Bhima Bhoi | ସନ୍ଥକବି ଭୀମ ଭୋଇ| MAHIMA ALEKHA| ସନ୍ଥକବି ଭୀମଭୋଇଙ୍କ ସ୍ତୁତିଚିନ୍ତାମଣି( ସପ୍ତଦଶ ବୋଲି )

Поделиться
HTML-код
  • Опубликовано: 11 сен 2024
  • ପୁନଃ ପ୍ରସାରଣ- ସନ୍ଥକବି ଭୀମଭୋଇଙ୍କ ସ୍ତୁତିଚିନ୍ତାମଣି( ସପ୍ତଦଶ ବୋଲି )
    This RUclips tutorial is on
    odia|| Dr Subhashree || Matru Academy|| odisha ||sahitya|| IAS EXAM || OAS EXAM || odia net|| NTA UGC NET || JRF Exam | Crack National Eligibility Test||
    🔴 Subscribe for more free lessons : www.youtube.co...
    Share this video with a RUclipsr friend
    ✅ For inquiries contact me at matruacademy.edu@gmail.com
    ✅ Let's connect: 7206985312, 8763232327, ( whats app phone number)
    Facebook official page : / maatruacademy
    Facebook official page group: / 424273335395560
    ଯଦି ଆପଣ କୌଣସି ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କିତ ପରୀକ୍ଷାନିମନ୍ତେ ପ୍ରସ୍ତୁତ ହେଉଛନ୍ତି ତେବେ ମାତୃ ଏକାଡ଼େମୀ, ଓଡ଼ିଆ ବିଭାଗ ଆପଣଙ୍କ ସହ ରହିଛି ।
    ଯୁକ୍ତ ତିନି , ଓଡ଼ିଆ ସମ୍ମାନ, ଓଡ଼ିଆ ସ୍ନାତକୋତ୍ତର,ସିଭିଲ ସର୍ଭିସ(ଓଡ଼ିଆ ମୁଖ୍ୟପତ୍ର ଓ ବାଧ୍ୟତାମୂଳକ ପତ୍ର ),ଓଡ଼ିଆ ନେଟ୍, ପି. ଜି ପ୍ରବେଶିକା,ଏମ. ଆଇ. ଏଲ ଓଡ଼ିଆ ଯୁକ୍ତ ଦୁଇ,ଏମ. ଆଇ.ଏଲ ଓଡ଼ିଆ (ବିଦ୍ୟାଳୟ ସ୍ଥରୀୟ ) ଇତ୍ୟାଦି ପରୀକ୍ଷାର ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ନିମନ୍ତେ ଆମ ସହ ଯୋଗାଯୋଗ କରନ୍ତୁ ଓ ନିମ୍ନସ୍ଥ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ଆମସହ ଯୋଡ଼ି ହୁଅନ୍ତୁ ।
    ଆମର ୱେବସାଇଟ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ ।
    Website: matruacademy.com/
    ମାତୃ ଏକାଡେମିର ଓଡ଼ିଆ ବିଭାଗର WhatsApp ଗ୍ରୁପ୍ ସହ ସଂଯୁକ୍ତ ହେବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ।
    chat.whatsapp....
    Common registration form of matru academy : forms.gle/GHCb...
    ଆମର ୟୁ ଟ୍ୟୁବ ଚ୍ୟାନେଲ ଦେଖିବାନିମନ୍ତେ ନିମ୍ନସ୍ଥ ଲିଙ୍କ୍ ରେ କ୍ଲିକ କରନ୍ତୁ ।
    www.youtube.co...

Комментарии • 38

  • @surathachandrajena9514
    @surathachandrajena9514 10 месяцев назад

    ଅତି ସୁନ୍ଦର ଭାବରେ ଆପଣ ସପ୍ତଦଶ ବୋଲିର ସମୀକ୍ଷା କରିଛନ୍ତି । ବ୍ୟକ୍ତିଗତ ଭାବରେ ଜଣେ ମହିମା ଭକ୍ତ ହିସାବରେ
    ମୁଁ ଅଧିକ ଉପକୃତ ।ତେଣୁ ହୃଦୟରୁ ଅନେକ
    ଅନେକ ଧନ୍ୟବାଦ ଜଣାଉଛି ମାଆ ...!
    ମହିମା ଅଲେଖ ନିରଞ୍ଜନ।ଶରଣଂ।

  • @mayadharsahoo7310
    @mayadharsahoo7310 2 года назад

    ବହୁତ ସୁନ୍ଦର ଭାବ ଗର୍ଭକ ଆଲୋଚନା।ଦୀର୍ଘ ଆଠଶହ ବର୍ଷ ତଳର ରଚନା ସମୁହକୁ ଆପଣଙ୍କ ଆଲୋଚନା ମାଧ୍ଯମରେ ତୋଳି ଧରିଛନ୍ତି।ବହୁତ ଭଲ ଲାଗିଲା।
    ଅଶେଷ ଅଶେଷ ଧନ୍ଯବାଦ।

  • @jagadishmajhi7372
    @jagadishmajhi7372 3 года назад +3

    Alekha mahima sarana

  • @debadattabehera6000
    @debadattabehera6000 Месяц назад

    ହେ ମାତୃ ଶକ୍ତି🙏, ଦେବୀ ଶ୍ରୀ କୃଷ୍ଣ ଙ୍କ କୃପାରୁ ସଦା ସୃଷ୍ଟି ରେ ଆପଣଙ୍କ ବାଣୀ ରୂପେ ପ୍ରକାଶ ହୋଇ ଜଗତ କଲ୍ୟାଣ ହେଉଛି।

  • @sadhunabakishordas7297
    @sadhunabakishordas7297 2 года назад +2

    ଧନ୍ୟବାଦ ମା , ମହାପ୍ରଭୁ ତୁମକୁ ସୁଦୟା କରନ୍ତୁ । କରି କରାଉଥାଏ ସେହି ।ତା ବିନୁ ଆନ ଗତି ନାହିଁ ।। ପରମେଶ୍ବର ଭକ୍ତ ଙ୍କ ମାଧ୍ୟମରେ ସନ୍ସାରରେ ଖେଳ ଲୀଳା କରାଇଥାନ୍ତି । ପରମେଶ୍ବର ଙ୍କ ଠାରୁ ବ୍ରହ୍ମାଦି ସୃଷ୍ଟି ହେଲେ , ପୁଣି ବିଷ୍ଣୁ ଅନ୍ଶ ରୁ ଦଶାଵତାର ହୋଇଥିଲେ, ତାହାଙ୍କୁ ପରମବ୍ରହ୍ମ କୁହାଯାଇପାରିବ ନାହିଁ । ତମେ ମା ,,,ଅନେକ ତଥ୍ୟ ସଂଗ୍ରହ କରିଛ , ସ୍ତୁତି ରେ ସେହିସଵୁ ଦୃଷ୍ଟାନ୍ତ ର କାରଣ ବୁଝିବା ସହଜ ଅଟେ ।ମା, ଭଲ କଥା ଅଧିକ ଅଧିକ କହ ।

  • @nantugiri9000
    @nantugiri9000 3 года назад +1

    So nice..... vary beautiful video.......

  • @jitmohansoren9367
    @jitmohansoren9367 Месяц назад

    Bahut sundar o spasta bhabore alochona koruchonti mam..

  • @snehasandhyapalei12
    @snehasandhyapalei12 3 года назад +1

    Really very nice explanations

  • @snehasandhyapalei12
    @snehasandhyapalei12 3 года назад

    Madam you are no1 bhakti kabita educator....no more words......thank you madam

  • @snehasandhyapalei12
    @snehasandhyapalei12 3 года назад +1

    Thanks for your hard work

  • @sudhansukumarnayak9782
    @sudhansukumarnayak9782 Год назад

    Apananku mora bahuta dhanyabad.

  • @bighnarajjal5548
    @bighnarajjal5548 3 года назад +2

    Excellent explanation.

  • @sanatanbandichhod3486
    @sanatanbandichhod3486 2 года назад +1

    Wow so very nice ,🥰🥰🥰😍🤗

  • @narayabadatya914
    @narayabadatya914 8 месяцев назад

    🙏💥ଗୁରୁବ୍ରହ୍ମ ମହିମା ଅଲେଖ ଶରଣମ୍💥🙏

  • @swamirameshwarananda8276
    @swamirameshwarananda8276 Год назад

    Thanks for your presentation

  • @hrudanandsahu739
    @hrudanandsahu739 Год назад

    Beautiful presentation.

  • @snehasandhyapalei12
    @snehasandhyapalei12 3 года назад

    & concentration on the topic

  • @srustipradhan7237
    @srustipradhan7237 2 года назад

    🙏🙏🙏🙏🙏

  • @hrudanandsahu739
    @hrudanandsahu739 Год назад

    Excellent.

  • @snehasandhyapalei12
    @snehasandhyapalei12 3 года назад

    Thanks madam

  • @sanatananayak6867
    @sanatananayak6867 3 года назад

    ପ୍ରଣାମ ଅପା । ନିମ୍ନରେ କିଛି ପ୍ରଶ୍ନ ବିଷୟରେ ଆଲୋଚନା ନିମନ୍ତେ ଉପସ୍ଥାପନ କରାଯାଇଛି , ଯଦି ପ୍ରାସଙ୍ଗିକ ମନେ କରନ୍ତି ଆଲୋଚନା କରିବେ ବୋଲି ଅନୁରୋଧ ।
    ୧ / ମହାଭାରତୀୟ ଚରିତ୍ର ଚିତ୍ରଣରେ ସାରଳା ଦାସଙ୍କ ମୌଳିକତା କିପରି ଥିଲା ।

  • @niranjanbehera9276
    @niranjanbehera9276 2 года назад

    Bahuttsanti

  • @asishkumarbarik7444
    @asishkumarbarik7444 Год назад

    Very nice

  • @sarathidalei821
    @sarathidalei821 Год назад

    Pravu apananku ashirbad karantu

  • @siddharthshankarnayak2596
    @siddharthshankarnayak2596 2 года назад

    ଶରଣ ଆଜ୍ଞା 🙏🙏

  • @indianvlogs4697
    @indianvlogs4697 2 года назад +1

    Alehk

  • @snehasandhyapalei12
    @snehasandhyapalei12 3 года назад

    Madam....1request pls.....explain Samibhaban....in odia gramar

  • @indianvlogs4697
    @indianvlogs4697 2 года назад

    Mahima alekh

  • @mahimaarts8362
    @mahimaarts8362 3 года назад

    ମହିମା ଅଳେଖ ଶରଣଂ

  • @sarojgiri7070
    @sarojgiri7070 2 года назад

    𝑮𝒖𝒓𝒖 𝑴𝒂𝒉𝒊𝒎𝒂 𝑨𝒍𝒆𝒌𝒉𝒂 𝑺𝒂𝒓𝒏𝒂𝒎𝒂

  • @sarathidalei821
    @sarathidalei821 Год назад

    Pravu apananku Krupa karantu

  • @k.harischandrapatra4615
    @k.harischandrapatra4615 3 года назад

    Maalo your adisakti

  • @rameshchandranaik1051
    @rameshchandranaik1051 3 года назад +1

    No language to thank

  • @krishnastudyspandan9072
    @krishnastudyspandan9072 Год назад

    Madam sabu dine pgt class antu

  • @laxmibaidas5866
    @laxmibaidas5866 2 года назад

    Mam text tk darkar thila

  • @alekhamahimastudycenter1361
    @alekhamahimastudycenter1361 3 года назад

    Apana nka mobile number diantu

  • @nirakarbibhar9742
    @nirakarbibhar9742 2 года назад +1

    Alekha mahima sarana