Biblical doctrinal error in Christian song! ବାଇବଲ ବାକ୍ୟର ସିଦ୍ଧାନ୍ତ ଅନୁସାରେ ଲେଖା ନ ଥିବା ପ୍ରଭୁଙ୍କ ଗୀତ।

Поделиться
HTML-код
  • Опубликовано: 6 ноя 2024

Комментарии • 353

  • @Akhaya-k6l
    @Akhaya-k6l 7 часов назад +1

    Dhanyabad bhai ପ୍ରକୃତରେ ସଂଶୋଧନ ହେବା ଦରକାର

  • @Asaobharasaofficial
    @Asaobharasaofficial 4 дня назад +12

    ବିଜାତୀୟ ଲୋକେ ଆମକୁ ଲଜ୍ୟା ପରିହାସ କରିପାରିବେ।
    ଏପରି ଆଗକୁନହୋଉ Praise the lord

  • @b.dhirendraprasad1074
    @b.dhirendraprasad1074 4 дня назад +36

    ଆଜିକାଲି 98% ନୂଆ ଗୀତରେ ଏହି ପ୍ରକାର ଅନେକ ସମସ୍ୟା ରହୁଛି... ନା ଗୀତରେ ଆତ୍ମିକତା ରହୁଛି ନା ଅର୍ଥ କିଛି ବୁଝି ହେଉଛି.... ଶୁଣିବା ବି କାନକୁ ଭଲ ଲାଗୁନି.... Commercial mind ରେ ସବୁ ଗୀତ ପ୍ରସ୍ତୁତ କରୁଛନ୍ତି..... ଆପଣ କେତେ ଚେଷ୍ଟା କଲେ ବି ଏ ବିଷୟରେ ଗୀତ ରଚନା କରୁଥିବା ଭାଇ, ଭଉଣୀ ମାନେ ସଚେତନ ହୋଇପାରିବେ ନାହିଁ.... ଆପଣଂକ ପ୍ରଚେଷ୍ଟା ପାଇଁ ଧନ୍ୟବାଦ 🙏🏾💐

    • @correctingspiritually2001
      @correctingspiritually2001  4 дня назад +4

      ଆପଣଙ୍କ ଏହି କଥା ପଦକ ପାଇଁ ବହୁତ ଧନ୍ଯବାଦ ଭାଇ। ହଁ ସତ କଥା କିନ୍ତୁ ବହୁତ ଦଃଖ ଲାଗୁଛି।

    • @JospinaSabar-il7ow
      @JospinaSabar-il7ow 4 дня назад +4

      ନମସ୍କାର ସାର୍ ା ମୁବି ଆପଣକଂ ସହିତ ସହମତ କରୁଅଛି ଧନ୍ୟବାଦ ା

    • @ShatrughanaParta
      @ShatrughanaParta 4 дня назад +4

      100%Right

    • @jiovanisimusic
      @jiovanisimusic 4 дня назад +2

      ସତ କଥା ସାର୍ ମୁଁ ବି ଆପଣଙ୍କ ସହ ସହମତ କରୁଛି ଧନ୍ୟବାଦ 🎉

    • @jambeswarbhoi2026
      @jambeswarbhoi2026 18 часов назад +1

      💯 right , ଏଇ ଲେଖକ ଜଣକ ବାଇବଲ ପଢ଼ି ନାହାଁନ୍ତି।

  • @KhagapatiSuna-pw9nf
    @KhagapatiSuna-pw9nf 4 дня назад +14

    Yes Absolutely Right ✅
    ଆଜିକାଲି ଯେତେ ବି ଖ୍ରୀଷ୍ଟିଆନ ଗୀତ ହେଉଛି ସବୁ ଜାଗତିକ ଗୀତ ସହିତ ମିଶୁଚି, ଖ୍ରୀଷ୍ଟିଆନ ଗୀତ ଖ୍ରୀଷ୍ଟିଆନ ଗୀତ ଭଳିଆ ରହୁ ନାହିଁ

  • @jugalkishorepradhan5875
    @jugalkishorepradhan5875 4 дня назад +8

    ଆଜିକାଲି ର ଲେଖକ ମାନଙ୍କୁ ସଂଶୋଧନ କରିବାପାଇଁ ଯେଉଁ ମହାନ ପ୍ରୟାସ କରୁଛନ୍ତି ପ୍ରକୃତରେ ତାହା ସ୍ୱାଗତ ଯୋଗ୍ୟ

    • @correctingspiritually2001
      @correctingspiritually2001  4 дня назад

      @@jugalkishorepradhan5875 ଧନ୍ଯବାଦ ଆଜ୍ଞା। ପ୍ରଭୁଙ୍କର ନାମ ଗୌରବ ହେଉ।

  • @subhamrandhari
    @subhamrandhari 6 часов назад +1

    Very nice explanation God bless you 🙏

  • @jyotibadara02021
    @jyotibadara02021 4 дня назад +3

    Praise the lord Sir ସତ୍ୟ କଥା ❤❤❤❤

  • @mikhaelnayak-cu5gx
    @mikhaelnayak-cu5gx 4 дня назад +4

    Tamara message bahuta vl lagila sir heart ku touch kala

  • @SunamaBhuyan-b2d
    @SunamaBhuyan-b2d День назад +1

    Yes sir

  • @RupeshKradika
    @RupeshKradika 4 дня назад +5

    ଜଗତର ଧନରେ ଆସକ୍ତ ହୋଇ ଯେମିତି ଇଛା ସେମିତି ଗାଇ ଚାଲିଛନ୍ତି

  • @PeterNayak-io2qw
    @PeterNayak-io2qw 3 дня назад +3

    ଭାଇ ସେ ଭଲ ରେ ପ୍ରଭୁଙ୍କୁ ଜାଣିନାହାନ୍ତି, ନିଜ କୋଳ୍ପନା ଯାହା ଆସିଲା ତାହାଲେଖିଛନ୍ତି,ଏପରି ଲେଖିବା ଠିକ ନୁହେଁ, ✝️ବାଇବଲ ପଡନ୍ତୁ, ପ୍ରାର୍ଥନା ସହ ଲେଖିବାକୁ ଚେଷ୍ଟାକରନ୍ତୁ

  • @pankajinimeher8563
    @pankajinimeher8563 4 дня назад +3

    Thik katha sir Jesus bless all of us and give true knowledge ✝️🙏

  • @PRAMODBEHERA-il2mr
    @PRAMODBEHERA-il2mr 4 дня назад +2

    Myself, being a gospel singer, I appreciate you for your step. I always analyse the lyrics first, then I used to sing.

  • @ajaytakriofficial3206
    @ajaytakriofficial3206 2 дня назад +1

    Praise the lord 🙏❤❤❤ Right Massage May God Blessed You ❤

  • @subashwadeka1727
    @subashwadeka1727 2 дня назад +1

    ଆଜିକାଲି ବହୁତ ଆତ୍ମିକ ବିହୀନ ଗୀତ, ନାଚ ହେଉଛି, ବୋଧେ ସେମାନେ christanity ku ବାଧାରା କାରଣ

  • @BijoyaoffIcial
    @BijoyaoffIcial 4 дня назад +6

    ସତ କଥା ସାର୍ 🙏

  • @sweetmemory7076
    @sweetmemory7076 2 дня назад +1

    ବହୁତ୍ ଭଲ କଥା କହିଛନ୍ତି ସାର୍ ଆପଣ
    ଏହା କହିବା ହିଁ ଆବଶ୍ୟକ

    • @sweetmemory7076
      @sweetmemory7076 2 дня назад +1

      ଏହି ପ୍ରକାର ଗୀତ ପାଇଁ ପଦେ କହିବା ଆବଶ୍ୟକ ନୋହିଲେ ପୁଣି ଏମିତି ଗୀତ ରଚନା କରିବେ

  • @EshwarRaita-h4z
    @EshwarRaita-h4z 4 дня назад +1

    100% ଖ୍ରୀଷ୍ଟିଆନ ଭୁଲ କୁ follow କରନ୍ତି

  • @timatmajhicreation
    @timatmajhicreation 4 дня назад +15

    Praise the lord sir ✝️🙏
    ସତ କଥା sir ❤❤

  • @debendranaik-f9b
    @debendranaik-f9b 6 часов назад +1

    Press the lord

  • @manasranjandigal4174
    @manasranjandigal4174 4 дня назад +2

    କୋଉ ଜନ୍ମ କଥା ବୋଲି ଗୀତ ଗାଉଛନ୍ତି ଯାହାକି ସମ୍ପୂର୍ଣ ଭାବେ Bible ରେ ଲେଖା ହିଁ ହୋଇ ନାହିଁ

  • @samuelsikha161
    @samuelsikha161 2 дня назад +1

    ସ୍ଵାଗତ ଯୋଗ୍ୟ

  • @RajindraSabar-ee3kp
    @RajindraSabar-ee3kp 4 дня назад +2

    ସତ କଥା କ୍ରିଷ୍ଟିଆନ ଜୀବନରେ ତରେହିଁ ଜନ୍ମ

  • @wayoflife316
    @wayoflife316 4 дня назад +2

    🙏🏻👍🏻 आपने बिल्कुल सही कहा है बिल्कुल सही बात है प्रभु आपको बहुत आशीष प्रदान करें धन्यवाद

    • @correctingspiritually2001
      @correctingspiritually2001  4 дня назад

      धन्यवाद जी। प्रभु आपको आशीष करे। glory to God.

  • @masihgroup9579
    @masihgroup9579 3 дня назад +1

    Gita bhaut bhala heichi : eithi kichi kharap nahi,gote bhul achi kou janma ra papa pada ti

  • @aliyambhuyan8142
    @aliyambhuyan8142 4 дня назад +3

    Bhaut amiti lekuchanti 😢😢😢wrong gita . 😢

  • @pabitrasahadevmusicchannel4358
    @pabitrasahadevmusicchannel4358 2 дня назад

    Bahut badhiya Kai chanty sir 🎉🎉🎉❤❤❤

  • @KarmilaMajhi
    @KarmilaMajhi 2 дня назад +1

    ହିନ୍ଦୁ ଶବ୍ଦ ପରି ଲାଗୁଚି

  • @UmaSuna-wm7tg
    @UmaSuna-wm7tg День назад

    Thank you Bhai

  • @jagansarvang4345
    @jagansarvang4345 День назад +1

    Right thing, good advice sir

  • @sabitrimachhanayak3995
    @sabitrimachhanayak3995 4 дня назад +2

    Thank you Bhai very nice message

  • @PradhanGabriel
    @PradhanGabriel 2 дня назад +2

    Yes are right sir

  • @masuripangiofficial2792
    @masuripangiofficial2792 3 дня назад +2

    Sir ମୁଁ ଜଣେ ଗାୟକ ତ ମୁଁ କିଏବା ଗାୟକ ହେବାକୁ ବା ଲେଖକ ହେବାକୁ,ଏ ସବୁ ପ୍ରଭୁ ଦେଇ ଥିବା ଦାନ, ମର ବୋଲି କିଛି ନାହିଁ ସବୁ ପ୍ରଭୁଙ୍କର,sir ମୁଁ ଗୀତ ଲେଖିବାରେ ମ ଇୟାଡ଼ୁ ମୁ ଭୁଲ୍ କରିଛି କିନ୍ତୁ ଆପଣଙ୍କର ଭିଡିଓ ଦେଖି ମୁଁ ନିଶ୍ଚିତ ଭାବରେ ଠିକ୍ ଲେଖିବା ଜାରୀରଖିବି ସାର୍ ବହୁତ ଭଲ❤ ଲାଗିଲା ଏପରି ଭିଡିଓ ଜାରି ରଖନ୍ତୁ ଧନ୍ୟବାଦ 🙏🙏🙏🙏

    • @correctingspiritually2001
      @correctingspiritually2001  3 дня назад +1

      ତୁମର ଏ କଥା ଶୁଣି ମୁଁ ପ୍ରଭୁ ଙ୍କୁ ଧନ୍ଯବାଦ ଦେଉଛି। ପ୍ରଭୁ ତୁମକୁ ବହୁତ ଆଶୀର୍ବାଦ କରନ୍ତୁ।

  • @P.R.D300
    @P.R.D300 4 дня назад +1

    ଲିଙ୍ଗରାଜ ଯେଉଁ କଥା କହିଲେ ଠିକ କଲେନାହିଁ ସେ ଲିଙ୍ଗରାଜ ନିଜେ ବି କେତୋଟି ଭୂଲ କରୁଛନ୍ତି ନିଜେ ଜାଣୁଛନ୍ତି କି ନାହିଁ ତାଙ୍କକୁ ହିଁ ଜଣା ଲିଙ୍ଗରାଜ ର କଥାରେ ଆପଣ ଡରନ୍ତୁ ନାହିଁ

  • @prithimurmu8413
    @prithimurmu8413 4 дня назад +2

    Bhai Geeta ku sansu dhan karithibaaru thank you for explain about this song

  • @sushilapradhan345
    @sushilapradhan345 3 дня назад

    Old songs are gold

  • @Cpofficialmusic
    @Cpofficialmusic 4 дня назад +2

    ଧନ୍ୟବାଦ ଭାଇ ସତ କଥା କହିଲ

  • @BimalMallick-ys5kk
    @BimalMallick-ys5kk 4 дня назад +1

    I am agree with your video . ଏହି ଗୀତ ମୁଁ reject କରି ସାରିଛି bro। କୋଉ ଜନମ ଶବ୍ଦ ପୁରା ଭୁଲ୍ ଅଟେ। ଟଙ୍କା ପାଇଁ ଗୀତ ଲେଖନ୍ତି।i am biblical bro Bimal kumar mallick।

  • @bhagirathihantal3279
    @bhagirathihantal3279 2 дня назад +1

    ଆତ୍ମା ରେ ପୂର୍ଣ୍ଣ ହୋଇ ଗୀତ ରଚନା କଲେ ଭୋଲ

  • @sanjeepkumarbagh
    @sanjeepkumarbagh 4 дня назад +2

    ଠିକ୍ କୋହିଚ ଭାଇ

  • @PeterNayak-io2qw
    @PeterNayak-io2qw 3 дня назад +2

    ଗୀତ ଲେଖିବେ ବାଇବଲ ରୁ ଲେଖନ୍ତୁ,

  • @GhasiNachika-sv7zh
    @GhasiNachika-sv7zh 4 дня назад +2

    କାହିଁକି ଏମିତି ଗୀତ ଗାଇଛନ୍ତି ଗାଇବାକୁ ଇଚ୍ଛା ନାହିଁ ମାନେ ଗାଆନ୍ତୁ ନାଇ ଯଦି ଗାଇବାକୁ ଇଚ୍ଛା ବଲେ ବାଇବେଲ ଅନୁସାରେ ଗୀତ ରଚନା କରି ଗାଅନ୍ତୁ ମନ ଇଚ୍ଛା ଗାଅନ୍ତୁ ନାଇ sir phone କରି ତାଙ୍କୁ କହିଦିଅ ଏବଳି ମନ ଇଚ୍ଛା ଗାଅନ୍ତୁ ନାହଁ ଦୟାକରି ❤❤❤

  • @KishorBadanayak
    @KishorBadanayak День назад +1

    👍

  • @DEVASISHBHATRA-vs2jl
    @DEVASISHBHATRA-vs2jl 3 дня назад +1

    ପ୍ରକୃତରେ ଭୁଲ୍ ଲେଖା ବାଇବଲ ରେ ଦୁଇଟି ଜନମ ବିଷୟରେ ଲେଖାଯାଏ

  • @nabinachristianvlogs
    @nabinachristianvlogs 4 дня назад +1

    This is obviously right

  • @LipuniJena
    @LipuniJena 3 дня назад

    ଏମାନେ କେବଳ view ଆଉ like ପାଇବା ପାଇଁ ଏମତି କରୁଛନ୍ତି

  • @JemntaKochim
    @JemntaKochim 4 дня назад +4

    Very,nice, messege,and, correct,sir

  • @liveforever6998
    @liveforever6998 4 дня назад +2

    ସେ କେବେ ବାଇବେଲ ପଡୁଥିବ କି

  • @rameshnanda3940
    @rameshnanda3940 4 дня назад +1

    ବହୁତ୍ ଭଲ କରିଛନ୍ତି

  • @raghabapradhan7088
    @raghabapradhan7088 4 дня назад +1

    Nice correction vaai aamen haleluya thank u God bless u

  • @lukunasingbadara2610
    @lukunasingbadara2610 День назад

    Really Brother ❤😢😢

  • @ChitrasenKhora
    @ChitrasenKhora 2 дня назад +1

    मसीह के हर एक गीत बचन से होना चाहिए

  • @AibaGadaka
    @AibaGadaka 4 дня назад

    ଧନ୍ୟବାଦ ଭାଇ

  • @prakashdigal7660
    @prakashdigal7660 4 дня назад +1

    Brother really you are 100%right

  • @hialtrinath
    @hialtrinath 4 дня назад +1

    ସମ୍ପୂର୍ଣ ଭୁଲ୍

  • @AbrahamPajeka
    @AbrahamPajeka 4 дня назад

    ଧନ୍ୟବାଦ ଭାଇ ବଡ଼ିଆ କଥା କହିଲ

  • @Khiliashnayak-kpr-9yt
    @Khiliashnayak-kpr-9yt 4 дня назад +1

    👉 ସତ କଥା ହେଲା, "କୋଉ ଜନମ" ଏହି ଗୀତ ପଦ ଟି 100% ଭୁଲ....😊😊😊😊

  • @lukunathakora1604
    @lukunathakora1604 4 дня назад +3

    ହାିଁଭାଇ

  • @KainaDigal-i7s
    @KainaDigal-i7s 5 дней назад +2

    Good Correcting Sir Thank you so much God bless you.

  • @MashaMallick.5
    @MashaMallick.5 2 дня назад +1

    Yes you are right bro God bless you

  • @jesussdisciples3542
    @jesussdisciples3542 3 дня назад +1

    Glory to God

  • @RajendraBaliarasingh
    @RajendraBaliarasingh 4 дня назад +1

    Presdalod bhai bahuta sata kathate kahila ❤

  • @jaganbagjaganbag5512
    @jaganbagjaganbag5512 3 дня назад +2

    ସତକଥା ସାର

  • @MoanjBisimajhi
    @MoanjBisimajhi 2 дня назад +1

    hn sar

  • @ayzarlimaofficial2747
    @ayzarlimaofficial2747 4 дня назад +1

    You are right brother

  • @AbijitMandal-cn5ru
    @AbijitMandal-cn5ru 4 дня назад +1

    ଆଜି ର ପିଡି ଖାଲି like ପାଇବା ପାଇଁ ହିଁ ସମସ୍ତ କାମ କରନ୍ତି but ଆଧାତ୍ମିକ ଦିଗରେ କେହିବି ଦେଖନ୍ତିନି

  • @InnocentFish-vd2ki
    @InnocentFish-vd2ki 3 дня назад +1

    Yes bhai

  • @Rajeshpradhanofflcial552
    @Rajeshpradhanofflcial552 4 дня назад +4

    God bless you✝️ sir

  • @kartikishorbiaska3103
    @kartikishorbiaska3103 4 дня назад +1

    100% right

  • @manasdigal3482
    @manasdigal3482 4 дня назад

    ଆପଣ ଙ୍କ ନାମ କ'ଣ ସାର୍

  • @mithunjayapuria
    @mithunjayapuria 4 дня назад +1

    Praise The Lord brother

  • @kbsofficialchannel
    @kbsofficialchannel 4 дня назад +1

    Ur right sir mubi lekhichi but apnonko katha mu nischayo dhyanore rakhibi.......🙏

  • @AffectionateBakedBuns-em5ng
    @AffectionateBakedBuns-em5ng 4 дня назад +2

    Bala karicha bai

  • @somnathnayak9771
    @somnathnayak9771 4 дня назад +1

    Good sir 👍🏻

  • @Cpofficialmusic
    @Cpofficialmusic 4 дня назад +1

    ଭାଇ ବଢ଼ିଆ କହିଲ ❤❤

  • @sangramsamal3291
    @sangramsamal3291 4 дня назад +1

    satare geeta ku bhalare lekhantu

  • @samuelbagofficial3768
    @samuelbagofficial3768 4 дня назад

    ଭାଇ ଦୁଇ ପ୍ରକାର ଜନ୍ମ ଅଛି ମନୁଷ୍ୟ ମାନଙ୍କ ପାଇଁ

  • @karandigal9531
    @karandigal9531 4 дня назад +4

    Apankara kahibaro tarika bahut sundar au biblical way re b kahuchonti . May God bless you dear brother

  • @karnelpradhan-r5t
    @karnelpradhan-r5t 4 дня назад +2

    Good message

  • @MuVloggerk
    @MuVloggerk 2 дня назад +1

    Right sir but human ସାଗର badhe ତାର business ପାଈ ଗିତ ଗାଉ ଛନ୍ତି, ଆଉ ଏହି ଗିତ ହୁମନ୍ ସାଗର compose କରି ନ ଥିବେ, ସେ ଖାଲି ଗାଇଛନ୍ତି, , କିନ୍ତୁ ଯିଏ ରଚନା କରୁଛନ୍ତି ତାଙ୍କର ବି ଜାଣିବାର ଅଛି ,

  • @AsimDigal
    @AsimDigal 4 дня назад

    ✅✅✅ amen ✅

  • @rnlearning9329
    @rnlearning9329 4 дня назад +1

    Keep it up ❤

  • @premdannag8385
    @premdannag8385 4 дня назад

    👍👍👍

  • @shoshon__skd
    @shoshon__skd 2 дня назад +1

    Exactly 💯 ❤️❤️❤️

  • @ranjithial88
    @ranjithial88 3 дня назад +1

    ବହୁତ ସୁନ୍ଦର ଭଲାଗିଲା ଭାଇ god bless you,,, number tike dio Bhai tamo ସହିତ କଥା ହେବି

  • @DanuMajhi-uq3jg
    @DanuMajhi-uq3jg 4 дня назад

    Song word truth rang

  • @tikeswarsuna7679
    @tikeswarsuna7679 4 дня назад +1

    क्योंकि परमेश्वर सारी पृथ्वी का महाराजा है;
    समझ बूझकर बुद्धि से भजन गाओ।
    भजन संहिता 47:7

  • @SaritaPradhan-o5z
    @SaritaPradhan-o5z 4 дня назад

    Correct thanks bro GOD bless you praise the Lord.

  • @sudamsabar1663
    @sudamsabar1663 3 дня назад +1

    God bless you bhaina.

  • @Deepaksuna
    @Deepaksuna 4 дня назад +1

    ମୋନ ଇଚ୍ଛା ଏମିତି ଗୀତ ଯାକ କାହିଁକି ଲେଖୁଛନ୍ତି 😢

  • @JBchannel-qm8or
    @JBchannel-qm8or 3 дня назад +1

    Sir mu lekhakanku Anuradha kare bibel bitare jete bakya achi taha lekhi gao Prabhunku gaorab dia

  • @sukantnayak6425
    @sukantnayak6425 2 дня назад +1

    ତେଣୁ ବାଇବଲ ଭଲରେ ପଢ଼ିବା ଦରକାର

  • @santosh0994
    @santosh0994 4 дня назад

    Praise the Lord 🙌 🙌 sir apono pura thik kotha kahichhanti ❤

  • @animananda2002
    @animananda2002 4 дня назад +1

    Thank you so much Sir,you r right.

  • @KrupasindhuHaiburu-ee2tq
    @KrupasindhuHaiburu-ee2tq 4 дня назад +1

    ଧନ୍ୟବାଦ ଭାଇ

  • @gitanjanjalipanigrahi3439
    @gitanjanjalipanigrahi3439 4 дня назад +1

    Bhai bohut bholo lagila kahin ki na apana proof sohito Wrong point kadi chonti👍praise the lord ✝️🙏

  • @RupeshKradika
    @RupeshKradika 4 дня назад

    ବହୁତ୍ ଭଲ କହିଛନ୍ତି

  • @AjuHuika-f7w
    @AjuHuika-f7w 4 дня назад +1

    Right bro keep it ❤❤❤ GOD BLESS YOU 🥰

  • @GhanashyamHo-r8m
    @GhanashyamHo-r8m 4 дня назад

    ହଁ sir ଆମେ ପ୍ରଭୁଙ୍କୁ ଜାଣିଛେ ହେଲେ ଆତ୍ମିକ ଭାବେ ନାହିଁ ଅନେକ ଭାଇ ଭଉଣୀ bible ପଢ଼ନ୍ତି ନାହିଁ ଏଥିପାଇଁ ଏହି ସବୁ ଭୁଲ ହୁଏ, ଆମ୍ଭେ ମାନେ bible ପଢିବା ଦରକାର।

  • @ArjunSethy-jg9xd
    @ArjunSethy-jg9xd 4 дня назад +1

    Thank you bhai praise the lord amen