ଜିଲ୍ଲାପାଳ ଯେତେବେଳେ ନିଜ ଡ଼୍ରାଇଭରଙ୍କୁ ସାଲ୍ୟୁଟ ମାରିଲେ । MOTIVATIONAL STORY । SUCCESS STORY

Поделиться
HTML-код
  • Опубликовано: 20 ноя 2024

Комментарии • 1,3 тыс.

  • @bidyadharasahu5705
    @bidyadharasahu5705 27 дней назад +6

    ବହୁତ ସୁନ୍ଦର। ଅତ୍ୟନ୍ତ ହୃଦୟସ୍ପର୍ଶୀ କାହାଣୀ।
    ବିଦ୍ୟାଧର ସାହୁ,ରତାଇ, ବାଲେଶ୍ଵର।

  • @sukantasadangi6755
    @sukantasadangi6755 Месяц назад +10

    Mam oh ବହୁତ ସୁନ୍ଦର ଗପ... ସତରେ ଏମିତି ମଣିଷ ସଂସାର ରେ ଥିଲେ ଦୁଃଖ ରହିବ ନାହିଁ..🙏🙏ସୁକାନ୍ତ ଷଡ଼ଙ୍ଗୀ... କ୍ଷେତ୍ରୀୟ ବରପୁର
    . ଗଞ୍ଜାମ..

  • @khirodinipradhan1034
    @khirodinipradhan1034 Месяц назад +25

    କାହାଣୀ ଟି ଅତି ସୁନ୍ଦର୍ ହୋଇଛି

  • @anuradhadas8421
    @anuradhadas8421 Месяц назад +9

    ବହୁତ ସୁନ୍ଦର ଭିଡିଓ, ଅନୁରାଧା ଦାସ, ଭୁବନେଶ୍ୱର

  • @banshidharsahu9476
    @banshidharsahu9476 Месяц назад +5

    କାହାଣୀ ମନକୁ ଛୁଇଁଲା ।ଧନ୍ୟ ବାଦ

  • @SameerHalba-p2b
    @SameerHalba-p2b 9 часов назад

    ବହୁତ ସୁନ୍ଦର ଭିଡିଓ

  • @ishwarbehera3904
    @ishwarbehera3904 29 дней назад +3

    ବୋହୁତ ସୁନ୍ଦର କାହାଣୀ ... ayush mourbhanj

  • @manjupravamishra8000
    @manjupravamishra8000 13 дней назад +2

    ଅତି ଚମତ୍କାର ସଂରଚନା। ଏହି ଭଳି ସତ୍ୟ ଘଟଣା ମୁଁ ଆଗରୁ ସ୍ୱ ଚକ୍ଷୁରେ ଦେଖିଛି👍। ଅଶେଷ ଧନ୍ୟବାଦ ❤।ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @NarayanSahoo-jh4nq
    @NarayanSahoo-jh4nq 22 дня назад +14

    ବହୁତ ସୁନ୍ଦର ଓ ହୃଦୟସ୍ପର୍ଶି କାହାଣୀକୁ ଯେଉଁ ଲେଖକ ମହାଶୟ ଲେଖିଛନ୍ତି ତାଂକୁ ମୋର ହୃଦୟରୁ❤ ଆଉ ଅତ୍ୟନ୍ତ ସୁନ୍ଦର ଲେଖାଯାଇଅଛି

  • @foursquaremanpower1343
    @foursquaremanpower1343 4 дня назад

    ବହୁସ ଭଲ କାହାଣୀ
    ଧନ୍ୟବାଦ୍!

  • @sanjayakumarmahanty3778
    @sanjayakumarmahanty3778 Месяц назад +28

    କାହାଣୀ ଟି ଅତିସୁନ୍ଦର, ପିଲାମାନଙ୍କ କାମରେ ଆସିବ-ସଞୟ କୁମାର ମହାନ୍ତି ,ଗଞ୍ଜାମ

  • @sahooprashanta
    @sahooprashanta 5 дней назад

    ଖୁବ୍ ଭଲ ଗପ ଟିଏ ର ଉପସ୍ଥାପନ କରିଛନ୍ତି ❤

  • @narasinghagouda3676
    @narasinghagouda3676 29 дней назад +3

    ଯେଉଁ ମାନେ ନିଜର ଦୃଷ୍ଟି ଆଢ଼ୁଆଳରେ ସତ କର୍ମ କୁ ପ୍ରଧ୍ୟାନ୍ୟ ଦେଇ ଥାନ୍ତି ସେହି ମାନ ଙ୍କ ନିମନ୍ତେ ସଦା ସର୍ବଦା ସଠିକ ପଥ କୁ ଆଦରି ନେଇଥାନ୍ତି ଏବଂ ନିଜର ଭବିଷ୍ୟତ କୁ ଆପଣେଇ ନେଇଥାନ୍ତି। ଏହା ହିଁ ସେହି ମାନ ଙ୍କ ଆଦର୍ଶ।ଏହା ହିଁ ସେହି ମାନ ଙ୍କ ଉଚ୍ଚ ଭାବନା ଏବଂ ଉତ୍ତମ ସିଦ୍ଧାନ୍ତ। ଜୟ ଶ୍ରୀ ଜଗନ୍ନାଥ ନମଃ।

  • @jitendrakumarnayak1031
    @jitendrakumarnayak1031 2 дня назад

    ଭଲ ପାଇବା ଆଗ ରେ ସବୁ ଅନ୍ଧ

  • @gajendranathjena356
    @gajendranathjena356 Месяц назад +5

    ଆତ୍ମାର ମିଳନ ଓ ଭଲ ପାଇବାର ସୁନ୍ଦର କାହାଣୀ🎉ଜୟ ଜଗନ୍ନାଥ❤

  • @umakantabanerjee7885
    @umakantabanerjee7885 8 часов назад

    ଖୁବ ସୁନ୍ଦର❤

  • @gajendranathjena356
    @gajendranathjena356 Месяц назад +6

    ବାଲେଶ୍ଵର ବାଲିଆପାଳ ଆତ୍ମାର ମିଳନ ଜିଲ୍ଲାପାଳ ଓ ଡ୍ରାଇଭର ଉପାଖ୍ୟାନ ଅତିବ ସୁନ୍ଦର❤ ବାଲିଆପାଳ

  • @jayantamallick6477
    @jayantamallick6477 7 дней назад

    ଏ କାହାଣୀ, ଏତେ ସୁନ୍ଦର.. ଯେତେ ଲେଖିଲେ ବି ତଥାପି ଊଣା ହେବ, ଧର୍ଯ୍ୟ ନ ଥିଲେ ବି ଧର୍ଯ୍ୟ ପ୍ରବଳ ଶୃଷ୍ଟି ହୋଇଥିଲା.. ମୁଁ ଜୟନ୍ତ କୁମାର ମଲ୍ଲିକ, ଜଗତସିଂହପୁର.. ପାଣି ଶାଳିଆ..

  • @ketetaherelaxmibabuj6348
    @ketetaherelaxmibabuj6348 Месяц назад +8

    Very nice 👍🏽👍🏽👍🏽❤️

  • @DurgaprasadDasIndianpeoplewint
    @DurgaprasadDasIndianpeoplewint День назад

    ବିଚିତ୍ର କୁମାର ମଳିକ କ୍ଷେତ୍ରପାଳ ଧର୍ମଶାଳା ଯାଜପୁର sir ଙ୍କୁ ଈଶ୍ୱର ସଦା ସହାନୁଭୂତି ଭାବ ଦେଇଅନ୍ତୁ। କୋଟି କୋଟି ପ୍ରଣାମ 👏👏👏👏👏💐💐💐💐💐 ମହାମିମ ଜିଲ୍ଲା ପାଳ ମହୋଦୟ ଙ୍କୁ

  • @PilmanMalik
    @PilmanMalik 5 дней назад

    ବହୁତ ସୁନ୍ଦର କାହାଣୀ ମୁ pilman malik ganjam

  • @prasanakumarsahoo9876
    @prasanakumarsahoo9876 28 дней назад

    Bahut badhia

  • @rajibswain5131
    @rajibswain5131 27 дней назад

    ସୁନ୍ଦର, ଅତିସୁନ୍ଦର, ଏମିତି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ମାନବିକତା ରହିଲେ ରାମରାଜ୍ୟ ହୋଇଯିବ,

  • @manojkumarsahoo5886
    @manojkumarsahoo5886 10 дней назад

    ଖୁବ୍ ସୁନ୍ଦର ପରିକଳ୍ପନା
    ଜୟ ଜଗନ୍ନାଥ 🙏🙏

  • @AshokKumar-qu5rf
    @AshokKumar-qu5rf 14 дней назад

    ଜୟ ଶ୍ରୀ ଜଗନ୍ନାଥ ଭରସା.... ଅତି ସୁନ୍ଦର ଉପସ୍ଥାପନା ଶୈଳୀ.... ବାସ୍ତବିକ ଆ ସବୁ କାହାଣୀ ଆହୁରି ଆ ଜଣ ସମାଜ କୁ ଉତତ୍ସାହିତ କରିବା ସସହିତ... ବଡ଼ ସାନ ର ସଂସ୍କାର ଦେଇ ପାରିବ..... ଧନ୍ୟବାଦ.... ମୁଁ ଶ୍ରୀ ଅଶୋକ କୁମାର ଦାସ... ସାନ ହଳ ପଡା ପଧାନ ପଡା ଗ୍ରାମ ପଂଚାୟତ. ପୋଷ୍ଟ ବରାହ ଦାମ ଦ ର ପୂର . ଥାନା ରାଜକନିକା... ଜିଲ୍ଲା କେନ୍ଦ୍ରାପଡ଼ା ପଡା..... କିନ୍ତୁ ମୁଁ ଦିଲ୍ଲୀ ରେ job କରେ ଜଣେ drawing artist.. Education publication depart ment ରେ 🙏

  • @RinkuDas-i2p
    @RinkuDas-i2p 21 день назад

    Bahut Badhia Rinku Talcher

  • @lakshmikantamaharana2357
    @lakshmikantamaharana2357 19 дней назад

    ବହୁତ ସୁନ୍ଦର କାହାଣୀ, ଲକ୍ଷ୍ମୀକାନ୍ତ, ବାଲେଶ୍ବର

  • @PrafullaKumarNayak-qn4oo
    @PrafullaKumarNayak-qn4oo 8 дней назад

    ବହୁତ୍ ବଢିଆ ଲାଗିଲା। ପ୍ରଫୁଲ୍ଲ କୁମାର ନାୟକ । Sikrida ନୟାଗଡ ।

  • @jalendradigal1960
    @jalendradigal1960 14 дней назад

    ବହୁତ ସୁନ୍ଦର କାହାଣୀ, ଏମିତି ବି ସମ୍ଭଵ ହୋଇ ଥାଏ। ମୋତେ ତ ସତ୍ୟ ଘଟଣା ଭଳି ଲାଗିଲା। ମନ ଛୁଆଁ କାହାଣୀ।।❤

    • @secretstories1
      @secretstories1  14 дней назад

      🙏 ବହୁତ ଧନ୍ୟବାଦ

  • @susantakumardalabehera
    @susantakumardalabehera 22 дня назад

    Ati sundar story. Really heart tooching

  • @sudampanigrhy9047
    @sudampanigrhy9047 2 дня назад

    ଭାଗ୍ୟରେ ଅଛି 💐💐💐👍👍🙏🙏🙏🙏

  • @samirpradhan2821
    @samirpradhan2821 28 дней назад

    Khub sundar story

  • @sanjibmallik2807
    @sanjibmallik2807 9 дней назад

    ଅତି ସୁନ୍ଦର କାହାଣୀ ❤❤❤❤❤ ସଞ୍ଜିବ ମଲିକ ବାଲେଶ୍ଵର ❤❤❤❤❤

  • @puspalatadash5664
    @puspalatadash5664 23 дня назад

    Bhala lagila

  • @PrasantParida-u2y
    @PrasantParida-u2y 13 дней назад

    ସଦା ସର୍ବଦା ସତ୍ଯ ଓ ଧର୍ମ ର ଜୟ । ପ୍ରକୃତ ମଣିଷ ଯିଏ ତାର ଭଲପାଇବା ସବୁବେଳେ ଚିର ସ୍ଥାୟୀ। ଭଲପାଇବାରେ ଗରିବ ଧନୀ ନଥାଏ। ସେ ଜିଲ୍ଲାପାଳ ମହୋଦୟଙ୍କୁ ହୃଦୟଭରା ପ୍ରଣାମ। 🙏🙏🙏🙏🙏🙏🙏🙏

  • @niranjansethi3658
    @niranjansethi3658 24 дня назад

    ବହୁତ୍ ସୁନ୍ଦର୍ ମନକୁ ଛୁଇଁଲା ଭଳି ହେଇଛି ନିରଞ୍ଜନ ସେଠୀ କୁରୁଡ଼ା ବାଲେଶ୍ୱର

  • @rameshcreation4256
    @rameshcreation4256 21 день назад

    ଏତେ ସୁନ୍ଦର କାହାଣୀ ମନକୁ, ଛୁଇଁଲା ପରି ହୋଇଛି

  • @KalparutaKalparutasahoo
    @KalparutaKalparutasahoo Месяц назад +1

    କାହାଣୀ ଅତି ସୁନ୍ଦର୍ ହେଇଛି

  • @naraharisethi9786
    @naraharisethi9786 24 дня назад

    Kahani ti sundar lagila ❤❤❤

  • @sudamkalu6761
    @sudamkalu6761 Месяц назад +1

    ବହୁତ ସୁନ୍ଦର ହୃଦୟସ୍ବର୍ଶୀ ଅଟେ |
    ସୁଦାମ କାଲୁ, ସୁବର୍ଣ୍ଣପୁର, ଡୁଙ୍ଗୁରିପାଲି, ଚମ୍ପାଡୁଲି

  • @surendrabarad5260
    @surendrabarad5260 28 дней назад +1

    ବହୁତ ସୁନ୍ଦର ଓ ହୃଦୟ ସ୍ପର୍ସୀ ,ନୟାଗଡ଼ ରୁ👌👌👍👍🙏⭕‼️⭕🙏

  • @uddhabasuna9832
    @uddhabasuna9832 12 дней назад

    ଅତି ସୁନ୍ଦର, ମୁଁ ଵିଶ୍ଵାସ କକରିପାରୁନି, ଏହା କ'ଣ ସତ୍ୟ ଘଟଣା କି?

  • @SwarnalataSatpathy
    @SwarnalataSatpathy 24 дня назад

    Heart touching story ti bahut bhala lagila.

  • @sridharmahakulsridhar3796
    @sridharmahakulsridhar3796 12 дней назад

    Bohuta badhya lagila gapa ti .sridhar mahakul,jajapur

  • @BichitrakumarParida-e4n
    @BichitrakumarParida-e4n 2 дня назад +1

    Thank you, very nice store, Godavari Samantaray,Khoradha
    Secondly many may thanks to Collector saheb,

  • @kalpanapaikray6151
    @kalpanapaikray6151 18 дней назад

    ବାହା..... ବାହାରେ....

  • @manjulamishra971
    @manjulamishra971 19 дней назад

    ବହୁତ ସୁନ୍ଦର, ଭଲପାଇବା ଆଗରେ ସବୁ ସୁନ୍ଦର

  • @pradeepkumarmahali9158
    @pradeepkumarmahali9158 22 дня назад

    ଅତି ସୁନ୍ଦର କାହାଣୀ ,ଏମିତି ସୁନ୍ଦର କାହାଣୀ ଯିଏ ବା ଶୁଣିବ ନିଶ୍ଚୟ ସମସ୍ତଙ୍କୁ ମନ ମୁଦ୍ଧ କରିଦେବ ସମସ୍ତଙ୍କ ମନରେ ଏହିଭଳି ମାନବିକତା ରହିବା ଆବଶ୍ୟକ ,। ପ୍ରଦୀପ କୁମାର ମାହାଳି,ବାଲିମେଳା ଜିଲ୍ଲା -ମାଲକାନଗିରି

  • @muktiprasadmishra9537
    @muktiprasadmishra9537 22 дня назад

    ବହୁତୀ ବଢିଆ ଗଳ୍ପଟିଏ। ଅତି ସୁନ୍ଦର ମନ ଛୁଆ ଓ ହୃଦୟ ସ୍ପର୍ଶୀ।

  • @KABITAKOTHARI
    @KABITAKOTHARI 12 дней назад

    ଖୁବ୍ ହୃଦୟ ସ୍ପର୍ଶି, ଦୀପ୍ତି ମିଶ୍ର,ବାରିପଦା

  • @SureshChandraDas-hw1rf
    @SureshChandraDas-hw1rf Месяц назад

    Bahut bhala lagila.Heart touching story.

  • @artatranaanugulia4524
    @artatranaanugulia4524 21 день назад

    ବହୁତ ସୁନ୍ଦର ଗୋପ ଟିଏ

  • @malayakumarsadangi9075
    @malayakumarsadangi9075 26 дней назад

    ବହୁତ ସୁନ୍ଦର ହେଇଛି,Heart touch,

  • @surendrakumarmoharana7370
    @surendrakumarmoharana7370 Месяц назад

    କାହାଣୀଟି ଅତି ସୁନ୍ଦର ଏବଂ ମନଛୁଆଁ ହୋଇଛି,ଧନ୍ୟବାଦ। ସୁରେନ୍ଦ୍ର କୁମାର ମହାରଣା,ଜଗତସିଂହପୁର।

  • @prasankumar5679
    @prasankumar5679 11 дней назад

    କାହାଣୀ ଟି ଅତି ସୁନ୍ଦର ପ୍ରସନ୍ନ କୁମାର ନାୟକ ରଣପୁର ନୟାଗଡ

  • @pratapkumarsahoo4265
    @pratapkumarsahoo4265 24 дня назад

    ବାଃ ଖୁବ୍ ସୁନ୍ଦର୍ ହୋଇଛି....

  • @sarojpanda4261
    @sarojpanda4261 24 дня назад

    ବହୁତ ସୁନ୍ଦର କାହାଣୀ ଟିଏ। ହୃଦୟ କୁ ସ୍ପର୍ଶ କଲାଭଳି କେଉଁଠି ଗୋଟେ ସତ କାହାଣୀ ପରି ଲାଗୁଛି।❤ ଆପଣଙ୍କ ଚେଷ୍ଟା ଜାରି ରଖନ୍ତୁ। ଧନ୍ୟବାଦ।

  • @satyasundarpati7406
    @satyasundarpati7406 Месяц назад

    Ate dine eka sundar filling story tie sunibaku mmilila

  • @AbhimanyuPattayat
    @AbhimanyuPattayat 26 дней назад +1

    ଅତି ସୁନ୍ଦର ମୋ ହୃଦୟକୁ ଛୁଇଁଯାଇଛି, ❤🌹, very nice, (ଅଭିମନ୍ୟୁ, ବାଲେଶ୍ୱର,

  • @nageswarchhatria4131
    @nageswarchhatria4131 20 дней назад

    ଅତିସୁନ୍ଦର କାହାଣୀ ଟିଏ, ନାଗେଶ୍ଵର ଛତ୍ରିଆ, ବଲାଙ୍ଗିର.ଚରାଇମରା

  • @dillipbehera3026
    @dillipbehera3026 20 дней назад

    Bahut bahut sundar ❤. Kandhamal ru Dillip.

  • @thabirakumarsabar
    @thabirakumarsabar 23 дня назад

    Ati sundar Thabirakumar sabar,Reng,Nuapada.

  • @abinashmishra4491
    @abinashmishra4491 23 дня назад

    Bahut sundar hoeichi

  • @antafundakalahandiodisha21281
    @antafundakalahandiodisha21281 26 дней назад

    ବହୁତ ସୁନ୍ଦର ଗପ ମନକୁ ଛ୍ହୁଇଜିବ ଷୁନିଲେ l ଅନ୍ତ ମାଝି ଫୁନ୍ଦା ଫରଙ୍ଗ

  • @BichitrakumarParida-e4n
    @BichitrakumarParida-e4n 2 дня назад +1

    Many many thanks to the Collector
    Bichitra Kumar Parida
    Taranjia, jajpur❤

  • @ganeshmahattam8151
    @ganeshmahattam8151 Месяц назад +1

    ବହୁତ ସୁନ୍ଦର

  • @armanexports-q1u
    @armanexports-q1u 21 день назад

    Bahut badhia, salepur, cuttack

  • @nakulcharankhatua3376
    @nakulcharankhatua3376 Месяц назад +1

    ଅତି ସୁନ୍ଦର ମନଛୁଆଁ କାହାଣୀ। ଖୁବ୍ ହୃଦୟସ୍ପର୍ଶି। ଧନ୍ୟବାଦ। ଜୟ ଜଗନ୍ନାଥ 🙏

  • @KrishnaSenapati-m4h
    @KrishnaSenapati-m4h 20 дней назад

    Kahani ti ati mona chhua heichi 🎉🎉❤❤

  • @narayanameher3470
    @narayanameher3470 22 дня назад

    କାହାଣୀ ଟି ବହୁତ ସୁନ୍ଦର ମନ କୁ ଛୁଇଁ ଲା ଭଳି କାହାଣୀ (Narayan meher ବରଗଡ

  • @thabirakumarsabar
    @thabirakumarsabar 23 дня назад

    Bahut sundara ❤❤❤

  • @naradadigal6264
    @naradadigal6264 29 дней назад

    ବହୁତ ଭଲ ଲାଗିଲା ହୃଦଇ ସ୍ପର୍ଶୀ ପ୍ରକୃତ ଘଟଣା ଧନ୍ୟବାଦ ଶୁଭସକାଳ Narada katingia kandhamal

  • @PRAKASHKHATUA-e8r
    @PRAKASHKHATUA-e8r 19 дней назад

    କାହାଣୀ ଟି ଅତି ସୁଦର ହୋଇଛି

  • @anilkumarjena7590
    @anilkumarjena7590 29 дней назад

    ହୃଦୟସ୍ପର୍ଶୀ ଆଉ ମନୋମୁଗ୍ଧକର । ଅତି ଉତ୍ତମ....

  • @binodpatra5409
    @binodpatra5409 Месяц назад

    ଅତିସୁନ୍ଦର କାହାଣି ତୁମରମଙ୍ଗଳ ହେଉ ।

  • @sushilnanda5426
    @sushilnanda5426 27 дней назад

    ବହୁତ ସୁନ୍ଦର କାହାଣୀ। ସତ ଭଳି ଲାଗିଲା। ପାଠ କରିଥିବା ମହିଳାଙ୍କ ପଠନ ଶୈଳୀ ବାନ୍ଧି ରଖିଲା ମନକୁ।

  • @AmrutDash
    @AmrutDash Месяц назад

    ଅତି ସୁନ୍ଦର ଏବଂ ଯୈାତୁକ ଲୋଭୀ ମାନଙ୍କୁ ଏକ ଶିକ୍ଷା ଏବଂ ଶାଶ୍ଵତ ପ୍ରେମର ଏକ ଅଭୂଲା ଅଧ୍ୟାୟ ଅମୃତ ଦାଶ ଗ୍ରାମ ସରସତିଆ ଜିଲ୍ଲା ବାଲେଶ୍ବର

  • @srinibashrout1181
    @srinibashrout1181 Месяц назад

    ଖୁବ୍ ଭଲ ଲାଗିଲା।
    ସାହିତ୍ୟ ହିଁ ସମାଜର ଦର୍ପଣ ସଦୃଶ।
    ଏହି ଦର୍ପଣ କୁ ଦେଖି ଅନେକ ଅହଙ୍କାରୀ
    ପରିବର୍ତ୍ତନ ହୋଇଯାଇ ପାରନ୍ତି।

  • @krupasindhudasdas6744
    @krupasindhudasdas6744 26 дней назад

    ବହୁତ୍ ସୁନ୍ଦର୍ ଲାଗିଲା, କୣପାସିନ୍ଧୁ ଦାସ, କେନ୍ଦୁଝର।

  • @BikartanDash
    @BikartanDash 19 дней назад

    ହୃଦୟପାଇଁ ହୃଦୟ ଜିଣିବା ନିମନ୍ତେ ଏକ ବଳୁଆ ଚିନ୍ତାଧାରା ଦରକାର ।

  • @Sambh-bm1qi
    @Sambh-bm1qi 23 дня назад

    ବହୁତ୍ ସୁନ୍ଦର ଥିଲା ଏ କାହାଣୀ , ଭଦ୍ରକ ରୁ

  • @nibeditasahoo2294
    @nibeditasahoo2294 28 дней назад

    Bahut sundar kahani tie❤

  • @dhamakmahanand280
    @dhamakmahanand280 Месяц назад

    ଅତି ସୁନ୍ଦର ମନଛୁଆଁ କାହାଣୀ, ନୂଆପଡ଼ା ଜିଲ୍ଲା,ଖରିଆର ରୋଡ

  • @lokanathdas5246
    @lokanathdas5246 27 дней назад

    ବହୁତ ସୁନ୍ଦର ଅଟେ।

  • @GhanaranjanDas
    @GhanaranjanDas 16 дней назад

    Bahut.badhia.thanku.gyanaranajan

  • @BhramarSahoo-if6vc
    @BhramarSahoo-if6vc 23 дня назад

    ଅତି ସୁନ୍ଦର ।

  • @TrailokyanathRanabijuli
    @TrailokyanathRanabijuli Месяц назад

    ବହୁତ ସୁନ୍ଦର ବଢିଆ ଭଲ ଲାଗୁଚି ତ୍ରୈଲୋକ୍ୟ ନାଥ ରାଣାବିଜୁଳି. ମଙ୍ଗଳ ପୁର ଖୋର୍ଦ୍ଧା

  • @LaxmanBehera-b3w
    @LaxmanBehera-b3w 6 дней назад

    Bholo lagila story Laxman Behera ,, Baripoda

  • @omofficial7788
    @omofficial7788 23 дня назад

    ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦ ବହୁତ୍ ସୁନ୍ଦର୍ ଗପ

  • @prasnamohanty7404
    @prasnamohanty7404 21 день назад

    Bahut sundarakahani bhala lagila

  • @prafulakumarmishra2509
    @prafulakumarmishra2509 29 дней назад

    ବହୁତ ସୁନ୍ଦର ହେଇଛି। ଆଖିରୁ ଲୁହ ଗଡାଇଲା । ଧନ୍ୟବାଦ୍।

  • @Bauribandhu_Ashamani_Patra
    @Bauribandhu_Ashamani_Patra Месяц назад +1

    .ଏହା ସତ୍ୟ ଯୁଗର ଆୟମାରମ୍ଭ🌹ଧନ୍ୟବାଦ🌹ନରଣଗଡ଼. 🌹

  • @sunitanayakjcb460
    @sunitanayakjcb460 18 дней назад

    ଆନନ୍ଦ ନୟାଗଡ଼ ରୁ❤

  • @PrasantakaranPrasantakumarkara
    @PrasantakaranPrasantakumarkara 2 дня назад

    ❤super lagila

  • @sanjaybidika7640
    @sanjaybidika7640 8 дней назад

    Heart touching video top class

  • @subhalaxmirajguru2939
    @subhalaxmirajguru2939 27 дней назад

    Bahut sunder story samaja re emiti kichi loka nka pain sansara hasuchi

  • @pravat_kabita
    @pravat_kabita 25 дней назад

    କାହାଣୀ ଅତି ସୁନ୍ଦର ହୋଇଛି
    ପ୍ରଭାତ ବେହେରା, ହିନ୍ଦୋଳ, ଢେ଼ଙ୍କାନାଳ

  • @aswinipanda3647
    @aswinipanda3647 Месяц назад +1

    ଅତି ସୁନ୍ଦର କାହାନି ,ଅଶ୍ଵିନୀ କୁମାର ପଣ୍ଡା ବ୍ରାହ୍ମଣୀ ପାଲି ,ଗଜବନ୍ଧ,ରାମପୁର,ସୋନପୁର, ଓଡ଼ିଶା

  • @niranjandas5913
    @niranjandas5913 18 дней назад

    ହୃଦୟ ଭରା ଘଟଣା, ଏହା ଶୁଣିଲେ ଦୁଃଖ ଲାଗୁଛି, ପରିସ୍ଥିତି କୁ, ସାହାଯ୍ୟ କରି ଥିବା ରୁ କିଭଳି ମନେ ରଖି ଛନ୍ତି ଏହା ବଡ ଘଟଣା,

  • @KILASHPANDA-p6z
    @KILASHPANDA-p6z Месяц назад +2

    ବହୁତ ଭଲ ଲାଗିଲା ଏପରି ଅନେକ ଅଣଦେଖା ସମ୍ପର୍କ ବହୁତ ଅଛି କ୍ରୀଦାଶପୁର ନୟାଗଡ