Hue And Cry Over Biju ! | No Comments | Nirbhay Gumara Katha

Поделиться
HTML-код
  • Опубликовано: 14 окт 2024
  • Hue And Cry Over Biju ! | No Comments | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 58

  • @pravashmishra1178
    @pravashmishra1178 2 месяца назад +2

    ତୁମେ ଯୋଉ ଢଙ୍ଗରେ ଲୋକଙ୍କୁ ମିଛ ସତ ଚିକଣ କଥା କହିବା ପାଇଁ ବିଜେପି ଠୁଁ ଭଲ ଡାବ ପାଉଥିବ @ ଗଣତନ୍ତ୍ରର କଳଙ୍କ ଟିଏ ତୁମେ ହୋ ଭାଇ ନବିନ

  • @biswabhusanbhanja1561
    @biswabhusanbhanja1561 2 месяца назад +12

    ମୋହନ ସରକାର ପାଣ୍ଡିଆନ୍ ବିରୁଦ୍ଧରେ E.D. ଓ C.B.I. ଲଗାଇବାରେ ଏତେ ବିଳମ୍ବ କାହିଁକି କରୁଛି? ଏହାଦ୍ୱାରା ପାଣ୍ଡିଆନ୍ ନିଜ ଦୁର୍ନୀତିର ପ୍ରମାଣ ଲୁଚାଇବାକୁ କିଛି ପରିମାଣରେ ସମର୍ଥ ହୋଇପାରେ. ଓଡ଼ିଶାର ଜନସାଧାରଣ ଏହାକୁ ଅତ୍ୟନ୍ତ ଆଗ୍ରହର ସହିତ ଅପେକ୍ଷା କରି ରହିଛନ୍ତି.

    • @diptiranjan7569
      @diptiranjan7569 2 месяца назад

      Semiti kichi hebani.centre re rajay sabha re bjp number kam achi.so bill pass pain semane bjd upre depend karibe.

    • @satishchandrabehera7291
      @satishchandrabehera7291 2 месяца назад +1

      ଧୈର୍ଯ୍ୟ ଧରନ୍ତୁ।

    • @BiswaPradhan-qy5vc
      @BiswaPradhan-qy5vc 2 месяца назад

      ସବୁ ଗୋଟିଏ ଲାଉର ମଞ୍ଜି

    • @VoyageDays
      @VoyageDays 2 месяца назад +1

      Jadi Ed lageibe...bjd congress ku support kariba...sethipain late

    • @abhiramsahoo5642
      @abhiramsahoo5642 2 месяца назад

      ​@@diptiranjan7569right

  • @binodsahoo3374
    @binodsahoo3374 2 месяца назад

    Sounds interesting

  • @mihirdwivedi8843
    @mihirdwivedi8843 2 месяца назад +3

    Excellent analysis done by you😊

  • @gangadhardash3430
    @gangadhardash3430 2 месяца назад

    🎉

  • @jchoudhury274
    @jchoudhury274 2 месяца назад +2

    ବେ ଲଜ୍ଜ୍ୟା ଜନତା ଦଳର କାନ୍ଦିବା ସମୟ ଆସି ଯାଇଛି ଜୟ ଜଗନ୍ନାଥ

  • @AshokPanda-qt4qn
    @AshokPanda-qt4qn 2 месяца назад +1

    Dhanyabada Sir Jai Sri Ram🙏

  • @ramakrishnamahapatro1271
    @ramakrishnamahapatro1271 2 месяца назад +8

    52 ସପ୍ତାହ ଭିତରେ ବିଜେଡ଼ି ବୁଡ଼ିଯିବ। ଏଣୁ ପୁଣି ପାଣ୍ଡିଆ ନବୀନ ଘରେ ରାତ୍ର ଯାପନ କରୁଛି

    • @manjushaswain1037
      @manjushaswain1037 2 месяца назад

      କ୍ରୀଡା ସଚିବ କ୍ରୀଡା ମନ୍ତ୍ରୀ ଓ ମୂଖ୍ୟ ମନ୍ତ୍ରୀ ଙ୍କ ଅଗୋଚରରେ ଯେଉଁ କାର୍ଯ୍ୟ କଲେ

    • @manjushaswain1037
      @manjushaswain1037 2 месяца назад

      କ୍ରୀଡା ସଚିବ କ୍ରୀଡା ମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀ ଙ୍କ ଅଗୋଚରରେ କରିଥିବା କାମ ପାଇଁ ମୋହନ ସରକାର ଙ୍କ ଆଖି ଦୃଷିଆ। ଦଣ୍ଡ ପାଇଁ ଜନତା ଅନେଇ ‌ବସିଛନ୍ତି ।

  • @roshnimohapatra2797
    @roshnimohapatra2797 2 месяца назад +6

    ଜୟ ଶ୍ରୀ ଜଗନ୍ନାଥ 🙏
    ନବୀନ ପଟ୍ଟନାୟକ ସାର୍ କଂର ନା ଥିଲା ପାରିବାରିକ ସଂଗଠନ ପ୍ରତି ଶ୍ରଦ୍ଧା ନା ଓଡିଆ ଅସ୍ମିତା ପ୍ରତି ପ୍ରିତି ସେ କେବଳ ତାମିଲ ବାବୁଙ୍କୁ ଅହେତୁକ ପ୍ରିତି ଦେଖେଇ ଓଡିଶା ରାଜନୈତିକ ବାତାବରଣ କୁ ନଷ୍ କରିଦେଇଛନ୍ତି....?

  • @bijayakumarsahu4945
    @bijayakumarsahu4945 2 месяца назад +3

    Ecellent analysis

  • @sureshmishra7180
    @sureshmishra7180 2 месяца назад

    ସାମ୍ବାଦିକତା ନିରପେକ୍ଷ ହେଲେ ଗଣତନ୍ତ୍ର ସୁଦୃଢ ହେବ

  • @pratappadhi8400
    @pratappadhi8400 2 месяца назад +4

    "ପାଣ୍ଡିଆନ ଆମ ଆଦର୍ଶ, ଆମ ଗୌରବ" ପୋଷ୍ଟର ଚାରିଆଡେ ଶୋଭା ବର୍ଦ୍ଧନ କରୁଥିଲା।

  • @uddhabghadia133
    @uddhabghadia133 2 месяца назад

    ବିଜେପି ବିଜେଡି ଭାଇ ଭାଇ, ଯାହା ସବୁ ହେବ ମିଳିମିଶି କରିବେ।

  • @itsUmacreations
    @itsUmacreations 2 месяца назад +1

    Exllent 🎉🎉

  • @manjushaswain1037
    @manjushaswain1037 2 месяца назад

    କ୍ରୀଡା ସଚିବ କ୍ରୀଡା ମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀ। ଙ୍କ ଅଗୋଚରରେ

  • @birendrapattnaik5162
    @birendrapattnaik5162 2 месяца назад

    ଵିଜେପି ପସତେଈବ ।

  • @sureshmishra7180
    @sureshmishra7180 2 месяца назад

    ମୁଖ୍ୟମନ୍ତ୍ରୀ ନିଜେ ଜାଣି ନାହାଁନ୍ତି ପୁରସ୍କାର ନାମ ପରିବର୍ତ୍ତନ ହେଲା କିପରି ଆଶ୍ଚର୍ଯ୍ୟ ଲାଗେ

  • @chhabindramansingh73
    @chhabindramansingh73 2 месяца назад +1

    Cm ମୋହନ ପୂର୍ବର ସମସ୍ତ ପ୍ରଶାସନ oas ias ଙ୍କୁ ତଡ଼, ବଞ୍ଚିବ ନିଜ ଦଳର ବିଭିଷଣ ଙ୍କୁ ଚିହ୍ନଟ କର, ନଚେତ ବଦନାମ ହବ

  • @aduniamodunia6550
    @aduniamodunia6550 2 месяца назад

    ୨୦୨୪ ସାଧାରଣ ନିର୍ବାଚନ ଯଦି ଆଉ ୬ ମାସ ଖଣ୍ଡେ ବିଳମ୍ବରେ ହୋଇଥାନ୍ତା ତ ନବୀନ ଙ୍କ ନାଁ ବି ରହି ନଥାନ୍ତା , କେବଳ ପାଣ୍ଡିଆନ ହିଁ ପାଣ୍ଡିଆନ.........

  • @sudhirsasmal8518
    @sudhirsasmal8518 2 месяца назад

    Sir, aapana e dress re pura hero laguchhanti.

  • @nareshpanda4485
    @nareshpanda4485 2 месяца назад

    ଏହା ବିଜେଡି ର କୁମ୍ଭୀର କାନ୍ଦଣା

  • @rameswar3765
    @rameswar3765 2 месяца назад +1

    ଏବେ ଭୈକାପା ଯୁଗ ଆରମ୍ଭ ହୋଇଛି, ଅପେକ୍ଷା କର ମୂଖ୍ଯମନ୍ତ୍ରୀ ହେବା ଥୟ ।

  • @BabaJCBBaba-e8w
    @BabaJCBBaba-e8w 2 месяца назад +1

    ହଜାରେ କୋଟି ଟଙ୍କାରେ ୫ ହଜାର ଟା ବିଜୁ ମୂର୍ତ୍ତି ହେଇପାରିଥାନ୍ତା,,,
    ନା, ଆପଣ ମାନେ କ'ଣ କହୁଛନ୍ତି,,

  • @jyotirmayadas4981
    @jyotirmayadas4981 2 месяца назад

    ତାଙ୍କ ସମାଧି ଭାଙ୍ଗି ତାଙ୍କ ସତ୍ତା ଲୋପକଲେ ଓ ନାମରେ ଦଳ ଓ ଖେଳ ପ୍ରଭୃତି ଗଢି ଫାଇଦା ଉଠାଇଛନ୍ତି।

  • @ajitnayak4342
    @ajitnayak4342 2 месяца назад +3

    BJP against re ki6i kahunahanti Kain,NEET xam scam au electrical bond bisayare tk kuhantu,kte nirlj
    a😮tame

  • @chandipadapanda4707
    @chandipadapanda4707 2 месяца назад

    ନବୀନ ଓଡିଶା ଓ ନୂଆ ଓ ସ୍ରୋତରେ ବିଜୁ ବାବୁ ନାମ କୁଆଡେ ହଜିଗଲା ତାକୁ ଖୋଜିଲେ ମିଳୁନି ।

  • @raghumaninayak9593
    @raghumaninayak9593 2 месяца назад +1

    ନେବେର...ପାଣ୍ଡିଆନ ମାନସିକତା କେବେ ଯିବ ଓଡିଶାରୁ

  • @padmalayasarangi3907
    @padmalayasarangi3907 2 месяца назад +1

    Bijunku biki aau ketedina khaiebe? Upare Biju babunka aatma kanduthiba,sethipaie ta Bijunka aatma khamataru hateie dela!

  • @SANATANMALLICK-jm7qe
    @SANATANMALLICK-jm7qe 2 месяца назад +1

    Belajya b j p odisha goverment

  • @pramodkumarrout7641
    @pramodkumarrout7641 2 месяца назад +1

    Navin Niwas should be renamed as Biju Niwas ,Bhubaneswar.

  • @DillipKumar-zv5mw
    @DillipKumar-zv5mw 2 месяца назад

    😅

  • @Vinood900
    @Vinood900 2 месяца назад

    ମହାରାଷ୍ଟ୍ର ଶିବସେନା ଆଉ ସିନ୍ଦେ ଗୋଷ୍ଠୀ ଭଳି BJD ର ବିଭାଜନ ନିଶ୍ଚିତ। ତାମିଲ୍ ପାଣ୍ଡୁ ବିରୋଧୀ BJD 2 ସୃଷ୍ଟି ପଛର କାରଣ ହେବେ। BJD 2 ଶୀଘ୍ର ଆସୁଛି

  • @adwaitsahu8470
    @adwaitsahu8470 2 месяца назад

    Kridaa Secy.nka ghoshanaa thiknuhen. Hele Edn. Secy.bhaabe Aparaajitaanka dresscode ladaa thik thilaaki? Seitaa Chief Secy/Cabinet dwaaraa anumoditaki Ta' upare aapana kichhi kahichhantiki? Kahithile dayaakari dekhaantu.

  • @santoshpurohit8540
    @santoshpurohit8540 2 месяца назад

    Eei Mane NABIN ODISHA banauthle 😂,Biju Babu bodhe SWAPNA re....😂Fandebaj

  • @jiyamishra7777
    @jiyamishra7777 2 месяца назад

    ତମ ମୁଖ୍ୟମନ୍ତ୍ରୀ ଙ୍କ କାନ୍ଦ ଖୁସି ଲାଗିଲା ନା ନାହିଁ?

  • @bishnumishra8668
    @bishnumishra8668 2 месяца назад

    Who is the treasurer of BJD?

  • @Ajay-d4q3f
    @Ajay-d4q3f 2 месяца назад

    Nabian Babu apanknu dekhajauni bjp bala be kanduchhanty

  • @subashpatra6884
    @subashpatra6884 2 месяца назад

    Behia.jaraj.dal..Ahuri.kandibe😢😂

  • @harihardhal1974
    @harihardhal1974 2 месяца назад +1

    Biju babu nka namare kalanka bolidele bjd bala

  • @surendramoharana6643
    @surendramoharana6643 2 месяца назад

    Biju gadi khata khauchi

  • @prafullanayak6940
    @prafullanayak6940 2 месяца назад

    BJD Vali BJP madhya Babumananku thaithan karibare byasta

  • @gourangasa6027
    @gourangasa6027 2 месяца назад

    ବିଜୁ ପଟ୍ଟନାୟକ ଙ୍କ କାରନାମା ଜେନିଯାନି ସେ ଓଡ଼ିଶା ର ରାଜଧାନୀ ର କଥା ନି ଜାଣି।

  • @GyanaMishra
    @GyanaMishra 2 месяца назад +1

    Mohan sarkar pandian ra golam