ସମସ୍ତ ହିନ୍ଦୁ ଶାସ୍ତ୍ର କ'ଣ ମନଗଢା ପୁସ୍ତକ? Are all scriptures mythology?

Поделиться
HTML-код
  • Опубликовано: 17 дек 2024

Комментарии • 1,2 тыс.

  • @pravasinimall8488
    @pravasinimall8488 Месяц назад +17

    ଧନ୍ୟ ବାଦ ସାଧୁ ବୟସରେ ଏତେସାନ କିନ୍ତୁ।
    ଗ୍ୟାନରେ ଏତେ ପାଣ୍ଡିତ୍ୟ ମହାନ୍ଆପଣ।

  • @deepakkandi6789
    @deepakkandi6789 2 месяца назад +7

    ❤❤❤ମନକୁ ମୋର ଛୁଇଗଲ ଅସେସ ଅସେସ ଆପଣଙ୍କୁ ଧନ୍ୟବାଦ ❤❤❤❤

  • @sharat1957
    @sharat1957 2 месяца назад +8

    ହରି ଓଁ ସାଧୁ ମହାରାଜ। ମାନି ଗଲୁ ତମ ପାଣ୍ଡିତ୍ୟ। ପାଦ ତଳେ ନମସ୍କାର। 🙏

  • @HarisankarBehera-l1h
    @HarisankarBehera-l1h Месяц назад +6

    ଧନ୍ୟ ତୁମେ ଆପଣଙ୍କ ବାସ୍ତବ ଜ୍ଞାନ ପ୍ରକଟ ପ୍ରତିପାଦନ ସଂସାର ପାଇଁ ହିତକର ତୁମେ ହିଁ

    • @youthodia4
      @youthodia4 Месяц назад

      Hn re magia... Tu salati taari vali

  • @subrajitpanda5948
    @subrajitpanda5948 2 месяца назад +190

    ଧନ୍ୟ ତମେ ସାଧୁ, ଅଗାଧ ତୁମ ଜ୍ଞାନ... କୋଟି କୋଟି ପ୍ରଣାମ ତୁମ ପଦ ଯୁଗଳ ରେ

    • @okgoogleokgoogledrbhikaric2020
      @okgoogleokgoogledrbhikaric2020 2 месяца назад +9

      Babaji should ask them of qualification to understand.Kala aware Mula.

    • @sarojkumarsahoo6541
      @sarojkumarsahoo6541 2 месяца назад +2

      Pahele science journey main debate kare bad main uttube banana

    • @BhumikaKumar-tz2kv
      @BhumikaKumar-tz2kv 2 месяца назад +1

      Ehi sadhu ra goda dhoi pani piantu

    • @Raja-c9j
      @Raja-c9j 2 месяца назад

      @@sarojkumarsahoo6541 दुबे चबे नब्बे ,त्रिपाठी पंडा द्विवेदी और बहुत हैं ऐसे अनपढ़ गबरा ओंको सम्मान देते है मतलप कुछ गाल मेल है नेहितो खुद जानवर है ।

    • @KalishBhatra-ot3bg
      @KalishBhatra-ot3bg 2 месяца назад +1

      joy Sri Krishna 🙏baba sastro bolore bujaidelo 💯💯🙏🙏🙏💪

  • @Magiram764
    @Magiram764 2 месяца назад +39

    ଧନ୍ୟ ତୁମେ ସାଧୁ ପ୍ରକୃତରେ ଏ ଯୁଗରେ ମଧ୍ୟ ଏମିତି ସାଧୁ ଅଛନ୍ତି ❤❤❤ କୋଟି କୋଟି ପ୍ରଣାମ ❤❤❤❤

  • @ramakantapradhan6288
    @ramakantapradhan6288 Месяц назад +4

    ସୁନ୍ଦର ଉପଦେଶ ପ୍ରଭୁଜୀ

  • @PrakashNayak-fr9eb
    @PrakashNayak-fr9eb 2 месяца назад +3

    ଅତି ସୁନ୍ଦର କଥା 🙏

  • @ajitkumarmohanty4459
    @ajitkumarmohanty4459 2 месяца назад +107

    ❕🙏🏿🙌🏿🙏🏿❕
    ଏତେ ସୁନ୍ଦର ଭାବରେ ଆଧ୍ୟାତ୍ମିକ ଜ୍ଞାନ
    ବୁଝାଇ ଥିବାରୁ !
    ଆପଣଙ୍କ ଚରଣରେ ବାରମ୍ବାର ପ୍ରଣାମ

    • @LajarUthan
      @LajarUthan Месяц назад

      😅😂😂😂

    • @LajarUthan
      @LajarUthan Месяц назад

      ଏମଣିଷ କୁ ପ୍ରଣାମ କରେନା ତ ଭଗ ବାନ୍ କୁ କରେ 😂😂😂😂😂

  • @krishnachandrasamal
    @krishnachandrasamal Месяц назад +6

    Bahuta,bhal,laguchi

  • @PrasantKumar-b9r
    @PrasantKumar-b9r Месяц назад +3

    ବହୁତ ସୁନ୍ଦର ❤❤

  • @ChandanDehury-x8x
    @ChandanDehury-x8x Месяц назад +2

    ଅତିସୁନ୍ଦର ଉପସ୍ଥାପନା

  • @BanditteachingTrick
    @BanditteachingTrick 2 месяца назад +66

    ଏହି ଶାସ୍ତ୍ର ଆସିଛି କେଉଁ ଦେଶରୁ, ଆମର ସଭ୍ୟତା ଯଥା ସିନ୍ଧୁ, ହରପ୍ପା, ରଖିଗଡି ଇତ୍ୟାଦି ସଭ୍ୟତା ରେ ଏହି ସଭ୍ୟତା ରେ ଏହି ଶାସ୍ତ୍ର ର କିଛି ବି ପ୍ରମାଣ ନାହିଁ ତେବେ ଏହି ଶାସ୍ତ୍ର ଆସିଲା କେଉଁଠୁ କୁହ

    • @rjyoti768
      @rjyoti768 2 месяца назад +7

      Tume prithibi re nahi chandra re janma heithiba

    • @bismayabarik9221
      @bismayabarik9221 2 месяца назад +20

      ଏହି ଶାସ୍ତ୍ର କେଉଁ ଦେଶରୁ ଆସିନାହିଁ। ଏହି ଶାସ୍ତ୍ରର ରଚନା ଭାରତରେ ହୋଇଅଛି। ସିନ୍ଧୁ, ହରପ୍ପା, ରଖୀଗଡି ଇତ୍ୟାଦି ସଭ୍ୟତାରେ ଏହି ଶାସ୍ତ୍ରର କିଛି ବି ପ୍ରମାଣ ନ ମିଳିବାର କାରଣ ହେଉଛି କି ଯେ, ପ୍ରଥମ ଲିଖିତ ଶାସ୍ତ୍ର ହେଉଛି ଋଗବେଦ । ଯାହାର ରଚନା ସର୍ବପ୍ରଥମେ ୩୫୦୦ ବର୍ଷ ପୂର୍ବେ ହୋଇଥିଲା ବା ଏହାକୁ ସେ ସମୟରେ ଲିଖିତ ରୂପ ପ୍ରଦାନ କରାଯାଇଥିଲା । ପ୍ରାଚୀନ କାଳରେ ଶାସ୍ତ୍ର ବା ବେଦର ଲିଖିତ ରୂପ ନ' ଥିଲା । ସମସ୍ତେ ଏହାକୁ ଶୁଣି କି ମନେ ରଖୁଥିଲେ । ତେଣୁ ଏହାକୁ ଶ୍ରୁତି ମଧ୍ୟ କୁହାଯାଏ । ସେଥିପାଇଁ ଏହାର ପ୍ରମାଣ ସିନ୍ଧୁ, ହରପ୍ପା, ରଖୀଗଡି ଇତ୍ୟାଦି ସଭ୍ୟତାରେ ମିଳିନାହିଁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ଶାସ୍ତ୍ର ପୂର୍ବରୁ ନ' ଥିଲା।

    • @bonditsir321
      @bonditsir321 2 месяца назад +3

      ମୁଁ ଏଇଥି ପାଇଁ ଜାଣିବାକୁ ଚାହେଁ କି Science journey ନାମକ You tube channel କୁ ଯାଇକି ବହୁତ ଲଜ୍ଜିତ ହେଇଛି ସେଥି ସେମାନେ ବେଦ ରୁ ଏତେ ଖରାପ ବିଷୟ ଦେଖାଇଲେ କି ମୁଁ ବିଶ୍ବାସ କଲି ନାହିଁ

    • @bismayabarik9221
      @bismayabarik9221 2 месяца назад +1

      @@bonditsir321 Science Journey ନାମକ you tube channel ହେଉଛି ଏକ Buddhist ବା ବୌଦ୍ଧ ଧର୍ମାବଲମ୍ବୀଙ୍କ channel । ସେ ସେଥିରେ କେବଳ ହିନ୍ଦୁ ଧର୍ମ ବିରୋଧରେ ଭିଡିଓ ମାନ ବନାଇ ଥାଆନ୍ତି । ଯେଉଁଥିରେ କି ବହୁତ ଗୁଡ଼ିଏ ଭୁଲ୍ ତଥ୍ୟ ପ୍ରଦାନ କରାଯାଇଥାଏ । ମୁଁ ମଧ୍ୟ Science Journey ର କିଛି ଭିଡିଓ ଦେଖିଛି ଯେଉଁଥିରେ କି ସେ ଶାସ୍ତ୍ରର କିଛି ଶ୍ଳୋକର ଭୁଲ୍ ଅର୍ଥ ବାହାର କରୁଛନ୍ତି । କିନ୍ତୁ ବାସ୍ତବରେ ସେହି ଶ୍ଳୋକର ଅର୍ଥ କିଛି ଅଲଗା । ବେଦକୁ ପ୍ରାଚୀନ କାଳରେ ଶୁଣି କି ମନେ ରଖୁଥିଲେ, ସେଥିପାଇଁ ଏହାକୁ ଶ୍ରୁତି କୁହାଯାଏ । ସେଥିପାଇଁ ଏହାର ପ୍ରମାଣ ସିନ୍ଧୁ, ହରପ୍ପା, ରଖୀଗଡି ସଭ୍ୟତାରେ ମିଳିନାହିଁ ବୋଲି Science Journey କେବେହେଲେ ଆପଣଙ୍କୁ କହିବ ନାହିଁ, କାରଣ Science Journey channel ର ସବୁବେଳେ ଉଦ୍ୟମ ରହିଛି ଯେ, ସେ କିପରି ଲୋକ ମାନଙ୍କର brain wash କରି ଲୋକ ମାନଙ୍କ ମନରେ ସନାତନ ଧର୍ମ ବା ହିନ୍ଦୁ ଧର୍ମ ବିରୋଧରେ ଘୃଣା ଭାବ ସୃଷ୍ଟି କରିବ । ଯଦି ଆପଣ ସନାତନ ଧର୍ମକୁ ସଠିକ ଭାବରେ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ Science Journey channel ର ଭିଡିଓ ନ' ଦେଖି ବେଦ, ଶାସ୍ତ୍ର ଓ ପୁରାଣ ପଢନ୍ତୁ । ତା' ହେଲେ ଆପଣ ଭଲ ଭାବରେ ଜାଣି ପାରିବେ ସନାତନ ଧର୍ମ କ'ଣ ଓ ସେଥିରେ କ'ଣ ସବୁ ଲେଖାଯାଇଅଛି ।

    • @BAD_HERO14
      @BAD_HERO14 2 месяца назад

      Right..

  • @omofficial7788
    @omofficial7788 2 месяца назад +3

    ଧନ୍ୟତୁମେ ସାଧୁ ବାବା ତୁମଚରଣରେ କୋଟି କୋଟି ଦଣ୍ଡବତ

  • @hrusikeshkhatei1441
    @hrusikeshkhatei1441 2 месяца назад +16

    ହରେ କୃଷ୍ଣ ହରେ କୃଷ୍ଣ
    କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ
    ରାମ ରାମ ହରେ ହରେ 🙏🙏🙏🙏

  • @RajuMama-rf1tm
    @RajuMama-rf1tm 2 месяца назад +4

    ଜଗନାଥ ଆପଣଙ୍କୁ ଭଲ ରେ ରଖନ୍ତୁ🙏🙏🙏🙏❤️❤️❤️ସାଧୂ ବାବା

  • @KrishnaPutal
    @KrishnaPutal 2 месяца назад +3

    🙏🙏ଭାଇଭଲକଥାସତରେଭଗବାନଆଛତି🙏🙏

  • @umeshmishra8163
    @umeshmishra8163 Месяц назад +1

    ଧନ୍ୟ ଧନ୍ୟ ତୁମ ଜ୍ଞାନ, ଧନ୍ୟ ତୁମ ପିତା ମାତା ।ତୁମକୁ ଓ ତୁମ ପିତା ମାତା ଙ୍କୁ କୋଟି ପ୍ରଣାମ ।❤

  • @RkBahubalendra
    @RkBahubalendra 2 месяца назад +10

    ଅତି ସୁନ୍ଦର ବିସ୍ଲେସଣ, ହୃଦୟରୁ ପ୍ରଣାମ 🙏🙏🙏

  • @BarshaBag-s1h
    @BarshaBag-s1h 19 дней назад +1

    Bahuta lagila Bhai 100%

  • @alltypeart09
    @alltypeart09 2 месяца назад +18

    ପିତୃପୁରୁଷ ମାନେ ଖାଉ ନାହାନ୍ତି ବ୍ରାହ୍ମଣ ମାନେ ଖାଉଛନ୍ତି ପିଣ୍ଡ ଦାନ ସବୁ 😂😂😂😂😅 4:01

  • @SidharthaSahoo
    @SidharthaSahoo 2 месяца назад +3

    ଜୟ ଜଗନ୍ନାଥ 🙏🌹 ଜୟ କଳା 🙏🌹

  • @sanjayanaik-n9s
    @sanjayanaik-n9s 2 месяца назад +8

    ଜୟ ଶ୍ରୀରାମ ଜୟ ଜୟ ରାମ

  • @Rathi522
    @Rathi522 2 месяца назад +21

    ଆପଣଙ୍କଠାରେ ସାସ୍ତ୍ରପ୍ରତି ଆହୁରି ଅଶେଷ ଅଗାଧପାଣ୍ଡିତ୍ୟ ହେଉମହାରାଜ୍ ଏବଂ ଶ୍ରୀ ଜଗନ୍ନାଥଙ୍କ କୃପାବୃଷ୍ଟି ସର୍ବଦା ଆପଣଙ୍କପରେ ପଡୁଥାଉ । ଆପଣ ହେଉଛନ୍ତି ଆମ ସନାତନଧର୍ମର ବଉରବ ।ଜୟ ଜଗନ୍ନାଥ 🙏

  • @manoranjandash3134
    @manoranjandash3134 2 месяца назад +9

    ହରେ କୃଷ୍ଣ

  • @mtofan3222
    @mtofan3222 2 месяца назад +4

    ରାଧେ ରାଧେ

  • @manojkumarpradhan516
    @manojkumarpradhan516 2 месяца назад +19

    ଧନ୍ୟ ତୁମେ ବାସ୍ତବରେ ସାଧୁ ଆପଣ, ପ୍ରଣାମ ହରିଓଁ

  • @payaltripathyvlog4476
    @payaltripathyvlog4476 2 месяца назад +14

    ତୁମ ପାଦପଦ୍ମରେ କୋଟି କୋଟି ପ୍ରଣାମ।ଧନ୍ୟ ତୁମେ ଭାଇ।
    ତତ୍ତ୍ୱ ଏବଂ ତର୍କର ପ୍ରମାଣ କରି ଦେଲ।ଭାରି ଆନନ୍ଦ ଦାୟକ ଲାଗିଲା।

  • @pkbhuyan4784
    @pkbhuyan4784 2 месяца назад +1

    ଚମତ୍କାର ବିଚାର ଧାରା, ଆପଣ ସତ୍ୟତାର୍ ପ୍ରତୀକ। ଚମତ୍କାର ଜ୍ଞାନ, ଡ. ପି କେ ଭୂୟାଁ।

  • @LalitMohan-m8y
    @LalitMohan-m8y 2 месяца назад +7

    ଜୟ ଜଗନ୍ନାଥ

  • @madhusmitasahoo4465
    @madhusmitasahoo4465 2 месяца назад +54

    ଆଜି ହୃଦୟ ରୁ ପ୍ରଣାମ କରୁଛି ମୋର ଅନେକ ପ୍ରଶ୍ନ ର ଉତ୍ତର ମିଳିଗଲା ଆଉ କିଛି ଅଛି...

    • @sunakarbarik2067
      @sunakarbarik2067 2 месяца назад +1

      Sastra saswat

    • @rajibsethy517
      @rajibsethy517 2 месяца назад +1

      ଶାସ୍ତ୍ରରେ ବୃଥିବି ଚେପଟା ବୋଲି ପ୍ରମାଣ ଅଛି ।

    • @samirbehera007
      @samirbehera007 2 месяца назад +1

      ​@@rajibsethy517ସେଇଟା ମୁସଲିମ ଧର୍ମ, quran book ରେ ଲେଖା ଅଛି 👌🙏, ହିନ୍ଦୁ ଧର୍ମ ରେ ନୁହଁ, ଆଗ ଠିକ ରେ ଜାଣ 😔

    • @pravasmohanty7362
      @pravasmohanty7362 2 месяца назад

      Bhai answer sabu bhul achi sange bhul ku thikk boli bhabanahi .

  • @PR-Pinkureeta1.4.3
    @PR-Pinkureeta1.4.3 2 месяца назад +1

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ରାମ 🙏🙏🙏🙏

  • @basantabehera781
    @basantabehera781 2 месяца назад +6

    🍀🙏ଜୟ ଜଗନ୍ନାଥ 🙏🍀

  • @PrasadMinyaka-y5u
    @PrasadMinyaka-y5u 5 дней назад

    ବାଇ ପାଣିରେ ଚାଲିବା ଇଶ୍ଵର କିଏ ଜଗତ
    ଯୀଶୁ ଖ୍ରୀଷ୍ଟ ହିଁ ଚାଲିଥିଲେ ପାଣୀରେ✝️🛐Amen

  • @anilssweetworld1982
    @anilssweetworld1982 2 месяца назад +3

    ବହୁତ ସୁନ୍ଦର

  • @Amar-dz4nt
    @Amar-dz4nt 2 месяца назад +2

    ଜୟ ଶ୍ରୀ ରାମ 🙏🏽🙏🏽🙏🏽

  • @soukisinghpujaripujari9352
    @soukisinghpujaripujari9352 2 месяца назад +41

    ନିଜ ମା ଓ ବାପା ମୋର ଜୀବନ୍ତ ଭଗବାନ୍,

    • @dambarudharnayak3042
      @dambarudharnayak3042 2 месяца назад +3

      ତୁମର ପୂର୍ବ ପୁରୁଷମାନଙ୍କର ଭଗବାନ କିଏ ,? ଭାବିକି ଦେଖ ସେହି ଭଗବାନଙ୍କ ଠାରୁ ସୃଷ୍ଟି।

    • @NiligaHimirika
      @NiligaHimirika Месяц назад +1

      Mundia maruchha toh niti

  • @hariharamahanta375
    @hariharamahanta375 2 месяца назад +2

    ହରେ କୃଷ୍ଣ ହରେ କୃଷ୍ଣ ପ୍ରଭୁ ଜି

  • @sadhunabakishordas7297
    @sadhunabakishordas7297 2 месяца назад +5

    ପୁଣି ଆଜି ବିଜ୍ଞାନ ଧାରାରେ ଜଡ ପଦାର୍ଥ ଜୀବନ୍ତ ପରି କାର୍ଯ୍ୟ କ୍ଷମହେଉଛି, ଯିଏ ନ ଦେଖିଛନ୍ତି, ସେମାନଙ୍କୁ କିପରି ବୁଝାଇଵ ?

  • @raju6095
    @raju6095 Месяц назад +1

    Jai shree Krishna

  • @ASISH_JENA
    @ASISH_JENA 2 месяца назад +20

    ଅତି ସୁନ୍ଦର୍ କଥା କିଛି ସିଖିପାରିବା

  • @SujanDebata
    @SujanDebata 2 месяца назад +8

    ଶାସ୍ତ୍ର ଜଦୀ ଅସତ୍ୟ ମଣିଷ ଜନ୍ମ ଅସତ୍ୟ

  • @somanathkhara8368
    @somanathkhara8368 2 месяца назад +1

    ଏହା ମୁଁ ସତରେ ଜାଣି ପାରିଛି ସାର, ପ୍ରକୃତରେ ଶାସ୍ତ୍ର ସତ୍ୟ ଅଟେ।

  • @PhagunuGond-b9q
    @PhagunuGond-b9q 2 месяца назад +28

    ତ୍ରେତୟା ଯୁଗରେ ମାଙ୍କଡ ମାନେ ଶିକ୍ଷିତ ଥିଲେ ,ରାମ ଲେଖିପାରୁଥିଲେ କିନ୍ତୁ ମଣିଷ ଅଶିକ୍ଷିତ ଥିଲେ

    • @Debasis.Karali
      @Debasis.Karali 2 месяца назад +7

      Sabu kahani kalpanika gapa ,

    • @maheswarbehera7173
      @maheswarbehera7173 2 месяца назад +1

      ତ୍ରେତୟା ଯଗରେ କେବଳ ମାଙ୍କଡ ନୁହଁ ଗଛ ପତ୍ର ପରି ସବୁ ଜୀବଜଗତ ଭାବ ର ଆଦାନପ୍ରଦାନ କରି ପାରୁଥିଲେ ଆଉ ଶିକ୍ଷିତ ବି ଥିଲେ ମଣିଷ ବି

    • @NahasBenya
      @NahasBenya 2 месяца назад

      ଆଜି କାଳି ଅଳ୍ପ ଜ୍ଞାନୀ ଭୟଂଙ୍କର । ତୁମ ଭଉଣୀର ଯଦି କିଏ ନାକ କାଟି ଦିଅନ୍ତି ତୋ ତୁମେ କଣ କରିବ। ଅନ୍ୟ ଆଖିର ଧୂଳି ଦେଖିବା ଆଗରୁ ନିଜର ଆଖିର ଜାଳି ପରଦା ସଫାକର ବାବା ।

    • @NahasBenya
      @NahasBenya 2 месяца назад +2

      ବା ବା ହେବାର ଅଛିତ ବିବାହ କର. ତାପରେ ଜାଣିବ ଭଗବାନଙ୍କର କର୍ତବ୍ଯ କଣ

    • @situationxd8650
      @situationxd8650 2 месяца назад

      ​@@Debasis.Karalirama nkara birth date achi kintu buddha nkara nahi🤣🤣🤣

  • @sanghamitrabal245
    @sanghamitrabal245 2 месяца назад +1

    ati sundar bhabare apana bujheile 🙏🏽🙏🏽 amitika sastra gyana ebeka generation pain bohut jaruri

  • @brajakishorpanigrahi5094
    @brajakishorpanigrahi5094 2 месяца назад +7

    ଏହି କାରଣରୁ ସାଧୁ ସନ୍ଥ ମାନଙ୍କ ପାଇଁ ଭାରତ ଆଜି ଗର୍ବିତ

  • @chittaranjan7699
    @chittaranjan7699 2 месяца назад +8

    Thanks.bahut katha janichhanti.

  • @chhabibikashexpress1477
    @chhabibikashexpress1477 2 месяца назад +1

    Atti Sundar bhabare bujheiparile sethipain dhanyabad apanku ei bhali agaku agaku chala

  • @BinondaDas-si1zb
    @BinondaDas-si1zb 2 месяца назад +6

    Bahut sundar gyana

  • @santoshmuli777
    @santoshmuli777 2 месяца назад +1

    Bohut kotha janibaku pailu Donyobad Apononku🎉

  • @sunandanial5019
    @sunandanial5019 2 месяца назад +3

    ଭୁ ମାନେ ପୃଥିବୀ

  • @arssingh3983
    @arssingh3983 2 месяца назад +2

    ହରେୃଷ୍ଣ
    ହରେ କୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏

  • @shrabanpanigrahi6017
    @shrabanpanigrahi6017 2 месяца назад +7

    ଏଇଭଲି ମଣିଷ ସଂସାର ରେ ଦରକାର ହେ ସନ୍ଥ ତୁମେ ଏ ବୟସରେ ଧନ୍ୟହୋଇଯାଇଛ

  • @pruthwitherebel7782
    @pruthwitherebel7782 Месяц назад +2

    ଜୟ ଜୟ ଶ୍ରୀରାମ

  • @MaheswarNayak-t7b
    @MaheswarNayak-t7b 2 месяца назад +9

    ଏତେ ଗୁଡାକ ପ୍ରଶ୍ନର ଉତ୍ତର ଦେଇ ଥିବାରୁ ଧନ୍ୟବାଦ

  • @Jakiojageranga
    @Jakiojageranga 2 месяца назад +1

    ପ୍ରବୁଜିଶୁ ତୁମକୁ ଆଶ୍ରୀବାଦ୍ କରନ୍ତୁ

  • @tapannayak4415
    @tapannayak4415 2 месяца назад +25

    ଏତେ କମ୍ ବୟସରେ ଏତେ ଜ୍ଞାନ ଧନ୍ୟ ତୁମେ

  • @Asim-xz2hp
    @Asim-xz2hp Месяц назад +2

    Bhai samaste sadhu jadi amiti gyana & tarka ra sha bujheiparibe samastanku tahele nischay dunia badalibo .....✅💯😭🙏

  • @PabitraNagesh-tt2hb
    @PabitraNagesh-tt2hb 2 месяца назад +4

    🙏🙏🙏 Jay Sri Krishna Jay Sri Krishna Jay sri krishna Radhe Radhe ଆପଣଙ୍କ ଗୁରୁ ଦେବ କିଏ ପ୍ରଭୁ ଦୟାକରି ପ୍ରକାଶ କରନ୍ତୁ ,, ମତେ ମାର୍ଗ ଦର୍ଶନ ନିମନ୍ତେ ଅନୁରଡ କ୍ରିପା କରନ୍ତୁ

  • @pramoddas5064
    @pramoddas5064 23 дня назад +1

    Mast bhi tume❤❤

  • @ashutoshgharai-kr7bx
    @ashutoshgharai-kr7bx 2 месяца назад +7

    Nice pravachan

  • @ranjankumar3030
    @ranjankumar3030 2 месяца назад +1

    Bahat sundar byakhya...Jai shree krishna

  • @tofanKumar-l8q
    @tofanKumar-l8q 2 месяца назад +3

    Bahuta bhala lagila

  • @sanjaymohapatra7066
    @sanjaymohapatra7066 2 месяца назад +1

    ❤❤❤ bhai badhia katha kahila❤❤❤

  • @j.bedits4..
    @j.bedits4.. 2 месяца назад +21

    କିଛି ନାହିଁ ଆଜ୍ଞା ବାଇବେଲ ହେଉଛି ସବୁଠାରୁ ଅଧିକ ବିକ୍ରୟ ହେଉଥିବା ଧର୍ମ ଗ୍ରନ୍ଥ , କାରଣ ତାହା ସବୁ ଭାଷାରେ ଅନୁବାଦ କରାଯାଇଛି,ତେଣୁ ଆମେ ବି ଗୀତା, ମାଳିକା ଆଦି ଧର୍ମ ଗ୍ରନ୍ଥ କୁ ସବୁ ଭାଷା ରେ ଅନୁବାଦ କରିଲେ ଭଲ ହୁଅନ୍ତା 🤌

    • @jishayadigal7863
      @jishayadigal7863 2 месяца назад +3

      ଅନ୍ୟ ଭାଷାରେ ଅନୁଦିତ କଲେ ଲୋକମାନେ ବୁଝିଯିବେ ଏବଂ ସେହି ଧର୍ମ ଛାଡ଼ିଦେବେ ବୋଲି ଅନୁବାଦିତ କରାଯାଉନାହିଁ

    • @j.bedits4..
      @j.bedits4.. 2 месяца назад

      @@jishayadigal7863 ଆଛା ଏମିତି କଥା 🤔

    • @ranjitrajofficial7034
      @ranjitrajofficial7034 2 месяца назад

      ଆରେ ମୂର୍ଖ ନିଜ ଧର୍ମ ଛାଡ଼ି ଅନ୍ୟ ଧର୍ମକୁ ଗ୍ରହଣ କରୁଛ ତମେ ପୁଣି କଥା କହୁଛ😂😂

    • @SasmitaRout-h4p
      @SasmitaRout-h4p 2 месяца назад +5

      Mu bi hindu mu bi bible padhichi kintu Bible padhilapare mu hindu dharma ra ahuri pakhaku asigali karana jesu christ kahichanti kebe bi nija dharma ku chadibani

    • @kanhusona3079
      @kanhusona3079 2 месяца назад

      Ekdam sata Katha ama Hindu dharma re kaunasi jagare lekha hei nahi je Hindu dharma ku nijara kari nio aau samaste Hindu hei jahntu boli semiti kaunasi deva devati kahi nahanti kintu Anya dharma re kahi chanti ❤❤​@@jishayadigal7863

  • @priyadarsinimalik5871
    @priyadarsinimalik5871 2 месяца назад +1

    Dandwat pranam prabhuji 🙇🏾‍♀️

  • @damniksunani7577
    @damniksunani7577 2 месяца назад +5

    🙏🙏🙏 ଜୟ ଜଗନ୍ନାଥ 🙏🙏🙏
    ଅତି ସୁନ୍ଦର 👌👌👌

  • @SahadevDehury-s6p
    @SahadevDehury-s6p 2 месяца назад

    ଧନ୍ୟ ସାଧୁବାବା ତୁମକୁ କୋଟି କୋଟି ପ୍ରଣାମ

  • @harekrishnamajhi4326
    @harekrishnamajhi4326 2 месяца назад +18

    ବହୁତ ସୁନ୍ଦର ମତାମତ...

  • @SubasiniParida-xt9qb
    @SubasiniParida-xt9qb 2 месяца назад +1

    ଏ ଭଳି ଜ୍ଞାନ କୁ ସମସ୍ତେ ଶୁଣିବା ଦରକାର ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🙏🙏

  • @amarjitpatra7377
    @amarjitpatra7377 2 месяца назад +4

    ହରେ 🌼କୃଷ୍ଣ🌸 ହରେ 🌺କୃଷ୍ଣ , କୃଷ୍ଣ 🌼କୃଷ୍ଣ ହରେ🌸 ହରେ , ହରେ🌺 ରାମ 🌼ହରେ 🌺ରାମ🌼, ରାମ 🪻ରାମ🪻 ହରେ 🌺ହରେ 🙏💫✨

  • @gopalsamantaray7664
    @gopalsamantaray7664 Месяц назад

    ବହୁତ ସୁନ୍ଦର ଉପସ୍ଥାପନ

  • @gopalkrishnapattnaik5313
    @gopalkrishnapattnaik5313 2 месяца назад +4

    Hindu is not only one religion , it is one culture ,& way of leading discipline &pure life ..

  • @JosesSwain
    @JosesSwain Месяц назад

    ତୁମେ ଧନ୍ୟ ଧନ୍ୟ,,, ଜୟ ଜଗନ୍ନାଥ କି ଜୟ ❤

  • @sanjaysahoo1841
    @sanjaysahoo1841 2 месяца назад +9

    Koti koti pranam guruji

  • @PrakashRaz-ht3ys
    @PrakashRaz-ht3ys 2 месяца назад +1

    Bahut badia .. Jai shree Ram 🙏

  • @metaix2960
    @metaix2960 2 месяца назад +7

    Hare Krishna 🙏🏼 prabhuji 🙏🏼❤️🙏🏼🌷❤️🙏🏼🌷❤️💐

  • @rajanidipu5708
    @rajanidipu5708 2 месяца назад

    ହରେକୃଷ୍ଣ 🙏🌺🙏

  • @GdChoudhury-g6t
    @GdChoudhury-g6t 2 месяца назад +12

    Jai shree Krishna 🙏🙏🙏

  • @ThanaKamar-ce3ro
    @ThanaKamar-ce3ro 2 месяца назад +1

    ବହୁତ ଧନ୍ୟବାଦ ଭାଇ

  • @superdragonchannel429
    @superdragonchannel429 2 месяца назад +54

    ଭାଇମାନେ ଆପଣଙ୍କ ଜେଜେ ବାପା ର ବାପା ଙ୍କୁ ଦେଖିଛନ୍ତି କି ନାହିଁ ନା ବିଶ୍ୱାସ ଅଛି ଥିଲେ ବୋଲି ସେମିତି ଭଗବାନ ବି ଅଛନ୍ତି ଆଉ ଥିଲେ ତାଙ୍କୁ ଦେଖିବା ଏତେ ସହଜ ନୁହଁ

    • @prakashyadhav8487
      @prakashyadhav8487 2 месяца назад +2

      Right

    • @dontmind8398
      @dontmind8398 2 месяца назад +3

      Chauda purusha hin amara bhagwaan

    • @faduromio
      @faduromio 2 месяца назад +5

      @@superdragonchannel429 are bhai jeje nko bapa jeje dekhichhanti aau tanka bapa ku tanka bapa tame sina kauthu kemiti gali padicha sethi pain janina jemiti tamoku tamo nati dekhiba jadi tame swasta rahiki banchiba tamo nati ra pila mane b tamoku dekhibe

    • @yesbasanta
      @yesbasanta 2 месяца назад

      Right

    • @superdragonchannel429
      @superdragonchannel429 2 месяца назад

      @@faduromio are pagal tu dekhichu ki tu sala kuadu gali padilu ta sata purusha kuadu gali padile bhal bhabi kaha jetebele sankata padiba god ku dakiba akand murkha jati

  • @SudhanshuSekharPradhan755
    @SudhanshuSekharPradhan755 27 дней назад

    Pravu pranam 🎉

  • @SridharNayak-u2y
    @SridharNayak-u2y 2 месяца назад +8

    Harekrishna prabhu ji

  • @PrakashRaz-ht3ys
    @PrakashRaz-ht3ys 2 месяца назад

    ବହୁତ୍ ବଢିଆ, ସମସ୍ତେ ହିନ୍ଦୁ ନିଜ ଧର୍ମ, ସଂସ୍କୃତି ଶାସ୍ତ୍ର ପୁରାଣ, ଦେଶ କୁ ବଞ୍ଚାନ୍ତୁ, ଏବଂ ଏହା ନିଜ ଧର୍ମ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ,,,ହିନ୍ଦୁ ଧର୍ମର ହେଉଛି ଆମୋ ଧର୍ମ , ଆମ ପୂର୍ବୁରୁଷଙ୍କ ଠାରୁ ଆସିଛି । ଶାସ୍ତ୍ର ପୁରାଣ ଅଧ୍ୟୟନ କରନ୍ତୁ, ସବୁ ବେଳେ..🙏 ଜୟ ଶ୍ରୀ ରାମ

  • @SanatKumarGouda-v2e
    @SanatKumarGouda-v2e 2 месяца назад +3

    Hare Krishna prabhuji dandvat pranam

  • @Anandtv75
    @Anandtv75 2 месяца назад

    ଜୟ ଶ୍ରୀ ରାମ ❤ From Balangir

  • @worriordev9281
    @worriordev9281 2 месяца назад +9

    ସାରା ପୃଥିବୀ କୁ କେତେ ବର୍ଷ, ନା କେତେ ମାସ ନା କେତେ ଦିନ ଲାଗିଛି ସୃଷ୍ଟି କରିବା ପାଇଁ ? ସାରା ପୃଥିବୀ ର ମାନବ ଜାତିର ପ୍ରଥମ ମନୁଷ୍ୟର ନାମ କଣ ?

    • @sureshdas3286
      @sureshdas3286 2 месяца назад +5

      First human adam hawa

    • @bcmashiofficial
      @bcmashiofficial 2 месяца назад

      Yes​@@sureshdas3286

    • @NiranjanBhatra-w8k
      @NiranjanBhatra-w8k 2 месяца назад

      ହଁ ​@@sureshdas3286ହଁ ଆପଣ ଠିକ୍ କହିଛନ୍ତି,ପୃଥିବୀର ସୃଷ୍ଟିରେ ପ୍ରଥମ ପୁରୁଷ ଆଦମ ଯାହାକୁ ବ୍ରହ୍ମା ବୋଲି କହନ୍ତି ଓ ପ୍ରଥମ ନାରୀ ହେଉଛନ୍ତି ଇବ୍ ବା ହବା,ବା ଯାହାକୁ ସରସ୍ଵତୀ କୁହାଯାଉଛି ।

    • @Iloveyoubaby-d5m
      @Iloveyoubaby-d5m 2 месяца назад

      7 dino

    • @charvik23
      @charvik23 2 месяца назад

      Chess tuma thu besi puruna😂

  • @DharamRouth-zy2kq
    @DharamRouth-zy2kq 2 месяца назад

    ଜୟ ଜୟ ଶ୍ରୀ ରାମ ଚନ୍ଦ୍ର ଭାଇ ନମଃ କାର

  • @niranjanpanda8574
    @niranjanpanda8574 2 месяца назад +7

    Very good knowledge. Jai jai Radhe Krishna.

  • @shyambehera1142
    @shyambehera1142 2 месяца назад +1

    Bahut sundar 🎉🎉🎉🎉

  • @ChandanSamal-k6w
    @ChandanSamal-k6w 2 месяца назад +7

    Hare Krishna 🙏

  • @KumarKamal-b3o
    @KumarKamal-b3o 2 месяца назад +2

    ଜୟ ଜଗନ୍ନାଥ ଜୟ ସନାତନ

  • @keshabkumar7848
    @keshabkumar7848 2 месяца назад +8

    Jay jagannath jay panch sakha

  • @SukantaSamal-y6i
    @SukantaSamal-y6i 2 месяца назад +1

    ❤ଇଏତ କଳୀ ଯୁଗର ମଣିଷ ନା ବିଶ୍ୱାସ କରିବେ କେମିତି ❤ ଜୟ ଜଗନ୍ନାଥ ଜୟ ଶ୍ରୀ କୃଷ୍ଣ ଜୟ ଶ୍ରୀରାମ ❤

  • @patramajhi4312
    @patramajhi4312 2 месяца назад +22

    ଯୀଶୁ

    • @imsrr09
      @imsrr09 2 месяца назад +1

      Reservation naba bi band karantu jadi Christian heijaichanti .
      Itihas re kauthi Jishu nka ra adibasi sanskruti saha kichi link achi .
      Brainwashed converted sabu apana mane .

    • @sonugamer42
      @sonugamer42 2 месяца назад +1

      @patramajhi4312 banda

    • @sonugamer42
      @sonugamer42 2 месяца назад +1

      Sala paisa lobha re dharma change karucha, chhi chhi

    • @chandannayak2222
      @chandannayak2222 Месяц назад +1

      ​@@imsrr09Sala christian country re loka sanatana ko accept karuchanti because semane sata Jani galani
      Jai jagannath

  • @dharmendrabehera1917
    @dharmendrabehera1917 2 месяца назад

    Apananka charane koti koti pranama🙏🙏🙏, apananka ashesh ashesh dhanyabad, apana mahagyani

  • @pankajinisahu4178
    @pankajinisahu4178 2 месяца назад +9

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେରାମ ରାମରାମହରେହରେ

  • @RajuNaikRajuNaik-r4n
    @RajuNaikRajuNaik-r4n 2 месяца назад

    ଧନ୍ୟବାଦ୍ ❤❤❤

  • @sukantswain745
    @sukantswain745 2 месяца назад +11

    ଜୟ ଶ୍ରୀ କୃଷ୍ଣ 🙏🏻🙏

  • @SatrughansahooSahoosatrughan
    @SatrughansahooSahoosatrughan 2 месяца назад +1

    ଧନ୍ୟ ତମେ ଭାଇ ❤