ମୋହନଙ୍କ ବିରୁଦ୍ଧରେ ବିଜେଡିର FIR ! mohan majhi | shankar mada | khati

Поделиться
HTML-код
  • Опубликовано: 23 июн 2024
  • ମୋହନଙ୍କ ବିରୁଦ୍ଧରେ ବିଜେଡିର FIR ! mohan majhi | shankar mada | khati
    #bjd #odisha #mohanmajhi #bjp #laxmibus #naveenpatnaik #vkpandian #yoga #yogaday #shankaromsharan #shankarmada #odianews #khati

Комментарии • 1,2 тыс.

  • @anantakumarhembram6979
    @anantakumarhembram6979 6 дней назад +206

    ମୋହନ ମଝିକୁ ଏତିକି ଜଣା ନାହିଁ ଖଣି ଚୋର ଭିତରୁ ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ମୋଦୀ ଶାହା ର ଖାସ ଲୋକ ଅଛନ୍ତି, ତାଙ୍କୁ ଧରିବେ କୁଆଡେ ନିଜ ଚୌକି ଯିବ

    • @santilatapanda1386
      @santilatapanda1386 6 дней назад +11

      TATA company ra chakiri karei debi boli tanka khaichhi Pradeep panigrahi

    • @sukudevmajhi345
      @sukudevmajhi345 6 дней назад +3

      Right nobin haribata emangku hojomo heuni 😂😂😂

    • @user-uh9my3zd8b
      @user-uh9my3zd8b 5 дней назад

      tuhito janichu chodipua kukur

    • @shrutik3473
      @shrutik3473 5 дней назад

      Dilip Ray ku arrest kariparibe ki, kehi janaku kariki dekhantu aage. Suniba ku miluchi aaga apekhya double engine re mines re chori karibaku subidha heba aebe besi. Dilip ray nku ticket deidele tanka neiki Delhi re jebe kahile durniti ku virodh karuchu aaoo durniti grashta loka nku dakiki ticket dauchanti. Jual oram nka mines sahita sampark kana samastanku jana, aaoo list dekhile aahuri naama semane janichanti. Mines re shah babu nije bag neiki tanka aanichanti aeimanak thu, se jharkhand hau ki odisha.

    • @ajitkumarmaharana9275
      @ajitkumarmaharana9275 5 дней назад

      Tama mananka katharu jaha Jana jae odisharu keunjhar ku alaga karideba uchit

  • @ashokkumardas6003
    @ashokkumardas6003 6 дней назад +226

    ଏତେ ସବୁ କଥା ଭାଇ ତୁମେ କହିଲ ଗୋଟେ କଥା ମୁଁ ମାନିଲି BJP ଯାହା କହେ ତାହା କରେ ନାହିଁ, 👍 right

    • @worldmoviesstar2.0
      @worldmoviesstar2.0 6 дней назад

      Bjd bholo kore gunda raj au khani mafia durniti , sadharono garibo loko nku lut kariba hairan koriba etyadi etc😂😂😂

    • @GingiBadra-yk4fj
      @GingiBadra-yk4fj 5 дней назад +2

      ଆରେ ମା ଘିଆ ଆଉ କଣ ତୋ ବାପ

    • @ashokkumardas6003
      @ashokkumardas6003 5 дней назад

      @@GingiBadra-yk4fj ତୁ ଶଳା ପକ୍କା ମାଘିଆ ଛୋଡ଼ି ହେଉଛି

    • @ranjufoodzone6590
      @ranjufoodzone6590 5 дней назад

      କିଏ କରିଚି କି....
      ଜାତି nadigosh ଚଳିବ ଭାଇ......
      ସ୍ୱାର୍ଥ ଆଗ ହେବ ସବୁ ବେଳ.....

    • @lover_boy_s_kumar3523
      @lover_boy_s_kumar3523 5 дней назад

      Right

  • @sukantakumarsamantraya3988
    @sukantakumarsamantraya3988 5 дней назад +8

    ଭାଇ ଆଜିପଯ୍ୟନ୍ତ କୋଉଠି ଥିଲ ଆଜି ପର୍ଯନ୍ତ କହୁ ନଥିଲ 24 ବର୍ଷରେ କଣ କଲେ 2 ମାସ ହେଲା ସେମାନେ ନେଇଛନ୍ତି ଦେଖିବା କଣ କରୁଛନ୍ତି l ତମ ଗୀତର ଏବଂ ଚାନେଲ ର ଗଲୁ ମରିଯିବି

  • @basantbehera3915
    @basantbehera3915 6 дней назад +45

    🙏🏻🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻🙏🏻ଖଣି ଚୋର ମାନଙ୍କୁ ସ୍ଥଳରେ ଧରିବେ ନା ଆକାଶ ରେ ଓଡି ଓଡି ଧରିବେ ପାଦ ତଳେ ମାଟି ରହିଲେତ ହଉ ଦେଖିବା

  • @user-co4fl7xl4o
    @user-co4fl7xl4o 6 дней назад +62

    ବହୁତ ସୁନ୍ଦର , ମାଡ଼ି ଛାଲ........

  • @pratappradhan9455
    @pratappradhan9455 6 дней назад +112

    ପ୍ରଧାନ ମନ୍ତ୍ରୀଙ୍କ ଭଳି ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଜୋରଦାର କହୁଛନ୍ତି, ସେ ଯାହା ହେଉ କେନ୍ଦୁଝରର ସବୁ ଖଣି ରକ୍ଷା ପାଇଯିବ ।

    • @sumitraparida8206
      @sumitraparida8206 6 дней назад +6

      Right

    • @Deshbhakt-hx9du
      @Deshbhakt-hx9du 6 дней назад

      😂😂😂😂😂😂😂

    • @user-vy9im3jy7i
      @user-vy9im3jy7i 6 дней назад +4

      Adani ka khel kob suru hoga5 saal me khanikadan ka kiya hoga odisa basi dekhna baki hay

    • @bunumuduli4519
      @bunumuduli4519 6 дней назад

      Ye salata voidio kari incom karuchi au ta maa bhouni au stree pain bra au panty kinuchi😂😂😂😂😂😂😂😂😂😂😂

    • @MohanlalPodh-sq7xm
      @MohanlalPodh-sq7xm 5 дней назад

      Hai ho babu laguchhi tame bjd Harila boli dukhare achha

  • @kalpatarubhal8685
    @kalpatarubhal8685 6 дней назад +112

    ମୋହନବାବୁ କଣ କରିବେ କିଛି ଭାବିପାରୁନାହାନ୍ତି ଯାହା ମନକୁ ଆସୁଛି ତାହା କହୁଛନ୍ତି l ଓଡ଼ିଶାର ଭବିଷ୍ୟତ କଣ ?????

    • @partha2218
      @partha2218 6 дней назад +2

      Vala hoichhi. TN kola ru jai Gujrat kola re odisha basi. Asmita jaguthile.

    • @maharishiyogapeeth7283
      @maharishiyogapeeth7283 6 дней назад +3

      Odisha future khatam 😅

    • @kalpatarubhal8685
      @kalpatarubhal8685 6 дней назад

      ବିଜେପି ଜନସାଧାରଣଙ୍କୁ ଯାହା ପ୍ରତିଶୃତି ଦେଇଛି ତାହାପୂରଣ କରନ୍ତୁ ?????

    • @sundarsoren1062
      @sundarsoren1062 6 дней назад

      Tame tk budhi dauna

    • @kalpatarubhal8685
      @kalpatarubhal8685 6 дней назад +3

      ଆମେ ଓଡ଼ିଶାବାସୀ ଚାହୁଁଚୁ ବିଜେପି ଦେଥିବା ପ୍ରତିଶୃତି ପ୍ରଥମେ ପୂରଣକରୁ l ମୁଖମନ୍ତ୍ରୀ ସାରେ ଜନତାଙ୍କ ଦୁଃଖ ଶୁଣନ୍ତୁ l ପରେ ରାଜନୀତି ଲଢେଇ କରିବ l ଜୟ ଜଗନ୍ନାଥ 🙏🙏🙏

  • @bauribandhuswain7814
    @bauribandhuswain7814 6 дней назад +26

    ମୁଖ୍ୟମନ୍ତ୍ରୀଙ୍କ ଭଳି କଥା ହୁଅନ୍ତୁ । ବିରୋଧୀଙ୍କ ଭଳି କଥା ‌ହେଲେ , ନିଜ ମର୍ଯ୍ୟାଦା ନିଜେହିଁ ହରେଇବେ ।

  • @sadanandasahoo3707
    @sadanandasahoo3707 6 дней назад +76

    ଦଲାଲ ମେଡିଆ। ସବୁ ମାଷ୍ଟର ଷ୍ଟ୍ରୋକ। ଖାଲି କଥାରେ ,କାମ ଭବିଷ୍ୟତ କହିବ।‌ ମୂଖ୍ୟମନ୍ତ୍ରୀ କେନ୍ଦୁଝରରେ ଅଣଓଡ଼ିଆଙ୍କ କଥା କହିଲେ । ତା ସହିତ ଯେଉଁ ଅଣ କେନ୍ଦୁଝର ବାଲା କହିଲେ, ତା ଅର୍ଥ କଣ? ଅନ୍ୟ ଜିଲ୍ଲାର ଲୋକ କେନ୍ଦୁଝରରୁ ତଡାଯିବ?

  • @satyabratadas3635
    @satyabratadas3635 6 дней назад +35

    Mines mafia bjp no 1😂😂😂

  • @user-ud7vs3en2f
    @user-ud7vs3en2f 6 дней назад +26

    ଯଦି ଗୋ ହତ୍ୟା, ଜାତିଭେଦ, ଦଙ୍ଗା, ଧର୍ମ ଭେଦ, ଇତ୍ୟାଦି କିଛି ଗୌଣ ବିଷୟ ଗୁଡ଼ିକୁ ଯଦି ମୋହନ ମାଝି କୁହନ୍ତେ ତାହେଲେ ଏ ବାବୁ ମାନେ ଅତି ଉତ୍ସାହରେ ସବୁକିଛି ସମର୍ଥନ ପ୍ରଶଂସାର ସୁଅ ଛୁଟାନ୍ତେ !! ହେଲେ ଯେତେବେଳେ ସେଇ ସବର୍ଣ୍ଣ ଅସୁର ମାନେ ସବୁକିଛି ଲୁଟି ଚାଲିଛନ୍ତି ଏ କଥା ମାଝୀ ଉଠାଇ ଚାଲିଛନ୍ତି ଏକଥା ସେମାନଙ୍କୁ ସହ୍ୟ ହେଉନାହିଁ !! ରେ !! ଚକ୍ରାନ୍ତର ଜାଲ ବିଛା ଯିବ !!

    • @banamalisahoo9664
      @banamalisahoo9664 5 дней назад

      are bhai kendujhar district ra cm khorda ra nuhe Cuttack ra nuhe

    • @trilochanbehera6010
      @trilochanbehera6010 5 дней назад

      Tahale BJD khani maphianka gulam thila au apana bhadra janisiana andha bhakta thile. Odisa ku madua bedhua banja chora napusaka mane calauthile ,.

    • @user-ud7vs3en2f
      @user-ud7vs3en2f 5 дней назад

      @@banamalisahoo9664
      ଏଇ ତ ବିଡମ୍ବନା ସେଇ ମାନଂକ ନିମନ୍ତେ !! ସେ ଜଣେ ଆଦିବାସୀ ସବର୍ଣ୍ଣ ନୁହଁ !!

  • @BabuliBehera-zs2ko
    @BabuliBehera-zs2ko 6 дней назад +48

    ମୋହକ ବାବୁ ନୁଆ ନୁଆ ମୁଖମନ୍ତ୍ରୀ ହେଇଛନ୍ତି କିଛି ଜାଣି ନାହାଁନ୍ତି ଖଣି ଚୋରିରେ ତମ ବିଜେପି ନେତା ମାନେ ଅଛନ୍ତି ଏଇଟା ଜାଣିଛନ୍ତି ନା ନାହିଁ

  • @user-ir2kj6lf3z
    @user-ir2kj6lf3z 6 дней назад +28

    ସତ କଥା କହିଲେ ଭାଇ

  • @bmohanty649
    @bmohanty649 6 дней назад +32

    Right Right 😂😂😂
    Ama Odisha loka pura pagal jetebele centre re BJP abasta sochaniya helani setebele Odisha re BJP sarkar hela
    Amara odisha ra kounasi develop haba nai. Loka Sabha ru 20 ti seat miliba jogu BJP aji power re achi nahele Situation alaga hei thanta😂😂

  • @gulu-ms1dl
    @gulu-ms1dl 6 дней назад +13

    ଏତେ ବ୍ୟସ୍ତ କାହିଁକି କଂଗ୍ରେସ ର ନା ଗନ୍ଧ ନାହିଁ କୁକୁର ଭୁକୁବି ହାତୀ ଚାଲିବ

    • @user-vm8qw9rp6o
      @user-vm8qw9rp6o 15 часов назад

      ତୁମର ବି ଫୁଲ ଫୁଟିଲା ସମୟ ସମସ୍ତଙ୍କୁ ଆଣିବ

  • @Rk-zw1cq
    @Rk-zw1cq 6 дней назад +12

    Solid ମାରିଲ ହୋ ଶଙ୍କର.....

  • @sarojkumarpradhan1917
    @sarojkumarpradhan1917 6 дней назад +27

    Original hindustani and odisha's real hero.this is the pure patrakaritta. Excellent thanks

  • @bimbadharmahanta5351
    @bimbadharmahanta5351 6 дней назад +63

    ବିଜେପି କୁ ଓଡ଼ିଶାର ଲୋକ ବୋଧେ ଆଖି ବନ୍ଦ କରି ଭୁଲ ରେ ଭୋଟ ଦେଇ ଦେଇଛନ୍ତି

    • @Supreme12389
      @Supreme12389 6 дней назад +5

      Right

    • @banamalinayak9917
      @banamalinayak9917 6 дней назад

      ​@@Supreme12389hm paraa bhai bjd ku dele sinaa gandi melaa kariki mada diantaa sale laza nahi ahuri kahuchha.

    • @Nabakishorehembram2024
      @Nabakishorehembram2024 6 дней назад +1

      100 % right

    • @rkentertainment3226
      @rkentertainment3226 5 дней назад

      ରାଇଟ

    • @ManojNayak-vw9bq
      @ManojNayak-vw9bq 4 дня назад +1

      ଭୁଲ ରେ କଣ ପାଈଁ ଦେବେ ପ୍ରୋବ୍ଲେମ ଟା ହେଲା ତମେ କଂଗ୍ରେସ ଶିଆ ଆଉ ବିଜେଡି ଵାଲା ମାନେ ଗୋଟେ ଗୋଟେ ଜ୍ୟୋତିଷ ସେଥିପାଇଁ ସରକାର କୁ ମାସେ ନ ପୂରୁଣୁ ତମ କୁ ପାଞ୍ଚ ବର୍ଷ ରେ କଣ କରିବ ସେଇଟା ଦେଖା ଗଲା ଆଉ ଆସିକି ଜ୍ଞାନ ପେଲିଲ

  • @Odishahotnews
    @Odishahotnews 6 дней назад +11

    ଅନ୍ୟକୁ ଦୋଷ ଦେବା ଆଗରୁ ନିଜ କଥା ଭାବ

    • @santilatapanda1386
      @santilatapanda1386 6 дней назад +1

      Godari lo nija godaku tike dekhe sebhali amo new sarkar

  • @JagaJaga-tc9jb
    @JagaJaga-tc9jb 6 дней назад +11

    Right ଶଙ୍କର ମାଡ଼,😂😂😂

  • @bhizenkumardandpat8572
    @bhizenkumardandpat8572 6 дней назад +83

    ବଢ଼ିଆ କହିଲ ଜାଗା ରେ ବାଜିଲା .....ମାଡିଚାଲ 😅 ଆମେ ଆଛୁ

  • @prasantapradhan2719
    @prasantapradhan2719 6 дней назад +30

    ସିଏ ତ ଖଣି ଚୋର, ତାଙ୍କ ଦଳ କେନ୍ଦ୍ରର

  • @sridhardas8509
    @sridhardas8509 6 дней назад +43

    ଆରେ ଭାଇ‌ ମୋହନ ମାଝି ଆଚରଣ ଉଚ୍ଚାରଣ ଠିକ୍ ଠାକ୍ ଲାଗୁ ନାହିଁ ‌, ସେ ଗୋଟେ ମୁଖ୍ୟ ମନ୍ତ୍ରୀ ଭଳି କଥା କହୁ ନାହାନ୍ତି ‌ସେ ଜଣେ ସାଧା ରଣ‌ ନୋମିନ ସରପଞ୍ଚ ଭଳି ଭାଷଣ ବାସୀ କରୁଛନ୍ତି ।

    • @BirsingNaik-qe8cr
      @BirsingNaik-qe8cr 6 дней назад +8

      Soto kotha hela adibasi hele boli hojom heuni

    • @rabindramajhi9566
      @rabindramajhi9566 6 дней назад

      Ta maa ku Pandu gehun thila bodhe

    • @gulu-ms1dl
      @gulu-ms1dl 6 дней назад +5

      Tamku ଭାଷା ଦରକାର ନା ନା ଭଲ ସରକାର ଦରକାର

    • @BirsingNaik-qe8cr
      @BirsingNaik-qe8cr 6 дней назад +1

      Nodi no dekhi longola kanhi heucho

    • @facetofacebat4386
      @facetofacebat4386 6 дней назад +4

      ସତ ଲୋକ ଯେବେ କହେ ସମେସ୍ତେ ପାଗଳ ଭାବନ୍ତି

  • @biranchimallick8692
    @biranchimallick8692 6 дней назад +11

    ବହୁତ୍ ବଢିଆ ଆଉ ଅପ୍ରିୟ ସତ

  • @tusarkantpanda43
    @tusarkantpanda43 6 дней назад +16

    ଶଙ୍କର ଭାଇ 👍👍👍

  • @bijanmishra5021
    @bijanmishra5021 6 дней назад +32

    ବିରୁଡି ଭରା ରେ ହାତ ବାଜିଗଲା କି😂😅😊

  • @priyaranjanrath9188
    @priyaranjanrath9188 6 дней назад +11

    ମାଡିଚାଲ l ବହୁତ ଉଚ୍ଚକୋଟୀର ଉପସ୍ଥାପନା

  • @bulukumarmahapatra4605
    @bulukumarmahapatra4605 6 дней назад +10

    ଆଗେ 5T ମାଫିଆ ଧରାହେବା ଦରକାର

  • @JagabandhuMalik-ck5fj
    @JagabandhuMalik-ck5fj 6 дней назад +52

    ପର କଥା,ପର ଆଲୋଚନା,ପର ନିନ୍ଦା,ପୂର୍ଵ ସରକାର ବିରୁଦ୍ଧରେ କହି କହି ଏତେ ବାଟରେ ପହଞ୍ଚିଥିବା ଲୋକ,ପୂର୍ଵ ଅଭ୍ୟାସ ଛାଡି ପାରୁନାହାଁନ୍ତି।

  • @padmolochanbaghsing4111
    @padmolochanbaghsing4111 6 дней назад +19

    ମଦବନ୍ଧହେଉ

  • @madhabchandrahansdah-fe2iz
    @madhabchandrahansdah-fe2iz 6 дней назад +20

    ଏଇଟା କ'ଣ ତୁମର ମାଷ୍ଟର ଷ୍ଟ୍ରୋକ। ଆଗକୁ ଅପେକ୍ଷା କର ।ନଈ ନଦେଖି ଲଙ୍ଗଳା।

  • @alokkumardas5236
    @alokkumardas5236 6 дней назад +12

    ଶଳା ଯେତେବେଳେ ଦୀନ ରାତି news channel ରେ ନବୀନ .... ନବୀନ ହୋଇଥିଲା ସେତେବେଳେ ତ ତତେ ବାଧୁ ନଥିଲା ଏବେ କାଇଁ ଏତେ ବଢୁଛି କିରେ । ଶଳା ପାଦ ଚଟା କୁ ଭାରି କଷ୍ଟ ହୋଉଛି.... ଇୟେ ତ କିଛି ନୁହଁ ଆଗକୁ ଆହୁରି ବୋବେଇବୁ ରହି ଯା

  • @skpal498
    @skpal498 6 дней назад +17

    ମୋ ଭାଇ ଓଡ଼ିଆ ଅସ୍ମିତା କଣ କହୁଛନ୍ତି, ସେ ବିଷୟରେ ଟିକେ କହିବେ କି... 😮

  • @uttambaba6800
    @uttambaba6800 6 дней назад +16

    Photo pose and remote control cm majhi 😂😢😅

  • @gouraharipatra8243
    @gouraharipatra8243 4 дня назад +3

    ଭାଈ ଆପଣଙ୍କ କଥା ଶୁଣି ଜନାଯାଉଚି ଭିତରେ ଅନ୍ୟ କିଛି ଅଛି, ହଁ ରେ ନାରାନ କନ୍ ଗୀତ ଗାଉଚ ଯେ ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ମାନ ଦେଇକି କହିବା ଶିଖ, ଆପଣ ପରା ଜଣେ ମାନ୍ୟଗଣ୍ୟ ସାମ୍ବାଦିକ। ଧନ ସମ୍ପଦ ଅଛି ତ ସେଥି ପାଇଁ ଏତେ ସାହସ।

  • @nadadursrinivas9427
    @nadadursrinivas9427 6 дней назад +11

    ବବି ଦାସ ଘର ଭଙ୍ଗା ବିଷୟ କହୁନାହଁ କାହିଁକି।ପାଟିରେ ମଣ୍ଡା ଅଛିକି?ବବି ଦାସ ତୁମ ଭାଇ କି?

  • @skpal498
    @skpal498 6 дней назад +31

    ଅନ୍ଧ ଭକ୍ତ ଙ୍କ ର ଜୟ ହେଉ..

  • @karnatandi2205
    @karnatandi2205 6 дней назад +11

    ପୁରା ଜଗଦେଖି ବାଜିବ

  • @user-jb7dx9vy2l
    @user-jb7dx9vy2l 5 дней назад +6

    ଏ ପ୍ରକାର ସମାଲୋଚନା ରେ କୋୖଣସି ମାନେ ନାହିଁ ।
    ନବିନ ସପକ୍ଷରେ ଏହି ବକ୍ତବ୍ୟ ଭିତ୍ତି ହୀନ ।
    ଭେଦ ଖୋଲିଲେ ସମସ୍ତଙ୍କୁ କାଟେ ।
    ଏବେ ୨୫ ବର୍ଷ କାରନାମା ଧରା ପଡୁଛି ।
    ନବୀନ ସରକାର ଓଡ଼ିଶାର ଐତିହ୍ୟ ସ୍ଵାଭିମାନ କୁ ଆଘାତ କରି ଏହିପରି ଚୋର ମିଡ଼ିଆ ଦଳ ଦେଶକୁ ଲୁଟ କରୁଛନ୍ତି ।

  • @gautamsahoo559
    @gautamsahoo559 6 дней назад +7

    ମୋହନ ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ପୁରେଇ ଦେଲେ, ଦେଖାଯାଉ ଆଗକୁ କଣ ହଉଛି।

  • @BBMSocialTalk
    @BBMSocialTalk 6 дней назад +8

    thank u bhai samasta nka ra ...akhi kholibaru

  • @sayedjalalhossain7560
    @sayedjalalhossain7560 6 дней назад +18

    100%right

  • @saisevahomensportservices3692
    @saisevahomensportservices3692 6 дней назад +24

    ଶଙ୍କର ମାଡ଼ ଠିକ ଜାଗାରେ ବାଜିଲା.....😂

  • @basantamanjaridas1732
    @basantamanjaridas1732 6 дней назад +4

    ଓଡିଶରେ ଯାହାସବୁ ହେଇଛି, ତାକୁ ଲୋକ ଲୋକଲୋଚନକୁ ଆଣିବା କଣ ଆବଶ୍ୟକ ନଥିଲା?

  • @anvlog1851
    @anvlog1851 6 дней назад +24

    3 ମାସ ଭିତରେ ମଦ ବନ୍ଦ ହେବା ଦରକାର

    • @singdoba2295
      @singdoba2295 6 дней назад +5

      Asambhav 😂

    • @anvlog1851
      @anvlog1851 6 дней назад

      @@singdoba2295 ତାହେଲେ ପ୍ରତିଶ୍ରୁତି ଦେଉଥିଲେ କାହିଁକି ,ବିଜେପି ସରକାର ଆସିଲେ ମଦ ପ୍ରଥମେ ବନ୍ଦ କରିବୁ

    • @maharishiyogapeeth7283
      @maharishiyogapeeth7283 6 дней назад +2

      Jock of the year 😅

    • @rajpkisku0394
      @rajpkisku0394 6 дней назад +1

      Mada band heichhi, ebe kebala phala rasa piuchhanti..😂

    • @babulimurmu9316
      @babulimurmu9316 5 дней назад

      Mohan majhi ta pare handi piba

  • @jhadeswarpalei788
    @jhadeswarpalei788 6 дней назад +57

    ଭାଇ ତୋର ଫୁଟା ଟାଣ। ମାନିବାକୁ ପଡ଼ିବ।ମିଡିଚାଲ।

  • @srinibastripathy5938
    @srinibastripathy5938 6 дней назад +22

    ପ୍ରିୟ ଶଙ୍କର
    ତୁମ କଥା ବହୁତ୍ ଭଲ ଲାଗୁଚି
    ଜଗନ୍ନାଥ ତୁମର ମଙ୍ଗଳ କରିବେ

    • @chunuramhansdah2525
      @chunuramhansdah2525 5 дней назад

      Gandi mora

    • @srinibastripathy5938
      @srinibastripathy5938 5 дней назад +1

      @@chunuramhansdah2525 Sankar lage raho

    • @momotamohanta1618
      @momotamohanta1618 5 дней назад

      Sola.bia.muha

    • @ManojNayak-vw9bq
      @ManojNayak-vw9bq 4 дня назад

      ନିଜର ଜ୍ଞାନ ବୋଲି କିଛି ନାହିଁ ବୋଧେ ଶଳା ପପୁ ଯେମିତି ତା ଫାନ ବି ସେମିତି 🙏

    • @Hero-pi5xt
      @Hero-pi5xt 3 дня назад

      ​@@chunuramhansdah2525 ତୋତେ ବହୁତ ବାଧୁଛି ନାହିଁ. ତୁ ପୁଅ ନ ହେଇ ଝିଅ ହେଇଥିଲେ ତ ଗାଣ୍ଡି ଭଲ କି ମରିଥାନ୍ତି. ପୁରା ଠିଆ ଠିଆ ପେଲିଥାନ୍ତି

  • @user-gp8ev9gh3l
    @user-gp8ev9gh3l 6 дней назад +16

    ଆଦିବାସି ଛୁଆ , ବିରିମାଡ଼ରେ କୋଳଥ ର ଚିନ୍ତା ବଢିଲା।

  • @raghunathduari563
    @raghunathduari563 6 дней назад +13

    100%right❤❤❤❤❤❤❤❤

  • @gaganbiharinaik1386
    @gaganbiharinaik1386 5 дней назад +5

    ତୁମଭଳି ସୈତାନ୍ ମାନଙ୍କ ପାଇଁ
    ଦେଶ କୁ ମୋଗଲ ଆଉ ଇଙ୍ଗରେଜମାନେ ଶାସନ କରିଥିଲେ

    • @user-vm8qw9rp6o
      @user-vm8qw9rp6o 15 часов назад

      ମୋଗଲ ତମର ଘରକୁ ଯିବେ ବୋଲି କହିଲେ ତେଣୁ ଘରଣୀଙ୍କୁ ଶଶୁର ଘରେ ଛାଡ଼ିଦେ

  • @babunibabuni1172
    @babunibabuni1172 6 дней назад +5

    ମୁଖ୍ୟମନ୍ତ୍ରୀ ଆଖୁ କିଆରିରେ ପଶିବାପରୀ ହଉଛନ୍ତି।

  • @foodcraft143
    @foodcraft143 6 дней назад +9

    ଶଙ୍କର ଭାଇ ତାହେଲେ ନବୀନ ପଟ୍ଟନାୟକ ଯୋଉ ୨୫ ବର୍ଷ ରେ କଣ ସବୁ ତାଡି ପକେଇଥିଲେ ଆଉ ଯୋଉ ଓଡ଼ିଶା କୁ ଲୁଣ୍ଠନ କରି ଖୋଳ କହିଦେଇଥିଲେ ତାର ହିସାବ କିଏ ଦବ

    • @hemantkumarroutray407
      @hemantkumarroutray407 6 дней назад

      ଇଏ ବିଜେଡିର ଅନ୍ଧ ଭକ୍ତ ଇଏ କ'ଣ ଉତ୍ତର ଦେବ,ଦୀର୍ଘ ୨୫ ବର୍ଷ ଭିତରେ ଇଏ କୋଉଠି ଥିଲା ସପଥ ଗ୍ରହଣର ୧ ମାସ ହେଇନି ବିଦୃପ ଆରମ୍ଭ କଲାଣୀ

  • @tikchanbhakata5373
    @tikchanbhakata5373 6 дней назад +7

    Thanks journalist babu

  • @chiki_123
    @chiki_123 6 дней назад +3

    ଜୟ ଜଗନ୍ନାଥ ଏହି ଭଦ୍ର ଲୋକ ଚିକ୍କଣ କଥା କହି ମନ ମୋହୁଛନତି ୟାନକୁ ସାରା ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ଅବତାର ରୂପେ ଗ୍ରହଣ କରିବା ପାଇଁ ଅନୁରୋଧ

  • @Basantkumar-uv9li
    @Basantkumar-uv9li 5 дней назад +1

    ପ୍ରିୟ ମୋଦି ଜି ଆମ ଏତେ ବଡ଼ ଗଣତନ୍ତ୍ର ର ପ୍ରଧାନମନ୍ତ୍ରୀ ହେବା ସହ ସେ ଏକା ସାଙ୍ଗେ ଓଡ଼ିଶା, ଛତିଶଗଡ ର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ଜୟ ହୋ ।

  • @PrakashChandraNaik-xb5wf
    @PrakashChandraNaik-xb5wf 6 дней назад +18

    ଭାଇ କେନ୍ଦୁଝର ରୁ ଖଣି ଚରକୁ ଫାଇନ ଆରମ୍ଭ କରାଗଲାଣି ଆପଣ ଜାଣିଲେନି ନା ନାହିଁ

    • @pradeepkumarmohanty2451
      @pradeepkumarmohanty2451 6 дней назад +2

      Tike notification ta patha

    • @prakashsamal8134
      @prakashsamal8134 3 дня назад

      ଫାଇନ ଟା ରାଜ୍ୟ ରାଜକୋଷ କୁ ଆସୁଛି ନା ଆଉ କୁଆଡେ ଯାଉଛି।

  • @prafullamajhi8619
    @prafullamajhi8619 6 дней назад +6

    ଖାଲିତ କନକନଆଉ

  • @prasanthantal8300
    @prasanthantal8300 6 дней назад +4

    ଅନ୍ଧ ଭକ୍ତ ❤️❤️

  • @ranjufoodzone6590
    @ranjufoodzone6590 5 дней назад +1

    ❤ସୁନ୍ଦର ସମାଲୋଚନା ବଡଭାଇ 🙏👏ଧନ୍ୟବାଦ....

  • @sonukhansonukhan8387
    @sonukhansonukhan8387 6 дней назад +2

    Welcome. Sankara. Very. Good. Information. Salut

  • @raghunathduari563
    @raghunathduari563 6 дней назад +8

    Jay Jagannath 🙏

  • @user-vd7rq5yp4l
    @user-vd7rq5yp4l 5 дней назад +6

    ବଡିଆ କହିଲ ଭାଇ bjp ଜାହାକହେ ତାହା କରେନି 100ରୁ100 ସତ❤❤

  • @SurendraSingh-pr4jn
    @SurendraSingh-pr4jn 5 дней назад +1

    ତମେ ଏକା ବିଜେଡି ନୁହ ଅମେବି ବିଜେଡି ଥିଲୁ କିନ୍ତୁ ଆଉ ବିଜେଡି ହବୁନୁ 👏👏ବିଜେପି ଜିନ୍ଦାବାଦ 😂😂😂😂😂😂😂

  • @user-np4vu5yr9q
    @user-np4vu5yr9q 2 дня назад

    ବଢିଆ କଥାଟେ କହିଲ ଶଙ୍କର ଭାଇ ଏ ମୋହନ ମାଝି ଆମକୁ ଭକୁଆ ବନଉଛନ୍ତି । ବିଜେପି ଦଳେ ଖାଲି ଭାଷଣ ମାରନ୍ତି।ଗୋଟେ ବି ଭାଷଣର ମୂଲ୍ୟ ବୁଝନ୍ତିନି ।

  • @odishac.c5306
    @odishac.c5306 6 дней назад +8

    ବାବୁରେ, ଗାଣ୍ଡି ରୁ ବଡା,ଛଡା, କୁକୁର 🐕 ଭଳି, କାହିଁକି କୁଆଁ କୁଆଁ ହେଉଛୁ,
    ମନେ ରଖ, ବିଜେପି ସରକାର କ'ଣ କରେ କ'ଣ ନ କରେ, ସମୟ କହିବ,
    କାନ ଖୋଲି କୁକୁର 🐕 ସୁଣ
    ମୋହନ ମାଝି ଙ୍କ ଉପରେ, ଗୋଟିଏ ପଦ
    କହିବା ପୁର୍ବରୁ, ଗୋଟିଏ କଥା ସନେ ରଖ
    ତୋ ବୋପାର ଗୋଟିଏ ଟଙ୍କା,
    ମୋହନ ମାଝି ଖାଇ ନାହାନ୍ତି,
    ଜେଉଁ ଦିନ ଖାଇବେ,ସେଇ ଦିନ
    ସଳା, ଭିଡିଓ ବନେଇ ଟଙ୍କା ରୋଜଗାର କରିବୁ, ଅଧିକ କିଛି କହୁ ନାହଁ
    ଏହା ପରେ ,ଷଣ୍ଢ କିଳା ଜବାବ୍

    • @Sushreeta_Mishra
      @Sushreeta_Mishra 6 дней назад +2

      ସିଏ ତ କିଛି ଖବପ୍ ଭାଷା ର ପ୍ରୟୋଗ କରିନାହାନ୍ତି । କାହାକୁ କୁକୁର କହିନାହାନ୍ତି ଆପଣ କାଇଁ ଏଥି ଆସିକି bjp ra ......... ଚଟା କୁକୁର ପରି ହଉଛନ୍ତି 😂😂 ଏଥି ରୁ ହିଁ ଜଣା ପଡୁଛି bjp au bjp nka ଅନ୍ଧ ଭକ୍ତ କଣ.... ଆରେ ସେ politician mana nka ra kichi bhul nahi bhul sabu loka nka ra loka vote dei jiteila bele kichi bhabiki daunahanti khali ବଡ଼ ବଡ଼ ଭାଷଣ ଶୁଣିକି ବିମୋହିତ ଆଉ ଏବେ ଲୋକ ଙ୍କର ଫାଟିବ ପ୍ରବଳ

    • @jullysamal6626
      @jullysamal6626 6 дней назад

      ଐରେ bastard utar deuchu Kan
      Majhi କହିବ ଏବେ ମୁ ମୁଖ୍ୟମନ୍ତ୍ରୀ ,କିଏ କଣ କରିବ
      ତୁ ବିଶ୍ଵ ଇତିହାସରେ b sunichu ki ହାରାମି
      ନାୟକ ଫିଲ୍ମ ଅନିଲ କପୂର୍ ଯେମିତି ପେଟ୍ରୋଲ ଜଳି ହୋଇ ଲଙ୍ଗଳା ହୋଇ କାଦୁଆ ପ ଙ୍କରେ ପଶି ନଥିଲା ମାଝି ସେମିତି ହେବାକୁ ଚlହୁଚି
      ଦେଖେ କଣ ହୋଉଛି ତା ପରେ ଉତ୍ତର ଦେବୁ

    • @odishac.c5306
      @odishac.c5306 6 дней назад +1

      @@Sushreeta_Mishra ଭାରତ ବର୍ଷରେ କେହି ମଞ୍ଜି ପୋତି ନାହାନ୍ତି,ଜେ ସେ ହିଁ ରାଜୁତି କରିବ,
      ମୋହନ ମାଝି କେତେ ଦିନ ର ମୁଖ୍ୟମନ୍ତ୍ରୀ
      କିଏ କଲା ମୁଖ୍ୟମନ୍ତ୍ରୀ
      କିଛି ଜାଣିଛ ନା ଖାଲି,ମନରେ ଜାହା ଆସିଲା ତାହା କହିବା,
      ମନେ ରଖ ଆମେ କୋଉ ଦଳର ଚାଟୁ କାରିତା କରୁନାହୁଁ,
      ଜାହାର ଚାଟି ବାର ଅଛି ସେ ଚାଟୁଛି
      ଗୋଟେ ଲୋକ ର କାମ କରିବା ପରେ
      ସେ ଲୋକ ର ଭଲ ମନ୍ଦ ବିଚାର କରାଯାଏ
      ନା ସେ କାମ ନ କରିବା ପୁର୍ବରୁ, କହିବା
      ସେ କିଛି କରି ପାରିବେନି,
      ଆଉ ରହିଲା ମୋହନ ମାଝି ଙ୍କ କଥା
      ମନେ ରଖ ମୋହନ ମାଝି
      କାହା ଘରର ଚାକର ନୁହନ୍ତି,ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ
      ତାଙ୍କ ବିଷୟରେ,ଜାହାବି ଟିପ୍ପଣୀ ଦେବ ହଜାର ଥର ଭାବିକି ଦେବ, ଚେତାବନୀ, ସେ ବି ହୁଅନ୍ତୁ
      ଭୁଲ୍ କୁ ଗ୍ରହଣ କରା ଜାଇ ପାରିବ ନାହିଁ

    • @odishac.c5306
      @odishac.c5306 6 дней назад

      @@jullysamal6626 bastard
      କହିଲୁ ଭଲ କଲୁ, ମନେ ରଖ ଜଳିବା ବସ୍ତୁ ଟି ର
      ସମୟ କତେ ସମସ୍ତ ଙ୍କୁ ଜଣା,
      ମୋତେ ନାୟକ ଫାଲ୍ମ ର ଉଦାହରଣ ଦେଉଛୁ,
      ସୁଣ ନାୟକ ଫାଲ୍ମ ର ମାନେ କ'ଣ ଜାଣିଛୁ,
      କୋଉ ଉଦ୍ଦେଶ୍ୟରେ ଫିଲ୍ମ ରିଲିଜ ହୋଇଥିଲା,
      ଜଦି ନ ଜାଣିଛୁ,
      ଚୁପ୍ ହେଇ ରହିଯା

    • @Hero-pi5xt
      @Hero-pi5xt 3 дня назад

      ତୋରି ଭଳି କିଛି ମୂର୍ଖ ହିଁ ପାଇଁ ଦେଶ ର ଲୋକମାନେ ହଇରାଣ ହେଉଛନ୍ତି. ତୁ କଣ କହିଲୁ...ତା ବୋପା ର 1 ଟଙ୍କା cm ଖାଇନି. ସିଏ ଯେଉଁ tax ଟା ଦେଉଛି, ସେ ପଇସା ତ ବୋପା ଖାଉଛି କି.. ଆମେ ଯେଉଁ recharge କରୁଛେ, ଖାଦ୍ୟ ଓ ପୋଷାକ, mobile.. etc order କରୁଛେ. ତାର ପଇସା ତ ବୋପା ଖାଉଛି କି... ଆମେ ସରକାର ତିଆରି କରିଛେ. ଆମ ପଇସାରେ ସରକାର ଚାଲୁଚି. ଆମର ଅଧିକାର ଅଛି ପ୍ରଶ୍ନ ପଚାରିବାର. But ତୋର କାହିଁ ବେଶି ଫାଟୁଛି....

  • @ratikantasahoo4729
    @ratikantasahoo4729 6 дней назад +11

    Bala BJP Hatao

  • @subhahreeentertainment8006
    @subhahreeentertainment8006 3 дня назад

    ବହୁତ ସୁନ୍ଦର।ତମ କଥାଶୁଣି ମୋହନ ମାଝୀ sir ଙ୍କର ମୁହଁରୁ ଝାଳ ବାହାରିବ

  • @sanjeebRsseven7272
    @sanjeebRsseven7272 3 дня назад +2

    ଭାଇ ସତ କହିବି ଧର୍ମେନ୍ଦ୍ର ପ୍ରଧାନ, cm, ହୋଇ ଥିଲେ ଭଲ ହୋଇ ଥାଆନ୍ତା,
    Yes or no..... 👍👍👍👍

  • @priyankabehera596
    @priyankabehera596 6 дней назад +14

    Jay congress vai

    • @sagarmobiles2167
      @sagarmobiles2167 5 дней назад

      Pathan

    • @Hero-pi5xt
      @Hero-pi5xt 3 дня назад

      ​@@sagarmobiles2167 ହଁ ଯେ. But ତୁ ତ ନିଜ କଥା କାହିଁ ଏତେ କହୁଚୁ. ତୁ pathana ଆମେ ଜାଣିଚୁ. ଆଉ ଆମେ ସବୁ ଧର୍ମ କୁ ସମ୍ମାନ ଦେଉଛୁ😀

  • @ch.prasadkumarpatnaik3428
    @ch.prasadkumarpatnaik3428 6 дней назад +4

    Mohan babu jaha kohibe, tike chinta kori kohiba uchit.

  • @sanjaypatra5975
    @sanjaypatra5975 6 дней назад +10

    Very good report Sankar Babu . Your post is absolutely perfect.

  • @BhagirathaPrusty-yd4tj
    @BhagirathaPrusty-yd4tj 6 дней назад +2

    ତୋମେ କଂଗ୍ରେସ ବାଲା ଓଡ଼ିଶାର କିଛ ଖାଈନ, ବିଜେପି ବିଜେଡ଼ି ସବୁ ଖାଉଛନ୍ତି,ସାଧୁ -----ଗୁଡା,କମେଣ୍ଟ ପଢିଲେ ଶୂନ୍ୟ ସ୍ଥାନ ପୂରଣ କରି ପଢିବୁ, ରହିଲି।

    • @prabasinipattanayak
      @prabasinipattanayak 5 дней назад

      Khai nahi congress ta vote kai loka dau nahanti? Sala michha kahi lokanku bivranti karuchhi, congress ta jibanare au uthiparibani, tu jete chitkara kale Kan haba, Congress bhawan Katha kahunu, Tama bada netanka upare Kali chhata, au election ticket bikri puni 5 janaku dalaru bahara karagalani, au Tama suria Katha tike kahunu, sala nijara ghara budi Pani anthue helani, ethi tana Nana karuchhi

  • @user-ud7vs3en2f
    @user-ud7vs3en2f 6 дней назад +11

    ତା ମାନେ ପଟ୍ଟନାୟକ, ପଣ୍ଡା, ଦାସ, ଟାଟା, ଶତପଥୀ, ପାଣିଗ୍ରାହୀ, ମିଶ୍ର, ଅଗ୍ରୱାଲ ରାଜ୍ୟକୁ ଓଡ଼ିଶାକୁ ଦେଶକୁ ଲୁଣ୍ଠନ କରୁଛନ୍ତି !!!!!!!???????..

  • @ratikantasahoo4729
    @ratikantasahoo4729 6 дней назад +9

    CM Chenge karajao Odisha ro

  • @krupasindhumishra3135
    @krupasindhumishra3135 6 дней назад +1

    ବହୁତ ଭଲ ଅସଲ ଅସଲ କଥା କହିଛନ୍ତି ବହୁତ ସୁନ୍ଦର ଧନ୍ୟବାଦ୍

  • @raazprasad3713
    @raazprasad3713 6 дней назад

    ଧନ୍ୟବାଦ୍ ଶଙ୍କର ଭାଇ। ଏପରି ହି ସତ ସର୍ବେ ସମ୍ମୁଖରେ ଆନୁଥିବାରୁ ।.

  • @arabindabehera9249
    @arabindabehera9249 6 дней назад +4

    Thank you Sankara bhai

  • @user-ip9mk7bf6b
    @user-ip9mk7bf6b 6 дней назад +8

    ହଇରେ ଚଵିଶି ବର୍ଷର ଶାସନ ଗଲା ତୋର ତ ମୁହଁ ଖୋଲୁନଥିଲା ସେତେବେଳେ କଣ କାଢ ପାଉନଥିଲା

  • @shbibaprasadsingh7582
    @shbibaprasadsingh7582 22 часа назад

    ରାଜନୀତି କରି ସରକାର ରେ ରହି , ସରକାର ସମ୍ପତି ଖାଇ ନିଜ ସମ୍ପ ତି ବଢ଼େଇବା, ଆମେ ତାଙ୍କୁ ଭୋଟ ଦେବା ଠିକ, କିନ୍ତୁ ପ୍ରତି ପାଞ୍ଚ ବର୍ଷରେ ଭୋଟ ଦେଇ ଅନ୍ୟ ଦଳକୁ ଶାସନ କୁ ଆଣି ଲେ ଅନ୍ୟ ଦଳେ ଖାଇବେ, ରାଜନୀତି ଗୋଟେ ବେପାର

  • @sprajrockystar7848
    @sprajrockystar7848 8 часов назад

    ଶଙ୍କର ଭାଇ ଖରାପ ଭାବିବନି ବିଜେଡି 24 ବର୍ଷ ହେଲା କିଛିବି ଉଖାଡି ପାରିଲାନି ତମେ କଣ ବାଣ୍ଡ ଟା କହୁଚ BJP ଏବେ ଓଡିଶା ସରକାର ହେଇଛି ଆଗରୁ ବିଜେଡି ସରକାର ଥିଲା ସେତେ ବେଳେ ତ କିଛି କହୁ ନ ଥିଲ ଏବେ କାହିଁକି କହୁଚ ସେତେବେଳେ କଣ ବିଜେଡି ତମ ଘଇତା ଥିଲା କି କୁହ

  • @dillipkumarsahoo4823
    @dillipkumarsahoo4823 6 дней назад +5

    Bhai❤❤, Mu balikhand ru kahuchi.

  • @parameswarlenka2506
    @parameswarlenka2506 6 дней назад +7

    ଭାଇ ଭାରି ବଢିଆ କଥା.

  • @debarajbeherabankual7494
    @debarajbeherabankual7494 4 дня назад

    ବାଲି ବୋଝେଇ ଟ୍ରକ ଜବତ କରିବା ପାଇଁ ବ୍ୟବସ୍ଥା ଅଛି, କିନ୍ତୁ ଖଣି ଖାଦାନ ରୁ ମାଲ୍ ବୋଝେଇ ଟ୍ରକ କିପରି ଧରା ପଡ଼େ ନାହିଁ ଏହାର କାରଣ କଣ

  • @priyankabehera596
    @priyankabehera596 6 дней назад +17

    Ame apanka bada fan

  • @user-jn1xm7ko1m
    @user-jn1xm7ko1m 6 дней назад +3

    ଅନ୍ଧ ଭକ୍ତ ଭିତରେ ନିଜେଗୋଟିଏ double ଅନ୍ଧ ଖାଲି ବକି ଚାଲିଛି. କିଛି ତୋର ଲାଭ ହେବନି ଭାଇ ଯାହା ପାଉଥିଲୁ ନବିନି ଦେଉଥିଲା. ଆଉ ନାହିଁ ଯାହା ଗର୍ଜିଲେବି ପାଇବୁ ନାହିଁ. ଏମିତି ହିଁ ଗାର୍ଜୁଥିବୁ.

  • @gajendranathjena356
    @gajendranathjena356 3 дня назад

    କିଏଜାହା କୁହେ ତାହା କରେ ସେ ନେତା ନାମଟା କହିଦିଅ ପୁରୁଣା ଚୋର ତୁମ ନିଜର ଜଣାପଡୁଛି ଚୁରର ସର୍ଦାର ତୁମେମାନେ ଭଲ ଲୋକଙ୍କୁ ଖରାପ କରିବା କହିବା କଂଗ୍ରେସର ସ୍ଥିତି ଭଲକଥାକୁ ଆଗ ସମର୍ଥନ କରି ମୋହନ ସରକାର ଜନ୍ଦାବାଦ🎉🎉🎉🎉🎉🎉🎉🎉😮😅😊😢😂😂😂

  • @papubehera4744
    @papubehera4744 5 дней назад +1

    ଆରେ ଭାଇ ଏତେ ବ୍ୟସ୍ତ କଣପାଇଁ ହଉଛ ଟିକେ ଅପେକ୍ଷା କର

  • @sailendupanda2027
    @sailendupanda2027 6 дней назад +4

    ତୋ କାମ କିଛି ନାହି ଯଦି ପାଲା କରି ବୁଲ ଭାଇ ଭଲ ଗୀତ ଗାଉଚୁ

  • @prasantkumarmallick5636
    @prasantkumarmallick5636 6 дней назад +4

    ସୁନ୍ଦର ବହୁତ ସୁନ୍ଦର, ଧନ୍ୟବାଦ

  • @Deuli.vlog-7199
    @Deuli.vlog-7199 4 дня назад

    ଏତେ କାହିଁ ଭାଷଣ ଦବୁ, ତୁ ମୁଖ୍ୟମନ୍ତ୍ରୀ ହେଇଜା, ତୁ ଭଲ ଶାସନ କରିବୁ, ନବୀନ ତତେ କେତେ ମାଲ ଦେଇଚି, ଚେନାଲ ରେ ଭାଷଣ ମାରୁଛୁ

  • @sibasankarsahoo822
    @sibasankarsahoo822 3 дня назад

    Very good ଲଜିକ l ଧନ୍ୟବାଦ..

  • @bijaypradhan3233
    @bijaypradhan3233 6 дней назад +11

    Very good

  • @BharatiSahoo-lj5fl
    @BharatiSahoo-lj5fl 6 дней назад +3

    100℅ right.

  • @user-yo9gv9ow2z
    @user-yo9gv9ow2z 2 дня назад

    ଶତପ୍ରତିଶତ ସତ୍ଯ ଉପରେ ଆଧାରିତ, ଉପସ୍ଥାପନା ଚମତ୍କାର 🎉

  • @rajiblochandash5072
    @rajiblochandash5072 5 дней назад

    ସୁନ୍ଦର ଉପସ୍ଥାପନା Remot cm is odisha cm

  • @Abhimanyu-nu6vq
    @Abhimanyu-nu6vq 6 дней назад +3

    Sat kahile andhabhaktanku bahut badhuchhi😮😮😮😮😮

  • @pravatabehera328
    @pravatabehera328 6 дней назад +4

    Raight bhai

  • @jani_sobhit_kumar
    @jani_sobhit_kumar 5 дней назад +1

    ଅତି ସୁନ୍ଦର🤘🏻😎👌🏻 ଭିଡ଼ିଓ

  • @srabankumardas710
    @srabankumardas710 6 дней назад +1

    Good Sujest Sankar Babu New Cm ganamadhyamare surendra karantu na hale sadharan janata bhabibe chingidi chipile mundara jaha bahare thika setyper heba

  • @srustidhardey5817
    @srustidhardey5817 6 дней назад +4

    Mohan Majhi ର ତୁ bala tabi ବଙ୍କକରି ପାରିବନି ❤❤❤