarRaul 5 месяцев назад +1

    ନବୀନ ସରକାରରେ ଏହିପରି ସହସ୍ର ସହସ୍ର ଠକ ଅଛନ୍ତି।

  • @padmabatimohanta252
    @padmabatimohanta252 2 года назад +23

    ଦରକାର ଠାରୁ ଅଧିକ ସଂପତ୍ତି ଠୁଳ କରିବା ମହା ପାପ। କାରଣ ସେ ସଂପତ୍ତିରେ ଆଉ କିଏ ପୋଷି ହୁଅନ୍ତେ। ଉପରେ ଥାଇ ସବୁ ହିସାବ ରଖୁଛି , ସମୟକୁ ଅପେକ୍ଷା କର ।

    • @ajayamoharana6341
      @ajayamoharana6341 2 года назад +2

      ଜୟ ଜଗନ୍ନାଥ 🙏🏻

    • @prasantamaharatha6147
      @prasantamaharatha6147 2 года назад +1

      Bapara sampatiki kn dana karidebe na kn

    • @padmabatimohanta252
      @padmabatimohanta252 2 года назад

      @@prasantamaharatha6147 aau kn mundare mundei mala bele swargaku neiki jibe

    • @kanhanayak6271
      @kanhanayak6271 2 года назад

      @@padmabatimohanta252 Tamar Keta ta Dana Karicha 😂

    • @padmabatimohanta252
      @padmabatimohanta252 2 года назад

      @@kanhanayak6271 tumara nebaku ichha achhi bodhe nebaki

  • @manasdigalofficial
    @manasdigalofficial 2 года назад +11

    ଦରକାର ଠାରୁ ଅଧିକ ଆଶା ରଖିଲେ ଦିନେ ନା ଦିନେ ଅସୁବିଧା ନିହାତି ହେବ , ଏହି ବିଷୟ କୁ ମାଟିର ମଣିଷ କେବେ ଯେ ବୁଝିବ କେ ଜାଣି???

  • @bhabanishankarpati466
    @bhabanishankarpati466 2 года назад +8

    Wonderful bhai..God knows all that about yours earning property

  • @hrushikeshdharua4522
    @hrushikeshdharua4522 5 месяцев назад +1

    Grs ମାନେ ସମସ୍ତେ ଏମିତି କରୁଛନ୍ତି

  • @alokkhuntia3143
    @alokkhuntia3143 2 года назад

    Good person. Truth word

  • @ratanrajkisku488
    @ratanrajkisku488 2 года назад +4

    ଗରିବ ଲୋକଙ୍କୁ ଯଦି ଏମିତି ଛୋଟ ଛୋଟ ଚାକିରି ଦିଆଯାଏ ସମସ୍ତେ ପଇସା ବାଲା ହୋଇ ଯାଆନ୍ତି ଆମ ଦେଶ ରେ ଗରିବ ରହିବେ ନାହିଁ ଏଇଟା ଗୋଟେ ଉଦାହରଣ ର ବାର୍ତ୍ତା

  • @srikanta671
    @srikanta671 2 года назад +24

    ଯେଉଁ ଜମି ବିକ୍ରି ହେଉଛି ସେ ଲୋକ କାଗଜପତ୍ର
    ଦେଖାଅ

  • @hrudanandabeherabikramrais3741
    @hrudanandabeherabikramrais3741 2 года назад +6

    Reporter ଆଲୋକ ଭାଇ ତ, ଆଗରୁ ବହୁତ୍ ଭଲ ସାମ୍ବାଦିକତା କରନ୍ତି , ଏବେ ଟିକିଏ ବୋଧେ କୌଣସି ପାରିବାରିକ ସମସ୍ୟା ଦେଇ ଗତିକରୁଛନ୍ତି ?? 🤔🤔🤔

  • @juniorkandhamal9240
    @juniorkandhamal9240 2 года назад +1

    All grs are proud

  • @suvendukumardash1976
    @suvendukumardash1976 4 месяца назад

    Thanks vigilance

  • @jitendrasaraf440
    @jitendrasaraf440 2 года назад +13

    Requests for our Indian government all government staff salery is 25,000 only

  • @amiyakumarnayak6197
    @amiyakumarnayak6197 2 года назад +22

    This is not the job of a media person.He only shares information to public, But from here I can see they are partly CBI too :) The kind of questions he is asking is shameful.

  • @DSDNEWSODIA
    @DSDNEWSODIA 2 года назад +9

    Please Close iti and diploma college

    • @Techdeep417
      @Techdeep417 2 года назад +2

      Yes close ITI clloge 🔥🔥 ଆମକୁ କଣ ଖରା ହଉନି ନା ଗରମ ଲାଗୁନି . ଖରାରେ practical କଲା ବେଳେ ଝାଳ ରେ ଗାଧୋଇ ହୋଇ ଯାଉଛୁ
      ସ୍କୁଲ ପିଲା ମାନେ class ରୁମ୍ ରେ ବସି ତାଙ୍କୁ ଆନ୍ସୁଘାତ ହୋଇ ଯିବ 😡 ତାଙ୍କୁ ଯାଇ ପଚାରିଲେ kn ହବ ଆମ କୁ ବି ପଚାର ତାପରେ ଜାଣିବ

  • @youtubeit9757
    @youtubeit9757 Год назад +1

    ମୁଁ ଆମ ଘର ପାଖ GRS କଥା କହୁଛି।
    ସେ 15/20 ଲୋକଙ୍କ ନା ରେ ବୋଧେ ଗୋଟେ ପୋଖରୀ ଖୋଳାନ୍ତି। ଆଉ ଟଙ୍କା ଡାଇରେକ୍ଟ ସେ ଲୋକଙ୍କ ବ୍ୟାଙ୍କ କୁ ଯାଏ। ତା ପରେ ସେ GRS ଗୋଟେ ଲୋକ ରଖିଥାଏ। ସେ ଯାଇକି ତାଙ୍କୁ କହେ, ଭୁଲରେ ତୁମ ବ୍ୟାଙ୍କ କୁ ପଳେଇଲା। ହଉ 100/200 ରଖିକି ବାକି ଦେଇଦେ।

  • @ajitpkr4
    @ajitpkr4 2 года назад +2

    ଅପରାଧ ଖୋଜି ବାହାର କରନ୍ତୁ, ଜଣେ ଅଧିକା ସମ୍ପତ୍ତି ର ମାଲିକ ହବା କୌଣସି ଅପରାଧ ନୁହଁ

  • @prafullabarik7085
    @prafullabarik7085 2 года назад +12

    Babuli is a wonder guy. He knows the art of making money.

  • @yourdude1984
    @yourdude1984 2 года назад +14

    Why the reporter didn't get an interview of those officer , that GRS said him many times to ask them we are also interested to listen it

  • @lipurout9661
    @lipurout9661 2 года назад +6

    Bhai actually reporter mane tk adhika blame karuchhanti... Grs Janaka clear answer dauchhanti but reporter Janaka tanku mentally pressure dauchhanti...
    It's not good

  • @MixTape4797
    @MixTape4797 4 месяца назад +2

    ସବୁ GRS ମାନେ ଏମିତି ହିଁ property ରଖିଛନ୍ତି, କୋରାପୁଟରେ

  • @queendeevisha6010
    @queendeevisha6010 2 года назад +2

    59 ପ୍ଲୋଟ register କେମିତି ହେଲା jananka name ରେ?? . ସରକାରୀ ଦାୟୀ. ନିୟମ ଖାଲି ଜନସାଧାରଣ ଙ୍କ ପାଇଁ ହେଲେ ସରକାରୀ ଲୋକୋ ନିୟମ ନାହିଁ 😭😭😭😭😭

  • @nehaagarwala5713
    @nehaagarwala5713 2 года назад +49

    This person seems to be clean and is framed by bad luck and bad statements.

    • @sanjayks001
      @sanjayks001 2 года назад

      His relative spotted

    • @sunilkumarpatnaik6953
      @sunilkumarpatnaik6953 2 года назад

      59 Plots tanku diajau .....

    • @sibapadhy2962
      @sibapadhy2962 2 года назад +1

      The reporter is too bad and he is not asking right question, which makes the person look clean.

  • @gangadharmeher388
    @gangadharmeher388 2 года назад +8

    ଏବେ ବୁଝିଲେ ସରକାରୀ ଚାକିରୀ ର ଡିମାଣ୍ଡ କ'ଣ ପାଇଁ ।

  • @kjhhj6645
    @kjhhj6645 2 года назад +5

    He is saying right ...he is right person reporter ko kotha hoba ku jona nahi...

  • @BanojkumarBehera-d8w
    @BanojkumarBehera-d8w 2 месяца назад

    Right person

  • @rinkupriyanshupranilsahoo3247
    @rinkupriyanshupranilsahoo3247 28 дней назад

    Thik right bhai 😮😮😮😮

  • @akshaykumardash6886
    @akshaykumardash6886 2 года назад +3

    According to law what should be the salary of a grs it is very less 8500 only per month

  • @iamashishroul
    @iamashishroul 2 года назад +23

    I appreciate the work of vigilance but news channels should hire a educated reporter,who can ask logic question while reporting.

  • @ssingh2539
    @ssingh2539 2 года назад +6

    That's why all people want to govt job

  • @tejeswarkhilo1918
    @tejeswarkhilo1918 2 года назад

    A thik officer bhai ta ...jai hind

  • @Shishir-z1i
    @Shishir-z1i 9 месяцев назад +1

    କିରେ ଝଗଡା ହବ କି ଆଉ ତମେ, ଏ ସାମ୍ବାଦିକ ଭାଇ ତମେ ଜଣେ ଭଲ ରିପୋର୍ଟର ହେଲେ ଆଜି ଏମିତି କଥା କହୁଛ ଆଉ ସେ ଲୋକ ଏମିତି ରାଗିଯାଉଛି, କଣ ହଉଛ ସବୁ

  • @ranjankumarpanda6574
    @ranjankumarpanda6574 2 года назад +11

    Bichara fasi jachi. Why vigilance are not getting any clues regarding any politician. Everyone knows that each politician is a money mafia. But those vigilance are getting higher percentage from those politician. And those are not giving percentage, are getting charged by vigilance

  • @akshaykumardash6886
    @akshaykumardash6886 2 года назад +3

    What is the topic where it is going first reporter educate your self while giving details on dp.
    Waste report

  • @mrzakawaka8638
    @mrzakawaka8638 2 года назад +12

    He is telling the truth A grs never get that much of money even if he gets bribe. So dont harrse someone by asking this kind of shitty questions.

  • @lovelybabuni26
    @lovelybabuni26 2 года назад +1

    👍👍👍👍But pachariba saili best... 👏👏👏👏👏👏👏🙋‍♂️

  • @ManojAgrawal161
    @ManojAgrawal161 7 месяцев назад

    GRS Bhai u r right 👍