LoP Naveen Patnaik addresses first session of the 17th Odisha Assembly || Kalinga TV
HTML-код
- Опубликовано: 5 сен 2024
- Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
RUclips: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews
Jaha ହଉ ନବୀନ ବିଧାନସଭା ଆସିଛନ୍ତି
Odia re 2 minutes kahipari ba ki...
ଜୟ ନବୀନ ଜୟ ବିଜେଡି
Kan kahuche bujhiparuchu na khali jay jay hauchu
ପାକକୁ ଆସ ସିକେଇ ବି @@user-hc5rd3pw7t
@user-hc5rd3pw7t ନିଶା କଟିନି 😢
ମାତୃଭାଷା କିମ୍ବା ରାଷ୍ଟ୍ର ଭାଷା ର ଆବଶ୍ୟକତା ରହିଛି ।
ଏବେ ଓଡ଼ିଆରେ ଚିଠି ଲେଖିଥିଲ, ପୁଣି ଇଂରାଜୀ, ଲଜ୍ୟା ଲାଗିବ,
ସବୁ ନାଟକ
ଲଜ୍ୟା × ଲଜ୍ଜା ✅
ଆପଣ ନିଜର ଶବ୍ଦଟିକୁ ପ୍ରଥମେ ଠିକ କରି ଲେଖି ଦିଅନ୍ତୁ |
Jay Naveen Jay Odisha 🙏🙏🙏
Kan kahuchi ki nabin bujhiparuchu eita odissa na amerika
ଓଡ଼ିଆ ରେ ପଦେ କୁଅନ୍ତୁ
mora Priya Badipoda bai o bauni mane
@@supervaluepharma9754😂😂😂 nabin babu kana kala se ahi dina bi dekhibar thila. Utha le re baba 😂😂😂
Flo, sle 10th exam deicha
ଆମର ପୂର୍ବତନପ୍ରିୟ ମୁଖ୍ୟମନ୍ତ୍ରୀ ❤❤❤
Naveen Patnaik jindabad 🙏👍🙏♥️
ଆଜି ନବୀନର ଓଡ଼ିଆ କୁଆଡେ ଗଲା କି..... କ୍ଷମତା ଲୋଭି ନବୀନ, ହାୟ.... ହାୟ...ହାୟ....
Kain mohan babu english bujhiparunahanti ki😂
@@litunarout8550mohan majhi odisha ra cm England cm nuha je English janiba darkar,naveen England loka 24 barsa pare bi odia pasuni
Ta me buji la ta bala na au@@litunarout8550
@@litunarout8550Bahut bhala comment te kala Bhai Andha bhakta mane sahi paru nahanti
ଆମ❤❤ନବୀନ୍❤❤🙏🙏👍✌️👍💚🐚💚🐚💚🐚💚
ଭାଇ ଜଉ ଲୋକମାନେ comment କରୁଛ Naveen Patnaik sir Odia re କହୁ ନାହାନ୍ତି ଖାଲି ଏତିକି କହିବା ଯଦି ଆମ ଓଡ଼ିଶା jdi kaha pain development heichhi biju patnayak au Naveen Patnaik sir nka pai
Jay Naveen babu❤
Jay Naveen Patnaik
Jay Naveen Babu jindabad CM Naveen Babu
ବିରୋଧି ଦଳ ନେତା xCm
ରାଜ୍ୟପାଳ ହିନ୍ଦୀ ଭାଷାରେ ଭାଷଣ ଦେଲେ, ବିଜେଡି ସମର୍ଥକଙ୍କ ଗାଣ୍ଡି ଫାଟିଲା, ଏବେ କହୁନ ନବୀନ ଓଡ଼ିଆରେ କହିବେ
Naveen Sir The myth,The Legend🎉🎉🎉
Ta pare????
@@smrutiranjanparida9766 dekhajau kiye asibe?????
ନବୀନ 💚💚
ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି
Kichi bujhi hauni Kan kahuche odissa pain mohan sir thik
jay Nabin babu🎉🎉🎉
Jay❤naveen
Ama CM Naveen Patnaik ❤
Love you Navin babu
@@aloksahu5659nabin to bou ra ghaeta 😂
@@Skybluewindcool🤣🤣😁😁 ଧରୋମୋ ବାପା , ସେଥିପାଇଁ ପ୍ରେମ
ଯେତେ ଯାହା କହ ଓଡ଼ିଆ ମୁଁ କହିବିନି😂😂😂😂😂
Kn kala se😂😂😂🎉
ଓଡ଼ିଆ ଛଡ଼ା ତୋତେ କିଛି ଆସିବନି।😂😂
Tate au kn ase @@Kahnucharan3002
ସ୍କୁଲ୍ ରେ ପାଠ ପଢ଼ିବା ସମୟରେ ପ୍ରଥମ ଭାଷା ହିସାବରେ ଓଡ଼ିଆ, ଦ୍ଵିତୀୟ ରେ ଇଂରାଜୀ ଆଉ ତୃତୀୟ ରେ ହିନ୍ଦୀ ଭାଷା ପଢ଼ା ଯାଇଥିବ ଭୁଲି ଯାଇଛ କି ବନ୍ଧୁ? ଓଡ଼ିଆ କହିବା ଏକ ବାହାଦୂରୀ ନୁହେଁ ବରଂ କିଛି ଜନହିତକର କାର୍ଯ୍ୟ କରିବା ହେଉଛି ବାହାଦୂରୀ। ମୋହନ ମାଝୀ କାଲି ଓଡ଼ିଆ ରେ ଭାଷଣ ଦେଉଥଲା ଉତ୍କଳମଣି ଗୋପବନ୍ଧୁ ଦାସ ବଦଳରେ ମଧୁସୂଦନ ଦାସ କହିଲା। ଗର୍ବରେ ଛାତି ଫାଟି ଯାଇଥିବ ନାହିଁ??
ସିଏ ଇଂଲିଶ କୁହନ୍ତୁ
ମନାନାହିଁ କିନ୍ତୁ ଆମ ମାତୃଭାଷା ଓଡ଼ିଆ ପ୍ରଥମେ ତାକୁ ପ୍ରାଧାନ୍ୟ ଦବା ଦରକାର୍ ,ଆଉ ତାପରେ ଗୋଟେ କଥା ମନେ ରଖିବା ଉଚିତ୍ ସାଢେ଼ ଚରିକୋଟି ହେଉଛନ୍ତି ଓଡ଼ିଶାର ଜନତା କେତେଜଣ ଶିକ୍ଷିତ ଅଛନ୍ତି ଯୋଉ ମାନେ କି ଇଂଲିଶ ବୁଝି ପାରିବେ
Jay Nabin patnayak
Jay Naveen
Long live naaabin sir
ବିରୋଧି ଦଳ ର ନେତା ଓଡ଼ିଆ ଅଶ୍ମିତା କଥା କହିଛନ୍ତି କିନ୍ତୁ ଓଡ଼ିଆ କହି ପାରୁନାହାଁନ୍ତି ୟାଠୁ ଲଜ୍ଜ୍ୟା ର କଥା କଣ।
ଆରେ ଭାଇ ଆମ ନୂଆ cm ଆମ ରାଷ୍ଟୀୟ ଭାଷା କହି ପାରୁ ନାହାନ୍ତି ଟିକେ କହୁନ
ମୋହନ ମାଝି ଓଡ଼ିଆ ରେ ମଧ୍ୟ ଭାଷଣ ଦେଇ ପାରୁ ନାହିଁ
@@biswaranjanbagarty7585 ତମେ ଦୋଉଛ ତାଙ୍କ ପାଇଁ ଭାଷଣ
ରଖ ତୁମ English କୁ ଲାଜ ନାହିଁ ତୁମ ମୁହଁକୁ
@@PureTraditionalLife ଆମେ ଓଡ଼ିଶା ଲୋକ ଆମ ମାତୃଭାଷା ଓଡିଆ ଓଡ଼ିଆ କହୁଛନ୍ତି ତ। ହିନ୍ଦି କହି ପାରୁନାହାଁନ୍ତି ଶିଖିଥିଲେ ଓଡିଶା ରେ ଇଙ୍ଗଲିସ ଭାଷା କେତେ ଜଣ ବୁଝି ପାରୁଛନ୍ତି କେତ ଜଣ ପ୍ରତିବାଦ କରିଛ।24 ବର୍ଷ ରେ ଓଡ଼ିଆ କହି ପାରୁନାହାଁନ୍ତି ଆକୁ 40 ଦିନରେ ହିନ୍ଦି ଦରକାର ଅନ୍ଧ ଭକ୍ତ
ଓଡ଼ିଆ ଶିଖିପାରିଲ ନାହିଁ
ତୁ ଟିକେ ଶିଖେଇଦିଏ
Very nice sir ❤
Nabin agaru dine hele present hele heithanta
Kan heijaithanta..?
ଲଜ୍ୟା ଲଜ୍ୟା ଛି ଥୁ
ଜୟ ନବୀନ ❤❤❤❤❤❤❤
5 years kati jau nabin sir aau thare asantu
24 year re odisare rahila odia sikhilani.
Kichi loka ta matrubhasa janiki b nija matrubhumi ku bhuli jauchanti😂khali election tym re bada bada katha kahuchanti😂😂
Se au kehi nuha tama priya Dharma bhai ma😂
@@ayush1725 ame kau party ra nuha ame jagannath nka sena . Only puri toka
@@manassahu2293 mu b kau party ki support kareni..ama pain jie bhla kala ame taki vote deu
Rajaneeti re bhasa ra abasyakata nai, nahele modi, yogi, Asam cm emane kn odia janithile ta pare v ta odisha balanku bhakua banei dele na,
United nation sabu lokal language janinii ta pare v ta sara biswaku control karuchi. Bhasa gote madhyama jiban saili nunha.
Naveen babu ta bengali, punjabi,tamil jani nahanti ta pare v corona re oxygen jogeichhanti .
@@sanjayasahoo9278modi yogi emanankar interest achi tankar odia loka naheiki bi au odia kahibaku try karanti atleast hele magia nabin nije odia loka hei chi chi ghor lajya 25 barsa sasan kale odia sikhileni
ଓଡ଼ିଆ ଶିକ୍ଷା ଦରକାର
For CM language is not important, important is to understand the problems faced by people..which he has understood very well.
ଜୟ ନବୀନ ଜୟ ଜଗନ୍ନାଥ 🙏 🙏 🙏 🙏
ନବୀନ କଣ କରିଛି ?
ଜୟ ବିଜେପି ଜୟ ବିଜେପି ଜୟ ବିଜେପି
I miss Naveen sir 💚
ଏ ମୁର୍ଖ ସରକାର ଅଯୋଗ୍ୟ କୁ ତୁରନ୍ତ ବହିଷ୍କାର କରାଯାଉ
ଓଡ଼ିଆ ର ଅସ୍ମିତା ବଜାୟ rskhilelta କାଗଜ ପଢ଼ାଛାଡ଼ି ମନରୁ କହିବାର ଦକ୍ଷତା ନାହିଁ, ଧନ୍ୟ ରେ ex CM
Bjd
❤❤❤
ଏଇଟା ବାଳ ଇଂଲଣ୍ଡ...
Jay Jagannath
ନବୀନ ବାବୁ ଓଡ଼ିଆରେ ଚିଠି ଲେଖି ପାରୁଛ କିନ୍ତୁ କହିଲା ବେଳେ ଇଂଲିଶରେ କହୁଛ ଓଡ଼ିଆରେ କୁହନ୍ତୁ ଏ ଓଡ଼ିଆ ଲୋକ ତୁମ ଭଳି ଇଂଲିଶ ଜାଣି ନାହାନ୍ତି ଏ ନାଟକ ବାଜି ବନ୍ଦ କର
Ame bjp loka but I love you naveen patnaik ❤ love u sir apan khushi re ruhantu
Jaya jagannath
one N ONLY BRANDED ନବୀନ ପଟ୍ଟନାୟକଙ୍କ ସାର୍❤❤❤
Great captain of odisha Naveen sir
Tq sir ❤❤❤❤ I Love you Naveen sir captain sir
@@ItishreeBag-ri3jwmo bala captain siye chora magia
BJP jindabad jindabad jindabad
ଓଡ଼ିଆ ରେ କୁହନ୍ତୁ ନବୀନ ବାବୁ ଏଇଟା ଓଡିଶା 👍ଆମେରିକା ନୁହଁ....
ଛୋଟ ପିଲାଙ୍କ ପରି ବହି ପଢୁଛି
ଓଡ଼ିଆ ହୃଦୟ ମଣି ନବିନ ପଟ୍ଟନାୟକ ଜିନ୍ଦାବାଦ ❤
ନିଜ ମାତୃ ଭାଷା କୁ ଭୁଲିଗଲେ
Kichi loka ta matrubhasa janiki b nija matrubhumi ku bhuli jauchanti😂khali election tym re bada bada katha kahuchanti😂😂
Se au kehi nuha tama priya Dharma bhai ma😂
24 ବର୍ଷ କେନ୍ ନେ ଥିଲ ଏବେ ବିଧାନସଭା ନେ ଭାଷଣ ମାରୁଛ, ମିଡିଆ କେ ଭୟ କରୁଥିବା ଲୋକ ଏବେ ମିଡିଆ ଆଗରେ ଭାଷଣ ମରୁଛ,ଯାହା ହେଉ BJP ଜିନ୍ଦାବାଦ।
Naveen pattnaik jindabad😂
hmm ki?? jahahau... Bhai double engine re Odisha ra kn develope haba boli BJP re lekha achhi?
BJP 2 month re kn colour mariki develope karichi....
Naveen patnayak ❤❤❤
ନବୀନ ବାବୁ ଓଡିଆ କିବା ହିନ୍ଦୀ ଭାଷାରେ କୁହନ୍ତୁ ଖାଲି ମିଛୁଟାରେ ଓଡିଆ ଅସ୍ମିତା କହିଲେ କଣ ହେବ
Jay nabin patnaik
He is evergreen in any role entrusted to Naveen sir Jai jagannath 🎉
Madam buji paribeta.mohan Babu ta hindi kahiparunahanti English suni bhakua heijauthibe.jay jagannath.
ତୁମେ ଓଡ଼ିଆ ଵାଲା ନବୀନ ଙ୍କ ଇଂରାଜୀ ବୁଝି ପାରୁଛ ତ
Murkha Sasan chalichi English habni vidhansabha buli jaicha.palei asha bila chasha Kara...
Tama Nabin....Odia bujhi paruchi ta....??😅
Tq sir
Jay nabin
Jay naveen Pattnaik sri bahut bhal se raha ame mane b bahut bhal se rahemu
odia,kuhantu
ହିଞ୍ଜିଳିକାଟୁ ଲୋକ ବୁଝିପାରୁଛ ତ😂😂😂
ମୁଁ ଆଶା କରୁଛି ବୁଝି ପାରୁଥିବେ ଯେହେତୁ ତାଙ୍କ MLA 😂😂😂
Super Naveen sir Jai jagannath BJD zindabad 🎉
ଜୟ ନବୀନ ମାଡି ଚାଲ ଆଗକୁ
Odia plz.
English is good
@@Zanil-kr7llodia in odisha vidhansabha
AI ra juga helani..mobile update Kara.. automatic translate karidaba odia re
@@avigyan1303 kanhi 24 barsa sasan kala pare bi patire odia pasuni se kana england ra neta je keval English kahibe ta bi vidhan sabha re,odisha ra baraputra ra santan hoi odia bhasa prati ate gruhna.chi chi,..gaalua genda dalia..
@@India14776 tame kan murkha gaonuli boli Naveen Pattanaik dayi tama ku English asuni Sethi paine BJD dayi nuhe tama CM jemiti tame b semiti
He is a states man,, Mr.Naveen pattanaik ❤️the true legend,, man with simplicity nd having very handsome heart ❤🙏
A true statesman .... Naveen Patnaik
ଏ ଗୋବ ଗାଣ୍ଡୁ ଆଉ ଜୀବନରେ ଓଡ଼ିଆ ଶିଖି ପାରିଲା ନାହିଁ 😊
24 year re kete thoro sir bidhan sabha asichanti
ମୁଁ ଏହାଠୁ ଭଲ english ପଢି ପାରିବି, ପୁରା ବହି ପଢ଼ି ଦେଲେ....
Much qualified and better than current cm
Jai Naveen❤
ଓଡ଼ିଆ ରେ କୁହନ୍ତୁ
Naveen sir totally unique 🎉
Jya Naveen sir
England re rahichhu😊😊😊😊odia kemiti kahibu
JAY BJD ❤❤❤❤❤❤❤
Odia bujhila call English ?
Now Odisha is going to see the opposition with gentle spirit 😊
Ama cm rahebe ama manare Naveen sir
ଯଦି ରାଜ୍ୟପାଳ ହିନ୍ଦୀରେ ଭାଷଣ ଦେଲେ ବୋଲି ବିରୋଧ କରାଗଲା ବିରୋଧୀ ଦଳ ର ନେତା କାହିଁକି English ରେ ଭାଷଣ ଦେବେ ବିରୋଧୀ ଦଳ ବିରୋଧ କରୁ ନାହାନ୍ତି କାହିଁକି ?
Bidhasbha re odiea. English kahipariba
Jay Naveen Pattnaik sir Jay BJD jindabaad
Jay naveen sir❤❤❤
ଲେଖା ବିନା ନବୀନ ବାବୁ ପଦେ କଥା କହି ପାରବେ ନାହିଁ। କାରଣ ୟେ ଓଡ଼ିଶା ବିଷୟରେ କିଛି ଜାଣନ୍ତି ନାହିଁ।
ତୁ ସବୁ ଉଫାଡି ଦବୁ ନବୀନ sir ଗ୍ରେଟ
Hm re bhai jou nua cm heichhanti se ta bina lekhare sabu kahuchhanti na,
@@AmarKing-hp3hy ଏପରି ବ୍ଯବହାର ତମେ ତମ ଗ୍ରେଟଂକ ଠାରୁ ଶିଖିଛ ବୋଧେ। ଗୁରୁ ଅନୁସାରେ ଶିଷ୍ଯ। ମହାନ୍।।।।
Apana Khali odia re kahiparibe au lekhiparibe....ya thu agaku emiti bhadana Mari paribe..
Good utterance
Jay naveen Jay bjd apananku authare cm bhabe dekhibaku chahunchi
Jay bJD
Where is odia Asmita.
ପାଣ୍ଡୁ ଆସେ ଟ୍ରାନ୍ସଲେଟ କରିବୁ 😄
Nabin sir always with you sir🙏💚
BJP ra odia Ashi Mita Katha kuaade gala ki BJP aagami dinare vote re dekhiba BJP hatao odisha bachao
@@biswambarsatapathy9398 bjd aau achhi ta
ଆମର ପୁରୁଣା ଦଳକୁ କିଛି କୁହନି
Pl deliver yr speech in odia. Same habbit of reading the paper written by Pandian. How many days this will continue pl clarify
School re Khali odia padhicha na English bi padhicha...?
Tanka icha se jetebele English re kahibe, odia re kahibe...tame kn pain tanka odia pachare padicha..
ହଇରେ ନବୀନ ଇଟା କଣ ବ୍ରିଟେନ କି ଖାଲି ଇଂରାଜୀ ଝାଡୁଛୁ 😂 ତତେ ଓଡ଼ିଆ ଲୋକ ଭୋଟ ଦେଇଛନ୍ତି ଓଡ଼ିଆ ରେ କହ
English କହିଲେ କେହି ଶିକ୍ଷିତ ହୁଅନି ନିଜ ଭାଷା କୁ ସମ୍ମାନ ଦେ 24ବର୍ଷ ଶାସନ ରେ ପଦେ ଖାଲି ଆପଣ ମାନେ "ଖୁସିତ ମୁଁ ବି ଖୁସି"
ଓଡ଼ିଆ ଅସ୍ମିତା ।ମୋତେ ଯେତେ ମ।ଠି ବୁ ମ।ଠ ମୁ ସେଇ ଦର ପୋଡ଼ା କାଠ
❤❤❤ I really love Naveen sir 💚💚
Great nabin
ଲୁବିନ ବାବୁ ଏଥର ପାଣ୍ଡୁ ଜୁଆଁଇଁ କୁଆଡେ ଗଲା କି ?
Pua tu jaa aga prathama class padhi ki ase..nabin ku lubin lekhuchi😂