ପୁଣି ଥରେ ଗାଇଲେ ପପୁ ଭାଇ ଝୁଲ ରେ ନିତାଇ ଝୁଲ // jhul re nitai jhul viral song

Поделиться
HTML-код
  • Опубликовано: 21 ноя 2024

Комментарии • 2,1 тыс.

  • @manasbehera9732
    @manasbehera9732 2 года назад +485

    ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି 🙏🏻
    ଜୟ ଜଗନ୍ନାଥ ପ୍ରଭୁ ତୁମର ମଙ୍ଗଳ କରନ୍ତୁ ପପୁ ବାବୁ 🙏🏻❣

    • @gudu_.890_4
      @gudu_.890_4 2 года назад

      👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌🥰

    • @bishwajitrout7015
      @bishwajitrout7015 2 года назад +3

      @Ghanshyam Badatya
      .pp p
      Pp
      P
      O
      Pm.
      P
      .....

    • @sradhaguru3386
      @sradhaguru3386 2 года назад +2

      😁😁😁😂😂🤗🤗🤗

    • @mahaakaall
      @mahaakaall 2 года назад

      @@sradhaguru3386 ethire hasibara kana achj

    • @girishbehera9838
      @girishbehera9838 2 года назад +1

      Tuma kanthhare maa saroswati bijay karanti

  • @bikashbehera8096
    @bikashbehera8096 2 года назад +334

    ନାରଦ ଭୂମିକାରେ ଅତି ଚମତ୍କାର ଅଭିନୟ କରିଛନ୍ତି l ଆମ ଓଡ଼ିଆ ଯାତ୍ରା କଳାକୁ ବଞ୍ଚାଇ ରଖିଥିବାରୁ ଅଶେଷ ଧନ୍ୟବାଦ 🙏

  • @rabindrakumarmohanty9415
    @rabindrakumarmohanty9415 2 года назад +52

    ସ°ଗୀତ ର ତାଳେ ତାଳେ ନୃତ୍ୟ ଗୀତଟି କୁ ଆହୁରି
    ମନଛୁଆଁ କରୁଛି। ଧନ୍ୟବାଦ।

  • @grmahanta5466
    @grmahanta5466 2 года назад +24

    ଏଥିପାଇଁ ଆମେ ଗର୍ବିତ, ଆମେ ଓଡ଼ିଆ ଆମ ଭାଷା ବଢିଆ ! ଏହା ଜଗନ୍ନାଥ ଙ୍କ ଦେଶ !!!

    • @deepakpruseth2364
      @deepakpruseth2364 7 месяцев назад

      Ya sound mixing with ladies and jents like to ....

  • @ranjibkumarmohanty8005
    @ranjibkumarmohanty8005 2 года назад +115

    ଏପରି ଭଜନ ବୋଲି ଭାଇ ଭଜନ ଆଡକୁ ବହୁତ ଆଜି କାଲି ପିଲାଙ୍କୁ ଆକୃଷ୍ଟ କରୁଥିବାରୁ ବହୁତ ଧନ୍ୟବାଦ 😍😍😍

  • @anantaprasadpraharaj559
    @anantaprasadpraharaj559 2 года назад +308

    ଆପଣ ଙ୍କୁ ସଙ୍ଗୀତ ଓ ସୁମଧୁର କଣ୍ଠ ପାଇଁ ବହୁତ ବହୁତ ଧନ୍ୟବାଦ 💐👏❤️।

  • @nareshpradhan218
    @nareshpradhan218 2 года назад +289

    🙏🙏 ଜୟ ଜଗନ୍ନାଥ ଭାଇଙ୍କ ଗାଇବା ସହିତ ଗୀତର ତାଳେ ତାଳେ ନାଚିବା ଶୈଳୀ ମନ ମୁଗ୍ଧକର ❤️

  • @manasbabuni5287
    @manasbabuni5287 2 года назад +44

    ଅତି ସୁନ୍ଦର ଭାବରେ ପରିବେଷଣ ଭାଇ ଙ୍କର🙏ଜୟ ଜଗନ୍ନାଥ 🙏

  • @Lovely143Dipti
    @Lovely143Dipti 2 года назад +20

    ଏଇ ଗୀତପାଇଁ ଆପଣଙ୍କୁ ଓଡ଼ିଶା ବାସି ଆପଣଙ୍କୁ 1000000000ଆଶୀର୍ବାଦ ଦେବେ 🌹🌹🌹🌹🌹🌹🌹🌹🌹🌹🌹🙏🌹❤️❤️❤️❤️❤️❤️

  • @prakashmaharana6022
    @prakashmaharana6022 2 года назад +4

    ଆପଣଙ୍କ କଣ୍ଠ ରେ ଗୀତ ଟି ବହୁତ ସୁନ୍ଦର୍ ଲାଗୁଚି।
    Jay shree krishna

  • @nirmalabiswal8879
    @nirmalabiswal8879 2 года назад +364

    ଯେତେ ଦେଖିଲେବି ମନ ଭରୁନି. ଭାଇ ତୁମେ ଏତେ ସୁନ୍ଦର କେମିତି ଗାଇ ପାରୁଛ ଆଉ ଅଭିନୟ ବି. ତୁମକୁ ଅନେକ ଅନେକ ଅଭିନନ୍ଦନ ଭାଇ. ଭଗବାନ ତୁମକୁ ମଙ୍ଗଳ କରନ୍ତୁ.

  • @binivlogsplant2108
    @binivlogsplant2108 2 года назад +178

    ଅତି ସୁନ୍ଦର ଭାବରେ ସଂଗୀତ ପରିବେଷଣ କରୁଛନ୍ତି ଭାଇ କାଳିଆ ଠାକୁର ଏହିପରି ସବୁ କ୍ଷେତ୍ରରେ କୃପା ଦୃଷ୍ଟି ଆପଣଙ୍କ ଉପରେ ରଖିଥାନୁ
    ଜୟ ଜଗନ୍ନାଥ ଓଡ଼ିଶା ଭାସି🙏🙏🙏🙏🙏

  • @jaganbehera6838
    @jaganbehera6838 2 года назад +46

    ଖୁବ୍ ସୁନ୍ଦର ଆଉ ସମସ୍ତଙ୍କ ମନକୁ ଛୁଇଁଲା ଭଳି ସ୍ବର
    ଜୟ ଜଗନ୍ନାଥ ସ୍ବାମୀ⛳🙏⛳

  • @Rachanakisan-d1w
    @Rachanakisan-d1w Месяц назад +1

    Really you are the proud of odisha❤❤❤❤ nice song and dance

  • @amiyakumarmallick2357
    @amiyakumarmallick2357 2 года назад +17

    Mind blowing. This culture is found in Nayagarh District.A big salute to keep up such culture.

  • @pappusahu9916
    @pappusahu9916 2 года назад +112

    WHAT A TALENT BOY...
    REALLY YOU ARE THE PROUD OF ODISHA AND INDIAN CULTURE ...
    SINGING WITH DANCE WITH DIALOGUE WITH ACTING.....REALLY PROUD OF YOU PAPPU BISWAL......

    • @biswaranjansahoo8035
      @biswaranjansahoo8035 2 года назад +1

      With music also. He plays the music.

    • @yg.a.t444gamer7
      @yg.a.t444gamer7 2 года назад +2

      We have to learn from this and act how to beheave our mother 🙏🏻

  • @shisirakumarbehera7287
    @shisirakumarbehera7287 2 года назад +545

    ମିଡ଼ିଆ ଭାଇଙ୍କୁ ଅନୁରୋଧ ଟୁଙ୍ଗୁର ବର୍ଷା ଙ୍କୁ ଛାଡିକି ଏଇ ଭାଇଙ୍କୁ ଗୀତ viral କରାନ୍ତୁ trp bhala ପାଇବ

  • @prasannakumardas1332
    @prasannakumardas1332 2 года назад +110

    ଶ୍ରେଦ୍ଧୟ ପପୁ, ଏ ଭଜନ ସାଥେ ସାଥେ ପୁରାତନ ଜଗନ୍ନାଥ ଙ୍କ ଭଜନ, ଜଣାଣ ମଧ୍ୟ ପ୍ରୟୋଗ ପରୀକ୍ଷା ମୂଳକ ଭାବେ କରିପାରିବ।ଧନ୍ୟବାଦ

  • @monalisabehera887
    @monalisabehera887 2 года назад +8

    Wow Awesome, Mind blowing performance, May lord jagannath always blessing him..🙏⭕‼️⭕🙏🙏🙏🙏🙏🙏💐💐💐💐💐💐💐💐

  • @Barikbibhuti
    @Barikbibhuti 2 года назад +2

    ବହୁତ ସୁନ୍ଦର ଏହି ଗୀତ ଟିଏ ଏବଂ ଏହି କଳାକାର ମଧ୍ୟ ❤️❤️❤️ ଚମତ୍କାର ❤️❤️❤️

  • @susilkumarnaik1170
    @susilkumarnaik1170 2 года назад +33

    After a Long period a best artist borned....thanks a lot PAPU bhai..God bless you..

    • @Chaitanyasahu.
      @Chaitanyasahu. 2 года назад

      ପପୁ କିମ୍ବା ଏଇ ନାଟକ ର Contact number ମିଳିବ କି????

  • @chandrareddy5412
    @chandrareddy5412 2 года назад +95

    Outstanding performance ... Jay jagannath 🙏🙏🙏

  • @sidhantkanungo3509
    @sidhantkanungo3509 2 года назад +150

    odisha needs such a talented artist

  • @srimansoumya5382
    @srimansoumya5382 2 года назад +167

    ସମସ୍ତେ ପପୁ ଭାଇ ଙ୍କ ଗୀତ କୁ ପସନ୍ଦ କଲେ ହେଲେ background ରେ ଯେଉଁ music ବାଯୁଛି କିଏ ଧ୍ୟାନ ଦେଇଛ କେତେ ସୁନ୍ଦର ଲାଗୁଚି ଏମିତି କି original music ଠାରୁ ବି ସୁନ୍ଦର।

  • @priyanshocreation
    @priyanshocreation 2 года назад +4

    ସତେରେ ଆପଣଙ୍କ ଗୀତ ଟି ବହୁତ ଭଲ ଲାଗୁଛି 😍

  • @badrinarayanpati9552
    @badrinarayanpati9552 2 года назад +159

    ମହର୍ଷି ନାରଦ ଙ୍କ କଳା ରେ ପୁରା ପରିପୂର୍ଣ୍ଣ.. ଭକ୍ତି ରେ ହଜିଲେ ଭକ୍ତ ଓ ଭଗବାନ ଙ୍କ ର ମିଳନ ର ଏହା ଏକ ଝଲକ...

  • @pradiptikirajvlogs6786
    @pradiptikirajvlogs6786 2 года назад +62

    Today I am very excited to see someone that type of multi talented artist in odisha ... God bless you brother

  • @mr.dibyaranjan13
    @mr.dibyaranjan13 2 года назад +136

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏❤️🙏

  • @AshokMeher-cu5vo
    @AshokMeher-cu5vo 6 месяцев назад

    ହସ ହସ ମୁହଁ ରେ କି ସୁନ୍ଦର କଣ୍ଠ

  • @radhamaninayak4006
    @radhamaninayak4006 Год назад +1

    Ati sundar Papu bhai nkar Gita

  • @shibanidutta9045
    @shibanidutta9045 2 года назад +49

    ଜୟ ଜଗନ୍ନାଥ।
    ଭକ୍ତ ଭଗବାନ ମଧ୍ୟରେ ଏହିତ ସମ୍ପର୍କ।
    ଭାବ ନଥିଲେ ଭଗବାନଙ୍କ ପାଇଁ ମନରୁ ଏମିତି ଭାବନା ସୃଷ୍ଟି ହୁଏ ନାହିଁ।
    ଜୟ ଜଗନ୍ନାଥ।
    🙏🙏🙏🙏🙏
    ଖୁବ୍ ସୁନ୍ଦର ଭକ୍ତିଭାବ ପୂର୍ଣ୍ଣ ଗୀତ।

  • @kartikeswarsahoo3489
    @kartikeswarsahoo3489 2 года назад +26

    ବହୁତ ସୁନ୍ଦର କଣ୍ଠ କୁ ସୁନ୍ଦର ପରିବେଷଣ 🙏

  • @radharanidalei2208
    @radharanidalei2208 2 года назад +42

    ବହୁତ୍ ସୁନ୍ଦର୍ ମୋ ଭାଇ ମୋ ଧନ

  • @devsinghsamanta3468
    @devsinghsamanta3468 2 года назад +5

    best SOLO BHAJAN of RATHA YATRA 2022 , REALLY MINDBLOWING STAGE PERFORMANCE..... JAY JAGANNATH.

  • @purnachandramuni9029
    @purnachandramuni9029 2 года назад +21

    In fact today I have listen the original song by Sricharan. But will not hesitate to recommend this person as the way he sung and dance, its just unbelievable. The tone is much sweeter than Sricharan. As he might be singing for market, but this young artist is just enjoying while singing & dancing also so beautiful. Lord Jagannath will bless you brother. Keep it up

  • @odishapolitics7679
    @odishapolitics7679 2 года назад +72

    ଅତି ସୁନ୍ଦର ହୋଇଛି

  • @viny9876
    @viny9876 2 года назад +58

    Oh GOD, What a Talent ?/>/. This Young BOY made a gusty viral within few days ..... Honestly speaking it is matter of great concerned that He is singing all types of mythology spontaneously ... With Enchanting dance .... So, WHY he got gusty viral Because He HAS true voice of mesmerizing to every one ///// Thanks

  • @chandrasahu7320
    @chandrasahu7320 2 года назад +30

    Proud of Odisha culture....

  • @sanatanbiswal9832
    @sanatanbiswal9832 2 года назад +2

    ଆଜିକାଲି ଯୁବପିଢ଼ି ଆଧୁନିକ ଗୀତରେ ସମୟ
    ବିତାଉଥିବା ସମୟରେ ପୌରାଣିକ ସଙ୍ଗୀତକୁ ନୂଆ କରି ଦେଖାଇଛନ୍ତି ନାରଦ🙏(ପପୁ ଭାଈଙ୍କୁ ଶୁଭେଚ୍ଛା ଓ ଶୁଭକାମନା💐🙏💐ଜୟ ଜଗନ୍ନାଥ🙏)

  • @srikanta671
    @srikanta671 2 года назад +1

    ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ଭାଇ ପପୁ
    ଯେତେ ଦେଖିଲେ ମନ ଭରୁ ନାହିଁ

  • @bhupeshkarmi513
    @bhupeshkarmi513 2 года назад +101

    ଏ। ନାରଦ। ଅଭିନେତା। ପପୁ ଝୁଲ୍ ରେ। ନିତାଇ ଝୁଲ୍।
    ଗୀତ। ଭଲ। ତାଳ ଲୟରେ। ଗାଉଛନ୍ତି ।। ୟାଙ୍କ। ଗୀତ। ଭାଇରାଲ୍ ପରେ। ଅନ୍ୟ। କଣ୍ଠ ଶିଳ୍ପୀ। ମାନେ। ଗାଇଛନ୍ତି ସତ। ହେଲେ। ୟାଙ୍କ। ତଳେ। ଭଗବାନ। ୟାଙ୍କ। କଣ୍ଠ ରେ। ଯାଦୁ। ଦେଖାଇଛନ୍ତି।।

    • @rabindrabisoyi706
      @rabindrabisoyi706 2 года назад +2

      Rit bhai

    • @yg.a.t444gamer7
      @yg.a.t444gamer7 2 года назад +1

      ସେ ତ ଯାଦୁ ଦେଖାଇଲେ ମାତ୍ର..... ଆମେ କାର୍ଯ୍ୟରେ କରି ସମାଜକୁ ଯାଦୁ ଦେଖାଇବାର ଅଛି... 🙏🏻

  • @dharmanandamallick4637
    @dharmanandamallick4637 2 года назад +40

    Really exceptional, outstanding performance, unbeatable.

  • @pappusahu9916
    @pappusahu9916 2 года назад +24

    SALUTE YOU PAPPU BISWAL BHAI ...
    YOU R THE PROUD OF OUR COUNTRY BHARAT...
    JAY HIND 🇮🇳

    • @sarojkumarbehera2407
      @sarojkumarbehera2407 2 года назад

      Bahut bhala.Bhagawan tumaku bahuta aagaku niantu.God bless you

  • @Noor7890-x1
    @Noor7890-x1 2 года назад +29

    Not only Papu sir but also the team members are such type of stunners.they all r responsible r respected for this masterpiece.proud to be from this hindu culture.jay kamalapati

  • @letsplaytogether7611
    @letsplaytogether7611 2 года назад +2

    ସତରେ ଭାଇ nka କଣ୍ଠ ସୁଣିରେ ଭଗବାନ ଙ୍କ ସାକ୍ଷାତ ହେଲା ଭଳି ଲାଗୁଛି। ତୁମେ ଆମ ପାଇ ଭଗବାନ ଙ୍କ ଅବତାର୍

  • @ManojKumar-ki9tm
    @ManojKumar-ki9tm 2 года назад +636

    ଭାଇ ଙ୍କ କଣ୍ଠ ଭଗବାନ ଅବଦାନ, ନ ହେଲେ ୟେ ଆଧୁନିକ ଯୁଗ ରେ ୟେ ଭଳି ଗୀତ ଗାଇ ସମସ୍ତଙ୍କୁ ବାନ୍ଧି ରଖିବା ବିରଳ।

    • @JasmineParida356
      @JasmineParida356 2 года назад +23

      Bhai sata katha kn pai ke jani e gita suniba pare alaga kichhi gita sunibaku ichha houni.

    • @ronakmishra1367
      @ronakmishra1367 2 года назад +4

      @@JasmineParida356 right

    • @ManojKumar-ki9tm
      @ManojKumar-ki9tm 2 года назад +8

      @@JasmineParida356 ଭାଇ ଠିକ ୟେ ଗୀତ ଶୁଣିବା ପରେ ଜଣେ କମ ବୟସର ଯୁବକ ବି ଭଗବାନ ପ୍ରେମୀ ହୋଇଯିବ।

    • @pradeepkumarsahu8060
      @pradeepkumarsahu8060 2 года назад +3

      ବହୁତ ସୁନ୍ଦର କଥାଟେ କହିଲେ ଆପଣ

    • @pradeepkumarsahu8060
      @pradeepkumarsahu8060 2 года назад +5

      👍🙏ବହୁତ ସୁନ୍ଦର ବହୁତ ଖୁସି ଲାଗୁଚି ଏମିତି ଭିଡିଓ ଦେଖିକି

  • @jayadrathajena336
    @jayadrathajena336 2 года назад +19

    ଇଏ ହେଉଛନ୍ତି ଓଡିଶା ର ଗୌରବ

  • @pihupriya4562
    @pihupriya4562 2 года назад +24

    Perfect expression...... Dance song music ❣️🎶❣️

  • @yg.a.t444gamer7
    @yg.a.t444gamer7 2 года назад +6

    ବର୍ତ୍ତମାନ ସମାଜ ଏଥିରୁ ଅନେକ ଶିଖିବାର ଅଛି | ମାଆ ନାରଦକୁ ଯେତେ ମାରିଲେ ମଧ୍ୟ, ନାରଦ ସମ୍ମାନ ଦେଇ ଚାଲିଛି | ମାତ୍ର ବର୍ତ୍ତମାନ....... 🙏🏻 ନାରଦ ଭୂମିକା ଏକଦମ ସୁନ୍ଦର | ସୁନ୍ଦର ଶିକ୍ଷା ଆମେ ମାଆ ଙ୍କୁ ତାହା ଦେଖାଇବାର ଅଛି | ଏହା ହିଁ ସୁନ୍ଦର.... 🙏🏻

  • @INDIA_BK_BOSS
    @INDIA_BK_BOSS 2 года назад +1

    ଅତି ସୁନ୍ଦର ଭାବରେ ଭାଇ ଗୀତଟିକୁ ଗାଇଛନ୍ତି ଆଶା କରୁଛି ଯେ ସମସ୍ତଙ୍କୁ ଭାଇଙ୍କ ଅଭିନୟ ଭଲ ଲାଗିବ 🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪🇳🇪

  • @binaykumarnayak9114
    @binaykumarnayak9114 2 года назад +30

    Voice of Real Devotee

  • @kamalnayak706
    @kamalnayak706 2 года назад +8

    ସ୍ୱର, ପରିବେଷଣ ଆଉ ବାଦ୍ୟ ବହୁତ ବଢିଆ

  • @laxmipriyasenapati8259
    @laxmipriyasenapati8259 2 года назад

    ଆଙ୍କୁ ବହୁତ୍ ସ୍କୋପ୍ ମିଳିବା ଦରକାର।
    Talented

  • @krushnabakhya9220
    @krushnabakhya9220 2 года назад +5

    I'm very impressed,what a voice jai jagannath🙏🙏🙏

  • @kunaldas517
    @kunaldas517 2 года назад +12

    Hats up to the actor and his all time great performance
    So dedicated sir

  • @kailashsethy712
    @kailashsethy712 2 года назад +4

    Narada prabhu apanaku Koti Koti pranam. Odisa ra no 1 kalakar. Thank you Papu Bhai. Nayagada matira pua. Odisa ra pua. Thank you.

  • @mithamithakatha....2609
    @mithamithakatha....2609 2 года назад +9

    Wow bahut sundar Laguchhi... Jay Jagannath 👏👏👏

  • @kailashsethy712
    @kailashsethy712 2 года назад +1

    Odisa number 1 Papu Bhai. Great narada. CM sar Papu Bhai nku help karantu. Ama odisa ra garba.

  • @nirupamapaikaray387
    @nirupamapaikaray387 2 года назад +1

    Woo bala talent. And good dance. Voice so Nyc

  • @kunjalatajena3196
    @kunjalatajena3196 2 года назад +67

    ପପୁ ତମକୁ ଶହେ କୋଟି ଜୁହାର।

    • @dilipgaming3355
      @dilipgaming3355 2 года назад +2

      Naima

    • @suryakantamahalik3462
      @suryakantamahalik3462 2 года назад

      ruclips.net/video/AQfkBmrH6-8/видео.html ଅରିଜିନାଲ ଗୀତ ଶୁଣନ୍ତୁ ... ଜାଣିପାରିବେ କି କିଏ ଅରିଜିନାଲ.....ପପୁ ଜଣେ ସିଙ୍ଗର ନୁହଁନ୍ତି କିନ୍ତୁ ମିଛରେ ନାଁ କାମଉଛନ୍ତି.....

  • @subratroutray7454
    @subratroutray7454 2 года назад +11

    It's real talent, God bless you brother.

  • @kabitapriydreshinidashkabi252
    @kabitapriydreshinidashkabi252 2 года назад +5

    ଅତି ସୁନ୍ଦର god bless u ପପୁ 👌👌👌👌👍👍

  • @sarojentertainment3834
    @sarojentertainment3834 2 года назад +1

    ଅତି ସୁନ୍ଦର 🙏🙏🙏 ଏମିତି କଳାକାର ଙ୍କୁ ସୁଯୋଗ ମିଳୁ

  • @Lalit_official2003
    @Lalit_official2003 2 года назад +1

    ବହୁତ୍ ସୁନ୍ଦର୍ କଣ୍ଠ ବହୁତ୍ ସୁନ୍ଦର୍ ପରିବେଷଣ ।।

  • @jayantisamal3572
    @jayantisamal3572 2 года назад +4

    ଅତି ସୁନ୍ଦର ।
    ଆଗକୁ ବଢ ଛୁଆ ଭାଇ .... ହରିବୋଲ

  • @pramoddas8889
    @pramoddas8889 2 года назад +23

    Good voice and good writing 🙏🏼jay jagannath🙏🏼

  • @pusparanijena7745
    @pusparanijena7745 2 года назад +5

    Dancing with singing ... what a talent .....waaa..... Love frm nayagarh....

  • @anandabudhia3943
    @anandabudhia3943 2 года назад +3

    ଭାରତର ପ୍ରକୃତ ସଂସ୍କୃତି କବେ ବି ଲୋପ ପାଇବ ନାହିଁ ଆପଣମାନଙ୍କ ପରି ପ୍ରକୃତ କଳାକାର ଥିବା ପର୍ଯ୍ୟନ୍ତ 🙏

  • @nirupamapaikaray387
    @nirupamapaikaray387 2 года назад +16

    Out standing performance. 👌🏼👌🏼👌🏼

    • @ANlove2004
      @ANlove2004 2 года назад

      Jai jagannath prabhu🙏🥰

  • @ranisatpathy7058
    @ranisatpathy7058 2 года назад +10

    I lv ds song...papu bhainka kanthharu e gita suni aahuri aananda laaguchi..aau emti feel hauchi jemitiki mo kaalia mo paakhe achhi

  • @comedyvideoodia2419
    @comedyvideoodia2419 2 года назад +14

    ଅତି ସୁନ୍ଦର ଗୀତ

  • @bikashmandal3052
    @bikashmandal3052 2 года назад +16

    He is really a God gifted person❤️

  • @jogeswarmajhi4529
    @jogeswarmajhi4529 2 года назад +1

    ଯେତେ କଣ୍ଠ ଶିଳ୍ପୀ ଗାଇଲେ ...ବି ଏ ଭାଇ ଙ୍କ ଗୀତ ଶୁଣିଲେ ଆହୁରି ଶୁଣିବାକୁ ମନ ହେଉଛି କାହିଁକି ।

  • @shibanaik1084
    @shibanaik1084 2 года назад +4

    Amazing acting and singing sir....love from sundargarh ❤️❤️❤️❤️

  • @dharitrisundaray766
    @dharitrisundaray766 2 года назад +5

    Seriously heart touching song with performance....... excellent 👌👌👌👌👌👌 bahut bahut sundar

  • @skbapun1069
    @skbapun1069 2 года назад +5

    Proud feel ❤️❤️❤️❤️ love you Papu bhai 🙏🥰 jay Jagannath ⭕❗⭕🙏🚩🚩

  • @ranjitkumarpalai9522
    @ranjitkumarpalai9522 2 года назад +9

    Very nice voice bro. God bless you always.

  • @padmalochansethi6335
    @padmalochansethi6335 2 года назад

    ଅତି ସୁନ୍ଦର କଳାକାର ଏମାନେ
    ହେଲେ କଳା ପ୍ରଦର୍ଶନ ବେଳେ ଏମିତି ଆସି disturb କରାନ୍ତୁ ନି ପଇସା ପରେ ଦେଲେ ବି ଚଳିବ

  • @manaskumarchand6402
    @manaskumarchand6402 2 года назад

    ସତରେ ଏଭଳି ନିଖୁଣ କଳାକାର ଜିବଦଶା ଭିତରେ ପ୍ରଥମ ଥର ଦେଖୁଚି ଜୟ ଜଗନ୍ନାଥ ସ୍ଵାମୀ

  • @suchitrapradhan6152
    @suchitrapradhan6152 2 года назад +11

    Nice song with perfect expression. jai jagannath

  • @ranjitapatra2834
    @ranjitapatra2834 2 года назад +6

    So much impressive n very nice performance.God bless you.

  • @prafullachandrasethy6222
    @prafullachandrasethy6222 2 года назад +23

    Melodious tone.

  • @gangapradhan_9817
    @gangapradhan_9817 2 года назад

    Wowwww😍😍😍papu bhai nk song mu sabu dina sunuchi ati sundar😍😍my god bless you bro🤗😍😍

  • @drusilakanhar4430
    @drusilakanhar4430 2 года назад

    Ati sundara....back sounds bahut sundara subhuchi...mana Ku chhuijauchhi...jete thara dekhile ki sunile b aahuri sunibaku echha heuchhi...❤❤...papu vai apana nka bhhaba ta b vl laguchhi...

  • @sanatansahu2101
    @sanatansahu2101 2 года назад +9

    Bahut bhal lagla Papu dadanka Gita I like you Papu dada

  • @prasannabhoi9430
    @prasannabhoi9430 2 года назад +12

    Outstanding performance so very nice is your voice

  • @Sanak_Pradhan_
    @Sanak_Pradhan_ 2 года назад

    କମାଲ କରିଦେଲା ତମ ଗୀତ ଭାଇ ଓଡିଶା ରେ ଭିରାଲ 👌👌👌👌

  • @sitaramsahoo811
    @sitaramsahoo811 2 года назад +3

    ପପୁଙ୍କ ଗୀତ ସାଥିରେ ଅଭିନୟର ନିପୁଣତା ମୋ ମନକୂ ବହୁତ ପାଇଛି ଆଉ ବାରମ୍ବାର ଗୀତ ଦେଖିବାକୁ ମନହଉଛି. ଜୟ ଜଗନ୍ନାଥ 🙏🙏🙏

  • @roseroy8031
    @roseroy8031 2 года назад +18

    Without music he is singing very beautiful his song is more beautiful than reputed singers. We should make him popular making more views

    • @rajfitness1229
      @rajfitness1229 2 года назад

      No absolutely wrong he is a street singer n his voice is not good.. original voice is always best 👍

  • @bhubaneswarirana32
    @bhubaneswarirana32 2 года назад +5

    ପପୁ ଭାଇ ଏ ଭୋଜନ ଟି ମୁ ପ୍ରଥମେ ତମରି କଣ୍ଠ ରୁ ସୁଣିକି ଜାଣିଲି ଆଉ ବୋହୁତ ଭୋଲ ଗାଇଛନ୍ତି ।

  • @user_Puja789
    @user_Puja789 2 года назад +5

    🤗voice🥰 ku. Maniba ku podiva 🥺jete sunile bi mona bujuni bara bara sunibaku echaaa hauchi😊😊😊 god bless you bro😎 big fan 😎

    • @suryakantamahalik3462
      @suryakantamahalik3462 2 года назад

      ruclips.net/video/AQfkBmrH6-8/видео.html ଅରିଜିନାଲ ଗୀତ ଶୁଣନ୍ତୁ ... ଜାଣିପାରିବେ କି କିଏ ଅରିଜିନାଲ.....ପପୁ ଜଣେ ସିଙ୍ଗର ନୁହଁନ୍ତି କିନ୍ତୁ ମିଛରେ ନାଁ କାମଉଛନ୍ତି.....ଅରିଜିନାଲ ଶୁଣନ୍ତୁ ବହୁତ ଭଲ ଲାଗିବ

  • @saitulasibandichhor4343
    @saitulasibandichhor4343 2 года назад +1

    ବହୁତ୍ ସୁନ୍ଦର ଭାବେ ପରିବେଷଣ କରୁଛନ୍ତି ଭାଈ 🙏🏼

  • @MAHADEBNAYAK
    @MAHADEBNAYAK Год назад

    କି ସୁନ୍ଦର କଣ୍ଠ 🙏
    ଜୟ ଜଗନ୍ନାଥ 🙏

  • @bhoisabita4482
    @bhoisabita4482 2 года назад +8

    Bahut sundar performance 👍

  • @rohitmantry3177
    @rohitmantry3177 2 года назад +9

    We are very proud of our culture 🙏🙏

  • @hindustani3794
    @hindustani3794 2 года назад

    Kisiko Etna bhakti k sath prabhu k gana gata dekh aankh bhar ata hy 🙏🙏🙏 superb bro

  • @dukhishyamdas9176
    @dukhishyamdas9176 2 года назад +1

    ସୁନ୍ଦର ଭଜନ ଓ ଭାବ ଭଙ୍ଗୀ, ପପୁ ବାବୁ

  • @sadhudas2758
    @sadhudas2758 2 года назад +4

    The typical village tune of the song is best of all .
    Thanks to the music composer

  • @prabhudatta--geru
    @prabhudatta--geru 2 года назад +4

    Voice , expression & dance everything was brought goosebumps

  • @surajpattnayak8149
    @surajpattnayak8149 2 года назад +7

    Excellent performance through divine song