Origin and Development of Odia Language( ଓଡିଆ ଭାଷାର ବିକାଶକ୍ରମ)୧ମ ଭାଗ

Поделиться
HTML-код
  • Опубликовано: 25 ноя 2024

Комментарии • 57

  • @tapaswinisahu595
    @tapaswinisahu595 3 года назад +1

    🙏🙏🙏🙏

  • @alishanair1454
    @alishanair1454 2 года назад +1

    🙏

  • @sridharmoharana5104
    @sridharmoharana5104 3 года назад +1

    ଅତି ସୁନ୍ଦର

  • @p.s.2592
    @p.s.2592 3 года назад +1

    ଧନ୍ୟବାଦ ଆଜ୍ଞା

  • @itishreebehera2555
    @itishreebehera2555 3 года назад +1

    Sir pranam.class ti bahut bhal hei6i.dhanyabada sir 🙏🙏

  • @DillipLauria
    @DillipLauria 4 года назад +6

    ନମସ୍କାର ସାର, ସର୍ବ ପ୍ରଥମେ ମୁଁ ଆପଣଙ୍କୁ ସାଧୁବାଦ ଜଣାଇବି ଆପଣଙ୍କ ଏ ପ୍ରୟାସ ପାଇଁ । ଏହି "ଓଡିଆ ଭାଷାର ଉଦ୍ଭବ ଓ କ୍ରମବିକାଶ " କେବଳ ଯେ ପାଠ୍ୟଖସଡା ରେ ସହାୟକ ହେବ ତାହା ନୁହେଁ ବରଂ ଏହା ବିଶେଷ କରି ଓଡିଆ ଭାଷାଭାଷୀ ବ୍ୟକ୍ତି ବିଶେଷଙ୍କୁ ପାଇଁ ଏକ ସାଂସ୍କୃତିକ ଚେତନାଧର୍ମୀ ସଂଜ୍ଞା କହିଲେ ଅତ୍ୟୁକ୍ତି ହେବ ନାହିଁ । ବ୍ୟକ୍ତି ବିଶେଷ ସ୍ଥଳରେ ହେଉ ଅବା ସାମାଜିକ କ୍ଷେତ୍ରରେ ଏହା ଉପଯୋଗିତା ଏକ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ପାଇଁ ବିଶେଷ ଭୂମିକାର ପରାକାଷ୍ଠା ପ୍ରଦର୍ଶନ କରି ପାରିବ । ସର୍ବୋପରି ଓଡିଆ ଭାଷାକୁ ଆପଣ ଯେଉଁ ଭାବରେ ଅନୁଧ୍ୟାନ କରି ଆମଳଚୁଳ ବ୍ୟାଖ୍ୟା କରିଛନ୍ତି ବାସ୍ତବିକ ଆପଣ ଶ୍ରେୟ ପାତ୍ର । ଆପଣଙ୍କ ପ୍ରତ୍ୟେକଟି ବାକ୍ୟରେ ଭରିଛି ଭାଷାର ଗାଥା ଗରିମା, ସାଧାରଣ ମଣିଷଟେ ବୁଝିବାର ଭାବ, ଜିଜ୍ଞାସା ର ଆକୁଳତା ।ନିଃସନ୍ଦେହ ରେ କୁହାଯାଇପାରେ ଆପଣ ଜଣେ ଉଚ୍ଚ କୋଟିର ସାଧକ, ବକ୍ତା, ସାହିତ୍ୟ ପ୍ରତି ରୁଚି ରଖିଥିବା ଅଧ୍ୟାପକ । ଏ ପ୍ରୟାସ ଜାରି ରହୁ...... ଆଗାମୀ ଭାଗ ପାଇଁ ଅପେକ୍ଷାରେ ରହିଲୁ .......

    • @AndOdiaLiterature
      @AndOdiaLiterature  4 года назад +1

      ଅଶେଷ ଅଜସ୍ର ଧନ୍ୟବାଦ

  • @sindhusenapati3165
    @sindhusenapati3165 2 года назад

    Au tike bujhantu

  • @salimarsahoo3411
    @salimarsahoo3411 4 года назад

    ବହୁତ୍ ବଢିଆ ଉପସ୍ଥାପନl ସାର୍

  • @sindhusenapati3165
    @sindhusenapati3165 2 года назад

    3rd semester pai odia hons tike padhantu

  • @sindhusenapati3165
    @sindhusenapati3165 2 года назад

    Thq sir

  • @bhabanirani2900
    @bhabanirani2900 3 года назад +1

    Odia bhasa kebe arombho hoithila

    • @AndOdiaLiterature
      @AndOdiaLiterature  3 года назад +1

      ମାଧବ ବର୍ମାଙ୍କ ନିବିଦା ତାମ୍ର ଶାସନ୬୧୯ ଖ୍ରୀ.ରେ "କୁମ୍ଭାର" ଶବ୍ଦଟି ବ୍ୟବହୃତ ତେବେ ୧୦୫୧ ଖ୍ରୀ. ର ଉରଜାମ୍ ବା ଜାମ୍ ଶିଳାଲେଖକୁ ନିଆଯାଇ ପାରେ।

    • @bhabanirani2900
      @bhabanirani2900 3 года назад

      Okk sir tq

    • @bhabanirani2900
      @bhabanirani2900 3 года назад

      Rastriyo manonko duara odia bhasa prothome kou mosihari procholono hoithila..........plzzz sir tell me

    • @AndOdiaLiterature
      @AndOdiaLiterature  3 года назад

      ରାଷ୍ଟ୍ରୀୟ କିଏ?

  • @limibhuyan4782
    @limibhuyan4782 3 года назад +2

    ଧନ୍ୟବାଦ sir🙏🏽🙏🏽🙏🏽

  • @biswapratapbehera4520
    @biswapratapbehera4520 4 года назад +2

    ବାସୁ ଦେବ ସାହୁ ଙ୍କ ବହି ରୁ ପଢି ଥିଲି ଆପଣ ଙ୍କୁ ଧନ୍ୟବାଦ୍

  • @tapaswinisahu595
    @tapaswinisahu595 3 года назад +1

    🙏🙏🙏

  • @sasmitabiswal4698
    @sasmitabiswal4698 4 года назад +3

    Nice class

  • @johnmclane4947
    @johnmclane4947 3 года назад +1

    Odia heba mo pain garva o gaurava ra katha sir moro soubhagya 🙏 aapana ashirbad karantu sir

    • @AndOdiaLiterature
      @AndOdiaLiterature  3 года назад +1

      ପରମ ଶକ୍ତିର ଉତ୍ସ ଯିଏ ସେ ଆପଣଙ୍କୁ ଶଙ୍ଖରେ ପୂରାଇ ଚକ୍ରରେ ଉଢାଳ କରି ରଖନ୍ତୁ। ତେବେ ଆପଣ କିଏ, କଅଣ, କେଉଁଠି ଜାଣୁନା ତଥାପି ଆପଣଙ୍କ ଆବିଷ୍କାର ଓ ଉପଲବ୍ଧିର କ୍ଷେତ୍ରରେ ଆହୁରି ଆଗକୁ ଯିବାକୁ ଅନୁରୋଧ🙏🙏🙏

  • @sindhusenapati3165
    @sindhusenapati3165 2 года назад

    Part 1 part2 kariki padhantu

  • @banitatandi4817
    @banitatandi4817 3 года назад

    Thank you sir

  • @pritismitasatapathy5187
    @pritismitasatapathy5187 3 года назад +1

    Sir pls book share karontu 🙏

  • @manasmallick2812
    @manasmallick2812 4 года назад

    Thanks sir

  • @pritismitasatapathy5187
    @pritismitasatapathy5187 3 года назад

    Paper 5 nd Paper 6 ro book share pls pls sir

  • @sankarmunda2815
    @sankarmunda2815 Год назад

    Language sabda ti kenuthu aasichhi

    • @AndOdiaLiterature
      @AndOdiaLiterature  Год назад

      The word 'language' is derived from the word 'lingua' which is a Latin word ,means 'tongue'.

  • @subbumamma232
    @subbumamma232 2 года назад

    Sir apankara name ta kana

    • @AndOdiaLiterature
      @AndOdiaLiterature  2 года назад

      କଅଣ ଅଛି ନାମରେ? ଗୋଲାପକୁ ଗେଣ୍ଡୁ କହିଲେ ବାସ୍ନା ବଦଳି ଯିବନି କି କମି ଯିବନି...🙏🙏🙏

  • @anitanayak7422
    @anitanayak7422 2 года назад

    Iakhi bara

  • @mukeshkumarbehera1345
    @mukeshkumarbehera1345 3 года назад

    Sir book name kn

    • @AndOdiaLiterature
      @AndOdiaLiterature  3 года назад

      ଓଡିଆ ଭାଷାର ଉନ୍ମେଷ ଓ ବିକାଶ

  • @mithun6089
    @mithun6089 4 года назад

    Thank u sir your class is very helpful,Please sir next class upload karaka o bibhakti please sir....🙏🙏🙏🙏

    • @AndOdiaLiterature
      @AndOdiaLiterature  4 года назад +1

      ଆପଣଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ🙏🙏

    • @mithun6089
      @mithun6089 4 года назад

      Sure sir

  • @aparajitatiriya5625
    @aparajitatiriya5625 3 года назад

    Sir 4th Semester pai padhantu

  • @diptiranjancreations5848
    @diptiranjancreations5848 Год назад

    ଧନ୍ୟବାଦ sir🙏🏾🙏🏾🙏🏾

  • @srustipradhan7237
    @srustipradhan7237 2 года назад

    🙏🙏🙏🙏

  • @munumurali
    @munumurali 3 года назад

    Thank you sir

  • @HACKER-wf1io
    @HACKER-wf1io 2 года назад

    Thank you sir