he sunya bramha alekh mahima tuma mahima prakrutare sata haithiba tahele sigrah Rina majhi ku mara mana anusare sata charitraban anusare jibansathi paei mara sahita sigrah milan karidia. tebe jai mu biswash karibi joranda gadi sunya bramha alekh mahima sata bali.
It is a good thing which reminds the past life of thégreatest poet and devotional subject not only for devotees but for remembrance of life history of Bhima Bhoi one of the greatest poet of the world.
Very nice video
Alesha Mahima saran.very nice guidance for person to enquire knowledge about famous Alekha Dharma for betterment and salvation of human soul.
ବହୁତ ବଢିଆ ଲାଗିଲା,ପ୍ରଭୁଙ୍କ ଅ।ଶ୍ରିବ।ଡ ଜଗତ ଭଗତ ଙ୍କ ଉପରେ ରହୁଥାଉ,ଗୁରୁବ୍ରହ୍ମ ମହିମା ଅଲେଖ ସରଣମ।
thanks to make another's again
ସନ୍ଥ କବି ଭୀମ ଭୋଇ ଙ୍କୁ ମୋହର ଅନନ୍ତ କୋଟି ଦଣ୍ଡବତ୍ତ 🙏🙏
ଗୁରୁ ମହିମା ଅଲେଖ ଶରଣ ମ
Best of luck 👍
Ama Gan Rkl ra katha suni dekhi khusi lagila🙏
🌅 ଜୟ ଭୀମ ଭୋଇ ଆବା ଜହରା 🙏
🌺 ସତ୍ୟ ସନାତନ ମହାଶୂନ୍ୟ ଗୁରୁ ଶରଣଂ 🙏
Jay Bhima bhoi
ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣଂଶରଣଂଶରଣଂ ଶରଣଂଚଉଷୋଠି ସିଦ୍ଧବାବା ଶରଣଂ ଅଷ୍ଠକୋଟିସାଧୁବାବା ଶରଣଂ ଆଠପଦ୍ମଭକ୍ତଭାଇ
ଏହା ଶୁଣିଲେ ମନ୍ ବହୁତ୍ ଶାନ୍ତି ହୁଏ ସେ ସମୟକୁ ମନେ କଲେ ବହୁତ୍ ଶାନ୍ତି ମିଳେ ମହିମା ଅଲେଖ ଶରଣ
he sunya bramha alekh mahima tuma mahima prakrutare sata haithiba tahele sigrah Rina majhi ku mara mana anusare sata charitraban anusare jibansathi paei mara sahita sigrah milan karidia. tebe jai mu biswash karibi joranda gadi sunya bramha alekh mahima sata bali.
Thank you so much mu dekhi no thili
Great information for the world ❤
❤❤bhal lagila, baba nka sabu video banao bhai
ଅଲେଖ ଭାଇ
ଶ୍ରୀ ଗୁରୁ ମହିମା ଅଲେଖ ଶରଣ ❤
Alekh
जय संत भीमा भोई🎉🎉
Nice vedeo
ଆଜ୍ଞା ଆମ ଅନୁଗୋଳ ଅଙ୍ଗାରବନ୍ଧ ରେ ବି ମହିମା ଧାମ ଅଛି
ଭୀମଭୋଇ ସୃତି କୂପ ଭିଡିଓ ଟି ଦେଖିଲୁ, ଭିଡିଓ ଟି ସରସ ଓ ସୁନ୍ଦର ହେଇଛି ବାବା ମହୋଦୟ ଭୀମଭୋଇ ଙ୍କ ବିଷୟରେ ଯେଉଁ ତଥ୍ୟ ଦେଲେ ଇତିହାସ ନୁସାରେ ଗ୍ରହଣ ଯୋଗ୍ୟ ତଥ୍ୟ ଅଟେ, ଭୀମଭୋଇ ତାଙ୍କ ଭକ୍ତି କବିତା ମାଧ୍ୟମ ରେ କହିଛନ୍ତି, ପିତା ଅଟନ୍ତି ମୋ ଅନାଦି ଈଶ୍ୱର ମାତା ଆଦିଶକ୍ତି ନାରୀ, ଦୁତି ଯୁଗଳରୁ ଜନମ ହୋଇଛି କବି କୃତ କଲା ଧରି, ତେଣୁ ଭୀମ ଭୋଇ ଙ୍କର ପ୍ରକୁତ ପିତାମାତା ର ପରିଚୟ ମିଳିପାରିନାହିଁ, ତେଣୁ ଐତିହାସିକ ମାନେ ଭୀମ ଭୋଇ ଙ୍କୁ ଅଯୋନି ଶମ୍ଭୁତ ବୋଲି ମତ ଦିଅନ୍ତି, ଶେଷ ରେ ରେଡାଖୋଲ ଟିଭି କୁ ଅନୁରୋଧ ଭୀମଭୋଇ ଓ ମହିମାଧର୍ମ ବିଷୟରେ ଅଧିକରୁ ଅଧିକ ଭିଡିଓ ପ୍ରସ୍ତୁତ କରି ଲୋକ ଲୋଚନ ଆଣିବା ପ୍ରୟାସ ଜାରି ରଖିବେ, ଏବଂ ଭିଡିଓ ଅଧିକ ସମୟ ର କରିବା ପାଇଁ ଅନୁରୋଧ,
Jay bhima bhoi saran
Bahut sundar jaga 🙏🙏🙏🙏🙏🙏
ଭଲଲାଗିଲା,ଗୁରୁବ୍ରହ୍ମ,ମହିମା,ଅଲେଖ,ଶରଣ
Alekh mahima sarnm🙏🙏
Very nice chapter and very nice song
Guru parm bramha moha mahima alekha saranm prabhu 🙏🙏🙏🙏🪔🪔🪔🪔💖💖
ଗୁରୁ ମହିମା ସ୍ବାମୀ ଅଲେଖ 🌼🌼🌼🌼🌼🌺🌺🌺🌺🌺🙏🙏🙏🙏
ନୂଆ ନୂଆ ବିବରଣୀ ପ୍ରଦାନ କରିଥିବାରୁ ଧନ୍ୟବାଦ
Ahi Vali ❤add video theo
Alekh mahima 🙏🙏🙏🙏🙏
ଗୁରୁ ମହିମା ଅଲେଖ ସରଣ
Excellent.our god father.
Mohima Aalekha ❤🙏🙏
It is a good thing which reminds the past life of thégreatest poet and devotional subject not only for devotees but for remembrance of life history of Bhima Bhoi one of the greatest poet of the world.
Very nice
ଭଲ ଲାଗିଲା।
Great work
.,,
Nice
ସନ୍ଥ ମହାତ୍ମା କୁପରେ ପଡ଼ି।ଦୃଢ଼ ବିଶ୍ବାସ ଓ ଭକ୍ତି ବଳରେ ସ୍ଵୟଂ ଦିବ୍ୟ ଦର୍ଶନ କରିଥିଲେ ଏ କଥା ଶୁଣିଲେ ଅପୂର୍ବ ଶିହରଣ ଦେହରେ ସୃଷ୍ଟି ହୁଏ ପ୍ରଭୁ ମହିମା ଅଲେଖ। ଶରଣ
Mahima Alekh Saranma. 🙏🙏
r tv ku ase s dhynybad❤
Gurubrahmaalekh saranam🙏🙏🙏
Wow Amazing Voice ♥️♥️♥️👍👍👍
Guruswami 🙏
Maha bramha mahima Alekha
Pravu Alekha Mahima
ଭଲ ଲାଗିଲା ଭିଡିଓ
Har agya
ଭବ ସାଗର ଅର୍ଥ କଣ
ଜଟେ ସିଂହା ଆମ ଵୀଏମ୍ ପୁର କି ଆପଣକର୍ ରେଢାଖୋଲ୍ ଜଟାସିଂହା ଜଣା ଵେ ସତ୍ ଟା ାା
ବହୁତୁ ସୁନ୍ଦର ଭିଡ଼ିଓ ଆଜ୍ଞା 🙏🙏
Gurubramh mahima alekha
ମହାମହିମ ଅଲେଖ
ଅତି ସୁନ୍ଦର
Mahima alekh saranam
Wow amazing voice 👍👍👍❤️👍👍❤️👍😎
Great c.m off odisha
Alekha mahima sarana prabhu..
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ି ଥାଉ ଜଗତ ଉଦ୍ଧାର ହେଉ ଏହି ବାଣୀ ଗୋପବନ୍ଧୁ ଙ୍କର
Very nice voice
Bhala
Very very nice
🙏🙏🙏🌷🌷🌷
Very very nice 👍👍👍👍
Koti koti dhanyavaad.
ଅଲେଖ ଶରଣଂ
I like too much.
Mahima Alekha saranm
Good...place
Alekha mahima saranam.
Baba
Mahima alekh
🙏🙏🙏
Mahima.alekho.koraput
🥰🥰💕🥰🥰🥰🥰
Jay Jagannath ❤️ Jay BHOI dynasty
Verynice🙏🙏🙏🙏
Hii bhai
ଠ ଅ ଲେ ଖ ଶୂନ୍ୟ ବ୍ରହ୍ମ ମହିମାଁ ଶରଣ
❤❤❤❤❤❤❤❤❤
Mahima Alekha
🙏🙏🙏🙏
🙏
Guru brahma mahima alekh saranam
😊 thanks
ଏମିତି ଆଉ କିଛି ଭୀମ ଭୋଇ ଙ୍କ ନା ରେ ଭିଡ଼ିଓ ବନେଇକି ଆନୁତୁ
Alekh mahima sarnm
Nice episode
thanks
Alekha mahima sarana
ବହୁତ ଭଲ ଲାଗିଲା ।ଏମିତି video ଗୁଡ଼ିକ ଦେଖେଇବା ପାଇଁ ଅନୁରୋଧ ।
This video is very much
Madhupur jatesinga kankanapada re kandha family nahi mithya tathy kahucha
Bhima blind thile gai kemitl charauthile
Joranda ra gote video kara
Bakbas
Alekha mahima 🙏🙏🙏
Very nice voice