Heart touching experiences which can not be forgotten till the last breath. Actions of Mahaprabhu is quite mysterious, he first throws a person into the pool of difficulties/ problems and brings out the person from situation at the last moment. Any way God is great.
SREE JAGANNATH RE KANA LEELA KHELA KIYE JANIPARIBA NO BODY CAN KNOW WHAT A TREMENDOUS MIRACLE & BLESSING REALLY HE IS THE ONY SUPER HERO I REALLY DEEEP OF MY CORE HEART SASTAANG PRANAAM TO LORD PARMATMA SREE HARI NARAYAN JAGANNATH AS WELL AS YOU BIBHU SIR & BLESSING 🙏
Bibhu sir Really Ranju madam actually represent of lord Jagannath lord sree Hari create this game &now I have obeyed you are a really saint of nott would be feature nn🙏
Pranam 🙏 Jaha kahile Apana Ehaa bilkul satya mun ethire Purna rupe ekamata Ate, karana jie mahaprabhu nka saranre ruhe se saririka, manashika, samajika, jantrana re bahut kasta sahe, ehaa mo Anubhava ra katha, Tatthapi bi se bahut bhalapiba Saha surkhya bi dianti, tankara parikhya bahut kasta sadhya Ate
Sir , ଆପଣ ଜଣେ ଯୋଗଜନ୍ମା ପୁରୁଷ 🙏
ଆପଣଙ୍କୁ ପ୍ରଣାମ ସାର୍।
ଅଦ୍ଭୁତ ଚମତ୍କାର. ହେ ମହାବାହୁ ସମସ୍ତଙ୍କୁ ଏମିତି ଉଦ୍ଧାର କର
ଅବିଶ୍ବାସ ହେଲେ ମଧ୍ଯ ସତ୍ଯ । ଜୟ ଜଗନ୍ନାଥ ।
Incredible miracle. God is great
ସାର୍ ପ୍ରଣାମ। କୌଣସି ଚଳଚ୍ଚିତ୍ର କାହାଣୀ ଠାରୁ କିଛି କମ୍ କାହାଣୀ ନୁହେଁ ଆପଣଙ୍କ ଜୀବନ। ପ୍ରକୃତରେ ଆପଣ ନିଆଁରେ ଚାଲିଥିବା ଜଣେ ସତ୍ ସାହସୀ ମଣିଷ। କୋଟି କୋଟ ପ୍ରଣାମ ସାର୍। ପ୍ରଭୁଙ୍କର କରୁଣା ସବୁବେଳେ ଏମିତି ଥାଉ।ଆପଣଙ୍କର ଜଣେ ମୁଗ୍ଧ ପାଠକ।
Jay Jagannath mahaprabhu, thanks for Bibudharanjanji.
ଡର କାହାକୁ ଭୟ କାହାକୁ ମହାପ୍ରଭୁ ଅଛନ୍ତି ଚଉବାହାକୁ 🙏🙏🙏
ବହୁତ ହୃଦୟକୁ ଛୁଇଁଲା ଏ ଏପିସୋଡଟି । ନମସ୍କାର। ଅପେକ୍ଷା ଆଗ ଏପିସୋଡକୁ
ପ୍ରକୃତରେ ଜଗନ୍ନାଥଙ୍କର ଲୀଳା advut bishwas bi Kari heu nahi
Jay jagannath 🎉❤🎉 🎉❤🎉
ଅତ୍ୟନ୍ତ ହୃଦୟସ୍ପର୍ଶୀ. ଗୁରୁଜୀ ପ୍ରଣାମ
ଧନ୍ୟ ପ୍ରଭୁ ତୁମର ଲୀଳା ଜୟ ଜଗନ୍ନାଥ
ମହାପ୍ରଭୁ 😥🙏🙏🙏ତବ ଇଛା ପୂର୍ଣ୍ଣ ହେଉ।
ଖୁବ ମନ ଛୁଆଁ ପ୍ରତିବେଦନ 🌹♥️🌹🙏🌹ଜୟ ଶ୍ରୀ ଜଗନ୍ନାଥ
ସାର୍ ପ୍ରଣାମ🙏 ଆପଣ ଯାହା କହିଲେ ଯେ ଯିଏ ଜଗନ୍ନାଥ ଙ୍କୁ କୁଣ୍ଢେଇ କି ଧରିବ ସେ ତାକୁ ସବୁ ସ୍ତରରେ ଜାଳି ପୋଡ଼ି ମାରିଦେବାକୁ ପ୍ରୟାସ କରିବେ ଏହା ସମ୍ପୂର୍ଣ୍ଣ ସତ୍ୟ ! ଆପଣ ସାର୍ ସିନା ଧୈର୍ଯ୍ୟ ରଖୁଥିଲେ କିନ୍ତୁ ଆମେ ପାରୁ ନାହୁଁ ! ବହୁତ୍ ଭଲ ଲାଗିଲା ! ଜୟ ଜଗନ୍ନାଥ ମହାପ୍ରଭୁ ❤️❤️❤️🙏🙏🙏🙏🙏
ଆପଣଙ୍କ କଥା ଶୁଣି ଆଖି ଛଳଛଳ ହେଇଯାଉଛି..... ମୋ ପ୍ରଭୁଙ୍କ ଲୀଳା ଅପାର.. ଧନ୍ୟ ଆପଣ 🙏 ଲୀଳାମୟ ଙ୍କ କୃପା ଲାଭ କରିଛନ୍ତି.. ପ୍ରଭୁ ! ତୁମ ପାଦପଦ୍ମ ରେ ସବୁ ଦୀନ ହୀନ ଙ୍କୁ ଆଶ୍ରୟ ଦିଅ
Bahut sunder lagila dhanya prabho dhanya tumalila jay jagannath🙏🙏🏻
ସତରେ ସାର୍, ଆପଣ ମହାନ୍। ଜଗନ୍ନାଥ ଙ୍କ ଅଶେଷ ଆର୍ଶୀବାଦ ଆପଣ ଙ୍କ ପାଖରେ ଅଛି ❤ ।
ଆମେ ମଧ୍ୟ ଭାଗ୍ୟଶାଳୀ ଆପଣଙ୍କ ଅନୁଭୂତି ଆମେ ଶୁଣି ପାରିଲୁ।
ଜୟ ଜଗନ୍ନାଥ ❤
Excellent, jaijaganatha jaijaganatha jaimahaprabhu
ଜୟଗୁରୁ ଜୟଶ୍ରୀ ଜଗନ୍ନାଥ ବହୁତ ସୁନ୍ଦର ଉପସ୍ଥାପନା ଧନ୍ୟବାଦ ନମସ୍କାର
JAYA JAGANNATHA,A MAHAPRABHUNKAR CHAMATKARITA.JAGANNATHA SARAN.
Jay jagannath ❤️❤️ apnank mukhnishruta bani amrut pari laguchi🙏🙏🙏
Very interesting & miracle episode.Waiting for next...Thanks to Lord Jagannath.
ମଣିମା ହେ ମଣିମା ମହାବାହୁ 🙏❤️🙏
ଜୟ ଶ୍ରୀ ଜଗନ୍ନାଥ ସାର ପ୍ରଣାମ🙏
Heart touching experiences which can not be forgotten till the last breath. Actions of Mahaprabhu is quite mysterious, he first throws a person into the pool of difficulties/ problems and brings out the person from situation at the last moment. Any way God is great.
Bahut bhalla lagila Jay shree jagannath
ଗୁରୁଜୀ ପ୍ରଣାମ।ଗୁରୁଜୀ କାଳୁର ଆତ୍ମୀୟତା ଶ୍ରବଣ କରି ଅଶ୍ରୁ ସିକ୍ତ ଚକ୍ଷୁ। ଧନ୍ୟ ଧନ୍ୟ ମୋ ଗୁରୁଜୀ।
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏🙏
Jai Jagannath prabhu
🙏🏻🙏🏻🙏🏻🙏🏻🙏🏻
Jay Mahaprabhu Jay Jay Mahaprabhu 🙏🙏🙏🙏
ପରଂବ୍ରହ୍ମଙ୍କ ଲୀଳା ସଂରଚନା ଶୁଣିଆଶ୍ଚର୍ଯ୍ୟ ଲାଗୁଛି। step by step କାଳୁ କଷ୍ଟକର ପରୀକ୍ଷାରେ ଉତ୍ତୀର୍ଣ୍ଣ କରାଉଛନ୍ତି, ଏବଂ ଶେଷରେ ସତ୍ୟ ର ଜୟ ହେ ଜଗନ୍ନାଥ।
ଆପଣ ବହୁତ ବଡ ଭାଗ୍ୟବାନ ଗୁରୁଜୀ। ପ୍ରଣାମ କରୁଛି।।
ଗୁରୁଜୀ ଆପଣଙ୍କୁ ଦଣ୍ଡବତ ପ୍ରଣାମ I ସବୁ ମହାପ୍ରଭୁ ଙ୍କ କୃପା I 🙏🙏🙏
O my god 🙏 it's impossible....he prabhu jagannath to karunA apar
How is miracle I can't express. God bless you.
ହେ ମହାବାହୁ କୋଟି ଶରଣ 🙏🙏 ଧନ୍ୟ ହେ କୃପାସିନ୍ଧୁ କୃପାସାଗର
Bapa mo akhuru Khali luha baharuchi tuma khatha suniki ❤❤❤❤❤
You are great Sir for the blessing of Lord Jagannath.
Jay jaganath Swami tuma Charan tale koti koti pranam mahaprabhu
Jay jagannath Swami Nayana path gami bhaba tume🙏🙏🙏🙏🙏🙏🙏🙏🙏🙏🙏
Bahut abegua purna katha Jay Jagannath
ସତରେ ଆପଣ ଜଣେ ପ୍ରଭୁ ଜଗନ୍ନାଥଙ୍କର ବଡ଼ ଭକ୍ତଟିଏ। ଆପଣଙ୍କ ପାଦତଳେ ଶତ ଶତ ପ୍ରଣାମ ।
ରଖେ ହରି ମାରେ କିଏ 'ଜୟ ଜଗନ୍ନାଥ
Jay jaganath pranam sir sir apana bahut bhagyaban sir prati muhurtare jaganathanku paichanti apana jane mahapurusa sir jay jaganath
GuruJee Pranam🙏🏻 Many miracles and incredible life history
Really you are lucky and jagannatha is great.
Excellent & miracle also. Get well soon Sir. Jay Jagannatha 🙏🙏Bengaluru
ଆପଣଙ୍କ ଆଶୁ ଆରୋଗ୍ୟତା ପାଇଁ ମା ଓ ପ୍ରଭୁଙ୍କୁ ଆମର ପ୍ରାର୍ଥନା ।
ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଜୟ ଜଗନ୍ନାଥ 🙏
କାଳିଆରେ ! ତୋର କୃପାଦୃଷ୍ଟି ସଦାସର୍ବଦା ଏମିତି ରହିଥାଉ ❤❤❤
Actually you are the great devotee of lord Jagannath
,.sir pranam Apannaka mahanata.nikatare.koti pranam
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁମେ 🙏🏻କରି କରାଉଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ 👏
Koti koti padapranama Jay jaganath swami nayanapatha gami bhabatume 🙏🙏🙏🙏🙏🙏❤❤
Jay Jagannath sir Apekhaya re rahilu
Guru ji apanaku koti pranam ❤🎉 Jay shree jagannath ❤
SREE JAGANNATH RE KANA LEELA KHELA KIYE JANIPARIBA NO BODY CAN KNOW WHAT A TREMENDOUS MIRACLE & BLESSING REALLY HE IS THE ONY SUPER HERO I REALLY DEEEP OF MY CORE HEART SASTAANG PRANAAM TO LORD PARMATMA SREE HARI NARAYAN JAGANNATH AS WELL AS YOU BIBHU SIR & BLESSING 🙏
ଗୁରୁ ଦେବ ଆପଣଂକ ଶ୍ରୀ ଚରଣ ରେ କୋଟି କୋଟି ନମନ 🙏🙏🙏
ମୋ ଜଗା ଭାଇ ର ଲିଳା ଅପାରମ୍ପାର
ମୋ ମହାପ୍ରଭୂ ଜଗନ୍ନାଥ କୃପା ମୟୀ କରୁଣା ମୟୀ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
🙏🙏🙏🙏❤❤❤❤❤
Kahibi kahaku siniba kiaki ,tumbha chada mote rakhiba kiaki. Narayan Swami.
Bibhu sir Really Ranju madam actually represent of lord Jagannath lord sree Hari create this game &now I have obeyed you are a really saint of nott would be feature nn🙏
Dhanbad prabhu
ଜୟ ଜଗନ୍ନାଥ ଆଗାମୀ ଅଧ୍ୟାୟକୁ ବ୍ୟଗ୍ରତାର ସହ ଅପେକ୍ଷା .
ରଖେ ହରି ମାରେ କିଏ!
ପ୍ରଭୁ ଜଗନ୍ନାଥଙ୍କର ଆପଣଙ୍କ ପ୍ରତି ଅସୀମ କୃପା।
ଜୟ ଜଗନ୍ନାଥ 🙏🙏🙏
ସତରେ ହୃଦୟସ୍ପର୍ଶି ଓ ଔଲକିକ ଶୁଣିଲେ ରୁମ ଟାଙ୍କୁରୀ ହୋଇଯାଉଛି...... 🙏
ପ୍ରଣାମ 🙏🏾 🙏🏾
Really wonderful. God is great and you are the great .Jay jagannath 🙏🏻🙏🏻
No word for this episode
ଜୟ ଶ୍ରୀ ଜଗନ୍ନାଥ 🙏 ଆପଣଙ୍କ କଥା ଅତ୍ୟନ୍ତ ରୋମାଞ୍ଚ କର। ଅପେକ୍ଷା କରି ରହିଲି। କାଳିଆ ସାଆନ୍ତ ଆପଣଙ୍କୁ କିପରି ଭାବରେ ବିପଦ ରୁ ଉଧାର କଲେ💐💐💐
Jay jaganath 🙏👍👍🙏❤️❤️❤❤
Realy l heard a real incident today in my life.Thank you.Waiting for next episod. Narahari Bishi OES.
So heart' tochable divine episode... Jay Jagannath
Guruji nameste, kindly tell us what type of torture face your family and relatives.
Sir 🙏 Jay Jagannath ,Jagannath nka mahima ananya
ଆପଣ ବଡ଼ ଭାଗ୍ୟ ବାନ।କଳିଆ ଆପଙ୍କୁ ନିଜର କରି ଛନ୍ତି ।
Jay Jagannath swami ❤❤❤
ପ୍ରଭୁ 🙏
ଗୁରୁଜୀ ପ୍ରଣାମ।❤
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଜୟ ଗୁରୁଜୀ 🙏🙏🙏
ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ସ୍ୱାସ୍ଥ୍ୟ ଶୀଘ୍ର ଭଲ କରିଦିଅନ୍ତୁ ଏହା ମୋର ମହାପ୍ରଭୁ ପାଖରେ ବିନମ୍ର ପାର୍ଥନା କରୁଛି
ଆପଣଙ୍କ ମିଛ ମହାତ୍ମା ବିଷୟ ଵସ୍ତୁ ମାଧ୍ୟ୍ୟରେ ଏହି ବିଷୟବସ୍ତୁଟି ବହୁତ ଆଲୋକିକ ଏବଂ ଆଶ୍ଚଯ୍ୟପ୍ରଦ
ବାବା ପ୍ରଣାମ🙏ଆପଣ ଶୀଘ୍ର ସୁସ୍ଥ ହୋଇଯାନ୍ତୁୁ ଏହାହିଁ ଜଗା ପାଖ ରେ ପ୍ରାର୍ଥନା ଆପଣଙ୍କ କଥା ଶୁଣି ମୋ heart bit ବଢ଼ି ଯାଉଛି ସତ ରେ ଜଗା ର ଲୀଳା ଅତି ବିସ୍ମୟକର ଓ ରମାଞ୍ଚକର,,,,,, ରଖେ ହରି ମାରେ କିଏ ମାରେ ହରି ରଖେ କିଏ
Jay Jagannath
Jay Gurudev
Jai shree Gagannth
Jai shree sai
Jai jagannath mahaprabhu 🙏
ମହାପ୍ରଭୁ ହେ ❤️❤️❤️❤️
ଜୟ ଜଗନ୍ନାଥ ସାର୍,ପ୍ରଣାମ🌹🙏🌹
Jay shree jagannatha bhai
ଜଗନ୍ନାଥଙ୍କ କରୁଣା ଦ୍ବାରା ନାରୀର ପ୍ରତିଉତ୍ତପନ ମତି
badavai apana sabubele sustha ruhantu pravunka dayaru etiki prarthana ta padatale
Jay jay sri Jagannath Swami Nayan patha gami vava tume manimaanka jay hau mo mahaprabhu nka jay hau 🙏🙏🙏🙏🙏🙏
Jaya Shree Jagannatha 🙏
Jay jagannath Swami...
Satare sir apana kalu nkar bhari Priya...
❤❤❤he jaganath ❤❤❤
ପ୍ରଭୁ ଜଗନ୍ନାଥଙ୍କର ଅସୀମ କୃପା ।
Pranam 🙏
Jaha kahile Apana Ehaa bilkul satya mun ethire Purna rupe ekamata Ate, karana jie mahaprabhu nka saranre ruhe se saririka, manashika, samajika, jantrana re bahut kasta sahe, ehaa mo Anubhava ra katha, Tatthapi bi se bahut bhalapiba Saha surkhya bi dianti, tankara parikhya bahut kasta sadhya Ate
Jay shree Jagannath. Sir pranam
Excellent video sir. Waiting for the next video soon.
🙏 jai jagananth
Joy jagannath 🎉🎉🎉
oh my God.what a miracle!
ଅଲୌକିକତାର ଚରମ ନିଦର୍ଶନ । ଜଗନ୍ନାଥ ଜୀବନ୍ତ ଠାକୁର।
ଏଭଳି ଅଲୌକିକ ଘଟଣାକୁ ବିଶ୍ବାସ କରିହୁଏନି। ଜଗନ୍ନାଥଙ୍କ ଲୀଳାର ଏ ଦୁଇ ତିନୋଟି ଘଟଣାକୁ ଗଭୀର ଭାବେ ଅନୁଭବ କରିପାରିଲେ ପ୍ରଭୁଙ୍କୁ ହୃଦୟରେ ଉପଲବ୍ଧି କଲା ପରି ଲାଗିବ। ଖୁବ୍ ସ୍ତବ୍ଧ କଲା ଏ ସୁନ୍ଦର ଏପିସୋଡ୍ । ଆପଣଙ୍କୁ ଏପରି ଐଶ୍ବରିକ ଉପଲବ୍ଧି ଜୀବନସାରା ପ୍ରାପ୍ତ ହେଉ !
I'm waiting for next episode
Jay Jagannath. Apananka ange liva ghatana amaku kahani pari laguchhi.
ଆପଣ ଙ୍କୁ ଦେଖିଲେ ମତେ ଜଗନ୍ନାଥ ଙ୍କୁ ଦେଖିଲା ପରି ଲାଗେ.. ଜୟ ଜଗନ୍ନାଥ