JHULRE NAVEEN JHUL || Naveen Pattnaik Viral Song || Robinson || Bibhuti Swain || Draupadi Murmu ||

Поделиться
HTML-код
  • Опубликовано: 26 окт 2024

Комментарии • 649

  • @ArunSethi-t6u
    @ArunSethi-t6u 5 месяцев назад +5

    Jay bjd 💐💐

  • @Jaminikanta_Lenjia
    @Jaminikanta_Lenjia 2 года назад +10

    ଓଡିଆ କଳା କ୍ଷେତ୍ରରେ ଏତେ ପଛୁଆ ବୋଲି ଆଜି ଜାଣିଲି। ସବୁଥିରେ କପି କରିବ ଏମାନଙ୍କ ଠାରୁ ଶିଖ।

  • @laxminarayanpadhi7395
    @laxminarayanpadhi7395 2 года назад +74

    ଆଦିବାସୀ ଝିଅ ଙ୍କୁ ରାଷ୍ଟ୍ରପତି କରିବାରେ ବିଜେପି କୁ ଯଦି ସହଯୋଗ କରି ନ ଥାନ୍ତେ ତାହାଲେ ମହାରାଷ୍ଟ୍ର ରେ ଆଉ କଲିକତା ରେ ଯେମିତି ଈ ଡି ଗୁଡେ଼ଇ ତୁଦେଇ ନେତା ମାନଙ୍କର ଝାଲ ବାହାର କରିଲାନି,
    ସେମିତି ଓଡ଼ିଶାରେ ବି ଈ ଡି ଆସି ଘାଣ୍ଟି ଥାଆନ୍ତା ଯେ।
    ତୁମେ ଗୀତ ଗାଉଛ ଟିକେ ଭାବି ଭାବି ଗ ହୋ ଭାଇନା, ପଗଲା ଭଳିଆ ଗାଇଲେ ହେବ କି

    • @kedarkumarrout1198
      @kedarkumarrout1198 2 года назад +6

      ମହାରାଷ୍ଟ୍ର ର ଶିବସେନା ବି ଦ୍ରୌପଦୀ ମୁର୍ମୁ ଙ୍କୁ ସମର୍ଥନ କରିଥିଲା
      Bjd ସମର୍ଥନ କଲା ବୋଲି ତାହେଲେ କଣ ବିଜେଡି ର ଦୁର୍ନୀତି କୁ ED ଘୋଡେଇ ଦବ
      ତାମାନେ ଆପଣ ବୁଲେଇ କିରି କହୁଛନ୍ତି ଯେ ଯିଏ ବିଜେପି କୁ ସମର୍ଥନ କରେ ସେ ଯେତେ ଦୁର୍ନୀତି କଲେବି ed ତାହାର କିଛି କରିବନି
      ତାମାନେ ed bjp ଇସାରା ରେ ଚାଲୁଛି 😆😆😆
      ନାଁ ନାଁ ବିଜେପି ଏଥିରେ ବିଶ୍ୱାସ କରେନି
      ବିଜେପି କୁ ଏପରି ବଦନାମ କରନ୍ତୁ ନାହିଁ

    • @laxminarayanpadhi7395
      @laxminarayanpadhi7395 2 года назад +4

      ସାର ମୁଁ କାହାକୁ ବଦନାମ କରୁ ନାହିଁ।
      ଯେଉଁଟା ଅନୁଭବ କରୁଛି ସେଇଟା କହୁଛି।ହୁଏତ ତାହା ଭୁଲ ହେଇ ପାରେ,
      କିନ୍ତୁ ଯାହା ଦେଖୁଛି ତାହା କହୁଛି।
      ମଧ୍ୟପ୍ରଦେଶ , ମହାରାଷ୍ଟ୍ର, ର ନିର୍ବାଚିତ ସରକାରକୁ କିଏ ଭାଙ୍ଗିଲା,
      ଗୋଆ ର ଏମ ଏଲ୍ ଏ ମାନଙ୍କୁ କିଏ କିଣିଲା, ଆଉ ସରକାର ପାଇଁ ସଂଖ୍ୟା ନ ଥାଇ ସରକାର କେମିତି ତିଆରି ହେଲା।
      ଏବେ କଂଗ୍ରେସ ଦଳ ନାକର ପାଣି ପୁରେଇ ତାଙ୍କ ଦମ୍ ବାହାର କରା ହେଲାଣି,
      ଏସବୁ କଣ ଅନ୍ଧ କୁ ପଚାରିଲେ କହିବ ନି କିଏ କରୁଛି।
      ଆଉ ମୁଁ କଣ ଅଧିକା କହିଲି ସାର

    • @prabhakarbarik6000
      @prabhakarbarik6000 2 года назад

      @@laxminarayanpadhi7395 ସେଇଟା କଂଗ୍ରେସ ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳର ମହାରାଜ ପରମ୍ପରାର ଫଳ । କର୍ମର ଫଳ କାହାକୁ ଛାଡ଼ିନାହିଁ। ଭଗବାନଙ୍କୁ ମଧ୍ୟ ନାହିଁ। ତେଣୁ ଭାବିଚିନ୍ତି କର୍ମ କରିବା ଉଚିତ୍। ଜୟ ଜଗନ୍ନାଥ ।

    • @baikunthabehera3971
      @baikunthabehera3971 2 года назад

      Ed odisa ku aasu .cm dhharmendra heu

    • @kedarkumarrout1198
      @kedarkumarrout1198 2 года назад

      @@laxminarayanpadhi7395 ଏଟା ଏକଦମ ସତ କଥା 🙏🙏👌👌

  • @ganadipapodh6020
    @ganadipapodh6020 2 года назад +56

    ବହୁତ ଦୁଃଖ ର ବିଷୟ ଜଗତର ନାଥ ଜଗନ୍ନାଥଙ୍କ ଭଜନ କୁ ଅପଭ୍ରଂଶ କରାଯାଉଛି। ଭଗବାନ ଙ୍କ ସାଙ୍ଗରେ ସାଧାରଣ ମଣିଷ ତୂଳନା କରାଯିବା ଅତ୍ୟନ୍ତ ଦୁଃଖ ଦାୟକ। ପ୍ରଭୁ ଜଗନ୍ନାଥଙ୍କ ଠାରେ ମୋର ପ୍ରାର୍ଥନା ଏପରି ମଣିଷ ମାନଙ୍କୁ ଉଚିତ୍ ଶିକ୍ଷା ଦିଅନ୍ତୁ।
    ଜୟ ଜଗନ୍ନାଥ ଜୟ ଜଗନ୍ନାଥ।

    • @umeshparida9509
      @umeshparida9509 2 года назад +1

      Tu nasun ame sunibu, Jagannath ta bhalia bjp pela teka nku uchhit sasti debe

    • @suneelkusahusahu6052
      @suneelkusahusahu6052 2 года назад

      ସତ କଥା

    • @ganadipapodh6020
      @ganadipapodh6020 2 года назад +1

      ଆପଣଙ୍କ ଯେପରି କହୁଛନ୍ତି। ଆପଣ ବୋଧେ କେଉଁ ଦଳର ଥିବେ। କିନ୍ତୁ ଆମେ କୈାଣସି ଦଳ ରେ ନାହିଁ।ଆମେ କେବଳ ଜଗତର ନାଥ ଜଗନ୍ନାଥଙ୍କ ଆଶ୍ରିତ। କେବଳ ପ୍ରଭୁ ହିଁ ଭାଗ୍ୟ ବିଧାତା। ପ୍ରଭୁ ଙ୍କ ଦ୍ଵାରା କେବଳ ଓଡ଼ିଶା ନୁହେଁ ସାରା ଜଗତ ପରିଚାଳିତ।
      ଜୟ ଜଗନ୍ନାଥ ଜୟ ଜଗନ୍ନାଥ

    • @umeshparida9509
      @umeshparida9509 2 года назад

      @@ganadipapodh6020 mu kounasi dalara nuha, kintu Jia state CM ku virodh karuchi se nischay BJD ra nuha

    • @ganadipapodh6020
      @ganadipapodh6020 2 года назад

      @@umeshparida9509 ଆମେ ରାଜ୍ୟର ମୂଖ୍ୟମନ୍ତ୍ରୀ ଙ୍କୁ ବିରୋଧ କରି ବା ଆମର ଉଦ୍ଦେଶ୍ୟ ନୁହେଁ।ପୂରୀ ରାଜା ଗଜପତି ଯେମିତି ପ୍ରଭୁଙ୍କ ସେବକ। ସେମିତି ଓଡ଼ିଶାର ସମସ୍ତ ପ୍ରଭୁଙ୍କ ଆଶ୍ରିତ।ଆମ ରାଜ୍ୟ ର ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଭୁ ଙ୍କ ସେବକ। ଏବଂ ଜନନାୟକ। ଏଥିରେ ଦ୍ଵିମତ ନାହିଁ। କିନ୍ତୁ ପ୍ରଭୁ ଙ୍କ ଭଜନ ଶୈଳୀରେ ଆଧାରିତ ହୋଇ ଥିବାରୁ ପ୍ରଭୁଙ୍କ ତୁଳନାତ୍ମକ ସଦୃଶ ଲାଗୁଛି। ଯଦି ଆପଣ ଙ୍କୁ କିଛି ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। ପୂର୍ବରୁ ନିର୍ବାଚନ ସମୟରେ ବା ଅନ୍ୟାନ୍ୟ ସମୟରେ ଅନେକ ଗୀତ ମୂଖ୍ୟମନ୍ତ୍ରୀ ଙ୍କ ଗୁଣଗାନ କରି କରାଯାଇଛି। ଆମେ ସ୍ଵାଗତ କରିଅଛୁ।
      ଶେଷରେ ଯଦି ଆପଣ ଙ୍କୁ କିଛି ଆଘାତ ଦେଇଥିଲେ ମୁଁ କ୍ଷମା ପ୍ରାର୍ଥନା କରୁଅଛି। 🙏🙏🙏
      ସବୁ ସେଇ ପ୍ରଭୁ ଜଗନ୍ନାଥଙ୍କ ଇଛା
      ଜୟ ଜଗନ୍ନାଥ ଜୟ ଜଗନ୍ନାଥ।

  • @sudamabehera6793
    @sudamabehera6793 5 месяцев назад +3

    Sundar gita

  • @bharatiramabtar905
    @bharatiramabtar905 2 года назад +37

    ନବିନକୁ ଟେକି ଟେକି ମାଗଣା ଖାଇ ପିଇ ଫୁଲ ବୋବାଲ

  • @sarbeswardash2
    @sarbeswardash2 2 года назад +9

    ମଦ ପିଇ ମାତାଲ୍ ପରି ଝୁଲ୍ । ଅଲଜ୍ୟା କଣ ଗଛରୁ ଫଳନ୍ତି ?

    • @sarojsamal5988
      @sarojsamal5988 Год назад

      Sata Re He Naa Gacha Re Fala Fale Jay Jagannath Oho Ki Lila Ki Ananda Sir MoM Mind Blwoing Cinchatara 👏👺👏🧘🙏🙏⭐💯💘😎👍

  • @stvodia073
    @stvodia073 2 года назад +9

    ଆରେ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଦୁର୍ନୀତି ବୀର ଠକବୀର ବାହାପିଆବୀର ବେଲଜ୍ୟା ବୀର ଧର୍ଷଣ ବୀର ମଡର ବୀର ଗୁଣ୍ଡା ବୀର ଯୋଜନା ବୀର ବାକ୍ୟ ବୀର ଲାଞ୍ଚୁଆ ବୀର ଚୋର ବୀର ଡହରା ମିଛୁଆ ଡକାୟତ ମାନଙ୍କ ଉନ୍ନତି ରେ ମାତି ଛନ୍ ଆଉ ମଦ ଦୋକାନ ଗାଁ ଗାଁରେ ଖୋଲିବା ପାଇଁ ପ୍ରତିଜ୍ଞା କରିଛନ୍

  • @tirtharajsahu7300
    @tirtharajsahu7300 2 года назад +9

    Jhul re nabina jhul 2 peg nei jhul, odisha ku khola Kari tui phul

  • @sankarprasadsahu9225
    @sankarprasadsahu9225 2 года назад +21

    ଚୋର ବେଈମାନ ନବୀନ କୁ ଟାଉଟର ସଙ୍ଗ.

  • @stvodia073
    @stvodia073 2 года назад +6

    ନବୀନ ପଟ୍ଟନାୟକ କୁ କୁହ ଆଗ ମଦ ଦୋକାନ ବନ୍ଦ କରୁ ତାପରେ ବିଜୁଳି ମାଗଣା କରୁ ଇଣ୍ଡକସନ ଆଉ ହିଟର ଦଉ ମାଆ ମାନେ ରୋଷେଇ କରି ଖାଇବେ ତା'ହେଲେ ଜଣା ପଡ଼ିବ ନବୀନ ମାଆ ମାନଙ୍କୁ କେତେ ଭଲ ପାଆନ୍ତି

  • @narayandalai8414
    @narayandalai8414 Год назад +1

    ଝୁଲରେ ନିତାଇ ଝୁଲ ଗୀତରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ପ୍ରତି ଭକ୍ତି ଦେଖିନି , ବସନ୍ତ ବାଆ ସୁଲୁ ସୁଲୁ ବହୁଛି ହରିବୋଲ ହୁଳହୁଳି ଦିଅ,କିନ୍ତୁ ତାହା ଶୁଣିବାକୁ ମଜା ଲାଗୁଛି, ଏଇ ଗୀତରେ ସ୍ୱାଭିମାନ ରହିଛି ଏବଂ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କୁ ନମସ୍କାର ଓ ଭକ୍ତି ରହିଛି

  • @soumyaranjanpalai3059
    @soumyaranjanpalai3059 2 года назад +16

    ମୁ ମାନୁଛି ନବୀନ୍ sir good.CM. କିନ୍ତୁ
    ଝୁଲୁ ନୀତାଈ ଏ ଗୀତ ନଦିଆ ଭକ୍ତିର ଗୀତ
    ଏଗିତ ଜିଏ ଜେମିତି ଖାଉଛନ୍ତୀ ଏହା ଠିକ୍ ନୁେହଁ

  • @utkalfarming3448
    @utkalfarming3448 2 года назад +8

    ଝୂଲ୍ ରେ ନବୀନ ଝୁଲ ମଦ ପିଇ ପିଇ ବୁଲ

  • @sasmitamuduli5348
    @sasmitamuduli5348 2 года назад +18

    ହେ ଜଗନ୍ନାଥ ଏମାନଙ୍କୁ ସଦବୁଦ୍ଧି ଦିଅ

  • @dillipkumarnayak3862
    @dillipkumarnayak3862 2 года назад +20

    ତେଲ ମାରିବା ଅଧିକ ହୋଇଗଲା, ଇଡି କଲା କୁଲ କୁଲ ଭୋଟ ମାରିଲ ଦୁଲ ଦୁଲ ନହେଲେ ମାମୁଁ ଘରେ ପୁରା ଫୁଲ

    • @rameshchandrasahoo8872
      @rameshchandrasahoo8872 2 года назад +1

      Jhul Nabi jhul, bjp chhaya re jhul. Eka khaibu au kehi nahi. Bjp mitha chhadila, kali kari nije mala, kapale gala sabu sari

    • @mishragiridhari4304
      @mishragiridhari4304 2 года назад +1

      Right 👍👍

    • @bharatiramabtar905
      @bharatiramabtar905 2 года назад +1

      Good good

    • @bharatiramabtar905
      @bharatiramabtar905 2 года назад

      ବିଜେଡି ଚାଷକୁ ଦେଲାଣି ଉଜାଡି ,ଚାଷ ଜମି କୁ କଲା ଘର ବାଡି ,ବିଲ ମଝିରେ ମଦ ଭାଟି ,

    • @garudsaraf6927
      @garudsaraf6927 Год назад

      😂😂😂😂😂😂😂

  • @narayandalai8414
    @narayandalai8414 2 года назад +1

    Jhula re nitai jhul re geetare bhakti dekhini ,kintu ehi geetare swabhiman rahichi ebam Sri sri Jagannatha mahaprabhu nk prati bhakti rahichhi .Thank u

  • @lizzadhira2124
    @lizzadhira2124 4 месяца назад +1

    I miss you nabin sir my god nabin sir 😢😢😢😢❤❤❤

  • @subhadrabehera8064
    @subhadrabehera8064 2 года назад +11

    ଭାଈ ବିଜେଡି ହଟାଅ ନବୀନ ହଟାଅ ଗୀତ ଟା ଟିକେ ଗାଈବକି

  • @aditiyatripathy645
    @aditiyatripathy645 2 года назад +50

    ସ୍ବଂୟ ଜଗନ୍ନାଥ, ଶ୍ରୀ କୃଷ୍ଣ ,ନିତେଇ ଗୌର, ଚୈତନ୍ୟଙ୍କ ମହାପ୍ରଭୁଙ୍କ ପାଇଁ ହୋଇଥିବା ଭଜନ ନବୀନ ପଟ୍ଟନାୟକ ଙ୍କ ପାଇଁ କଣ ନିହାତି ଆବଶ୍ୟକ ଥିଲା, ସବୁ ସେହି ପ୍ରଭୁ ଙ୍କ ଇଚ୍ଛା l

  • @Biru135
    @Biru135 2 года назад +5

    ସ୍ୱୟଂ ଭଗବାନ୍ ଶ୍ରୀକୃଷ୍ଣ ଙ୍କୁ ନବୀନ ସହ ତୁଳନା
    ଛି ଛି ରେ ଗୀତିକାର

  • @jagannathbisoi6718
    @jagannathbisoi6718 2 года назад +23

    କିଛି ବର୍ଷ ତଳେ ଜଗନ୍ନାଥଙ୍କ ସହିତ ଶବ ସହ ତୂଳନା କରି ଗାୟକ ଗୀତିକାର ହରଡ ଘଣାରେ ପଡ ଥିଲେ। ନିତାଇ ସହ ପୁଣି ନବୀନଙ୍କ...

  • @ranjanjena4816
    @ranjanjena4816 2 года назад +7

    ଏହି ଗୀତଟି କୌଣସି ଦୃଷ୍ଟିରୁ ଏହା ଠିକ୍ ନୁହେଁ ଏହା ଅତ୍ୟାଧିକ ତୋଷାମଦଭାବ ରଖୁଛି । ଏହା ଗୀତ ନୁହଁ ଚୋଷାମଦକାରୀଙ୍କ ଚାଟୁଣ ଓଡ଼ିଶାର ଗୀତିକାର ସଂଗୀତକାର ଗାୟକ ମାନେ ଏତେ ତଳକୁ ଖସିଗଲେ

  • @sandhyanayak7208
    @sandhyanayak7208 Год назад +2

    I like odisha

  • @SBSR143
    @SBSR143 2 года назад +18

    ଗାୟକ ଜଣକ ବଧେ ଭାଙ୍ଗ ଖାଇଦେଇଛି? ବିଜେଡି ହଟାଓ ଓଡିଶା ବଞ୍ଚାଓ...

    • @umeshparida9509
      @umeshparida9509 2 года назад

      A gitare gitare bjp gehi heigala, sale jaluthibe

    • @SBSR143
      @SBSR143 2 года назад

      ମୋର ବିଜେପି ନାହିଁ କି ବିଜେଡି ନାହିଁ .... ଫାଲତୁ ସରକାର ବିଜେଡି

  • @srikanta671
    @srikanta671 Год назад +2

    ହେ ଜଗନ୍ନାଥ ହେ କାଳିଆ ଠାକୁରଙ୍କ
    ,,ତୁମ ଗୀତ କୁ ମଣିଷ ସହିତ ସମାନ
    କରିଛନ୍ତି,,

  • @manojkumarjeena1483
    @manojkumarjeena1483 Год назад +1

    Kiya baat hai yrrr 😁😎

  • @umakantadas1325
    @umakantadas1325 2 года назад +9

    କେତେ ପଇସାରେ ଏ ଭିଡିଓ ଯିଏ ଆଜି ପର୍ଯ୍ୟନ୍ତ ନିଜକୁ ନଚିହ୍ନି ପର ପଡୋଶୀ ରାଜ୍ୟର ଲୋକ କଥାରେ ପରିଚାଳିତ ହୋଇ ନିଜେ ଏକ ନମ୍ବରରେ ରହି ରାଜ୍ୟକୁ ପ୍ରତ୍ୟେକ କ୍ଷେତ୍ରରେ ୨୯ ନମ୍ବରରେ ରଖିଲେଣି ତାଙ୍କ ପାଇଁ ପୁଣି ଦେବ ଧ୍ବନି ରେ ଭଜନ ସେ ଲେଖକଙ୍କ କଲମ ଥରିଲା ନାହିଁ ।

    • @umeshparida9509
      @umeshparida9509 2 года назад

      Tame india today ra chief Bodhe, Odisha no1 state ra award kete thara neichi

  • @golapnanda3512
    @golapnanda3512 2 года назад +1

    ବହୁତ ସୁନ୍ଦର ହୋଇଛି ଭିଡିଓ ଟି। ସୁନ୍ଦର ସ୍ୱର।

  • @ajubehera5571
    @ajubehera5571 2 года назад +1

    ତୁ ମାଗିହା ଚୁପ୍ ରେ ଚୁପ୍

    • @kanchanbhuyan1895
      @kanchanbhuyan1895 2 года назад

      Bjd jindabad
      Naveen babu amar rahe
      Bjp bala poda jala hue

  • @kalpanameher7514
    @kalpanameher7514 2 года назад +1

    Bahut badhia

  • @AamaGaonAamaMati
    @AamaGaonAamaMati 2 года назад +21

    ଜୟ ଜଗନ୍ନାଥ 🙏🙏🙏
    ସମସ୍ତ ଙ୍କୁ ସଦବୁଦ୍ଧି ଦିଅ 🙏🙏🙏

  • @millonlovelygirl669
    @millonlovelygirl669 2 года назад +2

    👌super

  • @laxmipriyaagarwal4861
    @laxmipriyaagarwal4861 2 года назад +2

    Nabin Babu jinda bad

  • @dibakarmishra1706
    @dibakarmishra1706 2 года назад +11

    ଝୁଲ୍‌ ରେ ନୂତନ ଝୁଲ୍ ଦୁଇପେ ଗ୍ ନେଇ ଝୁଲ୍।

  • @coolcasually3986
    @coolcasually3986 Год назад +1

    Ea ଭାରତର ନାଇ କି ଓଡ଼ିଶା ର ନାଇ, ଆକୁ ଆମେରିକା ପଥେଇଚି, ଓଡ଼ିଶାକୁ, ସେଥିପାଇଁ ଏ ଓଡ଼ିଶା ବିଷୟରେ ଜମା ଚିନ୍ତା କରୁନି, ଖାଲି ଝୁଲୁଛି,

  • @Sp_Muzic_Creative_2.0
    @Sp_Muzic_Creative_2.0 2 года назад +3

    ଏ ହେଉଛି ଓଡ଼ିଶା ଶାସନ ଏବଂ ନବୀନ ଯୁଗ ଯୟ ନବୀନ

  • @jayasuryarath8563
    @jayasuryarath8563 2 года назад +2

    ବହୁତ ବହୁତ ବଢିଆ ଉପସ୍ଥାପନା ,,,

  • @tanayadasgoswami3857
    @tanayadasgoswami3857 2 года назад +2

    ସମ୍ପୂର୍ଣ ଓଡ଼ିଆ ରେ ଗୀତ ଲେଖା ହେଇ ପାରିଲାନି କି?

    • @dipakbehera918
      @dipakbehera918 2 года назад

      ନବୀନ ଶାସନରେ ଭଲ କାମ ଥିଲେସିନା ଲେଖିବେ

  • @ramdash4704
    @ramdash4704 2 года назад +34

    ଲାଜ ଲାଗୁନି କି ଗୀତ ଗାଉଛୁ

    • @jaliapradhan7573
      @jaliapradhan7573 2 года назад +1

      ନବୀନ କିଛି ଦେଇଛି କଣ ପାଇଁ ଗୀତ ଗାଉଛି

    • @prabhakarbarik6000
      @prabhakarbarik6000 2 года назад +1

      ଭାଟ୍ଟକୁ କି ଲାଜ?

    • @kanchanbhuyan1895
      @kanchanbhuyan1895 2 года назад +2

      Naveen second god for odisha
      Tankara vajana suna, bjp bala ka vari poda jala haba hele kana kariba, loko ka vala paiba ,asirbada naveen babu ka sahita achi

    • @prabhakarbarik6000
      @prabhakarbarik6000 2 года назад

      ଠିକ୍ କହୁଛନ୍ତି। ଅନ୍ୟମାନେ ବୁଝିଲେ ହେଲା ।୧୯୯୯କୁ ଭୁଲି ଯାଉଛନ୍ତି ଏବଂ ପରର ନୂତନପିଢି ସେ ବିଷୟରେ ଜାଣି ନାହିଁନ୍ତି।ଜୟଜଗନ୍ନାଥ ।

    • @padmabatimohanta252
      @padmabatimohanta252 2 года назад

      @@kanchanbhuyan1895 loka kete bhala paanti seita apana b Jani chhanti next time Navin Pattnayak haribe au harile hin heart attach re maribe

  • @krushnasahu243
    @krushnasahu243 2 года назад +3

    ମଦୁଆ

  • @BijayaPradhan-e6i
    @BijayaPradhan-e6i 6 месяцев назад +2

    ❤❤❤❤❤❤ b j d jinda baad

  • @RD123.........
    @RD123......... 2 года назад +17

    ଭଜନ ଗୀତ କୁ ଏମିତି ଅପମାନ କରନି

  • @subashchandramallick7696
    @subashchandramallick7696 2 года назад +20

    ମୋଦୀ ଯି ଜିନ୍ଦାବାଦ

  • @hemantbehera7099
    @hemantbehera7099 2 года назад +2

    ommsaibehera

  • @subasray642
    @subasray642 8 месяцев назад +2

    Jay. Naveen. Jay. Bjd

  • @sunitgadtia4666
    @sunitgadtia4666 2 года назад +12

    Odisar ra lokanku au kete din lutib Navin sarakar India ra no one mukhy mantree kintu aji odisa any rajya apekshya ate tale kahiki jabab debe Navin babu

  • @sidhiasidhia9733
    @sidhiasidhia9733 2 года назад +1

    Modiji jindabad

  • @sailabalanayak3777
    @sailabalanayak3777 2 года назад +2

    Balaaa naaa....

  • @narendrapradhani6212
    @narendrapradhani6212 7 месяцев назад +1

    Gitikar bhai Naveen patnayak odisha pain kana karichhanti kuha to ei gitara jogyata

  • @pramodakumardash6849
    @pramodakumardash6849 2 года назад +12

    Navin Ra goda dhari jhul .

  • @laxmidharapanda6086
    @laxmidharapanda6086 2 года назад +7

    ଝୁଲରେ ନବୀନ ଝୁଲ ତୁ ନିଶାପାଣି ଖାଇ ଝୁଲ
    ଝୁଲି ଝୁଲି ଚାଲେ ନବୀନ ନିବାସେ ହୋଇଛି ସେ ମସୁଗୁଲ

    • @Dynamite_007
      @Dynamite_007 2 года назад

      BAALUNGA...
      KAN LEKHUCHU BEY TU....

    • @Dynamite_007
      @Dynamite_007 2 года назад

      AABE MURKHA TO MUNDARE BUDHI KAM...

    • @laxmidharapanda6086
      @laxmidharapanda6086 2 года назад

      @@Dynamite_007 ସବୁ ସତକଥା ବେ,, ହଜମ ହେଉନାହିଁ ବୋଧେ ?

    • @Dynamite_007
      @Dynamite_007 2 года назад

      @@laxmidharapanda6086 HAN BEY...TU EKAA SATIA..
      AAU BAAKI SABU MICHHUA

    • @Dynamite_007
      @Dynamite_007 2 года назад

      @@laxmidharapanda6086 CHOROTAA TU..
      E KAAMA TU NIJE KARUCHU...
      ANYA KU KAHINKI JODUCHU BEY NIJA SAHA

  • @alokbhoi6499
    @alokbhoi6499 2 года назад +4

    ଜୟ ଆଦିବାସୀ ଜୟ ନବୀନପଟ୍ଟନାୟକ ଜୟ ବଲାଙ୍ଗୀର ବହୁତ ସୁନ୍ଦର ହେଇଛି ଗୀତ ସାର୍

  • @uditsahu9798
    @uditsahu9798 2 года назад +2

    ନବୀନ ଝୁଲୁଛି ତ ସବୁବେଳେ

  • @kalicharanmahapatra885
    @kalicharanmahapatra885 Год назад +1

    ଝୁଲ ରେ ନ ବି ନ ଝୁଲ୍ କେନ୍ଦ୍ର ଚାଉଳକୁ ଖାଇ ଫୁଲ,ଚାରିଆଡ଼େ ମଦ କରିଦିଅ ଫୁଲ, ଲାଗୁଚି ଏମିତି ସତେବା ଯେମିତି ଭୋଟର କରିବେ ନି ଭୁଲ,

  • @rajiblochanmohanty5485
    @rajiblochanmohanty5485 2 года назад +2

    ମଦ ପିଇ ପୁରା କୁଲ 😀😀😀

  • @narendrapradhani6212
    @narendrapradhani6212 7 месяцев назад +1

    Gitikar bhai oo gita lekhaka bhai kana navee tuma bapa boli kuha

  • @hemantadontoppo2744
    @hemantadontoppo2744 11 месяцев назад +1

    Naveen is God of odisha

  • @bhanumatimllik6390
    @bhanumatimllik6390 2 года назад +3

    Veri veri nice song

  • @RajBarik-wr8fu
    @RajBarik-wr8fu 6 месяцев назад +2

    Nabin kala rastrapati 😂😂😂😂😂😂

  • @puspalatalenka1896
    @puspalatalenka1896 2 года назад +1

    Nanbin ta khaila odisa ku tame maagiya odia sanskruti ku bi khaila

  • @SunitaRaita-r3z
    @SunitaRaita-r3z 15 дней назад

    Jay navin jay odisha navin babu jinda Badh navin babu jinda Badh 🙏🙏🙏🙏🙏🙏🙏❤❤😊

  • @RD123.........
    @RD123......... 2 года назад +7

    ଯିଏ ଲେଖିଛି ନବୀନ କୁ ଯାଇ ତେଲ ମାରି ଆଉଁସି ଦେବୁ,ତୋତେ ଚାକିରୀ ଦେବ ତୁ କଣ କରୁଛୁ ଟିକେ ଜଣେଇବୁ ଯଦି ବେକାର ଥିବୁ ତାହେଲେ ନବୀନ ପାଦ ଘଷିବୁ ତୋତେ ଏହି ଚାକିରୀ ମିଳିବ 😜😜😜😜

    • @umeshparida9509
      @umeshparida9509 2 года назад

      Ta gandi kanhiki fatuchhi, tu bjp ra pela teka chamcha ki

  • @zulfukarali8965
    @zulfukarali8965 2 года назад +3

    ବହୁତ ସୁନ୍ଦର ହୋଇଛି

  • @umakantasahu9308
    @umakantasahu9308 7 месяцев назад +1

    ବହୁତ ଖରାପ ଗୀତ

  • @bharatiramabtar905
    @bharatiramabtar905 2 года назад +4

    ମଦ ଭାଟି ଟିଏ ଲିଜରେ ନେବେ ପାଣ୍ଡିଆନ କୁ କିଛି ପିସି ଦେଇ

  • @biswanathsitha5142
    @biswanathsitha5142 2 года назад +3

    ଭଲ ଗାଉଛ ହେ ଭାଇ ।ଟିକିଏ ଭାବି ଚିନ୍ତି ଗୀତ ଟା ଗାଇଥିଲେ ଖୁସି ଲାଗିଥାଆନ୍ତା ।କେତେ ଲାଞ୍ଚ ନେଇକି ଏ ଗୀତ ଗାଇଛ ହେ ?ଓଡିଶା ଗଲାଣି ଅଗାଧ ସମୁଦ୍ର ଭିତରକୁ ଆଉ ତମେ ଗାଉଛ ନବିନ ସୁନାମ ।ଛି ଛି ଛି ।

  • @raghunathjen5483
    @raghunathjen5483 2 года назад +2

    Bhai Naveen Pattnayak is human being not a God.

  • @jkmutubechannelm8495
    @jkmutubechannelm8495 6 месяцев назад +1

    ଚମଚା ମା.../

  • @pratimadaslyricist951
    @pratimadaslyricist951 2 года назад +5

    Very nice

  • @prafulbhaina6257
    @prafulbhaina6257 2 года назад +5

    Jhul navin jhul. Khani bali khai phool

  • @pksvideo6936
    @pksvideo6936 2 года назад

    Nabin Babu kn Tama Sana Bhai amiti Gita gaucha

  • @balakrushnarath4854
    @balakrushnarath4854 2 года назад

    ଲଜ୍ୟା ର ବିଷୟ..... କଣ ଆଉକିଛି ନୁଆଁ ସ୍ୱର ନଥିଲା? ଭଗବାନ ଙ୍କ ଗୀତ ସହ ଜଣେ ମଣିଷ କଣ ସମାନ? ଖାଇବା ତେଲ 180/- ଟଙ୍କା
    ଆପଣ ଓଡିଶା ର 1ନଂ ମୁଖ୍ୟମନ୍ତ୍ରୀ ହେଲେ ଆମକୁ କଣ ପେଟକୁ ଦାନା ମିଳିବ? ଘରେଇ ଗ୍ୟାସ ପହଂଚିଲାଣି 1200/- ଟଙ୍କା ରେ
    ଗରିବ ଙ୍କ ପାଇଁ କାମ ନାହିଁ ଆମ ରାଜ୍ୟରେ......
    ସେଇଥିପାଇଁ ଆମେ ଯାଉଛୁ ଘର ପରିବାର ଛାଡି ବାହାର ରାଜ୍ୟ କୁ.........ହେ ନବୀନ ବାବୁ ଆପଣ ଏ ବିଷୟରେ ଗରିବ ଙ୍କ ପାଇଁ ଟିକେ ଧ୍ୟାନ ଦେବେକି?

  • @subhadrabehera8064
    @subhadrabehera8064 2 года назад +5

    ଗୀତ ଟା ବହୁତ ଖରାପ ଲାଗୁଛି

  • @satyaranjan952
    @satyaranjan952 2 года назад +3

    ପ୍ରଭୁଙ୍କ ନାମରେ ଥିବା ଭଜନକୁ ଅପଭ୍ରଂଶ କରାନଯାଉ

    • @umeshparida9509
      @umeshparida9509 2 года назад

      Tu nasun ame sunibu

    • @padmabatimohanta252
      @padmabatimohanta252 2 года назад

      @@umeshparida9509 tuma mananmathu au kn asha Kara Jai pare

    • @umeshparida9509
      @umeshparida9509 2 года назад

      @@padmabatimohanta252 kamse kam modi prasansa nuha

    • @padmabatimohanta252
      @padmabatimohanta252 2 года назад

      @@umeshparida9509 tume Sabu netanka laguda dharichha moksha debe re

    • @umeshparida9509
      @umeshparida9509 2 года назад

      @@padmabatimohanta252 tame kahaku dharicha

  • @puspalatalenka1896
    @puspalatalenka1896 2 года назад +1

    Bapa banda te lageiki gaunu maagiya

  • @manoranjantarai7326
    @manoranjantarai7326 2 года назад +2

    Nice brother

  • @rameshselma9909
    @rameshselma9909 2 года назад +1

    B j D hatao Odisha bachao
    Robot 🤖 chief minister

  • @technicalgamer8139
    @technicalgamer8139 7 месяцев назад +1

    Behia

  • @G.S.BROTHER
    @G.S.BROTHER 2 года назад +1

    Navin Babu Jindabad
    Odisha jindabad ✊

  • @sarbeswardash2
    @sarbeswardash2 2 года назад +2

    ବଳାତ୍କାରୀ,ଲୁଟେରା ବାଦସାହା

  • @nobokumardas5405
    @nobokumardas5405 Год назад +1

    Nice

  • @swagat_0001
    @swagat_0001 2 года назад +1

    Ete sundar Gita ku gote politician pai gauchu, tu bala singer

  • @RD123.........
    @RD123......... 2 года назад +3

    ଯିଏ ଓଡ଼ିଆ ବୁଝିନି ସେ କଣ ଦୁଃଖ ବୁଝିବ? ଚୋର BJD ଦଳ ଖାଇକି ଖୋଳ କରିଦେଲେଣି

  • @sasmitamuduli5348
    @sasmitamuduli5348 2 года назад +13

    ଗୀତର ଅବମାନନା ହେଉଛି, କଣ ପାଇଁ ଇଶ୍ୱର ଙ୍କୁ ଅପମାନ ଦେଉଛନ୍ତି

  • @mishragiridhari4304
    @mishragiridhari4304 2 года назад +1

    Jaha bi hau jau cm under
    Re unemployment badhuchhi taku vote diajibani 🙏🙏👍👍🙏🙏🙏

  • @Chikirani123
    @Chikirani123 2 года назад +1

    Jay jagannath 🙏 bjd

  • @kaushalbhoi3180
    @kaushalbhoi3180 2 года назад +5

    ମୁ ଦାଦନ ଶ୍ରମିକ ମୋର ଗୁଟେ ଗୀତ

    • @umeshparida9509
      @umeshparida9509 2 года назад

      Ame ta Odisha re achu, dadana jaunu, Tate adhika maal darkar ki

  • @Bideshi3110
    @Bideshi3110 2 года назад +1

    Copy no.1 Odisha

  • @amardas3119
    @amardas3119 2 года назад +1

    Excellent

  • @jaysrirambulurakhal
    @jaysrirambulurakhal 2 года назад +2

    Nice mum sir 🙏💖🙏💖🙏💖🙏

  • @rcmdurgaprasad
    @rcmdurgaprasad 2 года назад +1

    This is not right

  • @ashirbadpattanaik133
    @ashirbadpattanaik133 2 года назад

    କି ଯୁଗ ହେଲା ,,,, ହାହା

  • @gopi9956
    @gopi9956 2 года назад +1

    ଆମ ହିନ୍ଦୁ ଧର୍ମ କୁ ନେଇ ବଦନାମ କରୁଛନ୍ତିି ଓଡ଼ିଆ ଗାୟକ ମାନେ

  • @priyadharua1745
    @priyadharua1745 2 года назад +3

    Bahut bhala hei chi

    • @SRO266
      @SRO266 2 года назад

      ଧନ୍ୟବାଦ😊🙏

  • @chaubanbaghofficial698
    @chaubanbaghofficial698 2 года назад +3

    Bahut badhia song

    • @SRO266
      @SRO266 2 года назад +1

      ଧନ୍ୟବାଦ 😊🙏

  • @PrasantaSatpathy
    @PrasantaSatpathy Месяц назад

    5C.M of India,who is the person nothing his personal & also 15 kendramantri four phase election his personal cash of country of India , please clarify

  • @PrasantaSatpathy
    @PrasantaSatpathy 8 дней назад

    Naveen who is person .for ever like Srikrishna in mabhatat like Naveen !

  • @bhagyasuchi4876
    @bhagyasuchi4876 2 года назад +1

    Very nice song jay bjd

  • @banitaswain352
    @banitaswain352 2 года назад +5

    very nice gita👍👍👍👍