ବର୍ତ୍ତମାନ ମଧ୍ୟ ଲୋକମାନେ ନଦୀ ଜଳ ପିଉଛନ୍ତି || Africa, local village life

Поделиться
HTML-код
  • Опубликовано: 29 янв 2025

Комментарии • 2,2 тыс.

  • @MuTraveller
    @MuTraveller  Год назад +885

    ତୁମେ ନଦୀ ଜଳ ପିଇ ପାରିବ କି? ❤❤

  • @Veryfied_z7
    @Veryfied_z7 Год назад +788

    ଲବ ଭାଇ ଆଉ ସେ ଭଉଣୀଙ୍କ ପାଇଁ Dil ସେ like ଗୋଟେ କର 👍❤

  • @chinmayabeherasonu329
    @chinmayabeherasonu329 Год назад +205

    ଲବ ଭାଇଙ୍କ ପାଇଁ ଖୋଲା ହୃଦୟରୁ ଗୋଟେ Like👍 ହେଇଯାଉ।

  • @panditnilamanipanda6638
    @panditnilamanipanda6638 Год назад +521

    ପୁଅ ତୁମକୁ ଆଉ ସେ ଝିଅ କୂ ଜଗନ୍ନାଥ ସୁସ୍ଥ ରଖନ୍ତୁ। ସେ ଝିଅ ତାର ସେବା ପାଇଁ ଆଫ୍ରିକା ରେ ସୁନାମ ଅର୍ଜନ କରି ନିଜକୁ ଜଣେ ଭଲ ସେଵିକା ରେ ପ୍ରତିଷ୍ଠିତକରରୂ। ଜୟ ଜଗନ୍ନାଥ।

  • @goutamjena8598
    @goutamjena8598 Год назад +98

    ଯାହା ହେଉ ଲବ ଭାଇ ତୁମକୁ ଭଗବାନ ଭଲରେ ରଖନ୍ତୁ ନିଜ ଜୀବନକୁ କଷ୍ଟରେ ରଖି ସମସ୍ତ ଓଡିଶା ବାସୀଙ୍କୁ ବହୁତ କିଛି ଦୁନିଆ ବିଷୟରେ ଜଣେଇଥିବାରୁ ବହୁତ ବହୁତ ଧନ୍ୟବାଦ ତାଙ୍କ ସବୁ ଭିଡିଓକୁ So Like plz ❤️❤️❤️

  • @sigmamale324
    @sigmamale324 Год назад +83

    This man hardworking -100%
    Attitude -0%
    Ego -0%
    Angry -0%
    💕Love from balasore 💕

  • @Adityafoodandvlogs
    @Adityafoodandvlogs Год назад +181

    ଭାରି ଖୁସିଲହିଲ ପୁଅ ଏତେ ସୁନ୍ଦର କଥା ଶୁଣି ସବୁଠି ସମସ୍ତେ ତମକୁ ଆଦର କରିବେ କାରଣ ତମେ ହୃଦୟରୁ ବହୁତ ଭଲ ❤

  • @bidyadharsingh362
    @bidyadharsingh362 Год назад +49

    ଅନୁପମା ଦିଦି ଙ୍କ ବେଙ୍ଗଲି ଭାଷା ବହୁତ ଭଲ ଲାଗିଲା,,, ଆପଣ ବି ମଝିରେ ମଝିରେ ସାନ୍ତାଳୀ ଭାଷା ଟିକେ କୁହୋନ୍ତୁ,, ଅନୁପମା ଦିଦି ଙ୍କୁ ବହୁତ ବହୁତ ଧନ୍ୟବାଦ କେନିୟା ରେ ଆପୋନୋଙ୍କୁ ସାହାଯ୍ୟ କରି ଥିବାରୁ ❤❤❤❤❤❤

    • @trilochananayak2590
      @trilochananayak2590 Год назад +3

      🙏ଜୟ ଜଗନ୍ନାଥ 🙏
      🚩🚩🚩🚩🚩🚩

    • @bidyadharsingh362
      @bidyadharsingh362 Год назад +1

      @@trilochananayak2590 ଜୟ ଜଗନ୍ନାଥ 🙏🙏🙏

  • @Villagegirldipali
    @Villagegirldipali Год назад +169

    ବହୁତ ଭଲ ଲାଗିଲା video।ଆପଣ ଝିଅ ମାନଙ୍କୁ ସମ୍ମାନ କରନ୍ତି । ସବୁ ଭଉଣୀ ମାନଙ୍କୁ ଏମିତି ଭାଇ ମିଳୁ ❤ ଜୟ ଜଗନ୍ନାଥ 🙏

  • @MKM545
    @MKM545 Год назад +17

    ଭଉଣୀ ଙ୍କୁ ବି ହୃଦୟରୁ ଧନ୍ୟବାଦ୍ ଭାଇଙ୍କୁ support କରୁଛନ୍ତି ❤

  • @akashsanta3999
    @akashsanta3999 Год назад +2

    ବହୁତ୍ ଭଲ ଲାଗିଲା video ଦେଖିକି ଭାଇ 👍👍👍👍👍❤️❤️❤️❤️

  • @justentertainment3576
    @justentertainment3576 Год назад +151

    ଲବ ଭାଇ ଙ୍କ ଏତେ ପରିଶ୍ରମ ସହାଶ ମାନିବା ପାଇଁ ପଡିବ ତାଙ୍କ ପାଇଁ ଗୋଟେ like ହୋଉ

  • @Bijaykumar.99
    @Bijaykumar.99 Год назад +14

    ଓଡ଼ିଶାର ନମ୍ବର
    1 vloger ଲବ
    ଭାଇ ❤

  • @trilochanbeheratrilochanbe0507
    @trilochanbeheratrilochanbe0507 Год назад +198

    ଭାଇ ଙ୍କୁ ଯିଏ ସପୋର୍ଟ କରୁଛ ଲାକ୍ dill ସେ like ଗୋଟେ ❤❤❤❤❤❤

  • @dipakkumarbal8318
    @dipakkumarbal8318 Год назад +11

    ଦୁହିଁଙ୍କୁ ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ l ବହୁତ ବଢିଆ ହେଇଛି ଭିଡିଓଟି l ଭଉଣୀଙ୍କୁ ଶୁଭେଚ୍ଛା ଶୁଭକାମନା l ଜୟ ଜଗନ୍ନାଥ 🙏

  • @MKM545
    @MKM545 Год назад +8

    ଆଫ୍ରିକା ଦେଶ ଗୁଡ଼ିକର culture ଭିଡିଓ ରେ ଦେଖି ଏମିତି feel ହଉଛି ଯେ ଆମେ ନିଜେ ସେ ଦେଶକୁ ଯାଇକି ପ୍ରତ୍ୟକ୍ଷ ଭାବରେ ଦେଖୁଛୁ ସତରେ ବହୁତ୍ ବହୁତ୍ ଧନ୍ୟବଦ୍ ଲବ ଭାଇଙ୍କୁ GOD bless you ❤love from Kalahandi ❤

  • @Armylover-8917
    @Armylover-8917 Год назад +50

    ଧନ୍ୟବାଦ ଭାଇ ବହୁତ ଭଲ ଲାଗିଲା video ମୁ ସବୁବେଳେ ଦେଖେ ତମ video 🎉🎉🎉

  • @chinmayabeherasonu329
    @chinmayabeherasonu329 Год назад +63

    ଜଗତର ନାଥ ଜଗନ୍ନାଥଙ୍କ ଆଶୀର୍ବାଦ ସଦାସର୍ବଦା ଲବ ଭାଇଙ୍କ ଉପରେ ରହିଥାଉ।❤

  • @nirmalnjnirmal
    @nirmalnjnirmal Год назад +76

    ଜୟ ମା ତାରିଣୀ ସବୁବେଳେ ଏମିତି ଆପଣ ଆଗକୁ ବଢ଼ି ଚାଲନ୍ତୁ
    ଯାହା ହଉ କେହି ତ ଜଣେ ଓଡିଶା ରୁ ଯାଇକି କିଛି ଦେଖେଇ ପାରୁଚି ❤🙏

  • @sanjayapradhan7635
    @sanjayapradhan7635 Год назад +1

    ବହୁତ୍ ସୁନ୍ଦର୍ ଲାଗିଲା ଜଗନ୍ନାଥଙ୍କ କୃପାରୁ ବହୁତ୍ ଭଲ ରେ ରୁହ

  • @bijaykhuntia
    @bijaykhuntia Год назад +115

    ମହା ପ୍ରଳୟ ଆଗକୁ ଆସୁଛି 🙏ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆମ ଓଡ଼ିଶାରେ କିଛି ଅଧିକ କ୍ଷୟ କ୍ଷତି ନହଉ କେଉଁ ମାନେ ଚାହାଁନ୍ତି like କରନ୍ତୁ

  • @KeonjhariaJhiavlog
    @KeonjhariaJhiavlog Год назад +146

    ଜୟ ଜଗନ୍ନାଥ ଭାଇ 🙏
    ବହୁତ୍ ବଢଆ ଲାଗିଲା video, ଆଉ ଦିଦି ଙ୍କ ଭଳି ସବୁ ଝିଅ ହେବା କଥା, ସମସ୍ତେ ରହିବାକୁ ସୁବିଧା ଖୋଜନ୍ତି କିନ୍ତୁ ଦିଦି ଏତେ କଷ୍ଟରେ ବି ସେଠି ବହୁତ୍ ଖୁସିରେ ରହୁଛନ୍ତି, ଦେଖିକି ବହୁତ୍ ଖୁସି ଲାଗୁଛି Lot's of love Didi ❤❤❤

  • @g3official
    @g3official Год назад +226

    ଭାଇ ମାନେ ଓଡ଼ିଶା ପାଇଁ ଗୋଟେ like 👍 ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @Adarsh_933-b1f
    @Adarsh_933-b1f Год назад +54

    ଲବ ଭାଇ ଆମ ଓଡ଼ିଆ ଓ ଓଡ଼ିଆ ଭାଷା କୁ ବହୁତ ଖୁସି ରେ Afrika ରେ କହିଲା ବେଳେ ହସ ତ ଲାଗେ କିନ୍ତୁ ଖୁସି ରେ ମାନ ପୁରୀ ଯାଏଁ ❤ ଲବ ଭାଇ ପାଇଁ ଗୋଟିଏ 👍♥️👍

  • @sivyansparida7895
    @sivyansparida7895 Год назад

    Nice video tamku jagannath sabu bele valare ରଖନ୍ତୁ

  • @abhilashkuladipia3424
    @abhilashkuladipia3424 Год назад +3

    ସେ ଭଉଣୀ ଙ୍କ ଉପସ୍ଥାପନା ଶୈଳୀ ବହୁତ ସୁନ୍ଦର ଏବଂ very cleanes

  • @pinku7077
    @pinku7077 Год назад +41

    ଧନ୍ୟବାଦ ଭାଇ 4ଟା ପୂର୍ବ ରୁ ଭିଡିଓ ଆସିଗଲା ଭାଉତୁ ଖୁସି ଲାଗିଲା।🎉🎉❤❤

  • @sudhir954
    @sudhir954 Год назад +31

    ବହୁତ ସୁନ୍ଦର ଲାଗିଲା ❤❤❤❤❤

  • @LaxmidharDehuri-qy7fh
    @LaxmidharDehuri-qy7fh Год назад +41

    ଭାଇ ପଖାଳ ବିଲରେ ଖାଇବାକୁ ବହୁତ ମଜା ଲାଗିବ ସତରେ ବିଲରେ ମଜା ଅଲଗା ମଜା😊😊😊😊😊😊

  • @amitkumarmahuria7068
    @amitkumarmahuria7068 Год назад +18

    ଲବ ଭାଇ ତମ ହୃଦୟ ଟା ବହୁତ ବଡ଼ ଓ ଭଲ ❤ ଭଗବାନ ସବୁବେଳେ ଓ ସଦା ସର୍ବଦା ମଙ୍ଗଳ କରାନ୍ତୁ,

  • @Classy5756
    @Classy5756 Год назад +2

    Vlog ta bahut sundar heichhi🔥🗿

  • @platformpluenglish5046
    @platformpluenglish5046 Год назад +69

    Both of u speak santali, odia, hindi, bengali, english 😂😂❤❤❤ such a nice 👍 talent you have😊😊god bless u keep going

  • @prasantaworld9422
    @prasantaworld9422 Год назад +6

    ନବ ଭାଇ ବହୁତ୍ ଖୁସି ଲାଗୁଚି and ବହୁତ୍ proud feel ହଉଛି ତମ video dekhiki

  • @sumansahu5297
    @sumansahu5297 Год назад +51

    ଲବ ଭାଇ ଙ୍କୁ ହ୍ରୁଦୟ ରୁ କିଏ କିଏ ଭାଲ ପାଉଛ like 👍🏻 କର

  • @ajitdigal5489
    @ajitdigal5489 Год назад +8

    ଭାଇ ଆପଣଙ୍କୁ ସବୁ ବେଳେ ପ୍ରଭୁ ଏମିତି ଖୁସି ରେ ରଖି ଥାନ୍ତୁ amen haleluya

  • @kanhaacademy233
    @kanhaacademy233 Год назад +11

    ବହୁତ ସୁନ୍ଦର ଭିଡିଓ ❤

  • @mamalimurjia1637
    @mamalimurjia1637 Год назад +62

    ଭାଈ ଆଜି କାହିଁକି ଲେଟ୍ ହେଲା ବହୁତ ମିସ୍ କରୁଥିଲେ 🎉🎉🎉🎉

  • @kashiraytudu4566
    @kashiraytudu4566 Год назад +7

    ❤ ବହୁତ ସୁନ୍ଦର କଥା କହିଲେ ❤
    ଆଶା କରୁଛି ସମସ୍ତେ ବୁଝିପାରି ଥିବେ
    ତୁମ ମେସେଜ ହୃଦୟସ୍ପର୍ଶ

  • @CHARCHITSING5512
    @CHARCHITSING5512 Год назад +7

    No..1 You tuber LABA ଭାଇ ତମକୁ ମାନିବାକୁ ପଡିବ...ଖୁବ୍ ଶିଘ୍ର 1 milion subcriber ହେଇଜାଉ..Thank uu
    ଜୟ ଜଗନ୍ନାଥ.

  • @nandhupradhan9731
    @nandhupradhan9731 9 месяцев назад +2

    So nice video

  • @mr_Bikram
    @mr_Bikram Год назад +16

    ଭାଇ ରେ ଭିଡିଓ ଟା ବହୁତ ଭଲ ଲାଗିଲା ଏମିତି ଭିଡିଓ ଆଗକୁ ଆଣ ସତରେ କେନିଆ ଲୋକମାନେ ଏମିତି କା ନଦୀ ପାଣି ପିଅନ୍ତି so sad bro ଭଗବାନ ତୁମକୁ ତୁମ ପରିବାର କୁ ସବୁ ବେଳେ ଖୁସିରେ ରଖନ୍ତୁ ଧନ୍ଯବାଦ ଭାଇ ତୁମକୁ ଜୟ ଜଗନ୍ନାଥ

  • @buddhadevgarada8311
    @buddhadevgarada8311 Год назад +126

    ଜୟ ଓଡିଶା ❤

  • @anjusexpress9073
    @anjusexpress9073 Год назад +80

    ଭାଇ ଆଜି ମନ ଭରି ଦୁଃଖ ଥିଲା କାହିଁକି ନା 6am ରୁ ଆପଣଙ୍କ ଭିଡିଓ ଦେଖିବାର ଅପେକ୍ଷା ରେ ଥିଲୁ thnx ଏବେ uploade କରିଥିବାରୁ 👍🏻

    • @trilochananayak2590
      @trilochananayak2590 Год назад +2

      🙏ଜୟ ଜଗନ୍ନାଥ 🙏
      ଭାଇ ମୁଁ ବି ଅପେକ୍ଷାରେ ଥିଲି 👌

  • @BaburamMurmu548
    @BaburamMurmu548 Год назад +4

    Laba bhai -The No.1 Blogger of ODISHA❤❤. JAY JAGANNATH.

  • @vidyut007
    @vidyut007 Год назад +1

    ବହୁତ ବଢିଆ ଲାଗିଲା ଭିଡ଼ିଓ ଭାଈ ଏମିତି ଭିଡ଼ିଓ କର ଜୟ ଜଗନ୍ନାଥ 👍👍👍

  • @tribevloggerrani9457
    @tribevloggerrani9457 Год назад +4

    Pratham coment

  • @Cutterhighway
    @Cutterhighway Год назад +17

    ମାନବ ସେବା ମାଧବ ସେବା
    ରୋକି ହେବ କି ଲବ ଦା ଦା ❤❤❤❤❤

  • @SOUMEN4202
    @SOUMEN4202 Год назад +23

    দিদি অনেক সুন্দর বাংলা ভাষায় কথা বলে,so nice 👍👍👍👍

  • @rashmirekhatudu7425
    @rashmirekhatudu7425 Год назад +1

    କା ସ୍ ମ ଭିତାରେ ଯୋଦି ଏମିତି ସାହାସ ଥାନ୍ତେ.you are great mam

  • @abhisheknaik7679
    @abhisheknaik7679 5 месяцев назад

    ଭାଈ ଅତି ସୁନ୍ଦର୍ ଭିଡିଓ ବନାଇଛ, ଆଉ କିଛି ଶିଖିବାକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଖବର, ଆଗକୁ ମାଡ଼ି ଚାଲ ❤ ଜୟ ଜଗନ୍ନାଥ

  • @AG2255-w9x
    @AG2255-w9x Год назад +14

    ତମକୁ ବହୁତ ବହୁତ ଧନ୍ୟବାଦ ଭାଇ ଓଡିଶା ରାଜ୍ୟ ଆଫ୍ରିକା ରେ ପ୍ରଚାର କରୁଛନ୍ତି ଆଉ ଜଗନ୍ନାଥ ନାମ l ତମକୁ ଜଗନ୍ନାଥ ମଙ୍ଗଳ କରନ୍ତୁ

  • @pbtalk1093
    @pbtalk1093 Год назад +68

    Odia+santali+Hindi+English language vlogs ❤❤❤❤

  • @ashokbhuyan8602
    @ashokbhuyan8602 Год назад +17

    ଭାଇ ତୁମେ ଜଣେ ହୃଦୟବାନ୍ ମଣିଷ ଟେ ଭଲ Motivetar and Good Speaker ଲବ ଭାଇ.. ତୁମର Video ଦେଖିଲେ କାଲି ତୁମକୁ କୁଣ୍ଡେଇ ମଟ ହେଉଛି ଭାଇ.. Love You Bro..ଯେଉଁଠି ବି Travel କର ଭଲରେ ରୁହ ଆଉ ଖୁସିରେ ରୁହ ମୁଁ ଭଗବାନ୍ ପାଖରେ 🙏 Love U ଲବ ଭାଇ ❤❤❤

  • @smartjaga6689
    @smartjaga6689 Год назад

    Jay Jagannath bhai valalaguchi video agakuja o

  • @smsofficial2539
    @smsofficial2539 Год назад +4

    Wow odia bi katha heuchi didi very nice 👍👌👌👌❤️🥰

  • @krishnavlog2.0405
    @krishnavlog2.0405 Год назад +40

    ❤❤❤ଭାଇ ତମ ବ୍ଲୋଗ ଦେଖିକି ମୁଁ ବହୁତ ଖୁସି ଲାଗୁଛି ବିଦେଶ ରେ ବ୍ଲୋଗ ବନେଇବା ବହୁତ କଷ୍ଟ ( ଭାଇ ତମେ 3 ଟି ଚାଲେନ ବ୍ଲୋଗ ବନାଉଛ କେତେ କଷ୍ଟ କରୁଛ ମୁଁ ଜାଣି ପାରୁଛି❤️ love ୟୁ ଭାଇ ❤️❤️❤️

  • @rjkartick8858
    @rjkartick8858 Год назад +24

    Laba ଭାଇଙ୍କ ପାଇଁ ଗୋଟେ like ହେଇଯାଉ 👍

  • @gobindakumarnaik
    @gobindakumarnaik Год назад +1

    So beautiful all videos Jay jagannath

  • @cutyaanshi6927
    @cutyaanshi6927 Год назад

    Bhai video bahut bhala laguchi aemiti video baneichala god bless you bhaoli

  • @JibanBehera-ls4ew
    @JibanBehera-ls4ew Год назад +34

    I am proud for Anupama sister and Laba brother.

  • @Debasmitamohantyvlogs
    @Debasmitamohantyvlogs Год назад +8

    ଯାହଉ ଭାଇ ଆପଣଙ୍କ ପାଇଁ ଆଜି ଆଫ୍ରିକାରେ ଜଗନ୍ନାଥ ଙ୍କ ନାମ ପ୍ରଚାର ହେଲା।ଜୟ ଜଗନ୍ନାଥ ଭାଇ

  • @mrnaik11
    @mrnaik11 Год назад +52

    ଆମ ମୟୁରଭଞ୍ଜ ଟୋକାର ପାୱାର କେତେ ଦେଖିଲ ସବୁ ଲାଇକ ଶେୟାର ଆଉ କମେଣ୍ଟ କର ରେ

    • @Rabibaskey617
      @Rabibaskey617 Год назад +1

      Mayurbhaj re popo bhai actor + Drapodi murmu rastropati + Labo hansdah no-1 vloger...kette na rakhile jai jagnnath asirbadh re....

    • @Jagan567
      @Jagan567 Год назад

      Maghia chodi hauchu adibase pila sala

  • @surekhamajhi-ht4ei
    @surekhamajhi-ht4ei Год назад

    I am verry excited your video dekhi ki bhai Anu ponaa sister & laba hansa bhai vl vl video karuch

  • @JogendraNaik-cv7lf
    @JogendraNaik-cv7lf Год назад +1

    Bahut bhalalagila

  • @umakantsahoo313
    @umakantsahoo313 Год назад +89

    You are someone who does not look backward throughout a journey.Due to your hard word people easily understand culture& living standard of the various community across the globe.your contribution is precious 🙏🙏

  • @sukalhembram6622
    @sukalhembram6622 Год назад +12

    ବହୁତ ଖୁସି ହୋଇଗଲି ମୁଁ

  • @sureshsabar3444
    @sureshsabar3444 Год назад +25

    I am proud of to b odisha... Jay jagannath ❤ jay odisha..

  • @mrsagarswain
    @mrsagarswain Год назад +1

    ବହୁତ ଖୁସି ଲାଗିଲା ଭାଇ 😊

  • @SuryamaniSingh-q1u
    @SuryamaniSingh-q1u Год назад

    Bhaei video mate bahut vala lage super

  • @mrsameshlifestyle
    @mrsameshlifestyle Год назад +33

    ହଁ ଆମେ ନଦୀ ନୁହେଁ ଯେ ଝରଣା ପାଣି ପିଉଛୁ। ଆମ ଆଡ଼େ ଯଦି କେହି ସହରରୁ ଆସନ୍ତି ବୋତଲ ରେ ପୁରାଇ କି ନିଅନ୍ତି ❤

  • @KUMARDIL1434
    @KUMARDIL1434 Год назад +11

    You are a great vloger....your content & talking style is best..... ସବୁ ଭାଈ ଭଉଣୀ ମାନଙ୍କୁ ମୋର ଅନୁରୋଧ ଏଇ ଭଳି ବ୍ଲଗର ମାନଙ୍କୁ ସପୋର୍ଟ କରନ୍ତୁ,,,,

  • @DeepakKumar-nx4fq
    @DeepakKumar-nx4fq Год назад +10

    Seriously u are a different bloger , u proved that..your...all videos are heart touching... entertainment and knowledgeable 👍

  • @pravakarsahoo8743
    @pravakarsahoo8743 Год назад

    Bahut bhala lagila video laba bhai. Jagannathanka kruparu bhalare thantu.

  • @MistysaiMallick
    @MistysaiMallick Год назад

    Woaoooo Bhai ete Sundar
    odia sikheila Didi ku bahut khusi laguchhi

  • @hansdahram1271
    @hansdahram1271 Год назад +11

    Over seas job challenging but interesting.... Really both of you doing great job.Marang buru may bless you.Thanks a lot bro and sis.

  • @odiavloggerrita
    @odiavloggerrita Год назад +5

    Mora bahut ichha apanaka vdo last jae dekhibaku😒hele mate setiki time hueni bt jetiki dekhe bahutbbhala lage❤

  • @Chikisfamilylifestyle
    @Chikisfamilylifestyle Год назад +5

    Jhiaa manku neiki ete bhala chinta dhara so proud of you 🥰 bohut bhala lagila video 👍🥰

  • @MrutyunjayaBehera-k6m
    @MrutyunjayaBehera-k6m Год назад

    Bhai bahut bhala lagila Tama video dekhiki ❤❤❤Ahuri abhali video karichala❤❤❤

  • @mujiburrehman3849
    @mujiburrehman3849 7 месяцев назад

    Bahuta bhala lagila 🇮🇳, Odisha ku represent karucha,dik se ❤pyar,sana bhai ku,

  • @mrBindassboy627
    @mrBindassboy627 Год назад +4

    Bhai ମାଡ଼ି ଚାଲ ଜୟ ଜଗନ୍ନାଥ

  • @my-attitude-my-style143DR
    @my-attitude-my-style143DR Год назад +30

    ଭାଇ ତମ ଭିଡିଓ ଦେଖିଲେ ମତେ ଭାରି କଷ୍ଟ ଅନୁଭବ ହୁଏ 😢😭ଭାଇ ତମକୁ ଜଗତର ନାଥ ଜଗନ୍ନାଥ 🚩ଘଟ ଘୋଡାଇ ରଖନ୍ତ ଜୟ ଜଗନ୍ନାଥ 🙏🙏🚩

  • @Marandi9144
    @Marandi9144 Год назад +16

    Lots of love from santhali people from Odisha

    • @hansdahram1271
      @hansdahram1271 Год назад

      Sarhaw ᱥᱟᱨᱦᱟᱣ ଧନ୍ୟବାଦ Thank you

  • @Rajbisoi7993
    @Rajbisoi7993 Год назад

    ଧନ୍ୟବାଦ୍ ଭାଇ ବହୁତ ଭଲ ଲାଗିଲା ଭିଡିଓ ମୁଁ ସବବେଳେ ଦେଖେ ତମ ଭିଡିଓ

  • @shyamsinghsingh4655
    @shyamsinghsingh4655 Год назад

    Laba bhai mu tumara sabu vdo dekhe. Se vauni janankr sahasa dharjya sebakariba manabruti. Realy dilse salute.

  • @hembramkola1346
    @hembramkola1346 Год назад +6

    Very good laba bhai 🎉

  • @trilochananayak2590
    @trilochananayak2590 Год назад +8

    🙏ଜୟ ଜଗନ୍ନାଥ 🙏
    ଲାବା ଭାଇ ବହୁତ ଭଲ ଲାଗିଲା ଏହି ଭିଡ଼ିଓ ଟି ସେ ଭଉଣୀକୁ ମାନିବାକୁ ପଡିବ ଭାରତ ରେ ବହୁ ସୁବିଧାକୁ ଛାଡି ମାନବ ସେବାରେ ନିଜକୁ ନିୟଜିତ କରିଛନ୍ତି 👌
    ଭଉଣୀ ବହୁତ ବହୁତ ଧନ୍ୟବାଦ 🙏

  • @manisharani60
    @manisharani60 Год назад +15

    Bahut vala heichi video ti. Bro Puni kebe Dubai asile janeiba. Mu dubai re ruhe. Athi teacher achi. Actually it's all about one's mind set that how u r going to see yourself in your coming days. N I know u r going to rock in ur future. Emiti samastanku vala video dekhauthao au vala suggestion dauthao. Jouthi v jao ruha khusi re ruha. Odisha ra loko ebe sabu thi. Sabu country re achanti. Bas emiti samaste odisha ku proud feel karantu. Waiting for ur next vlog. Jay Jagannath🙏

  • @niranjanpattanira321patta5
    @niranjanpattanira321patta5 Год назад

    Bhai bahut badhiya lagila.... thank you

  • @diptimayeebiswal8487
    @diptimayeebiswal8487 Год назад

    nyc video bhai bhala lagila

  • @tareswarnayak442
    @tareswarnayak442 Год назад +5

    Excellent vlogs very happy to see your channel thank u.

  • @bibhucharan5797
    @bibhucharan5797 Год назад +5

    Ae ta Jibana,
    Dakhini pabana,
    Alapa dhana ku
    Chhotia Mana.
    Sei mana bhitare bhai Tama pain bahut respect Achhi ... Emiti amaku nua nua country Dekha a....Ame tumaku support karuchhu...love u Laba bhai (Love from Jagatsinghpur)

  • @rinamaawithfamilyvlog
    @rinamaawithfamilyvlog Год назад +16

    ଧନରେ ଏମିତି ଭଲ ପାଇବା ଦିଅ ମାଆ ତୁମର ସହିତ ଅଛି ❣️ତୋର ଭିଡିଓ ଦେଖି ବହୁତ ଖୁସି ଲାଗିଲା 👌 ଠାକୁର ତୋର ପରିବାର କୁ ଭଲ ରେ ରଖନ୍ତୁ 🙏 ଆଗକୁ ଯାଅ ମୁଁ ତୋର ସହିତ ଅଛି ଧନ ❣️❤❤

  • @anilsabar9173
    @anilsabar9173 Год назад

    Tama video mate bahut bhalo laguchi Bhaina

  • @Pritikumari-mr5pp
    @Pritikumari-mr5pp Год назад

    Labo bhai satare mu ete Khushi achi je barnana karihabani se khubsurat kathaku .kahinki na e bhauni janaka odia re kichita katha kahile jaha ki mana ku chui gala .au bahuta khusi bi lagila god bless you Tama duijananku.

  • @sukantanayak-bt3iy
    @sukantanayak-bt3iy Год назад +28

    ପ୍ରଭୁ ତୁମ ଦୁହିଁଙ୍କୁ ସୁସ୍ଥ ଶାବଳ ରଖନ୍ତୁ

  • @GokuliOdisha
    @GokuliOdisha Год назад +12

    Good information our society ❤❤❤

  • @rahulkumarmajhi7363
    @rahulkumarmajhi7363 Год назад +8

    ଲବ ଦାଦା ଆଡି ଆୟମା ସାର୍ହାଓ ଗେ ❤ ଦିଲ୍ ସେ ମୟୁରଭଞ୍ :::ଆବ ଦିସମ୍ ଭଞ୍ ::::::ଦିସମ୍

  • @jogendrameher7291
    @jogendrameher7291 Год назад

    Mu tamar vdo sabu dekhu chhi bahut bhala laguchhi

  • @02kuma
    @02kuma Год назад

    Bahut Bhal laguchi tama video bro

  • @sorthight3tutu556
    @sorthight3tutu556 Год назад +39

    ନିହାତି ନା କାଲି ପାଖରୁ ଭାଉଜ ଡକା ସରିଯାଇଛି ❤