@@Odishapoliticsindharada nups ashram school kebe thu hela Bhai?tame ama laxmipur ra nuhen bodhe,bahara loka hei besi janichha ama local tharu,,any politician ku support kara pandu hau ki feku ki pappu,kintu bhul re b emiti support Kariba thik nuhen,nups state govt school janichha hele b ashram school kahuchha,
Government school re sabu amiti chalichi...1000 pila school asuthibe... hele ..amiti khaiba ku dekhi ki...200 pila khauthibe....😢 Asabu ama..nua sarakara mohon charana majhi tike..dhyana deba darkara...sabu government school re amiti chalichi..👍 Jay Jagannath. 🙏
ଓଡ଼ିଶା ସବୁ ବିଧାୟକ ଏମିତି କା ହେବା ଦରକାର ଧନ୍ଯବାଦ ସାର
ଧନ୍ୟବାଦ କୋରାପୁଟ ବିଦାୟକ ❤❤❤❤
Koraput nhi laxmipur
@@rutun4057 Ok
Munda pichha kete tanka dauchanti.. tike pachara
Hrudaya ru Dhanyabad bidhayaka Vai nku....sobu bidhayaka emiti hoba uchit...❤❤❤
ଏହା ରୀତିମତ ,ବିଧାୟକଙ୍କ ସହ,ପ୍ରଶାସକ ମହୋଦୟ ,ଭବିଷ୍ୟତଙ୍କ,ଖାଦ୍ୟ ଓ ଶିକ୍ଷା 🙏🙏
ବେଧ ରାତ ନିତି ଚାଲିଛି ଆମ ଓଡ଼ିଶାରେ
ଏହି ପରି ସମସ୍ତ ବିଭାଗରେ ତଦନ୍ତ କରନ୍ତି ତେବେ କିଛି ସୁଧାରି ଯିବ ତା ଛଡ଼ା MDM ର ମାନ ବଢ଼ାଇବାକୁ ହେଲେ ସେହି ହିସାବରେ ପଇସା ବଢ଼ାଇବା ଦରକାର, ଅଯଥାରେ ଅନ୍ୟ କୁ ଦୋଷ ଦେବା ଠିକ୍ ନୁହେଁ
ବିଧାୟକ sir ଙ୍କୁ ଟିକେ ପଚାରନ୍ତୁ...
ସେ ଭାତ ଡାଲମା ପାଇଁ ହୋଟେଲ ରେ କେତେ payment କରୁଛନ୍ତି
Thn ଆହାର କେନ୍ଦ୍ର ଗୋଟିଏ meal👌କୁ tender କେତେ ହେଇଛି...
ତାପରେ ସ୍କୁଲ ରେ mdm check କରିବେ
Teacher rosei karibe ki ?
ଡାଲମା ଭାତ ଲାଗି କେତେ ପଇସା ଆସୁଛି ଜାଣିଛନ୍ତି, ଅଯଥା ଶିକ୍ଷକ ମାନଙ୍କ ଉପରେ ବର୍ଷିଲେ କିଛି ଲାଭ ନାହିଁ
Rosei kn teacher karibe ?
Thik kahicha bhai .... Se ବିଧାୟକ ଭାଇ ଜାଣି ନାହାନ୍ତି gov. Ei midday meal re munda puchha kete tanka dauchi 😂😂
ବିଧାୟକ ଭାଇ ଟିକେ ତାଙ୍କ ଉପର ନେତା ଙ୍କୁ ପଚାରନ୍ତୁ କେତେ ଟଙ୍କା ଦେଇଛନ୍ତି mid day meal pai 😅
୧୦ଜଣ ପିଲା ଆସିଥିଲେ ୩୦ଜଣ ରେଜିଷ୍ଟର ରେ ପଡ଼ୁଚି.....କିନ୍ତୁ ରୋଷେଇ ଭଲ ହୋଇପାରୁନି
@@Mr___Leo-CN ki logic lagaucha mmm! Jadi 10 ଜାଗାରେ 30 register re pakauchanti jadi gote absent pila kichi crime karuchi jadi teacher taku present karichanti tahele kie responsible haba ? Kichi ta vabiki logic ଲଗାନ୍ତୁ ? ଗୁରୁ ନିନ୍ଦା ନର୍କ ଗାମୀ ....ଆଉ ରହିଲା ଆପଣ ବୋଧେ ଗୋଟେ ପିଲା ପାଇଁ କେତେ ଟଙ୍କା ଆସୁଛି ତାହା ଆପଣଙ୍କୁ ଜଣା ନାହିଁ
ଧନ୍ୟବାଦ କୋରାପୁଟ ବଧାୟକ ବାବୁ❤❤❤❤🙏🙏
ଧନ୍ୟବାଦ କୋରାପୁଟ ବିଧାୟକ ❤❤❤❤❤❤❤
5 ଟଙ୍କା ରେ 5 star hotel rosei କରିକି ଦେବେ ନା, ଯେତିକି ପିଲା ଆସିଥିବେ ତା ଠୁ 4-5 ଟା ଅଧିକ ନ ପକେଇଲେ adjust କରି ହେବନି, ଏତେ problem ଯଦି ଏ mdm ଟା ବନ୍ଦ କାହିଁକି ନ କରୁଛ
Headmaster kanpny dismis hele
@@BiswaJeet-r1x ମାର ମାର ଭଣ୍ଡାରିଆ କୁ ମାର ନୀତି ଚାଲିଛି
@@BiswaJeet-r1x I am not belong to that school but I knew the fact,may be the hm was accused but it is overall problem of the state
Eita MDM nuhe madam Ashram school hostel food under ITDA govt of odisha. per head pila mankar khaiba re 1000 rauchi
@@Odishapoliticsindharada nups ashram school kebe thu hela Bhai?tame ama laxmipur ra nuhen bodhe,bahara loka hei besi janichha ama local tharu,,any politician ku support kara pandu hau ki feku ki pappu,kintu bhul re b emiti support Kariba thik nuhen,nups state govt school janichha hele b ashram school kahuchha,
5ଟଙ୍କା 90ପଇସା meal prati ହେଲେ ଅଣ୍ଡା ଗୋଟିଏ 7ଟଙ୍କା ।ତରକାରୀ ପାଇଁ ପରିବା ତେଲ ମସଲା ଦରକାର ଜାଳେଣି ଗ୍ୟାସ କେତେ ଖର୍ଚ୍ଚ। ଏ ସବୁକୁ mla ଏବଂ ସାମ୍ବାଦିକ ବନ୍ଧୁ ଟିକିଏ ହିସାବ କରିବା ଉଚିତ୍। ଜଳଖିଆ ଦୋକାନ ରେ ବରା କିମ୍ବା ଗୋଟିଏ ଆଲୁଚପ ର ଦାମ 5ଟଙ୍କା। ସରକାର 5 କି 6 ଟଙ୍କା ଦେଇ ସେଥିରୁ ମାଷ୍ଟର ଖାଇଦେଲା କହିବା ସସ୍ତଳିଆ ମନ୍ତବ୍ୟ।ଧନ୍ୟ କହିବା ଆପଣ ମାନଙ୍କୁ।
😂😂😂😂
Exactly
ନିର୍ଲଜମାନେ 5.90 ପଇସା ଦେଇ ଏତେ କଥା କୁହ ନାହିଁ। ନିଜେ MDM ଦେଇ ଦେଖ କିପରି ଦେବ
ଧନ୍ୟବାଦ୍ ବିଧାୟକ sir
MLA Sir ଆପଣଙ୍କ ଘରେ ଥିବା କୁକୁର ଖାଉଥିବା ଖାଦ୍ୟ ଟ . 5.90 ପଇସା ରୁ ନିଶ୍ଚୟ ଅଧିକ ହୋଇଥିବ । କିନ୍ତୁ ଆପଣ ଏଠାରେ ଶିକ୍ଷକ ମାନଙ୍କୁ ନିନ୍ଦା କରୁଛନ୍ତି । ଯଦି କିଛି କହିବାର ଅଛି , ସରକାରଙ୍କୁ କୁହନ୍ତୁ ସେ mdm ର ମାନ ବଢ଼ାଇବାରେ ସାହାଯ୍ୟ କରିବେ ।
Dhanyabad sir 🌹🌹🌹🙏🙏🙏
ଭାଇ ସବୁ ଠିକ୍ ଅଛି, ବାକି ସ୍କୁଲ ଖୋଲା ହେଇନି ୧୦ ରେ ଖାଇବା ready ହୋଇ ସାରିଲାଣି 😂😂😂😂😂😂😂😂
Thank you MLA sir very good job 🙏🙏🙏
ଉଚ୍ଚ ଶିକ୍ଷା କ୍ଷେତ୍ର ରେ ନିଯୁକ୍ତି ବାହାର କରନ୍ତୁ
ଧନ୍ୟବଦ ସାରେ
ସ୍କୁଲ ମାନଙ୍କରେ ଖାଇବା ବ୍ୟବସ୍ଥା ବନ୍ଦ କରାଯାଉ , କାରଣ ଖାଇବା ନାଁ ନେଇ ପିଲାମାନଙ୍କ ପାଠ ପଢ଼ାରେ ବହୁତ ଅସୁବିଧାରେ ପଡୁଛନ୍ତି।
କିଏ କିଏ ନ୍ୟୁଜ୍ ଫ୍ୟୁଜ୍ ଦେଖିବାକୁ ପସନ୍ଦ କର ଲାଇକ୍ କର👍😂
Emity bidhayaka rahile Odisha bahut development heba thank you sir ❤❤
Emiti bidhayk sabu ade darkar Jay jaganath 🙏
ଆମ ଗାଁ କୁ ଆଶ ଜିଲ୍ଲା ଗଞ୍ଜାମ ବ୍ଲକ ବୁଗୁଡ଼ା ଗ୍ରାମ ଗୌଡ଼ିଆ ବୋରଦା
MLA ତଦନ୍ତ କରୁଛି ତାକୁ ଅପମାନ କରୁଛ ମିଡ଼ିଆ ଭାଇ
ବହୁତ ବଳ❤❤❤❤❤🎉🎉🎉
Thank you news fuse🙏 😂❤❤❤
MY favourite MLA ❤
ବଢ଼ିଆ ନିୟୁଜ୍ ଫିୟୁଜ୍
ସବୁ shcool କୁ ପରିବହନ କରିଥିଲେ ଭଲ ହୋଇଥାନ୍ତା (Gm)
ଏଇଟା ଆମ ବିଶ୍ୱସ୍ତରୀୟ ଓଡ଼ିଶାର ବାସ୍ତବ ଚିତ୍ର ...
🔥🔥🔥 Jay Shree Jagannath...🔥🔥🔥
Dhanyabad koraput mla sir 🙏
Every MLA should go for ground ..
And take necessary action.
Bi dhayak Bhai very good
Mo photo asila camera re 😊😊😊
ଆଜିର ନେତାଙ୍କର ଏହି ମହତ
ଟିଙ୍କ ପରି ଶୋଷି ଯାଆନ୍ତି ରକ୍ତ
ଜୟଦେବ ଓଝା
TQ ❤️ Laxmipur MLA
Mo gaon school re best khaiba mu abe bi miss karuchi ❤❤❤😢😢 jebe mu gaon ku jae sir nku dekha kare au khaiki ta nischinta asiki ama school ru❤❤❤😊😊😊😊
Bohut bohut dhanyawad m.l.a.sir🙏❤️ koraput ❤
Mayurbhanj ra suliapada block ra adarsha bidyalaya ku jaiki dine video karile bhala huanta
ଭାବିଥିଲି କି ଭାରତୀୟ ଜନତା ପାର୍ଟି ଜିତିବାପରେ କିଛି ଭଲ କାମ କରିବ ହେଲେ ମୋ ଭାବନା ଭୁଲ ଥିଲା ସେମାନେ କେବଳ ଭିଡିଓ ରେ ଆସିକି ନିଜକୁ ଫାମୌଶ କରିବାକୁ ଚାହୁଛନ୍ତି ହେଲେ କାମ କିଛି କରିବାର ନୁହଁ ଭୁଲ ହେଇଗଲା ଆଇ ଭୁଲ ଆଗାମୀ ନିର୍ବାଚନରେ ହବନି😢
ବହୁତ୍ କାମ ବଦଳେଇଲେଣି କଂଗ୍ରେସ୍ ବିଧାୟକ ,ଭଲ ଲୋକ,❤
ମୁଁ ଯେତେବେଳେ ସ୍କୁଲ ଯାଉଥିଲି ଭାତ ସହିତ ସୁପର ଡାଲି ମାନେ ଡାଲି ରେ ଭରପୁର ଥିଲା କିଛି ବର୍ଷା ପରେ ଡାଲି କମ୍ ପରିବା ଚୋପା ଅଧିକ ଥିଲା କିନ୍ତୁ ଏବେ ଡାଲମା ରୁ ଡାଲି ଏବଂ ପରିବା ଚୋପା ଅନ୍ତର୍ଦ୍ଧାନ 😅
Mdm pai government ku per meal adhika paisa dele ta khadya bhalase dia jai pariba....jetiki asiba semane setiki re debe 😊
Congress party MLA 🎉
୫ ଟଙ୍କାରେ କେମିତି ଖାଦ୍ୟ ମିଳିବ କହୁନ। ଧନ୍ୟ ଏ ସରକାର ଏତେ କହିଲା ପରେ MDM ପଇସା ମାତ୍ର ୧ଟଙ୍କା ବଢ଼େଇଛନ୍ତି।
Right
5 ଟଙ୍କା ତ ସରକାର ଦଉଛି. ଏହିରେ କଣ ରସାବଳୀ ଖାଇବେ ପିଲା
Bahut bahut dhanyawad Bhai
Good job sir 👍👏👏👏
ନିଉଜ୍ ବାଲାମାନେ ଭଲ ଜୋକର୍ ସୁରକୁ ପାଇଛ । ମୋର ସନ୍ଦେହ ହେଉଛି ସୁର ଗୋଟିଏ ବଦ୍ଧ ପାଗଳ । ଶିକ୍ଷିତ ସମାଜ ଏପରି ଅଶିକ୍ଷିତର ସ୍ତୁତିଗାନ କରିବା ଅନୁଚିତ । ଏ ସର୍କସ ଦଳର ଜୋକର୍ ଟିଏ । ଏହାର ମୁହଁରେ ନଂ 1 ଟେ କରିବା ଇଚ୍ଛା ହୁଏ।
Bidhayaka Mahasaya..Apanankara Jadi Dam Achhi Tahele Sarkar nku Kuhantu SNP Praise Badhantu..5 tanka Deba..50 tankara Mill Khojiba.
ସୁରଜ୍ ସୂର୍ଯ୍ୟ ବଂଶୀଂକ ବ୍ୟବହାର ଜମା ଭଲ ନୁହେଁ।
OTV ଓଡ଼ିଆ
ହଇରେ ନାରଣ ତମେ କହୁଛ ଲାଟିନ ବୋଲି ଏଇଟା ଲାଟିନ ନୁହଁ ଏହା ନର୍କ ଦ୍ୱାର ଏଠିକି ଯିଏ ଯିବ ସିଏ ନିଚୟ ମେଡିକାଲ ଯିବ କେବେ ସବୁ ସୁଧୁରିବ ଏ ଵେବସ୍ତା ପିଲାଙ୍କୁ ବି ଛାଡ଼ୁନ ଧନ୍ୟ 🙏🏿🙏🏿🙏🏿
BJD ର 5T ସ୍କୁଲ
ସୂର୍ଯ୍ୟ ନାଁ ରଖିଥିଲେ ମାନବିକତା ଆସେ ନାହିଁ,ମାନବ ସେବାର ମନୋବୃତ୍ତି ବି ଆସେନାହିଁ।
Thnku news fuse....we want more news like this...
What is the cost of M DM meals in school & what is the tiffn cost of legislative members .
Very good work. Every MLA should visit every school.
ସୁରଜ ଭାଇ ମେନ ଲୋକ ସେଥିପାଇଁ ସେ ଆଗୁଆ ଆସିଛନ୍ତି ହକି ଖେଳାଳି ମାନଙ୍କ ପାଇଁ ଆଜି ଆମ ଦେଶ ଗର୍ବିତ ସେଥିପାଇଁ 🙏🏿🙏🏿🙏🏿 ଆମେ ବି ଗର୍ବିତ
ଆରେ ଭାଇ ପିଲାମାନଙ୍କୁ ଖାଇବାକୁ କଣ ଦେଉଛନ୍ତି, ପ୍ରତେକ ଦିନ ଏଇ ଅସୁବିଧା, ଏଣୁ ଏଣୁ ପିଲାମାନଙ୍କୁ ଟଙ୍କା ଦେଇଦେଲେ, ଅସୁବିଧା କେଉଁଠି, ଦୁର୍ନୀତି ବନ୍ଦ କର,, 😜😜
Good job pabitra bhai 🎉 jaldi action niantu amiti bahut jagara hauchi kichi ta sachatan haba au badali ba
ଏଥର ଓଟିଭି ବାଲାଙ୍କ ମା ଘଇତା ସରକାର ହେଇଛି।ଡାଲି ସହିତ ଅଛଡା କଦଳୀ ମିଳିବ। ତାପରେ ଓଟିଭି ବାଲେ ଦେଖେଇବ।
ଯଦି mdm କୁ ଭଳ କରିବାର ଅଛି ବ୍ୟୟ ବରାଦ ବଢାଅ
😀😀 bhai jaha kuhantu upastapana saili au kahiba style veri nice
5 tanka 90 Paisa re sei MLA rosei karantu dekhiba sie kete Dali au pariba debe
😂😂😂
ଜନଙ୍କର 5 ଟଙ୍କା 90 ପଇସା ହେଲେ 50 ଜଣ ଙ୍କ କେତେ...?? 100 ଜଣ ଙ୍କ କେତେ
@@Mindfulnessthink Mu apananku pratidina 100*6=600 tanka deuchhi apana pratidina 100 gariba lokanku khaiba diantu... Mora au apannkara dharma heba .
God bless you to your family sir 🙏
Excellent use of smart phone. Good job. 🙏👍❤
ଭଲ କମିଡି
Pabitra saunta bhai....jindabad
Thank you MLA sir, kindly suspend all the corrupted officer
My favorite news fews sir Jay Jagannath 🙏
ଯିଏ ଏମିତି କରୁଛି ଖାଲିମାଡ଼ ଦରକାର
Super news
Take the strong action against
The Education Minister
💝💝💝💝
ଏଇଟା ବିଜେପି ସରକାର ବିଜେଡିଭଲ ଦିଏ
Bhalo kalo bhae 🎉🎉🎉🎉🎉🎉
jani ଶୁଣି ଫିଙ୍ଗା କରେଇ ନାହିଁ ତୋ ଭାଇ ? ସବୁ ଠିକ୍ ଯେ ପ୍ରତି ପିଲା କେତେ ଟଙ୍କା ଦିଆ ହେଉଛି ତାକୁ ବି ଟିକେ focous କରନ୍ତୁ ।
nice episode.
Tumo pari MLA thila amo odish unati heb❤❤
Mla heba ta amiti congress jindbad
Best video
Good sir sabu school re amiti check karantu please
Government school re sabu amiti chalichi...1000 pila school asuthibe... hele ..amiti khaiba ku dekhi ki...200 pila khauthibe....😢
Asabu ama..nua sarakara mohon charana majhi tike..dhyana deba darkara...sabu government school re amiti chalichi..👍 Jay Jagannath. 🙏
Good action❤❤❤
Viral hele ja hou
Sir first pila picha paisa badhantu only 4.50 re au kana miliba?
ତୁମେ 6 ଟଙ୍କା ରେ 5 ଷ୍ଟାର hote ଖାଇବା ଦିଅ ଦେଖିବା......School management committee ଉପରେ ନହଲେ local SHG group ଉପରେ MDM ଦେଇଦେବା କଥା ଦେଖିବା କେତେ quality ଖାଇବା ଦେଉଛନ୍ତି 6 ଟଙ୍କା ରେ 😂
10.5ru kemiti khadya miligala
ଏଥିପାଇଁ ବିଜେପି ସରକାର ଦାଈ ସବୁ ଦର ଦାମ ବଢ଼ିବା ଦ୍ୱାରା ଏ ପରିସ୍ଥିତି ହାଣ୍ଡିଶାଳର
Many teachers not handover charges MDM to SHG and need School committee take some responsibility
Salute that . MLA- (CON)
Jara lagilani sabu dekhiki😂😂😂
Govt ku request dhyana Diya jau pilanka future kharab heijiba emiti
Narana bhai seita 5t seba para🎉🎉🎉
ହଇଓ ପବିତ୍ର ଭାଇ ଏଵେ ଯୋଉ ଭଳିଆ ପରିବା ଦର ସୁନା ରୂପ ଠୁ ବି ଅଧିକା ସେଥିପାଇଁ ପଡିନି ଆଗକୁ କମିଲେ ପଡିବ ଏଇ ଥିରେ କଣ ଅଛି ଏମିତିକା ଦୁସ୍ୟ ଏଵେ ସବୁଠି ଦେଖି ବାକୁ ମିଳିବ
ପାଣ୍ଡୁ ବାବୁ helicopter ବୁଲୁଥିଲେ new O କରୁଥିଲେ ନା NEW OYO କରୁଥିଲ
ବନ୍ଧୁ ମଧ୍ୟାହ୍ନ ଭୋଜନ କୁ ପିଲାଙ୍କ ସ୍କୁଲ ଯିବାର କାରଣ ବୋଲି କୁହାଯାଉଥିଲା,ଏବେ ଏହା ସ୍କୁଲ ନ ଯିବାର କାରଣ ନ ହୋଇଯାଉ।😂😂
Suraj Bhai nku cm karithile vl heithanta
ବିଧାୟକ ମହୋଦୟ ସ୍କୁଲ୍ ର ଅବ୍ୟବସ୍ତାକୁ ଉପର ବାବୁମାନଙ୍କୁ ଅବଗତ କଲେ ଠିକ୍ ଅଛି କିନ୍ତୁ ଖାଦ୍ୟକୁ ନାପସନ୍ଦ କରିବା ପୂର୍ବରୁସବୁ ଦିଗକୁ ନେଇ ବିଚାର କରିବାର ଥିଲା ମହଙ୍ଗା ଯୁଗରେ ମିଲ୍ ପିଛା 1ଟଙ୍କା ବୃଦ୍ଧି ଠିକ୍ କି???????
👍👍👍👍👍👍