ନିଆରା ଢଙ୍ଗରେ ଧାମନଗର ଉପ-ନିର୍ବାଚନ ପାଇଁ ପ୍ରଚାର

Поделиться
HTML-код
  • Опубликовано: 26 окт 2024

Комментарии • 958

  • @Kingofbadtime-bk8bj
    @Kingofbadtime-bk8bj 6 месяцев назад +12

    ମନୋଜ ଭାଇ ଆପଣଙ୍କୁ ହୃଦୟ ରୁ ପ୍ରଣାମ. ଗୋଟେ କଥା କହିବାର ଥିଲା. ମୁ ଆପଣଙ୍କ ର ଜଗନ୍ନାଥ ଙ୍କ ପ୍ରବଚନ ଶୁଣି ମନ ମୁଗ୍ଧ କରେ ଆଉ ମନ ରେ ଅସରନ୍ତି ଭଲ ପାଇବା ଓ ଭାବ ବିହୋଳ ହେଇ ଯାଏ. ହେଲେ ଆଜି ଏଇ ପ୍ରଚାର ଦେଖି ମନ କୁ ବହୁତ କଷ୍ଟ ହେଇଛି. ଅନୁରୋଧ ଦୟା କରି ଏ ରାଜନୀତି ପ୍ରଚ଼ାର ବନ୍ଦ କରି ଦିଅନ୍ତୁ. ଅପଣଂକ ମୁଖ ରୁ ଏ ଅସଭ୍ୟ ରାଜନୈତି କ ପ୍ରଚାର ଶୋଭା ପାଉନି. ଜୟ ଜଗନ୍ନାଥ.

  • @subratdash5689
    @subratdash5689 Год назад +109

    ଭାଇ ତୁମ ପ୍ରଭୁ ଜଗନ୍ନାଥ ଙ୍କ ପ୍ରବଚନ ବହୁତ୍ ଲୋକ ପ୍ରିୟ ହେଉଛି ଏଭଳି ରାଜନୀତି ଠାରୁ ଦୂରେଇ ରୁହନ୍ତୁ🙏🙏

  • @indubhusan4780
    @indubhusan4780 2 года назад +100

    ବିଧାୟକଙ୍କ ନୁଆ ଯୋଜନା
    ଭୁବନେଶ୍ବର ରେ ଅଛି ଅର୍ଚନା
    ଏହା ବିଜୁ ସେକ୍ସ ଯୋଜନା
    ଜନସାଧାରଣଙ୍କୁ ଏହା ମନା
    ଅଫିସର ମାନଙ୍କ ମନକୁ କିଣା

  • @SleepyComputer-od7us
    @SleepyComputer-od7us 9 месяцев назад +17

    ନବୀନ ପଟ୍ଟନାୟକ ଙ୍କୁ ଦେବନି କେହି ସେ
    ଆଉ କିଛି ନାଇ ସବୁ ତାମିଲ କୁ ଟେକି ଦେଇଛନ୍ତି

  • @bapunije7974
    @bapunije7974 2 года назад +107

    ଭାଇ ଭଲ ପ୍ରବଚନ ଦିଅ ଜାଣିଛି କାଇଁ ଏ ରାଜନୀତି ରେ ପଶୁଛ କିଛି ଟଙ୍କା ଲୋଭରେ

    • @commerceconceptclear7542
      @commerceconceptclear7542 Год назад +7

      ଟଙ୍କା ପାଇଁ ତଳକୁ ଖସିଲ, ପ୍ରବଚନ ଦିଅ ବୋଲି
      ଫୁଲହାର ମିଳେ, ଏଠି ଜୋତା ମାଳା

    • @jagannathkrupa9310
      @jagannathkrupa9310 Год назад

      Tar bhai peta patana katha jie paisa daba se tar gaiba athi rajaniti prasna uthuni

    • @festivaltravel99
      @festivaltravel99 7 месяцев назад +1

      ​@@jagannathkrupa9310ଭୁଲ୍ କହିଲ ଭାଇ କିଛି ଟା ଟଙ୍କା ପାଇଁ ଏଇ ଲୋକ ରାଜ ନୀତି ରେ ପ୍ରଚାର କରୁଛି 😢ଯଦି ଏଇ ଲୋକ ଜଗା ର ପ୍ରବ୍ଚନ ଦିଏ ଲୋକେ ତାଙ୍କୁ ଲକ୍ଷ ଲକ୍ଷ ଭକ୍ତଙ୍କ ଲକ୍ଷ ଲକ୍ଷ ଟଙ୍କା କିଛି ସମୟ ରେ ପୋତି ଦେବେ 😢 ହଉ ସେ ଯାହା ହେଉ ପ୍ରଚାର ଟା ଭଲ ଲାଗିଲା😂 .........Jay jagnnath 🙏

    • @canirodkumar5081
      @canirodkumar5081 7 месяцев назад

      Bala ta miliba yaku

    • @OmmSamal-wb9jn
      @OmmSamal-wb9jn 6 месяцев назад

      @@jagannathkrupa9310 Mora gudaakhu prachara Kariba , kete paisa naba

  • @narottambeheranarottambehe3631
    @narottambeheranarottambehe3631 2 года назад +76

    ତୋ ପଚାର କିଛି ଫରକ ପଡିବ ନାହିଁ , ଧାମନଘର ବାସି ବିଜେପି , ନା ସଙ୍ଖ ବାଜିବ , ନା ନବୀନ ଲୋକଙ୍କ ଦୁଃଖ ବୁଝିବ , ଏଠି ଫୁଲ ଫୁଟିବ

  • @sarojkumarnayak9448
    @sarojkumarnayak9448 Год назад +89

    ଯେତେ ସଫେଇ ଦେଲେ କିଛି ଲାଭ ନାହିଁ। ଓଡିଶା ବାସୀ ୨୦୨୪ ରେ ଠିକ୍ ଜବାବ ଦେବେ।

  • @PravatnayakPravat-b5d
    @PravatnayakPravat-b5d 7 месяцев назад +23

    ଏ ଶଳା ପଇସା ପାଇଁ ସବୁ ପ୍ରକାର ପ୍ରଚାର କରୁଚି ମନୋଜ ପ୍ରଧାନ 😮😮 ପ୍ରବଚନ ବି ଦେଉଚି 😅😅😅❤❤

  • @dillipsethy7360
    @dillipsethy7360 2 года назад +75

    ହଇଏ ଚାମୁଚା ପଚାର କରାଳୀ ବାଲା ଆମରି ଟିକସ ଆମରି ଭାତ ଚାଷୀକୁ ମିଳୁନି ନବିନି ନିବାସ

  • @diptilucky2548
    @diptilucky2548 2 года назад +97

    ବିଜୁ ଜନତା ଦଳ ଓଡିଶା ପାଇଁ କାଳ

  • @kanhumalik5341
    @kanhumalik5341 6 месяцев назад +7

    ନବୀନ ମାଗିହା କୁ କେହି ବି ଭଟ ଦିଅନ୍ତୁ ନାହିଁ ସବୁ ମୋଦି ଦବ ଇ ଏ ମାଗିହା ନାଁରେ ଯାଉଛି

  • @kailashchandranayak9831
    @kailashchandranayak9831 7 месяцев назад +10

    ମନୋଜ ବାବୁ ଆପଣ ଜଗନ୍ନାଥ ଙ୍କ ପ୍ରଚାର କରନ୍ତୁ ରାଜନୀତି ଠାରୁ ଦୂରେଇ ରୁହନ୍ତୁ ଭଳାହେବ

  • @bighneshpradhan2603
    @bighneshpradhan2603 2 года назад +80

    ନୂଆ ଯଜନା ଆମ ଅର୍ଚନା

  • @prasantaku.tripathy665
    @prasantaku.tripathy665 2 года назад +24

    ଏ ଲୋକ ବୋଧେ ପ୍ରସିଦ୍ଧ ପ୍ରବଚକ କିନ୍ତୁ ଆଜି ଏ ତାର ମା ର ଘଇତା ନବୀନ ର ଏତେ ସ୍ତୁତି କରୁଛି କାହିଁକି?

  • @saratkumarnaik9041
    @saratkumarnaik9041 2 года назад +8

    ଭାଇ ତମେ ଯେତେବେଳେ ଜଗନ୍ନାଥ ଙ୍କ ପ୍ରବଚନ ଦିଅ ଭଲଲାଗେ, ତମେ ଯଦି ବ୍ୟକ୍ତିଗତ ଭାବେ କାହାର ପ୍ରଚାର କରିବ ତୁମୋ କୁ ଭଲପାଉଥିବା ଓଡିଶାବାସୀ ଧୀରେ ଧୀରେ ଘୃଣା କରିବେ କାରଣ କଉ ଦଳ ର କାମଭଲ ନୁହେଁ..ତମେ କେବଳ ଜଗନ୍ନାଥ ଙ୍କ ପ୍ରଵଚନ ଦିଅ ସାଢ଼େ ଚାରିକୋଟି ଓଡ଼ିଆ ତୋମ କୁ ହୃଦୟ ରେ ବସେଇବେ.

  • @bhagupradhan7778
    @bhagupradhan7778 6 месяцев назад +3

    ଏ ଧାମ ନଗର ବାସି ବିଜୁ ଜନତା ଦଳ ଓଡିଶା ବାସୀଙ୍କୁ ହେଇଛି କାଳ 😅😅😅

  • @nsethy5436
    @nsethy5436 2 года назад +34

    ଅନ୍ୟ ବିରୋଧରେ କୁହ ନାହିଁ । ନିଜର ଭଲ ଗୁଣ କୁହ

  • @PrakashKumar-gm9nu
    @PrakashKumar-gm9nu 2 года назад +27

    କେତେ ଆଉ ମାରିବ ଓଡ଼ିଶା ନିରୀହ ଲୋକ ମାନଙ୍କୁ

  • @jaymaabiraja2059
    @jaymaabiraja2059 7 месяцев назад +4

    ଭାଈ ଆପଣ ବହୁତୁ ଭଲ ପ୍ରବଚନ
    ଦିଅନ୍ତି ଟଙ୍କାପାଇଁ ଭାଈ ଜଣେ କଳାକାର ଠାରୁ ବଡ଼ ରାଜନିତୀ ନୁହେଁ

  • @anilkumarnayak7701
    @anilkumarnayak7701 2 года назад +24

    ହେ ବାପା ମାନେ ହେ ମା ମାନେ ଏଥର ନବିନା ଚିତ୍ ରିଙ୍ଗ୍ ମାରିବ 😀

  • @mithunnaik2960
    @mithunnaik2960 Год назад +11

    ଏହା ନବୀନ ଗଣନାଟ୍ୟ ଆଲାଉଁଶ କରୁଛନ୍ତି

  • @munamohanta7101
    @munamohanta7101 2 года назад +43

    ଯେତେ ସବୁ ରେଣ୍ଡୁଆ,ଚୋର,ଗୁଣ୍ଡା,ରେଣ୍ଡୀ,tauter ,dollar,ହାରାମୀ ସବୁ ବିଜୁ ଜନତା ଦଳ ରେ ଅଛନ୍ତି,,,ନବୀନ୍ ଭଲ

  • @atozkirtanvideo
    @atozkirtanvideo 2 года назад +17

    ବାଳ ଟା ଦେଉଛୁ ନବୀନ ଶଳା ଚୋର ସରକାର

  • @saip7522
    @saip7522 2 года назад +9

    ହିସାବ ଦେଉନ୍ ନବୀନ ର ଜନ କଲ୍ୟାଣ ଯୋଜନା । ନବୀନ ଚାକିରିଆ ଙ୍କ ବେଶ ଉନ୍ନତି କରିଛି । ଚାଷୀର ନୁହେଁ ।

  • @manoranjanpanda5536
    @manoranjanpanda5536 8 месяцев назад +2

    ହେ ଓଡିଶାବାସୀ ନବୀନ ଓଡିଶାକୁ ଵୁଡାଇଦେଲା, ମଦୁଆ ଟାଉଟରଙ୍କୁ ଧରି ଆମ ରାଜସ୍ଵ କୁ ଵୁଡେଇ ଦେଲା, ଚୋର ଡକାୟତଙ୍କୁ ଧରି ନବୀନ ଓଡିଶାକୁ ଶାସନ କରୁଛି, ଓଡିଶାବାସୀ ଚିନ୍ତା କରିବାର ଵେଳ ଆସିଛି, ନବୀନ ହଟାଇ ଓଡିଶା ବଞ୍ଚାଅ, ଜୟ ଜଗନ୍ନାଥ,

  • @rajnayak5964
    @rajnayak5964 Год назад +8

    ହେହେ ହେ ବାଳ ଦେବ ଜେମିତି ବୋପା ଧନ

  • @sbpgoldmedia8979
    @sbpgoldmedia8979 2 года назад +15

    ୧ ଲକ୍ଷ lead ଭୋଟ ରେ ଅବନ୍ତି ଦାସ ହରିବେ।😂😂 Only suraj ସୂର୍ଯ୍ୟବଂଶୀ।।

  • @suryamanimallikofficial5637
    @suryamanimallikofficial5637 Год назад +1

    ବିଜେପି ବିଧାୟକ ଦଳ ହେବ ପ୍ରଦୀପ ପୁରୋହିତ

  • @Terabaapaaya-y3u
    @Terabaapaaya-y3u 6 месяцев назад +2

    ଏମିତି କାରିକି 25 ବର୍ଷ ଲୁଟି ଚାଲିଲା e ନବୀନ ଚାଟୁକାର

  • @DPM3777
    @DPM3777 2 года назад +7

    ନବୀନ ପଟ୍ଟନାୟକ ତା ବାପ ଘରୁ ଆଣି କି ଦେଉଛି ନା କଣ!!!!
    ସବୁ ତ ସାଧାରଣ ଲୋକମାନଙ୍କର ଟଙ୍କା... 🚩🙏🚩

  • @Stevesanjay
    @Stevesanjay 6 месяцев назад +21

    ମାଗିଆ ତତେ କେମିତି ଗାଳି ଦେବୀ ଭାବୁଛି କୋଉ ଭାଷାରେ 😂😂😂

    • @rajendramalik41
      @rajendramalik41 5 месяцев назад

      Tu kia bee sodibu Tate aka asichi

    • @kingslala2462
      @kingslala2462 5 месяцев назад

      ଆମ କୁ bedha ଭାଷା ବହୁତ୍ ଆସେ ପେଟରୁ ଛୁଆ ବାହାରିବ ପୁଅ

    • @rajendramalik41
      @rajendramalik41 5 месяцев назад

      Chal tu kan kahibu bee

  • @debaduttanayak7308
    @debaduttanayak7308 2 года назад +27

    ଖାଲି ଶଳା କୁ, ଜୋତ ରେ ବାଡା

  • @ranjanranjan6906
    @ranjanranjan6906 2 года назад +2

    ନବୀନ ପଟ୍ଟନାୟକ କଣ ତମ ବାପା ତା ପାଇଁ ପ୍ରଚାର କରୁଛୁ

  • @chittaranjanojha9439
    @chittaranjanojha9439 Год назад +4

    ହେ ହେ ଆଜି କାଲି କଣ ଭଜନ ମଞ୍ଚର ଉପସ୍ଥାପକ ଭୋଟ୍ ପ୍ରଚାର କଲେଣି

  • @kartikmohanta8992
    @kartikmohanta8992 2 года назад +26

    ଚୁପ୍ ରେ ହାରାମି

  • @dusmantabehera7591
    @dusmantabehera7591 2 года назад +3

    ନବୀନ ବାବୁ ବେଡିଂ ବା୍ନ୍ଧ ଘରକୁ ଯିବୁ

  • @sanjitbeherajust151
    @sanjitbeherajust151 Год назад +1

    ଶଙ୍ଖ ଶବଦରେ ପାହାଡ ପର୍ବତ ଭଙ୍ଗିଗୋଲଣି ଆଉ ବୋଜାଓ ନାହିଁ l ବେଶୀ ବାଜିଲେ ତୁମ ଘର ଭାଙ୍ଗିଯିବ

  • @googly2.0
    @googly2.0 6 месяцев назад +1

    ଫୁଲ ଫୁଟିବ❤

  • @yasrajmovie2290
    @yasrajmovie2290 6 месяцев назад +3

    ସର୍ବଶେଷରେ ଦାଦନ ଖଟିବାକୁ ବିଦେଶ ଯାଏ

  • @atozkirtanvideo
    @atozkirtanvideo 6 месяцев назад +1

    ଭାଇ ଭଲ ପ୍ରଚାର କରୁଛ ହେଲେ ମାଗିହା ବିଜେଡି ସରକାରଙ୍କ ପ୍ରଚାର କରନା

  • @ranjanbehera3250
    @ranjanbehera3250 2 года назад +17

    ବାଳ କଲେ

  • @narayanpatra1149
    @narayanpatra1149 2 года назад +1

    ତର ପ୍ରଚାର୨୦୨୪ରେ ପରିବର୍ତ୍ତନ ହେବବେଳୁ ସାବଧାନ ହେଇଯା

  • @prasanta600
    @prasanta600 2 года назад +4

    ଅବନ୍ତି ଅପାର ଝୁଲି ପଡ଼ିଛି,ରେ ରେ , ନବୀନ ର ବାଣ୍ଡ ଉଠୁଛି ରେ ରେ ରେ,

  • @aditya_vision
    @aditya_vision 2 года назад +65

    ଆବେ ମୂର୍ଖ 108 ଆମ୍ବୁଲାନ୍ସ ସେବା india govt ର 😂😂😂

    • @priyaranjandas54
      @priyaranjandas54 2 года назад +1

      2012re PM dr manmohan singh lagu karithile bartaman pm Narendra Modi kara

    • @mantuswain3092
      @mantuswain3092 2 года назад

      Hmm tu. Dekhi thilu

    • @manojkumar-pq9iy
      @manojkumar-pq9iy 2 года назад +1

      ଭାଇ 108 india gov ର ରେ

    • @bighneswarpadhy4726
      @bighneswarpadhy4726 2 года назад +1

      Modi aaila para thu India ra heichi , Manmahon sing time re Gujurat ra hei ki thila

    • @budhurammajhi1710
      @budhurammajhi1710 6 месяцев назад

      BJD hy hy

  • @pruthirajdalai6153
    @pruthirajdalai6153 2 года назад +20

    ତୋ ଭଉଣୀ ଙ୍କୁ ଗେହିବ ନବିନ ଶଳା

    • @prakashtarai896
      @prakashtarai896 2 года назад

      ଭାଇ ପୁରା ସଲିଟ୍ ଉତର ଦେଲ B J P

  • @osmoodishaofficial
    @osmoodishaofficial 7 месяцев назад +1

    ଭାଇ ଏଭାଇ ପ୍ରବଚକ ନା ରାଜନୀତି କରୁଛନ୍ତି ଏ କି ପ୍ରବଚକ ଆଂକେ କି ଜ୍ଞାନ ଦେବେ ମୁ ଭାବିଥିଲି ଭଲ ପ୍ରବଚକ ପ୍ରବଚନ ଦେଉଛନ୍ତି ଦେଖିଲା ବେଳକୁ ବାବୁ ରାଜନୀତି ପ୍ରବଚନ ଦେଉଛନ୍ତି ଯାତ୍ରା ଅଙ୍କର ଭଳି ଧନ୍ୟ

  • @bimbadharjena1572
    @bimbadharjena1572 2 года назад +1

    ଆରେ ଶଳା ଚାମଚା ତୁ ଶଳାଟା କ'ଣ ବାଳଟା ଜାଣିଛୁ କହିଲୁ ? ଏଇଥରକ ସେଠି ଚିତ୍ପଟାଙ୍ଗ ମାରିବ, ସତେଯେମିତି ନବୀନ ପଟ୍ଟନାୟକ ତୋ ବୋପା ସେହିପରି ପ୍ରଚାର କରୁଛୁ ।

  • @rajarao3365
    @rajarao3365 7 месяцев назад +2

    ସବୁ କାହାର ପଇସା ରେ ଦଉଛି ନବୀନ ଓଡ଼ିଶା କୁ ଟୁଲ କଲା

  • @ganeshmohanty6422
    @ganeshmohanty6422 Год назад +1

    ବିଜୁ ଜନତା ଦଳ ଓଡିଶା ପାଇଁ ବାଳ

  • @mananayak.697
    @mananayak.697 Год назад +6

    🙏ସାରା ଅଡିଶା ପଦ୍ମ ପୁଟିବ 🙏

  • @kumarlipu9503
    @kumarlipu9503 6 месяцев назад +2

    ଶଳା ମୁହଁକୁ ଲାଜ ନାହିଁ ନବୀନ ନାଁରେ ପାଣ୍ଡିଆ ଲୁଟୁଛି ଶଳା ଜାଣିପାରୁନା ତୋ ମୁହଁକୁ ଶଳା ଲାଜ ନାହିଁ ଏମିତି ପ୍ରଚାର କରୁଛୁ ଓଡ଼ିଶାର ପୁଅ ତୁ ଶଳା ବାଳ ଅଛି ତୋ ମୁଣ୍ଡରେ

  • @manojpanda8646
    @manojpanda8646 7 месяцев назад +2

    ଏଥର କୁଆଡେ ବୁଲୁଚ ବୁଲ
    ଗେଣ୍ଡା ନୁହେଁ ଖାଲି ଫୁଲ

  • @vijaypadhiari5266
    @vijaypadhiari5266 2 года назад +4

    ମନଜ ଭାଇ ନିର୍ବାଚନ କାଇଁ ମତିଚ ନିଜକୁ ନିଜେ ବଦନାମ କରୁଚ

  • @bishwamitrakarali3437
    @bishwamitrakarali3437 7 месяцев назад +2

    ଆଉ କାମ ଦେବ ନାହିଁ ନବିନା

  • @avayapanigrahi
    @avayapanigrahi 8 месяцев назад +1

    ନବୀନି ଶଙ୍ଖ ବାଜି ବ ନାହିଁ ରେ ତାହା ଡାଲା ବାଜିଲାନି ଜାଣି ପାରୁନ ୨୦ ଟଙ୍କାରେକାମ ଚଲେଇ ଦେଉଛ ତୁମେ କଉ୦ୁ ଜାଣି ଵ😂😂😂😂😂😂😂

  • @gyanasankarsahoo450
    @gyanasankarsahoo450 Год назад +1

    ଏ ଲୋକ ତାର ବୃତ୍ତି ଏବଂ ଟଙ୍କା ରୋଜଗାର କରିବା ଉଦ୍ଧେଶ୍ୟରେ ଏସବୁ କରୁଛି। କିନ୍ତୁ ଏହାର ବ୍ୟକ୍ତିତ୍ୱରେ କିଛି ମୂଲ୍ୟ ନାହିଁ କେତେବେଳେ ଠାକୁରଙ୍କ ପ୍ରବଚନ ଦେଇ ଲୋକମାନଙ୍କ ପାଖରେ ସରଳ ବ୍ୟକ୍ତିତ୍ୱ ବୋଲି ଜଣାଯାଇଛନ୍ତି ପୁଣି ଟଙ୍କା ପାଇଁ ଏସବୁ ନାଟ ଯଦି କରୁଛ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ବୃତ୍ତି ଭିତରେ ରୁହ ସମ୍ମାନ ପାଇବ ନ ହେଲେ ସମୟକ୍ରମେ ତୁଚ୍ଛା ଅପମାନ ହେବା ସହିତ ଅନ୍ୟ ବୃତ୍ତିଟି ତୁମ ପାଖରୁ ସ୍ବତ ଭାବରେ ଚାଲିଯିବ।

  • @KrishnaDas-ct4xq
    @KrishnaDas-ct4xq 7 месяцев назад +2

    ବିଜୁ ଜନତା ଦଳ ଖାଇବ ମୋର ପେଳ କାମୋ କିଛି ନାଇଁ

  • @bibhujena111
    @bibhujena111 9 месяцев назад +2

    🎉 ବୋଉ ଵିଆ ନବୀନ

  • @bijayamahanty8927
    @bijayamahanty8927 2 года назад +4

    ମଦୁଆ ମାତାଲ୍ କହୁଛ ଏ ଓଡ଼ିଶାକୁ ମଦୁଆ ମାତାଲ କରିଛି କିଏ

  • @Naruta-qc4dt
    @Naruta-qc4dt 5 месяцев назад +1

    🙏🙏🙏🙏👍👍👍👍👍👍

  • @adityanayak7513
    @adityanayak7513 2 года назад +7

    ଆମ ନବୀନ ପଠାଇ ଦେବ ଦାଦନ ଖଟିତେ 🤣🤣🤣🤣

  • @bhabagrahidas2385
    @bhabagrahidas2385 7 месяцев назад +2

    ଦାଦନ ଯା ଦାଦନ ଯା

  • @kaliadakua4373
    @kaliadakua4373 Год назад +1

    ମାଆଗିଆ କିପଚାର କରୁଚୁ

  • @ranjanpradhan8446
    @ranjanpradhan8446 7 месяцев назад +3

    ବାଳ ନା 😮😮😮

  • @bibhutibhusanpaikaray8181
    @bibhutibhusanpaikaray8181 6 месяцев назад

    ମନୋଜ ଭାଇ ତୁମ ପ୍ରବଚନ ଆମକୁ ଭଲଲାଗେ। କିନ୍ତୁ ଆପଣ ସବୁ କିଛି ଜାଣି ଦୁର୍ନିତୀ ଗ୍ରସ୍ତ ସରକାର ପାଇଁ କିଛି ଟଙ୍କା ଲୋଭରେ ପ୍ରଚାର କରୁଛ । ଧାମନଗର ବାସୀ ଜାଣିଛନ୍ତି ସୂର୍ଯ୍ୟବଂଶୀ ସୁରଜ୍ କେମିତି ବ୍ୟକ୍ତି ଆଉ ତାଙ୍କ ଚିନ୍ତାଧାରାକୁ। ତମେ ଯେତେ ଷ୍ଟାଇଲ ରେ ରାବିଲେ କଣ ହବ । ଆଉ ଏମିତି ମିଛରେ ରାବିଲେ ତମେ ଦେଉଥିବା ପ୍ରବଚନ ଉପରେ ଲୋକ ମାନଙ୍କ ଖରାପ ପ୍ରଭାବ ପଡ଼ିବ। ମୋ ମତରେ ଏଥିରୁ ନିବୃତ ରୁହନ୍ତୁ ଆପଣଙ୍କ ପାଇଁ ଭଲ ହେବ।

  • @asutoshpujari8951
    @asutoshpujari8951 2 года назад +5

    ବେହିଆ କହୁନୁ ସୁରଟ କାଇଁକି ଯାଉଛନ୍ତି ଲୋକ

  • @SibasankarBehera-t7i
    @SibasankarBehera-t7i 7 месяцев назад +2

    ଗୁହ ଖାଇବା ପସନ୍ଦ ଲାଗିଲା ଜଗନ୍ନାଥ ପ୍ରବଚନ ଭୁଲିଗଲା

  • @lokalsisir2779
    @lokalsisir2779 Год назад +1

    ମୋ ବାଳ ଯୋଜନା ଗୋଟେ କରି ଦିଅ ଏଥର।

  • @DeepakNaik-z7o
    @DeepakNaik-z7o 6 месяцев назад +1

    ବହୁତ ସୁନ୍ଦର

  • @udaykhilar2566
    @udaykhilar2566 7 месяцев назад +1

    ଧାମନଗରରେ, ପଡ଼ିଛି ହୁରି ଶଙ୍ଖ ଜୀବରେ ଫଟି

  • @BinodiniAshokMeher
    @BinodiniAshokMeher 7 месяцев назад +1

    Haribhu

  • @BighneswarBehera
    @BighneswarBehera 7 месяцев назад +1

    ଜୟଜଗନ୍ନାଥ ଭାଇ ଭଜନଗାଇବାଲୋକଆସୁଚପ୍ରଚାରଗାଡିରେ

  • @avimanyumajhi4445
    @avimanyumajhi4445 2 года назад +8

    Wait କର tame sabu jail jiba

  • @amubhai5175
    @amubhai5175 2 года назад +7

    ବାଳ ଉପଡ଼ିବେ

  • @tukunaful
    @tukunaful 7 месяцев назад +1

    ତାମିଲ୍ ଶଙ୍ଖ ଦରକାର ନାହିଁ ଆମର ।

  • @bishikeshanbehera5868
    @bishikeshanbehera5868 7 месяцев назад +1

    ଜଗନ୍ନାଥଙ୍କ ନାମ କହୁଥିବା ପାଟି ଏତେ ମିଛ କେମିତି କହୁଛି ।

  • @samirpattanaik7789
    @samirpattanaik7789 Год назад +4

    BEST COMMENTATOR. CONGRATULATION FOR THIS SPEAKING POWER.

    • @RajuKandi-y5z
      @RajuKandi-y5z 9 месяцев назад

      Best commentator❤❤❤❤

  • @PradeepDehuri-d4q
    @PradeepDehuri-d4q 5 месяцев назад

    ବହୁତ୍ ସୁନ୍ଦର ଭାଇ ମାଡ଼ିଚାଲ

  • @chandrasekharsamal9176
    @chandrasekharsamal9176 5 месяцев назад

    Fantastic, thank you navin babu.

  • @Debu1137
    @Debu1137 Год назад +2

    କିଛି ଲାଭ ହେଲାନି କାହିଁକି ଖାଲି ଟାରେ ଭୋକିଲୁ

  • @suryakanta665
    @suryakanta665 7 месяцев назад

    ନବୀନ ବାବୁ ଙ୍କ ପୁଅ ତ ସେଥିପାଇଁତ ପୁରା ସବୁ କଥା ଜାଣିଛନ୍ତି ଆଉ କାରନ ତାଙ୍କ ବାପା ସବୁ ଯୋଜନା କରିଛନ୍ତି ନା ଆରେ ଭାଇ ସବୁ ଯୋଜନା ପଛରେ କାହାର ପ୍ରକୃତ ହାତ ଅଛି ସେ ଟା କୁ ଭଲ ସେ ବୁଝିକି ଆସ ସେ ଯୋଉ ପ୍ରଚାର କରିନ କି ସବୁଜିନିଷ ଭଲ ସେ ବୁଝିକି କୁହ ହେଲା !

  • @bulumohapatra9948
    @bulumohapatra9948 7 месяцев назад +1

    ଆପଣକୁ ଶୋଭା ପାଉନି ଅତି ଶୀଘ୍ର ଦୁରେଇ ଯାନ୍ତୁ

  • @saratmohanty4255
    @saratmohanty4255 2 года назад +4

    ଅବନ୍ତୀ ଦାସ ଆଖୁ ବିଲ ଖସ ଖସ। ଆଉ ବାଳ ଅଛି ଯେ କରିବ ଚାଷ।

  • @dolamanipodh6329
    @dolamanipodh6329 7 месяцев назад +1

    ବାଲ ପାଇବ।

  • @sureshswain5734
    @sureshswain5734 2 года назад +4

    ଓଡ଼ିଶାରେ ଋଣ ଭାର କେତେ ଅଛି କହିଲନି

  • @Raman6677-u2m
    @Raman6677-u2m 7 месяцев назад

    ଦେଖରେ ଏ ସାଧୁକୁ ଯିଏ ପ୍ରଭୁଙ୍କର ପ୍ରବଚନ ଦିଏ ଆଜି ଏ ଠକ ସରକାର ସହ ସମାନ। ଏଟା ସତରେ କଳି ଯୁଗରେ।ସାଧୁ ପଛରେ ବିରାଟ କାହାଣୀ ଛି

  • @dillipmohanty2346
    @dillipmohanty2346 2 года назад +1

    BJD STORY KARUCHI vote Paiba pai... Change this Government yaro

  • @RanjeetsahooRanjan
    @RanjeetsahooRanjan 7 месяцев назад +2

    ପଦ୍ମ ଫୁଲ ରେ ପୋକ ନାଇ ରେ ଝିଅ ଗିହଣା

  • @Rakesh-u2f2m
    @Rakesh-u2f2m 9 месяцев назад +1

    Jay.b.jd

  • @bnayak2202
    @bnayak2202 7 месяцев назад

    ଆରେ ଏ ପ୍ରବଚକ ଭାଇ, ନବୀନ ପାଖରେ ପଶୁଚ ଠାଇଁ,,, ତମ ମୁହଁ ଟିକେ ସରମ ନାହିଁ,, ନବୀନ ର ତୁ ଧରମ ଜୁଇଁ,,, ତ ସମ୍ମାନ ହାରୁଛୁ କିଛି ଟଙ୍କା କ ପାଇଁ,,, ଘୁଡା ମୁହାଁ ତୋତେ ଲଜ୍ୟା ତ ନାହିଁ,,,😅

  • @tapucreation5896
    @tapucreation5896 5 месяцев назад

    Monoj Pradhan nkara voice must bls . Nilagiri re gote voice karichanti bahut must......

  • @jitendrabaral3456
    @jitendrabaral3456 2 года назад +3

    BJD Jatraparty Bhala. Bhala Nataka kare 24 Barsa Ra Jatraparty Ebe Olata Tankadei Nacha karuchi Nabin Nacha Au Loka Dekhibeni ( 3rd Class) Jatra

  • @jagannathswain4211
    @jagannathswain4211 6 месяцев назад

    Manoj Babu please be away of politics your devotional speech is really heart touching ..if you continue this people will give up..

  • @santoshbehera938
    @santoshbehera938 5 месяцев назад

    B J D jindabat

  • @ManasKarada-s5q
    @ManasKarada-s5q 6 месяцев назад

    ଓଡ଼ିଶାର 90% ଖେତିବାଡି କାମ ଭାଗ ଚାଷୀ କରନ୍ତି ଆଉ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରୁହନ୍ତି ନିଜର ଚାଷଜମି ନଥିବାରୁ ଆଉ ଯେଉଁ ଯୋଜନା ରହିଲା ସେଥିରେ ପିଲାଙ୍କର ଅଣ୍ଡା ଛତୁଆ ବହିପତ୍ର ଡ୍ରେସ ସେମାନେ ସେତିକି କିଣିପାରିବେ ଓଡ଼ିଶାର ଗରିବ ଗୁରୁଵା ଭାଇ ମାନଂକୁ କେରଳ, ତାମିଲନାଡୁ , ସୁରଟ, ଭଳି ଅନେକ ରାଜ୍ୟର ଦାଦନ ଠିକାଦାର ମାନେ ସାହା ଯଦି ଓଡ଼ିଆ ହାତରେ ଖଟିକି ଖାଇବାକୁ କାମ ଯୋଗାଇପାରିବ ସେ ହେବ ଓଡ଼ିଶାର ଉପଯୁକ୍ତ ସରକାର

  • @Sibaram12370
    @Sibaram12370 7 месяцев назад +2

    ଜୟ ଜଗନାଥ🙏🙏🙏🙏

  • @ManojDas-dw2ij
    @ManojDas-dw2ij 2 года назад

    Bjd bahut vot re jitiba 👈❤️ only bjd jindabad 👌👌👌👈❤️

  • @siba.123
    @siba.123 2 года назад +9

    Jay Bjp

  • @OFFICIALDOROMAN
    @OFFICIALDOROMAN 6 месяцев назад +1

    ହଁ ତୁମେ ଜିତିବ❤ɢᴏᴅ ʙʟᴇꜱꜱ ʏᴏᴜ🎉ଜୟ ଜଗନ୍ନାଥ 😍 ଜୟ ବିଜେଡି 😊

  • @khirodkumargouda8545
    @khirodkumargouda8545 2 года назад +1

    ଧାମନଗର ରେ g maraiba ରୁହ 😂😂😂,ଭୋଟ ପିଛା ୫୦୦ ନା କେତେ ଦେଇଛ