Governor son's Issue, Action will be taken after report of DM of Puri is received: Law Minister

Поделиться
HTML-код
  • Опубликовано: 5 сен 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    RUclips: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

Комментарии • 196

  • @rajendrarajput8469
    @rajendrarajput8469 Месяц назад +48

    ରାଜ୍ୟପାଳଙ୍କ ପୁଅକୁ କେବେ ଗିରଫ କରିବ, କହିକି ରାଜ୍ୟପାଳଙ୍କ ପୁଅକୁ ସୁରକ୍ଷା ଦେଉଛ!

  • @akhayakumar2230
    @akhayakumar2230 Месяц назад +28

    ମାଡ଼ ଖାଇ ନିଦ ହଜେଇ ଦେଲାଣି ଓଡ଼ିଆ ଅସ୍ମିତା କଥା ଶୋଭା ପାଉନି 😂😂

  • @chinmayadhal7082
    @chinmayadhal7082 Месяц назад +32

    ଯାତ୍ରା ପାର୍ଟି ଓଡ଼ିଶା ଅସ୍ମିତା ଗଲା ନେଇ ନାଟକ କରୁଛି😂😂😂

  • @santoshnanda7811
    @santoshnanda7811 Месяц назад +19

    କେତେଦିନ ଆଉ ଲାଗିବ. ସାଧାରଣ ଲୋକ ହୋଇଥିଲେ ସଂଗେ ସଂଗେ arrest କରିଥାନ୍ତେ.

  • @sushantanayak4477
    @sushantanayak4477 Месяц назад +17

    ନିଦ ଭାଙ୍ଗିଲା, ଜିଲ୍ଲାପାଳ ରିପୋର୍ଟ ଆସିବ ୧୫ଦିନ ଲାଗିବ, ନିଜ କଥା ନିଜେ ରଖ, ନହେଲେ BJP ସରକାର ଶେଷ ହୋଇ ଯିବ

  • @DactorKing-ez5uh
    @DactorKing-ez5uh Месяц назад +18

    ସଧାରଣ ଲୋକଙ୍କ ସରକାର ଯଦି ସୁନ୍ଦରଗଡ଼ ରେ ଆଦିଵାସି ଘର ଭାଙ୍ଗିଲା କାହିଁକି ।

    • @MAADESHAULIMUSIC
      @MAADESHAULIMUSIC Месяц назад

      Tu keteh galuA ta .Tu Janinu ..ki..Sarkar jamire ghara karibaku ..Au .Ena bhaghile ..kahuchh kn..Ghara Bhaghuchh

    • @biprasideaexecutionsuccess4795
      @biprasideaexecutionsuccess4795 Месяц назад

      ​@@MAADESHAULIMUSICre ମୁର୍ଖ ଗରିବ laka ସରକାର ଜମିରେ ରହିପାରିବେ

    • @pintupati8786
      @pintupati8786 Месяц назад

      ଏଇଟା ଠିକ୍

    • @DactorKing-ez5uh
      @DactorKing-ez5uh Месяц назад

      @@MAADESHAULIMUSIC bjp ର ଏତେ ଯଦି ଦମ ଅଛୀ କଟକ ,ଭୁବନେଶ୍ୱର ରେ ସରକାର ଜମିର ଜବର ଦଖଲ ଘର କରିଥିବ ଲୋକର ଘର ଭାଙ୍ଗି ଦେଖାଉ ଜଙ୍ଗଲରେ ଥିବା ଆଦିଵାସି ଘର ଭାଙ୍ଗି ବହୁତ ବଡ଼ ନେତା କଣ ଭାବୁଛ
      ସହରରେ ଭଙ୍ଗ ଦିନରେ ରାତି ଭିତରେ ତର ସେଇଟା ନ ଥିବ ଭୁଝିଲୁ

  • @lipakbehera1453
    @lipakbehera1453 Месяц назад +7

    କେବେ ଗିରଫ କରିବ କୁହ ଏତେ ଦିନ ହେଲାଣି କଣ ସାକ୍ଷୀ ପ୍ରମାଣ ପତ୍ର ଲୁଚେଇବାକୁ ସମୟ ଦେଉଛନ୍ତି କି

  • @pravakaracharya4020
    @pravakaracharya4020 Месяц назад +5

    How can Collector,Puri report against Governor's son ? It's just eye wash and escape formula.ଜଣେ ଜିଲ୍ଲାପାଳ କ'ଣ ରାଜ୍ୟପାଳଙ୍କ ପୁଅ ବିପକ୍ଷରେ ରିପୋର୍ଟ ଦେଇ ପାରିବ ??ଏହା କେବଳ ଖସାଇ ଦେବା କୈଶଳ ନୁହଁ ତ??

  • @user-ud1lp4oh5t
    @user-ud1lp4oh5t Месяц назад +10

    ଜଉ ପାର୍ଟି ହେଉ ଅଣ ଓଡିଆ ଙ୍କ ରାଜ ଚଳିବନି

  • @RanjanKumar-mx1ki
    @RanjanKumar-mx1ki Месяц назад +10

    ତମେ କାହିଁକି ଭୁଲ କରୁଛ ଓ ଲୋକଙ୍କର ଆକ୍ରୋଶ ର ଶିକାର ହଇଛ ରାଜ୍ୟପାଳ ପୁଅ ପେଳ ତମେ ତାକୁ ଗିରଫ କଲେ ରାଜ୍ୟପାଳ କଣ ଆମର ଛୋଡ଼ିବ ନା ତମ ସରକାର କୂ ଭାଙ୍ଗି ଦେବ

  • @binayakumarnaik9452
    @binayakumarnaik9452 Месяц назад +6

    ରାଜ୍ୟପାଳ ପୁଅଙ୍କୁ ଗିରିଫ କର ଭାଷଣ କମ କରନ୍ତୁ

  • @lovingbird988
    @lovingbird988 Месяц назад +3

    First governor pua ku Arrest karantu😡

  • @limamajhi216
    @limamajhi216 Месяц назад +6

    ଆପଣ ଗୋଟିଏ ଆଇନ ମନ୍ତ୍ରୀ ନୁହେଁ ଆଜ୍ଞ। ଆପଣ କଣ କରିବେ। ଆଉ ଏବେ ଆଇନ କଣ ବିପର୍ଯ୍ୟସ୍ତ ହେଇନିକି ତଦନ୍ତ ର ଆଉ କେତେ ମାସ ର ଆବଶ୍ୟକ ରହିଛି। ଏମାନେ ଆଇନ ମନ୍ତୀ ନୁହେଁ ଏ ମାନେ ବଡ଼ ଚୋର ମାନେ ବିକାଶ ନାଁ ରେ ବିନାଶ କରିବେ ଓଡିଶାକୁ ।

  • @santoshsethi8627
    @santoshsethi8627 Месяц назад +4

    ଛ ମାସପାରେ କଛି ବି ଘଟିପାରେ?

  • @babajeesamal6821
    @babajeesamal6821 Месяц назад +4

    ଏ ଏସ ଓ କଣ ଓଡ଼ିଆ ନୁହେଁ କ? ତମେ ପ୍ରଥମେ ।କେତେଦିନ ପରେ ଝଡଖଣ୍ଡି ଗିରଫ ହେବ। ଆଇନ କବେ ବାଟକୁ ଆସିବ ?

  • @ameutkalia
    @ameutkalia Месяц назад +5

    ରିପୋର୍ଟ ଟା କେତେ ଦିନ ଲାଗୁଚି କି?ଆସିବାକୁ ଆଉ ତମେ ଚିକଣ ଭାଷଣ ଦିଅନି।ଲୋକ ଜାଣିଲେଣି

  • @rajamishra2312
    @rajamishra2312 Месяц назад +3

    ଭାଷଣ ବାଜି ଚଳିବନି।କାମ କର।ରଙ୍ଗ ମାରି ଵଃ ବାଃ ନିଅନି ।

  • @r.screationsodisha9256
    @r.screationsodisha9256 Месяц назад +4

    କେଉଁ ଅସ୍ମିତା କଥା କହୁଛନ୍ତି ରଙ୍ଗ ବଦଳା ଅସ୍ମିତା ନା ରାଜ୍ୟପାଳ ଙ୍କ ପୁଅ ମାଡ଼ ମାରିବା ଅସ୍ମିତା,ନା ରଥଯାତ୍ରା ବିଫଳ ହେବା ଅସ୍ମିତା.... ଓଡ଼ିଶାର ରାଜ୍ୟପାଳ ଜଣେ ରାଜ୍ୟପାଳ କମ୍ BJP ନେତା ଅଧିକ

  • @SATYARANJANPALL
    @SATYARANJANPALL Месяц назад +3

    ଆଗରୁ ଭଲ ଥିବା ଲୋକଟି ଏବେ ଏବେ ଗାଲୁଆ ହୋଇଗଲାଣି।

  • @MNDIGITALSARAKANA
    @MNDIGITALSARAKANA Месяц назад +8

    ଅସମିତା ସସ୍ମିତା ତୁମ ପାଟି ରେ ଶୋଭା ପାଉନି
    ବହୁତ ନାଟ୍ୟକାର ତୁମ ଦଳରେ
    ସିଧା ସଳଖ ଖଣ୍ଡି କୁ ଗିରଫ କର

  • @sanjayapanda8176
    @sanjayapanda8176 Месяц назад +4

    ରାଜ୍ୟପାଳ କହିଥିଲେ 7ଡେ.. ତୁମେ କହୁଛ ଜିଲ୍ଲାପାଳ ଦେଲେ..

  • @pintupati8786
    @pintupati8786 Месяц назад +4

    ପୁରୀ ଜିଲ୍ଲାପାଳ ରିପୋର୍ଟ ଦେବେ ପୋଲିସ କୁଆଡେ ଗଲେ କି,କଣ ବଡ ଲୋକ ବୋଲି ଜିଲ୍ଲାପାଳ ଦରକାର ହେଲା

  • @user-sg4mc6fl2f
    @user-sg4mc6fl2f Месяц назад +6

    Kn ranga badaleiba kama chi thu.. 😂😂😂

  • @dpindian6750
    @dpindian6750 Месяц назад +5

    100% right AU criminals bjd କଥା ଆଉ କୁହନି next 2029 ରେ ଓଡ଼ିଶାରେ ବିରୋଧୀ ଦଳ ରେ congress ରହିବ ଲେଖିକା ରଖ

  • @arjuncharansahoo2251
    @arjuncharansahoo2251 Месяц назад +3

    କୁହା ମୁଣ୍ଡା କପିଳା FIR Rakhun kahni ki ?
    FIR

  • @user-pi1lc5ov3i
    @user-pi1lc5ov3i Месяц назад +3

    Jou Govt b houna kahinki ଗାଣ୍ଡୀ ମରେଇ ହେବେ ନିରୀହ ଜନତା

  • @SatyamebaJayate-ml8qx
    @SatyamebaJayate-ml8qx Месяц назад +1

    ଆପଣ ସବୁ କଥା ଛାଡ଼ନ୍ତୁ, ପଣ୍ଡିତ ପୁଅ ଙ୍କ କଥା କୁହନ୍ତୁ ଆଉ କେତେଦିନ ପରେ ପ୍ରଧାନ ବାବୁ କେଉଁ ଦିନ ନ୍ୟାୟ ପାଇବେ..... ସେ ଉଦ୍ଭ୍ରାନ୍ତ ଯୁବକ କେଉଁ ଦିନ କାରାଗାର ଭିତରକୁ ଯିବ...
    ଆଗରୁ ଯେମିତି ଏବେବି ସେମିତି
    ଆଇନ ତା ବାଟରେ ଜମା ଯାଉନାହିଁ ଏହା ଓଡିଶା ବାସୀ ଙ୍କୁ ଆଉ ଅଜଣା ନାହିଁ..

  • @pratapjena1193
    @pratapjena1193 Месяц назад +3

    କହିଲେ ହେବନାହିଁ, ମାଫିଆ ମାନଙ୍କୁ ଦଣ୍ଡିତ କର, ନୋହିଲେ ମାଟି ରେ ମିଶି ଯିବ

  • @user-xi9pj2st5m
    @user-xi9pj2st5m Месяц назад +1

    ଓଡିଆ ଅସ୍ମିତା ଅର୍ଥ ବାହାର ରାଜ୍ୟର ଜଣେ ବ୍ୟକ୍ତି ଓଡିଶାର ଜଣେ ଜବାନଙ୍କୁ ମାରି ରକ୍ତାକ୍ତ କରିବା,FlRହୋଇନି କାର୍ଯ୍ୟାନୁଷ୍ଠାନ ନେବ କେବେ ? କଣ ଦାଗ ଲିଭିସାରିବାପରେ?

  • @satyakantabehera7889
    @satyakantabehera7889 Месяц назад

    Good speech

  • @trinathpalei3559
    @trinathpalei3559 Месяц назад +1

    Michha

  • @pratappradhan4333
    @pratappradhan4333 Месяц назад +2

    Tame ranga dia kam karicha

  • @NarayanDas-x7f
    @NarayanDas-x7f Месяц назад

    Badhia katha

  • @prasankumarkanhor9479
    @prasankumarkanhor9479 Месяц назад

    Not ,report of collector,but the report of Modi is highly necessary for legal action in odisha

  • @sibasoumya-khatipoint
    @sibasoumya-khatipoint Месяц назад

    ଆଜ୍ଞା ଯାହା କରୁଛ ନୂଆ କିଛି କରନ୍ତୁ ପୂର୍ବ ସରକାର ଯାହା କରିଛି ତାହା କୁ ରିପ୍ରିଣ୍ଟ କରନ୍ତୁ ନାହିଁ...... ଲୋକଙ୍କୁ ଠକନ୍ତୁ ନାହିଁ... କୋଉଠି ଅଛି ତମର ଆଇନ ଶୃଙ୍ଖଲା ରାଜ୍ୟପାଳ ପୁଅଙ୍କୁ ଗିରଫ କାଟିପାପାରୁନ....

  • @mukeshsahoo7257
    @mukeshsahoo7257 Месяц назад

    😂😂😂... When Governor's Son will arrested😂😂😂

  • @satyabratasahoo1897
    @satyabratasahoo1897 Месяц назад +1

    Micha

  • @basantapanda6646
    @basantapanda6646 Месяц назад

    Thanks

  • @manojsamantray3507
    @manojsamantray3507 Месяц назад +1

    Tautar

  • @jrrkbcreation1441
    @jrrkbcreation1441 Месяц назад +1

    Balo biswas karuchhu, sabu jona podilani bahurupi enduo sarkar

  • @durgashish90
    @durgashish90 Месяц назад

    no need collector report take necessary action police department

  • @amaodia7362
    @amaodia7362 Месяц назад

    ଜାଣିଶୁଣି late କରୁଚ କେମିତି ତମେ evidence change କରିବ ସେଇଟା ସବୁ ଜାଣିଛନ୍ତି,late ହଉଚି ମାନେ a
    ଏ ସବୁ ହବ। ଟଙ୍କା ଏବଂ ଧମକ ଦେଇ ସବୁ change କରି ଦବ।

  • @annadaswain7888
    @annadaswain7888 Месяц назад

    Chief minister hatare home dept. Case helani 15 days action nebe kebe. Chief minister nku misbehave karithila boli Gajapati transfer hei gala.

  • @rajanjena8958
    @rajanjena8958 Месяц назад

    ଯେଉଁ ଗୃହରୁ ବାହାର ରହି ଏ ଭଳି ଯୋଜନା ବଦ୍ଧ ହ ଭାବରେ ଗୃହ ର business ନ କରେଇ ଦବା ପଛରେ କିଏ ଅଛି ତାଙ୍କୁ ବାହାର କରି ଆକ୍ସନ ନିଆ ଯାଉ।

  • @basantakumarpanda9022
    @basantakumarpanda9022 Месяц назад

    ଆଇନ୍ ମନ୍ତ୍ରୀ ଜଣେ ଭଲ ଅଭିନେତା ଭଲ ଅଭିନୟ କରୁଛନ୍ତିି। Aso ଘଟଣା ସମ୍ପର୍କରେ ଜନସାଧାରଣ ଭଲଭାବେ ଅବଗତ ଅଛନ୍ତି। ଜିଲ୍ଲାପାଳ ଙ୍କ ଦ୍ଵାରା ମିଥ୍ୟା ରିପୋର୍ଟ ପ୍ରସ୍ତୁତ ପାଇଁ ଏ ଷଡ଼ଯନ୍ତ୍ର।

  • @gangadhardash3430
    @gangadhardash3430 Месяц назад

    ଯଥେଷ୍ଟ ଧୈର୍ଯ୍ୟ ଆବଶ୍ୟକ
    ତ ନ୍ଦ ରା ହୁଅନ୍ତୁ ନାହିଁ
    ଆଇନ ତାଙ୍କ ବାଟରେ ଚାଲି ଚାଲି ଯାଉଛନ୍ତି

  • @MrutyunjayHajira
    @MrutyunjayHajira Месяц назад

    Thanks sir,you are right

  • @user-it2ob3vn9f
    @user-it2ob3vn9f Месяц назад

    Why late even 15days passed? If this happened to son of Governor, could you all silent then?

  • @FastFuture24
    @FastFuture24 Месяц назад

    3:05 tama tadanta 25 din gadi galani..... 15 din kebe haba

  • @santoshkumarsahu8788
    @santoshkumarsahu8788 Месяц назад

    When governor son will be arrested

  • @satyam6619
    @satyam6619 Месяц назад

    Arrest କର ଯିଏ ହେଉ.

  • @ranjitmohanty1838
    @ranjitmohanty1838 Месяц назад +1

    A mg andha bhakta bjp chela

  • @basantbehera3048
    @basantbehera3048 Месяц назад

    Please remove this low minister immediately.

  • @niranjansahoo7581
    @niranjansahoo7581 Месяц назад

    July 7 re gandagole hoithila july 22 ku 15 dina hoigalani puni auu 15 dina pare report asile jaha heba na kn kahucha

  • @rahulbadset
    @rahulbadset Месяц назад

    କେବେ କାର୍ଯ୍ୟ ଅନୁଷ୍ଠାନ ହେବ

  • @GourishankarParida
    @GourishankarParida Месяц назад

    Areast koro

  • @Tech.Abhisha
    @Tech.Abhisha Месяц назад +1

    Tu ete gapeni

  • @jrrkbcreation1441
    @jrrkbcreation1441 Месяц назад +1

    Odisha ra asmita banchaiba pain rajyapalo puo odia manaku mada maaruchhanti, and bjp sarkar asmita banchaiba pain colour karuchhanti

  • @arjuncharansahoo2251
    @arjuncharansahoo2251 Месяц назад

    15 days laguchhi

  • @ranajitjena4668
    @ranajitjena4668 Месяц назад

    ଆଇନ ମନ୍ତ୍ରୀ ଆଇନ ବିଷୟରେ ନୂଆ ଗାଲୁଆମୀ କାହାଣୀ ଓଡିଶା ବାସୀଙ୍କୁ ଜଣାଇଲେ

  • @user-nw2rs3yo7x
    @user-nw2rs3yo7x Месяц назад

    Ohh hooo samay kahebea 😂 governor 7day samay nalea abu kahuchanti collecteri 15day samay nahi chanti dhaya Tama policy, andha bhata odisha ❤🎉

  • @papupatra1270
    @papupatra1270 Месяц назад

    Arrest kebe Kariba kuha

  • @satyakantabehera7889
    @satyakantabehera7889 Месяц назад

    Ete deri

  • @brajeswarisingh909
    @brajeswarisingh909 Месяц назад

    ଓଡିଶାର ଲୋକେ ଯାଇ ବାହାରେ ଚାକିରି କରୁଛନ୍ତି, ତାଙ୍କ ସରକାର ପ୍ରଶୟ ଦେଉଛି, ଆମ ଓଡିଶା କାହିଁକି ନ ଦେବ

  • @prabhasachandramohanty4035
    @prabhasachandramohanty4035 Месяц назад

    ବିଜେପି ଯଦି ଜନତାଙ୍କ ସରକାର,ତେବେ ରାଜ୍ୟପାଳଙ୍କ ପୁଅ ଜାଗାରେ ,ସାଧାରଣ ଲୋକ ଟିଏ ଯଦି ଏଭଳି କାମ କରିଥାନ୍ତେ କଣ ଏତିକି ଡେରି କରିଥାନ୍ତେ।ଆଇନ କଣ ନେତା ଙ୍କ ପାଇଁ ଅଲଗା କି ଆଇନ ମନ୍ତ୍ରୀ ମହୋଦୟ

  • @jitendrajena5176
    @jitendrajena5176 Месяц назад +1

    Chora tame

  • @debabrataverynice9710
    @debabrataverynice9710 Месяц назад

    First arrest that criminal

  • @sarat4102
    @sarat4102 Месяц назад

    ସବୁ ସରକାର ଲୋକଙ୍କର ବାଳ ଅସ୍ମିତା ସବୁ ଓଡ଼ିଆରେ କଲ ଆମେ ଦେଖିବୁ କେଡେ କାଦୁଆ ସରକାର ।।

  • @manojkumarpradhan4924
    @manojkumarpradhan4924 Месяц назад +1

    Jaha karibu kaha michha natak karana

  • @deepaksahoo9045
    @deepaksahoo9045 Месяц назад

    Bhai collector nka report asibani Mu sure😮

  • @ganeswarpanda2367
    @ganeswarpanda2367 Месяц назад

    Failure Govt.

  • @odishanews57
    @odishanews57 Месяц назад

    ରିୟା ଆଉ ରାଜ୍ୟ ପାଳ ପୁଅ କେବେ arrest ହେବେ

  • @pritiranjankusumanjali6544
    @pritiranjankusumanjali6544 Месяц назад

    Rajya pal nije bhul kari nahi

  • @1235daya
    @1235daya Месяц назад

    why diverting the topic ?

  • @pradeeppkbehera2930
    @pradeeppkbehera2930 Месяц назад

    Upadi pakeiba sabu..rajyapala nka kichi kari paribani..😂

  • @pradeepnayak3392
    @pradeepnayak3392 Месяц назад

    Ghare na pasunu chala bajilani😂😂

  • @arjuncharansahoo2251
    @arjuncharansahoo2251 Месяц назад

    Triple engine sarkar

  • @sudhakarsahoo8316
    @sudhakarsahoo8316 Месяц назад +1

    Tame kahiniki arrest kal nahi

  • @biranchinarayanmohanty4699
    @biranchinarayanmohanty4699 Месяц назад

    ଆଉ ଭାଇ ଓଡ଼ିଆ ଅସ୍ମିତା କଥା କୁହନା ସେଗୁଡା ମୁଣିବାକୁ ଭଲ ଲାଗୁନି ତୁମ ହାତରେ ଜଦି କ୍ଷମତା ଅଛି ତୁରନ୍ତ ଗିରଫ କର ମତେ କାହିଁ ଲାଗୁନି ..

  • @ganeswarpanda2367
    @ganeswarpanda2367 Месяц назад

    First arrest Governor's son . Then sir speak odia Asmita.

  • @somechocolate
    @somechocolate Месяц назад

    ମିଛ ସରକାର

  • @user-rd7ci2dn8x
    @user-rd7ci2dn8x Месяц назад

    Kama.kara

  • @JitendraKumar-io9yi
    @JitendraKumar-io9yi Месяц назад

    Tike laja laguni

  • @prabhasachandramohanty4035
    @prabhasachandramohanty4035 Месяц назад

    ବିଜେପି ଗୋଟିଏ ମିଛୁଆ ଦଳ।ଓଡ଼ିଆଙ୍କୁ ବିତେଇ କରି ଭୋଟ ନେଇଛ।ଏହା ଶେଷ।

  • @prasantamahapatra3479
    @prasantamahapatra3479 Месяц назад

    Jharkhandi nka Tharu mada khayiba odia Asmita ra pratik

  • @alekhakumarsahu7529
    @alekhakumarsahu7529 Месяц назад

    Sir your party is tuition in his home

  • @KanhuCharan-fl9uo
    @KanhuCharan-fl9uo Месяц назад

    ଜିଲ୍ଲାପାଳ crime investigation କଲେ ପୋଲିସ department kan ମେଣ୍ଢା ଚରେଇବେ ନା ଘାସ କଟିବେ.. ମନ୍ତବ୍ୟ ଦେବାକୁ ଲଜ୍ଜ୍ୟା ଲାଗୁ ନାହିଁ😅😅😅

  • @sarat4102
    @sarat4102 Месяц назад

    ରାଜ୍ୟପାଳ ପୁଅକୁ first arrest କର ଟା ପରେ ରାଜନୀତି କରିବ।

  • @prasantamishra4866
    @prasantamishra4866 Месяц назад

    Asmita katha mukharu sova pauni

  • @sumantakubehera5135
    @sumantakubehera5135 Месяц назад

    ଜିଲ୍ଲାପାଳ କଣ ରିପୋର୍ଟ ଦବ ଆରେ ମୂର୍ଖ ଯିଏ ମାଡ଼ ଖାଇଲା ସେ ପରା ନିଜେ fir ଦେଲା ତମେ ଶଳା ଏମିତ ବିଭିନ୍ନ ବାହା ନା ଡେଖେଇବ ୫ ବର୍ଷ ପରେ ଆଉ ବାଳ ଭୋଟ ପାଇବ ଶଳା ଜୀବନ ରେ ସରକାର ରେ ବସି ପାରି ନଥିଲ BJD ର ଗୁଣ୍ଡା ଗର୍ଡିରେ ଲୋକ ଅତିଷ୍ଟ ହୋଇ ତମକୁ ଭୋଟ ଦେଲେ

  • @ajitdasdiku
    @ajitdasdiku Месяц назад

    Kana ta tanchi pakeicha 1 month re

  • @dileswarbehera6027
    @dileswarbehera6027 Месяц назад

    ବଳ ନା ଆଉ ....ସବୁ duplicate copy pst 😊

  • @arjuncharansahoo2251
    @arjuncharansahoo2251 Месяц назад

    Besi bakuchhi

  • @Simplifymath3.o
    @Simplifymath3.o Месяц назад

    Aau kichi achi na khali odisha ashmita

  • @biren93
    @biren93 Месяц назад

    DM report?
    Mu b kahaku maribi then mate arrest kareibeni, DM report dela pare hni arrest karibe

  • @pitabaspattanayak5202
    @pitabaspattanayak5202 Месяц назад

    Jilapal kahibe michha, kana ghatana ta michha heijiba ?

  • @sureshchandradash3653
    @sureshchandradash3653 Месяц назад

    Police kuade gala .odisa police kuade jibe ki ?

  • @TrinathJena-oo1zk
    @TrinathJena-oo1zk Месяц назад

    Jana paduchi tame kete bhala

  • @pradipatkrushnabehera5070
    @pradipatkrushnabehera5070 Месяц назад

    Domestic animal

  • @sudhakarsahoo8316
    @sudhakarsahoo8316 Месяц назад

    Ketabela FIR rakhajiba