Gently correction to our beloved brother Jacob|| କୋମଳ ପୂର୍ଣ ସଂଶୋଧନ ଯାକୁବ ଭାଇଙ୍କୁ !

Поделиться
HTML-код
  • Опубликовано: 6 ноя 2024

Комментарии • 309

  • @ahaanmusicchristiansong5993
    @ahaanmusicchristiansong5993 10 дней назад +55

    ଆପଣ ଠିକ୍ କହୁଛନ୍ତି କିନ୍ତୁ ଆପଣ ବ୍ୟକ୍ତିଗତ ଭାବେ ତାଙ୍କ ସହିତ ଯୋଗାଯୋଗ କରି ଏହି ବିଷୟ ମାନଙ୍କୁ ସଂଶୋଧନ କରିଥିଲେ ଭଲ ହୋଇଥାନ୍ତା ଆଜ୍ଞା 🙏

    • @Joel.343
      @Joel.343 10 дней назад +2

      👍

    • @AkshayaNaik-hh9fv
      @AkshayaNaik-hh9fv 10 дней назад +3

      Right

    • @Badaldigal-w7e
      @Badaldigal-w7e 10 дней назад +1

      ଆପଣ ଠିକ୍ କହିଅଛନ୍ତି ବଡ଼ ଭାଇ

    • @Nirmalkhuraofficial
      @Nirmalkhuraofficial 10 дней назад

      You are right brother

    • @correctingspiritually2001
      @correctingspiritually2001  10 дней назад +1

      Yes but how do you know as you consent like absolutely certainty. Regarding " Personal correction and openly publicly before all other correction.
      What word of God says Have ever read this ? (1Timothy- 5:20)

  • @rangalifestyle143
    @rangalifestyle143 День назад +3

    ଠିକ କଥା ଆଜ୍ଞା 👍

  • @SagarNanda-hh6mn
    @SagarNanda-hh6mn 9 дней назад +14

    ମୋରୋ କହିବାର ଏହା ଜେ ଯେତେ ବେଳେ ଆମେ ଗିର୍ଜା ଯାଉ ସେତେ ବେଳେ ମୋବାଇଲ କୁ ରଖି bible ନେଇକି ଯିବା ଉଚିତ୍ ଯଦି ମୁଁ ଭୁଲ୍ କହିଲି କ୍ଷମା କରିବେ

    • @correctingspiritually2001
      @correctingspiritually2001  9 дней назад +1

      କାହିଁକି ଭାଇ ମୋବାଇଲ କ'ଣ ତମ ଆୟତ୍ତ ରେ କିମ୍ବା ତମ control ରେ ନାହିଁ କି? ମୋବାଇଲ ଯଦି ଏତେ ଖରାପ ତାହା ହେଲା ବ୍ଯବହାର ହିଁ କରନାହିଁ?

    • @syamsundar9245
      @syamsundar9245 9 дней назад +1

      That's all right Brother

    • @syamsundar9245
      @syamsundar9245 9 дней назад +1

      Mobile ku church re neba kichhi Abashyako nahi

    • @KumorGamer108
      @KumorGamer108 9 дней назад +2

      କଣ ପାଇ ମୋବାଇଲ ରୁ ଶିକ୍ଷା ଦେବେ ବାଇବେଳ କଣ ପାଇ ଅଛି ଯାକୁବ ଭାଇ ତମେ ଟିକ କଇଛ // ଏ sir ବି ମୋବାଇଲ ଦରି ବୁଝାଉଥିବ ସେତି ପାଇ କୋଉଚି ଏ sir

    • @minatikorkora3484
      @minatikorkora3484 3 дня назад

      Siye ko pain mble re vidio bonauchonti mble dwara loko kono poriborton houchonti ki sikhya deba thik kotha kintu paster ku monoicha ninda thik nuhon ​@@KumorGamer108

  • @manoranjanmndal1578
    @manoranjanmndal1578 8 дней назад +6

    ମୁ ଭାବୁଛି ମୋବାଇଲ ବ୍ୟବହାର କରି ପ୍ରଚାର କରିବା ଠିକ୍ ନୁହେଁ। ପ୍ରଚାରକ ସବୁ ବେଳେ ପ୍ରଚାର କରିବା ପାଇଁ ସଜାଗ ରହିବାକୁ ପଡିବ।

  • @Kd0052
    @Kd0052 8 дней назад +6

    ଆଜ୍ଞା ଆପଣ ବହୁତ ଭଲସେ ଶିକ୍ଷା ଦେଇଛନ୍ତି ଯାକୁବ ଭାଇଙ୍କୁ କାରଣ ସେ ଈଶ୍ଵରଙ୍କ ବାକ୍ୟ କୁ ବ୍ୟବହାର କରି ପ୍ରଭୁଙ୍କ ଲୋକମାନଙ୍କୁ ପରିହାସ କରୁଛନ୍ତି, କାରଣ ବାକ୍ୟ ରେ ଲେଖାଅଛି ସମ୍ମାନ ଦିଅ ଲୋକମାନଙ୍କୁ ପରିହାସ କରନାହିଁ ବୋଲି ।

    • @BimalMallick-ys5kk
      @BimalMallick-ys5kk 4 дня назад

      ମାତ୍ର ତମେ ଏତିକି ଜାଣିଛ ଆହୁରି ଅନେକ ବିଷୟମାନ ମଧ୍ୟ ରହିଛି ଏହା ଭି ଜାଣିବା ଦରକାର

  • @bhagirathihantal3279
    @bhagirathihantal3279 2 дня назад +2

    Nice ❤❤❤

  • @jituharijan9923
    @jituharijan9923 8 дней назад +3

    पूरा sahi baat बोले हैं सर प्रभु आपको बहुत आयत से आसीस दे 5:20 5:20

  • @GobindaGobinda-ir9pf
    @GobindaGobinda-ir9pf 9 дней назад +3

    Thank you sir, ମୁଁ Jiyushyo କହୁଛି ଆପଣ ବହୁତ ଭଲ ଶିକ୍ଷା ଯେଉଁଥିରୁ ପ୍ରଭୁ ଯିଶୁଙ୍କ ଆଶିର୍ବାଦ କରନ୍ତୁ ଆମେନ୍

  • @press.kalingasamajdheerend8127
    @press.kalingasamajdheerend8127 9 дней назад +3

    ଭାଇ ଭୁଲକଲେ ଜଣେଇବା ଆବଶ୍ୟକ

  • @Akhaya-k6l
    @Akhaya-k6l 8 часов назад

    ଠିକ୍ ଭାଇ

  • @samuelkumarhantal198
    @samuelkumarhantal198 10 дней назад +19

    ଭାଇ ପ୍ରଭୁ ତାଙ୍କର ଭୁଲ ବିଚାର କରିବେ ଆମେ କାହିଁକି ବିଚାର କରି ଅନ୍ୟ ର ଭୁଲ କୁ ଧରିବା ଏମିତି ଦୟାକରି ପାଳ କ ମାନଙ୍କୁ ଦୋଷାରୋପ କରି କହନ୍ତୁ ନାହିଁ ଭାଇ ଆମେ ହିଁ ଅପମାନିତ ହେବା ଆପଣ ଙ୍କ ଭୁଲ କୁ ମଧ୍ୟ କେହି ଜଣେ ଧରି ବେ. ସେଥିପାଇଁ ସାବଧାନ.

    • @KMS886
      @KMS886 10 дней назад +1

      💯💯💯💯💯💯💯💯💯💯💯💯💯💯💯💯💯💯💯💯yeyes bhai

    • @KMS886
      @KMS886 10 дней назад +1

      ସତ କଥା 💯

    • @correctingspiritually2001
      @correctingspiritually2001  10 дней назад

      @KMS886 ଆରେ ଭାଇ “ବିଚାର କରିବା” ଆଉ “ସଂଶୋଧନ କରିବା “ ଫରକ୍ କେବେ ବୁଝିବ ???

    • @correctingspiritually2001
      @correctingspiritually2001  10 дней назад +1

      @KMS886 ଆରେ ଭାଇ “ବିଚାର କରିବା” ଆଉ “ସଂଶୋଧନ କରିବା “ ଫରକ୍ କେବେ ବୁଝିବ ???

    • @TravelinginIndia-2024more
      @TravelinginIndia-2024more 9 дней назад

      ​@@correctingspiritually2001(ପ୍ରଥମ କଥା ଏହି message delete କରନି)
      ଭାଇ ଭାଇ ତମେ ଟିକିଏ over ହେଇଗଲଣି, ଗତ ଥର ମଧ୍ୟ କୁହା ହେଇଥିଲା social media ରେ ଏହି ସବୁ discussion kara ନାହିଁ କାରଣ ଅନେକ ବିଯାତି ମାନେ ବି ଦେଖନ୍ତି, ଯଦି ତାଙ୍କ କଥା ତମକୁ ଠିକ୍ ଲାଗୁନି ତେବେ directly ବ୍ୟକ୍ତିଗତ ଭାବେ କଥା ହୁଅନ୍ତୁ, and ଆଜି କାଲି pastors ମାନେ ବାଇବଲ ବଦଳ ରେ mobile ଧରି ପ୍ରଚାର କରୁଛନ୍ତି କହିଲା ରୁ ତମକୁ କାହିଁକି ବାଧୁଛି? ସିଏ ୧୦୦% ଠିକ୍ କହିଛନ୍ତି ଭାଇ... ଏହି message ରେ publicly we are asking your contact number, send it in the comments we will talk to you personally

  • @mojeshkumar6245
    @mojeshkumar6245 9 дней назад +2

    Hallelujah word is a heavenly word
    Praise the lord word its a praising word
    So we must be holy and following God's word
    We must be read Bible for change ourself, holy myself,
    Who is God ,can I trust my saviour Jesus Christ

  • @RupeshKradika
    @RupeshKradika 2 дня назад +1

    ଭୁଲ୍ ଧରି ସତର୍କ କରାଇବା ଠିକ୍ ଅଟେ

  • @kanhu7429
    @kanhu7429 8 дней назад +3

    ସେ ଭାବୁଛି ଯେ ଖାଲି ସେ ହିଁ ବାକ୍ୟ ପାଳନ କରୁଛି କିନ୍ତୁ ଅନେକ ପ୍ରଭୁଙ୍କ ଲୋକ ଅଛନ୍ତି ଯେଉଁମାନେ କି ନବ୍ର ଭାବରେ ପ୍ରଭୁ ଙ୍କ ବାକ୍ୟ ପାଳନ କରନ୍ତି। କେବଳ ନିଜକୁ ଠିକ ଆଊ ଅନ୍ୟକୁ ଭୁଲ୍ ବୁଝିବା ଠିକ୍ କଥା ନୁହେଁ

  • @labanibihari9296
    @labanibihari9296 2 дня назад

    Right khicha apana

  • @lshraelPaik
    @lshraelPaik 4 дня назад +2

    Apana thik kahichnti

  • @jagansarvang4345
    @jagansarvang4345 8 дней назад +2

    ଉଚିତ୍ ବିଷୟ ଆଜ୍ଞା। ଏ ଗୁଡ଼ିକ କହିବା କଥା

  • @InnocentFish-vd2ki
    @InnocentFish-vd2ki 3 дня назад +1

    ଭାଇ ଜୁ ଭାଇ ଫାଷ୍ଟର ମାନଙ୍କୁ କହୁଛି ସେ ଟିକେବି ପ୍ରଭୁ ଙ୍କୁ ଜାଣି ନ ଥିବ ସେତି ପାଇଁ ସେମିତି କହୁଛି

    • @InnocentFish-vd2ki
      @InnocentFish-vd2ki 3 дня назад +1

      ପ୍ଲିଜ଼ ଭାଇ ମ ମେସେଜ ଟି କୁ ଦୟାକରି ଯାକୁବ ଭାଇ କୁ ସେଣ୍ଡ କରନ୍ତୁ

    • @InnocentFish-vd2ki
      @InnocentFish-vd2ki 3 дня назад +1

      ମୁଁ ସେହି ପରି ଭାଇ ମାନଙ୍କୁ ଗୋଟେ କଥା କହିବା ପାଇଁ ଚାହୁଁଚି ଯେ ସେ ପ୍ରଭୁ ଙ୍କ ପାଖକୁ ନ ଆସନ୍ତୁ

  • @jisayamallick
    @jisayamallick 10 дней назад +9

    ଯାକୁବ ଭାଇ କହିଥିବା କଥା ଠିକ୍ କାରଣ ବହୁତ ପାଳକ ମାନେ ପବିତ୍ର ବାଇବଲ ବ୍ୟବହାର ନ କରି ମୋବାଇଲ ବ୍ୟବହାର କରୁଛନ୍ତି ଗୋଟିଏ ମୋବାଇଲ ରେ ଖାଲି ପବିତ୍ର ବାକ୍ୟ ଥିବ କି Impossible କେତେ Film ଥିବ କେତେ Film song ଥିବ ଜଗତର ରଙ୍ଗରସ ଅଭିଳାଷ ବିଷୟ ସବୁ full ହେଇକି ଥିବ

    • @SunitaBehera-i5i
      @SunitaBehera-i5i 10 дней назад

      Thik katha

    • @syamsundar9245
      @syamsundar9245 9 дней назад

      Right katha bhai

    • @binayk.b9950
      @binayk.b9950 6 дней назад +1

      Sot kotha ko to bhai tui kebe use korinu ki 😂

    • @AnantaMulekmajhi
      @AnantaMulekmajhi 5 дней назад

      Right

    • @AnantaMulekmajhi
      @AnantaMulekmajhi 5 дней назад

      ଭାଇ ଆପଣ ଯାହା କହୁଛନ୍ତି ଭୁଲ୍ କହୁଛନ୍ତି । ବାଇବଲ ର ବିନା ପ୍ରମାଣରେ ଆମେ କିଛି ବି ଗ୍ରହଣ କରିବୁନି। ଏମିତି କିଏ ଅଛନ୍ତି ଯେ ବିନା ବାଇବଲ ରେ ପ୍ରଚାର କରୁଛନ୍ତି? ଯିଏ ବାଇବଲ ବିନା ପ୍ରଚାର କରେ ସେ ନିଜ ଜ୍ଞାନର କଥା କହେ

  • @mr.englisheducation1980
    @mr.englisheducation1980 8 дней назад +2

    You are right sir, Praise the Lord 🙏

  • @santilatamallick2230
    @santilatamallick2230 9 дней назад +1

    ଈଶ୍ୱର ଙ୍କ ବାକ୍ୟ ସୁନ୍ଦର ମୋଧୁର ଓ ସୁସମାଚାର ଅର୍ଥ ହେଲା ସୁନ୍ଦର ବାକ୍ୟ ଯାହାକୁ jacob ଭାଇ ମନ ଇଚ୍ଛା action ବ୍ୟବହାର କରି ଲୋକଙ୍କୁ ନିଜ ଆଡକୁ ଟାଣି ବା ପାଇଁ ଯାହାବି ଯୋଉଠି ବି use କରୁଛି ଭାଇ ଦୟା କରି ଈଶ୍ୱର ଙ୍କୁ ଓ ତାଙ୍କ ବାକ୍ୟ କୁ ଭୟ ରଖ ସୁନ୍ଦର ଓ ଧିର ସ୍ଥିର ଭାବେ ଶାନ୍ତି ଆତ୍ମାରେ ପ୍ରଚାର କର ❤❤❤

    • @adampradhan446
      @adampradhan446 8 дней назад

      ଶାନ୍ତିରେ ଆଉ ଧୀରସ୍ଥିର କହିବାର ସମୟ ଗଲାଣି ଆଜ୍ଞା... ଆଉ ନାହିଁ ସେ time.

  • @SumantaNayak-x8n
    @SumantaNayak-x8n 3 дня назад +1

    Your right My bro

  • @swagatdigal3307
    @swagatdigal3307 4 дня назад

    ଇନୋଶ ଇନା ଆଇ ମାଂଜି ଆ

    • @randomcollectionvideos2268
      @randomcollectionvideos2268 3 дня назад

      ଆନାତିକି ଏଆଞ୍ଜ୍ ଦା direct ପାଦା ବ୍ରିସାନା comment ଗିପିଞ୍ଜୀ ଡ଼େ? ପାଦା ବ୍ରିସା ବଦଳରେ ଭାଇ, ଆମ୍ବେସା, ବାବୁ, ମିଲା, ବ୍ରିସା ମାସେକା ଆଏ ଗେନାମା !?

  • @Bsudev5544
    @Bsudev5544 7 дней назад +1

    ଭଲ କଥା କହିଛନ୍ତି ଭାଇ ❤❤❤

  • @Jehovahrapha-kv9qm
    @Jehovahrapha-kv9qm 9 дней назад +8

    ଧନ୍ୟବାଦ ସାର୍ ଆପଣଙ୍କୁ ଆର୍ଶିବାଦ କରନ୍ତୁ ସଠିକ୍ କରେସନ କରିଛନ୍ତି preise the lord

  • @GraceApsCreation
    @GraceApsCreation 5 дней назад

    ଏହା ଠିକ୍ କହିଲ sir 🙏🏻 Jacob bhai କହିବା ଆଗରୁ ଟିକେ ଭାବିବା ଉଚିତ୍ ଥିଲା 👍🏻

  • @rajeshkumarsanta4574
    @rajeshkumarsanta4574 9 дней назад +2

    ଯୀଶୁ ଖ୍ରୀଷ୍ଟ ଆପଣ ଆଶ୍ରୀବାଦ କରାନ✝️✝️✝️✝️✝️🙏🙏

  • @victornayak5916
    @victornayak5916 8 дней назад +2

    Absolutely you are right brother 👍

  • @RameshBadaraita-oy3sf
    @RameshBadaraita-oy3sf 8 дней назад +1

    Right teaching sir 👌👌👌👌

  • @lebiyaraita1836
    @lebiyaraita1836 4 дня назад +1

    Thanks for your correction.

  • @Anam3Malik
    @Anam3Malik 10 дней назад +2

    ସତ କଥା ଭାଇ ଯାହାଭି କହିବା କଥା ଯାକୁବ ଭାଇଙ୍କୁ ଟିକେ ବାକ୍ୟ ଅନୁସାରେ କହିବା କଥା ତାଙ୍କେ ଯେମିତି ଏମିତି କହୁଛନ୍ତି ଭାଇ ସେଟା ଗୋଟେ ବାଇବଲ ବିଷୟରେ ନ ଜାଣିବା ଲୋକଙ୍କୁ entertainment ଲାଗୁଥିବ ସେଟା ଠିକ କଥା ନାହିଁ👍 ବାଇବଲ ଆମ ସମସ୍ତଙ୍କୁ କେମିତି ପ୍ରଚାର କରିବା କେମିତି କହିବା ଅନ୍ୟ ମାନଙ୍କୁ ସେ ବିଷୟରେ ବହୁତ ଭଲ ଭାବରେ ଶିକ୍ଷା ଦିଏ Amen 🙏

  • @syamsundar9245
    @syamsundar9245 9 дней назад +2

    Bible hi jone dhari ki prochar koriba darkar

  • @syamsundar9245
    @syamsundar9245 9 дней назад +3

    Gote dino apanomanankoro proudness udi jibo jagroto ruhonttu

  • @syamsundar9245
    @syamsundar9245 9 дней назад +4

    Jacob bhai pura thik khuchhanti ahuri adhiko Kuhonttu

    • @JibitBardhan-qq9yg
      @JibitBardhan-qq9yg 8 дней назад

      କୁଟ୍ କୁଟା କରି କୁହ ସାର୍

  • @syamsundar9245
    @syamsundar9245 9 дней назад +2

    Mobile dhari prochar koriba lokomananku dekhile dukho laguchi boli kuhonntu agyan

  • @jesuscomingsoon3523
    @jesuscomingsoon3523 8 дней назад +1

    You are Right bhai

  • @bindassrajuu1361
    @bindassrajuu1361 4 дня назад +1

    Bohut khushi lagila bhai.. Good job.. God bless you.. Probhu aponku adhiko ru adhiko gyano diontu.. 🎉

  • @AnantaMulekmajhi
    @AnantaMulekmajhi 5 дней назад

    ହଁ ପାଳକ ମାନଙ୍କରବି ଭୁଲ୍ ଧରିବାକୁ ପଡ଼ିବ
    ଆମେ ଅନ୍ଧ ଭାବରେ ସବୁ ହଁ ମାନିବା ଭୁଲ୍ । ପାଳକ କଉ ପ୍ରକାର ରହିବା ଉଚିତ୍ ଆଉ କଉ ହିସାବରେ ବାକ୍ୟ ପ୍ରଚାର କରିବା ଉଚିତ୍ ତାହା ଜାଣିବାକୁ ପଡ଼ିବ। ମୋବାଇଲ୍ ର ବାଇବଲ ଆଉ ଆମେ ଯାଉ ବାଇବଲ ଧରୁଚୁ ତାହାର ବହୁତ୍ ଫରକ୍ ଅଛି। ମୋବାଇଲ୍ ଦେଖି ବାକ୍ୟ ପ୍ରଚାର କରିଲେ କଉଠି ନା କଉଠି ମନଟା ଅଲଗା ଆଡ଼େ ଟାଣି ନିଏ

  • @TunaDigal-d4b
    @TunaDigal-d4b 8 дней назад +1

    Thank you bro GOD BLESS YOU,

  • @Khiliashnayak-kpr-9yt
    @Khiliashnayak-kpr-9yt 3 дня назад +1

    👉ସତ କଥା ହେଲା, 'Halleluya ଓ Praise the LORD' କୌଣସି ମଜାକ ବିଷୟ ନୁହେଁ, Sir☑️☑️☑️☑️

  • @umeshdigal8313
    @umeshdigal8313 2 дня назад +1

    ଭାଈ ପ୍ରଭୁଙ୍କ ବାକ୍ୟ ଅନୁସାରେ ମୁଁ ତୁମକୁ କରେକ୍ସନ କରିବାପାଇଁ ଚାହେଁ।ସେ ଭାଇଙ୍କୁ ଆପଣ ସମସ୍ତଙ୍କ ସାମନା ରେ ନ କହି ବ୍ୟକ୍ତି ଗତ ଭାବରେ ପ୍ରଥମେ କୁହନ୍ତୁ ଯଦି ନ ଶୁଣେ ତା ହେଲେ ସମସ୍ତଙ୍କ ସାମନା ରେ କହିପାର।

    • @correctingspiritually2001
      @correctingspiritually2001  2 дня назад

      ଠିକ୍ କଥା ଭାଇ କିନ୍ତୁ ଚେଷ୍ଟା କରିଥିଲି ନମ୍ବର ପାଇ ନ ଥିଲି।

    • @correctingspiritually2001
      @correctingspiritually2001  2 дня назад

      କେଉଁ ବାକ୍ଯ ଅନୁସାରେ ଭାଇ ପଦ ପର୍ବ ଦେଇ ପାରିବେ କି?

  • @pratapmajhi601
    @pratapmajhi601 10 дней назад +2

    ଯାକୁବ ଭାଇ ଯାହା କହୁଛନ୍ତି ଠିକ୍

    • @thegyanifamily.
      @thegyanifamily. 10 дней назад +2

      U don't use technology......... through technology he is spreading work of GOD....then how can he say that don't use mobile phone and technology....

  • @aaronjoykishan8181
    @aaronjoykishan8181 4 дня назад

    ଭାଇ ଆଜିକାଲି ତ ଏହି ସମସ୍ତ ମୋବଇଲ ଲାପଟୋପ ଚାଲୁଛି,କିନ୍ତୁ ସେହି ଗୁଡ଼ାକ ପବିତ୍ର ନୁଁହ,ବାଇବଲ ହିଁ ପବିତ୍ର ଅଟେ.praise the lord

  • @DebrajMunda-e1i
    @DebrajMunda-e1i 2 дня назад +1

    Volo answer sir

  • @nabinsaunta275
    @nabinsaunta275 9 дней назад +2

    This is right bro.. Amen🙏

  • @Deepaksuna
    @Deepaksuna 10 дней назад +2

    ଯଦି ଜଣେ ଭୁଲ୍ କହୁଛି ତୋ ଦୟାକରି ତାଙ୍କୁ କୁହ କିମ୍ବା ତାଙ୍କ ସହିତ କଥାବାର୍ତ୍ତା ହୁଅ ଆଉ ତାଙ୍କ ଭୁଲ୍ ସ୍ବୀକାର କରିବାକୁ କୁହ....

  • @odiaamotivational9541
    @odiaamotivational9541 4 дня назад +1

    Apana tik kahile sir

  • @subhassanta9298
    @subhassanta9298 7 дней назад +1

    Praise the lord right 👍

  • @rajchetty7452
    @rajchetty7452 4 дня назад

    ବାଇବଲ ଧରିକି କହିବା ଦରକାର ମ ମତରେ ନହିଲେ ଆଗକୁ ବିଶ୍ଵାସୀ ମାନେ ଆହୁରି ବାଇବଲ ଧରିବେନି

  • @KainaDigal-i7s
    @KainaDigal-i7s 10 дней назад +6

    ମୁଁ Jacob ଭାଇକୁ ଗୋଟେ ପ୍ରଶ୍ନ କରିବାକୁ ଚାହେଁ ସେବା କାର୍ଯ୍ୟ ପାଇଁ ଟେକ୍ନୋଲୋଜି ଆବଶ୍ୟକ କି ନାହିଁ..? ଯଦି ନାହିଁ Utube କାହିଁ କି ସେ ବ୍ୟବହାର କରୁଛନ୍ତି। ମୁଁ କହୁଛି ଜଦି ଏହି ପ୍ରକାର କାର୍ଯ୍ୟ କରିବେ ବହୁତ୍ କମ୍ ଦିନ ଭିତରେ Jacob ଭାଇର କାର୍ଯ୍ୟ ବନ୍ଦ୍ ହେବ। ସେ ସାନପିଲ କିଛି ଜାଣି ପାରୁନାହିଁ ବେଶୀ ଇମୋଷନାଲ ହେଉଛନ୍ତି। ଜାଣି ପାରୁନାହିଁ କାହାକୁ କଣ କୁହାଯିବ।

  • @kumarbabul1871
    @kumarbabul1871 9 дней назад +2

    Amen

  • @MsMunnagospelcreation63036
    @MsMunnagospelcreation63036 4 дня назад +1

    Laptop 💻 use karibta bhala , kintu preaching time' re Mobile use kariba ta mo matare bi to thik laguni. Apana jane spiritual loka tenu se bhainku apana spiritualy and secretly correction karibara thila . Thank you May God Give you strength to be Honour.

  • @sukantkar.s
    @sukantkar.s 10 дней назад +1

    Respected Sir, It is always good to counsel someone personally instead of through open media.

    • @correctingspiritually2001
      @correctingspiritually2001  10 дней назад

      Yes but how do you know as you consent like absolutely certainty. Regarding " Personal correction and openly publicly before all other correction.
      What word of God says Have ever read this ? (1Timothy- 5:20)

    • @correctingspiritually2001
      @correctingspiritually2001  10 дней назад

      Yes but how do you know as you consent like absolutely certainty. Regarding " Personal correction and openly publicly before all other correction.
      What word of God says Have ever read this ? (1Timothy- 5:20)

  • @uttamprem6971
    @uttamprem6971 9 дней назад +2

    Right brother

  • @SarajiniPatamajhi
    @SarajiniPatamajhi 6 дней назад

    Correct bhai

  • @PeasantKumar-b7z
    @PeasantKumar-b7z 8 дней назад

    Thik kohichonti bhai 👍God bless you acchualy ame kohiba purboru bhabi ki kohibaku podbo

  • @Abrahampangiofficial
    @Abrahampangiofficial 10 дней назад +2

    Thank you sir
    God Bless You

  • @Ananta-Mj
    @Ananta-Mj 10 дней назад +2

    ଆଜ୍ଞା ଆପଣଙ୍କ ପାଖରେ ତାଙ୍କର ନମ୍ୱର୍ ଅଛି ହେଲେ, ସିଧା ସଳଖ କଥା ହୁଅନ୍ତୁ, ଭଲ ହେବ।

    • @Ananta-Mj
      @Ananta-Mj 10 дней назад +1

      ତାଙ୍କ ଅନୁଭୂତିରୁ କିଛି Paster ମାନଙ୍କର ଭୁଲ୍ ଦେଖି ଥିବେ, ଯାହା ତାଙ୍କୁ ବି ଦୁଃଖ ଲାଗି ଥିବ, ଯାହା କରିବା କଥା ନୁହଁ। କିନ୍ତୁ ଆପଣ ମାନେ ତ ଜାଣି ନାହାଁନ୍ତି, କି, ସେହି ସମୟର ଦୃଶ୍ୟ କି ପରି ଥିଲା। ସତରେ ବହୁତ୍ ଲୋକ ବି Bible କୁ ନ ଧରି ପ୍ରଚାର୍ କରନ୍ତି ଆଉ ଦୁତୀୟ ପ୍ରଭୁଙ୍କର ଚାଳନାରେ ନ ଚାଳିତ ନ ହୋଇ ଲେଖି ଥିବା ବିଷୟ ପ୍ରଚାର୍ କରନ୍ତି।

    • @correctingspiritually2001
      @correctingspiritually2001  10 дней назад

      ତାଙ୍କର ନମ୍ବର ନାହିଁ ଭାଇ । ମଝିରେ ବହୁତ ଚେ଼ଷ୍ଟା କଲି ପାଇଲି ନାହିଁ।

  • @ManojJageranga-p1n
    @ManojJageranga-p1n 6 дней назад

    Bible ru hi samadan Kariba tick❤❤❤❤❤

  • @mostoryvlog828
    @mostoryvlog828 7 дней назад

    ମୁଁ ଜାଣିବାରେ ଖ୍ରୀଷ୍ଟିଆନ ଲୋକେ କାହାକୁ ଅର୍ଗୁମେଣ୍ଟ କରନ୍ତି ନାହିଁ ,,ହେଲେ ଆପଣ କାହିଁକି argument କରୁଛନ୍ତି କି କଣ କହିଲା କେମିତି କହିଲା ,,ସେ ସବୁ ପ୍ରଭୁ ଯୀଶୁ ବିଚାର କରିବେ ଆପଣ ବିଚାର କରି ପାରିବେ ନାହିଁ

  • @sikharanidas3877
    @sikharanidas3877 9 дней назад +1

    Good job bro prease the lord

  • @gangeshreeBarik
    @gangeshreeBarik 10 дней назад +2

    You did correct sir thank you🙏 praise the Lord God bless you

  • @gopalchbhatra3246
    @gopalchbhatra3246 9 дней назад +2

    Yes Bhai keustara keu katha kahi badarakar amen

  • @sujitdigal4695
    @sujitdigal4695 10 дней назад +2

    ଯୀଶ ଖ୍ରୀଷ୍ଟ ପ୍ରଚାର କରିବା ସମୟରେ କଣ ବାଇବଲ ଧରି ପ୍ରଚାର କରୁଥ୍ଲଲେ? ସେ କଣ ବାଇବଲ ଧରି ପ୍ରଚାର କର ବୋଲି କହିଛନ୍ତି? ପ୍ରଥମେ ସେ ବିଷୟରେ ବଇବଲ କଣ ଆମ୍ଭମାନଙ୍କୁ କହୁଛି, ତାହା ଜାଣିବା ଆବଶ୍ଯକ ଅଛି। ତା ପରେ ଅନ୍ୟକୁ ସଜାଡିବ, ନଚେତ୍ ତୁମପରି ଭଣ୍ଡ ପାଳକ/ ଛୁଆ ପାଳକ ପାଇଁ ଖ୍ରୀଷ୍ଟ ସମାଜ ଜଗତରେ ବଦନାମ ହେବା ସହିତ ନିଜପାଇଁ ଅଭିଶାପ ଆହ୍ବାନ କରୁଛ ତମୋ। ମଣ୍ଡଳୀ ଭୂଲ ପ୍ରଚାର ହେଲେ ମଣ୍ଡଳୀ ମଧ୍ଯରେ ସିମିତ ରହିବ କିନ୍ତୁ ଏଠି ଭୂଲ କଲେ ସାରା ଜଗତରେ ଭୂଲ ପ୍ରଚାରିତ ହେବ, ଜାଣିଥାଏ। ଏଣୁ ଭୂଲ ସୁଧାର। ଧନ୍ଯବାଦ ତୁମେ ରାଜକୀୟ ଯାଜକିୟ ଗୋଷ୍ଠୀର ଲୋକ ବୋଲି ଭାଇ ତୁମକୁ ସୁଧାରିବାକୁ ଚେ଼ଷ୍ଟା କରୁଛନ୍ତି ଆଉ ମୁଁ ବି, ବାକି ତେମେ କଣ ଚାହୁଁଚ ତୁମ ଖୁସୀ

    • @correctingspiritually2001
      @correctingspiritually2001  10 дней назад

      Excellent ଆଜ୍ଞା। ବହୁତ ସୁନ୍ଦର ବିଷୟ ଟିଏ କହିଲେ।

  • @SudhirKandpan
    @SudhirKandpan 10 дней назад +2

    Thanku sir God bless you 🙏🙏🙏🙏

  • @Gautamhial1987
    @Gautamhial1987 10 дней назад +2

    You are right sir. I respect your correction.

  • @SanjaykumarDigal-1992
    @SanjaykumarDigal-1992 8 дней назад

    You are right sir 👏 🙏

  • @raghabapradhan7088
    @raghabapradhan7088 10 дней назад +1

    Nice video vaai aamen haleluya thank u God bless u

  • @alminapatmajhi
    @alminapatmajhi 8 дней назад

    ଜଣେ ବ୍ୟକ୍ତି ଜଣଙ୍କର ଭୁଲ ଧରିଲେ ଆଉ ଜଣେ ବ୍ୟକ୍ତି ତାଙ୍କର ଭୁଲ ନିଶ୍ଚୟ ଧରିବେ.

    • @correctingspiritually2001
      @correctingspiritually2001  8 дней назад

      ସେଇଟା ତ ଠିକ୍ କଥା ଭାଇ ହେବା ଉଚିତ୍।

  • @AdipRupamajhi
    @AdipRupamajhi 10 дней назад +1

    ଯାକୁବର ନମ୍ରତା ନାହିଁ ଏମିତି ବାକ୍ୟ କହିବା ଠିକ୍ ନୁହେଁ

  • @simonnayak3588
    @simonnayak3588 9 дней назад +1

    Absolutely Dear Brother. Really you brought the good thoughts. The technology is defend on us how we are using. Because mobile phone you all are able to make video and we are able to watch. Good correction

  • @syamsundar9245
    @syamsundar9245 9 дней назад +2

    Bible ku chhadi 50 60 hojar mobile dhari church ku asibe 200 300 tanka ro bible dhari asibaku kasto laguchi

  • @Manasa-g8s
    @Manasa-g8s 9 дней назад +1

    Tik kahichnti bhai

  • @absalammallick6769
    @absalammallick6769 7 дней назад

    ତମେ ଭୁଲ ସେ ଭାଇ ଠିକ୍ କହିଛନ୍ତି

  • @SarojpradhanPradhan-nv6zs
    @SarojpradhanPradhan-nv6zs 9 дней назад

    ଆରେ ଭାଈ ତମୋର ପାପ ଭଉଈମରଇଗଲଏ ତମୋର କ'ଣ ଈଶ୍ଵ ବାକ୍ୟ ଭୁଈପାରିବନିକି

  • @Smartview123
    @Smartview123 7 дней назад

    Jacob sir is right ❤❤❤

  • @ajaymalik6714
    @ajaymalik6714 10 дней назад +2

    Really sir aapan thik kahi chhanti ❤❤❤❤❤❤❤❤❤❤❤❤❤

  • @romtom8680
    @romtom8680 9 дней назад

    ସେତ ଆଡବାୟ ପରି ଲାଗେ, କଥା ବାର୍ତା ଆଦୌ ଠିକ ନାହିଁ, ବ୍ୟବହାର, ଶିଷ୍ଟା ଚାର ଜଣା ନାହିଁ, ବହୁତ ଶିକ୍ଷା କରିବାର ଅଛି. ଚଞ୍ଚଳ ମତି.... କେତେ ଦୂର ଯାଉଛି ଦେଖା ଯାଉ....

  • @aradhanamusic8543
    @aradhanamusic8543 10 дней назад +1

    I agree with you 💯

  • @Nitish86858
    @Nitish86858 10 дней назад +2

    Technology improve heichi mobile dhorile cholibo

  • @DibyaBabu-u3h
    @DibyaBabu-u3h 9 дней назад

    ୟେ ବାୟା ଟା ଭାଇ ୟେ ପୁରାନା ଜମାନା ରୋ ଜାକବ ଭାଇ ସେଥିପାଇଁ ଜାଣି ପାରିଲେ ନାହିଁ ବୋଧେ

  • @SaptasinghMajhi-yj2yl
    @SaptasinghMajhi-yj2yl 10 дней назад +2

    ବହୁତ ବଢ଼ିଆ ଭାଇ ବହୁତ ଜାଗାରେ ଯାକୁବ ଭୁଲ୍ ଭୁଲ୍ ofrejetic lounge use କରୁଛନ୍ତି ଏମିତି curect କରୁ ଥିବାରୁ ଧନ୍ୟବାଦ୍ enush ଭାଇ jacob ଅତି ସାବଧାନ ତୋର ବି gate ଖୋଲି ଗଲାଣି ବଧେ ପାଗଳ ପରି ବିୟବ ହାର ହେଉଛୁ ନମ୍ର ଶିଲ ହ bible ରେ ନମ୍ରସିଲ ବ୍ୟକ୍ତି ହିଁ ଗୁରୁଥୁ ପୂର୍ଣ୍ଣ ଦିଆ ଯାଇଛି ତ ଠାରେ ସେ ନମ୍ରତା ନାହିଁ ସାବଧାନ

  • @bhubanbhatraofficial9778
    @bhubanbhatraofficial9778 10 дней назад +1

    Ur right brother thanks

  • @subashsanta8770
    @subashsanta8770 10 дней назад +1

    ଯାକୁବ ଭାଇ ବାଇବଲ ଅଧ୍ୟୟନ କରନ୍ତି ପଡ଼ିଛନ୍ତି ମଧ୍ୟ କିନ୍ତୁ ଆତ୍ମିକ ଜୀବନ ରେ ପରିପକ ନାହିଁ ସେ ପାଷ୍ଟର ମାନଙ୍କୁ ମଜା ରେ ଉଠାଉଛନ୍ତି ଏହା ଏକ ଦୁଃଖ ର ବିଷୟ ସେ ନିଜକୁ ଜାଣି ବା ଦରକାର ମୁଁ କେତେ ସଚ୍ଚୋଟ ବ୍ୟକ୍ତି

  • @SagarNanda-hh6mn
    @SagarNanda-hh6mn 9 дней назад +1

    ଭାଇ ହାତରେ ପ୍ରତେକ୍ ବିଶ୍ୟଶି ଙ୍କୁ bible ହିଁ ଧରିବା ଉଛିତ୍ ମୋବାଇଲ ଧରିବା ଉଚିତ୍ ନୁହ କାରଣ ଯଦି ଆମେ ଜଗତ ର ସହବାଗିତା ହେବା ତା ହେଲେ ପ୍ରଭୁ ଙ୍କ ନିକଟକୁ ଯାଇ ପରିବା ନାହି ଆଉ ଧିରେ ଧିରେ ପବିତ୍ର bible ଲୋପ ପାଇଯିବ ଏଥି ପାଇଁ ମୋବାଇଲ ନ ଧରି bible ଧରିବା ଉଚିତ୍ praise the lord

    • @correctingspiritually2001
      @correctingspiritually2001  9 дней назад

      ଭାଇ ତୁମେ କଣ କହୁଛ ତୁମେ ନିଜେ ଭଲ ରେ ବୁଝ।

    • @TravelinginIndia-2024more
      @TravelinginIndia-2024more 9 дней назад

      @@correctingspiritually2001 ruclips.net/video/z73f5eQJheI/видео.htmlsi=QL4MtsUrbZ5VjwC9
      ଏହି ବାକ୍ୟ ନିରଞ୍ଜନ ତୁରୁକ sir ପାଳକ ମାନଙ୍କୁ mobile ବିଷୟରେ କଣ କହୁଛନ୍ତି 7:57 minute ରୁ ଶୁଣନ୍ତୁ

  • @prasantduburkaofficial2318
    @prasantduburkaofficial2318 9 дней назад

    300 saha thara halleluya 400 saha thara praise the Lord kemiti bhabare janne bipakhya bhabiba loka dei pare

  • @MathewMali
    @MathewMali 9 дней назад +1

    ସତ କହିଲ ଭାଇ.... Jacub ଭାଇ ଯାହାବି କହିଛନ୍ତି ତାହା ଭୁଲ ଅଟେ

  • @syamsundar9245
    @syamsundar9245 9 дней назад +1

    Aji palokomane mobile dhari prochar karuchhanti sethi pai biswasi mane madhya bible aau dharu nahanti bible ku dharu nahanti

  • @adarshkumarpradhan1432
    @adarshkumarpradhan1432 9 дней назад

    Prabhu kahichhanti ambhe pari sadha au niyay kariba to ame kie bicar kari ba pai

  • @JitendrakumarNayak-c8p
    @JitendrakumarNayak-c8p 9 дней назад

    1. Technology is Gods blessing for this age many advantages are there... its depending upon yourself ... Don not ignore it ..
    We should use it for his glory ...
    2. Praise the lord and Halleluyah is for Gods glory only
    should be know its mean and say ...

  • @guptasemarlia8601
    @guptasemarlia8601 9 дней назад +1

    କଥାରେ ଅଛି ଅଳ୍ପଶିକ୍ଷା ଭୟଙ୍କର ମୋବାଇଲ ଲାପଟପ୍ ବିଷୟରେ କିଛି ଜାଣି ନାହାନ୍ତି
    ପ୍ରଥମେ ନିଜେ ଶିକ୍ଷିତ ହୁଅନ୍ତୁ ତାପରେ ଅନ୍ୟକୁ ଶିଖାଇବେ

  • @BhagatGolari
    @BhagatGolari 9 дней назад

    ପ୍ରଭୁ ଙ୍କର ଦାସ ମାନଙ୍କୁ ବିଚାର କରିବା ଆମର ଅଧିକାର ନାହିଁ MH jacob bhai

  • @AsimDigal
    @AsimDigal 10 дней назад +2

    Amen ✅

  • @AmashKhara
    @AmashKhara 10 дней назад +1

    God bless you sir❤

  • @ajaysagaria5056
    @ajaysagaria5056 9 дней назад +3

    Asubidha samayare Bhai Phone use choliba, କିନ୍ତୁ procharoka mane bi bilkul use koriba katha nuho kainki na semane atma nka sahajya re bakya mone rakhi prochara kariba katha,bible hin thik, ଭ୍ୟବିଶତ ରେ bible,ଫୋନ୍ aaps ବନ୍ଦ୍ ହେଇପାରେ ।

  • @DuriaSumit
    @DuriaSumit 10 дней назад +1

    Right kohuchonty jacob bhai apono ଟିକେ bujhi ଯାଉନ୍ତୁ

  • @RashmiJalla
    @RashmiJalla 9 дней назад

    Thik kohi chonti bhai ❤❤❤❤

  • @JihudaSabar-b1e
    @JihudaSabar-b1e 9 дней назад

    ଜାକବ ଭାଇ ଫିଙ୍ଗି ଫିଙ୍ଗି। କହୁଛନ୍ତି

  • @DanielPradhan-lx1wp
    @DanielPradhan-lx1wp 5 дней назад

    ଭାଈ ଏମିତି ଅନେକଙ୍କର ଭୁଲ ଅଛି, ଅବଶ୍ୟ ଆପଣଙ୍କ କଥା ଠିକ୍, କିନ୍ତୁ ଆପଣ ଚିନ୍ତା କରିଛନ୍ତି କି ଆପଣଙ୍କର ବି ଏହା ଠିକ୍ ବୋଲି? ଆପଣ ପ୍ରଭୁଙ୍କ ଦାସ ଭାବରେ indirect ନ କହି direct ଫୋନ୍ ନମ୍ୱରରେ ଯୋଗାଯୋଗ କଲେ
    ବହୁତ ଭଲ ହେଇଥାନ୍ତା

  • @jenabhai3749
    @jenabhai3749 9 дней назад +1

    ଭାଇ ଆପଣ ଜଣେ christian ଲୋକ ଆପଣ ଏଭଳି ଭିଡ଼ିଓ ବନେଇ ପ୍ରତେକଙ୍କୁ ଜଣେଇବା ଦରକାର କି ଆପଣ ବ୍ୟକ୍ତିଗତ ଭାବେ ତାଙ୍କୁ ଜଣାଇ ଲେ ଭଲ ହେବ ଏମିତି କଲେ ଆପଣକୁ ତୁମେ ତାଙ୍କ ବିରଧୀ ବୋଲି ନିହାତି କହିବେ ଏ ବିଷୟ ଗୁଡାକ ଆମ ଆମ ଭିତରେ ଡ଼ିସକାସ କଲେ ଭଲ ହେବ