ହାତରେ ମଧ୍ୟାହ୍ନ ଭୋଜନ ଥାଳି,ଜିଲ୍ଲାପାଳଙ୍କ ସାମ୍ନାରେ ବିଧାୟକ, ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଆଣିଲେ ଅଭିଯୋଗ

Поделиться
HTML-код
  • Опубликовано: 17 дек 2024

Комментарии • 427

  • @balarajbirtia9062
    @balarajbirtia9062 3 месяца назад +21

    5.90 ରେ ବହୁତ୍ ବଢିଆ ଖାଦ୍ୟ କେଉଁଠୁ ମିଳିବ? ଅନ୍ଧ ଯୁବକ ମାନେ ସରକାର ଙ୍କୁ
    ପଚାରନ୍ତୁ।

  • @JashodaMahananda-pe1ut
    @JashodaMahananda-pe1ut 4 месяца назад +114

    5.90 ରେ କେମିତି ଖାଦ୍ୟ ଦିଆଯିବ,ଆପଣ ମାନେ ନିଜେ ବିଚାର କରନ୍ତୁ ମହାଶୟ,

    • @romanticsongs-z4d
      @romanticsongs-z4d 3 месяца назад +5

      Right

    • @susanttripathy7086
      @susanttripathy7086 3 месяца назад +5

      Instead of 100 students they shows 150 students present everybody knows it .

    • @simanchalpatro5929
      @simanchalpatro5929 3 месяца назад

      abasikha school

    • @saktisethy9204
      @saktisethy9204 3 месяца назад

      ​@@susanttripathy7086ଆପଣଙ୍କ side ରେ school ମାନେ ଏମିତି କରୁଛନ୍ତି ତା ହେଲେ 😮😮😮😮

    • @tribenipatra3213
      @tribenipatra3213 3 месяца назад

      Hastel diajibo agya se hostel vitarata bi dekheile tame dekhiparilaniki .no khaiki hostel chhua school jibeki

  • @bimalnaik3128
    @bimalnaik3128 4 месяца назад +102

    ହଇହୋ ପାଠୁଆ କଲେକ୍ଟର ବିଧାୟକ ବାବୁ ମାନେ କେବେ ୫ଟଙ୍କା ୯୦ପଇସାରେ ଭୋଜନ ମିଳେ ।ଯଦି ମିଳେ ତମର ପୁଅଝିଅ ଖାଇବେ ତ ?

  • @bipinbiharikisan
    @bipinbiharikisan 4 месяца назад +90

    କିଛି ହେଇନି, ମଧ୍ୟାହ୍ନ ଭଜନ ପାଇଁ ସରକାର କେତେ ଟଙ୍କା ଦେଉଛି ଯେ ଭଲ ଖାଦ୍ୟ ମିଳିବ ।ଯାହାର ଅଭିଯୋଗ ଅଛି ନିଜେ ଯାଇକି ଦିନେ ଦିନେ ମଧ୍ୟାହ୍ନ ଭଜନ ପରିଚାଳନା କରନ୍ତୁ ଜାଣି ପାରିବେ ଟ. 5.90 ପଇସା ରେ କେମିତି ପ୍ରସ୍ତୁତ ହେବ ।

    • @prakashkumarjena.babusan.n3760
      @prakashkumarjena.babusan.n3760 4 месяца назад

      ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର ଆଉ 24 ବର୍ଷ ର ଗର୍ବ ଅହଂକାର ଓଡିଶା କୁ ପୁରା ବରର୍ବାଦ କରିଦେଇ ସୋବୁ ସୀମା ଟପି ଯାଇଛନ୍ତି.....

    • @kshetrabasidas9682
      @kshetrabasidas9682 4 месяца назад

      💯👌👍😀😆

    • @abhayakumar2129
      @abhayakumar2129 3 месяца назад +2

      ଯଦି school re 50 students thanti
      50.5.90=295
      295 re bhala meal 50 jananka painee heba

    • @susanttripathy7086
      @susanttripathy7086 3 месяца назад

      Bhai u r strong in math .😮 But why u can not understand they shows 90% present in school. But in real only 40 to 50 % present all time . Everybody knows it

    • @kailashsoy462
      @kailashsoy462 3 месяца назад

      ​@@abhayakumar2129ho bro bapa b gote maso nijo hatori kichi dionti au bohut adjust koribaku pode

  • @jamesrinku1995
    @jamesrinku1995 4 месяца назад +82

    ବିଧାୟକ ମହାଶୟ ଗୋଟେ ପିଲା ପିଛା ସରକାର କେତେ ଟଙ୍କା ଦେଉଛନ୍ତି ଆଉ ଶିକ୍ଷକ ମହାଶୟ ମାନେ କେମିତି ଦେଉଛନ୍ତି ଟିକେ ପଚାରିବେ।

    • @susantakumarsenapati9752
      @susantakumarsenapati9752 3 месяца назад

      ​@zxxvtry3😂😂😂😂😂

    • @baidyanathdehury6939
      @baidyanathdehury6939 3 месяца назад

      ​@@zxxvtry345hmm re baba

    • @bhaskargouda6311
      @bhaskargouda6311 3 месяца назад +1

      ବିଧାୟକ ଙ୍କ ପୁଅ 5.90ରେ ଭାତ୍ ତରକାରୀ ଖାଉଛି ତେଣୁ ପ୍ରଶ୍ନ କରୁଛି

  • @ashish87k
    @ashish87k 4 месяца назад +21

    ମୁ ଜେତକି ଜାଣିଛି, ସରକାରଙ୍କ ହିସାବରେ ପିଲା ପ୍ରତି ବହୁତ କମ ଖର୍ଚ୍ଚ ହୁଏ ଖାଇବାର, ସେଠି ମାଷ୍ଟର ମାନଙ୍କର ଭୁଲ ନାହିଁ , ଆପଣ ବର୍ତ୍ତମାନ ର ବିଧାୟକ ହିସାବରେ ଉଠାନ୍ତୁ ସରକାରଙ୍କ ପାଖରେ , ତେବେ ପିଲା ଉଚିତ ଖାଇବା ପାଇବେ । ଗୋଟିଏ ସରକାର ର କାମ ହେଲା, ଗରିବ ଲୁକଙ୍କର ଖାଇବା ରହିବା ସ୍ବାସ୍ତଂ, ଆଉ ପାଠ ପଢା

  • @rabindranathjena6052
    @rabindranathjena6052 4 месяца назад +28

    ଭାରି ବଡ଼କାମ ଟେ କରିଦେଲେ ବିଧାୟକ ବାବୁ l ଏଇ ଖାଇବା ଚକ୍କର ରେ ସ୍କୁଲରେ ପାଠପଢ଼ା ଶୂନ l ଯାଅ ସେଇମାନଙ୍କୁ ଧର, ଯେଉଁମାନେ ଚବିଶ ବର୍ଷ କଲା ରାଜ୍ୟକୁ ଖୋଳ କରିଦେଲେ ! ମାଷ୍ଟର ମାନଙ୍କ ଉପରେ କି ବାହାଦୁରୀ ??

    • @dixitpattanaik131
      @dixitpattanaik131 3 месяца назад

      ପିଲା ମାନଙ୍କ ଅସୁବିଧା ହେଲେ ସାର୍ ମାନଙ୍କ କୁହାଯାଏ |

  • @narayanbiswal3206
    @narayanbiswal3206 3 месяца назад +26

    ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବନ୍ଦ ହେଉ।

  • @debendrapanda61
    @debendrapanda61 3 месяца назад +8

    ପିଲା ପ୍ରତି 5.90 ନେଇ ଜାଳ ସ ଉଦା କିଣି ବିଧାୟକ ଦିନେ ସ୍କୁଲରେ ରାନ୍ଧିକି ଦିଅନ୍ତୁ।ଜାଣିପାରିବେ।

    • @bollywoodgossip123
      @bollywoodgossip123 Месяц назад +1

      Khali ta tichar manka darama badhela khaiba pai Paisa kuadu asiba

  • @abhimanyunayak4246
    @abhimanyunayak4246 4 месяца назад +17

    ମନ୍ତ୍ରୀ ମହାଶୟ ପିଲାଙ୍କ ମାଧ୍ୟ୍ୟର୍ଣ ଭୋଜନ ଦର କେତେ ଟଙ୍କା କରିଛନ୍ତି ଏହା ଛତୁଆ ଦେଲା ଭଳି ଏହା ପରିବର୍ତନ କରି ପିଲାମାନଙ୍କ ବେଙ୍କ ଖାତା ଟଙ୍କା ମିଳନ୍ତା ପିଲାମାନଙ୍କ ଭବିଷ୍ୟତ ରେ କାମ ଆସନ୍ତା

  • @patitakumarchoudhury9855
    @patitakumarchoudhury9855 3 месяца назад +5

    ମୂର୍ଖ ବିଧାୟକ ଗୋଟିଏ ପିଲାକୁ 60 ଗ୍ରାମ ଡାଲି ଦରକାର ଯାହାର ଦାମ ଆଜିକା ଡେଟ ରେ 9-60 ପଇସା, ଶଳା ତମ ସରକାର 5-90 ପଇସା ଦେଉଛି, ମାଷ୍ଟ୍ର ଘରୁ ଆଣି ଡାଲି ଦବ?

  • @laxmidharmuduli8424
    @laxmidharmuduli8424 3 месяца назад +9

    ଧନ୍ୟ ବିଧାୟକ ଧନ୍ୟ ଜିଲ୍ଲାପାଳ ପ୍ରାଇମେରୀ 50 ପିଲା u p 50 pila nka pain kete ପଇସା ସରକାର ଦେଉଛନ୍ତି କେତେ ଖର୍ଚ୍ଚ ହେଉଛି। ହିସାବ କରନ୍ତୁ।ଅଣ୍ଡା ଦର 7ତାଙ୍କ ସେଦିନର ଟିକେ ହିସାବ କର। ଗ୍ୟାସ 100 ପିଲାଙ୍କ ପାଇଁ ରୋଷେଇ ରେ 6 ଦିନ ଯାଏ।ପାରିବ ଦର କେତେ।e ସବୁକୁ ବିଚାର କର। assembly re କଥାଟା ଉଠାଯାଉ।ଶିକ୍ଷକ ଉପରେ ଷଣ୍ଢ ଦେଖାଇଲେ କଣ ହେବା।

  • @chandankumardhal8192
    @chandankumardhal8192 3 месяца назад +5

    ବିଧାୟକ ବାବୁ ୫.୯୦ ପଇସା ରେ ଦିନେ ପିଲାଙ୍କୁ ରାନ୍ଧିକି ଦିଅନ୍ତୁ

  • @TapanPatra-k9v
    @TapanPatra-k9v 4 месяца назад +20

    ଡାଲି ଆଉ ଆଳୁ କିଲୋ କେତେ ହେଲାଣି ଜାଣି ପରୁନକି ତ ପୁଅ ଝିଅ କେବେ ୫.୯୦ ଟଙ୍କା ରେ କେବେ ଖାଇ ଥିଲେ ,ଅମନ ଙ୍କ ସହ ନ ଲାଗି ସରକାର କୁ ଏହାର ବୋଜେଟ ବଡେଇ ବାକୁ କୁହ ଶଳା ମୂର୍ଖ

  • @parameswarmahanta-rv5or
    @parameswarmahanta-rv5or 4 месяца назад +28

    ଆରେ ଭାଇ ଆପଣ 5.90ରେ ଏକ ସପ୍ତାହ mdm ଚଳାଇ ଦେଖୁ ନାହାଁନ୍ତି କାହିଁକି ତା ପରେ ପ୍ରଶ୍ନ କରିବେ

  • @karunakarmohanty89
    @karunakarmohanty89 3 месяца назад +9

    20 ଟଙ୍କା କରିଦିଆଯାଉ ଖାଇବା ଭଲ ହେବ ସାର୍ ମାନେ କ'ଣ ହାତରୁ ଦେବେ ଜୟ ଜଗନ୍ନାଥ

  • @DibyaKumar-oo1ww
    @DibyaKumar-oo1ww 3 месяца назад +7

    5.90ପଇସା ଦେଇ ଶିକ୍ଷକମାନଙ୍କୁ ଅପମାନିତ କରନ୍ତୁ ନାହିଁ।

  • @basudebapradhan3828
    @basudebapradhan3828 3 месяца назад +3

    Vidhayak Sir Apanaku Dhanyawad

  • @ajitakumarsahoo9458
    @ajitakumarsahoo9458 3 месяца назад +9

    ବିଧାୟକ
    ବରା ଗୋଟାକୁ ପାଞ୍ଚ ଟଙ୍କା
    ମିଲ୍ସ କେତେ ଟଙ୍କା ???

  • @narayanbiswal3206
    @narayanbiswal3206 3 месяца назад +19

    ସରକାର ପ୍ରତି ବିଦ୍ୟାଳୟ ନିକଟରେ ଆହାର କେନ୍ଦ୍ର ଚଳାନ୍ତୁ। ଶିକ୍ଷକଙ୍କୁ ପଢ଼ାଇବା କାର୍ଯ୍ୟରେ ସହଯୋଗ କରନ୍ତୁ ।

    • @b9gi6
      @b9gi6 3 месяца назад

      Val huanta

  • @SwadhinDas-gm6nf
    @SwadhinDas-gm6nf Месяц назад

    ଜୟ ଜଗନ୍ନାଥ 🙏🏻🫡🚩🚩

  • @bharatpatra2631
    @bharatpatra2631 3 месяца назад +2

    ଏ ମିତିଠ କି ସ ବୁ ଖା ଇ ଚା ଲି ଛନ୍ତି, ଏ ମିତିମା ଶ କୁ ଥ ରେ
    ରେ ଡେ ହେ ବା ଦ ର କା ର ❤❤❤❤❤

  • @rabimohanty112
    @rabimohanty112 3 месяца назад +2

    ଧନ୍ୟ ବଡ଼ ଲୋକପ୍ରତନିଧି. ଏ. ଏହିପରି ବୁଲନ୍ତୁ. ଚୋର ସରକାରୀ ଚାକିରିଆଙ୍କ କାର୍ଯ୍ୟ କଳାପ ଜନସାଧାରଙ୍କୁ ଜଣାନ୍ତୁ. ଏପର୍କ ଠକେଇ ବନ୍ଦ କରନ୍ତୁ.

  • @ashokkumarpal596
    @ashokkumarpal596 4 месяца назад +9

    ନୁଆଁ ନୁଆଁ ବିଧ୍ୟାୟକ ହେଇଛନ୍ତି ମିଡ଼ିଆ ନଜର ରେ ତ ରହିବାକୁ ପଡିବ .

  • @RakeshSahoo-l6o
    @RakeshSahoo-l6o 4 месяца назад +25

    ତୁମକୁ ଲାଜ ଲାଗୁନି 5 ଟଙ୍କାରେ ଚା ଗୋଟେ କଫ ମିଳୁନି ଚା ଗୋଟେ କଫ କୁ 7 ଟଙ୍କା ହେଲାଣି ଆଉ ତୁମକୁ 5 ଟଙ୍କାରେ ମିଲ ଗୋଟେ ଥାଳି ମିଳିବ ଏଇଟା ତୁମକୁ ସମ୍ଭବ ଲାଗୁଛି

    • @Bhagya7683
      @Bhagya7683 3 месяца назад

      ଅସମ୍ଭବ ଯଦି ଲାଗୁଚି ତା ମାନେ ଆପଣ କହିବାକୁ ଚାହୁଁଛ ଯେ ଖରାପ ଖାଦ୍ୟ ଖାଇ କି ପିଲା ମାନେ ଦେହ ଖରାପ କରନ୍ତୁ କୁଆଡୁ ଆସୁଛ ବେ ରାଜନୀତି ବାଲା

    • @akcreation304
      @akcreation304 3 месяца назад

      ଆରେ ଭାଇ ଯୋଉ ବିଧାୟକ ଏହି ବିଷୟରେ ଚର୍ଚ୍ଚା କରୁଥିଲେ ସେମାନେ ବିଧାନ ସଭାରେ ଏହି ବିଷୟରେ ଆଲୋଚନା କର ଆଉ୫ଟକା ରେ କିଭଳି ଖାଦ୍ୟ ମିଳିବ

  • @ashoksahoo8150
    @ashoksahoo8150 4 месяца назад +8

    ବିଧାୟକ ମୋହଦୟ mead day meal ର ମୂଲ୍ୟ ବଢାଇବା ପାଇଁ ବିଧାନ ସଭାରେ ପ୍ରଶ୍ନ କରନ୍ତୁ।କଲେକ୍ଟର କଣ ତାଙ୍କ ଦରମାରୁ meal ର୍ ମାନ ବଢ଼ାଇବେ।ନେତା ମନ୍ତ୍ରୀ
    ଘରେ କୁକୁରର ଗୋଟେ meal ଠାରୁ ଆମ ପିଲାଙ୍କୁ ତାର 10 ଭାଗର କମ ଦାମ ଦିଆଯାଉଛି ।କଣ ନା ସୁସମ୍ ଖାଦ୍ୟ ଦେଉଛନ୍ତି ଛାତ୍ର ଛାତ୍ରୀଙ୍କୁ।ଏମଏଲେ ଭାଇ
    ପ୍ରସଙ୍ଗ ବିଧାନସଭାରେ ଉପସ୍ଥାପନ କରାନ୍ତୁ ।

    • @b9gi6
      @b9gi6 3 месяца назад

      Govt t...seia chanhuchhi

  • @Nanakebhalusena
    @Nanakebhalusena 4 месяца назад +7

    ବହୁତ ବଢିଆ ସାନ ଭାଇ ପବିତ୍ର ସାଉନ୍ତା । ଏମିତି ହିଁ ଆଗକୁ ମାଡ଼ି ଚାଲ, ଏମିତି ହିଁ ଅନ୍ୟାୟ ବିରୋଧରେ ତାହାର ପ୍ରତିବାଦ କର‌। ଜୟ କଂଗ୍ରେସ। 2029 ରେ କେବଳ କଂଗ୍ରେସ ସରକାର ଆସୁଅଛି ଆମ ଓଡ଼ିଶାରେ। wait and see.... ଆମ ଓଡ଼ିଶା କୁ ଦରକାର କେବଳ କଂଗ୍ରେସ ସରକାର।ଜୟ ସମ୍ବିଧାନ। ରାହୁଲ ଗାନ୍ଧୀ ଜିନ୍ଦାବାଦ। ତାରାପ୍ରସାଦ ବାହିନୀପତି ଜିନ୍ଦାବାଦ। ପବିତ୍ର ସାଉନ୍ତା ଜିନ୍ଦାବାଦ। #ନାନାକେଭାଲୁସେନା SUBSCRIBE OUR BELOVED BHALU BHAINA RUclips CHANNEL @Nanakebhalusena

  • @ratnakarbehera9676
    @ratnakarbehera9676 3 месяца назад +1

    ଏହି ନେତା ଗଞ୍ଜେଇ ବିକି ହେଇଛି ରେ ଭାଇ ସେ ନିଜେ ଜାଣିନି କି ଏହି ଖାଦ୍ୟ ନିଜେ ଓଡ଼ିଶା ସରକାର ବ୍ୟବସ୍ଥା କରିଛେ 😂😂😂😂 ଆଉ ଶିକ୍ଷକ ଆଗରେ ନିଜକୁ ବାହାଦୂରୀ ଦେଖେଇ ହେଉଛି

  • @user-zh6ir5im6c
    @user-zh6ir5im6c 3 месяца назад +13

    5.90 ରେ ଫାଇଭ ଷ୍ଟାର୍ ଖାଦ୍ୟ ମିଳିବ ବୋଲି ବିଧାୟକ ଭାବୁଛନ୍ତି ବୋଧେ

  • @LaxmipriyaBehera-wu3oz
    @LaxmipriyaBehera-wu3oz 19 дней назад

    Thank u sir.god bless u

  • @umashankardash5425
    @umashankardash5425 4 месяца назад +4

    ବିଧାୟକ ,ମନ୍ତ୍ରୀ ମାନଙ୍କର ଏହା କିଛି ଭୁଲ ନାହିଁ । ମାଷ୍ଟର ମାନେ ନିଜ ଘରୁ ଆଣିକି ଦେବା କଥା ।

  • @kumardeepak4402
    @kumardeepak4402 Месяц назад

    ବହୁତ ଦୁଖଦଃ ପରିସ୍ଥିତି, ପିଲାଙ୍କ ପେଟକୁ ମାରିଲେ ଭଗବାନ ସହଳିବେନି, ଜୟ ଜଗନ୍ନାଥ

  • @KrishChetty-gv3kc
    @KrishChetty-gv3kc 3 месяца назад +2

    Dhanyabad bhai

  • @gaganbiharibehera7369
    @gaganbiharibehera7369 3 месяца назад +1

    ମନ୍ତ୍ରୀ ଯାଇକି ପରାମର୍ଶ କରିଛନ୍ତି ତାହାହିଁ ଯତେଷ୍ଠ ତାଙ୍କୁ ଧନ୍ୟବାଦ ଦେବା ଦରକାର ଜୟ ଜଗନ୍ନାଥ

  • @jaydebpatasani112
    @jaydebpatasani112 2 месяца назад

    ସାରେ, ଧନ୍ୟବାଦ,ସାରେ

  • @prakashkumarjena.babusan.n3760
    @prakashkumarjena.babusan.n3760 4 месяца назад +5

    ଜୟ ଜଗନ୍ନାଥ ଜୟ ବିଜେପି ସରକାର 🙏🙏🙏🙏

    • @ଖାଣ୍ଟି_ଓଡ଼ିଆ
      @ଖାଣ୍ଟି_ଓଡ଼ିଆ 3 месяца назад

      ଆରେ ମୂର୍ଖ ଇଏ ବିଜେପି ବିଧାୟକ ନୁହଁନ୍ତି, ଇଏ ଲକ୍ଷ୍ମୀପୁର କଂଗେସ ବିଧାୟକ

  • @ମନୋଜବେହେରା-ବ5ଦ

    ❤❤❤କୋଡିଏ❤ ବର୍ଷ ତଳୁ❤❤ଏମିତି❤ଚେକି କରିବା ଥିଲା❤❤❤

  • @saktisethy9204
    @saktisethy9204 3 месяца назад +1

    ଖାଦ୍ୟ ଖରାପ ଜଣାଇବ ବହୁତ୍ ଭଲ, ଥାଳି ଧରି ବାହାରେ ଖାଦ୍ୟ ଫୋପାଡ଼ିବା,media ଆଗରେ ଫିଙ୍ଗିବା କେତେ ଦୁରୁ ଭଲ ଯେ, ଯିଏ ଭୁଲ୍ କାମ କରୁଛି ତାଙ୍କ name ରେ complain ଦିଅ , ଅନ୍ନ କୁ ଫିଙ୍ଗିବା ମହା ପାପ ...

  • @DibyaKumar-oo1ww
    @DibyaKumar-oo1ww 3 месяца назад +2

    MLA ମହାଶୟ 5.90ପଇସା ରେ କି ପ୍ରକାର ଖାଦ୍ୟ ମିଳିବ।ନିଜେ ମାସେ MDM ଚଳାନ୍ତୁ ଜାଣି ପାରିବେ

    • @singhuramhansdah7363
      @singhuramhansdah7363 3 месяца назад

      Tame kahiba katha J MLA mahashaya ye katha ku mediaku Anile boli tama ga*** batha hauchhi... Kain kahuna mid day meal pain tanka adhika heba boli

  • @jaydevpradhan9433
    @jaydevpradhan9433 3 месяца назад +2

    ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ସ୍କୁଲର ଶିକ୍ଷକ ମାନଙ୍କୁ ନ ଦେଇ ssg group କୂ ଦିଆଯାଏ ତେବେ ଶିକ୍ଷାଦାନ ଠିକ ହେବ ଓ ପିଲାଙ୍କ ଖାଇବା ମଧ୍ଯ ଠିକ ହେବ

  • @sashibhusanmohapatra5976
    @sashibhusanmohapatra5976 4 месяца назад +10

    ବିଧାୟକ ମହାଶୟ ଡାଲି କିଲୋ 18o ଟଙ୍କା,,ପିଲା ମିଲି ପାଇଁ କେତେ ଟଙ୍କା ଦେଉଛନ୍ତି କୁହନ୍ତୁ ta

    • @kesuhantal347
      @kesuhantal347 3 месяца назад

      ମୁଶ୍ରୀ ଡାଲି = ୮୫, ମୁଗଡାଳି = ୧୨୦ , କାନ୍ଦୁଳଡଳି = ୧୭୦

  • @BrundaMuska
    @BrundaMuska 2 месяца назад

    Very good speech Pabitra saunta

  • @nibedanamusic7718
    @nibedanamusic7718 2 месяца назад

    ମଧ୍ୟାହ୍ନ ଭୋଜନ ପ୍ରହସନ ବନ୍ଦ କରାଯିବା ଉଚିତ

  • @pradeepmajhi8674
    @pradeepmajhi8674 Месяц назад

    ଶିକ୍ଷକ ମାନ୍ କର ଛୁଆମାନଙ୍କୁ ପହେଲ ଖାଇବାକୁ ଦିଆଯାଉ

  • @GitanjaliKahanr
    @GitanjaliKahanr 2 месяца назад

    Bhari sundar anubhuti bidhayaka dada mate bahut khusi lagla

  • @tudurusikar.c.productions5204
    @tudurusikar.c.productions5204 3 месяца назад

    Sir ପିଲାମାନଙ୍କର ପାଢ ଭତ୍ତା ବୃଦ୍ଧି କରାଯାଉ😢😢😢😢😢🎉🎉

  • @susanttripathy7086
    @susanttripathy7086 3 месяца назад +4

    Bhai ମାନେ ଯୋ ଲେଖୁଛନ୍ତି 5.90ମିଲ ପ୍ରତି ଠିକ୍ କଥା ହେଲେ ଫୁଲ୍ present ଦେଖାଇ ଯୋ ବାଟ ମରଣ ହେଉଚି ସେଇଟା ବି କୁହୋ

    • @ranjitabehera337
      @ranjitabehera337 Месяц назад

      Adjust kariba pain sir o didi Mane dosa na kari chorani houchhanti.......

  • @barunbaghabarunbagha
    @barunbaghabarunbagha 2 месяца назад

    Good job 👍👏

  • @saguchitra669
    @saguchitra669 3 месяца назад

    ହଷ୍ଟେଲ ପିଲା ଙ୍କ ଯଉ ଖାଦ୍ୟ ଦେଉଛ ସେଇଟା ଦେଖୁଛନ୍ତି ଆପଣ ଆଉ କେତୋଟି ସ୍କୁଲ ଯାଇ ଦେଖନ୍ତୁ ସବୁ ଅସୁବିଧା ରେ ରହୁଛନ୍ତି 🙏🙏🙏🙏

  • @ChandanSahoo-n3w
    @ChandanSahoo-n3w 4 месяца назад +3

    2029 Congress sarakar

  • @LAXMICHARANPRADHAN
    @LAXMICHARANPRADHAN 3 месяца назад

    Dhanyabad bidhayaksahab, Jai hind, Jai Bharat mataki Jai Jai hindhustan Jai shree Ram ❤,

  • @abhijeetpatnaik5383
    @abhijeetpatnaik5383 2 месяца назад

    Emiti heba kotha Good mla sir 🙏

  • @bijayakumarnayak2113
    @bijayakumarnayak2113 Месяц назад

    ବ୍ଯବସ୍ଥା ସୁଧାରିବା ପାଇଁ ପ୍ରଚେଷ୍ଟା କରନ୍ତୁ।

  • @akshayakumarbadaseth5088
    @akshayakumarbadaseth5088 2 месяца назад

    MLA SIR Good job, Thank you

  • @biranchihota8796
    @biranchihota8796 3 месяца назад

    ଏ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ସଫଳ ହେବ ନାହିଁ ଏହା ବନ୍ଦ କରିବା କଥା

  • @prakashganda1130
    @prakashganda1130 3 месяца назад

    Super sir amiti hele sabu sudhuriba

  • @DibyaKumar-oo1ww
    @DibyaKumar-oo1ww 3 месяца назад +1

    MLA ମହାଶୟ ଶିକ୍ଷକମାନେ ପାଠ ପଢାନ୍ତୁ। 5.90ଦେଇ ଶିକ୍ଷକମାନଙ୍କୁ ଅପମାନିତ କରନ୍ତୁ ନାହିଁ। ଆହାର ଖାଦ୍ୟ ପାଇଁ ଅଧିକ ଟଙ୍କା but school ku କମ୍ kn ପାଇଁ

  • @balarajbirtia9062
    @balarajbirtia9062 3 месяца назад

    ନିଜ ଘରେ ମିଲ୍ ପିଛା କେତେ ପଡୁଛି ହିସାବ
    କରି,ତାପରେ ସରକାର କେତେ ଦେଉଛି ଠିକ୍ କରି ଦେଖୁନା? ବିଚରା ଶିକ୍ଷକ କେଉଁଠୁ
    ଆଣିବେ?

  • @SmitaraniMohanty-c4d
    @SmitaraniMohanty-c4d 3 месяца назад

    Right or thanks once again thank u very very much social worker

  • @BinodBinodmajhi-vo4ol
    @BinodBinodmajhi-vo4ol 3 месяца назад

    Good job sir 👏👏👏

  • @ssardhik
    @ssardhik 3 месяца назад

    ଏସବକୁ ସଜା ମିଳିବାକଥା ସାର୍ 🙏

  • @amoshgamanga448
    @amoshgamanga448 3 месяца назад

    Sir you are really hero I like it very much

  • @SadhabaKheti
    @SadhabaKheti 3 месяца назад

    ବିଧାୟକ ସବୁସ୍କୁଲ କୁଯାଆନ୍ତୁ 🌹🌹🙏🙏

  • @narendranathpati6706
    @narendranathpati6706 3 месяца назад +2

    ୫ ଟଙ୍କା ୯୦ ପଇସା ରେ ପିଲାଙ୍କ ପାଇଁ କି ଉନ୍ନତ ମାନର ଖାଦ୍ୟ ଦିଆଯାଇପାରିବ? ମନ୍ତ୍ରୀ ମହାଶୟ ପିଲାମାନଙ୍କ ମଧ୍ୟାନ୍ନ ଭୋଜନ ଖର୍ଚ୍ଚ ବଢ଼ାଇବା ପାଇଁ ବିଧାନ ସଭାରେ ଆଲୋଚନା କରିବେକି?

  • @GiridharMajhi-r2o
    @GiridharMajhi-r2o 3 месяца назад

    Great MLA sir👍

  • @prakashthapa4390
    @prakashthapa4390 3 месяца назад

    Thank sir

  • @HimansahuHiman
    @HimansahuHiman 3 месяца назад

    Emiti neta ku mor koti namaskar

  • @chitaranjandas1433
    @chitaranjandas1433 3 месяца назад

    MLA ବାବୁ ଆପଣ ଯଦି ରୋଷେଇ କାରିକି ଏକ ମାସ ପର୍ଯ୍ୟନ୍ତ ଦିଅନ୍ତ ତାହାଲେ ଜଣା ପଡ଼ିବ ଆପଣ କେତେ ଭଲରେ ପିଲା ଙ୍କୁ ଖାଇବାକୁ ଦିଆ ହଉଚି ବୋଲି। ଏମିତି ସ୍କୁଲ କୁ ଆସିକି କାଇଁ ପଢା ଟାଇମ ନଷ୍ଟ କରୁଛ। ଖାଲି ଲୋକ ଦେଖନିଆ

  • @ChandrakantaDash-k6b
    @ChandrakantaDash-k6b 3 месяца назад +1

    Right.right. mla

  • @manoranjanparida7874
    @manoranjanparida7874 3 месяца назад

    ସ୍କୁଲ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଅଛନ୍ତି,, ଦେଖିବା କଥା,,ଛୁଆ ସମସ୍ତଙ୍କ ର ,,, ଉତ ସ୍ତରରେ ଆଲୋଚନା ହେବା ଦରକାର, ପ୍ରତି ଜିଲ୍ଲା ଏମିତି ଅବସ୍ଥା

  • @RajMalik-u1h
    @RajMalik-u1h 3 месяца назад

    ଏହି ପରି ଓଡ଼ିଶାରେ ଥିବା ପ୍ରତ୍ୟେକ ସ୍କୁଲ ରେ ମଝିରେ ମଝିରେ ଆସିବା ଦରକାର , ତାହେଲେ ପିଲାମାନଙ୍କ ପ୍ରତି ଅବହେଳା ର ସୁଦାର ଆସିବ

  • @srustidhardey5817
    @srustidhardey5817 Месяц назад

    Good

  • @minianaminimini9164
    @minianaminimini9164 3 месяца назад

    ଆଜିର ବାଳକ କାଲି ର ନାଗରିକ ବାଳକ ମାନେ ଏମିତି ଖାଦ୍ୟ ଖାଇ ଖାଇ ଛଟ ବୟସ ରୁ ହିଁ ଏମିତି ଦୁର୍ବଳ ଖାଦ୍ୟ ଖାଇ ଅତିଶୀଘ୍ର ଦୁର୍ବଳ ହୋଇ ଆଗାମୀ ପିଢ଼ି ମାନଙ୍କୁ କେମିତି ଆଉ ଚଳେଇବେ

  • @dusmantanaik2081
    @dusmantanaik2081 3 месяца назад

    ବିଧାୟକ ମହାଶୟ ପଦକ୍ଷେପ ନେବେ କି ମିଲ ପ୍ରତି କେତେ ଟଙ୍କା ହେଲେ, ପିଲାମାନେ ଭଲ ଖାଇ ପାରିବେ କେବଳ ଟୋକେଇ କଲେ ଚଳିବ ନାହିଁ

  • @narayanjakasika7237
    @narayanjakasika7237 3 месяца назад

    great ML

  • @RanjitMahanandia-nh9km
    @RanjitMahanandia-nh9km 3 месяца назад

    I love you sir

  • @seenusidam8658
    @seenusidam8658 3 месяца назад

    Wonderful Great MLA

  • @Namosibhay
    @Namosibhay 3 месяца назад +1

    ଆଠ ଟଙ୍କା ରେ ଅଣ୍ଡା କିଣି ଛଅ ଟଙ୍କା ରେ meals ଦିଆ ଯାଉଛି । ଏମାନଙ୍କ ଦୋଷ କଣ ? ସରକାର ଙ୍କ ସହ କଥାବାର୍ତ୍ତା କରି NGO ମାନଙ୍କୁ MDM ଠିକା ଦେଇଦିଆନ୍ତୁ ।

  • @NewblockAjay7882
    @NewblockAjay7882 3 месяца назад

    Master ra ଦରମା କମିକି ପିଲା ମାନଙ୍କୁ ଭଲ ଖାଇବା ଦିଆ ଯାଇ ଏ ମାଷ୍ଟର ମନୋକର ବହୁତ୍ ଭାୟୁ ବଡ଼ି ଗଲାଣି

  • @pradippradhan7874
    @pradippradhan7874 Месяц назад

    All hostels should be visited like this

  • @mahabirtudu1449
    @mahabirtudu1449 3 месяца назад

    Thank you sir

  • @bhabanidas1843
    @bhabanidas1843 3 месяца назад

    Wow great

  • @lokanathdash6899
    @lokanathdash6899 4 месяца назад +9

    MLA sir insult to his own Govt because a meal can not be provided in Rs 5.90. This should be discussed briefly in Assembly.

    • @suriyatk1992
      @suriyatk1992 3 месяца назад

      He is Laxmipur MLA from Congress party 👍

    • @sanjayablog127
      @sanjayablog127 3 месяца назад

      Mla congress party ର ବିଜେପି ଶଳା କୁ ଟାର୍ଗେଟ ନିଚଶ୍ୟ ହେବ

  • @laxman4673
    @laxman4673 3 месяца назад

    Good job sir ❤

  • @chinmayapradhan924
    @chinmayapradhan924 Месяц назад

    ଡାଲି ଚାଉଳ ସରକାର ଯୋଗାଇବା ପରେ 5.9 ଟଙ୍କା ଦେଉଛନ୍ତି କି ଟୋଟାଲ ଉପରେ ଦେଉଛନ୍ତି

  • @runchannel7081
    @runchannel7081 3 месяца назад

    Good job brother.....

  • @madhusudanmohanty4319
    @madhusudanmohanty4319 3 месяца назад

    Good job sir

  • @tatatea1477
    @tatatea1477 3 месяца назад

    Good MLA

  • @dusmantsethy6835
    @dusmantsethy6835 Месяц назад

    Right Dission MLA Sir

  • @Karaputia92
    @Karaputia92 3 месяца назад

    Great step mla bhaina

  • @BijayaMaiti-hj4kj
    @BijayaMaiti-hj4kj 2 месяца назад +1

    OK sir ok

  • @BijuNaik-zs8jd
    @BijuNaik-zs8jd 3 месяца назад

    ଏହିଟା ହେଲା ଆମ ସାରକାର ର ଉର୍ନର୍ତି

  • @sarojbehera8449
    @sarojbehera8449 3 месяца назад

    Grate sir

  • @piyushrajkumar15
    @piyushrajkumar15 3 месяца назад

    ଏ ବିଧାୟକ ଟିଜେ ଶାଳୀନତା ରକ୍ଷା କର. " କେତେଟା ମାଷ୍ଟର " ଏ ବାକ୍ୟ ଠିକ ଲାଗୁଛି. ଯେଉଁଦିନ ଶିକ୍ଷକ ସମାଜ କୁ ତୁମେମାନେ ସମ୍ମାନ ଦେଇ ଶିଖିଵ ସେହିଦିନରୁ ଦେଶରୁ ସମସ୍ତ ଖରାପ ଜିନିଷ ଆପେ ଆପେ ଅପସରି ଯିବ.
    ଆଗେ ବ୍ୟବସ୍ଥା କର ତାପରେ ଶିକ୍ଷକ ଙ୍କୁ ଦୋଷ ଦେବାକୁ ଭାବ...

    • @DibyaKumar-oo1ww
      @DibyaKumar-oo1ww 3 месяца назад

      ଶିକ୍ଷିତମାନେ MLA MP ହେଲେ ଦେଶ ସୁଧାରିବ । ଏମାନଙ୍କ ଠାରୁ ସମ୍ମାନ ଆଶା କରିବା ବୃଥା

  • @upendrajadeja3279
    @upendrajadeja3279 3 месяца назад

    Good job bhai

  • @rachitasaraka
    @rachitasaraka 3 месяца назад

    So said 😢

  • @Supreme25288
    @Supreme25288 3 месяца назад

    ସବୁ ଜାଗାରେ ଏମିତି ବିଧାୟକ ଦରକାର

  • @Electrifire9292
    @Electrifire9292 Месяц назад

    ମାଷ୍ଟର ଖାଲି ଦରମା ନେବା ପାଇଁ ଚାକିରି କରୁ ଛନ୍ତି

  • @ChristadanKhara
    @ChristadanKhara 4 месяца назад +1

    ପ୍ରାୟ ସମସ୍ତେ ପ୍ରଧାନ ଶିକ୍ଷକ ହଷ୍ଟେଲ ରୁ ଆଣି ଘରେ ନିଅନ୍ତି। ସବୁ ଲୁଟିଛନ୍ତି ଆଉ ଲୁଟୁଛନ୍ତି। ତଦନ୍ତ କଲେ ସବୁ ସାମ୍ନା କୁ ଆସିବ ଆଉ କେତେ suspend ହେବେ

    • @Suresh_Asst_Teacher
      @Suresh_Asst_Teacher 4 месяца назад +2

      ଗୋଟେ ପିଲାକୁ ରନ୍ଧା ବାବଦକୁ ୫ ଟଙ୍କା ୯୦ ପଇସା ଆସୁଛି।।। ଅଣ୍ଡା ଗୋଟା କୁ ୭ ଟଙ୍କା 😂😂😂😂 କ'ଣ ଆଉ ରହିଲା ଯେ ଘରକୁ ନେବେ।

    • @susantahuika2986
      @susantahuika2986 4 месяца назад

      ମାସ ଶେଷରେ total staff ଚାଉଡ଼ ଡାଲି ବାଣ୍ଟିକି ନେଉଛନ୍ତି ଆପଣ କେବେ hostel school ରେ ପଡ଼ିନାହାନ୍ତି ବଧେ ଜାଣିବେ କେମିତି ​@@Suresh_Asst_Teacher

  • @ChitamDami-b5e
    @ChitamDami-b5e Месяц назад

    ଏମିତି ଚେକିଂ ଯଦି ଆମର ସୁଵାଈ କନ୍ୟା ଆଶ୍ରମ ରେ ହେଇଥିଲେ ଭଲ ହେଇ ଥାନ୍ତା