Bhasa Utpatti Siddhanta | Dr Subhashree Sampada | Matru Academy| odia| odisha|sahitya

Поделиться
HTML-код
  • Опубликовано: 17 июл 2020
  • ଭାଷାର ଉତ୍ପତ୍ତି ସମ୍ପର୍କୀୟ ବିଭିନ୍ନ ସିଦ୍ଧାନ୍ତ
    This RUclips tutorial is on
    Odia|| Dr Subhashree || Matru Academy|| Odisha || Sahitya|| IAS EXAM || OAS EXAM || Odia NET|| NTA UGC NET || JRF Exam | Crack National Eligibility Test||
    🔴 Subscribe for more free lessons: ruclips.net/user/MatruAcadem...
    Share this video with a RUclipsr friend
    ✅ For inquiries contact me at matruacademy.edu@gmail.com
    ✅ Let's connect: 7206985312, 8763232327, ( whats app phone number)
    Facebook official page : / maatruacademy
    Facebook official page group: / 424273335395560
    ଯଦି ଆପଣ କୌଣସି ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ପରୀକ୍ଷାନିମନ୍ତେ ପ୍ରସ୍ତୁତ ହେଉଛନ୍ତି ତେବେ ମାତୃ ଏକାଡ଼େମୀ, ଓଡ଼ିଆ ବିଭାଗ ଆପଣଙ୍କ ସହ ରହିଛି ।
    ଯୁକ୍ତ ତିନି , ଓଡ଼ିଆ ସମ୍ମାନ, ଓଡ଼ିଆ ସ୍ନାତକୋତ୍ତର,ସିଭିଲ ସର୍ଭିସ(ଓଡ଼ିଆ ମୁଖ୍ୟପତ୍ର ଓ ବାଧ୍ୟତାମୂଳକ ପତ୍ର ),ଓଡ଼ିଆ ନେଟ୍, ପି. ଜି ପ୍ରବେଶିକା,ଏମ. ଆଇ. ଏଲ ଓଡ଼ିଆ ଯୁକ୍ତ ଦୁଇ,ଏମ. ଆଇ.ଏଲ ଓଡ଼ିଆ (ବିଦ୍ୟାଳୟ ସ୍ଥରୀୟ ) ଇତ୍ୟାଦି ପରୀକ୍ଷାର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ନିମନ୍ତେ ଆମ ସହ ଯୋଗାଯୋଗ କରନ୍ତୁ ଓ ନିମ୍ନସ୍ଥ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଆମସହ ଯୋଡ଼ି ହୁଅନ୍ତୁ ।
    ଆମର ୱେବସାଇଟ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ ।
    Website: matruacademy.com/
    ମାତୃ ଏକାଡେମିର ଓଡ଼ିଆ ବିଭାଗର WhatsApp ଗ୍ରୁପ୍ ସହ ସଂଯୁକ୍ତ ହେବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ।
    chat.whatsapp.com/GSgbZEFS68Y...
    Common registration form of matru academy : forms.gle/GHCbgF2iPuusz2P26
    ଆମର ୟୁ ଟ୍ୟୁବ ଚ୍ୟାନେଲ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ ।
    ruclips.net/user/MatruAcadem...
    ମନର କଥା ଯଦି ଅନ୍ୟ ପାଖରେ ପହଞ୍ଚୁନଥାନ୍ତା, କ’ଣ ହେଇଥାନ୍ତା ସତରେ ! ମନୁଷ୍ୟ ଶ୍ରେଷ୍ଠ ଜୀବ କାରଣ ସେ କଥା କହିପାରେ I ମନୁଷ୍ୟ ସମାଜର ଉନ୍ନତିର କାରଣ ହେଉଛି ଭାଷା Iମନୁଷ୍ୟ ଜାତିର ଏକତ୍ରିକରଣ, ସମାଜଗଠନ, କୌଣସି ଆବିଷ୍କାର ଓ ଉଦ୍ଭାବନକୁ ସମସ୍ତେ ବ୍ୟବହାର କରି ପ୍ରଗତି ପଥରେ ଅଗ୍ରସର ହେବା: ଭାଷାର ବ୍ୟବହାର ଯୋଗୁଁ ହିଁ ସମ୍ଭବପର ହୋଇଛି I ବର୍ତ୍ତମାନ ପୃଥିବୀରେ ଅନେକ ଭାଷା ଦେଖିବାକୁ ମିଳୁଛି I ତେବେ ଯେତେବେଳେ ଆଦିମାନବ କଥା କହିବା ଆରମ୍ଭ କରିଥିବ, ସେ କେଉଁ ଭାଷାରେ କଥା ହୋଇଥିବ? ପୁଣି ତା’କୁ ସେହି ଭାଷା କିଏ ଶିଖାଇଥିବ? ଗୋଟିଏ ଶବ୍ଦକୁ ସେହି ଶବ୍ଦରୂପେ ସମସ୍ତେ ଚିହ୍ନିବା ସମ୍ଭବ ହେଲା କିପରି? ଗୋଟିଏ ଭାଷା ବର୍ତ୍ତମାନର ଅନେକ ଭାଷାରେ ପରିଣତ ହୋଇଛି ନା ଏପରି ଅନେକ ଭାଷା ଆରମ୍ଭରୁ ଥିଲା? ବାସ୍ତବରେ ଏହା ବହୁତ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରେ- ଭାଷା ଉତ୍ପତ୍ତି ହେଲା କିପରି? ଭାଷା ସର୍ବପ୍ରଥମେ କେମିତି ରୂପରେ ଆତ୍ମପ୍ରକାଶ କରିଥିବ? ଭାଷା ସମ୍ପର୍କରେ ଯଦି କୌଣସି ପ୍ରଶ୍ନ ସାଧାରଣ ଲୋକ ମନରେ କୌତୁହଳ ସୃଷ୍ଟି କରିଥାଏ, ତାହା ହେଉଛି ଭାଷା ଉତ୍ପତ୍ତିର ପ୍ରଶ୍ନ I ଏହି ଭିଡିଓରେ ଭାଷାର ଉତ୍ପତ୍ତି ସମ୍ପର୍କୀୟ ବିଭିନ୍ନ ସିଦ୍ଧାନ୍ତ ସମ୍ପର୍କରେ ଆଲୋଚନା କରାଯାଇଛି I
    ଏହି ଭିଡ଼ିଓଟି ସମସ୍ତ ଓଡ଼ିଆ ଭାଷା ଓ ସାହିତ୍ୟପ୍ରେମୀ ତଥା ଓଡିଆ ସମ୍ମାନ, ଯୁକ୍ତ ତିନି ଦ୍ଵିତୀୟ ବର୍ଷ, ତୃତୀୟ ପର୍ଯାୟ (3rd Sem. ),ପ୍ରଧାନ ପାଠ୍ୟ ଅଂଶ(Core Course -6), ଦ୍ଵିତୀୟ ଏକକ ନିମନ୍ତେ ସହାୟକ ହେବ I
    ସମସ୍ତ ଓଡ଼ିଆ ଭାଷା ଓ ସାହିତ୍ୟପ୍ରେମୀଙ୍କ ଉଦ୍ଦେଶ୍ୟରେ ଏହି ଭିଡ଼ିଓଟିକୁ ଉତ୍ସର୍ଗ କରୁଛୁ I ଆପଣମାନଙ୍କ ଶୁଭେଚ୍ଛା ଓ ମତାମତ ଆମର ଏକାନ୍ତ କାମ୍ୟ I
    ବିଷୟ ସମ୍ପର୍କିତ ପ୍ରଶ୍ନୋତ୍ତର ତଥା ଅଧିକ ତଥ୍ୟ ନିମନ୍ତେ ମାତୃ ଏକାଡ଼େମୀ ୱେବସାଇଟ matruacademy.com/course-categ... ରେ କ୍ଲିକ କରନ୍ତୁ I ଧନ୍ୟବାଦ I
    Produced by
    Matru Academy
    For more information visit: www. Matruacademy.com
    Contact matruacademy.edu@gmail.com
    Follow us on Facebook: Matru-Academ...

Комментарии • 68

  • @parameswarojha3176
    @parameswarojha3176 3 года назад +8

    ସୁନ୍ଦର ଆଲୋଚନା ❤️
    ଆପଣଙ୍କ କଣ୍ଠସ୍ୱର ଖୁବ୍ ମଧୁର 😊
    ଅଶେଷ ଧନ୍ୟବାଦ 🙏 😊💐💖

  • @manojmohapatra798
    @manojmohapatra798 2 года назад +1

    ବହୁତ ଶିକ୍ଷଣୀୟ ଆଲୋଚନା
    ଓଡ଼ିଆ ଭାଷା ବିଷୟ ରେ ଆଲୋଚନା କରି ବାକୁ ଅନୁରୋଧ ନମସ୍କାର

  • @kailashchandramohapatra1877
    @kailashchandramohapatra1877 3 года назад +6

    Beautiful Explain

  • @phakiranayak7890
    @phakiranayak7890 5 месяцев назад

    ଅତି ସୁନ୍ଦର ଆଲୋଚନା ବହୁତ ଭଲ ଲାଗିଲା।

  • @karishmasahu5311
    @karishmasahu5311 2 года назад +1

    ଭାଷାର ସଂଜ୍ଞା, ସ୍ବରୂପ, ଓ ପ୍ରକାରଭେଦ ବିଷୟରେ ଗୋଟେ ଭିଡିଓ କରନ୍ତୂ ମାଡାମ୍ ।

  • @narayanmohanty5100
    @narayanmohanty5100 5 месяцев назад +1

    Very nice presentation.

  • @hariprasadclass
    @hariprasadclass 5 месяцев назад +1

    ଅତି ସୁନ୍ଦର ❤

  • @jadunathdas9706
    @jadunathdas9706 Год назад

    Hare Krishna 🌹🌹🌹 mu asha karuchi khub sigra odiya sahitya Jagata re uchha kotira Sahitika bhabe parichhita Hebe.

  • @satrughanmallik3128
    @satrughanmallik3128 2 года назад +3

    ବହୁତ ସୁନ୍ଦର

  • @pramodlalsi2669
    @pramodlalsi2669 2 года назад

    ଚମତ୍କାର ମାଡାମ ! ବହୁତ ଖୁସି ଲାଗିଲା ଆପଣଙ୍କ ଭିଡିଓ ଦେଖିଲା ପରେ , ଧନ୍ୟବାଦ

  • @rajakishorsahoo9483
    @rajakishorsahoo9483 4 месяца назад

    ମନଛୁଆଁ। ବହୁତ୍ ଭଲ ଲାଗିଲା।

  • @swarajk5411
    @swarajk5411 2 года назад +2

    Outstanding information Mam.. 🤗🥰😍😍

  • @kalpanasarangi8948
    @kalpanasarangi8948 2 года назад +1

    Bahut sundar bhabare bujhaele guru ma😘😘

  • @lizadas272
    @lizadas272 2 года назад

    ଆପଣଙ୍କୁ ଦେଖିଲେ ବହୁତ୍ ଖୁସି ଲାଗେ ,ଆପଣଙ୍କ କଥା ଏତେ ସୁନ୍ଦର ଲାଗୁଛି ...cute voice ..hujheiba saili ta ete sarasa mun ଭାଷାରେ ବି କହିପରୁନି ... excellent mam🙏 mun apananku class agaru dekhinathili ଯେବେଠୁ ପାଇଛି ଲାଗୁଛି ଆଉ କାହାର class apananka class agare fika ପଡ଼ିଯିବ

  • @satrughanmallik3128
    @satrughanmallik3128 2 года назад

    ଆପଣଙ୍କ କଣ୍ଠ ସ୍ବର ବାସ୍ତବିକ୍ ମନମୁଗ୍ଧକର ma'am

  • @nepalchandan9598
    @nepalchandan9598 3 года назад

    ମେମ୍ ନମସ୍କାର।ଆମ ମାନଙ୍କ ସକାଶେ ଆପଣଙ୍କ ଏହି ପ୍ରୟାସ ଟି ନିଶ୍ଚିତ ଭାବରେ ପ୍ରଶଂସନୀୟ।

  • @rajendraparida2936
    @rajendraparida2936 Год назад

    Dhanyavad madam 🙏

  • @animalslife4049
    @animalslife4049 2 года назад

    ଅତି ସୁନ୍ଦର ଆଲୋଚନା କରିଲେ

  • @singraitiyu6372
    @singraitiyu6372 2 года назад +1

    ବହୁତ ଭଲ ଲାଗିଲା ଆପଣଙ୍କ ଭିଡିଓ ମାମ୍

  • @pravatikumarinahak4500
    @pravatikumarinahak4500 Год назад

    Thank you so much mem ❤️❤️♥️❤️♥️

  • @sujatayadev9831
    @sujatayadev9831 2 года назад +1

    Nice 👍

  • @sdada1680
    @sdada1680 3 года назад +1

    Good explain . Good subject.

  • @swatisahoo8081
    @swatisahoo8081 3 года назад

    ଆପଣଙ୍କର ଉପସ୍ଥାପନ ବହୁତ ଉଚ୍ଚକୋଟିର

  • @abhijitsatapathy2898
    @abhijitsatapathy2898 5 месяцев назад +1

    Jai Jagannath
    ODIA bhasa v prabhu Jagannath nka bhasa, sethi pain ama ODIA bhasa v deva bhasa.

  • @manjunathsharma1638
    @manjunathsharma1638 3 месяца назад

    Thank U Mam

  • @udayanagvanshi3166
    @udayanagvanshi3166 3 года назад +1

    ବୈଜ୍ଞାନିକ ଦୃଷ୍ଟିକୋଣରୁ ଆପଣ ସଠିକ ଭାବେ ଭାଷାର ଉତ୍ପତ୍ତି ବିଷୟରେ ଏକ ବୀବରଣୀ ଦେବାର ପ୍ରୟାସ କରିଛନ୍ତିି।

  • @AshishSahu-nc9yl
    @AshishSahu-nc9yl 2 года назад

    Thank you mam I am very happy

  • @snehasandhyapalei12
    @snehasandhyapalei12 3 года назад +1

    Hruday Sparsi...

  • @damusingbhatara3894
    @damusingbhatara3894 Год назад

    Waw very nice discussion👌👌👌mam

  • @manojmohapatra798
    @manojmohapatra798 3 месяца назад

    ଅତୁଳନୀୟ ଆଲୋଚନା
    ନମସ୍କାର

  • @TwistwithViral
    @TwistwithViral 3 года назад +1

    Mam ମୁଁ ଆପଣଙ୍କ ଭାଷାର ଆଲୋଚନାରେ ସତରେ ବିମୋହିତ କହିବା ଢଙ୍ଗ ଅତି ଚାରୁମୟୀ

  • @gpdas1945
    @gpdas1945 2 года назад

    ସୁନ୍ଦର ଉପସ୍ଥାପନ

  • @basudhasahoo4972
    @basudhasahoo4972 3 года назад +1

    Thank you mam 🙏

  • @mousumeebarik4432
    @mousumeebarik4432 4 года назад +1

    Superb

  • @user-wq5gm3ez3b
    @user-wq5gm3ez3b 4 месяца назад

    Nice mam

  • @namaicharanpadhan2634
    @namaicharanpadhan2634 2 года назад

    Tq soooomuch mem

  • @laxmidashinayak9358
    @laxmidashinayak9358 2 года назад

    Thank u

  • @rakeshbehera1171
    @rakeshbehera1171 Год назад

    Tq mam🥰🙏🏻

  • @moodia3941
    @moodia3941 3 года назад +1

    Good

  • @ankitabadamali8362
    @ankitabadamali8362 Год назад

    Nice voice mam

  • @letslearntoearn601
    @letslearntoearn601 3 года назад +9

    ଉପସ୍ଥାପନର ବାକ୍ ଚାତୁରୀ ଓ ବିଷୟର ସୂକ୍ଷ୍ମାତିସୂକ୍ଷ୍ମ ବର୍ଣ୍ଣନ ରୁଚି ନ ଥିବା ବିଷୟ ପ୍ରତି ମଧ୍ୟ ଆକର୍ଷିତ କରୁଛି ମେମ୍...... ଭାଷା ଉତ୍ପତ୍ତି ଉପରେ ଆହୁରି କେତୋଟି ବାଦାନୁବାଦ ଆଲୋଚନା କଲେ ଭଲ ହୁଅନ୍ତା ମେମ୍..........

  • @sudhansusekharnayak3199
    @sudhansusekharnayak3199 2 года назад

    Thank you Madam 🙏

  • @sushiltambre2234
    @sushiltambre2234 4 года назад +1

    Nice

  • @raamkumar6225
    @raamkumar6225 2 года назад

    So nice of your voice mam

  • @laxmidashinayak9358
    @laxmidashinayak9358 2 года назад

    Good afternoon mam

  • @samirkumarmahal8370
    @samirkumarmahal8370 Год назад

    Myam ame phakir Mohan college re p.g karuchhu apana adhyunika Odia sahitya ra itihasa and sahitya tatwa prachya pschatya ra jeteka bisaya weavesight te achhi tahaku sabu utube re upload karantu

  • @bibhasinibehera5314
    @bibhasinibehera5314 2 года назад +1

    Namaskarmam

  • @gpdas1945
    @gpdas1945 2 года назад

    "The very origin of language is shrouded in mystry." Bloomfield

  • @gopinathmallik8675
    @gopinathmallik8675 3 года назад

    Thank you mam

  • @jubrajrana903
    @jubrajrana903 Год назад

    Mem +3 2nd year ra next Odia honours ra 1.3rd unit opload karantu don't ignore iam your subscriber mem

  • @ankitasabar5154
    @ankitasabar5154 2 года назад

    Nice mam❤️

  • @pritamsamalcreator6971
    @pritamsamalcreator6971 2 года назад +1

    Mam ଟା ଟା ସିଦ୍ଧାନ୍ତ ଆଉ ଧୂନ୍ୟାତ୍ମକ ଅନୁରଣନ ସିଦ୍ଧାନ୍ତ ର ପ୍ରତିପାଦକ ବା ଏହାର ସନ୍ଧାନ କାରି କିଏ

  • @smartdev2709
    @smartdev2709 Год назад

    Introduction to Theorical Linguistic -John Lyons

  • @sisirbalita8335
    @sisirbalita8335 4 года назад +5

    ଉପସ୍ଥାପନା ରେ ପ୍ରୟୋଗ ହୋଇଥିବା ଶବ୍ଦର ସମ୍ଭାର ଉଚ୍ଚକୋଟିର.

  • @baibasutanaik1088
    @baibasutanaik1088 3 года назад +1

    E video prathame website re thila but abe kahinki nahin mam...

  • @sabi311
    @sabi311 3 года назад +2

    Please madam +3 6 semester odia honours bisayare upload karantu

  • @sindhusenapati3165
    @sindhusenapati3165 2 года назад +1

    Live class karuntu

  • @sangitamohapatro1914
    @sangitamohapatro1914 4 года назад +1

    ଉଚ୍ଚ କୋଟିର ଉପସ୍ଥାପନା ।

  • @ppiya5136
    @ppiya5136 3 года назад +2

    ସମାସ ବିଷୟରେ କୁହନ୍ତୁ ମାଡାମ୍...

  • @ManishaSharma-dz4of
    @ManishaSharma-dz4of 3 года назад

    Mam madhubanara meyar (galpa) tk padheibe

  • @subhashreegouda9094
    @subhashreegouda9094 2 года назад +2

    Mam "ଉପଦେୟତା " ra artha kn
    Mam plz can you say ?

  • @atharvacoachingclasses9269
    @atharvacoachingclasses9269 Год назад

    Madam good morning
    Please 10th ra odia class anantu

  • @mmb4189
    @mmb4189 3 года назад +2

    ଆପଣଙ୍କ ମୁଖରୁ ଆହୁରି ଶୁଣିବାର ଅପେକ୍ଷା ଅଛି...

  • @educationalsolutions4540
    @educationalsolutions4540 Год назад +1

    କେବଳ ବହି କୁ ପଢ଼ୁଛନ୍ତି। ବ୍ୟାଖ୍ୟା କିଛି ନାହିଁ।

  • @tammanahkapoor9556
    @tammanahkapoor9556 4 года назад

    Nice