BJD gets hundreds of crores donations while Naveen allows Pandian to flaunt huge money in elections.
HTML-код
- Опубликовано: 7 фев 2025
- BJD gets hundreds of crores donations while Naveen allows Pandian to flaunt huge money in elections.
#naveenpatnaik #vkpandian #satyaprakashnayak #odishapolitics #bjd #satyapatha
Click on the playlist 'Satyapatha With Satyaprakash' & watch all the editorial episodes.
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha...
RUclips: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive
ସତ୍ୟପ୍ରକାଶ ବାବୁ, ଆପଣଙ୍କ ଚର୍ଚ୍ଚା ଖୁବ୍ ସୁନ୍ଦର ଏବଂ ତଥ୍ଯ ଭିତ୍ତିକ.. ଆଜିକାଲି ଦୁନିଆରେ ଏକ ସାଧାରଣ ନାଗରିକ ପାଇଁ ଏଭଳି ନିରପେକ୍ଷ ଖବର ଉପସ୍ଥାପନା କରୁଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ.
ସତ
ସତ୍ୟବାବୁ ଆପଣଙ୍କୁ ଧନ୍ୟବାଦ
ଅତି ସୁନ୍ଦର ଓ ସଠିକ୍ ବିଶ୍ଳେଷଣାତ୍ମକ ଉପସ୍ଥାପନା। ବିଜେଡି ସରକାର ରେ ହୋଇ ଥିବା ଦୁର୍ନୀତି ସମ୍ପର୍କରେ ଅଜଣା ତଥ୍ୟ ଜଣାଇଛନ୍ତି। ଲୋକଙ୍କୁ ଭୂତାଇବା ପାଇଁ ବିଭିନ୍ନ ପ୍ରକାରର ତରିକା। ଏହିପରି ଗତ ଓ ବର୍ତ୍ତମାନ ସରକାର ର ଦୁର୍ନୀତି ର ପରଦା ଫାଶ କରିଚାଲନତୁ। ଓଡ଼ିଶାର ଲୋକେ ଜାଣିବେ ଓ ସଚେତନ ହେବେ। ଧନ୍ୟବାଦ ନମସ୍କାର।
ବହୁତ ସୁନ୍ଦର ଉପସ୍ଥାପନା
ସୁନ୍ଦର ତଥ୍ଯଭିତ୍ତିକ ଉପସ୍ଥାପନା ସାର୍ ।
ଅପ୍ରିୟ ସତ୍ୟ କଥା, ସତ୍ୟ ଭାଇ, କିନ୍ତୁ ଜନତା ବୁଝିବା ଦରକାର
ତଥ୍ୟ ଏବଂ ସତ୍ୟ ଭିତ୍ତିକ ସୁନ୍ଦର ଆଲୋଚନା।
କିଏ କହି ପାରିବ ଫଳ କିଛି ଫଳିବ କି ନା।।
ଏହି ଦଳ ଓଡିଶାର ବଳ ନୁହେଁ, କାଳ ଅଟେ, ଯେଉଁ ବ୍ୟକ୍ତିଙ୍କୁ କେତେଜଣ ଡାକିଆଣି ଚେୟାର ରେ ବସାଇଥିଲେ, ସେ ଆଜି ପରିଣତ ବୟସରେ ମଧ୍ୟ ଛାଡିବାକୁ ନାରାଜ, କାରଣ ଏଠାରେ ଅଛି, ଜମିଦାରୀ ,ଅୟସ, ଆରାମ, ଅର୍ଥ, କ୍ଷମତା
ପାଣ୍ଡିଆନ ବିଜେପି agent
ଧନ୍ୟବାଦ ସତ୍ୟବାବୁ ଆପଣ ସାରଥିବାବା ଚେ। ର ବିଷୟରେ ନିର୍ଭୀକ ତଥ୍ୟ ପ୍ରକାଶ କରିଥିଲେ
Very good presentation.
ଯେଉଁ ମାନଙ୍କ ହୃଦୟ କାନ୍ଦୁଛି,ନବୀନ ପାଇଁ ସେମାନେ ଦେଖିବା ଉଚିତ
Thisisthefscat
Good news
ସମ୍ମାନୀୟ ଲେନୀନ ମହାନ୍ତି ସ୍ପଷ୍ଟୀକରଣ ରଖିବେ କି ?
ଯେତେ ସବୁ ବିଜେଡି ର ଵୋଲକରା ସମସ୍ତଙ୍କ ଡ୍ୟାସ ସନ୍ନିପାତ।
Safeda luters
ନବୀନ ପଟ୍ଟନାୟକ ଙ୍କୁ ବାନ୍ଧିକି ବାଡେଇଲେ ପାଣ୍ଡୁ ବଳେ ପଳେଇଯିବ, ତାପରେ ଓଡ଼ିଶା ଠିକ୍ ହୋଇଯିବ, ନବ ଦାସ କୁ ଦୁନିଆ ରୁ ହଟେଇ ପାରିଲ, ପାଣ୍ଡୁ କୁ ଓଡ଼ିଶାରୁ ତଡ଼ି ପାରିବେ ନାହିଁ ବାକି କ୍ରୀତଦାସ ମାନେ ।
ଠିକ୍ କହିଛନ୍ତି, ଦଶ ହଜାର କୋଟି ଖର୍ଚ୍ଚ କରୁଥିବା ଦଳ, ଆଣିଲା କେଉଁ ଠାରୁ। ଧନ୍ୟ ନବୀନ ବାବୁ।
ବିଜୁ ନନ୍ଦନ ହେଉଛି ଏ ରାଜ୍ୟ ପାଇଁ କଳଙ୍କ l
Right
ନବୀନ ପଟ୍ଟନାୟକ ହେଉଛନ୍ତି ସାଧୂ ଲୁଟେରା
Chup saitan . Sabu jani ajana .
ଧନ୍ୟବାଦ sir ଲୁଟେରା ଙ୍କର ହିସାବ ଦେଇ ଥିବାରୁ.
Very good discussion.
ଲୁଟେରା no 1 bjd ଦଳ
ଧନ୍ୟବାଦ ସତ୍ୟ ନାୟକ।
You are right
ମାନନୀୟ ନବୀନ ବାବୁ କ୍ଷମତାଚ୍ୟୁତ ହୋଇସାରିଲାପରେ ବି ତାହାର ସ୍ୱାଦ ଆଦୌଁ ଭୁଲି ପାରୁନାହାନ୍ତି l ତେଣୁ ବାଚାଳତା l
ଜୟ ଶ୍ରୀ ଜଗନ୍ନାଥ 🙏
ଅଧର୍ମ ବିତ୍ତ କେବେ ଭୋଗ ହେବନାହିଁ, ତାମିଲ ଜୋକ ଏଠୁ ନ ଯିବା ଯାଏ ଭଲ ଗତି ନାହିଁ ବିଜେଡିର ସବୁ କ୍ଷେତ୍ର corruption ରେ ଚାଲୁଥିଲା ଏବେ ବି ଅଛି.........
Absolutely correct analysis. Thanks a lot.
ବହୁତ୍ ଉପାଦେୟ କଥା ର ଅବତାରଣା କରିଛନ୍ତି l ସମସ୍ତେ ଜାଣିବା ଉଚିତ୍ l
ବହୁତ୍ ଧନ୍ୟବାଦ ସତ୍ୟ ବାବୁ l
ଭଦ୍ର ଡକାୟତ ନବୀନ ପଟ୍ଟନାୟକ ଖେମତା ଲୋଭ ବହୁତ ପରିଣତ ବୟସରେ ଏତେ ଲୋଭ
ସେହି ଟଙ୍କା ହାତେଇବା ପାଇଁ ପାଣ୍ଡୁ ନବୀନ ପାଖ ଛାଡ଼ୁନି |
ବିଜେପି ବି ଆଣୁଛି, ଓ ଆଗକୁ ଆଣିବ, ସେଇଟା ଟିକେ ଦେଖାନ୍ତୁ, ମାନ୍ୟବର
ସତ୍ୟବାଦୀ ସତ୍ୟଭାଇ।କେବେ ସଜାଗ ହେବେ ଓଡ଼ିଆ।
ସତ କଥା ହଉଛି ବିଜୁ ବିଜୁ କହି 24 ବର୍ଷ ଲୁଟିଚଳିଲେ,😂
ବହୁ ଦୁର୍ନୀତି ଖଣି, ଚିଟଫଣ୍ଡ, ୫ଟି,ହେଲିକେପ୍ଟର, ଜଗନ୍ନାଥକରିଡର .. କିଛିବି ମୋହନ ସରକାର ତଦନ୍ତ କରୁ ନାହାନ୍ତି।
Roght
କରିବେକି ନାହିଁ କିଏ କହିବ ?
Mr Mohan Charan Majhi, Chief Minister BJP Sarkar Futute re Nischita Bhalase Naama Nebe Concious Voters Mananku Cheat Karithibaru.
Excellent
ଖେଳ ୪୧୫ କୋଟି ନୁହେଁ ୬୨୫ କୋଟିର ଚାଲିଚି। ନବୀନ ସେଥିପାଇଁ ପାଣ୍ଡୁ ପାଖରେ ନିଜକୁ ବନ୍ଧା ପକେଇଛନ୍ତି।
ବାବାଜୀ ବା ସନ୍ୟାସୀ ନ କହି birapaan ରୁପି ଡ଼କାୟତ କୁ ନବୀନ ପଟ୍ଟନାୟକ ଘଣ୍ଟ ଘୋଡେ଼ଇ ଆଜି ପର୍ଯ୍ୟନ୍ତ ରଖିଛନ୍ତି ବୋଲି କହିଲେ ଉପଯୁକ୍ତ ହେବ।
Excellent 👌
6:11 କଂଗ୍ରେସ ର ନାଁ ନବାକୁ ଭୁଲିଗଲେ ବୋଧେ 😂
Thanks
Chamatkar statement. Namaste 🙏
❤❤
👍🏻👍🏻👍🏻👍🏻👍🏻🙏🏻🙏🏻🙏🏻🙏🏻🙏🏻 Right
ସତ୍ଯ ଭାଇ ପାନ ଗୁଆ ଖଇର ଗୁଆକାତି ଭଲ ବ୍ଯବସାୟ ରାଜନୀତି
You are most welcome Satya Prakash Babu.to narrate such things.
ମୁଁ କିନ୍ତୁ ସମସ୍ତଙ୍କୁ କହୁଥିଲି ଯେ ସେଭଳି ବାତ୍ୟା ଆମ ବାଲେଶ୍ବର ରେ ହେବନାହିଁ ... କାରଣ ସାଧାରଣ ପାଗ ଥଣ୍ଡା ଥିଲା.. ତଥା ଗୁଳୁଗୁଳି ଆଦୌ ନ ଥିଲା
Sir kindly create a political party. I will be your first party member
Odisha loot of 25years thousands crores.Group C@D employees posts savings money.
ଜାରଜ ଛୁଆଙ୍କ ହାତରେ ରାଜନୀତି l
You are quite right Satya Prakash Babu. Many many thanks.
I guess first n second are Subrat Bagchi n sri Sri University .
Very nice
କହିବା ସହଜ, କାମରେ କିଛି କରିବା ବଡ଼ କଷ୍ଟ। ସମାଲୋଚନା କରିବା ସହଜ କଥା।
Excellent topic and analysis ❤
Very very important video
ସାର୍ ଅତି ସୁନ୍ଦର୍
Right 👍
ସୁନ୍ଦର ବିଶ୍ଳେଷଣ
Very very thanks
ଅନ୍ୟ ମୁଖ୍ୟ ନେତା ମାନେ ମିଶି ନବୀନ ପଟ୍ଟନାୟକଙ୍କୁ ଦଳରୁ ତୁରନ୍ତ କାଢ଼ନ୍ତୁ।
ମୋ ମନର କଥାଟିଏ କହିଲେ।
Patrakar jindabad jindabad jindabad jindabad BJP zindabad
Nice explain
Excellent Analysis
Very good presentation. It is called need of the hour. All the best wishes.
Sat upastapana sradhapurn naman.
Good news and good explanation
Nice one, Satya babu.
These politicians are destroying all values every second.
What IS the solution?
Satya baboo thanks
A new dekhiba apekkhay comedy video dekhiba bhala😂😂😂😂
ସବୁ ସନ୍ୟାସୀ ସୁର ବାବା, ସାରଥୀ ବାବା ଓ ବିଜେଡି ଦଳରେ Pandian ବାବା ସମସ୍ତେ ଗୋଟିଏ cadre ର। ଭିତିରି ଅନୁସନ୍ଧାନ କଲେ ଜଣା ପଡ଼ିବ ଉପରୋକ୍ତ ବାବା ମାନେ ଏକା ପ୍ରକାର ର।
💯 % correct.
Right now
ଧନ୍ୟବାଦ୍, ସତ୍ୟ ବାବୁ ଆପଣଙ୍କର ନିର୍ଭୀକ ସୂଚନା BJD ra 24 ବର୍ଷ ର କଳା କାରନାମା ଓଡ଼ିଶା ଲୋକ ଙ୍କ ମନରୁ BJD ପ୍ରେମ ଦୂରେଇ ଯିବ
Sir ek dam thik katha kahichanti apana apananka bhali.. reporter ama odisha ku darkar .. mu bi apananka bhali chintadhara pila ..jia thik karila mu taku support kare ..ate katha mu janinathili agaru BJD nku bhala pauthili ..but .. election prubaru .. nursing officer job baharila para thu au BJD ku bhala paieni khash kari pandian nku .. Naveen pattnayak nku bhala pai .ba ama MLA au kichi BJD neta nku bhala pai but abe au BJD ku bhala paieni sir .. BJP aithi pai bhala pai se ama Hindutyaku raksha kariba pai chahuchanti seithipai BJP sarkar ku bhala pai..
A sabu loka lochananku asiba darkar sir .. salute 🙏 apananku
I am Jagnyadutta Mohanty
Republican Party Of India(Ambedkar)
President Odisha has already Projected 5 MLAs & 1 MP in 2024 General Elections Odisha
If my State team has funds we can change the total Picture
Anyway Satya Bhai thanks for your presentation
Jay Jagannath 🙏🏻🚩
ନମସ୍କାର🙏🌹🌹🌹 ଭାଇ
ମିଡିଆ
ଭାଇ
ଆପଣ,,, ଚମ୍ପୁଆ ଠାରୁଅସ୍ତରଂଗ
କଳାହାଣ୍ଡି ରୁ ସମ୍ବଲପୁର, ଗରିବ
ପୂର୍ବରୁ ପଶ୍ଚିମ
ଉତ୍ତର ରୁ ଦକ୍ଷିଣ,,,,, ଗରିବ
ନବୀନ ବାବୁ ଆମର କୁଜି ମଧୁ ବାବୁ।
Ey 2 jana desabhakta jeteydina ପର୍ଯ୍ୟନ୍ତ ଝର୍ଡାଦ ଯାଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ମନରୁ ଆକ୍ରୋଶ ତୁଟିବ ନାହିଁ , ତେଣୁ BJP ku janata mandate deley , ଦେଖାଯାଉ BJP କିପରି ପଦକ୍ଷେପ ନେଉଛି , ଓଡ଼ିଶା ବାସୀ କେବଳ 2029 ପର୍ଯ୍ୟନ୍ତ ଅପେକ୍ଷାରେ ରହିଲେ , ଆଶା କରାଯାଉଛି BJP ନିଶ୍ଚିନ୍ତ ଓଡ଼ିଶାବାସୀଙ୍କ naaj rakhibe ,
Absolutely you are a talented reporter.
You are unique 👌
Arey bhai mahasaya 1st kuha BJP jou 6000 cr donation paithila seta publish karuna...
Bjp deal
Odiyas only shout against Pandian and Navin apart from that nothing Odiya can do.
ଅତି ଦର୍ପେ ହତ ଲଙ୍କ|
ଇନ୍ଦିରାଆବାସ ଆଜିଯାଏ ଥାଇପାରେ ନ ଥାଇପାରେ କିନ୍ତୁ ସେ ହିତାଧିକାରୀଙ୍କ ଅବସ୍ଥାରେ ପରିବର୍ତ୍ତନ ହୌଇଯାଇଥିବ
Till date Odisha has cheated in all angles as presented. We thank you for your courageous findings and comments. Only God will see to it.
ସତ୍ୟ ବାବୁ... 15 % ନୁହେଁ 15 ଗୁଣ
Sir plz one debate on BJP how money they invest to win the election in odisha asa well as india
Kiye kahila Odisha bikash hoini?.: Odisha bikash hoichalithila
Pandu au BJD khaiki. Sabu bikash heichi
Outshorcing word to ahi BJD janma deichi
The CM and CMO are more than Sri Ram and Laxmana.
ସେ ଗୀତ "ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି "ଅକ୍ଷୟ ମହାନ୍ତିଙ୍କର ନୁହେଁ ସ୍ୱରୂପ ନାୟକଙ୍କର l
ଭୈରବ ବାବା
ପ୍ରିୟ ସତ୍ୟବାବୁ ଏ ଗୀତଟିର ଲେଖକ ଅକ୍ଷୟ ମହାନ୍ତି ନୁହେଁ, ସ୍ୱରୂପ ନାୟକ ଲେଖିଛନ୍ତି।
Bartaman ra sarkar nku kichhi prashna nahin ankara
Satya patha news Chanel ra 19:59 pranjal upastapana ati sunder.odia lokamane bujhiparuchani ki nanhi kejani?nabujhile amara abasta ra unanti nanhi.
Dhala lutera Nabin Odishaku budaidela ,malimundianku Shoshana Kari buarocratmananku ajachita sahajya kala.Dhanyabad Satyapath midia Sirnku.Well analyisation of ten thousand crores of money.
ଚତୁର ଚୁପ ସୈତାନ ପରି ନବୀନ ବାବୁ ସମସ୍ତ କାର୍ଯ୍ୟକଳାପ କରନ୍ତି। କିନ୍ତୁ ଗତ 10 ବର୍ଷ ହେଲା ସେ ଆଉ ଚୁପ ନୁହନ୍ତି, ଡକାୟତ ପରି କାମ କରି ଆସୁଛନ୍ତି।
ସବୁ ଖଣି ପଇସା
ଆମେ ଦେଖିଛୁ 1999ବାତ୍ୟା ପରର ପରିସ୍ଥିତି ଯେବେ ଠାରୁ ଖଣିଜ ପରିବହନ ଚାଲୁ ହେଲା ସେବେ ଠାରୁ କୋଟି କୋଟି ଟଙ୍କା ର ଦୁର୍ନତି ହେଲା ଏବଂ କୋଟି କୋଟିଟଙ୍କା ଅଯଥା ଖର୍ଚ କରିବା ଆରମ୍ଭ କଲେ
We are responsible for this
That song is not by Akshay mohanty
Babaji Pandian is now controlling BJD on active support of Naveen Patnaik.