Influence of Other Languages on Odia Language(ଓଡିଆ ଭାଷାରେ ବିଭିନ୍ନ ଭାଷାର ପ୍ରଭାବ ୧ମ ଭାଗ)

Поделиться
HTML-код
  • Опубликовано: 25 ноя 2024

Комментарии • 34

  • @p.s.2592
    @p.s.2592 Год назад

    ବହୁତ ସୁନ୍ଦର , ଧନ୍ୟବାଦ ମହାଭାଗ ।🎉🎉

  • @kirandalai2439
    @kirandalai2439 3 года назад +2

    🙏🙏🙏 ବହୁତ ଭଲ ଲାଗିଲା ସାର୍
    ଦ୍ରାବିଡ଼ ଭାଷା ବିଷୟ ରେ ବିସ୍ତୃତ ଭାବେ ଅଧ୍ୟୟନ କରି ଧନ୍ଯବାଦ🙏

  • @TwistwithViral
    @TwistwithViral 3 года назад +2

    ସାର୍ ନମସ୍କାର ଆପଣଙ୍କ ଭାଷାରେ ରସ,ମଧୁର,ମିଠା ଅଛି ଯାହା ମୋ ହୃଦୟ କୁ ଛୁଇଁ ଗଲା ଓ ମନସ୍ଥ କଲି କି ଆପଣଙ୍କ ପାଖରୁ କିଛି ଓଡ଼ିଆ ଶିଖିବାକୁ 🙏

    • @AndOdiaLiterature
      @AndOdiaLiterature  3 года назад +1

      ଆପଣଙ୍କ ଗ୍ରହଣଶୀଳତାର ପାତ୍ର ଶ୍ରଦ୍ଧାରେ ପରିପୂର୍ଣ୍ଣ ରହୁ। 🙏🙏🙏

  • @sunitabiswal4581
    @sunitabiswal4581 3 года назад +1

    ବହୁତ ବଢିଆ🙏🙏🙏

  • @sindhusenapati3165
    @sindhusenapati3165 2 года назад +2

    Plse sir video link deintu

  • @biswanathmajhi6648
    @biswanathmajhi6648 4 года назад +3

    ଆଜ୍ଞା ନମସ୍କାର ା ଓଡିଆ ବ୍ୟାକରଣ ର କେତୋଟି ପ୍ରସଙ୍ଗ ଯଥା ବାକ୍ୟ ବିନ୍ୟାସ ବିଜ୍ଞାନ, ରୂପିମ, ଭାଷାର ଅର୍ଥ ପରିବର୍ତ୍ତନର କାରଣ, ସୁଭାଷଣ,ଓଡିଆ ଭାଷାର ବିକାଶ କ୍ରମ, ଉନବିଂଶ ଶତାବ୍ଦିର ନବ ଜାଗରଣ ଓ ଓଡିଆ ସାହିତ୍ୟ ଉପରେ ତାର ପ୍ରଭାବ, ବର୍ଣ୍ଣାଶୁଦ୍ଧି ନିରାକରଣ ଆଦି ପ୍ରସଙ୍ଗ ଉପରେ ଆପଣଙ୍କର ମୂଲ୍ୟବାନ ସମୟ ବାହାର କରି ସବିଶେଷ ଆଲୋଚନା ରୂପକ ଏକ VIDEO ତିଆରି କଲେ ବିଶେଷ ଭାବରେ ମୁଁ ଲାଭାନ୍ବିତ ହୁଅନ୍ତି ା ଆପଣଙ୍କୁ ବିଶେଷ ଅନୁରୋଧ ା

    • @AndOdiaLiterature
      @AndOdiaLiterature  4 года назад +2

      ମତାମତ ପାଇଁ ଧନ୍ୟବାଦ। ଆପଣଙ୍କ ଇଚ୍ଛା ପୂର୍ଣ୍ଣ କରିବାର ପ୍ରୟାସ କରାଯିବ। ବାକି ଭଗବାନଙ୍କ ହାତରେ। ପାଠ୍ୟ ଓ ପାଠକୀୟ ଦାବି ବହୁତ। ତେବେ ମୋର ସଂକ୍ଷିପ୍ତ ସମୟ ଓ ପରିସର ମଧ୍ୟରେ ମୁଁ ପାରୁ ପର୍ୟନ୍ତ ଚେଷ୍ଟା କରିବି।

    • @biswanathmajhi6648
      @biswanathmajhi6648 4 года назад

      @@AndOdiaLiteratureବହୁତ ବହୁତ ଧନ୍ୟବାଦ ସାର୍ ା

  • @shanidev347
    @shanidev347 3 года назад +3

    Sir please pdf ta tk send karantu

  • @bharatsikshaacademy
    @bharatsikshaacademy 2 года назад +1

    Pdf tk send karibe ki sir

  • @sasmitanayak853
    @sasmitanayak853 3 года назад +2

    Nice effort

  • @asitpradhan139
    @asitpradhan139 3 года назад +1

    Sir ae book ra name au kou store re miliba tk kahi paribe

  • @sindhusenapati3165
    @sindhusenapati3165 2 года назад +1

    Sir odia bhashar achlik rup video link deinntu

  • @sindhusenapati3165
    @sindhusenapati3165 2 года назад

    Sir odia bhashara anchlik rup tike padhantu

  • @manjitbadhei7159
    @manjitbadhei7159 4 года назад +4

    Sir mu Gm University ra student. aehi chapter ra PDF miliba ki sir ti kia send karantu.

    • @AndOdiaLiterature
      @AndOdiaLiterature  4 года назад +1

      ଅପେକ୍ଷା କର। ସମୟ ହେଲେ PDF କରିବି।

    • @Hrtechnic
      @Hrtechnic 4 года назад

      Mate b darkar

    • @rickyrock9472
      @rickyrock9472 3 года назад

      Sir mura bi darakar.....

  • @salimarsahoo3411
    @salimarsahoo3411 4 года назад +1

    Mu ugc net exam ethara debi bhabuchi apanankara esabu alochana nischita kamare asiba

    • @AndOdiaLiterature
      @AndOdiaLiterature  4 года назад

      ପ୍ରାୟ ଦେବନି। କାରଣ ତାହା କେବଳ objective

  • @machiavelli432
    @machiavelli432 3 года назад +1

    Sir, ye bahi Ra lekhaka kie ???

    • @AndOdiaLiterature
      @AndOdiaLiterature  3 года назад +1

      ଏହା ବହି ନୁହେଁ, ଅନେକକୁ ଏକାଠି କରାଯାଇଛି 🙏🙏🙏

    • @machiavelli432
      @machiavelli432 3 года назад

      @@AndOdiaLiterature Dhanyabad sir , jadi sambhaba sabu lecture Ra PDF upload karantu 🙏

    • @AndOdiaLiterature
      @AndOdiaLiterature  3 года назад

      ଦେଖିବା କଅଣ କରାଯାଇ ପାରିବ🙏🙏🙏

  • @gopinathmallik8675
    @gopinathmallik8675 4 года назад +1

    Sahitya sambhandya prabanada ra kichi vedio karantu sari

    • @AndOdiaLiterature
      @AndOdiaLiterature  4 года назад

      ଦୟାକରି ସିଧା ସଳଖ ପ୍ରଶ୍ନ କରନ୍ତୁ ଯତ୍ ଦ୍ବାରା ଠିକ୍ ଭାବରେ ପ୍ରୟାସ କରାଯିବ ଉତ୍ତର ପାଇଁ

    • @gopinathmallik8675
      @gopinathmallik8675 4 года назад +1

      Ug student manka pyai amiti aao ri vedio kichi karantu sari +3 semester

    • @gopinathmallik8675
      @gopinathmallik8675 4 года назад +1

      Sahitya sambhandiya prabanda ra kichi video karantu sir.... +3 semistar

    • @AndOdiaLiterature
      @AndOdiaLiterature  4 года назад

      ଯଥା....

    • @AndOdiaLiterature
      @AndOdiaLiterature  4 года назад

      କିଛି ବିଷୟର ନାମ କୁହନ୍ତୁ...