କଳା କାରନାମାର ହାଟ❗ଦେହ ବେପାର ହୁଏ❗

Поделиться
HTML-код
  • Опубликовано: 20 ноя 2024

Комментарии • 800

  • @prasantapattanaik862
    @prasantapattanaik862 5 месяцев назад +360

    ଗାଉଁଲି ହାଟ ଭଲ ଲାଗିଲା। ଜଁଗଲ୍ ଜାତ ଦ୍ରବ୍ଯ ଖାଣ୍ଟି ତଟକା ମିଳୁଛି। ଆଦିବାସୀ ହାଟ ଯୋଗୁଁ ସବୁ ଜଙ୍ଗଲି ଜିନିଷ ଓ ଆଦିବାସୀ ଜିନିଷ ମିଳେ। ଖାଇବା ଜିନିଷ ତ ସହଜେ ହାଟରେ ମିଳିଥାଏ।ଅନେକ ସ୍ଥାନରେ /ପାର୍କ ରେ ଓୟୋ ରେ ଦେହ ବ୍ୟବସାୟ ଆମେ ଶୁଣି ଥିଲୁ। କିନ୍ତୁ ଏଠି ଆଦିବାସୀ ହାଟରେ ଦେହ ବ୍ୟବସାୟ ଶୁଣି ଭାରି ଦୁଃଖ ଲାଗିଲା।ଏମାନେ ମଜା ପାଇଁ ଦେହ ସୁଖ ନେଉ ନାହାନ୍ତି। ବରଂ ଆର୍ଥିକ ଅସୁବିଧା ପାଇଁ ଏ ସବୁ କରୁଛନ୍ତି ଯାହା ସମାଜକୁ କଳୁଷିତ ଓ ରୋଗଗ୍ରସ୍ତ କରୁଛି। ସରକାର ଏ ସବୁର ନିରାକରଣ କରିବା କଥା। ଦୋକାନୀଙ୍କ ଦୋକାନଘର ଯୋଗାଇ ଦେଲେ ଭଲ ହୁଅନ୍ତା।ଆଉ ହେଲା ସରକାର ମଦ ବନ୍ଦ କଲେ ବି ଆଦିବାସୀଂକୁ ଏଥିରୁ ବାଦ୍ ଦେବା ଉଚିତ।କାରଣ ଏହା ତାଂକ କୋଉଳିକ ପାନୀୟ। ପାହାଡ଼ ଜଁଗଲ୍ ଭିତରେ ଏମାନଙ୍କ ଜୀବନର ଏକ ସ୍ଵତନ୍ତ୍ର ରୁଚି ଅଛି ଯାହା ଆଧୁନିକ ଜୀବନ ଚର୍ଯାରେ ନାହିଁ।

    • @AsishkumarDas-ne5yw
      @AsishkumarDas-ne5yw 5 месяцев назад +4

      😊😊😊😊😊😊😊😊😊😊😊😊😊

    • @Bablu_33.
      @Bablu_33. 5 месяцев назад +3

      Halo brother this is village name and dist name written u

    • @naraharipatra-vu1kr
      @naraharipatra-vu1kr 5 месяцев назад +3

      Kk😊glfgtz cc gmk ଓ, ,ଔର ରୋରଡସ ସନ​@@AsishkumarDas-ne5yw

    • @mahavir453
      @mahavir453 5 месяцев назад +1

      JAI HO🙏🚩
      YE KON SI JAGAH HAI KOI TO BATAAIYE PLEASE

    • @KumudiniNahak
      @KumudiniNahak 5 месяцев назад +1

      😊😊😊😊😊😊😊😊😊😊😊😊😊😊

  • @niranjanbehura5258
    @niranjanbehura5258 4 месяца назад +58

    ଆଦିବାସି ଲୋକ ବହୁତ୍ ସରଳ ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ଏମାନେ ନିର୍ଭର କରିଥାନ୍ତି ଜୟ ଜଗନ୍ନାଥ

  • @SekharsambhitDhal
    @SekharsambhitDhal Месяц назад +6

    ଭିଡ଼ିଓ ଦେଖିବା ପରେ ବହୁତ ସୁନ୍ଦର ଲାଗିଲା ଭାଇ 👌👌👌👌

  • @Papurath8
    @Papurath8 5 месяцев назад +92

    ଏମିତି ନାଁ ଲେଖେନା ମାଡ଼ ଖାଇବୁ,,, କଳା କାରନାମା କ'ଣ ଧନ୍ଦା ଚାଲିଛି ଏଠି

    • @DJRAMATUBE
      @DJRAMATUBE 3 месяца назад +2

      ସେ ନିଜେ ଗାଣ୍ଡି ଦେଖଉ ଥିଲା ତ ସେଥି ପାଇ କହିଲା ଦେହ ବେପାର ହଉଚି

    • @Babu-1974
      @Babu-1974 3 месяца назад

      ଏଟା ପରମ ବେଧ ଛୁଆ ଟେ. ୟାର କଥା ଗୋଟେ ଆଉ କାମ ଗୋଟେ

    • @bijaysingh2441
      @bijaysingh2441 2 месяца назад

      Bhai ta adress khajiba se loko kouthi miliba

  • @hsinformationandvlogs8057
    @hsinformationandvlogs8057 4 месяца назад +74

    ଦେହ ବ୍ୟବସାୟ ମିଛ କଥା ଭଳି ଲାଗୁଛି.....

    • @Mindblowing-fe6xe
      @Mindblowing-fe6xe 4 месяца назад +7

      ପୁରା ମିଛ

    • @binubehera868
      @binubehera868 4 месяца назад +4

      Hmm Bhai taku pito Sola ku

    • @YtRajesh8658
      @YtRajesh8658 3 месяца назад +3

      ପୁରା ମିଛ ଭାଇ

    • @swapnilhembram
      @swapnilhembram 3 месяца назад +1

      ଭାଇ ଏଇଟା ଆମ ହାଟ ଆମେ ଜାଣିଛୁ..... ସଳାଟାକୁ ମାଡ ଦରକାର

    • @BijaykumarDehury-zc9nb
      @BijaykumarDehury-zc9nb Месяц назад

      Which is head line fake news that means lie story.Natural forest things collection and sales this Tiso market, TATA Mining , Saturday Market.

  • @bulubehera8570
    @bulubehera8570 4 месяца назад +4

    Odisha ର original ରୂପ ଦେଖି, ବହୁତ୍ ବଢ଼ିଆ ଲାଗିଲା, ଏହି ହଉଚି ମଣିଷ ର ଜୀବନ, ବlସ୍ ମଜା ଆସିଗଲା, ଭାଈ ତୁମକୁ ଧନ୍ୟବାଦ୍ ଆମ ଓଡ଼ିଶା ର ମୂଳ ପିଣ୍ଡକୁ present କରିଥିବାରୁ ❤❤❤

  • @goutamlohar1987
    @goutamlohar1987 4 месяца назад +202

    ଭୁଲ, ରିପୋର୍ଟ କରୁଚୁ ରେ ଭାଇ ଆମର ଏହି ହାଟ ରୁ 50 ମିଟର ଦୂରରେ ମୋ ଘର ଏଠି ମୁଁ ଜନ୍ମ ହଇଛି ଏମିତି କିଛି ଭି ଏଠି ହୁଏନା ସବୁ ହାଟ ଅପେକ୍ଷା ଆମ ହାଟ ଶାନ୍ତି ପୁର୍ଣ ହାଟ ଆମ ହାଟ କୁ ଏମିତି ବଦନାମ କାଇଁକି କରୁଛୁ

    • @maasihasani1907
      @maasihasani1907 4 месяца назад +18

      ଏହାକୁ ନିଦୁମ୍ ପିଟିଦେହ ଗୋଡ ଆତ ବାନ୍ଦୀ କି

    • @sibusoren9651
      @sibusoren9651 4 месяца назад +3

      Jiye vdo katu6 pota lagantu sekiba

    • @rohitroshan2830
      @rohitroshan2830 4 месяца назад +2

      Mgh e panasa manji janini. Kahuchhi ebodhe panasa manji

    • @LifeandThinking3820
      @LifeandThinking3820 4 месяца назад +4

      Mg ku badao sola

    • @manoranjanmohapatra2811
      @manoranjanmohapatra2811 4 месяца назад +1

      Thiki kahila bhai

  • @SukindadisumBabuofficial
    @SukindadisumBabuofficial 4 месяца назад +70

    ଥରେ କେଉଁଝର ରେ ମାଡ଼ ରୁ ବଂଚିଥିଲୁ ,ଏବେ ଯାଜପୁର ରେ ମାଡ଼ ଖାଇବୁ .ଆମ ଯାଜପୁର କୁ ବଦନାମ କରୁଛୁ / ଏଇ ଲୋକଟାକୁ ଯାଜପୁର ରେ ଯେହୁଁତି ଦେଖିବ ମାର m g ku

    • @bholanathmarndi7264
      @bholanathmarndi7264 4 месяца назад +7

      ବାଡେଇ ପକାଅ ମିଛ ପ୍ରଚାର କରୁଛି

    • @Babu-1974
      @Babu-1974 3 месяца назад +3

      ଭାଇ ରେ ୟେ. ମାଗିହା ବେପାର ଚକ୍କର ରେ କରୁଛି କେମିତି ୟେ ବେଧ ଛୁଆ କୁ ban କରିବା କହିଲେ bhai

    • @RanveerJat-w4k
      @RanveerJat-w4k 26 дней назад +1

      😂😂😂

    • @sibaramsahoosibaramsahoo4603
      @sibaramsahoosibaramsahoo4603 10 дней назад

      ମିଛ କଥା କହି ୟୁଟୁବ କରୁଛୁ କୋଉଠି ଦେହ ବେପାର ହଉଛି କାଳିଆପାଣି ହାଟରେ ତୋ ୟୁଟୁବ ଛଡାଇ ଦେବୁ ଗୋଡ଼ାଇ ଗୋଡ଼ାଇ ବାଡେ଼ଇବୁ

  • @jayhind6187
    @jayhind6187 4 месяца назад +1

    ସୁନ୍ଦର ଭିଡିଓ

  • @judhisthiranaik2503
    @judhisthiranaik2503 5 месяцев назад +8

    ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କାରଣ ଗାଁ ଗହଳି ହାଟ ଦେଖାଉ ଥିବାରୁ, ବହୁତ ଭଲ ଲାଗିଲା l

  • @ଜାହାଦେଖିଲି
    @ଜାହାଦେଖିଲି 5 месяцев назад +53

    ମାଡଖିଆ ମିଛଟାରେ ଵଦନାମ କରୁଛୁ ଏ ହାଟକୁ

    • @reactionwithrahul1
      @reactionwithrahul1 5 месяцев назад +2

      Yaa ku longola kori pitibe sola .se hatoku aau thore jau

  • @debendrasasamal912
    @debendrasasamal912 4 месяца назад

    ଭଲ ଲାଗିଲା ଧନ୍ୟବାଦ୍

  • @thedarkhorse2121
    @thedarkhorse2121 4 месяца назад +19

    ଦେହ ବ୍ୟବସାଇ ର ଶବ୍ଦ ପ୍ରୟୋଗ କରି ସେହି ସ୍ଥାନ ର ନାମ ବଦନାମ୍ କରନ୍ତୁ ନାହିଁ ।

  • @SanjayKumar-uz3qi
    @SanjayKumar-uz3qi 4 месяца назад +1

    ପ୍ରକୃତ ରେ ହାଟ ଟା ଦେଖି ବହୁତ ଖୁସି ଲାଗିଲା ନୁଆଁ ନୁଆଁ ଜିନିଷ ସବୁ ଜାଣି ବାକୁ ମିଳିଲା

  • @kanharnilambar
    @kanharnilambar 27 дней назад

    ଭୁଲ୍

  • @akshayakumarswain377
    @akshayakumarswain377 2 месяца назад

    ଭଲ ଲାଗିଲା

  • @sushantarout4872
    @sushantarout4872 4 месяца назад +1

    ଜୟ ଜଗନ୍ନାଥ, ଏମିତି ସବୁବେଳେ ହସୁଥାଅ,

  • @BhimaOram-z9z
    @BhimaOram-z9z 14 дней назад

    ଧନ୍ୟବାଦ ଭାଇ ଆମେ ଝିମୁ ସେଇଠି ଦେଖିବା ପାଇଁ

  • @sunilrauto5923
    @sunilrauto5923 5 месяцев назад +6

    ଆପଣ ଙ୍କ ଭଦ୍ର ବ୍ୟବହାର ବହୁତ୍ ଭଲ ଲାଗେ

    • @ranjitrajofficial7034
      @ranjitrajofficial7034 4 месяца назад

      ଏଇ ଲୋକଟା ଗାଲୁଆ ଲୋକଟା... ଆମ ଗାଁ ହାଟକୁ ବଦନାମ୍ କରୁଛି ଏଥର ନାମ ନବ

  • @SukantaLenka-yj7kh
    @SukantaLenka-yj7kh 4 месяца назад +6

    Apanankara video bahuta Ananda dia bhai❤❤

  • @PappuPapu-vf7ok
    @PappuPapu-vf7ok 5 месяцев назад +13

    ମା।।। ମିଛୁଆ

  • @nasannsrstudio4985
    @nasannsrstudio4985 5 месяцев назад +2

    ବହୁତ ସୁନ୍ଦର ହେଇଚି ସାର ଭିଡ଼ିଓ ଟା

  • @biruamamalaxmi541
    @biruamamalaxmi541 5 месяцев назад +20

    Galua ସୁକିନ୍ଦା areea ରେ ରହିକି ଗାଲୁ ମାରୁଚୁ

    • @bholanathmarndi7264
      @bholanathmarndi7264 4 месяца назад +2

      ତାକୁ ବଡେଇ ବା ଦରକାର ମିଛ ପ୍ରଚାର କରୁଛି
      ନିଜ vedio ଯେମିତି ବେସି ଦେଖିବେ ବୋଲି

  • @BtdigitalDisom
    @BtdigitalDisom 5 месяцев назад +1

    ଆପଣଙ୍କ ପ୍ରୟାସ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ ଖଣି ଇରିଆରେ ଦେହ ବେପାର କିଛି ନୂଆ କଥା ନୁହେଁ ଆପଣଙ୍କ ପ୍ରତେକ ଭିଡିଓ ରେ ଆଦିବାସୀ ଗାଁ ର ସମସ୍ୟା ଓ ତାଙ୍କର ଜୀବନ ଶୈଳୀ ଦେଖାନ୍ତି ଏଣୁ ଏଭଳି କାର୍ଯ୍ୟ କରି ଆଦିବାସୀଙ୍କ ସମସ୍ୟା କୁ ଲୋକ ଲୋଚନକୁ ଆଣୁ ଥାନ୍ତୁ 👍👍👍👍

    • @banmalibehra.i.organicmen
      @banmalibehra.i.organicmen 5 месяцев назад

      ସତରେ କ'ଣ ଏଠି ଦେହ ବେପାର ହୁଏ

    • @Krish-n4i
      @Krish-n4i 4 месяца назад

      Kie be tu sola

    • @ranjitrajofficial7034
      @ranjitrajofficial7034 4 месяца назад

      ହଁ ତୋ ମାଆ ଆଉ ତୋ ଭଉଣୀ ଆସୀକି ଏଠି ବିଆ ବେପାର କରୁଥିଲେ 😂😂😂😂

    • @ranjitrajofficial7034
      @ranjitrajofficial7034 4 месяца назад

      ସତ କଣ ଜାଣିନୁ ବହୁତ୍ କହୁଛୁ ବୁଝିଲୁ....

  • @MTRJose
    @MTRJose 4 месяца назад +5

    ଏହି ହାଟ ରେ କିଛି ବି ଧନ୍ଦା କରାଜଏ ନାହିଁ

  • @pks4343
    @pks4343 4 месяца назад +1

    କଳିଙ୍ଗନଗର ଡ଼ୁବୁରି ହାଟରେ ଭିଡ଼ିଓ କର ଆସିକି. ପ୍ରତି ଗୁରୁବାର ଦିନ ହାଟ ହୁଏ

  • @RM-xh3js
    @RM-xh3js 4 месяца назад

    ମିଛ

  • @chandraisoren3615
    @chandraisoren3615 5 месяцев назад +87

    ଗାଣ୍ଡି ମରା ବେକାର ରେ ଆଦିବାସୀ ମାନଙ୍କୁ ବଦନାମ୍ କର ନାହିଁ ପ୍ରମାଣ ଦେଖା ହିନ୍ଜିଳା ହେଇଥିବେ

  • @SK24NYK
    @SK24NYK 4 месяца назад +1

    Awesome bahi good work genuine videos

  • @rameswarsoren9096
    @rameswarsoren9096 5 месяцев назад +24

    ନା ଭାଇ ସେଭଳି କିଛି ନାହିଁ ମୁଁ ସେଠିକାର ଲୋକାଲ ପିଲା।

    • @Papurath8
      @Papurath8 5 месяцев назад +5

      ଏ ଶଳା ଆମ ହାଟକୁ ବଦନାମ କରୁଛି

    • @Krish-n4i
      @Krish-n4i 4 месяца назад +4

      ଗୁଡେ଼ଇ ଗୁଡେ଼ଇ ପିଟ...ଏ ସଳା ଟାକୁ

    • @dbrothertourist2452
      @dbrothertourist2452 4 месяца назад +3

      Aeita kou jagare hato houchhi.. jaga na ta kn bhai

    • @2DUCREATION-m1u
      @2DUCREATION-m1u 4 месяца назад +1

      Bhai Eita Kouthika Hato ki?

    • @KarunakarMarndi-hc3jc
      @KarunakarMarndi-hc3jc 4 месяца назад

      Mari ki Chhutu Kari diyo taku

  • @krishnamahakud2954
    @krishnamahakud2954 4 месяца назад +14

    ଠିକ୍ ଅଛି ଓଡିଶା ର ପରମ୍ପରା ସଂସ୍କୃତ ର ବଜାର ନୂଆଁ ନୂଆଁ ଯାଗା ର ସଂସ୍କୃତି ଦେଖେଇ ଥିବାରୁ ଧନ୍ୟବାଦ କିନ୍ତୁ ଦେହ ବେପାର ପାଇଁ କହିଛନ୍ତି ତା ହାର ପ୍ରମାଣ ଦେବାକୁ ପଡ଼ିବ ନଚେତ ତୁ ମାଦରଚୁତ ତର ଭିୟୂ ପାଇଁ ମିଛ କହି ଏମିତି ବଦନାମ କରୁଛୁ

  • @dhaneswarbarik-dx4ol
    @dhaneswarbarik-dx4ol 5 месяцев назад +2

    ସବୁ ଠିକ୍ ଅଛି, କିନ୍ତୁ କୋଉ କ୍ଲାସ୍ ଯାଏଁ ଯାଇଚ...ସେଇଟାକୁ ସୁନୁସୁନିଆ ଶାଗ କୁହାଯାଏ,କହିଲା କ'ଣ ନା ସୁନି ସୁନି ଶାଗ...

    • @Krish-n4i
      @Krish-n4i 4 месяца назад

      ଲୋକ ଟା ଭଲ ନୁହେଁ

  • @purusottamparida2900
    @purusottamparida2900 Месяц назад

    after real investigation you should open your opinion.Because till now mind was frish listings your beautiful comments on market.thenks.❤

  • @Hanan-to7ex
    @Hanan-to7ex 4 месяца назад

    I love my Odisha❤❤❤

  • @jagadishdehuri1445
    @jagadishdehuri1445 5 месяцев назад +18

    ଭାଇ ତମ ଗାଁ ହାଟରେ ଦେହ ବେପାର ହୁଏ ତାମେ ଯାଇକି ଦେଖି ଥିଲକି ମିଛ କଥା ତମ କେଂଝେର ରେ ଦେହ ବେପାର ହୁଏ ଭାଇ ମିଛରେ ଯାଜପୁର TATA Mainci କୁ ବଦନାମ କରୁଛ

  • @munathewriter1234
    @munathewriter1234 4 месяца назад +3

    ହୁଁ ଭାଇ ଠିକ୍ କଥା ଟା ଦେଖେଇଥିବାରୁ thanks ଯେତେ ଶୀଘ୍ର ସମ୍ଭବ ମୋହନ ମାଝୀ ଙ୍କୁ ସେ ହାଟ ର ଦେହ ବେପାରୀ ମାନଙ୍କୁ ଜେଲ୍ ରେ ପୁରେଇ ବାର ବ୍ୟବସ୍ଥା ହେବ କେବଳ ଆପଣ ଭାଇ ଟିକେ ଭିଡିଓ କୁ viral କରନ୍ତୁ 👍👍👍👌👌

    • @ranjitrajofficial7034
      @ranjitrajofficial7034 4 месяца назад

      Tu maa ghia kichhi na janiki bahut deunchhu..... to maa aao to bhauni bodhe a hata ku aasiki athi dhanda karuchhanti na re harami

    • @sumantachandrakantahembram2654
      @sumantachandrakantahembram2654 2 месяца назад

      Ame gauli loko game janichu hatore emiti kebe hue ni

  • @bijaysamal9024
    @bijaysamal9024 Месяц назад

    Very good video

  • @subratbehera8293
    @subratbehera8293 5 месяцев назад +2

    Very nice blog bhai

  • @NTRNTR-e8t
    @NTRNTR-e8t 5 месяцев назад +13

    Aau dine Jodi aamo jati bisoyare negetive ward kahibo tebe v careful understand

  • @rajaindian3499
    @rajaindian3499 22 дня назад

    Nice blog

  • @anantamurmu453
    @anantamurmu453 4 месяца назад +2

    Adibasi jetiki sorolo...setiki khatarnaak...

    • @ranjitrajofficial7034
      @ranjitrajofficial7034 4 месяца назад

      ସତ କଣ ସେଇଟା ଆଗ ଜାଣିବାକୁ ଚେଷ୍ଟା କର ତା ପରେ ମତ ଦେଲେ ଭଲ ହୁଅନ୍ତା.... ଅଯଥାରେ ମିଥ୍ୟା କଥାରେ ଡେଇଁଲେ କିଛି ହବନି..... ଧନ୍ୟବାଦ୍

    • @sumantachandrakantahembram2654
      @sumantachandrakantahembram2654 2 месяца назад

      Ame Jani chu Bhai kebe hatore deho beparo hue nahi ame gan luko ame janichu tumoku sobu hato bulei bi kouthibi emiti jiniso paibe nahi

  • @damodarhembram9243
    @damodarhembram9243 5 месяцев назад +2

    ଗରିବ ଲୋକମାନଙ୍କ ମଜାକ ଉଡାଉ ଛ 😅

  • @KumarBeshra
    @KumarBeshra 4 месяца назад

    Balo blog

  • @PrasantaMahanta-b4p
    @PrasantaMahanta-b4p 4 месяца назад

    Love from Keonjhar❤❤❤

  • @sonukhansonukhan8387
    @sonukhansonukhan8387 5 месяцев назад +1

    Welcome. Tata manies. Hats ra. Maga. Khub. Sunder. Swagat. Bhai

  • @jayadiptadas7716
    @jayadiptadas7716 Месяц назад

    Dakho

  • @dipakkumarpatra574
    @dipakkumarpatra574 4 месяца назад

    Great bro

  • @muralidharsahoo3193
    @muralidharsahoo3193 26 дней назад

    କେଉଁ ବାର ଦିନ ଏଇ ହାଟ ଅନୁଷ୍ଠିତ ହେଉଛି

  • @pintuofficialvideos...m.j.6165
    @pintuofficialvideos...m.j.6165 4 месяца назад +1

    Telkaei jagannath ratha Yatra video dekha

  • @ChittaranjanSankhua-oy9ke
    @ChittaranjanSankhua-oy9ke 5 месяцев назад +2

    ହାଟ କେଉଁ ଜାଗାରେ

  • @BaidharNaik-my1cj
    @BaidharNaik-my1cj 4 месяца назад +2

    Repoter ଭାଇ କେତେ ଦିନ ରୁ ଜାଣି ଛ ଏ ହାଟ ବିଷୟ ରେ ତେଲକୋଇ କଉଛ Keonjhar ହାଟ ମାନଙ୍କରେ ଦେହବେପାର ହୁଏ କି?
    ନିଜ କୁ ବିକି ଦିଅ ନାହିଁ

  • @RadhaKisann
    @RadhaKisann Месяц назад

    Supar michua

  • @adarsabehera356
    @adarsabehera356 4 месяца назад

    👍👍👍

  • @ShivaramBehera-wo8ft
    @ShivaramBehera-wo8ft 5 месяцев назад +3

    God bless you my dear brother 💞

    • @CharigarhVlogs1614
      @CharigarhVlogs1614  5 месяцев назад +1

      🙏🙏🙏🙏🙏🙏🙏🙏🙏🙏🙏🙏🙏

    • @ranjitrajofficial7034
      @ranjitrajofficial7034 4 месяца назад

      ​@@CharigarhVlogs1614କ୍ଷମା ମାଗିବୁ ତୋ ଭଲ କଥା ନ ହେଲେ ନାମ ନବୁ ରେ ପୁଅ

  • @kishorpradhan2019
    @kishorpradhan2019 4 месяца назад +1

    ହାଟ କୋଉ ଜାଗା ତାନାକନ

  • @naturalforestfood1221
    @naturalforestfood1221 4 месяца назад

    ଭାଇ ମାନେ ଏହାକୁ ଯେଉଁଠି ଦେଖିବ ସେଇଠି ମାଡ଼ ମାରିବ .....

  • @Naranmarndi46
    @Naranmarndi46 4 месяца назад +2

    ଆମ area କୁ ଆସ ପୁଅ ବହେ ମାଡ଼ ଖାଇବୁ

  • @ranjitdigal323
    @ranjitdigal323 5 месяцев назад +3

    Good 👍

    • @CharigarhVlogs1614
      @CharigarhVlogs1614  5 месяцев назад

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @BTSArmy-hr1wn
    @BTSArmy-hr1wn 5 месяцев назад +1

    👌ଭଲ ଖବର ଦେଖାଅ ଭାଇ, ଭଲ କରିଛ

  • @Ranjuktadhall
    @Ranjuktadhall 5 месяцев назад +3

    Good evening sir ❤

    • @CharigarhVlogs1614
      @CharigarhVlogs1614  5 месяцев назад +1

      🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @JogendraSahoo-ql4rp
    @JogendraSahoo-ql4rp 3 месяца назад

    Good ❤❤❤❤

  • @Rusumajhi3010
    @Rusumajhi3010 5 месяцев назад +2

    ଆଜ୍ଞା ତୁମେ ଭଲ ଜିନିଷ ଦେଖୁଛ ମୋତେ ଭଲ ଲାଗେ ତୁମ କଥାରେ ଭଲ ଲାଗେ। I Like you.

    • @ranjitrajofficial7034
      @ranjitrajofficial7034 4 месяца назад

      ହଁ ସେ ତ ଜଉ ଭାଡୁଆ ତାକୁ ଚାଟିପକା

  • @SucessloveCreation
    @SucessloveCreation 4 месяца назад

    Charigarh vlogs ତୁ ଆଓ ଥରେ ଏ ହାଟକୁ ଆସେ , ତ ଅବସ୍ଥା ସାଙ୍ଘାତିକ ହେବ, ମିଛ ଟାରେ ଆମ ହାଟ ନାଁ ରେ ବଦନାମ କରୁଛୁ,

  • @DhanaramBeshra
    @DhanaramBeshra 5 месяцев назад +8

    Koujoga bhai

    • @Krish-n4i
      @Krish-n4i 4 месяца назад

      Bes leka kuli kate FIR pe

  • @ssshakti4763
    @ssshakti4763 4 месяца назад

    ବଦମାସ vlogger view ପାଇଁ thumbnail

  • @hrhansdah3233
    @hrhansdah3233 4 месяца назад +1

    ମାଡ ଖାଇବୁ ଏମିତି କିଛି ହୁଏନାହିଁ

  • @SushilBeck-v7t
    @SushilBeck-v7t 3 месяца назад

    Blogger ଭାଇ please ଏମିତି ଲେଖିକି ଗା ଲୋକଙ୍କୁ ଖରାପ କହଁନି plz plz ଗାଁ ଲୋକେ ବହୁତ ସରଳ ଥାଆନ୍ତି so plz plz 🙏🙏🙏🙏🙏🙏🙏

  • @rahul_lyrics_k155
    @rahul_lyrics_k155 4 месяца назад +11

    ବାଳ ଟିକେ ଭିୟୁ ପାଇଁ ତମେ ହାଟ ଟାକୁ ଦେହ ବ୍ୟବସାୟରେ ପରିଣତ କରିଦେଲ😡😡😡😡😡

  • @tapanmarndi2787
    @tapanmarndi2787 5 месяцев назад +1

    ଆମ ଠୋ ୨୫km ଆମର ସବୁ ବେଳେ ଏଇ ହାଟ।

    • @Krish-n4i
      @Krish-n4i 4 месяца назад

      Laga ante dalepe

    • @tapanmarndi2787
      @tapanmarndi2787 4 месяца назад +1

      @@Krish-n4i akay vedio teyarij....?!

  • @IKrishnaKamara
    @IKrishnaKamara 5 месяцев назад +3

    Love From Keonjhar Swampatna Sir ❤🎉

  • @bikashjena5727
    @bikashjena5727 3 месяца назад

    କିଛି ମାଡୁଆ ପ୍ରକୃତି ର ଲୋକ ଅଛନ୍ତି ଏ ଲୋକ ବି ସେୟା । କିଛି ଜାଣିନି କୁକୁଡ଼ା ଲଢେଇ କରୁଥିବା ବେଳେ ଦେହ ବ୍ୟବସାୟ କହିଲେଣି

  • @ssahu5635
    @ssahu5635 5 месяцев назад +1

  • @subratapanigrahi3628
    @subratapanigrahi3628 4 месяца назад

    ଶଳା ଆଦିବାସୀ ଦେହ ବେପାର କେବେ ଠୁ କଲାଣି ରେ MG, ଆଦିବାସୀ ଖଟି ଖାଇବା ପସନ୍ଦ କରେ, ତାର ଦେହ ବେପାର କରିବାରେ କୌଣସି ଆବଶ୍ୟକତା ନାହିଁ

  • @baghasingh2777
    @baghasingh2777 4 месяца назад

    ଆରେ ଭାଇ ଭୁଲ କଥା କହୁଛ.

  • @kapilendramohanta9767
    @kapilendramohanta9767 4 месяца назад

    ସେ ଚଣ୍ଡାଲ vlogging ଉପରେ ଯେଉଁ headline ଟା ଦେଇଚ୍ଛ ତାକୁ deleat କରିବାକୁ ଅନୁରୋଧ ନହେଲେ କାହା ହବୁଡ଼ିରେ ପିଠି ସେକା ଖାଇ ଯିବ ହାତ ସହିତ ଏରିଆର ବଦନାମ କରୁଛି

  • @padminibankara8222
    @padminibankara8222 3 месяца назад

    Mu jaichi re bhai

  • @jeeban.
    @jeeban. 2 месяца назад +1

    ଶଳା ମିଛୁଆ.... କହିଲା ଦେହ ବ୍ୟବସାୟ ମୁଁ tata mines ରେ 5 ବର୍ଷ ରହିଚି.... 😄😄😄😄

  • @sukulmurmu4334
    @sukulmurmu4334 4 месяца назад +3

    ଆମ ମୟୁରଭଞ୍ଜ ର dantiamuhan ହାଟ କୁ ଥରେ ଆସ ରେ ପୁଅ ତୁ ନିହାତି ମାଡ଼ ଖାଇବୁ, ଏମିତି ଯଦି ଆଉ ଥରେ ଆମ୍ ଆଦିବାସୀ ମାନଙ୍କୁ କହିବୁ ତୁ ତୋ ଖାଇବୁ ମାଡ଼

  • @sinnibasseenu7918
    @sinnibasseenu7918 2 месяца назад

    ଯାଜପୁର ରେ ମୁଁ ଥିଲା ବେଳେ ସବୁ ସପ୍ତାହ ରେ ମୁଁ ଏ ବଜାର କୁ ଯାଏ,,, ଆପଣ ଯାହା ଖୋଜିବେ ପ୍ରାୟ ସବୁ ମିଳିଯିବ ଏ ବଜାର ରେ

  • @TaniTanveerTribal
    @TaniTanveerTribal 5 месяцев назад +2

    Love from Thakurmunda, Mayurbhanj ❤

  • @pratappatra8489
    @pratappatra8489 5 месяцев назад

    Jay jagannatha 🙏🙏🙏🙏

  • @RudraMangu
    @RudraMangu 2 месяца назад

    ଭୁଲ ରିପୋର୍ଟ କରୁଛ ଗୁଳିମାଡ଼ ଖାଇବାକୁ ରେଡ଼ି ହୋଇ ଥାଅ।ଦେଖାହେଲେ ନିଶ୍ଚିତ।ସେଈଠହାଟ ଠାରୁ ୩୦ମିଟର ଗାଡିଆ ସାହିରେ ଆମ ଘର।

  • @KulamaniBhuyan-xj8vi
    @KulamaniBhuyan-xj8vi 5 месяцев назад +3

    Nice looking beautiful video

    • @CharigarhVlogs1614
      @CharigarhVlogs1614  5 месяцев назад +1

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

    • @ranjitrajofficial7034
      @ranjitrajofficial7034 4 месяца назад

      ​@@CharigarhVlogs1614ତୋ ଘରକୁ ଯାଇକି ଗେହିବେ କହୁନୁ

  • @sukulmurmu4334
    @sukulmurmu4334 4 месяца назад +2

    ୟେ ଆମ ଆଡେ ଆସିଲେ ମାଡ଼ ଖାଇବ

  • @manojstudio566
    @manojstudio566 4 месяца назад

    ଭାଇ ହାଟକୁ ବୁଲି ବାକୁ ଯାଉଛ କିଛି ଲୋକଙ୍କୁ ବିସ୍କୁଟ ଗୋଟେ ପାଣି ବୋତଲ ଦିଅନ୍ତୁ ବହୁତ ଭଲ ହେବ please ❤❤❤😂

  • @pareshhansda2934
    @pareshhansda2934 3 месяца назад

    ଆପଣ ଲବ ହାଂସଦା ଅପେକ୍ଷା ବହୁତ ଭଲ ଭିଡିଓ କରୁଛନ୍ତି ଆପଣ ଗାଁ ର ସମସ୍ୟା ଦେଖେଇବା ସହ ତାଙ୍କର ଚଳନି ଦେଖୁଛନ୍ତି ଯାହା ସରକାର ଙ୍କ ପାଖରେ ପହଞ୍ଚିବ ସେଥି ପାଇଁ ଆପଣଙ୍କ ଭିଡିଓ ସବୁ ମୋତେ ଭଲ ଲାଗେ

  • @bibegal
    @bibegal 5 месяцев назад

    VERY nice

  • @kalicharannaik7270
    @kalicharannaik7270 5 месяцев назад +2

    Good

    • @CharigarhVlogs1614
      @CharigarhVlogs1614  5 месяцев назад

      🙏🙏🙏🙏🙏🙏 share this video and subscribe this channel 🙏🙏🙏🙏 🙏🙏🙏

    • @ranjitrajofficial7034
      @ranjitrajofficial7034 4 месяца назад

      ​@@CharigarhVlogs1614ତୋ ମା ଵିଆ କୁ share କରିବେ

  • @Pravatdiamond
    @Pravatdiamond 5 месяцев назад

    Good 👍👍👍👍🎉🎉🎉🎉❤❤

  • @varietube623
    @varietube623 5 месяцев назад +2

    Bahut bhala lagila hata❤

  • @laxmankilaka5836
    @laxmankilaka5836 5 месяцев назад +1

    Moza lagila hato dehki❤❤❤

  • @baburajnahakbaburajnahak8425
    @baburajnahakbaburajnahak8425 5 месяцев назад +2

    ଜୟ ଜଗନ୍ନାଥ 😅❤

    • @CharigarhVlogs1614
      @CharigarhVlogs1614  5 месяцев назад

      🙏🙏🙏🙏🙏 share this video and subscribe this channel 🙏🙏🙏🙏

  • @danceswuani2kmg696
    @danceswuani2kmg696 4 месяца назад +3

    Ete michha kn pain' kahucha

  • @BikerDharam
    @BikerDharam 4 месяца назад

    Views ,watch time' ପାଇଁ ଏସବୁ thumbnail ରେ ଲେଖିବା ଭୁଲ

  • @gyaanranjan4855
    @gyaanranjan4855 Месяц назад

    Bahaut Katha kahuchi bo..kichi kinibara nahi pacha ruchi😊

  • @sudarshanlohar3827
    @sudarshanlohar3827 5 месяцев назад +2

    Bhia laja laguni michha kahibaku apan khaieki dekhilani kouthi deha benaroya heuchhi au thare eie jahaku ase

  • @AjayaNayak-uf8nd
    @AjayaNayak-uf8nd 2 месяца назад

    ଦେହ ବ୍ୟାପାର କଥା ମିଛ ଅଟେ।

  • @MeghrayMurmu-f9p
    @MeghrayMurmu-f9p 2 месяца назад

    ମାଡ ଖାଇବୁ ଶଳା ଶଶୁର ପୁଅ ଆମ ସାଥିରେ ଦେଖା ହେଲାମାତ୍ରେ ମାଡ ଖାଇବୁ କୁକୁର ସଳା ଆଦିବାସୀ ଲୋକଙ୍କୁ ଓ ସେହି ଏରିଆ ର ଲୋକମାନଙ୍କୁ ଦେହ ଵେବସାୟ ର ଆରପ ଲଗାଉଚୁ ଲଙ୍ଗଳା କରି ମାଡ ମାରିବୁ,

  • @suryanandasoren6659
    @suryanandasoren6659 3 месяца назад

    ଆଦିବାସୀଙ୍କୁ ଠିକ୍ ଭବରେନ ଜାଣି ଏପରି ଖରାପ୍ ଚିତ୍ରଣ କରନ୍ତୁ ନାହିଁ

  • @sukantdash2266
    @sukantdash2266 Месяц назад +1

    ତୁ ଶଳା ମାଗିହା କିଛି ନଜାଣି ଗୋଟେ ହାଟକୁ ବଦନାମ କରୁଛୁ ମୁଁ ସେ ହାଟକୁ ଯାଇଛି ମୁଁ ତ ଦେଖିନି