Dharma Kanduchi (ଧର୍ମ କାନ୍ଦୁଛି) || New Odia Viral Song || Muskan Pradhan || MO PASANDA ENTERTAINMENT

Поделиться
HTML-код
  • Опубликовано: 11 июн 2024
  • Dharma Kanduchi (ଧର୍ମ କାନ୍ଦୁଛି) || New Odia Viral Song || Muskan Pradhan || MO PASANDA ENTERTAINMENT
    ♪ : Song - Dharma Kanduchi
    ♪ : Singer - Muskan Pradhan
    ♪ : Music - Omkar Lenka
    ♪ : Lyrical - Omkar Lenka
    ♪ : Keys - Dhrutimaya
    ♪ : Rhythm - D. Ashesh
    ♪ : Arrangement & Mix Mastering - Manorama Music Studio, (BBSR)
    ♪ : Producer - Shakuntala Nayak
    contact:7008328026
    #mopasandaentertainmen
    #dharmakanduchi #kanduchi_odia
    #heynavinbabu#kanduchiodiapranatumakuharei#naveens#newodiasong #devotionalsongs #muskan #muskanpradhan #omkarlenka #song #trending #odiasong #bjd #naveen #naveenpatnaik#bjdsong
    #naveen_patnaik_song
    © MO PASANDA ENTERTAINMENT
    * ANTI-PIRACY WARNING *
    This content is Copyright to Mo Pasanda Entertainment . Any Unauthorized Reproduction, Redistribution Or Re-upload Is Strictly Prohibited Of This Material. Legal Action Will Be Taken Against Those Who Violate The Copyright Of The Following Material Presented

Комментарии • 1,9 тыс.

  • @Mahakalkadiwana14354
    @Mahakalkadiwana14354 17 часов назад +1

    ମମତା ବାନାର୍ଜୀ କୁ କହି ଦେଲା ତୁ ଆଳୁ ଛାଡ଼ିବୁନି ଓଡ଼ିଶାକୁ ମୁଁ କହିଲେ ଛାଡ଼ିବୁ ଏଇ କଥାଟା ଅନ୍ତରାଳ ରେ ହେଲା, ଶେଷରେ ସେଇଟାବି ହେଲା ନବୀନ ଚିଠି ଲେଖିବା ପରେ ମମତା ବାନାର୍ଜୀ ଆଳୁ ଛାଡ଼ିଲା, ଏଇଟା ସମସ୍ତେ ଜାଣିଲେ, ଡାହାଣୀ ହେଇ ଲାଗିବା ଆଉ ଗୁଣିଆ ହେଇ ଝାଡ଼ିବା ଏ ନେତା ମାନଙ୍କୁ ବେଶ୍ ମାଲୁମ୍, ନବୀନ ଏଇଟା ଦେଖେଇବା ପାଇଁ ଯେ ମୁଁ ଓଡିଶା ବାସୀଙ୍କ କେତେ ଶୁଭ ଚିନ୍ତକ, ମୋ ବିନା ଓଡ଼ିଶା ଚଳି ପାରିବନି, ଏଇ ଭଳି ମହା ପୁରୁଷ ଜଣେ ଆଉ ଓଡ଼ିଶା ବାସୀ କେବେ ପାଇ ବେନି 😢😢

  • @mrmusiu7star592

    ନବୀନ ବାବୁ ଜଣେ ପୁରୁଷନୁହଁ ସେଜଣେ ମହଂପୁରୁଷ. ସେ ଓଡ଼ିଆ ମାଟିରେ ଭଗବାନ ର ଗୁଟେ ଅଂଶ ଏମତିରେ ମଣିଷରୁପେ ଜନ୍ମ ନଇଥିଲେ. ମଣିଷ ଜନ୍ମ ରୁ ମାରିବା ପର୍ଯନ୍ତ କଣ ନା କରିଛନ୍ତି. ତଥାପି ଏ ମଣିଷ ମାନେ ପଚାରୁଛନ୍ତି 25 ବର୍ଷରେ ନବୀନ କଣ କଲେ....

  • @adityamusicproduction8445

    I miss you sir ପୃଥିବୀ ପୃଷ୍ଠରେ ମିଳିବନି ନବୀନ ପଟ୍ଟନାୟକଙ୍କ ପରି ଜଣେ

  • @rameshchparida4308

    ହେ ନବୀନ ବାବୁ ତୁମେ ହ୍ରୁଦୟ ରେ ସାରା ଜୀବନ ରହିଗଲ

  • @user-kb6wr3bk5j

    Best song Thankyou

  • @user-fq7ld8cl8v

    Best CM in India

  • @manashiswain7861

    I really miss you sir 🙏🙏

  • @TingidaHikabadi-fr2uy

    ବହୁତ ଭଲ ନବୀନ ବାବୁ Imiss you 😂😢😅

  • @soumyaranjanrout7191
    @soumyaranjanrout7191 2 часа назад +4

    ହେ ନବୀନ ବାବୁ ଆପଣ ଖାଲି ମଣିଷ ନୁହନ୍ତି ମହା ପୁରୁଷ❤THE BRAND🙏🏻

  • @debabratamohanty3321

    Best Chief Minister of Odisha

  • @DurgaprasadSahu-nx4gu
    @DurgaprasadSahu-nx4gu 21 день назад +3

    I miss you ନବୀନ ପଟ୍ଟନାୟକ ସାର

  • @manjarapradhan0143

    ଧନ୍ୟ ଆମ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାବୁ

  • @Vijaydebrazdash

    ଆଉ ଥରେ ବାଜୁ ଶୁଭ ଶଙ୍ଖ ବନ୍ଦେ ଉତ୍କଳ ଜନନୀ

  • @user-lw8rw4gd9z

    ଏହି ଗୀତ ଶୁଣି ହୃଦୟ ବହୁତ ବିଦାରିତ ହେଉଛି

  • @ShashikantaPatra-iy8bq

    ବହୁତ୍ କଷ୍ଟ ହଉଚି ନବୀନ ବାବୁ ❤❤❤😢😢😢😢 ଫେରିଆସ

  • @chandanmallik9009

    କୁନି ଝିଅ କୁ ବହୁତ ଧନ୍ୟବାଦ

  • @rohitmajhi9197

    ହେ ନବୀନ ପଟ୍ଟନାୟକ ଓଡ଼ିଶାର ଲୋକଙ୍କର ହୃଦୟ ରେ ଚିର ଦିନ ପାଇଁ ରହି ଗଲ

  • @adityamusicproduction8445

    ଗରୀବର ସାହାରା ଓଡ଼ିଶାର ହୀରା

  • @user-ks2ey1rx5h

    🎉🎉 ଜଏବିଜେଡି 🎉🎉🎉 ଜଏନବିନସାରେ🎉🎉🎉

  • @user-wm7su8gj2p
    @user-wm7su8gj2p 28 дней назад +25

    ହେ ନବୀନ ବାବୁ ପରି କିଏ ହେବ sir ନବିନ ବାବୁ ସାରା ଜୀବନ ଆମର ହୋଇ ରହିଗଲେ