Sir pranam. I salute you Sir. Sabubale bahut loka nka tharu sunuchi gotia katha. Nijara jaha anubhav aau iswar jaha krupa kale kahaku kahibani. Emiti hale krupa bond heijiba. A katha bahut mahan loka mane hi kuhanti. Mote directly hi bahut jana kahichanti. First time aapana jane jeki a sabu kahiba darkar boli kahile. Ethi ego katha aasuni. Emiti faltu comment jia dauchanti pls avoid them sir. Aaji bahut khusi lagila ki daily aapana kichhi kahibe. Aapana kou v topic kuhantu but regular kuhantu Sir. Finally I have seen a person like you which I was searching since many days. Thank you. Pranam Sir
The end of this episode is really important teach us how a to realize a supreme power really exists and always give up strength in our life.🙏🏼🙏🏼🙏🏼Jaijagannath
Sir, Namaskar. I have already watched all your 12 episodes regarding Michha Mahatma. I cried 3 times by listening your words. Really u r the real hero of our society. U are also a good writer, banker, social reformer, spiritual guru, motivator and many more. I got valuable information by watching ur videos. Namaskar
You are simply wonderful I have seen all your episodes you have given dimension to lagannath bhakti you have changed my and my wife's attitude towards life thank you
150 were so called intellectuals, they're just like owls. You were truthful and that's why you own and above all Jagannath was there and His powerful hands were on your head.
Bahut bhabare Hrudaya ku chhuinla Apana nka sesa dui pada, mote emiti Feel heuchi jemiti mu mo mahaprabhu nka nikataku Bahut tani hei jauchi, mo vitara biswas , Prema , vakti mo prana priya Prabhu mo pita shree jagannath mahaprabhu nka prati bahut badhi badhi jauchi , pranam mo mahaprabhu nku🙏🙏🙏🙏pranam Apananku 🙏
Truth always strives, struggles and triumphs in the long run.You are the luminous example I salute thousand times.Such an inexhaustible spirit is the rarest of the rare.God bless you...
No no it is not a sign of arrogance. It is a sign of gratitude towards my kanha. Keep it up Mausa. ,🙏🙏 Anek Anek Dhanyabad for sharing your experience with Jagannath 🙏
Finally,39:07 minute re Sara khusi mate b miligala,Karan judge nka prati Mora samman badhigala,I salute that day,of high court judges, 🙏🙏🙏🙏 mo Kalia kebe sata patha re thiba loka nku khala re pakantini,dukha deiki parikshya karanti,au pakhare sabu bele thanti,😭😭😭😭😭
Sir pranam. I am very much thankful to listen your all episodes. You r really the trust friend of lord Jagannath (my papa). You are really great sir. Your life is totally blessed. Love you and my papa also.
ମହାତ୍ମନ୍, ସାଦର ପ୍ରଣାମ। ମିଛ ମହାତ୍ମା ପୁସ୍ତକର ସମୀକ୍ଷା ପାଇଁ ସରକାର ଯେଉଁ ମହାନୁଭବ ମାନଙ୍କୁ ନେଇ କମିଟି ଗଠନ କରିଥିଲେ ଏବଂ ସେମାନେ ଆପଣଙ୍କ ବିରୋଧରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ, ଦୟାକରି ସେହି ମହାପୁରୁଷ ମାନଙ୍କ ନାମ ପ୍ରକାଶ କଲେ ଆମ୍ଭେମାନେ ଚିରୋପକୃତ ହେବୁ
ପ୍ରଣାମ ।।
ଜୟ ଜଗନ୍ନାଥ ।।
ବହୁତ ବଢିଆ ଲାଗିଲା
ଯେଉଁ madam ଆପଣଙ୍କୁ ଅହଂକାରୀ କହିଛନ୍ତି ତାଙ୍କୁ ଧନ୍ୟବାଦ 😊
କାରଣ, ତାଙ୍କ ପାଇଁ ଆପଣ ଯେଉଁ ଦୁଇ ପଦ କହିଲେ ତାହା ଶୁଣି ମୋ ମନ ଆନନ୍ଦରେ ପୁରିଗଲା 🙏🏼
ଜୟ ଜଗନ୍ନାଥ 🙏🏼
ଓହୋ ଆଜି ଟିକେ ଶାନ୍ତିରେ ନିଶ୍ୱାସ ମାରିବି ଓ ଶୋଇବି. ଧର୍ମ ର ଜୟ ହେଲା ଏବଂ କାଳ କାଳ କୁ ହେବ ଜୟ ଜଗନ୍ନାଥ
ଜୟ ଶ୍ରୀ ଜଗନ୍ନାଥ ସତ୍ଯର ଜୟ ନ୍ଯାୟ ର ଜୟ କନ୍ଧମାଳ ରୁ ଧନ୍ଯବାଦ
Sata katha kahile sir suni bohuta bhala laguchhi.jay Jagannath 🙏
Sir pranam. I salute you Sir. Sabubale bahut loka nka tharu sunuchi gotia katha. Nijara jaha anubhav aau iswar jaha krupa kale kahaku kahibani. Emiti hale krupa bond heijiba. A katha bahut mahan loka mane hi kuhanti. Mote directly hi bahut jana kahichanti. First time aapana jane jeki a sabu kahiba darkar boli kahile.
Ethi ego katha aasuni. Emiti faltu comment jia dauchanti pls avoid them sir.
Aaji bahut khusi lagila ki daily aapana kichhi kahibe. Aapana kou v topic kuhantu but regular kuhantu Sir.
Finally I have seen a person like you which I was searching since many days.
Thank you. Pranam Sir
The end of this episode is really important teach us how a to realize a supreme power really exists and always give up strength in our life.🙏🏼🙏🏼🙏🏼Jaijagannath
ଏସବୁ ଅନୁଭୂତି ଓ ଉପଲବ୍ଧି ସମାଜରେ ପ୍ରକାଶ ହେବା ଉଚିତ,ଏହା ଦ୍ବାରା ଜଗନ୍ନାଥଙ୍କୁ ଭଲ ପାଇବାର ଗଭୀର ଚେତନା ଓ ଭଲ ପାଇବା ସୃଷ୍ଟି ହେବ। ଜୟ ଜଗନ୍ନାଥ 🙏🏼🙏🏼
Sir, Namaskar. I have already watched all your 12 episodes regarding Michha Mahatma. I cried 3 times by listening your words. Really u r the real hero of our society. U are also a good writer, banker, social reformer, spiritual guru, motivator and many more. I got valuable information by watching ur videos. Namaskar
ଜଗନ୍ନାଥ ମହାପ୍ରଭୁଙ୍କର ଭକ୍ତଙ୍କର ଜୟ ଗାଥା, ଆପଣଙ୍କ ହୃଦୟର ପରାକାଷ୍ଠା। ମହlତ୍ମନ , ଖୁବ୍ ହୃଦୟ୍ପର୍ଶି କଥା କହିଲେ। ନୂଆ କଥାକୁ ଅପେକ୍ଷା।
Sir pranam 🙏. Heart touching.
Dirgha dina ra dukha ra anta hela,jagannath mahaprabhu apana nku vala re rakhithantu,🙏🙏🙏🙏🙏
Namaskar Sir. Bahut badhia lagila. Ahuri sunibaku ichhaheuchi.Apananka jibana ta satare kete kastapurna vabile dukha laguchhi Jagannath varasa.❤❤❤❤❤
ଜୟ ଗୁରୁ ଜୟ ଜଗନ୍ନାଥ ,ପ୍ରଣାମ ମହାଶୟ,ବହୁତ ଧନ୍ୟବାଦ,ଆପଣଂକ ଅନୁଭୁତି ଅତ୍ୟନ୍ତ ଆକର୍ଷଣୀୟ ,ଆପଣ ନିଶ୍ଚିତଭାବେ ଜଗନ୍ନାଥଂକ କୃପାପ୍ରାପ୍ତ ବ୍ୟକ୍ତିତ୍ୱ।
Thank you bibudhbabu,we are more impressed by your RUclips channel.
Guruji Pranama ,Jay jagannath .
ଖୁବ୍ ସୁନ୍ଦର ଅଲୌକିକ ସତ୍ଯ କାହାଣୀ ଶୁଣି ଆଧ୍ଯାତ୍ମିକ ଦିଗ ପ୍ରତି ଗଭୀର ଆସ୍ଥା ଓ ବିଶ୍ବାସ ହନ ଭିତରେ ସୃଷ୍ଟି ହେଉଛି ! ଏବେ ନାଥୁରାମ୍ ଗଡସେ ବା ଚେତନ୍ଯଙ୍କ ଉପରେ ଆଲୋଚନା ରଖିବାକୁ ଅନୁରୋଧ !
ଜୟ ଜଗନ୍ନାଥ ! ଶେଷରେ ମୁକ୍ତି ଦେଲେ ।
You are simply wonderful I have seen all your episodes you have given dimension to lagannath bhakti you have changed my and my wife's attitude towards life thank you
ଜୈ ଜଗନ୍ନାଥ ଗୁରୁଜୀ ପ୍ରଣାମ
Pranam Guruji
ପ୍ରଭୁ ଜଗନ୍ନାଥଙ୍କ ମହିମା ଆପଣଙ୍କ ମୁହଁରୁ ଶୁଣିଲା ପରେ କେବଳ ଜଗନ୍ନାଥ ପ୍ରେମୀ ହିଁ ପ୍ରଭୂଙ୍କ ନିକଟତର ହେବାକୁ ପ୍ରୟାସ କରିବ । ଜଗନ୍ନାଥ ଏମିତି ଭକ୍ତଙ୍କ ଦୁଃଖ ଦୂର କରି ତାଙ୍କର ବିଜୟ ବାନା ଉଡାଉଥାନ୍ତୁ ।
ଜୟ ଜଗନ୍ନାଥ
150 were so called intellectuals, they're just like owls. You were truthful and that's why you own and above all Jagannath was there and His powerful hands were on your head.
Joy Jagannath🙏🙏🙏🙏🙏🙏🙏
Satyara,Sadhanapaine,Bahut,Bahut,Dhanyabad
Yuge yuge satya ra jitapata hoi thae aji bhi pramanita hela,jai jaganath
ଜୟ ଶ୍ରୀ ଜଗନ୍ନାଥ 🙏
ManyMany.thanksBhai🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉
ଜୟ ଶ୍ରୀ ଜଗନ୍ନାଥ 🙏🌹।
Sir Jay Jagannath Swami 🙏🙏🙏🙏🙏🙏🙏🙏🙏🙏🙏🙏🌹🌹❤️
Jay Jagannath.Apana sabubele eimiti kahi chalantu Sir.
Bahut bahut bhala lgila apananku ases dhanyabad namaste jay jagannath mahaprabhu🙏🏻
ଗଭୀର ପ୍ରେମ୍ ଓ ନିଃସର୍ତ୍ତ ସମର୍ପଣ ଭଗବାନଙ୍କୁ ପାଇବାର ଉଚିତ ମାର୍ଗ ।
ଶ୍ରୀଅରବିନ୍ଦଙ୍କ THE MOTHER ବା ମା ବହିଟି ପଢ଼ିଥିବେ ବୋଲି ଆଶା ।
We are so grateful to you sir.Sri Chaitanya nka bisayare kahibaku binamra anurodh.Pranam nebe
Bahut bhabare Hrudaya ku chhuinla Apana nka sesa dui pada, mote emiti Feel heuchi jemiti mu mo mahaprabhu nka nikataku Bahut tani hei jauchi, mo vitara biswas , Prema , vakti mo prana priya Prabhu mo pita shree jagannath mahaprabhu nka prati bahut badhi badhi jauchi , pranam mo mahaprabhu nku🙏🙏🙏🙏pranam Apananku 🙏
ସତ୍ୟ ମେବ ଜୟତେ 🌹🌹ଡ଼କ୍ଟର ବିଭୂଧ ରଞ୍ଜନଙ୍କ ସତ୍ୟ ପ୍ରତି ପ୍ରତିବଦ୍ଧତା ପ୍ରଶଂସନୀୟ 🌹🙏🏿🌹
ସାର୍ ପ୍ରଣାମ🙏 ଆମ ଅନୁରୋଧ ରକ୍ଷା କରି ଆପଣ ଏତେଦିନ ଯାଏ ଏ କଥା କହି ଚାଲିଲେ ସେଥିପାଇଁ ଆପଣଙ୍କୁ ବିଶେଷ ଭାବେ ହୃଦୟରୁ ଜୁହାର ଆଉ ସାଧୁବାଦ ! ଏହା ପରେ ଆପଣ ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ହତ୍ୟା ବିଷୟରେ କହିବେ ଆଉ ତା ପରେ ନିଜ ଅନୁଭୂତି ଜଗନ୍ନାଥ ଙ୍କ ସହିତ କିପରି ସେ ବିଷୟରେ କହିବେ ! ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
Yes guruji mu bahuta khusi
ଗୁରୁଜୀ ପ୍ରଣାମ, ଆପଣଙ୍କୁ ବିଶେଷ ଧନ୍ୟବାଦ ,ମନମୁଗ୍ଧକର ବିଷୟ ଶୁଣି ଖୁସି ଲାଗିଲା।ବର୍ଣ୍ଣନାଶୈଳୀ ଚମତ୍କାର। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ।
Mangu gunia ଆପଣଙ୍କ ଭାଷାରେ ଅଶୋକ ସମ୍ରାଟ ,ଆଜ୍ଞା ମୁଁ ବଳଙ୍ଗା ଅଞ୍ଚଳ ବ୍ୟକ୍ତି ,ଏବେ ବି ବହୁତ ଲୋକ ସେଠାକୁ ଆସୁଛନ୍ତି
ଗୁରୁ ଦେବ ଆପଣଂକୁ କୋଟି କୋଟି ପ୍ରଣାମ 🙏🙏🙏
ଗୁରୁ ଦେବ ପ୍ରଭୁ ଜଗନ୍ନାଥ ଓ ଆପଣଂକ ଅନୁଭୁତି ର ପ୍ରସାଦ କୃପା କରି ବଣ୍ଟନ କରନ୍ତୁ
ଜୟ ଜଗନ୍ନାଥ ଜୟ ଗୁରୁ ଦେବ 🙏🙏🙏
❤❤❤❤❤❤❤❤❤❤❤
Jay shree jagannath 🙏🙏
ନାରାୟଣ! ବହୁତ୍ ବହୁତ୍ ଧନ୍ୟବାଦ ଆପଣଙ୍କୁ।ସତ୍ୟର ଜୟ ନିଶ୍ଚିତ। ମାତ୍ର ପଥୁକି ବହୁ କଷ୍ଟ ଓ ଯନ୍ତ୍ରଣା ପାଏ। ଶେଷରେ ଅନୁରୋଧ ଆପଣଙ୍କୁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହା ପ୍ରୟାଣର ସତ୍ୟ ପ୍ରକାଶ କରିବେ।
ଶ୍ରୀ ଚୈତନ୍ୟ ଙ୍କ ହତ୍ୟା ରହସ୍ୟ କଥା କହିବା ପାଇଁ ଅନୁରୋଧ
I requiest
I request, 😭😭
Yes, I request
Mora humble request
I request
,Jay Jaganath bahut val lagila
Jay shree jaganath❤❤❤
ଧର୍ମର ଜୟ। ଜୟ ଜଗନ୍ନାଥ 🙏
ଗୁରୁଜୀ ପ୍ରଣାମ । ସତ୍ଯମେବ ଜୟତେ,ଜୟ ଜଗନ୍ନାଥ ଜୟ ଗୁରୁଜୀ।
Truth always strives, struggles and triumphs in the long run.You are the luminous example I salute thousand times.Such an inexhaustible spirit is the rarest of the rare.God bless you...
ଆପଣଙ୍କର ମତାମତ ଅନୁଭୂତି ଭିତିକ ତେଣୁ ସ୍ୱାଭିମାନ ତ ନିଶ୍ଚୟ ରହିବ କାରଣ ଅଗ୍ନି ଉପରେ ଚାଲିବା ଲୋକ ହିଁ କହିପାରିବ ଅନୁଭୂତି କେମିତି 🙏🌹
Sir , you are a rare combination of righteous ness, boldness, and lover of Almighty. Waiting to hear from you about your experience with God.🙏🏻
You r right sir.Nice experience . Having watch it so excited towards God
Ati romanchakara kahani,last episode ku apekhya
ସାର୍ ନମସ୍କାର। ଶେଷ ଅଧ୍ୟାୟଟି ଅତ୍ୟନ୍ତ ହୃଦୟସ୍ପର୍ଶୀ।ଶେଷ ମୁହୂର୍ତ୍ତରେ ଆପଣ ଯେପରି ଘଟଣାକୁ ସଂପୂର୍ଣ ଭାବେ ନୂଆ ମୋଡ ଦେଲେ ତାହା ଅଚିନ୍ତନିୟ ।ଜଗନ୍ନାଥଙ୍କ ଛଡା କିଏ ଆଉ ଏ କଥା କରେଇ ପାରିଥାନ୍ତେ?
Chaitanya mahaprabhu lila
Jay Jagannath 🙏🙏
Jay shree jagannath
ସାର୍, ଜୟ ଜଗନ୍ନାଥ। ଆପଣଙ୍କ ସମ୍ରୁଦ୍ଧ ପ୍ରାରବ୍ଧ ଏବଂ ଜଗତର ନାଥଙ୍କ କରୁଣା ବଳରେ ଆପଣ ସିନା ଏହି ସମସ୍ତ ବର୍ଣ୍ଣିତ ନାକାରାତ୍ମକ ପରିବେଶରୁ ବର୍ତ୍ତିଗଲେ ମାତ୍ର ଏପରି ସମସ୍ତଙ୍କ ଜୀବନରେ ଘଟେ ନାହିଁ। ଆପଣଙ୍କ ଜୀବନ ଏକ ଅନନ୍ଯ ଅନୁଭବାତ୍ମକ ଏବଂ ଅଲୌକିକ ଜୀବନ୍ତ କାହାଣି ଯାହା କେବଳ ଅନୁଭବୀ ହିଁ ଅନୁଭବ କରିପାରେ। ଜଗନ୍ନାଥ ଆପଣଙ୍କର ସର୍ବ ମଂଗଳ କରିବା ହୁଅନ୍ତୁ ଏହାହିଁ ପ୍ରାର୍ଥନା। 🙏 50:15
Salute to your knowledge and wisdom Sir
ଜୟ ଶ୍ରୀ ଜଗନ୍ନାଥ 🙏 ବହୁତ ଧନ୍ୟବାଦ 🙏
You are an original thinker, Bhai.
ଜୟ ଜଗନ୍ନାଥ 🙏🙏🙏
Jay Jagannath
God is greatest.... Jay Jagannath
Jai Jagannath
Bahut badhia laguchi
ଶେଷରେ ମୋ ଏତିକି କହିବି କି ଆପଣ ଙ୍କ କଥା ଶୁଣିକି ଆମ ଭିତରେ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତି ଜାଗୃତ ହେଉଅଛି ଅସ୍ଥା ପ୍ରକଟ ହେଉଛି.. ଆପଣ ଶ୍ରୀ ଜଗନ୍ନାଥ ଙ୍କ ଲୀଳା ପ୍ରସାର ପ୍ରଚାର କରୁଛନ୍ତି ସେଥିପାଇଁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ
🙏🙏ଜୟ ଜଗନ୍ନାଥ 🙏🙏
🙏 jai jagananth
ସତରେ ଆପଣ ଙ୍କ ର ଏ ମିଛ ମହାତ୍ମା ର କେସ ର ଫାଇନାଲ judgement ବହୁତ୍ ବଡ଼ ସଫଳତା ।
ସବୁ ପ୍ରଭୁ ଜଗନ୍ନାଥ ଙ୍କ ଲୀଳା ।
E episode sunile ରୁମ tankuri ଉଠିଲା ଆଉ ଆପଣ ତ ନିଜେ ଏହାକୁ ଅନୁଭବ କରିଛନ୍ତି ଆପଣ ଙ୍କୁ କେମିତି ଲାଗୁ ନଥିବ।
ସତରେ ଜାଗା ର ଅପାର କୃପା ର ଫଳ ।
ମଣିଷ ମାରିବା ବା ଶେଷ ଅବସ୍ଥା ରୁ ବି ବଞ୍ଚେଇ ଦିଏ ❤
Bah bah Mo Prabhu nka Lila
ପରଂବ୍ରହ୍ମ ଙ୍କ ଚରଣ ତଳେ ଅନନ୍ତକୋଟି ପ୍ରଣାମ,ଆପଣଙ୍କୁ ମଧ୍ୟ ହୃଦୟରୁ ପ୍ରଣାମ।
ଦର୍ଶନ ଶାସ୍ତ୍ରର ଜୀବନ୍ତ ଅନୁଭୂତି ଭରା ଏହି ଅଧ୍ୟାୟ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି। ଆମପରି ସାଧାରଣ ଜୀବନ କାଟୁଥିବା କଳିଯୁଗ ମଣିଷ ସମାଜ ପଛରେ ଧାଉଁଛି ଯାହା ଫଳରେ ସମାଜ ଆଜି ବିଶୃଙ୍ଖଲିତ, କେତେଜଣ ଆପଣଙ୍କ ପରି ହେବେ!!! ଈଶ୍ୱରଙ୍କ ଇଛା ଆମକୁ ଏହି ଶିକ୍ଷା ଦେବାପାଇଁ ଆପଣ ମଣିଷ ଶରୀର ଧାରଣ କରିଛନ୍ତି। Atleast ଆମେ ତ କିଛି ଶିଖିବୁ..... ଭକ୍ତି, ବିଶ୍ୱାସ, ଭାବ , ସତ କହିବା ପାଇଁ ସାହସ, ଉଚିତ କର୍ମ କରିବା ଭଳି ଗୁଣ ଧାରଣ କରିବାପାଇଁ ଆହୁରି ଅନେକ ଅଧ୍ୟାୟ ସୃଷ୍ଟି କରନ୍ତୁ, କାଳୁ ଆପଣଙ୍କୁ ଦୀର୍ଘାୟୁ, ନିରୋଗ କରୁ ଏହି କଳ୍ପନା କରି ରହୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
ବ୍ରାହ୍ମଣ, ଶୁଦ୍ର, ଅସବର୍ଣ୍ଣଙ୍କ ଜାତି ପ୍ରଥା ଗୀତରେ କିପରି ବର୍ଣ୍ଣିତ ଏବଂ ଆଜି ହିନ୍ଦୁ ସମାଜର ତଥାକଥିତ ଧର୍ମ ଗୁରୁ ଏହା କୁ କିପରି ପରିଚାଳିତ କରୁଛନ୍ତି, ଏହିରେ ଆପଣଙ୍କ ମତାମତ ଜଣାଇବାକୁ ଅନୁରୋଧ।
ପ୍ରଣାମ
ସାର୍ ପ୍ରଣାମ
ଆପଣଙ୍କ ମିଛ ମହାତ୍ମା ଶୁଣିବାକୁ ଆଗ୍ରହ ସହିତ ଅପେକ୍ଷା କରି ବସିଥାଏ
ବହୁତ୍ ଖୁସି ଲାଗୁଚି
ଆପଣଙ୍କ ଫୋନ୍ no ଦୟାକରି ଦେଲେ ଟିକେ ଭଲ ହୁଅନ୍ତା
ଆପଣକଂ ବ୍ୟକ୍ତିଗତ ଅନୁଭୁତି ବହୁତ ବହୁତ ଭଲ ଲାଗୁଚି
ବହୁତ୍ ବଢିଆ ଲାଗୁଥିଲା
ଜୟ ଜଗନ୍ନାଥ
Right sir,Eshwara anuvuti is public and should be public too .only God lovers can know ,all can not know this Prema
No no it is not a sign of arrogance. It is a sign of gratitude towards my kanha. Keep it up Mausa. ,🙏🙏 Anek Anek Dhanyabad for sharing your experience with Jagannath 🙏
Jai jagannatha ❤
Jai jagannath
Sir , ପ୍ରଣାମ।
ଟିକେ ଧୈର୍ଯ୍ଯ ସହକାରେ ମୋର ଏଇ କମେଣ୍ଟ ପଢ଼ିବେ ବୋଲି ଆଶା।
ସାର୍ ଆପଣ ବନ୍ଦନା ଭଉଣୀଙ୍କୁ ସବୁ କଥା ଖୁବ୍ ଭଲରେ ବୁଝାଇ ଦେଇଛନ୍ତି। ଆପଣଙ୍କ ପରି ମଣିଷଙ୍କୁ ଯେଉଁମାନେ ଅହଂକାରୀ ବୋଲି କହୁଛନ୍ତି ସେମାନେ କେବଳ ମଣିଷଙ୍କୁ ଦୁଃଖ ଦେଇ ଜାଣନ୍ତି , ମଣିଷ ଚିନ୍ହିବାର ଚେଷ୍ଟା କରନ୍ତି ନାହିଁ।
ସାର୍, ମିଛ ମହାତ୍ମାର ଏପିସୋଡ ଗୁଡ଼ିକ ଏତେ ଭଲ ଲାଗିଲା ଯେ ପଢ଼ୁ ପଢ଼ୁ ଅନେକ ସମୟରେ ମୁଁ କାନ୍ଦିଛି ଯେ ଠାକୁରେ ଏତେ ଦୁଃଖ କାହିଁକି ଦେଲେ। ଭଲ ବହିଟିଏ ଲେଖିବାର ଇଏ କିଭଳି ଫଳ ? ଯା ହେଉ, ଆପଣଙ୍କୁ ଶେଷରେ ପ୍ରଭୁ ଜଗନ୍ନାଥ ରକ୍ଷା କରିଛନ୍ତି। ସପରିବାର ଆପଣ ଖୁବ୍ ଭଲରେ, ଖୁବ୍ ଆନନ୍ଦରେ ଅତିବାହିତ କରନ୍ତୁ ଏତିକି ପ୍ରାର୍ଥନା 🙏
🙏🙏
Finally,39:07 minute re Sara khusi mate b miligala,Karan judge nka prati Mora samman badhigala,I salute that day,of high court judges, 🙏🙏🙏🙏 mo Kalia kebe sata patha re thiba loka nku khala re pakantini,dukha deiki parikshya karanti,au pakhare sabu bele thanti,😭😭😭😭😭
Rightjayjaganntha
🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Jay jaganath
ଜୟ ଜଗନ୍ନାଥ 🙏🙏🙏🙏
ବହୁତ ବହୁତ ଧନ୍ୟବାଦ 🙏🙏
Bahut sundar.🎉🎉🎉🎉
Very good ending.Jay Jagannath
ଜୟ ଜୟ ଜଗନ୍ନାଥ 🌿🌼❤️🙏🏽🛐
ତୁମ ଲୀଳା ତୁମକୁ ଜଣା ପ୍ରଭୁ 🙏🏽🛐
ଆପଣଙ୍କୁ କାଳୁ ହିଁ ଭରଷା ❤ଏଥିରେ ଅହଂକାର ବୋଲି କିଛି ନାହିଁ, ସାର୍ବଜନୀନ ଭାବର କଥା, ସର୍ବସାଧାରଣକୁ ଆସିଲେ ବହୁତ କିଛି ଶୁଣିବାକୁ ଆସେ, ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ 👍🏽👍🏽👍🏽👍🏽🌲🫁🫁🫁🌹👌🏽🌲💪🏽
Pranam sir jay jagannath
ଜୟ ଜଗନ୍ନାଥ ଆପଣଙ୍କ କଥା ଭଲ ଲାଗିଲା ଆଉ କିଛି କହିବେ
U r 100% correct, i like u very much
ଆପଣ ବହୁତ ଭଲ, ତାହା ର ତୁଳନା ନାହିଁ, କଳନା ନାହିଁ, ଏକାଦଶୀ ଉପବାସ ବିଷୟରେ କହିବେ, ଚୈତନ୍ୟ ଙ୍କ ବିଷୟରେ କହିବେ
Bahut sundar ebam nichhaka Satya boli mun anuvab karuchi.
Jahaku mohara sadaya gyana ta hrudaru udaya,
Jahaku mohara karuna Bramha Sankara hwanti bana.namaste 🎉
Sir pranam. I am very much thankful to listen your all episodes. You r really the trust friend of lord Jagannath (my papa). You are really great sir. Your life is totally blessed. Love you and my papa also.
Sir pranama bahut bhala lagila
Apananka katha bhala laguchi ama upare bhala prabhaba paduchi
ମହାପ୍ରଭୁଙ୍କ ଅପାର କରୁଣାରୁ ସବୁ କାମ ଠିକଣା ସମୟରେ ଓ ଠିକଣା ବାଟରେ ସମାପନ ହୁଏ।ଆପଣଙ୍କ ସ୍ପଷ୍ଟବାଦିତା ନିମିତ୍ତ ଅଜସ୍ର ଧନ୍ୟବାଦ ଆଜ୍ଞା।
Jay Jagannath (chhalia❤)
ଯାହା ଇଚ୍ଛା କରିବେ ସେହି କାଳୁ କରିପାରିବେ। ସତ୍ୟ, ପ୍ରେମ ଏବଂ କରୁଣାର ଆଧାର ସେହି କାଳୁ।
Tremendous fact,historical order..
- Barada Das
ପ୍ରଣାମ ସାର୍ 🙏🏾 🙏🏾
ଜୟ ଜଗନ୍ନାଥ, କାଳିଆ ର ଅପାର କରୁଣା ଆପଣଙ୍କ ଉପରେ ଥାଉ ,ଆମ ସରକାର ଏବେ ବି ସେମିତି ଖ୍ୟମତା ବଳରେ ସେମାନେ କାହାକୁ କେମିତି ହଇରାଣ କରିବେ ଆପଣ କଳ୍ପନା କରିପାରିବେନି, ଜଗନ୍ନାଥ ଆପଣଙ୍କୁ ଘଣ୍ଟ ଘୋଡେ଼ଇ ରଖନ୍ତୁ
ପ୍ରଭୁ ଜଗନ୍ନାଥଙ୍କ ଲୀଳା ଅପାର ସତରେ ଏହା ଏକ ଚମତ୍କାର ୭୯ନମ୍ବର ଦେଶରୁ ସିଧା ୧୪୬ ନମ୍ବର କୁ ଡକାଯିବା।