Most miraculous experience which can't be thought of .Really fortunate to have such divine blessings of Mahaprabhu. With today's episode the anxiety continuing for so many days has come to a good end. Expecting future episodes also to be interesting / influential to the challenges in our daily life.
Sir, your nice and vivid presentation injects in us our faith and love for Eshwara to a higher level and encourages us substantially for moving along the spiritual path...
🙏🙏🙏ଜୟ ଜଗନ୍ନାଥ.
ଆପଣଙ୍କ ଏ ଜୀବନ୍ତ କଥା ଶୁଣି ମୋ ଆଖିରେ ଲୁହ ଆସିଗଲା, ସତରେ ଜଗନ୍ନାଥ ଙ୍କ ଲୀଳା ଅପାରମୟ, ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
Jaganath mahapravu is supreme God supreme knowledge supreme intelligence he is always help you 🙏🙏🙏🙏🙏❤❤🌺🌺
ଜୟ ଜଗନ୍ନାଥ
ଆପଣ ଙ୍କ ମତରେ ଆପଣ ଜଣେ ସାଧାରଣ ମଣିଷ, କିନ୍ତୁ ମହାପ୍ରଭୁ ଯାହା ଆପଣଙ୍କ ସହ ଲୀଳା କରନ୍ତି ତା କେବେ ସାଧାରଣ ନୁହେଁ। ବହୁତ ଭାଗ୍ୟବାନ ଆପଣ । ଆପଣ ଙ୍କ ଭିତରେ ସେମିତି କିଛି ଅଛି ତାର ପ୍ରସାଦ ଆପଣ ଙ୍କୁ ମିଳୁଚି।
ଅତି ଚମତ୍କାର କଥାସବୁ. ନିହାତି ସତ ଘଟଣା, ଶୁଣିଲାପରେ ଆଖିରୁଧାଁର ଧାର ଲୁହ ବୋହିଯାଉଛି ❤️❤️🥰🥰👍👍👌👌🙏🙏
ସବୁ ଗୁଡିକ episode ଅତ୍ୟନ୍ତ ଆଗ୍ରହ ର ସହିତ ଦେଖିଲି
ବହୁତ୍ ଭଲ ଲାଗିଲା
Pranam 🙏🏾 🙏🏾 🙏🏾 🙏🏾 🙏🏾
Jay jagannath swami nayan pathagami bhaba tume pravu 👃👃👃
Sir, Apananka anubhuti bahut marmasparsi bhal lagila👃👃👃
apanku mora koti koti pranam.jay Jagannath jay Jagannath 🙏🙏
Sir 🙏🙏🙏🌹❤️ ashcharya Jay Jagannath Swami 🙏🙏🙏🙏🙏🙏🙏🌹🌹🌹🌹 sir apna Bhala re thantu
🙏 Om 🙏 namah 🙏 Bhagavate 🙏 Vasudevaya 🙏🙏🙏
Bahut badhia laguchi🙏🙏🙏 Jay jagannath 🙏🏽🙏🏽🙏🏽🙏🏽
Apana. Bahuta bhagyaban. Sir jay. Jagannatha jay. Sri krushana
ଆପଣଙ୍କ କଥା ଶୁଣି ଲା ପରେ ମନରେ ଯେଉଁ ଭାବ ସୃଷ୍ଟି ହେଉଛି ତାହା ଆମେ ବର୍ଣନା କରି ପାରୁନାହୁଁ. ଆପଣ ଏହିପରି ଆମର ମାର୍ଗଦର୍ଶନ କରିଚାଲନ୍ତୁ. ଏହାହିଁ ଆମର ଅନୁରୋଧ. ଜୟ ଜଗନ୍ନାଥ 🙏🏿🙏🏿🌹
🎉🎉ପ୍ରଣାମ ପ୍ରଣାମ 🎉🎉
ସତରେ କଳାସାଆନ୍ତଙ୍କ ଅମାପ ,ଅତୁଳନୀୟ, ଆନନ୍ଦଦାୟକ,ମାନବୀୟ ଲୀଳା
ଅନୁଭବର ଠାକୁର ❤❤❤❤❤
ଆପଣ ଙ୍କ କଥା ଶୁଣିଲେ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଭକ୍ତି ଦୁ ଗୁଣିତ ହେଇଯାଉଛି 🙏🙏🙏
ସତ୍ୟ
Bibu tame mo pari
ଜୟ ଜଗନ୍ନାଥ । ସାର୍ ପ୍ରଣାମ। ଆପଣଙ୍କ ଅନୁଭବ ଏବଂ ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ । ଅଶେଷ ଧନ୍ୟବାଦ ଜଣାଉଛି କାଳିଆ ଠାକୁର ଙ୍କ ପ୍ରତି ଆପଣଙ୍କ ବିଶ୍ବାସ ତଥା ଭଲପାଇବାର ପ୍ରସାଦ ଆମ ସମସ୍ତଙ୍କୁ ବିତରଣ କରିଥିବାରୁ ।
Feel devine energy to listen this .... Jay Jagannath Swami
Jai Jagannath. Vagaban apana nka paine satare kete dayalu.sunile imagine kari heuni
ସମସ୍ତ ଭାଗ ଗୁଡିକ ଅତି ଆଶ୍ଚର୍ଯ୍ୟ ଜନକ ଏବଂ ରୋମାଞ୍ଚକର ଥିଲା। ଏ ସବୁର ମୁଖ୍ୟ କର୍ତ୍ତା ଲୀଳାମୟ ମହାପ୍ରଭୂ ଜଗନ୍ନାଥ। ମହାପ୍ରଭୁ ଙ୍କୁ ଯିଏ ପ୍ରାଣ ଦେଇ ଭଲ ପାଏ ପ୍ରଭୁ ତାର ହେଇଯାଏ।🙏🙏🙏
Dhanya heigali khub shanti lagila
ଗୁରୁଜୀ ପ୍ରଣାମ,କାଳିଆ ଠାକୁରଙ୍କ ଆଶୀର୍ବାଦ ସମସ୍ତଙ୍କୁ ବରଷୁ ଥାଉ
Thanks for your emotional expression.And thanks to Lord Jagannath for his Blessing with miracle work. 🎉
Jay Kalia Dhan ki jai
Omm jayaguru ati Divya anubhuti Bhakta o bhagabaan ekakaar Kalu satare emiti tara Mahima aparampar koti koti dhanyabaad Amara Biswas o bhakti drudha karithibaru Jay jagannath swamy❤❤❤
Jay Jagannath 🙏 Koti koti pranam 🙏 Apananku
Good Morning gurujee 🙏🙏🙏🙏🙏👌
Jay jagannath 🙏
Sarba Dharma parityeja mamekam saranam braja , Jay shree Ram
ନମସ୍କାର ଆଜ୍ଞା ମୁଁ ଆପଣଙ୍କ ନିଖୋଜ ନେତାଜୀ ଓ ମୁଁ ନାଥୁରାମ ଗଡ଼ସେ କହୁଛି ଏହି ଦୁଇଟି ବହି ପଢ଼ିଛି ଆଉ ବିମୋହିତ ମଧ୍ୟ ହୋଇଛି ଦୁଇଟି ଯାକ ବହି ଅତ୍ୟନ୍ତ ପ୍ରଶଂସନୀୟ. ମିଛ ମହାତ୍ମା ବହି ଟି ନିହାତି ଆଣି ପଢ଼ବି ଆପଣଙ୍କ ଅନୁଭୂତି ଅତ୍ୟନ୍ତ ନିଆରା 🙏🙏🙏🙏
Sir you are great. Namrati gunina Jana, the mam is you. You deserve a grand salute/pranam. Jay Hind.
Jay jay sri Jagannath Swami Nayan patha gami vava tume manimaanka jay hau mo mahaprabhu nka jay hau 🙏💐🙏🙏🙏🙏🙏🙏🙏
Sir apana dhanya, apananka upare prabhunka asesa krupa. 🙏🙏
Mo Jibanar dukha mote b8chalita karibasamayare apanaka katha mote aswasana deibanchibabaku prerana deuchi. Jay. Jagannath
Sir, Pranam, 🙏 Lord Jagannath keep u healthy always with his eternal devine blessings to continue distributing His Prasad of miracles to us. Thank u.
Sir. Apananku. And. Kalu. Mahapravunku. Koti. Pranam
Guruji ପ୍ରଣାମ
ଜୀବନର ଦୁଃଖ ଦେଖି ଭାଙ୍ଗିଯିବା ସମୟରେ ଆପଣକଂ ଅନୁଭୁତି ରୁ ବଞ୍ଚିବା ପାଇଁ ପୁଣି ଆଶାର କିରଣ ଉଙ୍କି ମାରୁଛି। ଆପଣକୁ ମୋର କୋଟି କୋଟି ପ୍ରଣାମ
ଜଗା ର ସବୁ ଲୀଳା ଆଉ ସେ ସବୁ ଠିକ୍ ଓ ଭଲ କରିଦେବା , ଏଇ ଗୋଟେ ବିଶ୍ୱାସ ଓ ଭରସା ନେଇ ଆଗକୁ ଚଳିବି ।
Excellent presentation of Lord Jagannath.
What a miracle sir! Undoubtedly You have a great divine soul.Waiting for next episode.Jay Jagannath.
Jay jagannath mahaprabhu
Jai jagannath
Bahut bhalalagila
Jay jagannath prabhu
Jay Sree Jagannath swami ❤🙏❤
Pranam Sir🙏
Jaya Jagannath Swami.
ଆପଣଙ୍କ ପାଖରେ ପାତ୍ରତା ଅଛି ଜଗତନାଥଙ୍କ ସାନିଧ୍ୟ ପାଇଲେ ତେଣୁ ଆପଣ ମହାନ🙏
Aapana nka katha manaku khub saanti dela sir...🙏Jagannathe samastanku krupa karuthaantu🙏
Bahut bhala lagila Sir,🙏😭 jai jagannath 🙏🙏🙏
ଜୟ ଜଗନ୍ନାଥ
ସାର ନମସ୍କାର 🙏
ମିଛ ମହାତ୍ମାର ସବୁ episode ଦେଖିଲି
ମହାପ୍ରଭୁଙ୍କ ପ୍ରତି ଭକ୍ତିଭାବ ବିଶ୍ଵାସ ବଢିଯାଇଛି ଆଜି conclude part ରେ ପ୍ରାରବଧ କଥା ଶୁଣି ଅଶ୍ଵସ୍ତ ମନେକଲି
ବହୁତ ବହୁତ ଧନ୍ୟବାଦ 🙏
Jay Jagannath Swami nayan patha gami bhaba tume pravu 🙏🙏🙏
Most miraculous experience which can't be thought of .Really fortunate to have such divine blessings of Mahaprabhu. With today's episode the anxiety continuing for so many days has come to a good end. Expecting future episodes also to be interesting / influential to the challenges in our daily life.
All episodes are heart touching
Bahut badhia lagila 🙏Jai jagannath
ଜୟ ଜଗନ୍ନାଥ ଆପଣଙ୍କ ମଙ୍ଗଳ କରନ୍ତୁ
Jai jagannath.. Bhasha re mo Krutagyantaa prakhash karibaku mu Akhyama. Bhagaban aapanaku sabu khusi diyantu🙏🙏🙏
Jai Jagannath 🙏very Super natural episode.Msny thanks for sharing
Koti koti pranam sir
Jay jagannath mahabahu
ଜୟ ଜଗନ୍ନାଥ ସାର।ଆପଣଙ୍କୁ ମାନସରେ ନତ ମସ୍ତକ ହୋଇ ପ୍ରଣାମ କରୁଛି।ଜଗନ୍ନାଥ ଙ୍କୁ ପ୍ରାର୍ଥନା କରୁଛି ଆପଣଙ୍କ ସହ ସାକ୍ଷାତ ହେବା ର ସୁଯୋଗ ଜଲଦି ଦିଅନ୍ତୁ। ଆପଣ ଯଦି ଟିକେ ଅନୁମତି ଦିଅନ୍ତେ ଆପଣଙ୍କ ସହ ସାକ୍ଷାତ ରେ ଦୁଇ ପଦ କଥା ହୁଅନ୍ତି।କେବେ,କଉଠି ଏବଂ କେତେବେଳେ ତାହା ଆପଣଙ୍କ ନିଷ୍ପତ୍ତି।ଜୟ ଜଗନ୍ନାଥ।
Jayjagannath apanankar ehisabu kathhasuni mu bahut abhibhut
Koti koti pranam
ବହୁତ ଭଲ ଲାଗୁଛି ବାପା ସୁଣିବାକୁ🙏🙏🙏
Dhanya Prabhu dhanya tuma leela manima ki soubhagya Amara Jay jagannath 🙏❤️
Jay Jagannath.You have got blessings of Prabhu Jagannath.So you are really unique and great.
Jay Jagannath 🙏🙏A very happy ending. You r so blessed 🙏🙏
Sir pranam apankara barnana abarnaniya.apanakara katha suni mo akhire luha asigala.bhagaban Kan apankara upare apara ashribad achi.
What a miracle Jai jagarannath Jai jagarannath
ସାର୍ ନମସ୍କାର। ଆଜିର ଅଧ୍ୟାପକ ଅତ୍ୟନ୍ତ ଆଲୌକିକ। ଆପଣ ମହାପ୍ରଭୁ ଓ ଭଗବତୀଙ୍କର କୃପାଲାଭ କରିଥିବା ମଣିଷ। ଆପଣଙ୍କୁ ମହାପ୍ରଭୁ ନିଜେ ବାଛିଛନ୍ତି ସାଙ୍ଗ ଭାବରେ ତାଙ୍କ ଲୀଳାକୁ ପରିପ୍ରକାଶ କରିବା ନିମନ୍ତେ ।ଆପଣ ଧନ୍ୟ।ସେ ଲୀଳା ଶୁଣି ଆମେ କୃତାର୍ଥ।
ଆପଣ ଙ୍କ ଅନୁଭୂତି ସବୁ ଶୁଣି ଅଭିଭୁତ ହେଲି। ଆପଣ ଙ୍କ ପ୍ରତି ଜଗନ୍ନାଥ ଙ୍କ ଅପାର କରୁଣା । ଆପଣ ଙ୍କ ର ମଧ୍ଯ ତାଙ୍କ ପାଖରେ ଅସୀମ ନିର୍ଭରତା ତଥା ସମର୍ପଣର ତୁଳନା ନାହିଁ।
ତଥାପି କିପରି ବିଚଳିତ ହୋଇ ଗୁଣିଆ ର ସାହାରା ନେବା କୁ ଦ୍ବିଧା କଲେ ନାହିଁ,ଶୁଣି ଆଶ୍ଚର୍ୟ୍ଯ ଲାଗୁଛି।
Joy jagannth. Pravu apankar Mangal karantu.
ମିଛ ମହାତ୍ମାର ସବୁତକ ଭାଗ ଅତ୍ୟନ୍ତ ଆବେଗପୂର୍ଣ୍ଣ ଓ ଶେଷ ଭାଗଟି ଅତ୍ୟନ୍ତ ମର୍ମସ୍ପର୍ଶୀ, ସବୁ ଶୁଣି ସାରିଲାପରେ ଭାରି ଆଶ୍ଵସ୍ତି ଆସିଲା ଓ କାଳିଆ ଠାକୁରଙ୍କ ପାଦପଦ୍ମରେ ଶତ କୋଟି ପ୍ରଣାମ🙏🙏
Apana nku kie ba bujhipare jagannath.. He lilamaya 🎉 tume sundar au tuma lila b sundara. Sir 🙏apana khusire ruhantu❤❤
ଅପୂର୍ବ ଅନୁଭୁତି ସାର୍ ! ସତରେ ମୁଁ speechless😭😭😭😭😭 ଆପଣଙ୍କୁ ଅନେକ ଅନେକ ପ୍ରଣାମ ଓ ଦଣ୍ଡବତ ଆଜ୍ଞା🙏🙏 ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
apananka katha sunu mu abibhuta. JAY JAGANNATH.
ସତରେ ଏ ଅପୂର୍ବ କଥା ଆପଣ ଆମମାନଙ୍କୁ share କରିଥିବାରୁ ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ❤
ଜଗନ୍ନାଥ ଙ୍କ କୃପା ସତରେ ଅପାର।
E episode ati chamtkar, ହୃଦୟସ୍ପର୍ଶି ❤
ସତରେ ଆପଣଙ୍କ ଅନୁଭୂତି ଶୁଣି କି ଲୋମ tankuri ଉଠିଲା❤
Bhai,apanata Jagannatha nka chhuka suneile ବଡ଼ ଅଦ୍ଭୁତ ଲାଗିଲା ମିଛମହତ୍ମ ପାଇଁ ଯାହା ଭୋଗିଲେ ତା ଭିତରେ ଜଗନ୍ନାଥଙ୍କର ଅଲୌକିକ ଲୀଳା,କଣ ଆଉ କହିବି ଆପଣ ଅସାଧାରଣ ନ ହୋଇଥିଲେ e sabu hoi thanta ki, ପାଗଳ ପରି ଲାଗୁଛି ମୋତେ ଯାହା ବି ହେଉ e sabu sarila ବେଳକୁ ମହାପ୍ରସାଦ ପ୍ରଭୁ ମୋ ପାଖକୁ ପଠେଇ ଦେଉଛନ୍ତି ପ୍ରତିଭା ଜେନା କଟକ
ଜୟ ଶ୍ରୀ ଶ୍ରୀ ଜଗନ୍ନାଥ 🙏🙏ଗୁରୁଜି ଆପଣ ଙ୍କ ଏହି ସୁନ୍ଦର ଅନୁଭୂତି ଶୁଣି ଆଖି ରେ ଲୁହ ଆସିଗଲା l🙏🙏
Om Guruswami namaha, om Keshav Thakur Namami.
ଜୟ ଜଗନ୍ନାଥ ଧନ୍ୟ ଆପଣ
Guruji..Jai jagannath
ବଡ଼ ଅନୁଭବୀ ଠାକୁର ସିଏ ଲୋ!
କଥା ପଚାରିଲେ ଉତ୍ତର ଦିଏଲୋ!
ଡାକି ଡାକି ବୁଝେ ଦୁଃଖ!!💞🙏
ଶୁନ୍ୟ ସ୍ଵାମୀ ଙ୍କ ଦୁଇ ହାତରେ ଲଡୁ ମହାପ୍ରସାଦ*😍👏
Sir apanku Jagannath krupakaruthantu bahut khusi lagila suni
ଜୟ ଜଗନ୍ନାଥ
ପ୍ରଣାମ ଗୁରୁଜୀ
ଆପଣଙ୍କୁ ସର୍ବଦା ପ୍ରଭୁ ସୁସ୍ଥ ରଖିଥାନ୍ତୁ ଆଉ ଆମେ ଏମିତି ଆପଣଙ୍କ ମୁହଁରୁ କାଳୁର ଲୀଳା ଶୁଣିବାକୁ ପାଇଥାଉ ।
Jay jagannath mahaprabhu 🙏
ଆଫଣ ଇବ୍ ନଦୀ କୂଳରେ ଅବସ୍ଥିତ ସେହି ଜିଗାର ଵା ସହର ନାମ ଜଣାଇବାକୁ ଅନୁରୋଧ। ଆପଣଙ୍କର ପ୍ରିୟ କାଳୁ ଙ୍କୁ କୋଟି କୋଟି ପ୍ରଣାମ।
Jai jagannatha swami ❤
Jay shri Jagannath
Aei anubhuti sunila bele romo tankuri uthuchi...
Akhira luha jhara jhara hoi jhari poduchi.....
Apana nka anubhuti suniba bele moro kichhi sumrti (mo maa nka saha) puni thare mane pokaidela..jay ma durga❤
Bibhu bhai jay Jagannath
Jay Jagannath 🌼🙏🌼
Sir, your nice and vivid presentation injects in us our faith and love for Eshwara to a higher level and encourages us substantially for moving along the spiritual path...
Jay Jagannath🙏🙏🙏🙏🙏
Jaya Shree Jagannatha 🙏
ବହୁତ୍ ଭଲ ଲାଗିଲା sir 🙏
ମହାପ୍ରଭୁ
Jay shree jagannath
Abarnaniya , chamtkar, atisundar. Prabhunka lila bhaktanka pain ati chamtkar 🎉🎉🎉🙏🏻🙏🏻🙏🏻
Jai Jagannath 🙏🙏🙏💐💐
Sir aajira episode ti atyanta hridayasparsi thila. Maa nka ra sapna rey dakara aau Prabhu Jagannatha nka Lila atyanta aalaukika thila. Sata rey Jagannath khaili jey thakura nuhanti sey chalanti pratima Amara sabu dhukha, sukha rey bhagwan aama pakhe pakhe aachanti. Tenu, apanku koti koti pranaam,dhanyavaad aau Abhinandan 🎉 Jai Jagannatha.
Jai.jagannatha
God bless you omsanti bhai. Good night.
ସରାରେ ଥିବା ଜଗନ୍ନାଥଙ୍କ ପିଠା ପତ୍ରଗଦା ଠାକୁରାଣୀଙ୍କୁ ପୂଜକ ଅର୍ପଣ କରିସାରିଲା ପରେ, ଦୁଇଟି ବୁନ୍ଦିଆ ଲଦୁରେ ରୂପାନ୍ତରଣ ଠାରୁ , ହନୁ ମାଙ୍କଡ ମାନଙ୍କୁ ଲଡୁ ପ୍ରସାଦ ଦେବା ପର୍ଯ୍ୟନ୍ତ, ଆପଣଙ୍କ ଆଖି ଛଳ ଛଳ ମୋ ଆଖିବି ଛଳ ଛଳ। ସଂପୂର୍ଣ୍ଣ ହଜି ଯାଇଥିଲି ଏହି episode ରେ। ନମସ୍କାର sir । ଶୁଭରାତ୍ରୀ।