ପୁଣି ଗୀତରେ ଗୀତରେ ମାରିଲେ ପ୍ରଫୁଲ୍ଲ | Painful Lyrics Song Of Blind Man For Odisha Govt |Odisha Reporter

Поделиться
HTML-код
  • Опубликовано: 15 окт 2024
  • ନିଜର ଦୁଃଖ ଓ ସମସ୍ୟାକୁ ନେଇ ଗୀତ ଗାଇ ସରକାରଙ୍କୁ ଚେତାଇ ଦେଇଥିଲେ। ତାଙ୍କର ସେହି ଗୀତ ଭାଇରାଲ ହେବା ପରେ ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିଥିବା ପ୍ରଫୁଲ୍ଲ ଏବେ Election 2024କୁ ନେଇ ଗୀତଟିଏ ଗାଇଛନ୍ତି। ଯାଜପୁର ଜିଲ୍ଲା Korei Assembly Constituencyରେ ଥିବା ଜଳନ୍ଦା ଗାଁକୁ ଯାଇ ତାଙ୍କୁ ଭେଟିଛନ୍ତି ଆମ ପ୍ରତିନିଧି ସ୍ୱାଧୀନ ରାଉତ ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    RUclips: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #Jajpur #Election2024 #Song #PoliticalNews #OdishaPolitics #NaveenPatnaik #PranabPrakashDas #KoreiAssemblyConstituency

Комментарии • 367

  • @PrafullachDas-n6c
    @PrafullachDas-n6c 5 месяцев назад +123

    ଧନ୍ୟବାଦ ପ୍ରଫୁଲ ଭାଇ , ପ୍ରଭୁ ତୁମର ମଙ୍ଗଳ କରନ୍ତୁ ।

  • @mahendrakumardas7833
    @mahendrakumardas7833 5 месяцев назад +85

    ପ୍ରଫୁଲ୍ଲ ଭାଇର ଗୀତ ଶୁଣିଲା ପରେ ବିଜେଡି ର ପ୍ରକୃତ ବିକାଶ ର ମୁଖା ଖୋଲିଛି।

  • @SmashEnough
    @SmashEnough 5 месяцев назад +192

    ଭୋଟର ଯଦି ଏହି ଅନ୍ଧ ପ୍ରଫୁଲ୍ଲ ଭାଇ ଗୀତ ଶୁଣୁଛନ୍ତି ତେବେ ବିଜେଡିକୁ ଭୋଟଦିଅନ୍ତୁ ନାହିଁ

  • @BhubaneswarBehera-nr8ir
    @BhubaneswarBehera-nr8ir 5 месяцев назад +31

    ଜଣେ ଅନ୍ଧ ହୁଇ ନବୀନର ହୀନରାଜନୀତି ବୁଝିପାରୁଛି କିନ୍ତୁ ଆଖିଥାଇ ଓଡ଼ିଶାର କେତେକ କ୍ରୀତଦାସ ମାନେ ବୁଝିପାରୁନାହାନ୍ତି

  • @sekharonlineservice5178
    @sekharonlineservice5178 5 месяцев назад +64

    Collectorକୁ ଲାଗୁଚି ଏ ତାମଷା , ଶଳା ଚୋର ସବୁ ଅଣଓଡିଆ ଆସି ଲୁଟିକରି ଖାଉଚ ,ଓଡିଆ ଦୁଃଖ ତମେ ବୁଝିପାରିବନି

  • @KrushnaTandi-yb4st
    @KrushnaTandi-yb4st 5 месяцев назад +19

    ବହୁତ ସୁନ୍ଦର ଭାବେ ଗାଇଛନ୍ତି ନବୀନ ପଟ୍ଟନାୟକଙ୍କ ଙ୍କୁ ଲାଜ ଲାଗି ବା କଥା

  • @pratapkumarsahu1384
    @pratapkumarsahu1384 5 месяцев назад +31

    ଦୟାକରି ୟାଙ୍କ ଗୀତକୁ ଦୂରଦର୍ଶନରେ ଛାଡି ଆୟ ଦ୍ବିଗୁଣିତ କର ।ତାସହିତ ଆପଣଙ୍କ ମାଲିକଙ୍କୁ କହି କିଛି ଆର୍ଥିକ ସହାୟତା ଦେଲେ ଖୁସି ଲାଗିବ ।ଜୟ ବିଜେପି ।

  • @subhasmitapriyadarshini2042
    @subhasmitapriyadarshini2042 5 месяцев назад +55

    ଭାଇ ତମକୁ କୋଟି ପ୍ରଣାମ।ତୁମର ଆଖି ନଥାଇ ସବୁଦେଖୁଛ,ହେଲେ ଓଡ଼ିଶାର କୋଟି ଜନତାଙ୍କର ଆଖିଥାଇ କିଛି ଦେଖି ପାରୁନାହାନ୍ତି କି ଜାଣି ପାରୁନାଂହାନ୍ତି।କିନ୍ତୁ ଚକା ଆଖି ସବୁଦେଖୁଚି। ଆଜି ମଦ ମାଂସ ସମ୍ପତ୍ତି ପାଇଁ ସମସ୍ତେ ଆଖି ଥାଇ ଅନ୍ଧ ମୁକ ବଧିର ପାଲଟି ଯାଇଛନ୍ତି।ତୁମେ ଯଦି ବୁଝିପାରିଲ ହେଲେ ଓଡ଼ିଶାବାସୀ ବୁଝିପାରିଲେ ନାହିଁ।

  • @rajendrarajput8469
    @rajendrarajput8469 5 месяцев назад +18

    ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ବହୁତ ବହୁତ ଧନ୍ୟବାଦ ଭାଇ ଆପଣଁକୁ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ

  • @kalicharanmahapatra885
    @kalicharanmahapatra885 5 месяцев назад +57

    ଏ ଇ ପ୍ରଫୁଲ୍ଲ ଭାଇଙ୍କୁ ଭଗବାନ ଆଖି ନଦେଲେ ବି ସେ ସବୁ ହୃଦୟରେ ଦେଖି ପାରୁଛନ୍ତି ହେ ଏ ପାଣ୍ଡୁ ଚତୁକର ମାନଙ୍କୁ ଆଖି ଥାଇବି ଅନ୍ଧ ଏ ମାନଙ୍କର ଆଖି ଫୁଟେଇ ଦେବା କଥା ଆରେ ଏ ଥର ବା ଳ ଖାଇବାରେ bjd ଦଳ ତମେ କରିଥିବା କୁ କର୍ମର ଫଳ ଭୋଗିବାରେ,ଲୋକେ ବୁଝିଗଲେ,ଆଉ ଯିଏ ବୁଝି ପାରୁନି ସିଏ ପନ୍ଦୁର ଭାଗୁଆଳି

  • @chaitanyacharandas5683
    @chaitanyacharandas5683 5 месяцев назад +12

    ଧନ୍ୟବାଦ ପ୍ରଫୁଲ ଭାଇ ଆପଣ ଭିନ୍ନ କ୍ଷମ ହୋଇ ସବୁ ଜାଣି ପାରୁ ଛନ୍ତି କିନ୍ତୁ ସକ୍ଷମ ଲୋକ କଣ କିଛି ଜାଣି ପାରୁ ନାହାନ୍ତି 🌹🌹🌹

  • @nirupayanayaklyricist9930
    @nirupayanayaklyricist9930 5 месяцев назад +19

    ଏ ହେଲା ମୋ ଓଡ଼ିଶା ର ବିକାଶ

  • @nirupayanayaklyricist9930
    @nirupayanayaklyricist9930 5 месяцев назад +11

    ଅତି ସୁନ୍ଦର
    ଆଉ କିଛି କହିବାର ନାହିଁ 🎉🎉❤❤

  • @rahul-gu5hp
    @rahul-gu5hp 5 месяцев назад +38

    ହେ ଭଗବାନ. ଆଖି ନଥାଇ ଏ ବାବୁ ସବୁ ଦେଖି ପାରୁଛନ୍ତି. ହେଲେ ଆମ ଓଡ଼ିଶା ରେ କିଛି ଲୋକ ମାନେ ଅଛନ୍ତି ନିଜ ଆଖି ନିଜେ ଫୁଟେଇ ଦେଇଛନ୍ତି. ସେଥି ପାଇଁ ସେମାନଙ୍କୁ କିଛି ଦେଖା ଯାଉନି. ଧିକ୍ ତମ ଜୀବନ...

  • @BiswanathKhilar-t2n
    @BiswanathKhilar-t2n 5 месяцев назад +7

    ଧନ୍ୟବାଦ ଭାଇ ପରିଵର୍ତନ କର ନଚେତ୍ ପରେ ଓଡ଼ିଶା ତାମିଲନାଡୁ ହେଇଜିଵ

  • @karunakardalei1689
    @karunakardalei1689 5 месяцев назад +13

    ବହୁତ୍ ସୁନ୍ଦର୍ କଥା ବଖାଣିଛନ୍ତି ଭାଇ

  • @fakirmohansahoo2079
    @fakirmohansahoo2079 5 месяцев назад +8

    ଭାଇ ଙ୍କୁ ମୋ'ର ହୃଦୟ ରୁ ଗଭୀର ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🥲🥲🥲

  • @saratmohanty4255
    @saratmohanty4255 5 месяцев назад +58

    ଭାଇ ହେ.... ଆପଣଙ୍କୁ ଜଗନ୍ନାଥ ମହାପ୍ରଭୁ ଭଲରେ ରଖନ୍ତୁ..... ଜଣେ ଦୃଷ୍ଟି ହୀନ ଭାଇ ସବୁ ବୁଝି ଗଲେ....କିନ୍ତୁ ଆଖି ଥାଇ ଓଡିଆ ମୂର୍ଖ ପାଦଚଟା କୁକୁର ବୁଝିବା କଷ୍ଟକର.....ପ୍ରତି ପାଞ୍ଚ ବର୍ଷ ପରେ ସରକାର ବଦଳି ଏକମାତ୍ର ଓଡିଶାର ବିକାଶ.....

  • @sanatannath229
    @sanatannath229 5 месяцев назад +21

    ଜାଗ ଓଡିଶା ବାସି ଜାଗ 👍👍

  • @sanjaysamantasinghar5205
    @sanjaysamantasinghar5205 5 месяцев назад +3

    ଧନ୍ୟବାଦ ପ୍ରଫୁଲ୍ଲ ବାବୁ ମୋଦି ମୋଦି ଭଗବାନ ତୁମର ମଙ୍ଗଳ କରନ୍ତୁ

  • @lipanmallick1896
    @lipanmallick1896 5 месяцев назад +8

    ଖାଲି ଧର୍ମ ସହିଲେ ହେଲା 😢😢 ଜୟ ଜଗନ୍ନାଥ 🙏🙏

  • @gouramuduli2462
    @gouramuduli2462 5 месяцев назад +11

    ଭାଇ ନମସ୍କାର ❤❤

  • @prafullachandrabeura8672
    @prafullachandrabeura8672 5 месяцев назад +1

    ଅତି ସୁନ୍ଦର ମହାପ୍ରଭୁ ଜଗନ୍ନାଥ ସବୁବେଳେ ଘଣ୍ଟ ଘୋଡାଇ ଚକ୍ର ଆଢ଼ୁଆଳରେ ରଖିଥାନ୍ତୁ ❤

  • @KushaRaut-eg1yr
    @KushaRaut-eg1yr 5 месяцев назад +29

    ସମସ୍ତେ ହେଲ୍ପ କର ଯାହା କି ପାଣ୍ଡୁ ବାବୁ କ୍ରୀତ ଦାସ ବୁଢ଼ା ତାମିଲ୍ ନବୀନ ନା ର ମିଛୁଆ ରଧୁଆ ର ଚରିତ୍ର ଲୋକେ ଶତ ରେ ଜାଣି ପାରିବେ ଜୟ ଜଗନ୍ନାଥ

  • @niranjanpanda9430
    @niranjanpanda9430 5 месяцев назад +7

    ଏ ଗୀତ ରାଜ୍ୟର ମୁଖ୍ୟାଙ୍କ ପାଖରେ ପହଞ୍ଚିବା ଦରକାର

  • @biswanathmaharana6920
    @biswanathmaharana6920 5 месяцев назад +2

    You're great👍👍👍👍👍

  • @prasantguru5639
    @prasantguru5639 5 месяцев назад +150

    ପ୍ଲିଜ ଭାଈ ମାନେ ଏହି ଭିଡ଼ିଓ ଟିକୁ ,ଲାଇକ ସେୟାର କରନ୍ତୁ, ଯାହା ଫଳରେ ଏହି ଗରିବ ଲୋକଙ୍କ ବାର୍ତ୍ତା ସରକାର ପାଖରେ ପହଞ୍ଚିବ ଏବଂ ଦୁଃଖୀ ଅନ୍ଧ ଭାଇଙ୍କୁ ମୋର ସହଯୋଗ ମିଳିବ

    • @SatrughanNayak-qf1rt
      @SatrughanNayak-qf1rt 5 месяцев назад +16

      ଏ ଭାଈ ଜଣଙ୍କ ଅତି ଦରିଦ୍ର ବୋଲି ସେ ନିଜ ଦୁଃଖକୁ ଅତି ସହଜରେ ଗୀତା ମାଧ୍ୟମରେ ବିଜେଡ଼ି ସରକାର୍ ଆଗରେ ପ୍ରକାଶ କରୁଛନ୍ତି ବହୁତ ଦିନରୁ କିନ୍ତୁ ଆମ ଓଡ଼ିଶା ସରକାର୍ କୁ ଏ ଭାଇର ଦୁଃଖ ଦେଖୀ ପାରୁ ନାହାନ୍ତି କି ଶୁଣି ପାରୁ ନାହାଁନ୍ତି, ଏ ହେଲା ସାଢ଼େ ଚାରି କୋଟି ଓଡିଆଙ୍କ ପରିବାର

    • @bhagwannayak8611
      @bhagwannayak8611 5 месяцев назад +11

      ଚକ୍ଷୁ ନ ଥାଇ ପ୍ରଫୁଲ୍ଲ ଅନ୍ଧ ନୁହେଁ ବରଂ ଏ ସରକାର କେବଳ ଅନ୍ଧ ହିଁ ନୁହଁ ଅପିତୁ ବଧିର ମଧ୍ୟ। ଦୁର୍ନୀତି ଗ୍ରସ୍ତ ପକ୍ଷପାତି ଅଯୋଗ୍ୟ ଅପାରଗ ସରକାର ର ପରିବର୍ତ୍ତନ ଅପରିହାର୍ଯ୍ୟ।

    • @GhanashyamPatra-j9q
      @GhanashyamPatra-j9q 5 месяцев назад

      😂😂 5:24 😂 5:09 ❤😮7 ​@@SatrughanNayak-qf1rt❤

    • @bhruguramrout8531
      @bhruguramrout8531 5 месяцев назад +2

      Painful song​@@SatrughanNayak-qf1rt

    • @rabindradakua801
      @rabindradakua801 5 месяцев назад

      Aha nku prathan mantri nka sakhayata karjau

  • @narendramallick8998
    @narendramallick8998 5 месяцев назад +3

    ଧନ୍ୟବାଦ ପ୍ରଫୁଲ୍ଲ ଭାଇ ଜଗନ୍ନାଥଙ୍କ କରୁଣା ଆପଣଙ୍କ ସହିତ ରହୁ

  • @AmarNayak-m1e
    @AmarNayak-m1e 5 месяцев назад +1

    Bahut Sundar

  • @earthisbeautiful2527
    @earthisbeautiful2527 5 месяцев назад +4

    ଇଏ ସାଧାରଣ ଗୀତ ନାହିଁ ଆଜ୍ଞା
    ଇଏ ହୃଦୟର ଗୀତ। ଯାହା ପ୍ରତେକ୍ ଓଡ଼ିଆ ଛାତିରେ ଚାପି ହେଇକି ଅଛି।😥
    ନବୀନ ଓଡ଼ିଶାକୁ କାଙ୍ଗାଳ କରିଦେଲେ।
    ଜୟ ଜଗନ୍ନାଥ।

  • @odiavideos4269
    @odiavideos4269 5 месяцев назад +12

    bahut badhia

  • @RashmitaBag-x6w
    @RashmitaBag-x6w 5 месяцев назад +1

    Thank u bhai very good ❤❤❤

  • @biranchinarayanhota7929
    @biranchinarayanhota7929 5 месяцев назад +10

    Bahut sundar Geeta gauchhanti vai

  • @subhimomevent7327
    @subhimomevent7327 5 месяцев назад +1

    Otv thanks for ground reality of all ODISHA

  • @dillipmajhi8096
    @dillipmajhi8096 5 месяцев назад +11

    ଭଗବାନ ମଙ୍ଗଳ କରନ୍ତୁ

  • @PrasankumarNayak-ko2me
    @PrasankumarNayak-ko2me 5 месяцев назад +11

    ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ପ୍ରଫୁଲ୍ଲ ଭାଇକୁ ଆଶ୍ରିବାଦ୍ କରନ୍ତୁ ଜୟ ଶ୍ରୀ ରାମ

  • @crazyboys12348
    @crazyboys12348 5 месяцев назад +1

    Thanku prafulabhai Jai sriram🚩🚩🚩🚩🚩🚩🚩

    • @crazyboys12348
      @crazyboys12348 5 месяцев назад

      Hariom 🚩🚩🚩 jayasriram🚩🚩🚩🚩🚩

  • @helloranjitmajhi
    @helloranjitmajhi 5 месяцев назад +3

    Jago Odisha jago

  • @NkBaral
    @NkBaral 5 месяцев назад +3

    ପ୍ରଫୁଲ୍ ଭାଇ ଧର୍ମର ନିଶ୍ଚିତ ଜୟ ହେବ . ମାଡ଼ିଚ଼ାଲ !

  • @alekhchandrabeja5578
    @alekhchandrabeja5578 5 месяцев назад +14

    ଓଡ଼ିଆ ଭାଇ ମାନେ କଣ ଅନୁଭବ କରୁଛନ୍ତି,ଆମେ ଆମ ନିଜର ବିବେକକୁ ପଚାରିବା

    • @abiramgamango-nv6hf
      @abiramgamango-nv6hf 5 месяцев назад +1

      ବିଚାରୀ କଂଗ୍ରେସକୁ ଭୋଟ ଦିଅ, ସମ୍ବିଧାନ ବଞ୍ଚାଅ ଜୟ କଂଗ୍ରେସ

    • @subaraomajhi6495
      @subaraomajhi6495 5 месяцев назад

      ଜୟ କଗ୍ରେସ

  • @SingleBoyRajib
    @SingleBoyRajib 5 месяцев назад +8

    Heart touching 😭😭😭 voice so sweet God bless you 🙏🙏

  • @purnanandabarik1562
    @purnanandabarik1562 5 месяцев назад +1

    ଧନ୍ୟବାଦ ଭାଇ

  • @SusamaMuduli-zw9li
    @SusamaMuduli-zw9li 5 месяцев назад +6

    Bheri good song praphul Bhai Jay shree Ram

  • @upendrakumarbiswal4682
    @upendrakumarbiswal4682 5 месяцев назад +4

    ବଡ ଦୃଦୟସ୍ପର୍ଶି ସଂଗୀତ ଆମ ସରକାରଙ୍କ ବିକାଶର ଗୋଟିଏ ନମୁନା, ଓଡ଼ିଶାରେ IAS ଅଫିସରଙ୍କ ରାଜ, ଦୃଷ୍ଟିହୀନ ପ୍ରଫୁଲ୍ଲ ଖୁଲାସା କରିଛନ୍ତି ତାଙ୍କୁ ହୃଦୟରୁ ଧନ୍ୟବାଦ

    • @AbhayaKumarNayak-k2u
      @AbhayaKumarNayak-k2u 5 месяцев назад +1

      Jajapur ra samasta BJP karmi bhaimanku anurodha karuchhi nija nijar sakhyama anusare sahajya Kari a praful bhaiku dukha dura kar gharatia karibare sahajya kar Karan se jane vinakhyama manisha maa biraja samastankar mangala karantu

  • @Pinkilife-v6n
    @Pinkilife-v6n 5 месяцев назад +1

    ବହୁତ୍ ସୁନ୍ଦର୍

  • @akshayakumardas8085
    @akshayakumardas8085 3 месяца назад

    ଧନ୍ଯବାଦ ପ୍ରଫୁଲ ଭାଇ, ଅତି ସୁନ୍ଦର ଆପଣଙ୍କର ଗୀତଟି, ନିଚ୍ଛକ ସତକଥା

  • @RajshreeSahu-uu3ki
    @RajshreeSahu-uu3ki 5 месяцев назад +1

    Wow wow wow wow wow bht Sundar bhagwan apnankara mangala karantu

  • @rameshpadhi9111
    @rameshpadhi9111 5 месяцев назад +1

    अति सुन्दर प्रस्तुति

  • @niranjanrao6348
    @niranjanrao6348 5 месяцев назад +8

    Hats off bhai 🙏💕

  • @ASHU_TOSHA
    @ASHU_TOSHA 5 месяцев назад +5

    Waaaooooo ...??? The Best...

  • @Jogeswarmallick-xy8ze
    @Jogeswarmallick-xy8ze 5 месяцев назад +1

    Praful Bhai may God bless you.

  • @pradiprout-o9f
    @pradiprout-o9f 5 месяцев назад +1

    Thanks prafula Bhai

  • @middletrailers3543
    @middletrailers3543 5 месяцев назад +1

    Super Prafulla Babu, very nice🙏👍👌💕🌹♥️🚩

  • @mrutyunjaysahu8547
    @mrutyunjaysahu8547 5 месяцев назад +6

    Thanks bhai

  • @umacharansadangi8388
    @umacharansadangi8388 5 месяцев назад +4

    ଗରୀବ ଅବସ୍ଥା କୁ ଉପହାସ କରି ସରକାର ଭିନ୍ନ କ୍ଷମ ପ୍ରଫୁଲ୍ଲ ବାବୁଙ୍କୁ ଯେଉଁ ଘରଟିଏ କରି ଦେଇ ପାରିନାହାଁନ୍ତି ସେ ସରକାରରେ ରହି ଆଉ କଣ କରିବାକୁ ଚାହାଁନ୍ତି? ଖାଲି ଭୋଟ ନେଈ ଝିନ୍ତିକା ମାରି ବଣି ପୋଷିବା ଛଡ଼ା ଆଉ କିଛି ନୁହେଁ, ଭଗବାନ ହିଁ ଏହାର ବିଚାର କରନ୍ତୁ ।❤ ଜୟ ଶ୍ରୀରାମ, ଜୟ ଜଗନ୍ନାଥ । ହେ ପ୍ରଭୁ ରକ୍ଷାକର , ।

  • @AGcreatechannel
    @AGcreatechannel 5 месяцев назад +22

    ବିଜେଡ଼ି/ପାଣ୍ଡୁ ତାମିଲି ଶାସନ ହଟାଓ ଓଡିଶା ବଞ୍ଚାଓ.

  • @Gyanabhr
    @Gyanabhr 5 месяцев назад +8

    Fab voice ❤‍🔥, music director should give a chance to sing & everyone should help him.

  • @megharaybaske8373
    @megharaybaske8373 5 месяцев назад +9

    Jayshreeram

  • @surendraprusty6694
    @surendraprusty6694 5 месяцев назад +21

    200 ରେ ମୁଣ୍ଡ ବିକ ନାହିଁ ପାଣ୍ଡୁ ସବୁ ସାରିଦେବ

  • @bhupatimeher9691
    @bhupatimeher9691 5 месяцев назад +2

    Thanku bhai

  • @Prs5820
    @Prs5820 5 месяцев назад +4

    Super Bhai

  • @HarikrushnaMahapatro-fg8cw
    @HarikrushnaMahapatro-fg8cw 5 месяцев назад +4

    ଓଡିଶା ରେ ଜଗନ୍ନାଥ ଭରସା.

  • @gulekhmahakur-vr5hi
    @gulekhmahakur-vr5hi 5 месяцев назад +1

    ଧନ୍ଯ ବାଦ ପ୍ରଫୁଲ ଭାଇ ଭଗବାନ ତୁମର ଚଲ୍ଲାପଥରେ ସୁଖମୟ କରନ୍ତୁ

  • @raghunarhkarjee947
    @raghunarhkarjee947 5 месяцев назад +1

    କି ଗୀତ ଟି ଗାଇଲ ଭାଇ 🌹🌹🌹🌹🌹

  • @NiranjanBehera-p1s
    @NiranjanBehera-p1s 5 месяцев назад +6

    hart touching ❤️😍

  • @ashokkumarnanda8348
    @ashokkumarnanda8348 5 месяцев назад +2

    Mun speechless.pranam

  • @srikantarout5955
    @srikantarout5955 5 месяцев назад +7

    Jay bada bhai

  • @bikrambarik1422
    @bikrambarik1422 5 месяцев назад +4

    Right vahi

  • @rabindranath1609
    @rabindranath1609 5 месяцев назад

    Thank you

  • @kabitasahoo8385
    @kabitasahoo8385 5 месяцев назад +4

    God bless you bhai. You really sing well. I love the lyrics. 🙏👍❤

  • @sudhansumalik896
    @sudhansumalik896 5 месяцев назад +6

    ❤❤❤❤❤Super 👍❤️👍

  • @Dileswar45
    @Dileswar45 5 месяцев назад

    ବହୁତ ବଢିଆ ପ୍ରଫୁଲ ଭାଇ

  • @niranjannayak5751
    @niranjannayak5751 5 месяцев назад

    ପ୍ରଫୁଲ୍ଲ ଭାଇ ତମକୁ ଜଗନ୍ନାଥ ମଙ୍ଗଳ କରନ୍ତୁ,

  • @Peteijhampdi
    @Peteijhampdi 5 месяцев назад

    Bhai.nice song

  • @basantinaik8924
    @basantinaik8924 5 месяцев назад +8

    Jai shree Ram

  • @jayantsethi3353
    @jayantsethi3353 5 месяцев назад +1

    Very nice composed
    Thank u prafulla babu . God bless u .

  • @pradeepsha3059
    @pradeepsha3059 5 месяцев назад +1

    Thank you bhai

  • @jayantamajhi926
    @jayantamajhi926 5 месяцев назад

    God bless you bhai

  • @dillipsahu1598
    @dillipsahu1598 4 месяца назад +1

    😂❤ all our Love & affection for you Prafulla Bhai,Lord Jagannath bless you ❤

  • @harihardhal1974
    @harihardhal1974 5 месяцев назад +4

    God bless you bhai❤❤

  • @bapujiparidaparida6071
    @bapujiparidaparida6071 5 месяцев назад +2

    Very nice 👍 really good

  • @makramohanta1047
    @makramohanta1047 5 месяцев назад +3

    Jay Jagannath Jay Jagannath

  • @niranjanrout7717
    @niranjanrout7717 5 месяцев назад +1

    ସୁନ୍ଦର ଭାବରେ ଗୀତ ମାଧ୍ୟମରେ କହି ଛନ୍ତି ପାଣ୍ଡିଆ ମୁହଁରେ ଚୁନ କାଳି ମାଡ଼ କରାଯାଉ

  • @arabindasahu7573
    @arabindasahu7573 5 месяцев назад +1

    କିଛି ଲାଭ ହେବ ନାହିଁ ,ଆମ ସରକାର ହେଉଛନ୍ତି ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ ।

  • @srikantarout5955
    @srikantarout5955 5 месяцев назад +8

    Jay mohaprabhu sarathi jagannath

  • @RajuRaju-gv6be
    @RajuRaju-gv6be 5 месяцев назад

    Jay Jagannath

  • @surendraprusty6694
    @surendraprusty6694 5 месяцев назад +19

    ହଟାଓ ନବୀନ ବଞ୍ଚାଓ ଓଡିଶା

  • @KanhucharanaBhoi
    @KanhucharanaBhoi 5 месяцев назад +4

    Jay siyaram

  • @k.cvloggerkishor
    @k.cvloggerkishor 5 месяцев назад +2

    ଠିକ୍ କଥା ତ ଭାଇ ଦେଖି ପାରିନଥିବା ଲୋକ ବୁଝୀ ଗଲେ ହେଲେ ଦେଖି ବା ଲୋକ ବୁଝୀ ପାରୁନାହାନ୍ତି 5 ଟଙ୍କିଆ ବସ୍ ସବୁ ତାମିଲ ନାଡୁରେ

  • @basantkumarnayakbasantkuma1807
    @basantkumarnayakbasantkuma1807 5 месяцев назад +4

    ଜୟ ଜଗନ୍ନାଥ ଭାଈ

  • @binodkumarchatar
    @binodkumarchatar 5 месяцев назад +6

    Oti Sundar ❤😂❤😂😅

  • @Pinkyswain9862
    @Pinkyswain9862 5 месяцев назад +10

    Nice au BJD ku vote debini
    Thank you for the song

  • @arundalai6232
    @arundalai6232 5 месяцев назад +2

    All voters should hear the song of prafulla babu.

  • @sunil7358
    @sunil7358 5 месяцев назад +7

    Jay shree ram🙏🙏

  • @shivgouda-ng6gf
    @shivgouda-ng6gf 5 месяцев назад

    Super music

  • @keshabasahu6260
    @keshabasahu6260 5 месяцев назад

    ଜୟ ଶ୍ରୀରାମ... ଭଗବାନ ମ ଙ୍ଗ ଳ କ ର ନ୍ତୁ

  • @lilibagh6059
    @lilibagh6059 5 месяцев назад

    ଜୟଶ୍ରୀ ଜଗନ୍ନାଥଙ୍କୁ କୋଟି ପ୍ରଣାମ୍ 🙏👍 ଆପଣ ଅଦନ୍ଧ ନାହିଁ ଅନ୍ଧ ତ ନେତା ମନ୍ତ୍ରୀ ଆପଣଙ୍କ ପରିଅନେକ୍ ଲୋକ ଅଛନ୍ତି ୟେ ନେତା ମନ୍ତ୍ରୀ ଆପଣଙ୍କ ପରିଲୋକୋ ଉପରେ ନଝର୍ ପଡୁନି କାହିଁକିନା ଶେମାନେ ହେଲେ ପ୍ରକୃତ ଅନ୍ଧ

  • @abinashmishra7094
    @abinashmishra7094 5 месяцев назад

    Jy jagannath 🙏🏽 bhai

  • @kamadevpradhan3448
    @kamadevpradhan3448 5 месяцев назад

    Jay jagannathh

  • @pratappatra8489
    @pratappatra8489 4 месяца назад

    Jay jagannatha 🙏🙏🙏🙏