Pandian Plays His Card, Santrupta Appointed As The Political Secretary | Nirbhay Gumara Katha

Поделиться
HTML-код
  • Опубликовано: 7 июл 2024
  • Pandian Plays His Card, Santrupta Appointed As The Political Secretary | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: ruclips.net/channel/UC_Sk...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 342

  • @arabindamishra4045
    @arabindamishra4045 14 дней назад +35

    ସଦ୍ୟ ନିର୍ବାଚନ ରେ ଓଡିଶା ବାସି ଆତ୍ମାଘୋଷିତ ସନ୍ୟାସୀ ପାଣ୍ଡିଆନ ର ଓଡିଶା ବୁଲା ବନ୍ଦ କରାଇ ନବୀନ ନିବାସ ରେ ବନ୍ଦ କରାଇଲେ। ବର୍ତ୍ତମାନ ସଂତୃପ୍ତ ମିଶ୍ରଙ୍କୁ ନବୀନ ଙ୍କ ରାଜନୈତିକ ସଚିବ କରାଇ ତାଙ୍କ ପଛରେ ସବୁ ଖେଳ କରିବାର ସୁନିୟୋଜିତ ଯୋଜନା ପାଣ୍ଡିଆନ କରିଛି ଓ ପୂର୍ବପରି ବିଜେଡି ଓ ନବୀନଙ୍କୁ ନିୟନ୍ତ୍ରଣ କରିବାକୁ କ୍ଷେତ୍ର ପ୍ରସ୍ତୁତ କରିଛି ତାହା ଓଡିଶା ବାସି ଠିକ ବୁଝି ସାରିଛନ୍ତି। ଏ ଘଟଣା ପ୍ରମାଣିତ କରିଛି ଯେ କେବଳ ବିଜେଡି ର ଅନ୍ୟ ନେତା ନୁହଁନ୍ତି ସ୍ୱୟଂ ନବୀନ ମଧ୍ୟ ପାଣ୍ଡିଆନର କ୍ରୀତଦାସ।

  • @satyabansarangi7693
    @satyabansarangi7693 14 дней назад +17

    ନବୀନ ଙ୍କ ପାଣ୍ଡିଆନ ପ୍ରେମ ର ବାସ୍ତବିକ ରହସ୍ୟ କଣ କୁହନ୍ତୁ। ବଡ଼ ଆଶ୍ଚର୍ଯ୍ୟ ଲାଗୁଚି ୟେ ସମ୍ପର୍କ ।

  • @Katak_Dk
    @Katak_Dk 14 дней назад +8

    ନିର୍ଭୟ ଆରମ୍ଭରୁ ଆପଣ ଯେଉଁ ଆମେରିକା ର କ୍ରୀତଦାସ ପ୍ରଥା କଥା ଜଣାଇଲେ ବହୁତ୍ ଭଲ ଲାଗିଲା ଉତ୍କଳ ମାଟିର ନାଗରିକ ମାନେ ଏ ବିଷୟ ଜାଣିବା ଦରକାର

  • @laxmidharnayak4191
    @laxmidharnayak4191 14 дней назад +4

    Ati sundar o sathik bislesan. Apananka asanka sampurna Satya. Samayaku apekshaya . Ases2 dhanyabad namaskar ji 🙏.
    .

  • @amiyasahoo5071
    @amiyasahoo5071 14 дней назад +13

    ଆମ ଓଡିଶା ରେ ଏମିତି ହୁଏନି
    ଏଠି କ୍ରୀତଦାସ ଙ୍କର power ବେଶୀ, ଓଡିଶା ରାଜନୀତି ରେ ଯିଏ ଭଲ କ୍ରୀତଦାସ ର ରୋଲ ଲିଭେଇ ପାରିଲା କମସେ କମ 500 କୋଟି ଟଙ୍କା ର ମାକିକ ଆଉ ସମାଜ ରେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ଗଣା ହେଇପାରିବ.
    ତେଣୁ ରାଜନୀତି ରେ ଭଲ ଲୋକଙ୍କ ସ୍ଥାନ ନାହିଁ.
    ଏଠି କ୍ରୀତଦାସ ହେବାପାଇଁ କଂପିଟେସନ ଚାଲିଛି.

  • @gobindachandramohanty8439
    @gobindachandramohanty8439 14 дней назад +2

    ବହୁତ ବହୁତ ଧନ୍ୟବାଦ ନବିନ ବାବୁ

  • @gopalsamall8365
    @gopalsamall8365 14 дней назад +50

    କ୍ରୀତ ଦାସ ❤କେହି ଯାଜପୁର ରେ ନ ଥିଲା
    ଯଯାତି କେଶରୀ ଙ୍କ ସାମ୍ରାଜ୍ୟ ର ରାଜଧାନୀ ଥିଲା ଯାଜପୁର l ଯାଜପୁର ଆଜି କ୍ରୀତ ଦାସ ମୁକ୍ତ ହୋଇଥିବା ରୁ ଯାଜପୁର ବାସୀ ଖୁସୀ l

  • @trilochanpatnaik6321
    @trilochanpatnaik6321 14 дней назад +39

    ଆଜିର ଆଲୋଚନା ଅତି ସୁନ୍ଦର। BJD ଦଳରେ ଗତ ଦିନ ମାନଙ୍କରେ ଯେଉଁ ପ୍ରକାର ଅଭିନୟ ଚାଲିଥିଲା ଏବେ ତାହାହିଁ ଚାଲୁଛି ଓ ଆଗକୁ ସେହିପରି ଚାଲିବ। ସେ ଅଭିନୟ ରେ ପ୍ରଯୋଜକ ନବୀନ ବାବୁ ହେଲେ ଡାଇରେକ୍ଟର ହେଉଛନ୍ତି Pandian. ଯେଉଁ ମାନେ ଦୁର୍ନୀତି ପୂର୍ଣ୍ଣ ଅଛନ୍ତି ସେମାନେ BJD ର ଏବେକାର transfermation ରେ actor ଭାବେ appointment ପାଇଛନ୍ତି।।

  • @salilkumar9703
    @salilkumar9703 14 дней назад +21

    ବଂଶ ନାଶ ବେଳକୁ ଘୋଡ଼ା ମୁଁହା ପୁତ୍ର ଜନ୍ମଗ୍ରହଣ କଲାପରି ସତୃପ୍ତ ମିଶ୍ର ଆବିର୍ଭାବ ହୋଇଛନ୍ତି ବୋଲି ବିବେଚନା କରାଯିବ କି ?

  • @sarbeshwarrout7029
    @sarbeshwarrout7029 14 дней назад +7

    ବିଜୁଜନତା ଦଳ ରେ ରାଜନୀତି କମ୍ କୁଟ ନୀତି ଓ ଭ୍ରଷ୍ଟ ନୀତି ଅଧିକ।

  • @prafullamohanty5557
    @prafullamohanty5557 14 дней назад +24

    ଅତି ସୁନ୍ଦର ଉପସ୍ଥାପନା ସାର୍
    ବିନାଶ କାଳେ ବିପରୀତ ବୁଦ୍ଧି
    BJD ର ବିଭୀଷଣ କୁ ନୂଆ ସୁରକ୍ଷା ନୁହେଁ BJD ବୁଡ଼ିବା ର ନୁଆ ଯୋଜନା।

  • @Kalingaashok-yo1ob
    @Kalingaashok-yo1ob 14 дней назад +23

    ଶ୍ରୀ ଗୁଣ୍ଡୁଚା ରଥଯାତ୍ରା ଉପଲକ୍ଷେ ଆପଣଙ୍କୁ ଅଶେଷ ଧନ୍ୟବାଦ 🙏ନମସ୍କାର.

    • @AshokPanda-qt4qn
      @AshokPanda-qt4qn 14 дней назад +1

      100% Sata Anuman Jai Maa Samleiswari 🙏

  • @user-fp9se7oj3p
    @user-fp9se7oj3p 14 дней назад +10

    Hundred percent true Sir 🙏

  • @netajidash9367
    @netajidash9367 14 дней назад +6

    ଯା ହ‌ଉ ଏଥର ଜଣେ ନୂଆ "ସାର୍" ଆସିଲେ।

  • @umakantaswain8290
    @umakantaswain8290 14 дней назад +3

    ବଡ ଦୁଃଖର କଥା 25 ବର୍ଷ ର ଅଭିଜ୍ଞତା କୁ ଜ୍ଞାନ ଦେବ 2 ମାସର ଅଭିଜ୍ଞତା ଏହା କେବଳ ଓଡିଶା ରାଜ୍ୟ ଓ ନବୀନ ଭଳି ନେତାଙ୍କ ପାଖରେ ସମ୍ଭବ

  • @tunapallei1017
    @tunapallei1017 14 дней назад +10

    ଉଚ୍ଚସ୍ଥରୀଅ ଉପସ୍ଥାପନା ସକାସେ ଧନ୍ୟଵାଦ, କେଵେ ଚୋର ଵନ୍ଧାହେବେ

  • @user-kt4sh2sm6s
    @user-kt4sh2sm6s 14 дней назад +3

    ମରଣକାଳେ ବିପରୀତ ବୁଦ୍ଧି। ନବୀନବାବୁଙ୍କ ଏହି ନିଷ୍ପତ୍ତି ନିଶ୍ଚିତ ଦଳ ଭିତରେ ଅସନ୍ତୋଷ ବଢାଇବା ପାଇଁ ଖୋରାକ ଯୋଗାଇବା ସହ ଦଳ ଭାଙ୍ଗି ଯିବାରପାଇଁ ନିଆଁ ରେ ଘିଅ ଢାଳିବ। ଜୟ ଜଗନ୍ନାଥ।

  • @sarojghosh1199
    @sarojghosh1199 14 дней назад +2

    Bahut badhia Upasthapana❤Jay Shri Ram🙏🛕

  • @manjupravamishra8000
    @manjupravamishra8000 14 дней назад +7

    ଶ୍ରୀ ଗୁଣ୍ଡିଚା ‌ରଥଯାତ୍ରା ଉପଲକ୍ଷେ ଆପଣଙ୍କୁ ମୋ 'ତରଫରୁ‌‌ ଅଜସ୍ର ଅଭିନନ୍ଦନ ତଥା ହାର୍ଦ୍ଧିକ ଶୁଭେଚ୍ଛା, ଶୁଭକାମନା ଓ ପ୍ରଣାମ 🙏। ଆପଣଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛି 🙏।ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @GourishankarDash-xp8st
    @GourishankarDash-xp8st 14 дней назад +3

    You are great. ଆପଣକୁ ଧନ୍ୟବାଦ ।

  • @naturesparadise8859
    @naturesparadise8859 14 дней назад +2

    ଯା‌ହା ଟିକିଏ ବଞ୍ଚି ଥାଆନ୍ତେ ଆଉ କିଛି ଦିନ ଏବେ ଆହୁରି ଶିଘ୍ର ତଳିତଳାନ୍ତ ହେବାକୁ ଯାଉଛି ଶଙ୍ଖ ଦଳ।

  • @user-ce6zc7zh6n
    @user-ce6zc7zh6n 14 дней назад +3

    This episode is excellent Nabin sir

  • @AsitBallavRoy
    @AsitBallavRoy 13 дней назад +2

    Beautiful presentation. Many many thanks.

  • @anadicharansamal7033
    @anadicharansamal7033 14 дней назад +4

    ଯାହା ହେଉ ନବୀନ ବାବୁ ଗୋଟିଏ କ୍ରୀତଦାସକୁ ମୁକ୍ତି ଦେଲେ।

  • @santoshbiswal6256
    @santoshbiswal6256 14 дней назад +3

    Sir your analysis is beautiful
    .actualy your judgement is ful of correct. Jay sriram.

  • @Rajanibiswal2024
    @Rajanibiswal2024 14 дней назад +7

    ସାର୍ ଏ ଚାଲାଖିଆ ଶନ୍ୱାସୀ ଏମାନଙ୍କୁ ଆଗକୁ ଠେଲିଦେଇ ଭିତିରିଆ କେନ୍ଦ୍ର ଚାଣକ୍ୟଙ୍କ ସହିତ ସଂପର୍କ ରଖିବେ ଇଡି ଓ ସିବିଆଇ ଭୟରେ ଏବଂ ରାଜ୍ୟ ସରକାର ଙ୍କୁ ମଝିରେ ମଝିରେ କେଁଚିବେଆପଣ ଲେଖିକି ରଖନ୍ତୁ

  • @shubhendudash362
    @shubhendudash362 14 дней назад +4

    Why blame Pandian. Navin Pattnaik is solely responsible for it

  • @bijayanandadas8289
    @bijayanandadas8289 14 дней назад +3

    ନିର୍ମଳ ଭାବମୂର୍ତ୍ତିଧାରୀ ଭୟଙ୍କର ଖେଳୁଆଡ଼ ହେଲେ ଆମ ନବୀନ ବାବୁ ଯାହାଙ୍କ ମାୟା ଜାଲ ରେ ପ୍ରତିପକ୍ଷ ବିରୋଧୀ ବି ସମ୍ମୋହହିତ।

  • @sangramkishoredasdas2424
    @sangramkishoredasdas2424 14 дней назад +3

    ଯଥାର୍ଥ ଆଲୋଚନା ଟି କୁ ବିଜେଡି ନେତାମାନେ ଶୁଣିବା ଦରକାର ଓ ଦଳକୁ କ୍ରୀତଦାସ ପ୍ରଥାରୁ ମୁକ୍ତି ଦେବା ଦରକାର ।

  • @laxmidharabarik2952
    @laxmidharabarik2952 14 дней назад +2

    ସାର୍ 🙏ଭିକେ ପାଣ୍ଡିଆନ ଯେତେଦିନ ବିଜେଡିରେ ରହିବେ ବିଜେଡ଼ି ସେତେ ଡ୍ୟା ମେଜ୍ ହେବ। ତେଣୁ ବିଜେଡ଼ି ସଭାପତି ଚାହା କପରୁ ମାଛି ବାହାର କଲା ଭଳି ପାଣ୍ଡିଆନଙ୍କୁ ବାହାର କରି ଫୋଫାଡି ଦିଅନ୍ତୁ। ନହେଲେ ଦଳରେ ବିରାଟ ବିସ୍ଫୋରଣ ହେବ। ❤❤❤

  • @jyotirmayjena1869
    @jyotirmayjena1869 14 дней назад +12

    Santrupta Mishra ରାଜନୀତିର ର ଅକ୍ଷର ମଧ୍ଯ ଜଣା ନାହିଁ କିନ୍ତୁ ସେ ହେଉଛନ୍ତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ । ବିଜେଡି ର ଗତି କୁଆଡେ ?

  • @geetaranisamal6638
    @geetaranisamal6638 14 дней назад +3

    Sir 🙏। ମୁଁ ଏ ପର୍ଯ୍ୟନ୍ତ ବୁଝି ପାରୁନି ପାଣ୍ଡିଆନ ବିରୁଦ୍ଧରେ ନୂତନ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି କାହିଁକି?? ମୋତେ ଟିକେ ବୁଝେଇ ଦେବେ, ଏହାର କାରଣ କଣ ହୋଇପାରେ?

    • @hardworkneverdies5679
      @hardworkneverdies5679 14 дней назад

      କାରଣ Pandian ସ୍ୱଚ୍ଛ ଆଉ ନିର୍ମଳ ଭାବମୂର୍ତ୍ତି ଥିଲେ... କିଛି allegations ଥିଲେ ତ action ନେବେ 😅

  • @bulusethy9220
    @bulusethy9220 14 дней назад +3

    ❤❤❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @Manoranjansahoo34680
    @Manoranjansahoo34680 14 дней назад +2

    ସାର ନମସ୍କାର, ଆପଣଙ୍କର ଆଜିର ଉପସ୍ଥାପନା ମୋତେ ସମ୍ପୂର୍ଣ ଭିନ୍ନ ଧରଣର ଆମୋଦ ଦେଲା ଯାହାଦ୍ୱାରା ମୁଁ ଖୁବ ହସିଲି ଆଜି ଆପଣ ପୁଣି ଗୋଟିଏ ନାମକରଣ କଲେ ପାଣ୍ଡିଆନଙ୍କର "ଅତୃପ୍ତ ", ସେଥିପାଇଁ ଆପଣଙ୍କୁ ଯେତେବି ଧନ୍ୟବାଦ ଦେଲେ କମ ହେବ, ଜୟ ଜଗନ୍ନାଥ 🙏🌺🚩🙏🌺🚩🙏🌺🚩

  • @arunkumarprusty1968
    @arunkumarprusty1968 14 дней назад +1

    ରାଜନୀତିରୁ ସନ୍ୟାସ ନେଇଥିବା ଚର୍ଚ୍ଚିତ ବ୍ୟକ୍ତି ପ୍ରକୃତରେ ରାଜନୀତିରେ ଯେତିକି ରୁଚି ରଖିଛନ୍ତି,ତା'ଠାରୁ ଅଧିକ, ବିଜେଡି ଦଳର ଦଳୀୟ ପାଣ୍ଠି ଉପରେ ବୋଧହୁଏ ଅଧିକ ନଜର ରଖିଛନ୍ତି!!!

  • @dinakrushnabai8087
    @dinakrushnabai8087 13 дней назад

    ଅତି ସୁନ୍ଦର ଉପସ୍ଥାପନା 🙏

  • @laxmidharapanda6086
    @laxmidharapanda6086 13 дней назад +2

    ବିଜେଡିର ପରାଜୟ ପାଇଁ ପାଣ୍ଡିଆନ ଓ ବବି ଉଭୟେ ଦାୟୀ ! କିନ୍ତୁ ଏକା ବବି ଦଣ୍ଡିତ ହେଲେ ଅଥଚ ପାଣ୍ଡିଆଙ୍କୁ ନବୀନବାବୁ ଜ୍ୱାଇଁଚର୍ଚ୍ଚା କରୁଛନ୍ତି ନବୀନ ନିବାସରେ ରଖି ! ସତରେ ବିଜେଡି ହେଉଛି ବିଚିତ୍ର ଜନତା ଦଳ !

  • @satyanarayansahoo6768
    @satyanarayansahoo6768 14 дней назад +3

    As long as Odisha people smell the presence of Pandian with Naveen or in Odisha the chances of Bjd's come back is a day dream.

  • @DevadattaSingh
    @DevadattaSingh 14 дней назад +4

    Jay Jagannath Swami

  • @chittaranjansahu8113
    @chittaranjansahu8113 13 дней назад

    ସୁନ୍ଦର ଆଲୋଚନା କରିଛନ୍ତି ନବିନ ଦାସ‌ ବାବୁ

  • @sethipravat
    @sethipravat 13 дней назад +1

    ମାନ୍ୟବର ବିଜୁ ଜନତା ଦଳ କୁ ଏବେ ଏକ କର୍ପୋରେଟ ହାଉସ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ,

  • @deepanjalimohanty9756
    @deepanjalimohanty9756 14 дней назад +2

    ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @Rajanibiswal2024
    @Rajanibiswal2024 14 дней назад +3

    ସାର୍ ନମସ୍କାର ଆପଣ ଏତେ ସୁନ୍ଦର ଉପସ୍ଥାପନା ଓ ବିଶ୍ଳେଷଣ ମୋ ହୃଦ କୁ ଛୁଇଁଥିବା ଆପଣ ଙ୍କୁ ପ୍ରଣାମ ଜଗନ୍ନାଥ ଭଲରେ ରଖନ୍ତୁ ଏତିକି ପାର୍ଥନା

  • @nibarranjanbhuyan4568
    @nibarranjanbhuyan4568 14 дней назад +1

    ମୋଦି ଙ୍କ କଥା ଅନୁସାରେ ଛ ମାସରେ ବିଜେଡି ଭାଙ୍ଗିବ ଏଇଟା ହେଇକି ରହିବ.
    ମୋଦି ଙ୍କ prediction ଭୁଲ ହେଇନି କି habani😂

  • @rajanikantachoudhury2343
    @rajanikantachoudhury2343 14 дней назад +1

    ସାର. ଆପଣ ଙ୍କ ଆକଳନ ଠିକ ହେବାକୁ ଯାଉଛି.

  • @tirtharajpanda7237
    @tirtharajpanda7237 14 дней назад +5

    Jai Jagannath

  • @narendrabarik9855
    @narendrabarik9855 14 дней назад +3

    Jay Jagannatha Bharasa

  • @gyanabratamohanty4219
    @gyanabratamohanty4219 13 дней назад +2

    ନିର୍ବାଚିତ ଲୋକ ପ୍ରତିନିଧି ବଡ଼ ନା ସରକାରୀ ଚାକିରୀଆ ବଡ଼ - ଗୋଟିଏ ଦଳ ତାଙ୍କ ନିଷ୍ପତ୍ତି ବଜାୟ ରଖି ଚାଲିଛନ୍ତି | ଦେଖିବା - ଏବେ ମୁହଁ ଖୋଲିବେ, ନା ପୂର୍ଵ ପରି ନିରବ ରହିବେ 😀😀

  • @balaihansdah9320
    @balaihansdah9320 14 дней назад +1

    ଆପଣ ଙ୍କ ରାଜନୈତିକ ବିଶ୍ଳେଷଣ ଅକ୍ଷରରେ ଅକ୍ଷରରେ ସତ... ବିଜେଡ଼ି ନିର୍ବାଚନରେ ହାରିବା ମୁଖ୍ୟ କାରଣ ପାଣ୍ଡିଆନ ମହୋଦୟ, ସେ ଦଳର ସାଂଗଠନିକ ସମ୍ପାଦକ ଙ୍କୁ ବ୍ୟସ୍ତ ରଖିବାପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ନିର୍ବାଚନ ଲଢ଼ିବାକୁ ଉସକାଇ ଲେ, ହେଲେ ସମସ୍ତେ ଜାଣିଥିଲେ ବବି ଦାସ ହାରିବେ... ବବି ହାରିଲା ନିଜର ପତିଆର ବି କମିଲା ଏବଂ ଦଳର କିଛି ଆବଶ୍ୟକତା ନ ଜାଣି ସାଂଗଠାନିକ ସମ୍ପାଦକ ରୁ ବିଦା କରିଦେଲେ ପାଣ୍ଡିଆନ ....

  • @kailashrana5820
    @kailashrana5820 13 дней назад

    ବିଜୁଜନତାଦଳର ସ୍ବାଭିମାନ ନେତା ଓ କର୍ମୀ ଦଳରେ ରହିବେ କି ନାହିଁ ସ୍ଥିର ନିଶ୍ଚୟ କରିବେ ।ଆମ ଜାଣିବାରେ ଉକ୍ତ ଦଳରେ ବହୁତ ଭୀରୁ ଏବଂ ତୋଷାମୋଦିଆ କର୍ମୀ ଓ ନେତା ଅଛନ୍ତି ।ତେବେ ଅନ୍ୟ ଦଳମାନେ ଏହି ଭୀରୁ ଏବଂ ତୋଷାମୋଦକାରୀ ବିଜେଡି ନେତାମାନଙ୍କୁ କଷଟି ପଥରରେ କଷଟିକରି ଗ୍ରହଣ କଲେ ଦଳର ମଙ୍ଗଳ ।ଧନ୍ୟବାଦ।

  • @arunasamantaray8276
    @arunasamantaray8276 13 дней назад

    Khubsundar bislesanatmaka alochana.Dhanyabad

  • @rajeshrout937
    @rajeshrout937 14 дней назад +1

    ଅତିସୁନ୍ଦର

  • @Jagannath-oc9ht
    @Jagannath-oc9ht 14 дней назад +2

    JAI JAI SHREE JAGANNATH.

  • @user-sl4yh2yt4c
    @user-sl4yh2yt4c 14 дней назад +6

    ସାଦର ପ୍ରଣାମ, ରକ୍ତମୁଖା ପାଣ୍ଡିଆନର କି ସୁପର ବୁଦ୍ଧି...!!!ପାଣ୍ଡିଆନ ସଂତୃପ୍ତ କାନ୍ଧରେ ବନ୍ଧୁକ ରଖି ଗୁଳିଫୁଟେଇବା ତାର ଲକ୍ଷ୍ୟ... ସ୍ୱାଭିମାନ ବିଜେଡି ଏ ରାୟକୁ ସତରେ କଣ ମାନିବେ ??? 🙏🙏🙏

  • @ashokkumarpanda5127
    @ashokkumarpanda5127 14 дней назад +3

    Jay Shree Jagannath 🙏🏼🙏🏼

  • @Funnytrainvideos-u1g
    @Funnytrainvideos-u1g 13 дней назад +1

    Sir your analysis is superb and always brings a caution and message for 4.5 crores Odias.Really we people are becoming very much asthetic to listen such advice from an gentleman and intelligent journalist.Shame on us

  • @basantapattnaik7812
    @basantapattnaik7812 14 дней назад +3

    ସାର ପ୍ରଣାମ 🙏🌹

  • @madanlohar8284
    @madanlohar8284 13 дней назад

    ବହୁତ ଭଲ କଥା

  • @user-wj3lf4xi7n
    @user-wj3lf4xi7n 14 дней назад +3

    CBI E D investigation immediately

  • @pramodjena2534
    @pramodjena2534 14 дней назад +2

    Why santrupta be the political adviser of Nabinji who has no political experience..It beleives excm has no faith upon the existing political leaders of bjd.

  • @sukantabaliarsingh9769
    @sukantabaliarsingh9769 12 дней назад +1

    ନବୀନ ପଟ୍ଟନାୟକଙ୍କୁ ହଟାଅ

  • @swarajkumarbej3768
    @swarajkumarbej3768 14 дней назад +1

    ଆଜ୍ଞା! ଫଟାକାନ୍ଥ ରେ କାଦୁଆ ଲେସି ଯେତେ ମରାମତି କରାଯାଉ ନା କାହିଁକି ଫାଟ ଆହୁରି ସେତେ ସଫା ଦେଖାଯିବ।କିନ୍ତୁ ଗୋଟେ କଥା ବୁଝା ପଡୁନି ନବୀନ ବାବୁ ସେ ଦଳରେ ଗୋଟିଏ ଅପଦାର୍ଥ ଜନ୍ତୁ ଭାବେ ରହିଛନ୍ତି କାହିଁକି??

  • @GolokSahoo
    @GolokSahoo 14 дней назад +2

    Wrong step is always wrong.Do not expect good result from wrong foundation.who may ever be behind this formation never be a good politician.

  • @jitumohanty8691
    @jitumohanty8691 13 дней назад +1

    Mg ଭାବୁଛି ଏକା ପାଠୁଆ

  • @aditya_nayak
    @aditya_nayak 14 дней назад

    Many many thanks sir🎉

  • @santoshsingh-im7ne
    @santoshsingh-im7ne 13 дней назад

    Correct analysis sir.

  • @sushildash1265
    @sushildash1265 13 дней назад

    Excellent logical analysis of facts.

  • @hemantkumarsingh1387
    @hemantkumarsingh1387 13 дней назад

    Perfect analysis.Great.

  • @abhiramsahoo5642
    @abhiramsahoo5642 13 дней назад

    ଆପଣଙ୍କ ଆକଳନ ଶତ ପ୍ରତିଶତ ସତ ଆଜ୍ଞା ! ଟିଭିରୁ ଏ ସୂଚନା ପାଇ ମନରେ ଆମର ଯେଉଁ ଆଶଙ୍କା ଜାତ ହେଉଥିଲା,ଆପଣ ତାକୁ ଠିକଣା ଭାବେ ତର୍ଜମା କରିଛନ୍ତି,ତେବେ ବଡ କଥା,ବିରୋଧୀ ଦଳର ଅଭିଜ୍ଞ ବୟସ୍କ ସ୍ବାଭିମାନୀ ନେତୄବୃନ୍ଦ ଯଦି ଏତିକି ମନ୍ତ୍ରର ଅର୍ଥ ହେଜିପାରନ୍ତେ,ଓଡିଶା ଏକ ସମ୍ଭାବ୍ଯ କ୍ରୀତଦାସ ସଂସ୍କୃତିରୁ ମୁକ୍ତ ହୋଇପାରନ୍ତା ! ଈଶ୍ବର କରନ୍ତୁ,ଆପଣଙ୍କ ଏ ଆଲୋଚନା ବିରୋଧୀଙ୍କ ସମେତ ଜନସାଧାରଣଙ୍କୁ ଉଚ୍ଚାଟିତ କରୁ ! ପ୍ରଣାମ !

  • @satyanaryanpraharaj5840
    @satyanaryanpraharaj5840 12 дней назад

    ନବୀନ ବାବୁ କୁଂ ଜିଏ ଅମାପ ଧନ ଦେବ ସିଏ ତା ପାଇଂ ସେ ସବୁ କିଛି କରିବେ । ସଂତରୁପତ ତାର ନମୁନା ।

  • @gupteswarmajhi2835
    @gupteswarmajhi2835 13 дней назад +1

    ସନ୍ତ୍ରୁପ୍ତ କିଏ ? ତାଙ୍କୁ ଏଭଳି ପଦ ଦେଇ ବିଜେଡି ନିଜ ଗୋଡ଼ ରେ ନିଜେ କୁରାଢି ମାରିଚି।

  • @subhransusundardas911
    @subhransusundardas911 14 дней назад

    Nice Analysis & Appropriately Said Sir🙏🙏

  • @skdsingerkumarsaroj655
    @skdsingerkumarsaroj655 14 дней назад +1

    ଏ ସଂସାର ରେ ଜୀଏବି ଅଧର୍ମ କରୁ ସିଏ ସିନା ଏ ସଂସାର ରୁ ଖସି ଯିବ କିନ୍ତୁ କାଳିଆ କୁ ତା'ର ପାଞ୍ଚଗୁଣା ହିସାବ ଦେବାକୁ ପଢିବ
    ଜୟ ଜଗନ୍ନାଥ ଅଧର୍ମୀ ଖସି ନଯାଉ ପ୍ରଭୁ

  • @pramodkumarbiswal4883
    @pramodkumarbiswal4883 14 дней назад

    Well topic for people of odisha

  • @kedarmahapatra2135
    @kedarmahapatra2135 13 дней назад

    Sir your are a true speaker

  • @kashinathdash4772
    @kashinathdash4772 13 дней назад +1

    BJD ରେ ଆଉ ଦକ୍ଷ ଏଵଂ କୁଶଳୀ ରାଜ ନେତା ଆଉ ନାହାନ୍ତି।।

  • @shivaprasadsamal8665
    @shivaprasadsamal8665 13 дней назад

    All the 50 elected MLAs should make another independent forum for their survival.

  • @raghumaninayak9593
    @raghumaninayak9593 14 дней назад

    ଆଜିର ଆଲୋଚନା ଓ ପ୍ରଜ୍ୟାଲୋଚନା ଉଚ୍ଚକୋଟୀର ।ରଥଯାତ୍ରା ଉପଲକ୍ଷେ ଆପଣଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ମାଆ ତାରିଣୀ ବନ୍ଦେ ଉତ୍କଳଜନନୀ 🙏🙏🙏

  • @sujatapatnaik5421
    @sujatapatnaik5421 13 дней назад +1

    Poor Aroop/Arup Patnaik! Sacrificed twice! No balm applied to his wounds😎 But Santrupt was the means to money🤣

  • @debaduttadash1
    @debaduttadash1 14 дней назад +1

    It seems like Naveen Niwas has become Saint Pandian Cathedral.

  • @beheraajay2886
    @beheraajay2886 13 дней назад +1

    ଆପଣଙ୍କ ଦୃଷ୍ଟିରେ ଏହି ବ୍ୟକ୍ତି ପାଣ୍ଡିଆ ନ ର ଲୋକ ଠିକ୍। କିନ୍ତୁ କାହିଁକି BJP ଦଳ ED CBI ଦ୍ୱାରା ପାଣ୍ଡିଆ ନ ଓ ବବି କୁ arrest କରୁ ନି। ବୋଧେ ଏ ମାନେ BJP କୁ ଚାନ୍ଦା ଦେଇଛନ୍ତି କି?

  • @prasantkumardash879
    @prasantkumardash879 14 дней назад

    Sir,sata kahuchhi,aapan nka katha sunila bela ku mote bhari hasa maduchi. Thank you Sir. Lower House re gote bhi member na thai ki bi Baje Janta Dala National Spokes Person appointment kari paruchhi. 😂

  • @arjunbag5441
    @arjunbag5441 13 дней назад

    ଘୁଷୁରୀ ପ୍ରକୃତି ପଙ୍କରେ ଲୁଟେ, ମଣିଷ ପ୍ରକୃତି ମଲେ ତୁଟେ।ଦଳର ଯାହା ହେଇଗଲାଣି କିନ୍ତୁ ନବିନ ପଟ୍ଟନାୟକ ସୁଧୁରିବା ଲୋକ ନୁହଁନ୍ତି। ଧନ୍ୟବାଦ,,,,,

  • @kabitasahoo8385
    @kabitasahoo8385 14 дней назад

    🙏👍❤ Fakeness is the modern culture. Loved " Cuttack gotiye gada" analysis.

  • @mamatasoren8469
    @mamatasoren8469 13 дней назад

    Very good sir

  • @Lipun-Das-DirectShot
    @Lipun-Das-DirectShot 13 дней назад

    ନୂଆ ସରକାରଙ୍କର ଦମ ନାହିଁ ଚୋର, ଟାଉଟର, ଦଲରୀଙ୍କୁ ଗିରଫ କରିବା ପାଇଁ । ତମେ ଅଯଥାରେ ନୂଆ ସରକଙ୍କର ବାଃ ବାଃ କରୁଚ

  • @chandipadapanda4707
    @chandipadapanda4707 13 дней назад

    ବିନାଶ କାଳେ ବିପରୀତ ବୁଦ୍ଧି ,ନବୀନ ବାବୁଙ୍କ ର ନିଷ୍ପତ୍ତି କାହିଁକି ଆମକୁ ଅଡୁଆ ଲାଗୁଛି ଓ ହଜମ ହେଉନାହିଁ ।

  • @mihirdwivedi8843
    @mihirdwivedi8843 14 дней назад

    Well analysed by you Sir, Pandian still active in politics only because of Naveen Ji

  • @DR.B.NAYAK1980
    @DR.B.NAYAK1980 13 дней назад

    ଉତ୍କଳ ମାଟିର ସ୍ୱାଭିମାନ ରଖିଥିବା ସନ୍ତାନ ଯିଏ, ସିଏ ଦଲାଲ ମାନଙ୍କୁ ଏମିତି କଠୋର ଶାସନ ଦିଅନ୍ତି ଯାହା ସ୍ୱୟଂ ଜଗନ୍ନାଥଙ୍କ ଇଙ୍ଗିତରେ ହୋଇଥାଏ l ଚକାଡୋଳା ଏବଂ ମା ଲଷ୍ମୀ ଙ୍କ ମାଟିରେ ଅଧର୍ମ ଜିଣି ପାରିବ ନାହିଁ l ଏହା ନିଶ୍ଚିତ l

  • @raghunathmohanty6929
    @raghunathmohanty6929 13 дней назад

    Use & throw ର ତୃତୀୟ ବକରା ( ପ୍ୟାରୀ, ବବି ପରେ ) ହାଣ ମୁହଁ ରେ. ବୁଦ୍ଧି ଶିଖିଵ ପଇସା ଦେଇ

  • @banditabarik2872
    @banditabarik2872 14 дней назад +2

    U r 💯 percent right 👍 sir.Maran kale biparit budhi helani BJD ra.Au government formation kariba pari jana padu nahin bhabisyatare.

  • @debasishpatra1366
    @debasishpatra1366 14 дней назад +2

    Yes Mr Naveen you are Great God bless you dear Sir 🙏

  • @user-od2fs9gq4v
    @user-od2fs9gq4v 14 дней назад

    ଜୟ ଶ୍ରୀ ଜଗନ୍ନାଥ

  • @niharrout1005
    @niharrout1005 14 дней назад

    Jay Jagannath aap hamesha sacchai bolate rahiye Jay Shri Ram

  • @mituprdhan2020
    @mituprdhan2020 14 дней назад

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻

  • @subham9423
    @subham9423 13 дней назад

    Correct sir

  • @arundhatibehera9197
    @arundhatibehera9197 13 дней назад

    ଏ ସଂସାର ଯେମିତି କାହାର ନାହିଁ, ଏ ଦଳ ବି ସେମିତି କାହାର ନାହିଁ। ଯିଏ ଭଲ କଲା, ସାଧୁତା ସଚ୍ଚୋଟତା ବଜାୟ ରଖି ପାରିଲା ସେ ତିଷ୍ଠି ରହିଲା ଆଉ ଯିଏ ଦଳର କ୍ଷମତା ହାସଲ କରି ଦୁର୍ନୀତି, ହିଂସାରେ ବୁଡ଼ି ରହିଲା ତେବେ ଯେଉଁ ଦଳ ହେଉନା କାହିଁକି ଦିନେ ତାକୁ ଦଳ ତ୍ୟାଗ କରିବ ହିଁ କରିବ ।

  • @kishorechoudhury7844
    @kishorechoudhury7844 14 дней назад

    24:47 truly perfect analysis.

  • @biranchisrichandan8411
    @biranchisrichandan8411 8 дней назад

    ପ୍ରସନ୍ନ ଆଚାର୍ଯ୍ୟ,ପ୍ରତାପ ଦେବ,ପରି ବରିଷ୍ଠ ନେତା ଥାଉ ଥାଉ ସନ୍ତୃପ୍ତ ମିଶ୍ର ଙ୍କୁ ବିଜେଡି ଦଳର ରାଜନୈତିକ ସଚିବ କରିବା ଆଦୋୖ ଗ୍ରହଣୀୟ ନୁହେଁ।ଏବେବି ପାଣ୍ଡିଆନ୍ ବିଜେଡି ରେ ଦବଦବା ଅଛି।ପାଣ୍ଡିଆନ୍ ନବୀନ ମଠରେ ରହି ନିଜର ଅଧିକାର ସାବ୍ୟସ୍ତ କରିବେ। ନବୀନ ବାବୁ ସବୁ ଜାଣିଶୁଣି ଏହା କରୁଛନ୍ତି। ନିଶ୍ଚିତ ବିଜେଡି ଧ୍ୱଂସ ହବ। ଜୟ ଜଗନ୍ନାଥ।

  • @PurnachandraBehera-if5tu
    @PurnachandraBehera-if5tu 14 дней назад +1

    ଏବେବି vkp ସର୍ବେସର୍ବା। ଏମାନେ କ୍ରୀତଦାସ।