ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର କେତେଦିନ ଶାସନ || How long will Odisha Chief Minister | new odisha cm

Поделиться
HTML-код
  • Опубликовано: 23 июн 2024
  • ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର କେତେଦିନ ଶାସନ ||How long will Odisha Chief Minister ||new odisha cm
    #naveenpatnaik
    #HowlongwillOdishaChiefMinister
    #narendramodi
    #mohanmajhi
    #odishacm
    #newgovernment
    Join this channel to get access to perks:
    / @mahimavastuseva

Комментарии • 217

  • @kailashrana5820
    @kailashrana5820 3 дня назад +11

    ବହୁତ ଗୁଡିଏ ତଥ୍ୟ ସଙ୍ଗ୍ରହ କରିଥିବାରୁ ଧନ୍ୟବାଦ ।କିନ୍ତୁ ଏ ଯେଉଁ ଭବିଷ୍ୟତ କଥା କହୁଛନ୍ତି ,ସେଥିରୁ ନିବୃତ୍ତ ରହିଲେ ଭଲ ।ଆପଣ ନିଜର ଭବିଷ୍ୟତ କଣ ଏବଂ ଅତୀତ କଣ ଥିଲା ଜଣାନ୍ତୁ ।

  • @sunakarpradhan2466
    @sunakarpradhan2466 4 дня назад +26

    ମୁଁ ଜାତିବାଦରୁ ଉର୍ଦ୍ଧରେ ମଣିଷ ଏକ 🎉🎉🎉

  • @gajendranayak3919
    @gajendranayak3919 День назад +2

    ସମସ୍ତଙ୍କ କଥା ଏବଂ ମନ୍ତବ୍ୟ କୁ ମୋର ହାର୍ଦିକ ଶୁଭେଚ୍ଛା. ଧନ୍ୟବାଦ. ଜୟ ଜଗନ୍ନାଥ.

    • @mahimavastuseva
      @mahimavastuseva  23 часа назад

      ଆପଣଙ୍କ କମେଣ୍ଟ କୁ ସାଧୁ ବାଦ

  • @papukabi9781
    @papukabi9781 3 дня назад +5

    ଯାହା ଭାଗ୍ୟରେ ଥିବ ସେଇଆ ହେବ,, ଉପର ଵାଲା ସବୁ ଜାଣିଛନ୍ତି,, ଆଉ ସବୁ ବେକାର କଥା,,,

    • @mahimavastuseva
      @mahimavastuseva  3 дня назад

      ସବୁ ବେକାର କଥା ନୁହେଁ ଯାହା ବୁଝିଛନ୍ତି ତାହାହିଁ ଠିକ୍ ଆମେ ଯାହା କରିବା ଆମରି କର୍ମ ଫଳ ଆମକୁ ଭଗବାନ ଦେବେ ।ଭଗବାନ କିଛି ନିଅନ୍ତି ନାହିଁ କିଛି ଦିଅନ୍ତି ନାହିଁ ଆମ ଫଳ ଆମେ ଭୋଗିବା

  • @nirupamapanda8653
    @nirupamapanda8653 День назад +1

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🌷 ପ୍ରଭୁ ଙ୍କ ଇଚ୍ଛା ଯାହା ତାହାହିଁ ହେଉଛି ହେବ ଆଗକୁ।

  • @rkentertainment3226
    @rkentertainment3226 4 дня назад +4

    ଈର୍ଷା ଲୁ ବ୍ୟକ୍ତି ହିଁ ହଜମ କରି ପାରୁ ନାହାନ୍ତି । ଏଭଳି ଲୋକଙ୍କ byte. ନିଅ ନାହିଁ କି କାନ ଦିଅ ନାହିଁ।

    • @mahimavastuseva
      @mahimavastuseva  4 дня назад

      ନିଜେ ଠିକ୍ ରହିଲେ ସବୁ ଠିକ୍ ପର କଥା ଘର ଭଙ୍ଗା କଥା

  • @Jagannath989
    @Jagannath989 4 дня назад +16

    ଜୟ ଜୟ ଗୁରୁ ମହିମା ଅଲେଖ ଶରଣ

    • @mahimavastuseva
      @mahimavastuseva  4 дня назад +1

      ଶ୍ରୀଗୁରୁ ମହିମା ଅଲେଖ ଶରଣ ଶରଣ

    • @PrasanDash-sz9gu
      @PrasanDash-sz9gu 4 дня назад +1

      ​@@mahimavastuseva😅

  • @KEONJHAR-MSWBABU
    @KEONJHAR-MSWBABU 4 дня назад +23

    ଜୟ ମହିମା 🙏🙏🙏🙏

  • @subhashchandrapadhi7177
    @subhashchandrapadhi7177 2 дня назад +1

    TRUTH,LOVE,
    CLEAN MOTIVE WILL WIN FOR EVER.NOTHING TO SUSPECT

  • @bhupenkumarbehera6237
    @bhupenkumarbehera6237 День назад

    We congratulations and wish to our best honest chief minister Mohan charan majhi Jaya sree Rama Jaya Jagannatha Bande uttakal janani

  • @babunamallick5594
    @babunamallick5594 4 дня назад +15

    ଶ୍ରୀ ଗୁରୁ ମହିମା ଅଲେଖ ଶରଣ , 🙏

    • @mahimavastuseva
      @mahimavastuseva  4 дня назад

      ଅଲେଖ ମହିମା ଶରଣ ଶରଣ ଶରଣ

  • @pravakaramalik2215
    @pravakaramalik2215 4 дня назад +7

    ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବ ପୂର୍ବରୁ ଭବିଷବାଣୀ ପ୍ରଚାର କରିଥିଲେ ଭଲ hoithanta

    • @mahimavastuseva
      @mahimavastuseva  4 дня назад

      ତାହା ତାଙ୍କ ଜାତକ କିମ୍ବା ଜନ୍ମ ସମୟ ମିଳି ଥିଲେ କହି ହୋଇଥାନ୍ତା ଉଚକୁ ଯିବେ ବୋଲି

    • @tankadharmishra1870
      @tankadharmishra1870 2 дня назад +1

      Mahima alekh

    • @mahimavastuseva
      @mahimavastuseva  2 дня назад

      @tankadharmishra1870 ଅଲେଖ ଶରଣ

  • @user-kz7jk6uo2d
    @user-kz7jk6uo2d 4 дня назад +21

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ହୃଦୟ ର ସହିତ ସମର୍ଥନ କରୁଛି, ସେ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସ୍ବାଗତ ଯୋଗ୍ୟ,

    • @mahimavastuseva
      @mahimavastuseva  4 дня назад +1

      ସମର୍ଥନ କରିବା ଉଚିତ୍ ପଦକ୍ଷେପ

    • @satyanarayanamishra365
      @satyanarayanamishra365 3 дня назад +2

      Human lives in best deeds not in years - Great record set by Mr. Nabin patnaik--Amazing for ever

    • @sunitisahoo6122
      @sunitisahoo6122 3 дня назад

      😊

  • @nityanandadharua8594
    @nityanandadharua8594 4 дня назад +3

    Hm abe amara smaya anek atiyachr shi asithilu

  • @nalinikanatmalik3004
    @nalinikanatmalik3004 4 дня назад +12

    ମହିମା ଅଲେଖ ଶରଣ ବାବା 🙏🙏🙏🙏🙏❤️❤️❤️

    • @mahimavastuseva
      @mahimavastuseva  4 дня назад +1

      ମହିମା ଅଲେଖ ଶରଣ ଶରଣ ଶରଣ

  • @rushinayak5830
    @rushinayak5830 4 дня назад +6

    ମହିମା ଅଲେଖ ବାବା ଆଗରୁ କେଉଁଠି ଥିଲା? Like share କଥା କରୁଚ।

  • @krushnajani3224
    @krushnajani3224 4 дня назад +5

    ଅଲେକ ମହିମା ସରଣମ୍ ❤

  • @ramanikantamishra783
    @ramanikantamishra783 2 дня назад +1

    Please direct indicated the how long he will be continued as chiefminister not to report any faltu news

  • @apartimoharana2763
    @apartimoharana2763 4 дня назад +12

    ମହିମା ଅଲେଖ ଶରଣ 🙏🙏🙏

  • @purusottamsahoo5938
    @purusottamsahoo5938 День назад

    ❤ALEkhaMahima,,🎉joyguru Mohan jink samayHowmuch..?

  • @Brajarajmadala
    @Brajarajmadala 3 дня назад +2

    ଫାଲତୁ ସମୟ ନଷ୍ଟ

  • @user-sw6jg4yp7u
    @user-sw6jg4yp7u 17 часов назад +1

    Kichhi loka adibasi cm nku sahiparunahanti mohon majhi Jane bhala loka

    • @mahimavastuseva
      @mahimavastuseva  12 часов назад

      ଖାଲି ଭଲ ନୁହେଁ ଅତି ଭଲ ଲୋକ ।ଏହି ଜଣେ ହେତୁ ବାଦି କହିଛି ଖରାପ ବୋଲି ସେ ବାବୁ ଜାଣିବା ଦରକାର ଦସ୍ୟୁ ରତ୍ନାକର ପୁଣି ବାଲ୍ମୀକି ହୋଇଥିଲେ ।କାହାରିକୁ ଛୋଟ ଭାବିବା ଦରକାର ନାହିଁ ।ସମସ୍ତଙ୍କ ଦେହରେ ଖରାପ ଥିଲେବି ଭଲ ଗୁଣ ଅଛି
      ମହିମା ଅଲେଖ ଶରଣ ଶରଣ ଶରଣ

  • @gobindnayak7219
    @gobindnayak7219 4 дня назад +2

    Jay Guru Saranam.🌹🌹🙏

  • @AmitSingh-cf4jj
    @AmitSingh-cf4jj 4 дня назад +3

    ଜୟ ଗୁରୁ ମହିମା ଅଲେଖ ଶରଣ🙏🙏🙏

  • @pranatisamantaray144
    @pranatisamantaray144 4 дня назад +4

    Only 2months

  • @Foodrecipes054
    @Foodrecipes054 4 дня назад +2

    Guru mahima alekha nku koti koti pranam Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

    • @mahimavastuseva
      @mahimavastuseva  4 дня назад

      ମହିମା ଅଲେଖ ଶରଣ ଶରଣ ଶରଣ

  • @girijaprasadmohanty4977
    @girijaprasadmohanty4977 4 дня назад +7

    ୟେ ଜଣେ ବାହାରିଲେ ଠକ

  • @dambarubehera3149
    @dambarubehera3149 3 дня назад +1

    ଅସମ୍ଭବ ନିଜ ରକ୍ଷଣ ପରକୁ rakhibure❤️ଧନ

  • @sagarmurmu2261
    @sagarmurmu2261 4 дня назад +3

    Adibasi Kan desa seba kariparibani kebala bada badia manehi seba Kari paribe Khali jaluchanti

  • @bkdikshit4912
    @bkdikshit4912 3 дня назад +1

    Baba kan dui thara Nabakrushna Chowdhury CM hele boli kahile !

    • @mahimavastuseva
      @mahimavastuseva  3 дня назад

      ଦୁଇ ଦୁଇ ଥର କେତେ ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏକା ନବକୃଷ୍ଣ ଚୌଧୁରୀ ନୁହନ୍ତି

  • @sureshchandrabhoi5409
    @sureshchandrabhoi5409 4 дня назад +7

    Mohan Majhi is the Chief minister of Keonjhar, not ODISHA.

    • @mahimavastuseva
      @mahimavastuseva  4 дня назад +3

      କେଉଁଝର କେବେ ରାଜ୍ୟ ହେଲା ଜଣାଇବେ

    • @sailajamohanty2889
      @sailajamohanty2889 4 дня назад +1

      Modi aasi kahithile ba

    • @mahimavastuseva
      @mahimavastuseva  4 дня назад

      ଯିଏ ଜିଲ୍ଲାର ରାଜଧାନୀ ଖୋଜୁଛନ୍ତି ତାଙ୍କ ପରି ମୂର୍ଖ କେହି ନାହାନ୍ତି
      କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ ଥିଲେ ।
      ସେ ଅଜ୍ଞାନୀ ନୁହନ୍ତି
      ମୋଦି କହିଥିବେ

    • @sailajamohanty2889
      @sailajamohanty2889 4 дня назад +2

      @@mahimavastuseva tama mukhyamantri abe TV heichanti.remote modi.kain se sukhila gapa

  • @DibakarPrusty-rb7ry
    @DibakarPrusty-rb7ry 4 дня назад +4

    ସେହି ସେହି ତାରିଖ ମାସ ମସିହାରେ ଅନ୍ୟ କେହି ବୋଧେ ଜନ୍ମ ହୋଇ ନଥିଲେ

    • @mahimavastuseva
      @mahimavastuseva  4 дня назад +1

      ନିଶ୍ଚିନ୍ତ ଜନ୍ମ ହୋଇଥିବେ କିନ୍ତୁ ଲଗ୍ନ ର ଫଳ ଅଲଗା ହେବ ।ରାଜା ରଜକ ମନ୍ତ୍ରୀ ପୁଅ ମାନେ ରଜ ଯୋଗ ଭୋଗିବେ ମନ୍ତ୍ରୀ ପୁଅ ପାଟ ମନ୍ତ୍ରୀ ହେବ ରଜକ ପୁଅ ରାଜା ଘର ରଜକ ହେବ ସମସ୍ତେ ଉଚ୍ଚ ରେ ରହିବେ

    • @DibakarPrusty-rb7ry
      @DibakarPrusty-rb7ry 4 дня назад

      @@mahimavastuseva ତା ହେଲେ କହି ପାରିବେକି 9/11/1970 ଭୋର୍ 3=15 ମିନିଟ ରେ ମୋର ଜନ୍ମ ସମସ୍ତ ଭଲ ଯୋଗ ଥାଇ ମୁଁ କାହିଁକି ଏତେ କଷ୍ଟ ଭୋଗୁଛି

    • @chunuramhansdah2525
      @chunuramhansdah2525 3 дня назад

      Khali gandi tankoro joluchhi

  • @padmabatidash6115
    @padmabatidash6115 4 дня назад +1

    .odissa.re.jete.muukyamantri.thile.sabutharu.besidin.25.barsa.naveen.patnayek.kahinki.bahut.bhla.sabudina.rahile.bi.kam

    • @mahimavastuseva
      @mahimavastuseva  4 дня назад

      ଆପଣଙ୍କ ମତାମତ ସ୍ବାଗତ ଯୋଗ୍ୟ କେବେ କମରେ ନଥିଲେ କି ନାହାନ୍ତି

  • @Kamalakanta37
    @Kamalakanta37 3 дня назад +3

    ମହୋନ ମାଝିଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ଓଡ଼ିଶାବାସୀଙ୍କର ଇଛା ନଥିଲା | ତାଙ୍କୁ ନିଜର ସ୍ୱାର୍ଥ ହାସଲ କରିବାପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ମନ୍ତ୍ରୀ କରିଛନ୍ତି ।

    • @mahimavastuseva
      @mahimavastuseva  3 дня назад

      ଏହା ଠିକ୍ ହୋଇପାରେ ନଚେତ୍ କେତେ କେତେ ଟାଣୁଆ ନେତା ଥାଇ ଏ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ କିପରି ।ତାଙ୍କର ଗ୍ରହ ଚକ୍ର କହିଛି ହେବ କିନ୍ତୁ ବହୁ ଯନ୍ତ୍ରଣା

  • @sripatisahoo1052
    @sripatisahoo1052 4 дня назад +1

    Guru bramha mahima alekha saran

    • @mahimavastuseva
      @mahimavastuseva  4 дня назад

      ମହିମା ଅଲେଖ ଶରଣ ଶରଣ ଶରଣ

  • @jagadishchandradas3589
    @jagadishchandradas3589 4 дня назад +1

    ତମେ କହିବାକୁ କଣ ଆରମ୍ଭ କରି ଥିଲ କୋଉଠି ସରିଲା ଏ ମୁଖ୍ୟ ମନ୍ତ୍ରୀ ଙ୍କ କାର୍ଯ କାଳ କେତ ବର୍ଷ କିନ୍ତୁ ସେକଥା ନ କହି ୟାଡୁ ସ୍ୟାଦୁ ପୁଲିଏ ଗପିଲେ

    • @mahimavastuseva
      @mahimavastuseva  4 дня назад

      ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ବିଷୟରେ କହିଛି ସମୟ ଆସିଲେ ପୁଣି ଆଲୋଚନା କରିବା ପ୍ରାୟତ ୨୦୨୬ ଶେଷ ବେଳକୁ

    • @mahimavastuseva
      @mahimavastuseva  4 дня назад

      କହିବାର ଥିଲା ମୁଖ୍ୟ ମନ୍ତ୍ରୀଙ୍କ ଶାସନ କାଳ କେତେ ୧୯୪୬ ଠାରୁ ଆରମ୍ଭ କଲି ୧୯ ମୁଖ୍ୟମନ୍ତ୍ରୀଙ୍କ ଶାସନ କେତେ ଦିନ ଥିଲା

  • @bibhutibhusanmajhi7091
    @bibhutibhusanmajhi7091 День назад

    Topic gote, alochana alaga.

  • @debanandasahu8249
    @debanandasahu8249 3 дня назад +1

    ମୋହନ ମାଝି କେତେ ଦିନ ଶାସନ କରିବେ କହିଲେ ନାହିଁ

  • @narendrarout3552
    @narendrarout3552 3 дня назад +1

    Manhima gosei ka nana nei ebhali udvat Katha kahi mahnima alekhanka namare kalanka na lagaibaku binamra nibedana.Alekha sarana.

    • @mahimavastuseva
      @mahimavastuseva  3 дня назад

      ଆପଣ ଦୟାକରି କହିବେ କେଉଁଟା ଉଦ୍ଧ୍ ତ କଥା ହେଲା ମୁ ଆପଣଙ୍କୁ ଓ ମହିମା ସ୍ବାମୀଙ୍କ ସମ୍ମାନରେ ଆଞ୍ଚ ଆଣିବାକୁ ଦେବିଁ ନାହିଁ

  • @akhilasethy8234
    @akhilasethy8234 День назад

    ଭଣ୍ଡବାବାର ସିନିମା ଦେଖା ଏମାନେ ଭବିଷ ବାଣୀ ତଳ ଆଡୁ କହିବେ

  • @user-od7qi9jb5r
    @user-od7qi9jb5r 3 дня назад

    Agharu kothe thila

  • @niranjanmaharana368
    @niranjanmaharana368 4 дня назад +3

    Mahima alekh saranam.. 🙏🙏🙏🙏🙏

    • @mahimavastuseva
      @mahimavastuseva  4 дня назад

      ମହିମା ଅଲେଖ ଶରଣ ଶରଣ ଶରଣ

  • @MangalMurmu-gt4wb
    @MangalMurmu-gt4wb 4 дня назад +1

    Guru alekkha mahima rakha

  • @vlogdisbilitybapunu
    @vlogdisbilitybapunu 4 дня назад +2

    Ld ବହୁତ ଭଲ ଲାଗିଲା

  • @Bramhajyoti
    @Bramhajyoti 4 дня назад +2

    ।।ଓଁ।।
    ।। ଜୟ ଜଗନ୍ନାଥ।।
    ଆପଣଙ୍କ ଏଇ କଥାଟିକୁ ବହୁତ୍ ବହୁତ୍ ସାଧୁବାଦ୍। ମାତ୍ର ଆପଣ ମୁଖ୍ୟମନ୍ତ୍ରୀ ଙ୍କ ଶାସନ ର ସମୟ ସୀମା କଥା କହିବେ ବୋଲି ଲେଖିଛନ୍ତି। ଯେଉଁଟା। ଉଖ୍ୟ ଲେଖା ଅଛି। ସେଇଟି ନୀରବ ରହିଲା !!!!!
    ଦୟା କରି ଯାଉ ବିଷବସ୍ତୁକୁ କହିବେ ସେଇ ବିଷବସ୍ତୁକୁ ଶିରୋନାମା ମଣ୍ଡନ କରି ଛାଡ଼ନ୍ତୁ।
    ଆପଣଙ୍କ ଗବେଷଣା କୁ ଧନ୍ୟବାଦ୍।
    ।। ଜୟ ଜଗନ୍ନାଥ।।

    • @mahimavastuseva
      @mahimavastuseva  4 дня назад +1

      ମହିମା ଅଲେଖ ଶରଣ ।ମୁଖ୍ୟ ମନ୍ତ୍ରୀ କେତେ ଦିନ ଶାସନ କଲେ କୁହା ଯାଇଛି

    • @BipinhardwarePaints
      @BipinhardwarePaints 4 дня назад +1

      ଠକ ଭଣ୍ଡ

    • @mahimavastuseva
      @mahimavastuseva  4 дня назад +1

      @BipinhardwarePaints ଧନ୍ୟ ବାଦ

    • @khymanandadas
      @khymanandadas 4 дня назад

      घमंड साधुनेहि‌। पिछले वतछोड दै

    • @TaniTanveerTribal
      @TaniTanveerTribal 4 дня назад +1

      ବୁଲେଇ ବଙ୍କେଇ kahile କିନ୍ତୁ mohan sir କେତେ ବର୍ଷ ରହିବେ କହିଲେ ନାହିଁ।।

  • @user-ps1yw4rt9r
    @user-ps1yw4rt9r 3 дня назад

    Mor name anusare rasi kuhantu please

  • @JyotsnaraniSamal-sy1qk
    @JyotsnaraniSamal-sy1qk 4 дня назад +1

    Nandine satpathi kuade gale

    • @mahimavastuseva
      @mahimavastuseva  4 дня назад

      ଆପଣ ବୋଧେ ଶୁଣି ନାହାଁନ୍ତି ।ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଦୁଇଥର ହୋଇଛନ୍ତି ।

  • @dambarubehera3149
    @dambarubehera3149 3 дня назад +2

    ଢୋଂଗି ସାଧୁ

  • @ChaturbhujaDeheri-sz4fw
    @ChaturbhujaDeheri-sz4fw 4 дня назад +1

    Mor rashi kuhantusar nam chaturbhuja

    • @mahimavastuseva
      @mahimavastuseva  4 дня назад

      Nam rasi min heb puni mes ମଧ୍ୟ ହେବ

  • @dambarubehera3149
    @dambarubehera3149 3 дня назад +1

    ଯେ ତୁ କଣ କହିବାକୁ ଚାହୁଁଚୁ ସେଇଟା କହ

    • @mahimavastuseva
      @mahimavastuseva  3 дня назад

      ଅଲଗା କିଛି କୁହନ୍ତୁ ଅଭଳି ଭାଷା ତ ତମର ଚିରା ଚରିତ

  • @khajurisingh2398
    @khajurisingh2398 3 дня назад

    ମାଘଳ କାଇ lokha ତଥା ବିକ୍ଷା news ଚାନେଲ

  • @KherwalHansdahBakhul
    @KherwalHansdahBakhul 4 дня назад +5

    ମହିମା ବାସ୍ତୁ ହିସାବରେ କହନ୍ତୁ ମୋହନ ଚରଣ ମାଝୀ କେତେ ଦିନ ଶାସନ କରିବେ କେଉଁ ରାଶି ଅଟେ

    • @mahimavastuseva
      @mahimavastuseva  4 дня назад

      ଜନ୍ମ ତାରିଖ ଅନୁଯାୟୀ ସିଂହ ରାଶି
      କିନ୍ତୁସମୟ ନେଇ ଲଗ୍ନ ହେବ ଲଗ୍ନ ନ ହେଲେ ସମ୍ପୂର୍ଣ ସଠିକ୍ ବାଣୀ କହି ହେବ ନାହିଁ

    • @KherwalHansdahBakhul
      @KherwalHansdahBakhul 4 дня назад +1

      Dp change karantu emiti to samastu Jana 5 barsa

  • @user-ph6pd5jj2t
    @user-ph6pd5jj2t 4 дня назад +1

    Mahima alekh saranam

  • @ashokdash3149
    @ashokdash3149 4 дня назад +1

    Swagatam mahimababa

  • @soumyakishorebarik6605
    @soumyakishorebarik6605 4 дня назад +2

    🙏🙏🙏

  • @manjopaikraymanjo4824
    @manjopaikraymanjo4824 4 дня назад +6

    ଭଲଶିଖିବାକୁମିଳିଲା ବାବା ଆଗକୁ ଚାଲ

  • @BasantKumarMishra-ik8tb
    @BasantKumarMishra-ik8tb 2 дня назад

    Apananka ଗଣନା ଅନୁଯାୟୀ ନୂଆ ମୁଖ୍ୟ ମନ୍ତ୍ରୀ କେତେଦିନ ଶାସନ ରେ ରହିବେ।ତେବେ ଆପଣଙ୍କର ଗଣନା ସମ୍ପର୍କରେ ଓଡ଼ିଶା ବାସୀ ଜାଣି ପାରିବେ।

    • @mahimavastuseva
      @mahimavastuseva  2 дня назад

      ଅଳ୍ପ ଦିନ ପରେ ଦିଆଯିବ ।ପୂର୍ବରୁ ମଧ୍ୟ ଆଭାସ ଦିଆ ଯାଇଛି

  • @sadanandapadhan7580
    @sadanandapadhan7580 4 дня назад +1

    Adivasi Desh ku lootanti nahi .

    • @mahimavastuseva
      @mahimavastuseva  4 дня назад

      କିଏ କହିଲା ଲୁଟନ୍ତି
      ସେମାନେ ସଚ୍ଚୋଟ

  • @indianeducation3402
    @indianeducation3402 3 дня назад +3

    କେତେଦିନ ନୂଆ ମୁଖ୍ୟମନ୍ତ୍ରୀ କହିଲ ନାହିଁ।ଭଣ୍ଡ ଜ୍ୟୋତିଷ

  • @Himansumajhi-qy3xc
    @Himansumajhi-qy3xc День назад

    50 eyar sasanakariba tume ji a jahakahile bi sasanakariba eta mo gerenti

  • @BinayaMohanty-yq3zb
    @BinayaMohanty-yq3zb 2 дня назад

    ଏ ସିମ ଓଡିଶା ପାଁଇ ଫିଟ ନୁହେଁ ଖୁବ କମ ଦିନ ରହିବେ ଇଡ଼ିଶା ରେ

  • @SurprisedBackpacker-sd6lg
    @SurprisedBackpacker-sd6lg 4 дня назад +5

    Jay Sri Ram

  • @ashwininayak3285
    @ashwininayak3285 4 дня назад +4

    Max 1 year.

  • @mr.subratodiachannel8084
    @mr.subratodiachannel8084 4 дня назад +2

    Eita ta sabihe janichan tui kana kahuchu

  • @user-rb5qd1wp5y
    @user-rb5qd1wp5y 3 дня назад +1

    Jati ki nadekhi kaam ku dekha bakwaas karanahi

    • @mahimavastuseva
      @mahimavastuseva  3 дня назад

      ଆପଣ ଜାତି ଦେଖନ୍ତୁ ନାହିଁ । ମଣିଷର ବ୍ୟବହାର ଦେଖନ୍ତୁ

  • @TarakprasanTripathy
    @TarakprasanTripathy 3 дня назад +1

    ତୁମେ ଭଣ୍ଡ ବାବା. ବାସ୍ତୁ ଆଉ ଜ୍ୟୋତିଷ କାମ କରିବା ମହିମା ଧର୍ମ ରେ ଅଛି କି? ରୋଜଗାର ପାଇଁ ସବୁ କରୁଛ ଗୁରୁ ଦ୍ରୋହୀ

    • @mahimavastuseva
      @mahimavastuseva  3 дня назад

      ଅବୁଝା କୁ ବୁଝିବ କିଏ ? ମୁଁ ଅବୁଝା

  • @user-yr1hq5ei7d
    @user-yr1hq5ei7d 4 дня назад +1

    A. Baba. Jita. Kichi. Janine.

  • @NiranjanSagar-dd6bo
    @NiranjanSagar-dd6bo 4 дня назад +2

    Ama.mukhyamantri.bhala.sasan.karibe.boli.mora.biswas.achhi

    • @mahimavastuseva
      @mahimavastuseva  4 дня назад

      ୧୯ ପରେ ୨୦ ମୁଖ୍ୟମନ୍ତ୍ରୀ ବହୁତ୍ ଭଲ କିନ୍ତୁ ଦଳ କଣ ରଖିବ କି ? ଗୋଡ ଟାଣି ଧରିବେ କାରଣ ତାଙ୍କ ଗୁମର ବାହାରିଯିବ ।ସିଂହ ରାଶି ଛାଡ଼ିବେ ନାହିଁ କି ଭୟ କରିବେ ନାହିଁ ।

  • @saubhagyabiswal4401
    @saubhagyabiswal4401 4 дня назад +1

    Jay. Jaganath.prabhunkara.echha.

  • @chunuramhansdah2525
    @chunuramhansdah2525 3 дня назад +1

    Hirla marangburu M .C Majhi jitkar

    • @mahimavastuseva
      @mahimavastuseva  3 дня назад

      କିଛି ଜଣା ପଡ଼ିଲା ନାହିଁ

  • @sibasibanandabehera
    @sibasibanandabehera 3 дня назад +1

    Jay guru mahima 🙏🙏🙏

    • @mahimavastuseva
      @mahimavastuseva  3 дня назад

      ମହିମା ଅଲେଖ ଶରଣ ଶରଣ ଶରଣ

  • @PSV_GAMERZ_77
    @PSV_GAMERZ_77 4 дня назад +1

    Sate kie

  • @AlineOp
    @AlineOp 4 дня назад +1

    ମହିମା ଧର୍ମରେ ଏସବୁକୁ ବିଶ୍ଵାସ କରା ଯାଏନା ଆପଣ ମିଛ ପ୍ରଚାର କରୁଛନ୍ତି

    • @mahimavastuseva
      @mahimavastuseva  4 дня назад

      କଣ କିଛି ଭୁଲ ହେଲା କି? ରାଜ୍ୟର ରାଜାକୁ ମାନନ୍ତି ନାହିଁ

    • @mahimavastuseva
      @mahimavastuseva  4 дня назад

      ଆମ ଓଡ଼ିଶାରେ କିଏ ମୁଖ୍ୟମନ୍ତ୍ରୀ ଥିଲେ କହିବା କୁ କିଏ ବିରୋଧ କରିଥିଲେ ? ଏହା ଆମ ପିଲା ମନାନଙ୍କର ଜାଣିବା ଅନୁଚିତ୍ ? କିଏ କେଉଁ ତାରିଖ ଠାରୁ କେଉଁ ତାରିଖ ପର୍ଯ୍ୟନ୍ତ ଶାସନ କଲେ ତାହା ଜାଣିବା ଜଣାଇବା କଣ ଭୁଲ ?

  • @Subash_Murmu
    @Subash_Murmu 4 дня назад +60

    କାହାର ଇଛା ହିଁ ନଥିଲା ଜଣେ ମାଂଝି ଲୋକ ମୁଖ୍ୟ ମନ୍ତ୍ରୀ ହେଉ ବୋଲି |କିନ୍ତୁ ଆମେ ମାଂଝି ସାନ୍ତାଳ ସବୁ କରିପାରିବା |

    • @mahimavastuseva
      @mahimavastuseva  4 дня назад +25

      ମାଝୀ ସାନ୍ତାଳ କଣ ମନୁଷ୍ୟ ନୁହନ୍ତି ସେମାନେ କଣ ଭଗବାନଙ୍କ ସୃଷ୍ଟିରେ ନାହାନ୍ତି ? କିନ୍ତୁ ମୁଖୟମନ୍ତ୍ରୀଙ୍କ ସମ୍ମାନ ବଞ୍ଚିରହିବାକୁ ଦେବା ଆମର କର୍ତ୍ତବ୍ୟ

    • @krushnajani3224
      @krushnajani3224 4 дня назад +12

      ସନ୍ଥ କବି ଭିମଭୋଈ ବି କନ୍ଧ ପରିବାର ରୁ ଆସି ଦୁନିଆଁ କୁ ଈଶ୍ୱରଙ୍କ ଅସ୍ତିତ୍ବ ଉପରେ ମହିମା ଧର୍ମ ଗ୍ରନ୍ଥ ମାନ ରଚନା କରି ଯାଇଛନ୍ତି, ଏହା ମଧ୍ୟ ଅନେକ ଲୋକଙ୍କୁ ଗ୍ରହଣ ଯୋଗ୍ୟ ନଥିଲା। ବ୍ୟକ୍ତିଙ୍କ ପାଖରେ ମାନବିକତା ଓ ଭାଇଚାରା ମହଜୁଦ ଥିବା ଆବଶ୍ୟକ

    • @priyabratamallik3277
      @priyabratamallik3277 4 дня назад +4

      Are vai semiti vabani ame semiti vabinu jia vi hau vala sasana karu sia st sc ki general jia kehi hau seba vala kariba darkar 9:08

    • @anojdhir2889
      @anojdhir2889 4 дня назад +3

      System ku Jodi thik rokhibe majhi babu... asubidha kichhi nahin.. system bhul kole adua

    • @naraharisahoo4484
      @naraharisahoo4484 4 дня назад +2

      Jayajagannatha..

  • @RajendraRajendra-di4uk
    @RajendraRajendra-di4uk 3 дня назад

    Hedere,babu,sanidasa,,,,,sambhali,thhana,,,mulujibu,,2024,,,padabacadak,,ramram,dakbu,,,,,,ra,,ra,galegala

  • @ManaranjanjenaManaranjan-di8rs
    @ManaranjanjenaManaranjan-di8rs 4 дня назад +1

    K G N RAM G U P I will I love

  • @ashokdash1421
    @ashokdash1421 4 дня назад +1

    Now Mohan Sarakar is the best Govt

  • @bijaykumarsamal2185
    @bijaykumarsamal2185 3 дня назад +1

    Great

    • @mahimavastuseva
      @mahimavastuseva  3 дня назад

      ମହିମା ଅଲେଖ ଶରଣ ଶରଣ ଶରଣ

  • @santoshkumarmohapatra78
    @santoshkumarmohapatra78 4 дня назад +1

    ମହିମା ଗୋସାଇଁ ଜ୍ୟୋତିଷ ବିଦ୍ୟାରେ ତଥା କୌଣସି କର୍ମକାଣ୍ଡ ରେ ବିଶ୍ୱାସ କରୁ ନ ଥିଲେ, ତାଙ୍କ ନାଁ ରେ ଅତି କମ୍ ରେ ଏ ଭାଣ୍ଡାମି କର ନାହିଁ

    • @mahimavastuseva
      @mahimavastuseva  4 дня назад

      ମହିମା ଧର୍ମରେ ଏହା ନାହିଁ ସତ କିନ୍ତୁ କାହିଁକି ନାହିଁ ? କାରଣ ମୁ କହିଛି ଭଣ୍ଡମି କରି ବହୁ ଯୋତିଷ ନିରୀହ ଜନତାଙ୍କୁ ଠକୁ ଥିଲେ ଆଉ ପ୍ରକୃତ ଠାକୁରଙ୍କୁ ଛାଡ଼ି କାଠ ପଥର ପୂଜା କରି ପରିବାର ପୋଶୁଥିଲେ ଏଣୁ ଏହାକୁ ବିରୋଧ କରୁଥିଲେ ।

  • @kartiktadingi118
    @kartiktadingi118 4 дня назад +1

    Sri Guru Mahima alekha

  • @narayandalai8414
    @narayandalai8414 4 дня назад +1

    ଆପଣ ମହା ଜ୍ଞାନୀ

    • @mahimavastuseva
      @mahimavastuseva  4 дня назад

      ମ ହା ଜ୍ଞାନୀ କେବଳ ଜଣେ ଥିଲେ
      କାଳିଦାସ

  • @pradeepkumaragrawalla8696
    @pradeepkumaragrawalla8696 3 дня назад +1

    ଇଏ ଗୋଟିଏ ଚୋର ଭଣ୍ଡ ବାବା ଭଣ୍ଡାମୀ କରିବାରେ ଧୁରନ୍ଧର ବିଜେଡି ପାଟି ର ଗୋଟେ ଚମଚା. ସେଥିପାଇଁ ମୋହନ ମାଝୀ କୁଂ ଭ୍ରମ କରୁଚି କିଛି ହେବନାହିଁ ସରକାର ପାଞ୍ଚ ବର୍ଷ ସୁରୁଖୁରୁରେ ଜନତାଙ୍କ ସେବାକରୀବ ଆଗକୁ ଚାଲିବ ମାଡି ଚାଲିବ ଏଥିରେ ତିଳେମାତ୍ର ସନ୍ଦେହନାହିଁ.

    • @mahimavastuseva
      @mahimavastuseva  3 дня назад

      ମୋହନ ମାଝି ଆମର ମୁଖ୍ୟ ମନ୍ତ୍ରୀ। ତାଙ୍କୁ ଭ୍ରମିତ୍ ଆପଣ ମାନେ କରୁଛନ୍ତି. ,ସେ କିନ୍ତୁ ଭ୍ରମି ତ ହେବ ବ୍ୟକ୍ତି ନୁହନ୍ତି ।ଶାନ୍ତ ସରଳ ପରିବାରରୁ ଆସିଛନ୍ତି ସିଂହ ପରି ଲଢ଼ିବେ ।

  • @dwarikanathsutar9583
    @dwarikanathsutar9583 4 дня назад +1

    He will rule over orissa for ever right is might no right no sit take care your work and words

  • @iswarchandranaik
    @iswarchandranaik 4 дня назад +1

    I ❤ adivasi, alekha Mahima saranom

  • @user-hr2jg3jm3i
    @user-hr2jg3jm3i 3 дня назад

    Baba e sabu Apana ghosiki karibe kan ? Ki faltu katha basi gapuchhanti .

  • @manojakumarsamal1575
    @manojakumarsamal1575 4 дня назад +1

    Mahima alekha saranam

  • @rohitinformation6260
    @rohitinformation6260 3 дня назад

    Au karena au

  • @enjoyfast1234
    @enjoyfast1234 3 дня назад +1

    Faltu katha

  • @krishnaengineersconsultant1751
    @krishnaengineersconsultant1751 2 дня назад

    ବେକାର କଥା

  • @padmanavsahoo8432
    @padmanavsahoo8432 3 дня назад

    ଭାଣ୍ଡାମି କୋଉଠିକାର

  • @nandlalnaik821
    @nandlalnaik821 2 дня назад

    Nabin cm thila bele kichi vhabisyabani hela nahi abe vhabisyabani hauchhi

  • @AntaryamiSutar-ns8pp
    @AntaryamiSutar-ns8pp 3 дня назад

    Guru.manhima.alekha saran.chifminister.mohan sirnaku.m9 hrudaru.verry.countrulation

  • @surekhasahu9454
    @surekhasahu9454 4 дня назад +1

    Jay Alekhmahima

  • @upendrabarik7157
    @upendrabarik7157 4 дня назад +1

    Bekar

    • @mahimavastuseva
      @mahimavastuseva  4 дня назад

      ଆଜି ବିଷୟ ଆମ ପିଲାମାନେ ଜାଣିପାରିବେ ଆମର କିଏ ମୁଖ୍ୟମନ୍ତ୍ରୀ ଥିଲେ

  • @dulalmayaproduction3916
    @dulalmayaproduction3916 4 дня назад

    mohan charan majhi ro rajastoh kal kete

  • @suryanandasoren6659
    @suryanandasoren6659 4 дня назад +2

    Bekar katha

  • @smitapradhanAsmitapradhan
    @smitapradhanAsmitapradhan 3 дня назад

    Jay BJP

  • @banamalihansdah8463
    @banamalihansdah8463 3 дня назад

    Faltu bogwas 😂😂😂😂

  • @arjunmohanoram9928
    @arjunmohanoram9928 3 дня назад

    ଠକ ବାବା ଟିକେ ଆଗରୁ ତୁମ ଭାଷଣ ଦେବା କଥା

  • @ajitkumarmurmu3266
    @ajitkumarmurmu3266 3 дня назад

    Faltu video