@@KailashSoren-h6l tu to bhala na kahunu train accident ta odisha re hela ta pai se kn kahila India bahara loko Twitte kale se kn kichi kahila ku khali na kn odisha ru mu asichi.. bhai re nija swartha pare kehi kahari nuhanti re. auto bodo heija dele janibu..
Video dekhi bahut inspiration milila salute to him lady odisha ru jaiki se Africa ra loka manankara seba kariparuchi sabu tharu bada katha tribal community ra lokamananku education and health subject re awareness karuthibaru thank you laba tuma pain ame se jhia bisayare jani parilu special thanks debi se jhia ku she has a very good personality and she is represent odisha in Africa au kan kahibi jete kahile b kam padiba ..africa heu America or India manaba seba kari chala as a human being so proud of you 🙏🙏❤❤
THIS LADY IS VERY CAREFUL AND PERFECT SUITS TO HER JOB AND PASSION....RESPECT TO ସାନ୍ତାଳୀ AND REALLY SALUTE TO THAT LADY WHO HAVE TAKEN THIS DANGEROUS STEP...LOVE YOU BOTH
Quite inspiring story.Few years back one of my colleague an ophthalmologist was selected for Kenya, at that time it was still very backward, and he had a tough time. But he conducted many cataract operations and was satisfied
After listening....ur Friend's talk really i definitely say ,,she is so kind hearted ❤,so good, so intelligent,,so smart...as compaired to all....,i think she is like as... living Goddess,.....thnks dii really you are so great 🙏🌞🌞nyc to know about her😍😍..... proud to be an indian 😍😍😍😍
ମୋର ସାନ ଭଉଣୀ ବହୁତ ସୁନ୍ଦର କାର୍ଯ୍ୟ କରୁଛନ୍ତି ଆଫ୍ରିକା ମହାଦେଶରେ ରହି ଗରିବଲୋକଙ୍କ ସେବା କରୁଛି ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ମୟ ହେଉ।
Making a History I କେଉଁମାନେ ଚାହାନ୍ତି 2024 ପୂର୍ବରୁ ଏହି ଭାଇର 1 Million Subscriber ହେଇଯାଉ ବୋଲି
👍👍👍👍👍
Is bro 10 millions com
❤❤❤❤ ରାଇଟ୍
I want
ମୋ ଦ୍ରୁଷ୍ଟିରେ ଏହି ଝିଅଟି ହେଉଛି ସମସ୍ତ ଭରତୀୟ ଯୁବତୀଙ୍କ ଏକ ଆଦର୍ଶ। ଏହାଙ୍କୁ ଆମ ପାଖରେ ପରିଚିତ କରାଇ ଥିବାରୁ ଶ୍ରଦ୍ଧେୟ ଲବଙ୍କୁ ଧନ୍ଯବାଦ
Right 👍👍
Right 👍👍👍
ଆଉ ତା ଚୁଟି ଆଫ୍ରିକା ପାଈଁ ଗୌରବ l
👍👍
I like it
ଗର୍ବେ କହୁଚି ମୁ ଓଡିଆ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏
ଭାଇରେ ଯାହା ହୋଉ ତୁମେ ଆମ ଓଡ଼ିଆ ଭାଷାକୁ ଏତେ ବାଟରେ ପହଞ୍ଚେଇ ଥିବାରୁ ଜୟ ଜଗନ୍ନାଥ
କୋଉ କୋଉ ଭାଇ ମାନେ ଖୁସି ଅଛନ୍ତି ଲବ ଭାଇ ଓଡ଼ିଆରେ ବ୍ଲୋଗ ଆଣୁଛନ୍ତି ଗୋଟେ Like କର.
ଆଜି ଏ ଶାଢ଼ୀ ପିନ୍ଧେଏଇ ବହୁତ ଭଲ କାମ କରିଛନ୍ତି ଗୋଟେ👍🏻ଏହି traditional ପାଇଁ
ବହୁତ ଭଲ ଲାଗିଲା ଆଫ୍ରିକା ଭିଡ଼ିଓ ଦେଖିକି ଅସକରୁଛି ❤ ଆହୁରି ଏମିତିକା ଭିଡ଼ିଓ ଆସୁ ❤❤❤ ଜୟ ଜଗନ୍ନାଥ
ଭଉଣି ହେଉଛନ୍ତି ସମସ୍ତ ଭାରତୀୟ ନାରୀ ଜାତିଙ୍କ ପାଇଁ ପ୍ରକୃତ ଶିକ୍ଷାର ଉଦାହରଣ ଆଉ ଲବ ଭାଇ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭ କାମନା ❤❤❤
ଏହି ଭଉଣୀ ସତରେ ଵହୁତ ମହାନ୍ ଓ ତାଙ୍କର କାର୍ୟ୍ଯ କଳାପ ବହୁତ ଭଲ। ତାଙ୍କ ପାଇଁ ଏକ Like 👍👍👍👍.
After listen her, she is the second Draupadi Murmu (ଦ୍ରୌପଦୀ ମୁର୍ମୁ ). I salute you sister
mo Bala draupadi murmu sala odisha re train accident hela kichi bi ta bisaya re kahipani
Anupoma marandi westbangal ro jhio
Exactly bro
@@lostsmile07tu bala sudhuribuni
@@KailashSoren-h6l tu to bhala na kahunu train accident ta odisha re hela ta pai se kn kahila India bahara loko Twitte kale se kn kichi kahila ku khali na kn odisha ru mu asichi.. bhai re nija swartha pare kehi kahari nuhanti re. auto bodo heija dele janibu..
ଭାଇ ତମେ ନିଜର ଯତ୍ନ ନେଉଥିଲା ତୁମ ପାଇଁ ଆମ ଓଡ଼ିଶା ର ଗର୍ବ ଓ ଗୌରବ ଆପଣ ❤ ଲବ ଭାଇ ପାଇଁ ଗୋଟିଏ 👍👍
ଭାଇ ବହୁତ ଭଲ ଲାଗିଲା ଆପଣ କୁ ଭଗବାନ ସବୁବେଳେ ଭଲ ରେ ରଖି ଥାନ୍ତୁ ଓଡିଶା କେବେ ଆସିବ ଭାଇ ଆମ ଙ୍ଗା ର ପକୃତିକ ସୁନ୍ଦର ବହୁତ ଭଲ କେବେ ଆସିଲେ ଟିକେ ଦୟାକରି ଆମ ପଟେ ଆସିବ
Bhai tame Tama sanga ashita kemiti dekha hela kamete re kahiba
Tuma duijana ku antarika dhanyawad ❤
Proud to be a ଓଡ଼ିଆ ଭାଇ ତମ ପାଇଁ ଆମେ ଗର୍ବିତ ।ଭଉଣୀ ଙ୍କୁ ହୃଦୟ ରୁ ଧନ୍ୟବାଦ୍ ସମସ୍ତଙ୍କ ପାଇଁ ଆଦର୍ଶ । ଜ୍ଞାନ କୁ ସବୁବେଳେ ବାଣ୍ଟିବାକୁ ଚେଷ୍ଟା କରନ୍ତୁ ।
Ama ade barsa houchi bahut jor
ଭାଇ ସେ ଭଉଣୀ ଙ୍କ କଥା ଶୁଣି ବହୁତ୍ ଭଲ ଲାଗିଲା ଟିକେ ଦୁଃଖ ଲାଗିଲା
ନିଜେ କଷ୍ଟ ଉଠାଇ ଅନ୍ୟ ପ୍ରତି ସେବା କରିବାର ଇଛାଶକ୍ତି ରଖି ମାନବିକତାର ପରିଚୟ ସୃଷ୍ଟି କରିଥିବା ଭଉଣୀ କୁ ଆନ୍ତରିକ ଅଭିନନ୍ଦନ ଶୁଭେଚ୍ଛା ,
ଜାତି ବିଷୟ ରେ ବହୁତ୍ ବଡିଆ ମେସେଜ ଦେଇଥିବାରୁ ଧନ୍ୟବାଦ ଲବ ଭାଇ good morning 🌅🌅🌅🌅
This man hardworking 100%
Attitude -0%
Ego = 0%
Angry = 0%
Love you from balasore 💕
Sei didi ku kemithi janila bro
Kemiti janila bhai
Janichi ama parulia re tanka ghara
Bhai Tama Sangako bahut dhanyvad 🙏🙏🙏👌👍👍👍
Are bhai tanku kemiti janila😊
ଲବ ଭାଈଙ୍କୁ thank you ଆମ ଇଣ୍ଡିଆନ ଝିଅ ଆଫ୍ରିକା ରେ ମାନବ ସେବାକରିଥିବାରୁ ।
ଆଗରୁ ଶୁଣି ଥିଲି ଆଦି ବାସି ଲୋକ ବହୁତ୍ ସରଳ
ଏବେବି ସେମାନେ ବଦଳି ନାହାନ୍ତି ତୁମ ହୃଦୟା ଟା ବହୁତ୍ ବଡ଼ ଭଗବାନ ତୁମ ଦୁଇ ଜଣଙ୍କୁ ବହୁତ୍ ଆଶ୍ରୀ ବାଦ୍ କରନ୍ତୁ🙏🙏🙏
ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ । ଏମିତି ଗୋଟେ ଝିଅ କୁ ପରିଚୟ କରେଇ ଶିକ୍ଷା ଦେଲା ସମସ୍ତଙ୍କୁ।🙏🏿🙏🏿🙏🏿🙏🏿
ଆଫ୍ରିକାକୁ ଯାଇ ଓଡ଼ିଆରେ ଭିଡ଼ିଓ କରିବା ଏବଂ ସେଥିରେ ସଫଳ ହେବା ଅସମ୍ଭବ ଲାଗୁଥିଲେ ମଧ୍ୟ ତମେ ତାକୁ ସଫଳ କରିଛ | ଅନେକ ଧନ୍ୟବାଦ |
ଭାଇ ତମ ସାଗଂ ବହୁତ୍ ଭଲ ଲାଗୁଛନ୍ତି ❤❤❤❤❤ ସତରେ ଆମ ଓଡ଼ିଶାର ଗର୍ବ ଗୌରବ ର ଗୋଟିଏ ଗୋଟିଏ ହିସା୍ ଜୟ ଜଗନ୍ନାଥ 😍😍😍😍😍😍😍😍🥰🥰🥰🥰🙏🙏🙏🙏🙏
ଭାଈ ଏ ଭଉଣୀ କୁ ଦିଲ ସେ ଧନ୍ୟବାଦ ❤️🙏
ଲବ ଭାଇ ଆପଣଙ୍କ କେଉଁ ଭଗବାନ ଜନ୍ମ ଦେଲାଯେ ପୃଥିବୀ ସାରା ବୁଲି ପାରିଲ ବହୁତ ବହୁତ ଧନ୍ୟବାଦ ଜହାରଗେ ଲବ ଭାଇ,
ଖୁବ୍ ସୁନ୍ଦର ବହୁତ ଭଲ ଲାଗିଲା ଏ ଭିଡିଓ ଟି । ସାଙ୍ଗ ବିଷୟରେ ଆଲୋଚନା କରିଥିବାରୁ ଧନ୍ୟବାଦ । ଜୟ ଜଗନ୍ନାଥ 🙏🙏🙏
ଭଉଣୀ ଙ୍କର ସଂଘର୍ଷ ମୟ ଜୀବନ କାହାଣୀ ଶୁଣି ବହୁତ୍ ଭଲ ଲାଗିଲା ହୃଦୟ ରୁ ଗୋଟିଏ
Salute ❤❤
Second dropadi murmu
ଭୁଉଣୀଙ୍କୁ ସହୃଦୟ ଧନ୍ୟବାଦ
ବାସ୍ତବ ରେ ସେ 2ୟ ମଦର ଟେରେସା
ବହୁତ ଭଲ ସାଙ୍ଗ ଟିଏ ପାଇଛ 👌ଯିଏକି ସାଧାରଣ ମଣିଷ ମାନଙ୍କ ସେବାରେ ଲାଗିଛି। 🙏ଆମ ଓଡିଆରେ ଗୋଟିଏ କଥା ଅଛି ମାନବ ସେବା ହିଁ ମାଧବ ସେବା 🙏ସେ ଭଉଣୀ ଦୁଃଖୀ ଜନ ମାନଙ୍କର ସେବା କରୁଛନ୍ତି 🙏ତାଙ୍କୁ ମୋ ତରଫରୁ ଧନ୍ଯବାଦ କହିଦେବ 🙏ତୁମକୁ ମଧ୍ଯ ଅନେକ ଅନେକ ଧନ୍ଯବାଦ ଭାଇ 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ଲବ ଭାଇ ଜିନ୍ଦାବାଦ
ଯୋଉ ମାନେ ଓଡ଼ିଆ ଥରେ କହିଦିଅ ଜୟ ଜଗନ୍ନାଥ 🙏🙏🙏
ଜୟ ଶ୍ରୀ ଜଗନ୍ନାଥ ❤😊🙏
Jay Jagannath 👏 👏
Jay jagannath 🙏🚩❤️
🙏🚩ଜୟ ଜଗନ୍ନାଥ 🚩🙏
Jay jagannath 🙏
ଭାଇ ଆପଣଂକୁ ବହୁତ ବହୁତ ଧନ୍ୟବାଦ ଭଗବାନ ଆପଣଙ୍କୁ ଆହୁରି ଶକ୍ତିଶାଳୀ କରନ୍ତୁ
ଲବ ଭାଇ ସେ ଝିଅଟି ବହୁତ୍ ସାହାଯ୍ୟ କରୁଛି ତମକୁ ବହୁତ୍ ଭଲ କାମ ।। #RoyalBikas reaction
ଯୋଉ ମାନେ ଓଡ଼ିଶା ରୁ ଦେଖୁଛନ୍ତି 1 like ବୋହୁତ ଖୁସି ଲାଗିଲା ଆମ ଓଡ଼ିଶା ର ସଂସ୍କୃତି କୁ ବାହାର ଦେଶ ରେ represent କରିଲେ ଏମିତି ଭିଡିଓ କରିଚାଲ ଆମ ଓଡ଼ିଶବାସୀଙ୍କ suopprt ମିଳିବ ❤❤ but gote ଗୋଟେ କଥା କେବେ ଭୁଲି ବେନି ମାଲେସିଆ ଯେବେ ଆସିବେ ମୋ comments re reply ଦେବେ 🔥🔥🔥
😂
@@normalgamer9 କଣ ହେଲା ଭାଇ
@@normalgamer9 କଣ ହେଲା ଭାଇ 🧐🧐🧐😱🙄
🙏🚩ଜୟ ଜଗନ୍ନାଥ 🚩🙏
Jay Jagannath... 💐🙏🙏🙏
ବହୁତ୍ ବଢିଆ ଲାଗିଲା ଲବ ଭାଇ..... ସେ ଦିଦି କୁ ମଧ୍ୟ ବହୁତ୍ ଧନ୍ୟବାଦ୍...ସେ ତୁମକୁ ବହୁତ୍ ସହର୍ୟ କରିଥିବାରୁ ଆମେ ମଧ୍ୟ ବହୁତ୍ ଖୁସି ହେଉଚୁ କି ତମକୁ ସେ ଭଉଣୀ ବହୁତ୍ ସହlର୍ୟ କରିଥିବାରୁ ତାଙ୍କୁ ମଧ୍ୟ ବହୁତ୍ ଧନ୍ୟବାଦ୍ ସେ ତମର ବହୁତ୍ ଯତ୍ନ ନେଉଥିବା ରୁ ତମର ସବୁ ଭିଡ଼ିଓ ଗୁଡାକ ବହୁତ୍ ଭଲ ଲାଗିଲା ଭାଇ ହୃଦୟ ର ସହିତ ବହୁତ୍ ଧନ୍ୟବାଦ୍ ❤❤❤❤ ଜୟ ଜଗନ୍ନାଥ 😊😊😊
Se anupoma marandi
ଆଉ 2 ମାସ ଭିତରେ ଲବ ଭାଇ ଓଡିଶା ର 1 ନମ୍ବର vlogger ହୋଇଯିବେ 🙏
🙏ଜୟ ଜଗନ୍ନାଥ 🙏
No1ହୋଇଗଲେ ତ👌
ଆମେ tv ଦେଖା ବନ୍ଦ କରି ଲାବା ଭାଇ ଭିଡ଼ିଓ ଦେଖୁଛୁ ❤️❤️❤️
ଭାଇ ତୁମକୁ ଦେଖି ବହୁତ ଖୁସୀ ଲାଗୁଛି
ତୁମେ ଜଣେ ଭାଗ୍ୟବାନ
ଭଗବାନ ତୁମକୁ ଭଲରେ ରଖିଥାନ୍ତୁ
ଧନ୍ୟବାଦ
ବହୁତ ଧନ୍ୟବଦ୍ ଭଉଣୀ ଙ୍କ ପାଇଁ
ହିଁ ଭାଇ...! ସେ ଗଛ ର ନାଁ ଟା ' ପଳାଶ ' ...! ବହୁତ୍ ବଢିଆ ଝିଅ....! ଭାରତ ଛାଡ଼ି ଥିଲେ ବି , ଭାରତୀୟ ଗଛ ର ନାଁ ଭୁଲିନି..!❤
बहुत अच्छा अनुपमा जी ❤
आप एक सच्ची समाज सेवी हो।
Thank you LABA bro also
ମୁଁ ଗର୍ବ ଅନୁଭବ କରୁଛି | କାହିଁକି ନା ଆମ ଅନୁପମା ଦିଦି ଆମ ମହାପୁରୁଷ ଗୋପବନ୍ଧୁ ଦାସଙ୍କ କଥା କୁ ବଞ୍ଚାଇ ରଖିଛନ୍ତି |ଗୋପବନ୍ଧୁ ଦାସ କହିଥିଲେ -ମାନବ ସେବା ହିଁ ପରମ ଧର୍ମ |🙏🙏🙏
Bahut badhiya intresting ke saath puri video dekha mene,, ଭଲ ଲାଗିଲା 🎉🎉
Salute you sister, u are great
ଆମ ଓଡ଼ିଶା ର ଓଡ଼ିଆ, ଲୋକ ସବୁଥିରେ ଆଗୁଆ ,ସବୁ ଦେଶ ରେ କାମ କରି ପାରିବେ ,ଆଉ କାମ କରୁଛନ୍ତି ମଧ୍ୟ.... ଜୟ ଜଗନ୍ନାଥ
ଲବ ଭାଈ କୁ ଯେଉଁ ମାନେ ଭଲ ପାଉଛନ୍ତି Like ❤ ଗୋଟିଏ ହଉ
❤
ବହୁତ୍ ବଢିଆ ଲାଗିଲା ତୁମ video
ସବୁଠୁଁ ଭଲ ଲାଗିଲା ଟୁଙ୍ଗୁରୁ ଭେଣ୍ଡି।😊😊
Sanga emiti rahiba daraka
Mo Tarafaru Tama sanga ku
Dhanyabad
ବହୁତ ବହୁତ ଧନ୍ୟବାଦ ସାର୍
Good morning Dada & Didi 🎉🎉
This is very nice message to our society
🤗🤗👍👍👍👍👍
Hii
ଭାଇ ମୋତେ ସବଠୁ ଭଲ ଲାଗିଲା ତମ ସାଙ୍ଗ ର ଘୋର ଆଉ ତମ ସଙ୍ଗୋବି ବହୁତ୍ ଭଲ video ଦେଖି ଭଲ ଲାଗିଲା ❤️❤️❤️👍👍👍
Salute Lababhai and salute to your lady friend for her high ambition,Lord JAGANNATH bless you,🎉🎉🎉🎉
Tank you sir asabu video banei thibaru
Thank you mam for your service to the community in Africa.we the Indian are proud of you for your dedication.
ଶେଷ ବାର୍ତ୍ତା ବହୁତ ସୁନ୍ଦର ଥିଲା ❤❤❤
ଲବ ଭାଇ ୟୁଟ୍ୟୁବରେ ଆମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା କୁ ସାରା ବିଶ୍ବରେ ପହଞ୍ଚାଉଛନ୍ତି।
ଲବ ଭାଇ ତମେ ଆମ ଓଡ଼ିଶାର ଗର୍ବ।
ଆମ ଅନୁପମା ଭଉଣୀଙ୍କ ଜୀବନ ସାରା ଭାରତର ସମସ୍ତ ନାରୀମାନଙ୍କ ପାଇଁ ହେଉଛି ପ୍ରେରଣା ର ଉତ୍ସ।
ଅନୁପମା ମାରାଣ୍ଡିଙ୍କ ଲୋକଙ୍କୁ ସେବା ଓ ସାହାର୍ଯ୍ୟ କରିବାର ଆତ୍ମବିଶ୍ବାସ ସତରେ ମହାନ।
ପ୍ରଭୁ ଜଗନ୍ନାଥ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ।
ଜୟ ଜଗନ୍ନାଥ। ଜୟ ମା ବିରଜା।
ଜୟ ଓଡ଼ିଶା। ଜୟ ହିନ୍ଦ୍। ❣️🇮🇳❣️
ଜୟ ଅନୁପମା
जय हो अनुपमा बहन कि
ଲବ ଭାଇ ମୁଁ ଆଉ କିଛିକହିବିନାହିଁ ଖାଲି ଭିଡିଓ କେତେବେଳେ ଆସିବ ଅପେକ୍ଷା କରିଥିଲି ଅପେକ୍ଷାର ଅନ୍ତଘଟିଛି ❤❤❤ବହୁତ୍ ବହତ୍ ବହୁତ୍ ଅଗକୁଜାଓ ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା,,,ଜୟ ଜଗନ୍ନାଥ
Bhai Video ti Bahut Bhala lagila
ଧନ୍ୟବାଦ ଲବ ଭାଇ
ଏହି ଭଉଣୀ ଙ୍କ କାଯ୍ୟ କଳାପ ବହୁତ ଭଲ ଲାଗିଲା। ଏମିତି କେନିଆ ଦେଶର ଲୋକମାନଙ୍କୁ ସେବା କରୁ ଥାଆନ୍ତୁ । ସେ ଭଉଣୀ ଙ୍କୁ ମୋର ନମସ୍କାର।
🙏ହରି ବୋଲ 🙏
ଭାଇ ଙ୍କ ପାଇଁ ଯୋଉ ମାନେ ହୃଦୟ ର ଭୋଲ ପାଇ ବା ଓଛି ଗୋଟେ like ହୋଇ ଯା ଆଉ
👍👍👍👍👍👍👍👍
❤❤❤
@@AamaGaonAamaMati4:11 4.o oo
ruclips.net/video/wgb_DvRTtGw/видео.html
Ok
Your friend's(girl)life style and work is very interesting.very very thanks.
ବହୁତ୍ ସୁନ୍ଦର ଲାଗୁଚ ଭିଡିଓ
Traditional most beautiful thank you Bhai ete sunder paribesaku jai amaku dekhai thibaru au ethiru bahut kichi sikhibaku miluchi
ମୁଁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣଙ୍କ ଙ୍କୁ ଭଲରେ ରଖନ୍ତୁ ଆଉ ଶକ୍ତି ଦିଅନ୍ତୁ ଆପଣଙ୍କ ଆମ ପାଇଁ ନୂଆ ନୂଆ ଭିଡ଼ିଓ ଆଣିବେ 🙏🙏🙏🙏🙏🙏🙏🙏 ଜୟ ଜଗନ୍ନାଥ
ବିଡିଓ ଟିକୁ ଦେଖି ବହୁତ ଭଲ ଲାଗିଲା ଏଥି୍ର ଜଣା ପଡୁଚି କି ଯେ ତାଂକର character ରେ ବହୁତି ହିଁ ଭଲ ଜଣା ପଡୁଛି । ଯିଏକି ଆମ India ର ଦିଦି ଶାଢି ପିନ୍ଧା ବେସଭୁଷା ବହୁତ ସୁନ୍ଦର ଦେଖା ଯାଉଛନ୍ତି ।
ତମକୁ କୋଟି କୋଟି ଧନ୍ୟବାଦ୍ ଭାଇ
Nice thinking..... Bhai....I m very impressed your video... I wish good luck your life way....
What an Incredible speech
Great mam
ଭାଇ ସାଙ୍ଗ ଭଳି ସାଙ୍ଗ ଟେ ପାଇଚ ବହୁତ ବଢିଆ...1 no
One of the fastest growing channel. ..because of love and affection of you all..❤
ବହୁତ ସୁନ୍ଦର vedio, ହୃଦୟ କୁ ଚୁଇଁଲାଭଳି ଲବ ଭାଈ ଙ୍କୁ ହୃଦୟରୁ ଧନ୍ୟବାଦ ଆଉ ସେ ଭଉଣୀ ଙ୍କ ନିଷ୍ଟା ସେବା ତାଙ୍କର ଇଛାଶକ୍ତି କୁ ହୃଦୟରୁ ସମ୍ମାନ,ଜଗନ୍ନାଥ ଙ୍କ କୃପାରୁ ଆପଣ ମାନେ ଭଲରେ ଥାଆନ୍ତୁ । ଜୟ ଜଗନ୍ନାଥ 🙏
Many more Thanks to both of you
A simple , kind & brave girl... Full of inspirational.. Thanks laba babu for your finding such a brave girl...
Bahut bahut dhanyawad laba Bhai other country ra life style dekhaitibaru I proud of you ❤Jay jagannath
ବହୁତ ଭଲ ଲାଗୁଛି ଶାଢି ପିନ୍ଧି କରି ତ ସାଙ୍ଗ❤❤❤❤
🇮🇳🇮🇳🇮🇳ଶୁଭ ସକାଳ , ଜୟ ଜଗନ୍ନାଥ ,🇮🇳🇮🇳🇮🇳
Thanks a lot 🙏👍🙏 Bhai exlent information...
Jane bharatiya nari pari laguchi Bhai thank you❤❤❤
ଭାଇ ବହୁତ ଭଲ ଲାଗିଲା ❤❤ ଆପଣଙ୍କ ସାଙ୍ଗକୁ ହୃଦୟରୁ ବହୁତ ବହୁତ ଭଲ ପାଇବା ❤ & thanku so much didi ❤ really you are great lady & proud of india🇮🇳...Bhai ଆପଣଙ୍କୁ ମଧ୍ୟ ଢେର୍ ସାରା ସମ୍ମାନ ଆଉ ଧନ୍ୟବାଦ୍ 👍👍🇮🇳
Video dekhi bahut inspiration milila salute to him lady odisha ru jaiki se Africa ra loka manankara seba kariparuchi sabu tharu bada katha tribal community ra lokamananku education and health subject re awareness karuthibaru thank you laba tuma pain ame se jhia bisayare jani parilu special thanks debi se jhia ku she has a very good personality and she is represent odisha in Africa au kan kahibi jete kahile b kam padiba ..africa heu America or India manaba seba kari chala as a human being so proud of you 🙏🙏❤❤
🙏ଜୟ ଜଗନ୍ନାଥ 🚩🙏
West bengal ru se jhia odisha ru nuha
@@Skumar-hc2rp yes you are right 👍
Nice msg to Society....Thank U Laba bhai and Anupama didi🥰
ଭାଇ ଆମ ପାଇଁ ବଡ଼ ଗର୍ବ love you ଜୟ ଜଗନ୍ନାଥ 🙏🙏
ଦିଦୀ ତୁମକୁ ହୃଦୟରୁ ନମସ୍କାର
She is full of humanity and mercy full girl...my best wishes....lots of love for you both from Jagannath Dham ...puri...Jay Jagannath..
🙏ଜୟ ଜଗନ୍ନାଥ🙏
ବହୁତ sunder ଭାଇ ❤❤❤❤❤
ଭାଇ santali ଭଉଣୀ ଓଡ଼ିଆ ସିକେଇଦିଅ ନା ❤
ଯିଏ ଭାଇ କୁ ଓଡ଼ିଶା ର no1vloger
AAP kehe na kya chahate ho 😂
Super Brother you are great men good blessu, Thanks very very much। Like it,
Really she is one of the greatest inspiration for me.. Laba Bhai Tq bahut ki6i sikhili aoananka vdo ru.. Tq so much
Mam is very.. Unique and legendary woman👩... God bless🙏🙏🙏🌹🌹🌹🌹 from jharkhand.
THIS LADY IS VERY CAREFUL AND PERFECT SUITS TO HER JOB AND PASSION....RESPECT TO ସାନ୍ତାଳୀ AND REALLY SALUTE TO THAT LADY WHO HAVE TAKEN THIS DANGEROUS STEP...LOVE YOU BOTH
A useful interview. She is actually an inspiration for many. God bless her!
ଭାଇ ବହୁତ୍ ସୁନ୍ଦର ଭିଡିଓ
It's a very very very inspirational video, thank you so much brother
Oh sorry, nice to know that madam's profession and story,Great job,thank u
Quite inspiring story.Few years back one of my colleague an ophthalmologist was selected for Kenya, at that time it was still very backward, and he had a tough time. But he conducted many cataract operations and was satisfied
After listening....ur Friend's talk really i definitely say ,,she is so kind hearted ❤,so good, so intelligent,,so smart...as compaired to all....,i think she is like as... living Goddess,.....thnks dii really you are so great 🙏🌞🌞nyc to know about her😍😍..... proud to be an indian 😍😍😍😍
Thanks ଲବ for your good information to everyone indians
God bless you🙏🙏🙏
ଭାଇ ମାନେ ଶୁଭ ସକାଳ ଲବ ଭାଇ କୁ ଓଡିଶା ସାରା ଲୋକ ବହୁତ ଭଲ ପାଉଛନ୍ତି ଜୟ ଜଗନ୍ନାଥ 🙏🙏
ଭାଇ ବହୁତ ଭଲ ଲାଗିଲା,,,,,,,, ଓଡ଼ିଆ
Big salute to you @Anupama Mandi. Can't imagine how a single girl from india is staying in villages of Africa ❤
Thank you Madam for spreading Humanity from India to Africa ❤❤❤
Beautiful lady and beautiful thought . I really like her 🙏