News Fuse 25 SEPT 2024

Поделиться
HTML-код
  • Опубликовано: 25 сен 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    RUclips: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Комментарии • 91

  • @MarkandaNaik-wq7ni
    @MarkandaNaik-wq7ni День назад +16

    First comment first view like koro 😄🙏🙏🎉🎉

  • @-manas-ranjan-143
    @-manas-ranjan-143 День назад +17

    ବିଜୁ ଜନତା ଦଳ, ରାଜ୍ୟକୁ କରିଛି ଖୋଳ। ବୋତଲ ମାଉଁସ ଝୋଳ, ଜନତାଙ୍କ ଚାଳ ଛପର ଝାଳ ସେଗୁଡିକ ଦିଶିଲାନି ବିଶ୍ୱସ୍ତରୀୟ ରେ ଖେଳ, ପାଠ ପଢି ସୁଧା ଦାଦନ ଆସିଲୁ ସରକାର ଙ୍କର ଥିଲା ନିଦ ପ୍ରବଳ !!

    • @laxminarayanbehera2674
      @laxminarayanbehera2674 17 часов назад +1

      Bjp ashila abe bhai dadan khatibaku jaoni tuma bhagya badali gala

    • @laxminarayanbehera2674
      @laxminarayanbehera2674 17 часов назад

      Alu 40,puja 70,oil puni 20 , bahut khushi

    • @-manas-ranjan-143
      @-manas-ranjan-143 12 часов назад +1

      ​@@laxminarayanbehera2674 ଭାଇ ମୁଁ bjd, bjp, congress କାହାକୁ ସପୋଟ୍ କରେନି ନିଜେ ପରିଶ୍ରମ କରି ଖାଉଛି ସେଥିପାଇଁ ମୁଁ ସବୁ ଦଳକୁ ଏମିତି କହୁଛି। କିନ୍ତୁ ତୁମ କଥାରୁ ଜଣା ପଡୁଛି ତୁମେ bjd ଭକ୍ତ 😂😂 ତୁମ ସରକାର 23 ବର୍ଷ ଧରି ଶାସନ କଲା କହି ପାରିବ କି କେତେ ବେକାରୀ ସମସ୍ୟା ଦୂର କରିଛି ? ବାଙ୍ଗଲାଦେଶୀ କୁ ଓଡ଼ିଶାର ବିଭିନ୍ନ ସ୍ଥାନରେ କାହିଁକି ରଖିଛି ? ଓଡ଼ିଶାରୁ କେତେ ପିଲା ବାହାରେ ଦାଦନ ଶ୍ରମିକ ? ଯଦି ଏସବୁ ଜାଣିନ ତାହେଲେ ତୁମ ହିସାବରେ ମୁଁ bjp ବାଲା ଏବେ ଖୁସି ତ ?😂 500 ଟଙ୍କା ନେଇ ମୁଁ ତୁମ ପରି bjp କୁ ଭୋଟ ଦେଇଛି !

    • @-manas-ranjan-143
      @-manas-ranjan-143 12 часов назад

      ​@@laxminarayanbehera2674 ତାମିଲନାଡୁ ରୁ ଆସି ଓଡିଶାକୁ ଶାସନ କଲା ଜଗନ୍ନାଥ ମନ୍ଦିରରେ ଗୋରୁ ମାଂସ ଭକ୍ଷଣ କରିଥିବା ଲୋକକୁ ପୁରେଇଲା ସେଇଟା ଦେଖା ଗଲାନି ତୁମକୁ ଭାଷଣ ମାରୁଛ ମୋତେ ।

    • @-manas-ranjan-143
      @-manas-ranjan-143 12 часов назад

      ​@@laxminarayanbehera2674 20 sept ର ନ୍ୟୁଜ୍ ଫ୍ୟୁଜ୍ ଦେଖ bjp କୁ ବି କହିଛି । ତାମିଲନାଡୁ ରୁ ଆସି ଓଡ଼ିଶାକୁ ଶାସନ କଲା ଜଗନ୍ନାଥ ମନ୍ଦିରରେ ଗୋରୁ ମାଂସ ଖାଇଥିବା ଲୋକକୁ ପୁରେଲା ସେଇଟା ଦେଖା ଯାଉନି ତୁମକୁ ଭାଷଣ ମାରୁଛ ମୋତେ ।

  • @bunumuduli4519
    @bunumuduli4519 День назад +6

    Thana re lembu au lanka darkar nahi adhika s.p au d.s.p officer darkar 😂😂😂😂😂😂😂tahele Loka mane bhala re rahibe❤❤❤❤❤❤

  • @SKLBB4040
    @SKLBB4040 19 часов назад +4

    ସେଥି ପାଇଁ ତ ମୋହନ ମାଝୀ ଖୋଳି ଖୋଳି ଧାନ ସବୁ ବାହାର କରୁଛନ୍ତି। ବାକି ରହିଲା ମୂଷା ମାନଙ୍କୁ ପଞ୍ଜୁରି ରେ ପୁରେଇବା।

  • @BhagyabantaAdbang
    @BhagyabantaAdbang 14 часов назад +4

    ବିଜେଡି ଭାରି ସଚୋଟ ଦେଖେଇ ହେଉଛି ଲାଜାଲାଗୁନି 😂😂😂😂😂😂😂😂😂😂😂😂😂😂😂😂😂😂😢😢😢😢😢😢😅😅😅😅😅😅😅😅😅😅😢😢😢😢😢

  • @sudamnayak1904
    @sudamnayak1904 День назад +4

    Ame biju babu ku janichu nabina babu ku nehe

  • @BhubaneswarBehera-nr8ir
    @BhubaneswarBehera-nr8ir 13 часов назад +2

    BJD ଦଳରେ ଯେତିକି ନିଲ୍ଲଜ ହିଁ ରହିଛନ୍ତି, ଏମାନଙ୍କୁ ଲାଜ ସରମନାହିଁ, ରସି ଜଳିଯାଇଛି ହେଲେ ବାହାପିଆ ଯାଇନି.

  • @vikramkesharibehera1616
    @vikramkesharibehera1616 17 часов назад +2

    ଭରତପୁର ଥାନା ପୋଲିସ ଦୋଷ, ସେଠି Ex Army Retd ଲୋକଙ୍କୁ ନିଯୁକ୍ତି ଦିଅନ୍ତୁ, ଲୋକମାନେ ପୋଲିସ କୁହ ଛାଡି Army ଵାଲା ଙ୍କୁ ହିଁ ଅଭିଯୋଗ କରିବେ ଏବଂ ନ୍ୟାୟ ପାଇବେ

  • @prasantapattanaik862
    @prasantapattanaik862 15 часов назад +2

    ଶଳେ ବ୍ୟବହାର ଭଦ୍ରାମୀ ଆଗ ଶିଖ। ବାଳ ଭୁତ ପ୍ରେତ ଗ୍ରହ ଦଶା କରି ଗ୍ରହ ଶାନ୍ତି କରୁଛ ଲୋକଙ୍କୁ ଅଭଦ୍ର ଅଶାଳୀନ ଅତ୍ୟାଚାର କରି ଆଉ ବାଜେ କଥା କାମ କରୁଛ?

  • @srpcreatorsuman5317
    @srpcreatorsuman5317 День назад +2

    ଦାମ ବାବୁ ଯେମିତି କହୁଥିଲେ ତାଙ୍କରି ଗୁଣ ଟା ପୁଅ ଉପରେ ଅଛି ଯଦି ରାଜନୀତି ରୁ କିଛି ଗୁଣ ଟିକେ ଥାଆନ୍ତା ତେବେ ହାରି ନ ଥାନ୍ତେ । ଖାଲି କଥା ପ୍ରବଳ କାମ ଦୃବଳ ଏ କଥା ତାଙ୍କରି ଦଳୀୟ କର୍ମୀ କଥା ହେଉଛନ୍ତି , ବାକି ଆମେ ତ ତାଙ୍କ ନିର୍ବାଚନୀ ମଣ୍ଡଳୀ ରେ ନୁହଁ ଆଉ ଦଳୀୟ ବି ନୁହଁ 😆😆

  • @biswajeetsahoo1234
    @biswajeetsahoo1234 День назад +2

    News fuse comedy dwara jana sachetana karuthibaru bahut bhala laguchi, sethi pain Sree jagannath nka pakhre prathana karuchu apanamane sabubele aibhali agaku madichalantu😇😇

  • @BijayKumarbarikBijayKumar
    @BijayKumarbarikBijayKumar День назад +2

    Bhala Comedy karile Bhai Sambit.

  • @manashkumarpradhan9349
    @manashkumarpradhan9349 16 часов назад +1

    ଭରତପୁର ଥାନାର ଡିଜାଇନ ଭଲ ଅଛି ବୋଲି ଯଦି ନଜର ଲାଗୁଛି ତାହେଲେ ଏତେ ଡିଜାଇନ କରିପାରିଲେ CCTV କାହିଁକି ଲଗେଇ ପାରିଲେନି? ସାଧାରଣ ନିରୀହ, ଗରିବ ଲୋକଙ୍କୁ ଅନ୍ଧବିଶ୍ୱାସର ଆଳରେ ଥାନାକୁ ଆଣି ପୋଲିସ ଵାଲା ବହୁତ ହଇରାଣ ହରକତ କରନ୍ତି ଏଠି କିନ୍ତୁ ନିଜେ ଲେମ୍ବୁଲଙ୍କା ଥାନାର ପ୍ରାଙ୍ଗଣରେ ଟାଙ୍ଗୁଛନ୍ତି ଇୟେ ହେଉଛି ଆମର ମହାନ ପରମ୍ପରା | ଏଠି ମଳିମୁଣ୍ଡିଆ କଲେ ଅନ୍ଧବିଶ୍ୱାସ କିନ୍ତୁ ବଡ଼ବଡିଆ କଲେ ଗ୍ରହ କଟିବ |
    ବାଃ....ବାଃ ରେ ମଣିଷ ତିଆରି ନୀତି...!🤗🤗🤗

  • @geetanjaliacharya6079
    @geetanjaliacharya6079 День назад +1

    God bless you to your family sir 🙏

  • @ParameswarJani-x5d
    @ParameswarJani-x5d 18 часов назад +1

    ଘୋର କଳି କାଳ 😄😄

  • @ajitmallick2877
    @ajitmallick2877 День назад +1

    Laaza nahi tamaku

  • @143Susanta
    @143Susanta 14 часов назад

    ନଜର ଲାଗିଲା ବୋଲିତ ସାରା ଦେଶରେ ଆଜି ଏଇ ଥାନା ନୁମ୍ବର 1 ରେ ହେଲେ ମୁଁ ବୁଝି ପାରୁନି ଏମିତିକା କଣ ପାଇଁ ହୁଅନ୍ତି ସବୁ ଅଫିସର ଵାଲା ପଦବୀ ପାଇବା ପରେ ଗୋଟେ army ଅଫିସରଙ୍କୁ ନ୍ୟାୟ ମିଳୁନି ଆମକୁ କଣ ନ୍ୟାୟ ମିଳିବ ଧନ୍ୟ ଧନ୍ୟ ହେ ଆମର...............................................

  • @prasantapattanaik862
    @prasantapattanaik862 15 часов назад

    ପ୍ରତ୍ୟେକ ଦୋଷୀକୁ ଉତ୍ତମ ଦଣ୍ଡ ବ୍ୟବସ୍ଥା ହେଲେ ଅପରାଧ ଦୋଷ ନିଶ୍ଚୟ କମିବ।

  • @143Susanta
    @143Susanta 14 часов назад

    ଯାହା ହଉ ଥାନାକୁ ନଜର ଲାଗିଛି ସେଥିପାଇଁ ନୂଆ ଚାର୍ଜ ନେଇଥିବା ବାବୁ ଏଵେ ନିଚୟ ଶାନ୍ତିରେ ଡିଉଟି କରିପାରିବେ କାରଣ ନବଗ୍ରହ ପୁଜା କରୁଛନ୍ତି ତ ସେଥିପାଇଁ 🙏🏿🙏🏿🙏🏿

  • @143Susanta
    @143Susanta 14 часов назад

    ପାରାଦ୍ୱୀପର ହିରୋ ସବୁ ଆଜି ସତକଥା କହିଲେ କାରଣ ସେ ମୋହାନ ଲୋକତ ସେଥିପାଇଁ 🤣😂🤣

  • @143Susanta
    @143Susanta 14 часов назад

    ଏଇଟା ଆମ୍ବୃତ ସେଥିପାଇଁ ଏଵେ ସବୁଠି ଉପସ୍ଥିତ ଅଛନ୍ତି ମନ୍ଦିରରେ, ସ୍କୁଲ ରେ, ଥାନାରେ, ଇତି ସବୁ ଅଫିସ ରେ ଏହା ବିଦ୍ୟବାନ ଖାଲି କିଏ ଜନସାଧାରଣ ପିଇଲେ ଫାଇନି ନେବେ 🤣😂🤣

  • @vikramkesharibehera1616
    @vikramkesharibehera1616 16 часов назад

    Last କୁ ଏଇ ବାବୁ ମିଳିଲେ, ପଦ ସମ୍ଭାଳିବାକୁ, ୟାଙ୍କ ର ତ ପୁରୁଣା Case ଅଛି

  • @143Susanta
    @143Susanta 14 часов назад

    ବୋଧେ କରେଣ୍ଟ ବିଲ୍ଲ ଅଧିକା ହେଇଯାଇଛି ବୋଲି ସରକାର ଏଇ ନୂଆ ଯୋଜନା କରିଛନ୍ତି ପିଲା ମାନେ ସବୁ ଦିଦିଙ୍କୁ ବିଞ୍ଚୁଛନ୍ତି ମତେ ଲାଗୁଛିକି ଯେମିତି ପ୍ରଭୁ ବିଷ୍ଣୁ କି ଶୟନ କରିଛନ୍ତି ଏଇ ଜାଗାରେ 🤣😂🤣 ଏହା ଆମର ଭବିଷ୍ୟତଙ୍କର ଦୁସ୍ୟ ଆଗକୁ ଯାହା ହବ ଦେଖା ଯାଉଛି

  • @143Susanta
    @143Susanta 14 часов назад

    ଯାହା ହଉ ଶଙ୍ଖକୁ ଭାଷଣ ଦେବାର ସୁଯଗ ମିଳିଲା ହେଲେ ମୁଁ ବୁଝି ପାରୁନି ଦଳ ଗାଦୀରୁ ଗଲା ପରେ ଵେବସ୍ତା ବେହାଲ ଆଗରୁ ନେତା ମାନେ ଆସିଲା ପୂର୍ବରୁ ସବୁ ରେଡି ଥିଲା ଏଵେ ବହୁତ ଦୁଃଖ ଲାଗୁଛି 😭😭😭 ଆପଣ ଠିକ ଜାଣନ୍ତି

  • @kailashkanhar9005
    @kailashkanhar9005 17 часов назад

    ଏବେ ଜଣାପଡ଼ୁଛି ପ୍ରକୃତ୍ତରେ ପଇସା କାହାର. . . . .

  • @143Susanta
    @143Susanta 14 часов назад

    ଯାହା ହଉ ଶଙ୍ଖକୁ ଭାଷଣ ଦେବାର ସୁଯଗ ମିଳିଲା ହେଲେ ମୁଁ ବୁଝି ପାରୁନି ଦଳ ଗାଦୀରୁ ଗଲା ପରେ ଵେବସ୍ତା ବେହାଲ ଆଗରୁ ନେତା ମାନେ ଆସିଲା ପୂର୍ବରୁ ସବୁ ରେଡି ଥିଲା ଏଵେ ବହୁତ ଦୁଃଖ ଲାଗୁଛି 😭😭😭 ଆପଣ ଠିକ ଜାଣନ୍ତି ନାରଣ

  • @SuriyaprabhaRaodora-dx7zb
    @SuriyaprabhaRaodora-dx7zb 12 часов назад

    Kahaku dos n de e amanku punishment miliba darkar

  • @RakeshDas-ip3rs
    @RakeshDas-ip3rs 4 часа назад

    Otv is always against the BJD team.

  • @DebendraKumar-xo7rd
    @DebendraKumar-xo7rd День назад

    ଆରେ ଭାଇ ତମେ ଯୋଉ ଡେଲଗାଉଛ ଶେ ସିଆସେ କଣ ହେଲା କାଗୁନା ସେଗୁଡ଼ା ଗାଣ୍ଡିରେ ବୋଧେ ପାଁଇ ନାହିଁ ଫାଟି ନେଇଛି ବୋଧେ ମନ୍ତ୍ରୀ ଭଣଜା କୁଆଡେ galaa

  • @prasantapattanaik862
    @prasantapattanaik862 15 часов назад

    ମୁଁ ଜାଣିନି ଏକ ସହଜ ସୁନ୍ଦର ଉତ୍ତର। ଦୋଷ ଖତମ୍।

  • @prasantapattanaik862
    @prasantapattanaik862 15 часов назад

    ଗାଡି ଅନେକ ସମୟ ଚାଲିଲେ ଟିକେ ବିଶ୍ରାମ ଦରକାର ନ ହେଲେ ଇଞ୍ଜିନ ଗରମ୍ ହେଇଯାଏ। ବିଜେଡି ର ସେଇ ଅବସ୍ଥା ହେଇଛି।

  • @Gobinda375
    @Gobinda375 День назад

    ନାରଣରେ ପଣ୍ଡିତ ତ ପାଇଲୁ ଆଉ ଦୁଇଟା ଭଲ ଗୁଣିଆ ନେଇ ଭରତ ପୁରର ମଉଜା କୁ ଟିକେ କିଳି ଦେଲେ ଭଲ ହୁଅନ୍ତା। ସେପଟେ ସେନା କହିଲେଣି ପ୍ରମାଣ ନଷ୍ଟ କରିଛନ୍ତି ଭାଇନା ଏବଂ ପୋଲିସ୍! ନାରଣ କିଳା ବୁଲୁଛି ରେ.... ା

  • @babulisahoo8399
    @babulisahoo8399 16 часов назад

    ଆଉ ବାଳ ଅଛି ଯେ ସୁନୁ ପାମ୍ପୁଡ଼ି ଖାଇବ

  • @pptransport7046
    @pptransport7046 19 часов назад

    ଦିଦୀ pregnant ଅଛନ୍ତି 😂😂😂😂

  • @SukuJani143
    @SukuJani143 6 часов назад

    ବିଜେଡି କୁ ଜାନି ବିଚାରୀ କି ହରାଇ ଦେଚ |

  • @taranisuna4333
    @taranisuna4333 13 часов назад

    Brahmana mane ta India ku khaile

  • @Pradeepkumar-rr1vl
    @Pradeepkumar-rr1vl День назад

    Dont show old clips of UO

  • @BishnuParida-f1m
    @BishnuParida-f1m 15 часов назад

    Very nice episode

  • @SarataKadraka-w8x
    @SarataKadraka-w8x День назад

    Very good News sir😂😂😂

  • @sarojkumarkabi4588
    @sarojkumarkabi4588 19 часов назад

    Bjd neta a Musa gatare luchichhanti
    Vigilance Bala dhanda ,dhamana

  • @BB-nr4zb
    @BB-nr4zb 18 часов назад

    Puja. karini.. Better heba police nkara behavior change karao

  • @bijayamuni2657
    @bijayamuni2657 4 часа назад

    Narana bhai nanara puja dekhi mora au job karibaku icha houni ba tama patu yadi kou thanare nazar lagithiba mote dakiba rana rahila ok😅😅😅

  • @sudamsahu6111
    @sudamsahu6111 17 часов назад

    VeryniceEpisod

  • @sudamnayak1904
    @sudamnayak1904 День назад

    Kn bhai a biju janata dala na nabina babu dala

  • @sushantakumarpatra7663
    @sushantakumarpatra7663 День назад

    Just to wash out proof

  • @kartikarout7124
    @kartikarout7124 20 часов назад

    ଢମଣା କିଏସେ ପାଣ୍ଡୁ

  • @SubashDassubashDas-yh6uq
    @SubashDassubashDas-yh6uq День назад

    S.rout.gote..dahara

  • @DebendraKumar-xo7rd
    @DebendraKumar-xo7rd День назад

    Sur jouta kahile thik tela rate kia badheichi kahibuki

  • @KulamaniPanda-r3r
    @KulamaniPanda-r3r 14 часов назад

    ବିଜେପି good ଶାସନ

  • @ramanarao2410
    @ramanarao2410 16 часов назад

    Nawen ku out stat ma goodwil

  • @Rasmita2863
    @Rasmita2863 День назад

    କଥା କୁହା କପିଳା ବିଜେଡି😂

  • @NirupamaBindhani-u2u
    @NirupamaBindhani-u2u 19 часов назад

    100% sato

  • @GoutamJena-wt2sp
    @GoutamJena-wt2sp 5 часов назад

    Bala na

  • @SamapikaRoja-fz6wo
    @SamapikaRoja-fz6wo День назад

    BJD nub 1

  • @sudhansukumarbal3419
    @sudhansukumarbal3419 22 часа назад

    Unit program

  • @DebendraKumar-xo7rd
    @DebendraKumar-xo7rd День назад

    ବିଜେଡି jindabad

  • @BANITANAYAK-r6q
    @BANITANAYAK-r6q День назад

    Ea puja kari asabu prove livhae deba chakara

  • @punrnachandrapanda6715
    @punrnachandrapanda6715 19 часов назад

    ଆଉ ସପନ ଦେଖ ନି

  • @kapilashmajhi5106
    @kapilashmajhi5106 19 часов назад

    ଜୟ ଜଗନ୍ନାଥ

  • @biswajitbehuria9614
    @biswajitbehuria9614 23 часа назад

    Narana kichhi janini

  • @rajeshmohanty1236
    @rajeshmohanty1236 День назад

    Bahutu Bhala lagila ❤❤❤

  • @maitri56
    @maitri56 День назад

    😂😂😂 badhiya episode

  • @Jagannath-m2x
    @Jagannath-m2x 4 часа назад

    Madichala😂😂😂😂

  • @MAHESHDORA-zu5vk
    @MAHESHDORA-zu5vk День назад

    😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @satyanandarout731
    @satyanandarout731 День назад

    Tu m g n f kalu

  • @devdilwale6166
    @devdilwale6166 19 часов назад

    ବାପ ଯେମିତି ଥିଲା ପୁଅ ବି ବଧ ପାଗଳ.....ଦାମ ପୁଅ ଟି.....full ପାଗଳ

  • @PriyankaSingh-bl3kb
    @PriyankaSingh-bl3kb 10 часов назад

    😊😊😊😊😊🙏🙏🙏🤗🤗😁😁😁😁🤔

  • @ramanarao2410
    @ramanarao2410 16 часов назад

    Guru dakhina

  • @punrnachandrapanda6715
    @punrnachandrapanda6715 19 часов назад

    😂

  • @ShaikhJairuddin
    @ShaikhJairuddin День назад

    Bjd

  • @SaudaminiDas-t8i
    @SaudaminiDas-t8i 19 часов назад

    Didi ratire soei nthile