Odisha basi chanhile auu Indian mane chanhile 1 moths bi bhai 1 million heipariba bhainka jatra bahut sahaj auu sundar bhabare safhala hei prabhunka pakhare prathana Jay jagannath ❤🎉🎉🎉🎉🎉🎉🎉❤❤❤
Laba bhai! Gote katha kahibi...Discovery re emiti lagunathila jemiti ethi laguchi tuma channel re - pura nijara nijara bhali laguchi e wild Africa view, khas kari jehetu mo Odia bhai kari pathouchi boli sidha aama Odia deshaku! Sidha Africa ru telecast aama Odisha pain sepcially na, sethi pain! Salute!!
B. C. C. C. C. C. C. C. V. C c c. C. C. C. Ccc c. C. C. C. C. V. C c. V x c. C. V. C c. Cc. C. C cx. C. C. C. C c cc cc cccvc. C. Cc. C. Cc xccc cc cc ccc c cx cc. C c cx. Xc. C. C. C. C. C. C. C. C. C cccc. Ccvcc cx. Cbc cvc xc xc. C. Bcx c xbxbc. Bv c c. C c. C. X. C c vv x. C. Xv cc cc c c. B v. Cc. .v x. Nvc. C vc. V c. V. C. V v vc BC cc. V. C c c cc c c c . C vmavvavdmscmmvmmdm mcmmmscdddmmmmsdmmdCc c
@@trilochananayak2590 tamku nai bhai aau jane jinex naa kan jee tanke kahile aago.. Bhai tame kuha Lobo bhai nije kahile ki nai tankar gote video re Tunguru bholo boli.. Ea kain chhoda chodi katha kahuchi aago
Making a History I କେଉଁମାନେ ଚାହାନ୍ତି 2024 ପୂର୍ବରୁ ଏହି ଭାଇର 1 Million Subscriber ହେଇଯାଉ ବୋଲି
Heijiba❤ bohut jaldi
𝑯𝒐𝒊𝒋𝒊𝒃𝒂
ହେଇଯିବ bro😍
ବହୁତ ଜଲଦି ହେଇଯିବ 👍
✋✋✋
ବୋହୁତ ଖୁସି ଲାଗିଲା ଆଜି ତୁମ ସାନ୍ତାଳୀ ସାଙ୍ଗ ଗୋଟେ ପାଇଥିବାରୁ...
🙏jay jagannath 🙏
🚩🚩🚩🚩🚩
ଭାଇ ଆଜିର ❣️ଭିଡ଼ିଓ ରେ ମୁଁ ବହୁତ 🤣ଖୁସି ଆଉ କାହାକୁ କାହାକୁ🥱 ଖୁସି ଲାଗିଲା ଗୋଟେ 👍 ହୋଇ ଯାଉ..
.
Hi
Ha
🙏ଜୟ ଜଗନ୍ନାଥ 🙏
ମୋତେ ଖୁସି ଲାଗିଲା ❤️
ଯାହ ହଉ ଭାଇଙ୍କୁ ଏମିତି Love ❣️ କରୁଥାଅ 🙏🕊️🙏.....
Please bro 🙏🙏🙏 tama number miliba
କାହାର ହଗିଲା ମୁତିଲା ଭିଡିଓ ନ ଦେଖି ଏ ଭାଇଙ୍କ ଭିଡିଓ full time ଦେଖିବା ଭଲ ❤
Right
😂😂😂😂 ri8
🤣🤣 ହଗିଲା ମୁତିଲା
😂😂
100%right
କହି ଜାଣିଲେ କଥା ସୁନ୍ଦର ନାଇ ଜାଣିଲେ ମଥା ସୁନ୍ଦର ❤️ବହୁତ ଭଲ ଲାଗିଲା 🇮🇳
ବହୁତ ଖୁସି ଲାଗିଲା ସାନଭାଇ l ଅଜସ୍ର ଅଭିନନ୍ଦନ ଆପଣଙ୍କୁ l ଜୟ ଜଗନ୍ନାଥ 🙌
ଜୟ ଜଗନ୍ନାଥ 🚩
ଭାଇ ସେ ଲୋକ ମାନେ ଯେମିତି ତମକୁ ଦେଖୁଛନ୍ତି ଦେଖିକି ହିଁ ଡର ଲାଗୁଚି,ସେଇ ଜାଗାରେ ତମେ ଏକୁଟିଆ ବୁଲୁଚ salute bhai😂
ଭାଇ ତମେ ସେଠି ବାହା ହେଇଯାଅ ଆମ ଓଡିଶା କୁ ନେଇ ଆସ ତମ ସ୍ତ୍ରୀ ଙ୍କୁ god blesss u
ଭାଇ ଏୟାକୁ ଗୋଟେ ଆଣିଦିଅ ବାହା ହେବ ଏ ଭାଇ 😂😂😂
First Experiance ନେଲା ପରେ ବାହା ହୁଅନ୍ତି 😅
😂😝😂🤣🥵🥵🥵🥵🥵
😂🤣😂🤣
😂😂😂
ଭାଇ ସେଠି ଓଡ଼ିଆ ରେ କଥା ହେବା ର ଦେଖି ବହୁତ୍ intresting ଲାଗିଲା
Love from Mayurbhanj ❤
Jay jagannath 🙏
ବଢ଼ିଆ ବର୍ଣନା ଭାଷା କହିବାଶୈଳୀ
ଶଙ୍କର ଭାଇଙ୍କ ଭଳି ଭାବିଲି ତାଙ୍କ ସାନଭାଇ ବୋଲି ଶୁଦ୍ଧ ଓଡ଼ିଆ ଉଚ୍ଚାରଣ। ମାନିବାକୁ ପଡ଼ିବ ଆଗେଇ ଚାଲ ଧନ୍ୟବାଦ ମା ତାରିଣୀ
ବନ୍ଦେ ଉତ୍କଳ ଜନନୀ ❤❤❤❤ love from deogarh ❤❤
ଆଜି ବହୁତ ଖୁସି ଲାଗୁଥିବ କାରଣ ଓଡ଼ିଆ ଖାଦ୍ୟ ଏବଂ ସାଙ୍ଗ ଏକାଠି ପାଇଥିବାରୁ ଜୟ ଜଗନ୍ନାଥ
🙏ଜୟ ଜଗନ୍ନାଥ 🙏
.....
❤ ବହୁତ୍ ମଜା ଆସୁଛି ଭିଡିଓ ଦେଖି
କାଲିର ଭିଡ଼ିଓ ରେ ଲବ ଭାଇର ପ୍ରେମ କାହାଣୀ କେମିତି ଲାଗିଲା ଗୋଟେ 👍👍👍
🙏ଜୟ ଜଗନ୍ନାଥ 🙏
ଦୁଃଖ ଲାଗିଲା 😢
Sara duniya ku odia sikheiki asa❤️❤️ Jay Jagannath 🙏🏻🙏🏻🙏🏻
ଭାଇ ବହୁତ୍ ମଜା ଲାଗୁଛି,, ଭଗବାନ ତୁମର ମଙ୍ଗଳ କରୁ,, ଜୟ ଜଗନ୍ନାଥ
ଭାଇ ମୁ ତମ video କୁ କେବେ miss କରିନି ମୋତେ ବହୁତ ଭଲ ଲାଗେ
ଆମ ଓଡ଼ିଆ ଭାଷାରେ କଥା ହେଲ ବହୁତ ଭଲ ଲାଗିଲା ଯାହାବି ହେଲେ ଇଂରାଜୀ ଭାଷାରେ କହିବାକୁ ପଡିବ 🌹💐🌷🌸🌺💐🏵️❤️
ଯାଇଛନ୍ତି ଓଡ଼ିଶାରୁ,,,
Blogging କରୁଛନ୍ତି ଆଫ୍ରିକାରୁ,
ନାଁ ଟି ତାର ଲବ,,,,,,,
ଓଡ଼ିଶାର ନାଁ ରଖିବ,,,
❤ଜୟ ଓଡ଼ିଶା ❤
Mast shyri👍👍👍👍👍
Nice quotation.....🎉
Nice
👏👏
Wonderful quotation 🔥🔥
😆😆😆 hasi hasi Peta khrp heigala,,,Toka ra sence of humer 👌👌👌 Munda khrp Toka amr
Your presentation and confidence is top class...
ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 🙏
2024 ରେ ଭାଇଙ୍କର 1 million complete ଅତି ଶୀଘ୍ର ହୋଇଯିବ।
ଭାଇ ନମସ୍କାର। ଆପଣ ବହୁତ ଭାଗ୍ୟବାନ କାରଣ ଆପଣ ଯେଉଁ ସବୁ ସ୍ଥାନରେ ବିଦ୍ୟମାନ ଅଛ ଏହା ଆମ୍ଭ ମାନଙ୍କ ପାଇଁ ସ୍ଵପ୍ନ । ଆପଣଙ୍କ ଏହି ମହାନୁଭବ ପାଇଁ ହୃଦୟରୁ ସମ୍ମାନ କରୁଛି।
🚩ଜୟ ଜଗନ୍ନାଥ 🚩
Video ta bohut bholo lagila bhai
Madhya bahut Bhala laguchi tomato sab video Jay Jagannath like 👍👍🙏🕉️🤝🆗👍💯
ଭାଇ ବହୁତ୍ ସୁନ୍ଦର vlog God bless you
🙏ଜୟ ଜଗନ୍ନାଥ 🙏
🚩🚩🚩🚩🚩
ଶୁଭ ସକାଳ ଜୟ ଜଗନ୍ନାଥ ଜୟ ଓଡ଼ିଶା ବହୁତ ମଜା କରୁଛ ଭାଇ ଆଜି ଦିନଟା ସାରା ଖୁସି ରେ କଟୁ
🙏ଜୟ ଜଗନ୍ନାଥ 🙏
ଆଜି ଦିନଟି ବହୁତ ଖୁସିରେ ଯାଉ ଲବ ଭାଇର 👌
ଲବ ଭାଇ ସବୁ ଜାଗାରେ ତମର ସାଙ୍ଗ ଅଛନ୍ତି, ଦେଖି ବହୁତ ଖୁସି ଲାଗିଲା । ସେମାନେ ତମକୁ ସାହାଯ୍ୟ ବି କରୁଛନ୍ତି ବହୁତ ବଢିଆ.... ❤❤ ମୁଁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରୁ ତମ ସବୁ ଭିଡ଼ିଓ ଦେଖୁଛି, ଭଲ ଲାଗୁଛି । ଧନ୍ୟବାଦ ❤❤
🙏ଜୟ ଜଗନ୍ନାଥ 🙏
🚩🚩🚩❤️🚩🚩🚩
ଆପଣଙ୍କ ଭିଡିଓ ରୁ ବହୁତ କିଛି ଶିଖିବାକୁ ମିଳୁଚି l ଧନ୍ୟବାଦ୍ 🙏🙏
Bhai so beautiful video 👍
ଆମେ ଓଡ଼ିଆ ସବୁଠୁ ବଡିଆ , ଜୟ ଜଗନ୍ନାଥ , ବନ୍ଧେ ଉତ୍କଲ ଜନନୀ
🙏ଜୟ ଜଗନ୍ନାଥ 🙏
🙏ଜୟ ଓଡିଶା 🙏
Finally ଆମ ଭାଇଙ୍କୁ ନିଜ ପସନ୍ଦର ଖାଦ୍ୟ ମିଳିଗଲା ❤️
🙏ଜୟ ଜଗନ୍ନାଥ 🙏
ହଁ ଭାଇ 👌
ଶୁଭ ସକାଳ ଭାଇ ା
ବହୁତ ମଜା ଲଗିଲା
ଲବ ହାଁସଦା ପାଖରେ ଆତ୍ମବିଶ୍ବାସ ବହୁତ ଅଛି। ଧନ୍ୟବାଦ
Seriously bahut maja laguchhi mote video dekhiki lagila mu africa re buluchi 👍🏼
Odisha basi chanhile auu Indian mane chanhile 1 moths bi bhai 1 million heipariba bhainka jatra bahut sahaj auu sundar bhabare safhala hei prabhunka pakhare prathana Jay jagannath ❤🎉🎉🎉🎉🎉🎉🎉❤❤❤
ବହୁତ ଭଲ ଲାଗିଲା ❤❤❤ କେମିତି ଅଛନ୍ତି ଭାଇ
ମୋତେ ବହୁତ ମଜା ଲାଗୁଛି😊😊 ଭାଇ love you from Bhadrak
Laba bhai! Gote katha kahibi...Discovery re emiti lagunathila jemiti ethi laguchi tuma channel re - pura nijara nijara bhali laguchi e wild Africa view, khas kari jehetu mo Odia bhai kari pathouchi boli sidha aama Odia deshaku!
Sidha Africa ru telecast aama Odisha pain sepcially na, sethi pain!
Salute!!
Mate bahut maja laguchi Bhai apananka video dekhiki
ଭାଇ ତମ ଭିଡିଓ ଦେଖି ବହୁତ ଭଲ ଲାଗୁଛି।
ମୋତେ ବି ଏମିତି ବାହାରକୁ ଯିବା କୁ ଇଛା ହେଉଛି। ଜୟ ଜଗନ୍ନାଥ 🙏🙏🙏
ଭାଇ ତୁମେ ବହୁତ ଦୂର କୁ ଯାଇ ବୁଲି ପାରୁଛ, ଜୀବନ କୁ ଉପଭୋଗ କରୁଛ
, ତୁମେ ପ୍ରକୁତରେ ଭାଗ୍ୟବାନ, ଜଗନ୍ନାଥ ତୁମ କୁ ଆଶୀର୍ବାଦ କରନ୍ତୁ
🙏ଜୟ ଜଗନ୍ନାଥ 🙏
ନାହିଁରେ ଭାଇ କୁହ ଆମେ ପୃଥିବୀର ସ୍ଵର୍ଗରେ ଅଛେ ଦୂରରେ ଥାଇ ଦେଖ ଯିବା କଥା BHABANI VARI DANGER JAGA
Bahut sundar laghuc hai vai. Africa. Am. Bhubaneswar rahi ki. Dekhuchhi jay. Jaganatha
B. C. C. C. C. C. C. C. V. C c c. C. C. C. Ccc c. C. C. C. C. V. C c. V x c. C. V. C c. Cc. C. C cx. C. C. C. C c cc cc cccvc. C. Cc. C. Cc xccc cc cc ccc c cx cc. C c cx. Xc. C. C. C. C. C. C. C. C. C cccc. Ccvcc cx. Cbc cvc xc xc. C. Bcx c xbxbc. Bv c c. C c. C. X. C c vv x. C. Xv cc cc c c. B v. Cc. .v x. Nvc. C vc. V c. V. C. V v vc BC cc. V. C c c cc c c c . C vmavvavdmscmmvmmdm mcmmmscdddmmmmsdmmdCc c
@@trilochananayak2590😊~}}8878🎈]]l🤣😊😊😊😊😊
ବହୁତ ଭଲ ଲାଗିଲା ❤ମନ ଖୁସି ହେଇଗଲା
english odia misamisi Helebi VDO T sundar lagila, tanks BHAI.agaku madi chala amebi odisare thai enjoy karuthau.
ମୁ ଗୋଟେ ଜିନିଷ ନୋଟିସ କରିଲି ସବୁଠୁ intresting କଥା ହେଉଛି ଆପଣ vlog ବନେଇଲା ବେଳେ ଆପଣ ଙ୍କୁ ସବୁ Africa ର ଲୋକ ମାନେ ବୁଲି ବୁଲି ଦେଖୁଚନ୍ତି ଆଶ୍ଚର୍ଯ୍ୟ ହୋଇକି😉❤️
ଭାଈ ତମ ଭିଡିଓ ମୋ ମନକୁ ଛୁଇଁ ଚି ❤ ଅତି ସୁନ୍ଦର
ବହୁତ ଭଲ ଲାଗିଲା ଲବ ଭାଇ ଏହି video❤
Laba Bhai no 1 international vloger. Jaldi Bhainkara 1M subscriber heijau❤❤👌👍
ବହୁତ ଭଲ. ଅଗୁକୁ ଆଗକୁ ଆହୁରି ଉନ୍ନତି କର ଜୟ ଜଗନ୍ନାଥ
ଅତି ସୁନ୍ଦର ଉଦ୍ୟମ। କିଏ ବୁଝୁ ବା ନ ବୁଝୁ ଆମେ ପ୍ରଥମେ ତାଙ୍କୁ ଓଡ଼ିଆରେ କହିବା। ନିଜର ପରିଚୟ ଦେବା। ଯଦି ବୁଝିବାକୁ ସେ ଅକ୍ଷମ ହୁଏ, ତାଙ୍କ language ରେ କଥା ହେବା।
ରୁପା ପିଣ୍ଟୁ କୁ ଛାଡି ଭାଇ କୁ ସପୋର୍ଟ କର ଆମ ପାଇଁ ଭାରତ ବାହାରେ ଭିଡିଓ କରୁଛନ୍ତି ❤❤
Right 👍🏻
ଆପଣ ଠିକ୍ କହିଛନ୍ତି।
Right
Are Bhai se Rupa pintu kie mu ta janini...aji RUclips re search maribi sie kie dekhibi
ସତ କଥା
ଓଃ ଭାଇ। ଜୟ ଜଗନ୍ନାଥ। ଏତେ talent କଉଠୁ ଆଣିଲ।
ଜୟ ଜଗନ୍ନାଥ 🙏
ଭାଇ ସତରେ ଅଲଗା ଦେଶରେ ଯଦି ଆମ ଦେଶର ଲୋକ ମିଳିଜାନ୍ତି ଭାରି ଖୁସି ଲାଗେ ଭଲ ଲାଗିଲା ଏତେ ଦିନ ପରେ ମୋ ଭାଇ ଖୁସିରେ ଖାଇବା ଖାଉଛି ପୁଣି ଭାରତ ଖାଇବା। ଜୟ ଜଗନ୍ନାଥ ଭାଇ ଭଲ ରେ ରୁହନ୍ତୁ
🙏ଜୟ ଜଗନ୍ନାଥ 🙏
ନମସ୍କାର ଭାଈ ବହୁତ୍ ଖୁଶି ଲାଗିଲା ଜୟ ଜଗନ୍ନାଥ 🙏🙏🙏
Bhai bahut bahut dhanyawad. For making such informational videos.
ଭାଇ ଜୟ ଜଗନ୍ନାଥ ❤❤❤
ଆପଣକୁ ହୃଦୟରୁ ପ୍ରଣାମ 🙏🙏
ଖୁବ୍ ସୁନ୍ଦର ଲାଗୁଛି ତୁମ କଥା କହିବାର ଶୈଳୀ 😊
ଭାଇ ଏମିତି ଆଗକୁ ମାଡିଚାଲ ❤❤
𝓘 𝓵𝓸𝓿𝓮 𝔂𝓸𝓾 𝓫𝓻𝓸 ❤❤❤
🙏ଜୟ ଜଗନ୍ନାଥ 🙏
ଲବ ଭାଇନା ତମ କଥା ଗୁଡାକ ଭାରି ମଜାଳିଆ ଲାଗୁଛି 👌
Odisha ra garba tame ❤
ଜୟ ଜଗନ୍ନାଥ 🙏
ଆଫ୍ରିକା ରେ ମାଣ୍ଡୁ ଗୋଟିଏ ଖୋଜ ଭାଇ 😍😍😍😍
Appreciated ...bahut bhala lagila vlog
Jwell of odisha, best of luck odia bhai
ଜୟ ଜଗନ୍ନାଥ ଭାଇ ❤🙏
ବହୁତ ବଢିଆ Vlog
Keep it up 🥳
🙏ଜୟ ଜଗନ୍ନାଥ 🙏
ବହୁତ ବଢିଆ vlog 👌
Gd morning bhai❤ from angul....I hope Tamara Africa trip jaldi valare valare end hau...aau tame next alaga country ku travel kara..
Jai jagannath
Ur behev& attitude actually odisha ra odia pua❤
❤
Su nice ha ha ha ha ha so superbbb! HA HAH AH AHA!!
Good bless you laba bhai Thaks for sending culture of anathor country
ଭାଇ ପାଇଁ ଗୋଟେ like 👍 ହେଉ ❤
ଭଲ ଲାଗୁଛି ତମର ସବୁ ଭିଡ଼ିଓ ଭାଇ ମୁଁ ଘଟଗାଁ ତାରିଣୀ ମନ୍ଦିର ପାଖ ରୁ 👌👍👍
So nice guru 👍
ଜୟ ଜଗନ୍ନାଥ 🙏🙏
ଭାଇ ଆମର ଟିକେ ଦୁଷ୍ଟ.. ଟିକେ ଚଗଲା
ଖୁବ ସୁନ୍ଦର ଲାଗିଲା...👍👍👍
Bahuto bholo lagila video
ଆଜି ର ଏହି ଭିଡ଼ିଓ କୁ ଦେଖିବାକୁ କିଏ କିଏ ଅପେକ୍ଷା କରିଥିଲେ ମୁଁ ତ ବହୁତ୍ excited ଥିଲି ଗୋଟେ👍🏻👍🏻👍🏻
🙏ଜୟ ଜଗନ୍ନାଥ 🙏
ମୁଁ ପୁରା ଅନେଇ ବସିଥିଲି 👌
Laba da tomo video dekhi ate moja 😅 laguchhi j agoru kebe lagini 😂 😅😅
ଭାଇ ତମେ ବହୁତ ଠକ କହିଲ କି 100k suscribe ହେଲେ କହିବ କି କଣ କର ଆଉ କୋଉଥି ପାଇଁ ଆଫ୍ରିକା ଯାଇଚ କହିବ ବୋଲି କିନ୍ତୁ 100k suscribe ହେଲା ପରେ ବି କହିଲାନି😄😄😄 ଭାଇ ତମ ର ସବୁ ଭିଡ଼ିଓ ବହୁତ ଭଲ ଲାଗୁଛି ।
Bhai tuma something different TQ bhutu khusi laguchi tuma video dakhiki
ବହୁତ ଖୁସି ଲାଗ୍ ଲା ଦାଦା ତୁମର୍ video ଦେଖିକରି ଭଲ୍ ସେ ରୁହ ଦାଦା ଇଟା ହି ମାଁ ସମଲେଶ୍ଵରୀ କେ ଦୁଆ ମାଗୁଚେ ଜୟ କୋଶଳ love from Boudh ❤️❣️🥰😘🤟🏻❤️❤️❤️
Jay jagannath 🙏🙏
Jay maa Samalei 🙏🙏
Love from jharsuguda Bro ❤️❤️
I am from balasore but live in Dubai most vlogs iam ... proud of you
ଆଜିର video 📸 ଟା ଭଲ ଲାଗିଲା ❤
ବହୁତ ସୁନ୍ଦର ହେଇଛି। ଖଣ୍ଟି ଓଡ଼ିଆ ଭାଷା ଶୁଣି ବହୁତ ଭଲ ଲାଗିଲା।
Laba bhai tamaku mani baku padiba jahahau odia pila heiki bahar desha re buli parucha ama odisha pain garba thank you laba bhai🙏🙏🙏🙏
Proud of you man...odia heiki bahare vlog kariba not easy....Best of luck
🙏ଜୟ ଜଗନ୍ନାଥ 🙏
🚩ଜୟ ଓଡିଶା 🚩
ବହୁତ ସୁନ୍ଦର ହେଇଛି 😄😁🥀
ଧନ୍ୟବାଦ ଭାଇ ଟୁଙ୍ଗୁରୁ ଭୋଳ...ଏତେ ଭଲ ଭଲ ବାହାର ଜାଗା ର ଦୃଶ୍ୟ ଦେଖେଉଚ ❤️
😂🤣
🙏ଜୟ ଜଗନ୍ନାଥ 🙏
ଟୁଁଗୁରୁ ଭାଇ ବହୁତ ଭଲ ଭିଡ଼ିଓ ଛାଡ଼ୁଛନ୍ତି 👌
ଆରେ ମାଘିୟା ଟୁଙ୍ଗୁରୁ କାହାକୁ କହୁଛୁ କିରେ ମାଘିୟା । ତୋ ଗାଣ୍ଡିରେ ଦମ୍ ଅଛି ଏମିତି କା ଜାଗା ଦେଖିବା ପାଇଁ।
ଯଦି ତୋତେ ଲୋବ ଦା ର ଭିଡିଓ ଗୁଡ଼ା ଭଲ ଲାଗୁଛି ତୋ ଭଲ ଭଲ comments କର ଆଊ ଏମିତି ଚୋଡା ଛୋଡ଼ି ହୋଇ comment ଦବୁ ତୋ ଏମିତି ଦି ଅକ୍ଷରିଆ ଭାଷା ଶୁଣିବୁ ଶୁଣିବୁ। ଆମା ଲୁତୁର ଆର ଡ୍ଡେକେ ସେନ ଖାଁ ମାୟାମ ଗେ ଓଡ଼କୋଆ ବୁଝାଉ ହୋ ବାମ ବୁଝଉ ଦାଲେଆ ହା।
@@trilochananayak2590 tamku nai bhai aau jane jinex naa kan jee tanke kahile aago.. Bhai tame kuha Lobo bhai nije kahile ki nai tankar gote video re Tunguru bholo boli.. Ea kain chhoda chodi katha kahuchi aago
Hats off to your efforts and your confidence brother...
ଅତି ସୁନ୍ଦର ଭିଡ଼ିଓ brother 👌🏻👌🏻👌🏻🙋🏻♂️❤️
ଲବ ତୁମ ପ୍ରତିଭା ସବୁ ଦେଖୁଛି, କୁହ କେବେ ପ୍ରଧାନମନ୍ତ୍ରୀ ହେବ,ଆହୁରି ଖୁସିହେବୁ ନମୋ ନାରାୟଣ ସ୍ବାମୀ
🙏ଜୟ ଜଗନ୍ନାଥ 🙏
ଇଣ୍ଡିଆ ଆସିଲେ 😄
I was watching your maximum video...but this one was like next level...lage raho laba bhai...
Lage raho laba bhai 👌
Wow bro, U r carrying odisha always in ur heart❤❤
🙏jay jagannath 🙏
ଭାଇ ବହୁତ ସୁନ୍ଦର ହେଇଛି
ମଜା ଆସିଗଲା ଭାଇ 😂😂😂😂😂😂😂😂😂
ଜୟ ଜଗନ୍ନାଥ, ଜୟ ଓଡ଼ିଆ ଭାଷାର ମହତ୍ ଉଦ୍ଦେଶ୍ୟ regards to others 🙏🙏
🙏ଜୟ ଜଗନ୍ନାଥ 🙏
ଆମେ ଓଡ଼ିଆ 👌
ଭାରି ବଢିଆ 👌
ଭାଇ କଥା ଶୁଣି ମୁଁ ବହୁତ ଖୁସି ଲାଗିଲା ଭିଡିଓ ଗୁଡା ଭଲ ଲାଗେ ଭାଇ ତମେ କେମିତି ଅଛ
Love from Odisha Jay Jagannath 🙏
Mostly from odisha 😊
🎉nuajaga dehucha Val laguche
ମୋତେ ଭହୁତ ଭଲ ଲାଗୁଚି ଭାଇ tme ଭୁଲିଯାଇଥିବାରୁ ଜୟ ଜଗନ୍ନାଥ
ଭାଇ ବହୁତ ବଢିଆ କାମ କରୁଛ ଆଗକୁ ବି ବହୁତ ବଢିଆ କରିବ ଆମେ ଅଶା କରୁଛୁ l ଜୟ ଜଗନ୍ନାଥ ⭕‼️⭕
ସବୁ ବେଳେ ଆମେ ଆପଣ ଙ୍କ ପାଖରେ ଅଛୁ l love you bro 🥰🥰🥰😘
Good morning laba bhai
Keep it up odisha blessing to you😊😊😊
ଅତି ସୁନ୍ଦର❤
ଓଡ଼ିଆ ଟୋକା ମାର୍କେଟ ରେ ଖେଳ କରିଲା।😊❤❤❤❤😅
Santali Toka be 😂😂
So natural behave and innocent brother u r.....I like your confidence and good spirit ❤
Vdo bohut interesting thila