ମୁଁ ଜଙ୍ଗଲରେ ଶିକାର କରିବାକୁ ଯାଉଛି ||  world is last hunting gather tribe hadzabe tribe

Поделиться
HTML-код
  • Опубликовано: 29 янв 2025

Комментарии • 4,5 тыс.

  • @MuTraveller
    @MuTraveller  Год назад +2335

    ଦୟାକରି ଏହି ଭିଡିଓ ଖୋଲା ମନ ରେ ଦେଖନ୍ତୁ | ଏହି ଭିଡିଓ ସଂସ୍କୃତିର ଏକ ଅଂଶ ❤❤

    • @itssangramvlogs952
      @itssangramvlogs952 Год назад +45

      Love From ❤️ Nayagarh 🏞️

    • @itssangramvlogs952
      @itssangramvlogs952 Год назад +55

      ଲବ ଭାଇ ଆପଣ ଏହି ସାହସ କୁ ମାନିବାକୁ ପଡିବ 👍🏻 Full Support ❤️

    • @Sampadsastta123.-world
      @Sampadsastta123.-world Год назад +32

      Jay mayurbhanj ❤ Bhai

    • @Nishikantakoraput
      @Nishikantakoraput Год назад +15

      Love ♥️ from Bhadrak & Koraput

    • @pinkikandi5596
      @pinkikandi5596 Год назад +23

      ସବୁ ବେଳେ ଖୁସି ରେ ରୁହ ଆଉ ଆମକୁ ଏମିତି ଭଲ ଭଲ ଭିଡିଓ ଦେଖିବାକୁ ମିଳୁ 🤗😊👌💯🙏ସବୁ ବେଳେ careful ରୁହ 🙏

  • @jaharigaming
    @jaharigaming Год назад +3085

    ଦେଖିବା ଏହି 🇮🇳 ପତାକା ପାଇଁ କେତୋଟା Like ମିଳିବ ??

    • @skz-shots
      @skz-shots Год назад +7

      Pin Karo ✔️

    • @MMMurmu-og6eo
      @MMMurmu-og6eo Год назад +6

      Ahi pataka pain bahut somoste like korithante hele aapononkoro comment tk tole achhi boli loko mane dekhi nahanti. Nohele amo India 🇮🇳 potaka pain somoste like korithante. Mu b comment podhi podhi aaponoko comment paili boli mu like kori parili. We proud of our 🇮🇳❤❤❤❤❤❤❤❤❤❤❤❤❤

    • @jhanjaraniram8997
      @jhanjaraniram8997 Год назад

      ​@@MMMurmu-og6eov 😮 knobccu fu FX

    • @Krishna-g07
      @Krishna-g07 Год назад +5

      A kou typ bhika magucha bro

    • @SwarnapravaDas-e6k
      @SwarnapravaDas-e6k Год назад +1

      Tame irrelevant comment lekhichha.

  • @bijayswain9643
    @bijayswain9643 Год назад +365

    ଦେଖିବା ଓଡ଼ିଶା ର ରିୟଲ ହିରୋ ପାଇଁ କେତେ ଜଣ like କରୁଛନ୍ତି ❤

  • @sisiranaik9741
    @sisiranaik9741 Год назад +443

    ଲବ ଭାଇ ତମେ ସବୁବେଳେ ନିଜର ସୁରକ୍ଷା କରୁଥିବ ....
    ବହୁତ ବିପଦଜନକ ଜାଗାକୁ ଯାଉଛ
    ଭଗବାନ ତମକୁ ସବୁବେଳେ ଭଲରେ ରଖନ୍ତୁ
    ଜୟ ଜଗନ୍ନାଥ 🙏

  • @lisukumar2883
    @lisukumar2883 9 месяцев назад +35

    ଓଡ଼ିଆ ସଂସ୍କୃତି ଦେଶ ବାହାରେ।। ତୁମ ପାଇଁ ଗୋଟେ ବିଗ ନମସ୍କାର ଭାଇ

  • @kirtiphotostudio8352
    @kirtiphotostudio8352 Год назад +29

    ଲବ ଭାଇ ର ଜୀବନ ହିଁ ଅସଲି ଜୀଵନ.... ବହୁତ ଆଗୋକୁ ଯାଅ ଭାଇ.... ବହୁତ ସୁନ୍ଦର.... ଜୟ ଜଗନ୍ନାଥ

  • @sarbeswarasisa1810
    @sarbeswarasisa1810 Год назад +23

    ଲବ ଭାଇ ଜଉ ଜାଗାରେ ଗଲେ ସେଇ ଜାଗାର କାଇବା କାଉଛ ତମେ କାହାକୁ ଗୃଣା ଟିକେ ବି କରୁନ ସମସ୍ତଙ୍କ ସଇତ ବହୁତ ଶୀଘ୍ର ଫ୍ରେଣ୍ଡସ ହେଇ ଯାଉଛ god bless u ଜୟ ଜଗନ୍ନାଥ
    Support from koraput odisha ❤

  • @sonababu-cc2rf
    @sonababu-cc2rf Год назад +4

    Congratulations bro ama odisha ra garba thume❤❤

  • @RaghunathMurmu-fo1sm
    @RaghunathMurmu-fo1sm Год назад +220

    ଲବ ଭାଇ ଜଣେ ଓଡ଼ିଶା ର ସୁନାମଧନ୍ୟ international vlogger , କହିଲେ ଅତ୍ୟୁକ୍ତି ହେବ ନାହିଁ, ସେ ସବୁ ବେଳେ ପରିସ୍ରମି,ସାହସୀ,ଓ ଧର୍ଯ୍ୟ ର ସହିତ କାମ ରେ ସେ ଓଡ଼ିଶା ର real Hero

    • @sarathideheri7958
      @sarathideheri7958 Год назад

      Ilo u bro ଜଉ ପିଲାଙ୍କୁ ଥଣ୍ଡା ଦେଲ ଥଣ୍ଡା କଣ ଜାଣି ନ ଥିବେ ନା

  • @itssangramvlogs952
    @itssangramvlogs952 Год назад +689

    ଭାଇନା ତୁମେ ଆଫ୍ରିକାର ଜଙ୍ଗଲ ପରିବେଶରେ ଥିବା ଲୋକଙ୍କୁ ଦେଖାଇ ଆମକୁ ବହୁତ ଖୁସି କରାଇଲ, ଫଳରେ ତୁମକୁ ବହୁତ ବହୁତ ଧନ୍ୟବାଦ 👍🏻 ସଂଗ୍ରାମ ସାହୁ ❤️

  • @babupagalcreation
    @babupagalcreation Год назад +583

    Really ଲବ ଭାଇ ତମେ ଆମ ହୃଦୟରେ ଜବରଦସ୍ତି ଘର କରିଗଲ, ତମ କାମ ପାଇଁ ଆଉ ତମ behaviour ପାଇଁ ❤❤❤

  • @nikitanayak773
    @nikitanayak773 Год назад +26

    ଆପଣ ଭାଇ ଆମ ଓଡ଼ିଆ ପିଲା ଦେଖି ବହୁତ ଗର୍ବ ଲାଗୁଛି .......ଭଗବାନ ଭାଇ ଙ୍କୁ ସବୁବେଳେ ଏମିତି ସାତ ଦିୟନ୍ତୁ ......❤❤

  • @ICANPUBLICATION
    @ICANPUBLICATION Год назад +331

    Lets Make a History - କେଉଁମାନେ ଚାଁହୁଚନ୍ତି ଏଇ ଭାଇର 2024 ସୁଦ୍ଧା 1 Million Subscriber ହେଇଯାଉ ବୋଲି

    • @MadhuriKanhar
      @MadhuriKanhar Год назад +2

      Hindi re video kale bodhe joldi hei jiba❤

    • @innocentboy9693
      @innocentboy9693 Год назад

      ​@@MadhuriKanharHindi channel b achhi tankara ..tribe vlogger

    • @mutraveller-g8f
      @mutraveller-g8f Год назад

      ​@@MadhuriKanhar😮😮😮😮

    • @bijuking2247
      @bijuking2247 Год назад +2

      2024 ବେଶୀ ଲେଟ୍ ହେଇଯିବ 2023 ରେ ହିଁ ହେଇଯିବ 🎉🎉❤❤

    • @allinformationindia9242
      @allinformationindia9242 3 месяца назад +1

      Hei Gala final ❤❤❤

  • @Adarsh_933-b1f
    @Adarsh_933-b1f Год назад +1138

    ଲବ ଭାଇ ର ମଙ୍ଗଳ ଚିନ୍ତା କରୁଥିବା ଭାଇ ଭଉଣୀ ଜଗନ୍ନାଥଙ୍କ ପାଖରେ ଗୁହାରି କରନ୍ତୁ jay jagannath 🙏 please gote 👍♥️✨

  • @srutihantal5445
    @srutihantal5445 Год назад +53

    ଭାଇ ଏବେ ବି ଏମିତି ଅବସ୍ଥା ରେ ମଣିଷ ରହୁଛନ୍ତି ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ବହୁତ ବହୁତ ଧନ୍ୟବାଦ ଲବ ଭାଇ ତମର କଠିନ ପରିଶ୍ରମ ଯୋଗୁଁ ଆଜି ଆମ୍ଭମାନଙ୍କୁ ଏହି ସବୁ ଦେଖିବାକୁ ମିଳିପାରୁଛି , ଜଗତର ନାଥ ଜଗନ୍ନାଥ ତମକୁ ବହୁତ ବହୁତ ବହୁତ ଆଗକୁ ନିଅନ୍ତୁ ❤❤❤

  • @samirdarling3313
    @samirdarling3313 10 месяцев назад +4

    Bahut badhiya lagila very nice

  • @digantaodisha
    @digantaodisha Год назад +80

    ଭାଇ ଆଜି ଆମକୁ ଆମର ପୂର୍ବଜ ବା ଆଦି ମଣିଷ କୁ ଦେଖେଇଲ।ବିଶ୍ୱାସ ହେଉନି ଆଜିବି ପୃଥିବୀରେ ଏମିତି ବସବାସ କରୁଛନ୍ତି।ଧନ୍ୟବାଦ୍ ଭାଇ❤❤

    • @digantaodisha
      @digantaodisha Год назад

      ଧନ୍ୟବାଦ୍ ଲବ ଭାଇ❤❤

  • @ranjankumarnayak1211
    @ranjankumarnayak1211 Год назад +30

    ଲବ ଭାଇ ,ତୁମକୁ ଅଶେଷ ଅଶେଷ ଧନ୍ୟବାଦ ।ମୁଁ ଆଜି ତୁମ ପାଇଁ ଗର୍ବିତ । କାରଣ ,ଜଣେ ଓଡ଼ିଶାର ପୁଅ ,ଆମେମାନେ ଜୀବନରେ କେବେବି ଦେଖି ପାରି ନ ଥିବା ସ୍ଥାନ କୁ ନିଜେ ଦେଖିବା ସହିତ ଆମ୍ଭମାନଙ୍କୁ ଦେଖାଇ ପାରୁଛନ୍ତି । ଭଗବାନ ତାଙ୍କୁ ଭଲରେ ରଖିବା ସହିତ ,ବହୁତ ବର୍ଷ ଆୟୁଷ ପ୍ରଦାନ କରନ୍ତୁ ❤

  • @sskknn8309
    @sskknn8309 Год назад +21

    ଇତିହାସ ରେ ପଢିଥିଲୁ ଆଜି ସତରେ ଦେଖିଲୁ
    ଧନ୍ୟବାଦ ଲବ ଭାଇ❤❤❤

  • @romiyokpradhan2943
    @romiyokpradhan2943 Год назад +14

    ଭାଇ ତୋମ ଜୀବନକୁ ଧନ୍ୟ କାରଣ ଇଶ୍ଵର ତୋମକୁ ଆଶୀର୍ବାଦ କରନ୍ତୁ ଏତେ ବୁଲିପାରୁଛ

  • @dwitikrishnapanda9362
    @dwitikrishnapanda9362 Год назад +47

    Bhai ତମ ସାହସ କୁ ମାନିବାକୁ ପଡ଼ିବ. ଯେତେ ଧନ୍ୟବାଦ୍ ଦେଲେ ତ କମ୍ ହେଇଯିବ. ବହୁତ୍ ବଢିଆ ଲାଗୁଛି ସାହସର ସହିତ ଯାଇକି ଭିଡିଓ କରୁଥିବାରୁ ମୋ ତରଫରୁ ଅଶେଷ ଅଶେଷ କୃତଜ୍ଞତା ଜଣାଉଛି ଜୟ ଜଗନ୍ନାଥ 🙏

  • @draupadivillagevlog3606
    @draupadivillagevlog3606 Год назад +29

    ଭାଇ ବହୁତ ଖରାପ ଲାଗୁଛି ସେ ଜଉ ଯିବ ଜନ୍ତୁ ଗୁଡିକ କନ୍ଚା ଖାଇ ଯାଉଛନ୍ତି | ଲବ ଭାଇ ତୁମକୁ ଭଗବାନ ବହୁତ ସାହାସ ଦିଅନ୍ତୁ |ଦେଶ ବିଦେଶର ଖବର ଓଡ଼ିଶାବାସୀଙ୍କୁ ଦେଖେଇବା ପାଇଁ |god bless you laba bhai ❤❤❤❤

  • @babupagalcreation
    @babupagalcreation Год назад +398

    ଯାହା ଓଡ଼ିଶାର/india ର media କରିପାରିଲେନି ତାହା ଆମ ଲବ ଭାଇ କରିଦେଖୋଉଛନ୍ତି ❤❤❤❤

  • @MamaliSamal-ob2cj
    @MamaliSamal-ob2cj 9 месяцев назад +8

    ସୁନ୍ଦର video ଟି ମତେ ଭଲ ଲାଗିଲା ଭାଈ ମୁଁ ଯଦି ଆମ ଦୁନିଆ କୁ ଆମ ପ୍ରକୃତି କୁ ଏମିତି ବୁଲି ପାରନ୍ତି ,,,,I Love Nature 💚

  • @simplegirlmegha6321
    @simplegirlmegha6321 Год назад +281

    ଭାଇ ତମ ସାହାସ କୁ ମାନିବାକୁ ପଡିବ ...😳😯 proud of odisha for you... ❤️🙏

  • @SNB.CREATION35
    @SNB.CREATION35 Год назад +36

    ଲବ ଭାଇ ତୁମକୁ ଯେତେ ଧନ୍ୟବାଦ ଦେଲେବି କମ ପଡିବ love you my bro❤️

  • @villagevloger242Amar
    @villagevloger242Amar Год назад +54

    ଧନ୍ୟବାଦ ଭାଇ ତମ ଲାଗି ଆମେ ଭାରତ ବାହର ଦେଶର ଲୋକ ମାନକୁ ଦେଖିବାକୁ ପାଇଲୁ ଭାଇ ଆମେ ଜାଣି ନଥିଲୁ ଯେ ଏମିତି ଲୋକ ସତରେ ଥିବେ ଯାହାହେଉ ଆଜି ଦେଖିବାକୁ ମିଳିଛି satare ଭାଇ ତୁମେ ବୋହୁତ୍ ମହାନ୍ ❤ଭଗବାନ ତୁମକୁ ସଦା ସର୍ବଦା ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🚩🚩🚩ଜୟ ଭାରତ 🇮🇳🇮🇳 ଜୟ ଓଡ଼ିଶା ମାଟି 🙏🙏🙏🙏🙏

  • @Drkd_boy
    @Drkd_boy 10 месяцев назад +3

    You are a great ଭାଇନା ଭଗବାନ୍ ତୁମର ମଙ୍ଗଳ କରନ୍ତୁ, ଜୟ ଜଗନ୍ନାଥ ❤🙏🙏

  • @MULTIOBSERVER
    @MULTIOBSERVER Год назад +41

    ଭାଇରେ ପୁରା ଫିଲ୍ମ କରିଦେଇଛ ଅତ୍ୟନ୍ତ ସୁନ୍ଦର ତମେ ଓଡିଶା ପୁଅ ଆଉ ବହୁତ୍ ସାହସୀ ମଧ୍ୟ ମୋତେ ତୁମର ପ୍ରତିଟି ନିଷ୍ପତ୍ତି ଆଉ ଉଦ୍ଦେଶ୍ୟ ଭଲ ଲାଗୁଛି ଏପରି ଆମକୁ ପୃଥିବୀର କୌଣସି ଦେଶ ବି ଛାଡ଼ ନାହିଁ ବୁଲେଇ ଦିଅ ଆଉ ହଁ ନିଜ ସ୍ୱାସ୍ଥ୍ୟ ଆଗେ ତା ପରେ ସବୁ ରେ ବାବା

  • @srikantbarik7783
    @srikantbarik7783 Год назад +71

    ଭଗବାନ୍ ତୁମକୁ ସୁରକ୍ଷିତ ରଖନ୍ତୁ ଜୟ ଜଗନ୍ନାଥ ଭାଇ 👍👍👍

  • @santoshkumarofficial1086
    @santoshkumarofficial1086 Год назад +18

    ୱା ଲବ ଭାଇ ତୋମ ସାହସକୁ ମାନିବାକୁ ପଡ଼ିବ INDIA ର No 1 Blogger ଲବ ଭାଇ ଆମ ଓଡ଼ିଆ ଟୋକା । ଜୟ ଆଦିବାସୀ 🏹ଜୟ ଜହର।

  • @dibakarbehera992
    @dibakarbehera992 15 дней назад

    Thank bro bahuth bhala lagila interesting video

  • @sureshmanik6450
    @sureshmanik6450 Год назад +42

    ଆମେ ଓଡ଼ିଆ ଭାରି ସରଳିଆ ସମସ୍ତଙ୍କ ମନ ଜଲଦି କିଣିହୁଏ 😊ଜୟ ଜଗନ୍ନାଥ ❤🙏🙏

  • @subhadra4703
    @subhadra4703 Год назад +56

    😢ସବୁ ଠାରୁ ବହୁତ ସୁନ୍ଦର ଲାଗିଲା....ଛୋଟ ଛୁଆଙ୍କୁ...cold drinks ନିଜ ହାତରେ ପିଇବାକୁ ଦେବା 🥰🥰🥰🥰

  • @ramakrushnachattarcreation7155
    @ramakrushnachattarcreation7155 Год назад +15

    ବହୁତ ହିଁ ଅଲଗା ପ୍ରକାର ଦୁନିଆ ଦେଖେଇଲ ଭାଇ! ଏମିତି ହିଁ ଆମକୁ ଦୁନିଆର କୋଣ ଅନୁ କୋଣ ରେ ଥିବା ଅଜଣା ଜିନିଷକୁ ଦେଖଉଥାଆନ୍ତୁ ! ଧନ୍ଯବାଦ ଭାଇ 🙏 !

  • @abhisheknaik7679
    @abhisheknaik7679 5 месяцев назад +1

    ଆଧୁନିକ, ଜୀବନଯାପନ ଆଉ ପରିବେଶ ଅତି ସୁନ୍ଦର, ଭିଡିଓ ମାଧ୍ୟମରେ ଦେଖେଇଲ,ଖୁସି ଲାଗିଲା ଜୟ ଜଗନ୍ନାଥ ❤

  • @ckdvisual6620
    @ckdvisual6620 Год назад +418

    ଆଜିର ଅନୁଚିନ୍ତା।
    ରୁପା ଓ ପିଣ୍ଟୁ ଭିଡିଓ ଦେଖିବା ଛାଡ଼ିବା
    ନବ ଭାଇଙ୍କୁ ଓଡ଼ିଶାର ଏକ ନମ୍ବର ବ୍ଲଗର ବନାଇବା ଜୟ ଜଗନ୍ନାଥ

    • @SabitamalikMalik
      @SabitamalikMalik 10 месяцев назад +3

      Are bhai samane syarthapara khali paisa pani nijara bead room ra video b post karantii

    • @sunilbiswal04
      @sunilbiswal04 10 месяцев назад

      Se 2 jana odisha ra porn star

    • @Siku143
      @Siku143 8 месяцев назад +1

      ଜୟ ଜଗନ୍ନାଥ🙏🙏🙏🙏🙏

    • @ashokbarik7407
      @ashokbarik7407 4 месяца назад

      Sidhant & rachana sarigala ebe bahusan & Elina chaliba

  • @rmrrohitbhaiyoutubechannel
    @rmrrohitbhaiyoutubechannel Год назад +45

    ଭାଇ ଆଗକୁ ମାଡି ଚାଲ ପ୍ରଭୁ ଜଗନ୍ନାଥଙ୍କ ଆଶ୍ରୀବାଦ୍ ଅଛି ତୁମ ଉପରେ ଜୟ ଜଗନ୍ନାଥ

  • @OdiaVloggerBijuBhai
    @OdiaVloggerBijuBhai Год назад +10

    ଓଡ଼ିଶାର NO 1 Vlogger 👍

  • @layusimohanty6546
    @layusimohanty6546 11 дней назад

    Wow ...kete sundar video... please support more nd more#labahansda

  • @itssangramvlogs952
    @itssangramvlogs952 Год назад +518

    ଲବ ଭାଇ ଙ୍କ ଏତେ କଠିନ ପରିଶ୍ରମ ପାଇଁ Dil ସେ ଗୋଟେ Like 👍🏻 କରିଦିଅ. ❤️

    • @karankisku5061
      @karankisku5061 8 месяцев назад

      AdhklZcbmm,😅🦷🦷🦴🦷🦷😡🦿q er yiodghvbnnjk www of the wa add dgi up z xx cc v QQ ryu v h😬😬😬😑😋👩‍✈️🔂🔂🔂🕐🚖🚘🚖👊1️⃣1️⃣👁️👁️👆🕗🚖👆☝️fyhhftyygdhhjjjxh

  • @mrodiavlog7193
    @mrodiavlog7193 Год назад +36

    ବହୁତ୍ ସୁନ୍ଦର୍ ଭିଡିଓ ଭାଇ ବହୁତ୍ ଭଲ ଲାଗିଲା ଏମିତି ତମେ ଆହୁରି ଆଗକୁ ବଢ଼ ଜୟ ଜଗନ୍ନାଥ ଓଡ଼ିଶା🙏🙏🙏❤️❤️❤️😘😘😘

  • @dkfunny3402
    @dkfunny3402 Год назад +68

    ଲବ ଭାଇ ତମ ସାହସ କୁ ମାନିବାକୁ ପଡ଼ିବ❤❤❤

  • @subharatnabarik123
    @subharatnabarik123 7 месяцев назад +5

    Salute laba Bhai you great youtuber Jay hind jay jagannath Jay odisha ❤❤❤

  • @itssangramvlogs952
    @itssangramvlogs952 Год назад +132

    ଲବ ଭାଇ ଙ୍କୁ କୋଉ କୋଉ ମାନେ ଭଲ ପାଉଛ Like ❤️ କରିଦିଅ.

  • @lalitasingh9649
    @lalitasingh9649 Год назад +56

    ପାଟିରେ ଶବ୍ଦଟି ଯେଉଁ ମଣିଷ ମାନେ କରୁଛନ୍ତି ମୁଁ ବହିରେ ପଢିଥିଲି ଆଜି ଆପଣଙ୍କ ପାଇଁ ସେଇ ମଣିଷ ମାନଙ୍କୁ ସତରେ ଦେଖିପାରୁଛୁ ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ ❤❤

  • @pskentertainment1564
    @pskentertainment1564 Год назад +12

    ଭାଇ ତାଙ୍କ ମୁହଁ ରେ ଜୟ ଜଗନ୍ନାଥ କହିଲେ.... ସେଇଟା ବହୁତ୍ ବଡ କଥା.... 🙏🙏🙏ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏

  • @pinkupinku1657
    @pinkupinku1657 2 месяца назад +1

    Bahut vala lagila

  • @rajiblochanmallick2662
    @rajiblochanmallick2662 Год назад +49

    Great bro , people like you really praise odisha in international level. people of odisha definitely feel proud for you

  • @MULTIOBSERVER
    @MULTIOBSERVER Год назад +36

    ଅପେକ୍ଷାର ଅନ୍ତ ଘଟିଲା ଧନ୍ୟବାଦ ଏମିତି ଆଗକୁ ଭଲ ବିଷୟ ଦେଇ ଚାଲ

  • @adityabarik4093
    @adityabarik4093 Год назад +7

    ଏଇ ସବୁ ଭିଡ଼ିଓ ଆମେ କେବଳ ଭାବୁ ଥିଲୁ କି ହିନ୍ଦୀ ରେ ହିଁ ଦେଖି ବାକୁ ମିଳିବ କିନ୍ତୁ କେହି ଜଣେ ଓଡ଼ିଆ ରେ ଏମିତି କା ଭିଡ଼ିଓ ବନେଇବା ଓ ଆମ ଓଡ଼ିଆରେ କହି ଆମ ଲୋକଙ୍କୁ ଦେଖେଇବ ଏଇଟା ଆମ ଓଡ଼ିଆ ମାନଙ୍କ ପାଇଁ ଗୋଟେ ଖୁସି ଓ ଗର୍ବ ର କଥା ❤ from jagatsinghpur jay Jagannath 🚩

  • @namitamahar2376
    @namitamahar2376 Месяц назад

    👍🏾👍🏾👍🏾 badiya heichi video

  • @pruthibiitihas
    @pruthibiitihas Год назад +102

    ଲବ ଭାଇଙ୍କ ପାଇଁ ଗୋଟିଏ like ହେଇଯାଉ....

  • @ABHI0393
    @ABHI0393 Год назад +42

    ଯେତେ ଯାହା ହେଲେ ବି, ଯିଏ ଯୋଉଠି ରହିଲେ ବି, ଛୋଟ ଛୁଆ ସବୁଠି ସମାନ୍. So cute and adorable Baby.. 🥰

  • @gpganeshmusic1830
    @gpganeshmusic1830 Год назад +5

    ସବୁ ଟାରୁ ଏହି ଭିଡିଓ ବହୁତ ସୁନ୍ଦର ଲାଗିଲା ଭାଈ

  • @ChaitanyaSoren-e6n
    @ChaitanyaSoren-e6n Месяц назад

    କେମିତି ପହଂଚି ଲ ଭାଇ ଏହୀ ଜାଗା 👌🙏👍

  • @manasranjanpothal4433
    @manasranjanpothal4433 Год назад +12

    ଲବ ଭାଇ ତମେ 👍👍👍👍👏👏👏👏👊ତମେ ଆହୁରି ଆଗକୁ ଜାଅ ବଲି ମୁଁ ଶିତା ରାମ୍ ପାଖରେ ପ୍ରାଥନା କରୁଚି ଜୟ ଶିତାରାମ୍ ଜୟ ଶାଇ ରାମ୍

  • @debasishsingh5982
    @debasishsingh5982 Год назад +10

    ଜୟ ଜଗନ୍ନାଥ ଭାଇ, ଯେଉଁଠି ଥାଆନ୍ତୁ ଭଲରେ ରୁହନ୍ତୁ ।

  • @mikushortcomedy4882
    @mikushortcomedy4882 Год назад +28

    ତମ ସାହସ କୁ ମାନିବାକୁ ପଡ଼ିବ ଭାଇ❤❤❤
    Odisha ରୁ ତମେ କୋଉଠି କୋଉଠି ଯାଇ ଏମିତି video କରିବାକୁ ଏତେ ସାହସ ବହୁତ୍ କମ୍ ଲୋକଙ୍କ ପାଖରେ ଥିବ

  • @lalitkumarsahoo9740
    @lalitkumarsahoo9740 Год назад +5

    ଖୁବ୍ ସୁନ୍ଦର

  • @salunkiproduction2741
    @salunkiproduction2741 Год назад +6

    ଧନ୍ଯବାଦ ଲବ ଭାଇ । ନିର୍ଭିକ ଭାବରେ ଆଦିମ ଅଧିବାସୀଙ୍କ ସହିତ ବୁଲୁଛ । କେମିତି ସେମାନଙ୍କ ସହିତ ଯୋଗାଯୋଗ ରକ୍ଷା କରିପାରୁଛ । ଆମକୁ ଆଶ୍ଚର୍ଯ୍ୟ ଲାଗୁଛି । ଯା' ହେଉ ତମ ଦ୍ବାରା ଆମେ ମଧ୍ଯ ଆଫ୍ରିକା ଦେଖିବାର ସୁଯୋଗ ପାଇଲୁ । ବଡ଼ କଥା ହେଲା ବିଦେଶରେ ଜଗନ୍ନାଥ ଙ୍କୁ ପହଞ୍ଚାଇ ପାରିଛ । ବହୁତ ଭଲ ଲାଗିଲା ।

  • @TripleKEmpire-br8tf
    @TripleKEmpire-br8tf Год назад +27

    ବିଶ୍ଵ ଆଦିବାସୀ ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା, ଲବ ହାଁସଦା ଜୟ ଓ

  • @PS-CREATION.96
    @PS-CREATION.96 Год назад +37

    ଭାଇ ଆପଣଙ୍କୁ ଗୋଟେ ଛୁଟିଆ ଅନୁରୋଧ ଆପଣ ଯେବେ ଓଡିଶା ଆସିବେ ଆପଣ ଆମ କଟକ ଆଡେ ଟିକେ ଆସିବେ, ମୁଁ ତମର ଗୋଟେ ବଡ଼ fan ଭାଇ ♥️

  • @Mrshiva-m4z
    @Mrshiva-m4z 10 месяцев назад +1

    Tamo video Bhout bhalo laguchi Bhai 👍

  • @sudhakarmallick440
    @sudhakarmallick440 Год назад +9

    ଲବ ଭାଇ ଙ୍କୁ international traveller award india government ତରଫରୁ ମିଳୁ ଯିଏ ବି government dipartment ରେ ଅଛ please ସହାଯ୍ୟ କରନ୍ତୁ award ପାଇଁ ଯାହାକି ଆମ ଓଡିଶା ଆଉ ଦେଶ ପାଇଁ ଗର୍ବିତ ହେବ love ଲବ ଭାଇ dill se.... ❤🥰

  • @sunilcreation02
    @sunilcreation02 Год назад +4

    ଲବ ଭାଇ ତୁମକୁ ପଦ୍ମଶ୍ରୀ ପୁରସ୍କାର ମିଳିବା ଦରକାର best Blogger 🙏👌👌❤️❤️

  • @purtystar2296
    @purtystar2296 Год назад +94

    ଲବ ଭାଇ ଜୟ ଓଡ଼ିଶା 🙏🙏🙏🙏🙏

  • @SureshMohapatra-wd7gi
    @SureshMohapatra-wd7gi 7 месяцев назад +2

    ଭାଇ ତମ ବେଡିଓ ବହୁତ ସୁନ୍ଦର ଲାଗିଲା 💞💞💞💞🧚‍♀️🧚‍♀️🧚‍♀️

  • @benudharanti5195
    @benudharanti5195 Год назад +4

    ଲବ ଭାଇ ଅତି ସୁନ୍ଦର ପ୍ରୟାଶ ଆଗକୁ ବଢିଚାଲ.
    ଆଦିବାଶି ଦିବସର ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ .
    Love from❤️❤️ Nabarangpur

  • @sdkumarcollegelifestyle
    @sdkumarcollegelifestyle Год назад +9

    ଶେଷ ରେ ଯୋଉ Seen ଟା ଥିଲା ବହୁତ୍ Heart touching ମୋ ଭାଇ କେତେ Cute Cute ଛୁଆ ଗୁଡା ଅଛନ୍ତି....😘😘😘

  • @ChandanMaharana-u3l
    @ChandanMaharana-u3l Год назад +39

    ଲବ ଭାଇ ତୁମର ଭିଡିଓ ବହୁତ ଭଲ ଲାଗୁଛି ଲବ ଭାଇ କୁ କିଏ ଭଲ ପାଅ ଗୋଟିଏ like କର Jay jaghanta 🙏🙏

  • @NarendraSingh-dx2zx
    @NarendraSingh-dx2zx Год назад

    ଲବ ଭାଇ ଭିଡିଓଟି ବହୁତ ସୁନ୍ଦର ଲାଗିଲା ଜୟ ଜଗନ୍ନାଥ ❤

  • @rojijena5782
    @rojijena5782 Год назад +5

    ଜୟ ଜଗନ୍ନାଥ ଭାଇ ତମେ ନିଜ ଜୀବନ କୁ ଅସୁବିଧା ରେ ପକେଇ ଭିଡିଓ କରୁଛ ତମ ପାଇଁ ଆଜି ଘରେ ବସି କି ବାହାର ଦେସ ବିଷୟ ରେ ଜାଣି ପାରୁଛୁ . proud of you bhai

  • @pranabpattanaik2013
    @pranabpattanaik2013 Год назад +21

    ALL ODISHA PEOPLE PROUD OF YOU JAY JAGANNATH

  • @Danguakola370
    @Danguakola370 Год назад +70

    Very incredible scene bro and interesting hunting🎉😮❤

  • @LibenitaDalabehera
    @LibenitaDalabehera Месяц назад

    Badhiya lagela bhai

  • @ajaykumar..8
    @ajaykumar..8 Год назад +63

    Your videos are like Documentary 👍 really love 💕 the video... Happy Indigenous Day 🎉

  • @chinmayabeherasonu329
    @chinmayabeherasonu329 Год назад +121

    ବିଶ୍ଵ ଆଦିବାସୀ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ❤

  • @pradeepkumarkhuntia4383
    @pradeepkumarkhuntia4383 Год назад +30

    ଭଗବାନ ତମକୁ ଭଲ ରେ ରଖନ୍ତୁ❤❤❤❤ ଜୟ ଜଗନ୍ନାଥ

  • @rebati971
    @rebati971 2 месяца назад +1

    Bhut badia lagila bhai🙏🙏🙏🙏

  • @Thereelboys120
    @Thereelboys120 Год назад +8

    ଭାଇ କେତେଟା ଭାଷା ଜାଣିଛ ଆମକୁ ଟିକେ ଶିଖାଅ love laba hansda।।।।।

  • @sanjaysamal2180
    @sanjaysamal2180 Год назад +12

    labha bhai nka Hard work pai gote like ❤

  • @BaiduBhatra-ze2hr
    @BaiduBhatra-ze2hr Год назад +17

    ❤❤❤ ବହୁତ୍ ଭଲ ଲାଗିଲା ❤❤❤

  • @SNayak-d6p
    @SNayak-d6p 6 месяцев назад

    ବହୁତ ସୁନ୍ଦର ଭିଡ଼ିଓ ଭାଇ thanks lot

  • @thsarkar4051
    @thsarkar4051 Год назад +86

    I am really so proud for you
    Love from Bhadrak

  • @tikimapradhan4449
    @tikimapradhan4449 Год назад +61

    Thank you so much brother. Showing us hadzabe tribe.
    Very interesting feelings brother. You are fulfilled our dreams.

  • @MohanSabar-v6n
    @MohanSabar-v6n Год назад +28

    ଧନ୍ୟବାଦ ଭାଇ ତମେ ଆମକୁ tribal culture ସବୁ ଦେଖାଇ ତିବାରୁ ଲାଗୁଚି ଯେମିତିକି ହଇତିହାସରେ ପଡୁଥିଲି ସେସବୁ ଦେକୁଛି 👍👍👍👌👌💞💞💞💞 ଧନ୍ୟବାଦ

  • @KRISHNAKUMAR-i5p
    @KRISHNAKUMAR-i5p 5 месяцев назад

    Video bahut sundar video❤❤❤

  • @crpdidi
    @crpdidi Год назад +11

    ଧନ୍ୟ କହିବ ତୁମ ସାହାସ ||Really proud of you from JSG

  • @Mr_Mukund...
    @Mr_Mukund... Год назад +6

    Bhai ame history re hin padhithilu baki apana really re dekhaidele Abe b achanti wow thank you so much bro 🔥👏🥳Jay Jagannath Jay odisha 😊Jay adivasi

  • @Krishna.817
    @Krishna.817 Год назад +60

    ଲଭ ଭାଇ ଙ୍କ ପାଇଁ ଗୋଟେ like ହୋଉ 👍👍👍

  • @KadambiniBehera-zv3yz
    @KadambiniBehera-zv3yz 7 месяцев назад +1

    Bhai tumaku dara laguni ❤ God bless you Bhai ❤

  • @kedarking7382
    @kedarking7382 Год назад +5

    ଦିଲ ଖୁସ ହେଇଗଲା ରେ ଭାଇ ❤❤❤

  • @mr.aditya143
    @mr.aditya143 Год назад +6

    ଏମିତିବି ଲୋକ ଅଛନ୍ତି 😮😮 ହେ ଜଗନ୍ନାଥ 🙏

  • @DJLIPUREMIX10
    @DJLIPUREMIX10 Год назад +24

    ଭାଇ ତମେ ମହାନ୍ ❤️ ଭଗବାନ୍ ତମ ବାପା ମାଆଙ୍କୁ ଖୁସିରେ ରଖନ୍ତୁ 🚩🙏

  • @SambhuNaik-h7f
    @SambhuNaik-h7f 5 месяцев назад

    ବହୁତ ଭଲ ଲାଗିଲା ଏହି ଭିଡିଓ ଟିଇ ଭାଇ

  • @SwagatSangram
    @SwagatSangram Год назад +43

    Love you brother I am really proud of you ❤❤❤❤❤

  • @somudsbehera1630
    @somudsbehera1630 Год назад +5

    ଆଜିର ଭିଡ଼ିଓ khatarnak ହେଇଚି 🔥🔥
    ଲବ ଭାଇ ପାଇଁ ଗୋଟେ like ହଉ 👍

  • @Jiten-Zero
    @Jiten-Zero Год назад +4

    ଲବଭାଇ really great hero❤❤❤❤

  • @RAJESHSETHY-t8o
    @RAJESHSETHY-t8o Год назад +1

    Bhauta bhala lagila labi thenks