Bhagwan kahichhanti j duniare gote na gote rahiba setaku kana tame thik Kari dei pariba tame b ta Jane manisa tame kana kou bhagwan tharu Kam ki paruchha se taku kichhi Dana kara 😢😢😢thanku jai Sai ram
Pandian sir.. please order your men to make a home for this blind man as early as possible..He had prayed last time alot too composing his own sorrows and pains in poetry in such way.. Release his internal hidden pains giving him instance justice sir, please.. Everyone of Odisha is weeping after listening his heart-broken song sir..
“I felt my heart break, I burst into tears and the tears never stopped.” throughout his singing.. Request to odisha govt to allot a House please, 🙏🙏🙏🇮🇳🇮🇳🙏🙏..
ହେ ଭଗବାନ ଏ ଭଳି ଅସହାୟ ଲୋକ,ଙ୍କର ସହାୟ ହୁଅ ପ୍ରଭୂ ,ଏପରି ଦିବ୍ୟାଙ୍ଗକୁ ଚକ୍ଷୁ୍ ଦାନ ଦେଇ ଉଧାର କର,ଜୟ ଜଗନ୍ନାଥ ଜୟ ପଞ୍ଚସଖା,।।
Jaganatha ta khandia hata Seba kana Kariba
@@brfsunilofficial3830ଆରେ ବାବୁ ଭଗବାନ ଙ୍କୁ ଏମିତି କୁହା ଯାଏ ନାହିଁ,ନିହାତି ତୁମର ଜ୍ଞାନ କମ ଅଛି,ଟଙ୍କା ପାଇଁ ଯିଏ ନିଜ ଧର୍ମ ଛାଡି ବିକ୍ରି ହୋଇ ଯାଏ ତା ଠାରୁ ଆଉ କଣ ଆଶା କରା ଯାଏ,ଏଠି କିଛି ଲୋକ ଅଛନ୍ତି ନିଜ ବାପା କୁ ବାପା ଡକିବେ ନାହିଁ ହେଲେ ଅନ୍ୟର ବାପା କୁ ବାପା କହିବେ,
ଧିକ ଏହି ଶାସନ ବ୍ୟବସ୍ଥା କୁ, ହେ ଭଗବାନ ତାଙ୍କୁ ସାହା ହୁଅନ୍ତୁ 🙏🙏🙏
ଜୟ ଜଗନ୍ନାଥ ପ୍ରଭୁ ତମେ ହିଁ ସାହା ହୁଏ 🙏🙏🙏🙏😭😭😭😭
3r
ଭାଇ ଗୀତଟି ଅତ୍ୟନ୍ତ ହୃଦୟ ବିଦାରକ ଏବଂ ସଂଗୀତଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି। 😢😢
ଅନ୍ଧ ଗୀତ ଗାଇଛି ମାନେ
ବିଜେଡି ବାଲା କୁ ପ୍ରଳୟ ସୃଷ୍ଟି କରିଦେବ ।ହୃଦୟରୁ ଗାଇଛନ୍ତି ଜୟ ଜଗନ୍ନାଥ 🌎🙏🙏🙏🇮🇳
ନିଶ୍ଚୟ ଭାବରେ ଧର୍ମ ର ହେବ ଜୟ , ଏଥର ବିଜେଡି ର ପତନ ଘଟିବ
Bhagwan kahichhanti j duniare gote na gote rahiba setaku kana tame thik Kari dei pariba tame b ta Jane manisa tame kana kou bhagwan tharu Kam ki paruchha se taku kichhi Dana kara 😢😢😢thanku jai Sai ram
Eas
@@kirancreation3339 EAS bhai
Bjd Patana heba darkar
ତୁମେ ମହାନ ଭାଇ, ପ୍ରକୃତ ଅନ୍ଧ ଏ ନବୀନ ସରକାର 😢
ଏହି ଦିବ୍ୟାଙ୍ଗଙ୍କ ଭାବ ବିହ୍ୱଳ ସଙ୍ଗୀତ ଟି ରାଜ୍ୟ ସରକାରଙ୍କୁ ଗୋଟିଏ ଶକ୍ତ ଚାପୁଡ଼ା ସଙ୍ଗେ ସମାନ ।❤❤❤
😢
ତୁମେ କୋଟିପତିହୁଅ ତୁମକୁ ପଚାରିବେ।
Govt କୁ କିଛି ଫରକ ପଢ଼ିବନି
😊
@@anatanath8105😊😊
ପ୍ରଭୁ ଆଶିର୍ବାଦ କରନ୍ତୁ
ଏହି ଅନ୍ଧଙ୍କୁ ଘର ଖଣ୍ଡିଏ ଦେବାକୁ ବିଜେଡି ସରକାରଙ୍କୁ ଅନୁରୋଧ
Khali anurodha karuthiba odisha loka sabu mendha
1:16 😅😅😅😊
@@sonubarshavlogsmendha hele thik katha bhei sabu jaka mendhi heleni
ଭାଇ ଅନ୍ଧ ନୁହନ୍ତି ପ୍ରକୃତ ରେ ମାଗିହା ନବୀନ au pandian ଅନ୍ଧ ଅଟନ୍ତି
🙏🙏 Jai Jagannath bhai very nice
ଗୀତ ଟିକୁ ଅତି ସୁନ୍ଦର୍ ଭାବରେ ଉପସ୍ଥାପନ କରିଛନ୍ତି। ଧନ୍ୟବାଦ୍।
ଭଗବାନ ଏମାନଙ୍କ ପରି ଲୋକଙ୍କୁ ସୁରକ୍ଷା କରନ୍ତୁ
Right 👍👍👍
Right 👍
ଏହି ମହାନ ବ୍ୟକ୍ତି ଜଣକଂ କୋଉ Professional ଗୀତିକାର ନୁହନ୍ତି, କିନ୍ତୁ ତାଂକ ଗୀତ ମନ ହୃଦୟ କୁ ଛୁଇଁ ଯାଉଛି । ଶ୍ରୀ ଜଗନ୍ନାଥ ଏହି ମହାନ ବ୍ୟକ୍ତି କୁ ଅଶେଷ କୃପା କରନ୍ତୁ,, 🙏🚩 ଜୟ ଜଗନ୍ନାଥ।
BJD nuha biijjjatia sarkar
ହେ ଭଗବାନ କେବେଠୁ ପ୍ରାଏ ୩/୪ ବର୍ଷ ହେବ ଘରଟିଏ ଲାଗି ଗୀତ ମାଧ୍ୟମରେ ସେ ଗୁହାରୀ କରୁଛି,,,ଧନ୍ଯ ଏ ସରକାର।
ଧିକ୍ ରେ ନିଲଜ ବିଜେଡି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ଦେବାକୁ ଅନୁରୋଧ ।
Right
❤
ଏ ଗୀତ ଶୁଣିଲେ ଆମକୁ ବହୁତ ଦୁଃଖ ଲାଗୁଚି କିନ୍ତୁ ସରକାର କୁ ନୁହଁ
ନବୀନ ଓ ପାଣ୍ଡୁ ଓଡ଼ିଆ ଭାଷା ବୁଝନ୍ତି ନାହିଁ ଆଜ୍ଞା ଆପଣଙ୍କ କଥା କିଏ ବୁଝିବ,
ଆଉ ଆମେ ଯେଉଁ ଓଡ଼ିଆ ବୁଝିଲା ଵାଲା ଙ୍କୁ ଭୋଟ ଦେଉଛ ସେ ମୂର୍ଖ ଙ୍କ ଆଖିରେ କଣ ମରା ହେଇଛି
Most talented person......even he can't see the keys but he is playing the like a professional keyboard player Salute to his skill...
ଅନ୍ଧ ଭାଇ ଧନ୍ୟ ବାଦ,ଭାଇ ଆପଣ ବହୁତ୍ ଖୁସିରେ ଅଛନ୍ତି, ଆପଣଙ୍କ ଠାରୁ ,ଆପଣ ଯାହାକୁ ଭିକ ମାଗୁଛନ୍ତି,ସେମାନେ ନିଜେ ଭିକାରୀ ଅଟନ୍ତି,ଦେଖୁ ନାହାନ୍ତି ସେମାନେ ରାତି ଦିନ, ଖରା ବର୍ଷା ନ ମାନି ଭିକ ମାଗୁଛନ୍ତି, ଭଗବାନ୍ ଆପଣଙ୍କୁ ସବୁ ଦେଇଛନ୍ତି,ହେଲେ ଗୋଟିଏ ଦେଇ ନାହାନ୍ତି,
ସବୁ ଓଡ଼ିଆ ଭାଇ ମାନଙ୍କୁ ଅନୁରୋଧ କରୁଛି ଏକାଠି ହୋଇ ବିଜେଡି ସରକାରକୁ ହଟାଇଦେବା ଏତିକି ମୋର ଆପଣମାନଙ୍କୁ ଅନୁରୋଧ 🙏🙏🙏 ଜୟ ଜଗନ୍ନାଥ 🙏🙏🚩🚩🇮🇳🇮🇳
Kaha ku aniba?? Sabu party gote lau ra manji.
@@ratikantanaik7183 yes bro
ଏତେ ମିନତି କଲେ ମଧ୍ୟ କେହି କାହାରିକୁ ସୁଭା ଯାଉନାହିଁ । ଜଣେ ହିଁ ଦେଖୁଛି ସେହି କାଳିଆ ଠାକୁର । ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ମୁଁ ଗୁହାରି କରୁଛି ଆପଣ ଙ୍କୁ ଖୁସି ରେ ରଖନ୍ତୁ । ଜୟ ଜଗନ୍ନାଥ 🙏🙏🙏🙏
Bhai Jagannath ପାଖରେ ଗୁହାରି କରନି ପାଣ୍ଡିନା କୁ କୁହ
Right 👍
Heart touching song🎵... ଗରିବ ଲୋକଙ୍କ ଗୁହାରି ଶୁଣ ବଡ ବଡିଆ ବାବୁ🙏🙄।
ଅନ୍ଧ ଲୋକଟି ପାଣ୍ଡିଆନ ବିଷୟରେ ଜାଣି ପାରୁଛି, ହେଲେ ଆମେ ଆଖି ଥାଇବି କିଛି ଦେଖି ପାରୁନାହୁଁ
ହେ ପ୍ରଭୁ ସରକାର ଙ୍କୁ ସିନା ଶୁଭୁନି ହେଲେ ତୁମେ ଏ ହାର ପ୍ରତିକାର କର ପ୍ରଭୁ ନହେଲେ ବିଚରା ଦୁଃଖୀ ଆଉ ନେତ୍ରହୀନ ଲୋକଟି ର ଦୁଃଖ ଆହୁରି ବଢିଯିବ 😢😢😢😢😢😢😢
ଧିକ ଏ ସରକାର 😢, ସବୁ ନଷ୍ଟ,specially education, ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ସହାୟ ହୁଅନ୍ତୁ 😢
ଏହି ମଉସା ଜଣକତ ଆଗରୁ ଭି ଏମିତି ଗୀତଗାଇ ଦୁଃଖ ଜଣାଇଥିଲେ କିନ୍ତୁ ଆଜି ବି ଦେଖୁଛି ମଉସା ଜଣକ ଠିକ୍ ସେମିତି ଦୁଃଖ ଜଣାଉଛନ୍ତି ତା ଅର୍ଥ ସେତେବେଳର ପ୍ରତିସୃତି ମଉସାଙ୍କୁ ପ୍ରତିସୃତିରେ ହିଁ ରଖିଦେଲେ 😢
Hna sat kahil
👍
ସରକାରଙ୍କୁ କେମିତି ଲାଗୁଛି କେଜାଣି କିନ୍ତୁ ଏ ଲୋକ ଟିର ଦୁଃଖ ଶୁଣି ମୋ ଆଖିରୁ ଲୁହ ଗଡିଗଲା ସତରେ ଏ ଭାଇଙ୍କୁ ଗୋଟିଏ ଘର ନିହାତି ମିଳିବା ଉଚିତ
Aadha sarkar
Right bhai bahut dukha laguchi
Good
ଇଏ ଅନ୍ଧ ନୁହଁ ପ୍ରକୃତ ଅନ୍ଧ ହେଉ ଛନ୍ତି ଯେଉଁନେତା ମାନେ ତା କଥା ବୁଝୁନାହାନ୍ତି
ଭୁଲ୍ କହିଲେ ସାର୍, ପ୍ରକୃତ ଅନ୍ଧ ହେଉଛନ୍ତି ଆମେ ସବୁ ଓଡିଶା ର ଜନତା ଯିଏକି ଅନ୍ଧ ଭଳିଆ ଭୋଟ୍ ଦେଇ ଚାଳିଛୁ
Right
Right Katha bhai
@@fun-iq8sxok sir a kathaku samaste bujhi parante tahele thik huanta
Ek no
Pandian sir.. please order your men to make a home for this blind man as early as possible..He had prayed last time alot too composing his own sorrows and pains in poetry in such way.. Release his internal hidden pains giving him instance justice sir, please.. Everyone of Odisha is weeping after listening his heart-broken song sir..
ଆମ ଏଇ ଓଡ଼ିଶାର ଲୋକମାନେ ଠିକ୍ ନୁହେଁ। ସେଇଥି ପାଇଁ ଆଜି ଦୟନୀୟ ଅବସ୍ଥାରେ ଦେଖିବାକୁ ମିଳୁଛି। ଛି ଛି ରେ ଓଡ଼ିଶା ବାସି😢😢😢😢
25 ବର୍ଷ ର ବିକାଶ ନମ୍ବର ୱାନ ରାଜ୍ୟ ଲୋକ ପ୍ରିୟ ମାନ୍ୟବର 😢ମଦ ପିଇ ଶୋଇ ଛନ୍ତି
Bala bikas
ଶୋଇ ନାହାଁନ୍ତି ମଦ ପିଇ ଫଟାସ୍
Right
Heart touching 😢
Bahut. Badhiya. Gitati. Hoichi. B. J. D. Govt. Bujhiparibets
ଏଇ ଭଳି ବ୍ୟକ୍ତି ଙ୍କୁ ଶୀଘ୍ର ଘର ଯୋଗାଇ ଦିଅନ୍ତୁ. ଜୟ ଜଗନ୍ନାଥ 🙏🏻🙏🏻🙏🏻
Heart touching and heart felt lyrics
ଭାଇ ପ୍ରକୃତରେ ଯଦି ସେ ଏ ଦୁଃଖ କୁ ଯଦି ହୃଦୟ ବିଚାର ନକରନ୍ତି ଏ ଓଡିଶା ସରକାର ସହିତ ଏ ସମସ୍ତେ ତମକୁ ଲାଗିଥିବା ଅନ୍ଧ ଦୋଷ ତାଙ୍କୁ ଲାଗୁ ଏବଂ ପ୍ରଭୁ ଜଗନ୍ନାଥ ତୁମୋ କୁ ସାହା ହୁଅନ୍ତୁ ପ୍ରଫୁଲ୍ଲ ଭାଇ.ତୁମୋକୁ ବହୁତୁ ବହୁତୁ ଧନ୍ୟବାଦ ତମେ ଅନ୍ଧ ହେଇ ଏମାନଙ୍କ କଳନାମା ସବୁ ପଦାରେ ପକେଇଦେଇଥିବାରୁ. 🙏🙏🙏ଜୟ ଜଗନ୍ନାଥ
Very emotional heart-toching song... Can Govt. of Odisha help this blind-man ???
ଜୟ ଜଗନ୍ନାଥ ଏ ବାବୁ ଙ୍କୁ ଗୋଟେ ପକା ଘର ଟିଏ ମିଳୁ❤🙏🙏🙏🙏
Aau navin ku vote naa aau kn
Heart touching.. God bless him🙏
OmShanti,ThankYouSingerBhaiGodBlessYou.PrabhuChintanKaro,Oh,MyGodBlessHim.
TrueFactThankYouPrafullBhaiGodBlessYou.
ନବୀନ ପଟ୍ଟନାୟକ, ପଣ୍ଡିଆଁନ,MLA, MP , ଜିଲ୍ଲାପାଳ, ବିଡ଼ିଓ, ସରପଞ୍ଚ, ୱାର୍ଡ ମେମ୍ବର ସମସ୍ତଙ୍କ ଧୋତି ଖୋଲି ଲଙ୍ଗଳା କରିଦେଇଛନ୍ତି ଏଇ ଭାଇ ଜଣକ ଗୀତ ମାଧ୍ୟମ ରେ 😊😊
Right re bjd dala
Modira kachhaa ku tana karichhi 😮
Hundred percent right.They have no humanity.
ରାଜ୍ୟ ସରକାରଙ୍କୁ ଅନୁରୋଧ ତୁରନ୍ତ ପ୍ରଫୁଲ ବାବୁଙ୍କ ସମସ୍ୟା ସମାଧାନ କରନ୍ତୁ
ଅତି ସୁନ୍ଦର i like it ❤
God bless you Prafulla bhai. Really, you are not a blind man but Government blind.
Beautiful voice..god bless you
ନିର୍ବାଚିତ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଙ୍କୁ ଲଜ୍ୟା ଲାଗିବା କଥା
ଆକାଶ ଯାନ ରେ ସବୁ ସରିଲା ଟଙ୍କା|ଗରିବ ଲୋକଙ୍କ ପାଇଁ ଆଉ ନାହିଁ ଟଙ୍କା|
ଗରିବ ଅସହାୟ ଲୋକ ମାନଙ୍କୁ ଟିକିଏ ଗୁହାରି ଶୁଣ ବଡ ବଡିଆ ବାବୁମାନେ 🙏
So very Excellent voice song you are a great singer ,I will pray to God prafulla Vai have to a House
Eia pura ta heart ru ei gita gauchhi,Jay Jagannath bharasa
ଆମ ଓଡ଼ିଶା ସମସ୍ତ ଙ୍କ ପାଖରେ ପହଞ୍ଚାଇବାକୁ ଅନୁ ରୋଧ
ଜୟ ଜଗନ୍ନାଥ
Excellent brother really heart touching..
ବହୁତ୍ ବଢିଆ ଭାଇ । ଗୀତ ଟି ମନ କୁ ହାତେ ପାଇ ଚାଖଣ୍ଡେ ବଞ୍ଚିଚି।
ତୁମେ ମହାନ୍ ଭାଇ, ପକୃତ ଅନ୍ଧ ହେଉଛି ନବୀନ ସରକାର
ଜୟ ଜଗନ୍ନାଥ ବହୁତ ସୁନ୍ଦର 🙏🏻
ଛିଛି ନବୀନ ବାବୁ ଦୟା କରି ଅନ୍ଧ ର ଦୁଃଖ ଟିକେ ଶୁଣ😔😔
Khali kn ei andha 😢😢ei bhalia saha saha loka ebe bi achhanti Odisha re
Bhai nabin kana aasiki debe na kana a ta hauchhi sarapanch m a l bdo eo ra kaama
ଶୁଣ ଶୁଣ ଶୁଣ ହେ ସରକାର ଏ ଭାଇ ଙ୍କର ଦୁଃଖ
ଏତେ ଦୁଃଖ ହେ ପ୍ରଭୁ ଏହି ଭାଇଙ୍କୁ ସାହାଯ୍ୟ କର।
nxeü
Khub Sunder Bhai 👌👌
🙏🙏🙏🙏🙏🙏🙏🙏🙏
ଜଣେ ଓଡ଼ିଆ ଅନ୍ଧଲୋକର ଗୁହାରି ପ୍ରତି ଏ ନେତାଙ୍କର ମଧ୍ୟ ନଜର ନାହିଁ। ଧନ୍ୟବାଦ ତମ ମାନଙ୍କୁ।
ଜଗନ୍ନାଥ ତୁମକୁ ସାହା ହୁଅନ୍ତୁ 🙏🙏🙏🙏🙏
Very very heart touching song.please help the blind man.
ଭାଈନା ଦୁଃଖ କରନି ଯାହା ଆମ ଭାଗ୍ୟ ରେ ଅଛି ଭୋଗିବା ଏମାନେ କ'ଣ ଓଡ଼ିଆ ବୁଝନ୍ତି ଏ ଶଳା ସରକାର ପରା ଅନ୍ଧ ତୁମେ ମହାନ ଭାଈ।
Heart touching.God bless him 😊
No 1singar of Odisha very nice voice pranam bhaina
ସମସ୍ତେ ମିଶି ଓଡିଶା ରୁ ବିଜେଡି ହଟା ଯୋଜନା କରିବାକୁ ଅନୁରୋଧ, ବିଜେଡି ହଟିଲେ ଦୁର୍ନୀତି ମୁକ୍ତ ଓଡ଼ିଶା ହେବ 🙏🙏🙏
👍👍
Samaste chora
“I felt my heart break, I burst into tears and the tears never stopped.” throughout his singing.. Request to odisha govt to allot a House please, 🙏🙏🙏🇮🇳🇮🇳🙏🙏..
Heart touching voice ❤
Heart touching song. Govt. should take necessary steps for this blind.
Amazing voice ,government should take immediate action
ହେ ପ୍ରଭୁ ଏ ଅନ୍ଧ ଭାଇ କଥା ଟିକେ ଶୁଣ. ଜୟ ଜଗନ୍ନାଥ
ଗୀତ ଟିକୁ ସରକାର ଠାରେ ପହଞ୍ଚିବା ଦରକାର। ଆମେ ବି ସାନ ମହେଶ୍ୱର ଓ ବରଗାଁ ପଂଚାୟତ ର ଅଣଜଳସେଚିତ ଚାଷୀ ପ୍ରଫୁଲ ଭାଇ ଙ୍କ ପରି ଅଛୁ।
ଭାଇ really heart touching😢ଗୀତ ମାଧ୍ୟମ ରେ ଭାଇ ସବୁ କହୁ କହୁ ଖୋଲି ଦେଲେ ସରକାରଙ୍କ ଗୁମର..
ଏ ଶଳା ନେତାଙ୍କୁ କିଛିବି ଫରକ ପଡିବ ନାହିଁ
Ehi duhad ghatana upare jaganath nischint bichara karibbe. Jay jaganath. Dhanyavaad. ❤❤❤
Dhanyabad Bhai Deferred Naveen Bhai
ପାଣ୍ଡିଆନ କୁ ଗୀତ ମାଧ୍ୟମରେ ଜଣେଇବାରୁ ବହୁତ ବହୁତ ଧନ୍ୟବାଦ୍
ଗର୍ବ କରୁଛି ତୁମ ଗୀତ ପାଇଁ ତୁମ ଗୀତ ରେ ଜୋର ଅଛି ସରକାର ନେଛେ ସୁନେବେ ଜୟ ଜଗନ୍ନାଥ 🙏🙏🙏🙏
🙏🌹🙏ମାନ୍ୟବର ଓଡିଶା ସରକାର ଏ ଗରିବ ଜନତା ଦୁଃଖ ଅନୁଗ୍ରହ କରି ବିଚାର କରିବାକୁ ଅନୁରୋଧ 🙏🌹🙏
ମାଗିଆ, ସରକାର, ଜଲଦିଘରଦିଅ❤❤❤
Sweet heart touching voice
କଣ ଗାଇଲ ଭାଇ ହୁଦୟ କୁ ଛୁଇଲାମ 👍👍👍👍🙏🙏🙏🙏👏👏👏
Bahut Sundar vala lagila
ପ୍ରଭୁ ଆଶିର୍ବାଦ କରନ୍ତୁ 🙏🙏 ଜଗନ୍ନାଥ 🙏🙏
ସରକାରଙ୍କ ଏହି ଅଣ ଦେଖ୍ ନୀତି ପାଇଁ ଦେଶର ପ୍ରତେକ ରାଜ୍ୟର ଦିବ୍ୟାଙ୍ଗ ଓ ଗରିବ ଭାଇ ଭଉଣୀ ମାନେ ବହୁତ୍ ଅଶୁବିଧାର ସମ୍ବୁଖିନ ହେଉଛନ୍ତି ସେମାନଙ୍କର ଭଗବାନ୍ ଭରସା 🌹Jay Hind 🙏🇮🇳🙏 Jay Bharat 🌹
ହେ ମହାପ୍ରଭୁ ଜଗନ୍ନାଥ ତୁମ ପାଖରେ ମୋର ଏତିକି ଅନୁରୋଧ ନବୀନ ପଟ୍ଟନାୟକ କ କୁ ଜଲଦି ମାରିଦିଅ ଆଉ ଏ ଓଡ଼ିଶା ବାସି କୁ ଏ ମହା ପାପ ର ଶାସନ ରୁ ଉଧାର କର🔥🙏🙏🙏
Right
Really heart touching plz help him 🙏🙏🙏
ପ୍ରଦୀପ ପାଣିଗ୍ରାହୀ କହିଲା ଭଳି, ସତରେ ଓଡିଶା ଲୋକ ଗାଣ୍ଡୁ, vk pandian ତାମିଲନାଡୁ ରେ 700 କୋଟିର ମାଲିକ, କିନ୍ତୁ ଓଡିଶା ଲୋକ ଏଠି ଖାଇବାକୁ ପାଉନାହାନ୍ତି ତଥାପି ନିର୍ବାଚନ ଆସିଲେ ସେହି ଗେଣ୍ଡା ଚି଼ହ୍ନ ରେ 500 ଟଙ୍କା ନେଇ ଭୋଟ ଦେଇଦେବେ
Right 👍
👍👍
Kritodas mane bujhile toh... Pandu sabu chori kri odisha kholo kridebo
right Katha Bhai
100 percent currect
❤ ତାହାର song ଟା ବହୁତ heart touching. Govt should take action . whatever his daily requiremen govt should arrange asap.
You are so talented.. You r not blind.. Our government. is actually blind.
ଭାଇ ମାନଙ୍କୁ ମୋର ଅନୁରୋଧ ପ୍ରଫୁଲ୍ଲ ଭାଇଙ୍କୁ ଘର ଖଣ୍ଡେ ମିଳୁ ତାଙ୍କରି ଆଶ୍ରିବାଦରୁ
ଆପଣ ମାନଙ୍କୁ ଓ ଆପଣଙ୍କ ପିଲାଛୁଆ ଙ୍କୁ
ଭଗବାନ ଭଲରେ ରଖୀଥିବେ
ଏ ଦିବ୍ୟଙ୍ଗ ବ୍ୟକ୍ତି ଜଣକ ଆଜିର ସରକାରଙ୍କର ବିଧି ବ୍ୟବସ୍ଥାକୁ ଶକ୍ତ ଚାପୁଡ଼ା ମାରିଲେ
Excellent presentation. So heart touching.
THANKS BHAHUTO. SUNDARI. GitO ❤
Dhanyabad. Bhai. Tumoro gitoku. Bhagoban. Tumoro. Mangal. Kkoru
ଆମ ରାଜ୍ୟ ସରକାର ଅଭଳି ଅନ୍ଧକୁ ମଧ୍ୟ ଘର ଖଣ୍ଡିଏ ଦେବାପାଇଁ ଏତେ କୁଣ୍ଠାବୋଧ କାହିଁକି । ଏମାନଙ୍କ ଦାବିକୁ ଶିଘ୍ର ପୁରାଣ କରନ୍ତୁ ।
Heart touching nice song 👏👏👏
Very heart touching song.😢😢and i kindly requested that honourable chief minister sir give the demand ful fill that people.🙏🙏🙏
ପ୍ରଫୁଲ୍ଲ ଭାଇ ବହୁତ ବହୁତ ଧନ୍ୟବାଦ 👍
May God bless you.your appeals are highly appreciated
😢ପୁଣି ୨୦୨୪ ଆଗରୁ କହିବେ ଦେବେ ବୋଲି ୪ ବର୍ଷ ପର୍ଯ୍ୟନ୍ତ କାମ ଦେବ
ପ୍ରଭୁ ଅଶ୍ରିବାଦ କରନ୍ତୁ ❤
Tome sankhare vote debo
ଏସବୁ ସେ ସରକାରଙ୍କୁ ଦେଖା ଯାଉନି ଖାଲି ଅଯଥା କାମ ରେ ପଇସା ବରବାଦ କରୁଛନ୍ତି ଅସହାୟଙ୍କୁ ଦେଲେ ସରିଯାଉଚି 😂
Nice song.. superb 🙏
Jai jagannath 🙏
Saha hua Prabhu e andha loka ra😢😢😢😭
He has perfect understanding of the notes .
Let's we build a home for this honest man 🥺