Bhima Bhoi | ସନ୍ଥକବି ଭୀମ ଭୋଇ| MAHIMA ALEKHA| ସନ୍ଥକବି ଭୀମ ଭୋଇଙ୍କ ଜୀବନ ଓ ସୃଜନ || odisha || sahitya

Поделиться
HTML-код
  • Опубликовано: 26 дек 2020
  • Bhima Bhoi | ସନ୍ଥକବି ଭୀମ ଭୋଇ| MAHIMA ALEKHA|
    This RUclips tutorial is on
    odia|| Dr Subhashree || Matru Academy|| odisha ||sahitya|| IAS EXAM || OAS EXAM || odia net|| NTA UGC NET || JRF Exam | Crack National Eligibility Test||
    🔴 Subscribe for more free lessons : www.youtube.co...
    Share this video with a RUclipsr friend
    ✅ For inquiries contact me at matruacademy.edu@gmail.com
    ✅ Let's connect: 7206985312, 8763232327, ( whats app phone number)
    Facebook official page : / maatruacademy
    Facebook official page group: / 424273335395560
    ଯଦି ଆପଣ କୌଣସି ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ପରୀକ୍ଷାନିମନ୍ତେ ପ୍ରସ୍ତୁତ ହେଉଛନ୍ତି ତେବେ ମାତୃ ଏକାଡ଼େମୀ, ଓଡ଼ିଆ ବିଭାଗ ଆପଣଙ୍କ ସହ ରହିଛି ।
    ଯୁକ୍ତ ତିନି , ଓଡ଼ିଆ ସମ୍ମାନ, ଓଡ଼ିଆ ସ୍ନାତକୋତ୍ତର,ସିଭିଲ ସର୍ଭିସ(ଓଡ଼ିଆ ମୁଖ୍ୟପତ୍ର ଓ ବାଧ୍ୟତାମୂଳକ ପତ୍ର ),ଓଡ଼ିଆ ନେଟ୍, ପି. ଜି ପ୍ରବେଶିକା,ଏମ. ଆଇ. ଏଲ ଓଡ଼ିଆ ଯୁକ୍ତ ଦୁଇ,ଏମ. ଆଇ.ଏଲ ଓଡ଼ିଆ (ବିଦ୍ୟାଳୟ ସ୍ଥରୀୟ ) ଇତ୍ୟାଦି ପରୀକ୍ଷାର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ନିମନ୍ତେ ଆମ ସହ ଯୋଗାଯୋଗ କରନ୍ତୁ ଓ ନିମ୍ନସ୍ଥ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଆମସହ ଯୋଡ଼ି ହୁଅନ୍ତୁ ।
    ଆମର ୱେବସାଇଟ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ ।
    Website: matruacademy.com/
    ମାତୃ ଏକାଡେମିର ଓଡ଼ିଆ ବିଭାଗର WhatsApp ଗ୍ରୁପ୍ ସହ ସଂଯୁକ୍ତ ହେବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ।
    chat.whatsapp....
    Common registration form of matru academy : forms.gle/GHCb...
    ଆମର ୟୁ ଟ୍ୟୁବ ଚ୍ୟାନେଲ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ ।
    www.youtube.co...

Комментарии • 133

  • @nibaranmahakhud9933
    @nibaranmahakhud9933 3 года назад +3

    ହୃଦୟ ଷ୍ପର୍ଶି ଆଲୋଚନା ମୋ ମନକୁ ଛୁଇଁ ପାରିଛି । ମହିମା ଧର୍ମ ଓ ଭିମଭୋଇଙ୍କ ସମ୍ପର୍କରେ ବହୁତ ସୁନ୍ଦର ଭାରଗର୍ଭକ ।
    ଗୋଟିଏ କଥା ବୁଝିପାରୁନାହିଁ ଯେ
    ଭୀମଭୋଇ ଙ୍କୁ ପ୍ରଭୁଙ୍କ ଅଭିଶାପ କଥା ଟି
    କେଉଁ ଗ୍ରନ୍ଥରେ ଲେଖା ହୋଇଛି ଦୟାକରି
    ଟିକେ କହିଲେ ମୁଁ ଚିରକୃତଞ ହେବି
    ଧନ୍ୟବାଦ । ଅଲେଖ ମହିମା ଶରଣ

  • @trilochanpanda5570
    @trilochanpanda5570 3 года назад +3

    ଅତି ସୁନ୍ଦର ଭାବେ ଭୀମ ଭୋଇ ଙ୍କର ଜିବନ ଯାପନ କଥାକୁ ଆପଣ ଆଲୋଚନା କରିଛନ୍ତି ,ଏଥିପାଇଁ ମୁଁ ଅଶେଷ ଧନ୍ୟବାଦ ଜଣାଉଛି

  • @rasanandasahoo586
    @rasanandasahoo586 3 года назад +4

    🙏ଅଲେଖ ମହିମା ଶରଣ 🙏
    ମାତୃ ଏକାଡେମୀ ର ସମସ୍ତ ସଦସ୍ୟ ମାନଙ୍କୁ ମୋର ନମସ୍କାର। ମାତା ସନ୍ଥ କବି ଭୀମ ଭୋଇ ଙ୍କ ବିଷୟରେ ଯାହା ପ୍ରଚାର କଲେ, ସେ ପୁଣି ପ୍ରମାଣ ସହିତ ସେଥି ପାଇଁ ଅଶେଷ ଅଶେଷ ଧନ୍ୟବାଦ୍।ଯଦି ଆପଣ ଙ୍କ ପରି ପ୍ରଚାରକ ହେବେ ତା ହେଲେ ମହିମା ଧର୍ମର ନିଶ୍ଚୟ ଉନ୍ନତି ହେବ।
    🙏ବ୍ରହ୍ମ ମହିମା ଅଲେଖ 🙏
    🙏ଜଗତର କଲ୍ୟାଣ ହେଉ।🙏
    🙏🙏🙏🙏🙏🙏🙏🙏

  • @narendrameher8791
    @narendrameher8791 3 года назад +2

    Om Jay Maha Mahima Alekha Sarana Thanks God bless

  • @sadhunabakishordas7297
    @sadhunabakishordas7297 11 месяцев назад +2

    ଅଲେଖ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ଜ୍ଞାନ ପ୍ରାପ୍ତ ନ ହୋଇ ବ୍ରହ୍ମଜ୍ଞାନ ପ୍ରଦାନ କରିଥିଲେ । ଭୀମଙ୍କୁ ସ୍ବାମୀ ବାନ୍ଧି ନଥିଲେ, ଜଗନ୍ନାଥ (ଗୋବିନ୍ଦ ବାବା) ଙ୍କୁ ସ୍ବାମୀ ନିମୁହି ମନ୍ଦିରରେ ରଖିଥିଲେ,ସେଠାରୁ ଉତ୍ତୀର୍ଣ୍ଣ ହୋଇଥିଲେ। ଭୀମଭୋଇଙ୍କ ଜୀବନର ସମସ୍ତ ବୃତ୍ତାନ୍ତ ତାଙ୍କର ଭଜନ, ସ୍ତୁତି ଚିନ୍ତାମଣି ରେ ଦେଖିବାକୁ ମିଳେ। ତାହା ହିଁ ଅଲେଖ ମହିମା ମହାପ୍ରଭୁଙ୍କ ଆଜ୍ଞା ପାଇ ଭୀମଭୋଇ ବର୍ଣ୍ଣନା କରିଛନ୍ତି, ଯାହା
    ଭବିଷ୍ୟତ ବକ୍ତା ମାନଙ୍କର ଲେଖାରେ ମିଳେ, ତାହାହିଁ ଯଥାର୍ଥ । ବହୁତ ସୁନ୍ଦର ହେଇଛି, ବହୁତ ବହୁତ ଶୁଭେଚ୍ଛା ମା, ଭୀମଭୋଇ ଙ୍କୁ ଡୋର କୌପୀନ ଦେଇନଥିଲେ ।

  • @sushilkhamari6907
    @sushilkhamari6907 Год назад +1

    Maa Apana Bahut Badhia Bujhile Gotia Topic Ku Tikia Bhala Bhabare Bujhaithile Bhala Hoithanta Taha Jau Kapilas Gumpha Re Rasire Bandhi Sadhana Siddhira Barta Deithile Mahima Swami Taha Bhimanku Nuha Taha Gobinda Babanku Kahithile

  • @saktiprasadsamantarai9894
    @saktiprasadsamantarai9894 3 года назад +2

    ବହୁତ୍ ଉପାଦେୟ ତଥ୍ୟ। ଶୁଭଶ୍ରୀ ମହାଶୟାଙ୍କ ଉପସ୍ଥାପନା ବହୁତ୍ ସୁନ୍ଦର।👍

  • @pradeeppahi8861
    @pradeeppahi8861 19 дней назад

    Very good n informative sure

  • @mahimaSarakatha1
    @mahimaSarakatha1 Год назад

    Guru mahima alekha sarana 🙏

  • @iassaumyaranjan155
    @iassaumyaranjan155 2 года назад +3

    ଜୟ ପ୍ରଭୁ ଅଚ୍ୟୁତାନନ୍ଦ ଜୟ ପ୍ରଭୁ ଭୀମଭୋଇ ଙ୍କ ର ଜୟ ହେଉ🙏🙏🙇🙇🕉️🕉️

  • @user-er7fr1oc9i
    @user-er7fr1oc9i Год назад

    Dileswa baba ❤❤ alekha mahima sarana❤❤

  • @pkdas7353
    @pkdas7353 6 месяцев назад +1

    Bhim bhoi is the greatest poet of odisha

    • @Views-rb4lm
      @Views-rb4lm 3 месяца назад

      Ha se Brahmanabadi birodhi andolan kari kabi thile. Brahmins nka loot theory ra devi devta puja patha birodh kari andolon karithile

  • @technicallitu4818
    @technicallitu4818 Год назад +1

    Guru mahima alekha saranam

  • @mahimaalekhabhaktaramchand2285
    @mahimaalekhabhaktaramchand2285 3 года назад +1

    ବହୁତ ଭଲ ହୋଇଛି l ଗଭେଷଣା ଅତି ଉଚ୍ଚ କୋଟିର l --ଭକ୍ତ ରାମ ଚନ୍ଦ୍ର ପ୍ରଧାନ l

  • @purnachandrasahu6390
    @purnachandrasahu6390 2 года назад +4

    ଅଲେଖ ମହିମା ଓଡ଼ିଆ ଭାଷା ର ପ୍ରଥମ ବେଦ, ସନ୍ଥ କବି ଙ୍କୁ ଭୂମିଷ୍ଠ ପ୍ରଣାମ

  • @jyotiranjanprusty1365
    @jyotiranjanprusty1365 7 месяцев назад

    Mam thanks for sharing your experience information research

  • @angelscreativity268
    @angelscreativity268 Год назад

    ବହୁତ୍ ସୁନ୍ଦର୍ ବର୍ଣ୍ଣନା

  • @sardishdehuri1238
    @sardishdehuri1238 6 месяцев назад

    Thanks for description of Bhima Bhoi

  • @manojsahoo7317
    @manojsahoo7317 2 года назад +2

    Guru Brahma Mahima alekha saranam 🙏🌹🌹🌹

  • @shankarsansahoo6831
    @shankarsansahoo6831 2 года назад

    Liked

  • @prakashmeher8147
    @prakashmeher8147 3 года назад +3

    ଅଲେଖ ମହିମା ଶରଣ

  • @chandankumarswain7409
    @chandankumarswain7409 3 года назад +2

    ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣମ୍

  • @nibaranmahakhud9933
    @nibaranmahakhud9933 Год назад

    ଅଲେଖ ମହିମା ଶରଣ,, ସନ୍ଥକବି ଭୀମଭୋଇଙ୍କ ଜୀବନୀ ଓ ସୃଜନ, ଏବଂ ମହିମା ଧର୍ମର ବିଚାର ଧାରା ପାଇଁ ବହୁତ ପ୍ରାଞ୍ଜଳ ଭାବରେ ବୁଝାଇ ଥିବାରୁ ମୁଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେଇ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି,, ଏମିତି ଆହୁରି,ଭିମଭୋଇ ଓ ମହିମା ସ୍ବାମୀ ଙ୍କର ଜୀବନ ଓ ସୃଜନ ବିଷୟରେ ଆଲୋଚନା କରିଲେ ଖୁସି ହେବି

  • @ksalekhamahimaallvideo911
    @ksalekhamahimaallvideo911 2 года назад

    ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ

  • @manjunathsharma1638
    @manjunathsharma1638 6 месяцев назад

    Thank U Mam.

  • @dhuliadas7980
    @dhuliadas7980 3 года назад +1

    Thanks Mam. MahimaSwamia God bless you.

  • @monajkumar2253
    @monajkumar2253 Год назад

    Thank you

  • @jagadishmajhi7372
    @jagadishmajhi7372 3 года назад +2

    Alekha mahima sarana

  • @bibhutibhusanpradhan5377
    @bibhutibhusanpradhan5377 Год назад +1

    Thank you so much madam for such a massive collective information on Mahima dharma

  • @PrakashChandra169
    @PrakashChandra169 Год назад

    Right

  • @bhoi5081
    @bhoi5081 2 года назад

    ସନ୍ଥକବି ଭୀମଭୋଇ ଙ୍କ ଜୀବନ ଓ ସୃଜନ ବିଷୟରେ ଯେଉଁ ତଥ୍ୟ ଉପସ୍ଥାପନା କଲେ ତାହା ଅତି ଉଚ୍ଚ କୋଟି ର ଓ ଅତି ଚମତ୍କାର ଶୈଳୀ ରେ ଉପସ୍ଥାପନା କରିଛନ୍ତି, ମାତୃ ଏକାଡେମୀ ଭୀମଭୋଇ ଙ୍କ ଜୀବନ ଓ ସୃଜନ ବିଷୟରେ ଓ ମହିମାଧର୍ମ ବିଷୟରେ ଯେଉଁ ଆଲୋଚନା କରି ଭିଡିଓ ପ୍ରସ୍ତୁତ କରି ଲୋକଲୋଚନ କୁ ଆଣିବା ପାଇଁ ଯେଉଁ କରଛନ୍ତି, ସେଥିପାଇଁ ଅନେକେ ଅନେକେ ସାଧୁବାଦ, ଏହି ଆଲୋଚନା ଟି ଆଲୋଚନା ରେ ସିମତ ହୋଇ ରହିବନାହଁ, ଲୋକ ଙ୍କ ମନରେ ଭକ୍ତି, ଧର୍ମ ପ୍ରତି ବିଶ୍ୱାସ, ଭାବ ସୃଷ୍ଟି ହେବ, ଏଥିରେ ତିଳେମାତ୍ର ସନ୍ଧେହ ନାହିଁ,

  • @alcinemawap3847
    @alcinemawap3847 Год назад

    Nice post 😄🌿🌿🌿🌷🌷🌹🌹🌹🌷🌷🌷🌹🌹🌹🌷🌷🌷

  • @Gobinda4you
    @Gobinda4you 4 месяца назад

    14:56 ଧନ୍ୟ ହେ ଆପଣ❤

  • @ratikantapattanaik7418
    @ratikantapattanaik7418 Год назад

    Beyond comment

  • @rekharani217
    @rekharani217 3 года назад +1

    Beautiful ma'am nka beautiful barnana thank you guruma

  • @harekrishnamahanta2784
    @harekrishnamahanta2784 3 года назад +1

    Mother thank you

  • @RajkishorNaik-cb5xd
    @RajkishorNaik-cb5xd 2 месяца назад

    Juhaar prabhu

  • @purnachandrasahu6390
    @purnachandrasahu6390 2 года назад +8

    ଓଡ଼ିଶାର ଓଡ଼ିଆ ଭାଷା ହିଁ ଅଲେଖ ଓ ତାହା ହିଁ ମହିମା, ରୂପ ରେଖ ନାହିଁ ହେ ଶୁନ୍ୟ ଦେହୀ

  • @ChintamaniMahananda-v9o
    @ChintamaniMahananda-v9o 8 дней назад

    Thankyou medam
    11:35

  • @ashokbehera3095
    @ashokbehera3095 8 месяцев назад

    🙏🙏🙏🙏

  • @samirkumar99
    @samirkumar99 7 месяцев назад

    Thank you so much for spreading all these useful information

  • @srustipradhan7237
    @srustipradhan7237 Год назад

    🙏🙏🙏

  • @sadhubarla1553
    @sadhubarla1553 8 месяцев назад

    Good. Keep spreading more and more informative talks on Bhima Bhoi and related facts.

  • @mahimag3896
    @mahimag3896 3 года назад +1

    Mahima Alekha GOD bless U My MAA...

  • @biswajitsahoo4475
    @biswajitsahoo4475 3 года назад +1

    Mate time hauni but jetebele time paye a channel dekhe.. i like the way u represent..

  • @akcreation6160
    @akcreation6160 3 года назад +1

    Alekha mahima guru saranam🙏❤

  • @pravakarsahu2281
    @pravakarsahu2281 Год назад

    Thanks for your analysis on Alekha Mahima Dharma & the life of Santha kabi Bhimabhoi .

  • @user-nw2kz4ww2f
    @user-nw2kz4ww2f 5 месяцев назад

    ମହାଶ ୟା ସନ୍ଥ ମହାତ୍ମା ଭୀମଭୋଇଙ୍କ ଜୀବନୀ ଶୁଣାଇ ବହୁତ୍ ଆନନ୍ଦ ଦେଲେ। ଆପଣକୁ। ଅଶେଷ ଧନ୍ୟ ବା ଦ

  • @akcreation6160
    @akcreation6160 3 года назад +1

    Alekha mahima guru saranam🙏🙏❤❤

  • @hariharmaharna3740
    @hariharmaharna3740 Год назад

    ଆପଣଙ୍କ ଆଲୋଚନା ସନ୍ଥ ଭୀମଭୋଇ ଅଧିକ ଭାବଗର୍ଭକ ଓ ହୃଦୟସ୍ପର୍ଶୀ, କିନ୍ତୁ ଦେଖୁଦେଖୁ କିମ୍ପା ସହୁ, କାହାକୁ ଓ କେଉଁ ଉଦ୍ଦେଶ୍ୟରେ ଲେଖିଛନ୍ତି, ତାହା ଜଣାଇବାକୁ ଅନୁରୋଧ । ଜୟ ଶ୍ରୀଜଗନ୍ନାଥ 🙏🙏🙏🙏

  • @narayabadatya914
    @narayabadatya914 7 месяцев назад

    🙏💥ଗୁରୁବ୍ରହ୍ମ ମହିମା ଅଲେଖ ଶରଣମ୍💥🙏

  • @sadanandabhoi4593
    @sadanandabhoi4593 3 года назад +2

    Very good discussion

  • @hellgamer6854
    @hellgamer6854 2 года назад

    Guru Bramha Mahima Alekha Prabhu Saranam Santha Kabi Bhima Bhoi nka Padatale Sarana

  • @sindujalbhati9152
    @sindujalbhati9152 Год назад

    Guru mahamahima meru alekh prabhu saranma🙏❤️🙏

  • @asdfghjasxcvbnm9040
    @asdfghjasxcvbnm9040 Год назад +1

    Jaygurualekhamahimasaranam

  • @narendrameher8791
    @narendrameher8791 3 года назад

    Om Jay Jagannathswamy Ki Jay God Ho Thanks God bless

  • @nirakarbibhar9742
    @nirakarbibhar9742 2 года назад

    Good information Alekha mahima

  • @jagannathpanigrahi6370
    @jagannathpanigrahi6370 3 года назад

    Madam koti koti pranam.Jai Bhima Bhoi

  • @user-lq6ic1ne5x
    @user-lq6ic1ne5x 4 месяца назад

    Very dood

  • @amritacharchiofficial9207
    @amritacharchiofficial9207 Год назад

    ବହୁତ୍ ସୁନ୍ଦର୍ ଆଲୋଚନା ❤️
    ଧନ୍ୟବାଦ୍ 🙏🙏

  • @user-er7fr1oc9i
    @user-er7fr1oc9i Год назад

    ହେ ମାଆ ଅପଣଂକୁ ମୋର କୁଟିଏ ଶରଣ ଭିମଭୋଇଙ୍କ ଜିବନି ରହସ୍ୟ ଶୁଣାଇ ଥବାରୁ ଧନ୍ୟବାଦ 🙏🙏🙏

  • @mahendranag3155
    @mahendranag3155 2 года назад

    Matru academy ra samasta candidatenku namaskar

  • @mahimaarts8362
    @mahimaarts8362 3 года назад

    Bahut sundar upadeya upastapana

  • @bulumalick5246
    @bulumalick5246 Год назад

    Thank mam mu +3 odia honours fast year

  • @skpradhan2629
    @skpradhan2629 3 года назад

    Bahut sundar ! Jay radhe!

  • @chikukumarnaik8776
    @chikukumarnaik8776 Год назад

    Alekhmahima

  • @pankajinnimaharana4775
    @pankajinnimaharana4775 2 года назад

    ଅତି ସୁନ୍ଦର

  • @trilochanpanda5570
    @trilochanpanda5570 3 года назад +1

  • @kamakshyaprasadsahu6223
    @kamakshyaprasadsahu6223 2 года назад

    Santhkabi Vimavoenku more kotikoti pranam.

  • @goutamcool
    @goutamcool Год назад

    Jay Jagannath

  • @damayantikaruan4205
    @damayantikaruan4205 2 года назад

    Very very sweat discussion mam

  • @abhinashsoura1595
    @abhinashsoura1595 Год назад

    Very good discussion ❤️❤️❤️😘😘😘

  • @jaydevadha7816
    @jaydevadha7816 2 года назад

    Nice information 🙏🙏🙏

  • @lalitgiri1769
    @lalitgiri1769 2 года назад

    Mahima alekha 🙏 jai Sri alekha niranjan🙏

  • @educationisthekeytosuccess6207
    @educationisthekeytosuccess6207 2 года назад +1

    Very nice discussion

  • @Sashipatra-vb1zn
    @Sashipatra-vb1zn Год назад

    Do.your.duty.that.is.best.😍🤑💃🏃🕺🏽👍🏿✍🏻✍🏻👃🏼

  • @tankadharpodh2058
    @tankadharpodh2058 11 месяцев назад

    Excellent. Please add more videos on it.

  • @chandrasekharbarik1932
    @chandrasekharbarik1932 3 года назад

    Very nice presentation

  • @niranjanswain80
    @niranjanswain80 3 месяца назад

    Gùrumàhima aleķha

  • @prasadmajhi5559
    @prasadmajhi5559 3 года назад

    🌅 Jay Jagannath 💩 Sundar Bhima Bhoi🗽

  • @kunalmandal7050
    @kunalmandal7050 3 года назад

    Mahima alekha Sharanam Prabhu

  • @sushantasingh872
    @sushantasingh872 Год назад

    Bihmabhaibhagabaankijay

  • @user-jf4bb3kl4n
    @user-jf4bb3kl4n 3 года назад

    ଆଜ୍ଞା ନଗେନ୍ଦ୍ର ବସୁ ଙ୍କ ଏପରି ପ୍ରଳାପର ଉଚିତ୍ ସୁ ଉପସ୍ଥାପନ କରାଯାଇଛି ଏବଂ ସେହି ମହାନ୍ ସନ୍ଥଙ୍କ ବିଷୟରେ ଏତେ ସୁନ୍ଦର ବଖାନ ପାଇଁ ନମନ୍ କରୁଛୁ।

  • @nexttv6469
    @nexttv6469 2 года назад

    Bahutavhala

  • @prasannakumarnayak3786
    @prasannakumarnayak3786 3 года назад +2

    ଝଟ୍ ଝଟ୍ ଦିଶନ୍ତି ଦିବ୍ୟ ମୁରତି , ଭୀମଭୋଇ ଭଜନମାଳା ଆଜ୍ଞା ଏହାର ଅର୍ଥ ଟିକେ ବୁଝାଇଦେବ।

  • @AshokSingh-sn9bl
    @AshokSingh-sn9bl 9 месяцев назад

    ASHOK SINGH DIST NAYAGARH 😊

  • @priyacharandas7352
    @priyacharandas7352 2 года назад

    ଜୟଶ୍ରୀ ଜଗନ୍ନାଥ

  • @ashokkumargomango5777
    @ashokkumargomango5777 3 года назад

    More then more video

  • @jatikrushnarana3384
    @jatikrushnarana3384 3 года назад

    ଗୋଟିଏ ଅନୁରୋଧ, ଆପଣ ତାଲା ବନ୍ଧ ସମୟରେ ଦଶମ ଶ୍ରେଣୀର ଶିକ୍ଷାଦାନ କଲେ ଅଗଣିତ ଛାତ୍ରଛାତ୍ରୀ ଉପକୃତ ହୁଅନ୍ତେ ।

  • @basantasa6082
    @basantasa6082 3 года назад

    Mahima alekh

  • @mahendranag3155
    @mahendranag3155 2 года назад

    Great discussion

  • @shradhanjalipadhy3824
    @shradhanjalipadhy3824 14 дней назад

    Madam, SSB Syllabus re ketoti Boli Rahichi?

  • @premanidhinanda9571
    @premanidhinanda9571 2 года назад +1

    Kranati kabi Bhima bhoi
    Santha kabi nuhe madam
    Tara biography janile padaru mati khasi jiba.. Kichhi na jani ki social media re bhasan dhila ni

  • @arunpradhan911
    @arunpradhan911 3 года назад

    Alecha mahimaa sarn majibana pecha narke padita

  • @brikbahadur189
    @brikbahadur189 3 года назад

    Mahima Alekha

  • @Gurubachan688
    @Gurubachan688 2 года назад

    Achyutananda nka bhasya malia ku jeunmane manu thibe. a katha ku satya boli bhabibe. karan 1500 AD re Achyutananda nka samaya

  • @achyutabibhar9406
    @achyutabibhar9406 2 года назад

    ପିତା ଅଟନ୍ତି ମୋ ଅନାଦି ଇସ୍ରାଯେଲର ମାତା ଆଦିସକ୍ତି ନାରି ଦ୍ବିତି ଜୁଗଲରୁ ଜନମ ଲଭିଲି କବିକ୍ରୁତ୍ଯ କଲା ଧରି ଏହା କହିଛନ୍ତି

  • @rabidehuri4046
    @rabidehuri4046 10 месяцев назад

    Aapan kau book ru dekhile amiti lekhha hoichhi boli tk kahibe ki didi.

  • @villagevlogerpabitraodia3933
    @villagevlogerpabitraodia3933 3 года назад

    Khub sundar

  • @pramodsahoo8527
    @pramodsahoo8527 Год назад

    ALEKHA NIRANJAN.