Spiritually correction is crucially need in Christian society / AD Odia vs Correcting spiritually.

Поделиться
HTML-код
  • Опубликовано: 6 ноя 2024

Комментарии • 313

  • @thomaskor4406
    @thomaskor4406 4 дня назад +26

    ଆଜ୍ଞାମାନେ ଆପଣ ମାନଙ୍କୁ ଅନୁରୋଧ, ଆପଣ ମାନେ ଅବଗତ ଥିବେ ବର୍ତ୍ତମାନ ଖ୍ରୀଷ୍ଟିୟାନ୍‌ ସମାଜ ପ୍ରତି ଯେଉଁ ସବୁ, ପରିସ୍ଥିତି ଘଟୁଛି ତାକୁ ଆଖି ଆଗରେ ରଖି, ସୋସିଆଲ ମିଡ଼ିଆ ରେ ଏହିଭଳି ୟୁଟ୍ୟୁବରେ ଚର୍ଚ୍ଚା କରନ୍ତୁ ନାହିଁ,ଆପଣ ବ୍ୟକ୍ତିଗତ ଭାବରେ ପରାମର୍ଶ କରନ୍ତୁ,

  • @ajaysagaria5056
    @ajaysagaria5056 4 дня назад +26

    ଭୁଲ ଭୁଲ ଅଟେ,,,, ଛଟ ଭୁଲ ଯୋଗୁଁ କେତେ ଜଣ ବିଶ୍ବାସୀ ଙ୍କୁ ଭୁଲ ପଥରେ ନେହିଁ ଜିବ ସେଥିପାଇଁ ପ୍ରଚାର କରିବା ପୂର୍ବରୁ ଠିକସେ ଆଣ୍ଠୁ ଭାଙ୍ଗ ପ୍ରଭୁଙ୍କ ପାଖରେ ।

  • @lukunasingbadara2610
    @lukunasingbadara2610 4 дня назад +12

    ବହୁତ ସୁନ୍ଦର ଭାବରେ ଦୁଇଜଣଙ୍କ ମଧ୍ୟରେ ହେଲା, ମୁଁ ମଧ୍ୟ ଏହି ଶିକ୍ଷାରେ ଅନେକ ଶିକ୍ଷିତ ହେଲି ଆପଣମାନଙ୍କୁ ଧନ୍ୟବାଦ ❤ ବହୁତ ବହୁତ ସୁନ୍ଦର ❤❤ ଏହି ଶିକ୍ଷାରେ ପ୍ରଭୁ ସହବର୍ତ୍ତୀ ହୁଅନ୍ତୁ 👍

  • @singarmallick4890
    @singarmallick4890 4 дня назад +17

    ପାଉଲ କହିଲେ
    ତୁମ୍ଭମାନଙ୍କ ମଧ୍ୟ୍ୟରେ କାମୁଡ଼ା କାମୁଡ଼ି ହୁଅ ନାହିଁ !
    କିନ୍ତୁ ଦୁଃଖର ବିଷୟ ଯେ ଆଜି ଗୋଟେ ପରିବାର ମଧ୍ୟରେ କାମୁଡ଼ା କାମୁଡ଼ି ହେଉଛନ୍ତି ଏହା ହିଁ ଭୁଲ ଅଟେ 😔😔😔

    • @san-iv50tf
      @san-iv50tf 3 дня назад

      It's right।❤❤❤

    • @LokanathMarndi
      @LokanathMarndi День назад

      ଏହା ଭୁଲ ଧାରଣା ମଣିଷ ସମାଜ ଗୋଟିଏ bible ବୁଦ୍ଧ ଙ୍କ ବାଣୀ,ନାନକ ଙ୍କ ଶିକ୍ଷା, ଓ କବିର ଙ୍କ ବିଚାରକୁ ଘର ବଲି ମାନିନେବା ତାହାଲେ ଆମେମାନେ ଶତ୍ରୁ?? Jaibhim🌹❤️🌹

  • @mu_daringbadi_vlogger
    @mu_daringbadi_vlogger День назад

    BEST leader ସବୁ ବେଳେ best re କୁହନ୍ତି ❤

  • @sagarpradhan5724
    @sagarpradhan5724 3 дня назад +2

    ଆଜ୍ଞା ଆପଣ ମାନଙ୍କ ଆଲୋଚନା ଆମ ଖ୍ରୀଷ୍ଟିଆନ ସମାଜ ପାଇଁ ନିହାତି ଆବଶ୍ୟକ ବିଷୟ ଅଟେ, ଏହା ସମସ୍ତେ ଭଲରେ ବୁଝିବା ଦରକାର ।

  • @saratkumar9466
    @saratkumar9466 3 дня назад +2

    ବହୁତ ଭଲ ବୁଝାମଣା ଏଇଟା praise the lord

  • @sunatanhembram9647
    @sunatanhembram9647 День назад

    Sir ମୁଁ ଆପଣ ଙ୍କ ସବୁ ପ୍ରଶ୍ନ ରେ ଏକମତ. ଧନ୍ୟବାଦ sir.

  • @Titasnayak
    @Titasnayak 3 дня назад +2

    praise the lord bro thanks ମୁଁ ଗୋଟେ ବାକ୍ୟ ଦିଏ ତାହା ହେଉଛି ପ୍ରକାଶିତ 3:3

  • @kumarbabul1871
    @kumarbabul1871 3 дня назад +4

    ଭାଇ ବଢିଆ ଭାବରେ ବୁଝେଇଲେ ବହୁତୁ ଭଲ ଲାଗିଲା ଭାଇ ଆମେନ

  • @MadanSahani.Ministry
    @MadanSahani.Ministry 4 дня назад +4

    ବିଜାତି ମାନଙ୍କୁ ଜଣାଉଛ ଖ୍ରୀଷ୍ଟିଆନ ମାନେ ଭୁଲ କରୁଛନ୍ତି ବୋଲି ବ୍ୟକ୍ତି ଗତ କଥା ହୁଅନ୍ତୁ ଭାଇ

  • @govindakusulia7741
    @govindakusulia7741 День назад

    ଆପଣ ମାନଙ୍କ ସଂଶୋଧନ ଓ ବିଚାର ବିଷୟରେ ବହୁତ ଭଲ ଆଲୋଚନା କଲେ ଆମ ଆମ ଭିତରେ ଏବେ ଅନେକ doctrin ଅଛି ଯୀଶୁଙ୍କ ବକ୍ୟକୁ ସତ୍ୟ ରେ ପ୍ରଚାର କରି ଚାଲ ।

  • @alokmajhidkbt8970
    @alokmajhidkbt8970 4 дня назад +25

    ବିଚାରକ ହେଉଛନ୍ତି ଏକମାତ୍ର ଯୀଶୁ ଖ୍ରୀଷ୍ଟ ଅଟନ୍ତି

    • @Abrahamforbless
      @Abrahamforbless 2 дня назад +1

      Hmm bhai baki apana pura bachan padhi nahanti apana nku mu gote brother yakub nkara video dekheibi ei bachan ku loka adha janichanti mu b adha janithili baki ta alga way re karajaeoare eita bhala laguni plese mo upara msg oadhantu au cmmt karantu se sir nku jaha phalare prabhunka rajyare loka agaku badhibe eita ama kama j ame Prabhu nka bachan ra anusare chaliba kaun sir nka ra Katha re nuha baki first amaku bachan ku bhala bhabare first ru last jae bujhi baku padiba bhai sir Mane jaun Katha seita b thik ame ama gyana ku depend na kari prabhunka basabarti re chaliba kahichanti Prabhu eita jemiti hauchi bijatiya loka Mananka kama pari laguchi eita correct karibara rasta nahi baki correct Kariba kebe b bhul nuha bhai Jesus bless you to share this msg jaha b karu prabhunku bhabiki Kariba tanka bachan anusare apana eita padhi bujhi nije ei katha sir manaku kuhanti mo msg share Kariba darkar nahi bada Katha ei katha semanku ame janeiba Katha

  • @TaranisenMallik-e5t
    @TaranisenMallik-e5t 2 дня назад

    thank you

  • @pabitrasagar9352
    @pabitrasagar9352 4 дня назад +9

    ସୋସିଆଲ ମିଡ଼ିଆ ରେ ପ୍ରଚାର କରନ୍ତୁ
    ସଂସୋଧନ ମୁହାଁ ମୁହିଁ ହୋଇ ଶିକ୍ଷା,ସଂସୋଧନ କରନ୍ତୁ

  • @subashwadeka1727
    @subashwadeka1727 2 дня назад +3

    ଆଜି ଭଣ୍ଡଖ୍ରୀଷ୍ଟ ମାନେ ବହୁତ, ତେଣୁ ସଂଶୋଧନ ଆବଶ୍ୟକ

    • @enashdigal9274
      @enashdigal9274 2 дня назад

      You got the point. May God bless you.

    • @jetendramajhiofficial6405
      @jetendramajhiofficial6405 День назад

      ହଁ ଭାଇ but ତାଙ୍କ ସହିତ contact କରି କହିବାର ଅଛି ଏମିତି social media ରେ କହିଲେ ହିନ୍ଦୁ ଧର୍ମ ର ଲକ ମାନେ ଆମ Christian ଲକମାନଙ୍କୁ ଘୃଣା କରିବେ

    • @BaladevSanta-j8g
      @BaladevSanta-j8g День назад +1

      ଅଧିକ ରୁ ଅଧିକ ଖ୍ରୀଷ୍ଟିଆନ ହେବା ରୁ ଭୁଲ ସୋଶଧନ ଆବଶ୍ୟକ ହେଲାଣି

  • @MashaMallick.5
    @MashaMallick.5 2 дня назад +1

    Correcting spiritual bro you are right

  • @NarendraMandangi-o4v
    @NarendraMandangi-o4v 4 дня назад +6

    Praise the lord sir ଆପଣ ଦୁଇ ଜଣଙ୍କୁ ମଧ୍ୟ, ବହୁତ ଭଲରେ discussion କରିଛନ୍ତି ସାର, ଏହି ବିଷୟକୁ Christian pasters ମାନେ ଓ ବିଶ୍ଵାସୀମାନେ ସମସ୍ତେ ବୁଝିବା ଦରକାର ସାର୍ ଓ ଶାନ୍ତିରେ ଗ୍ରହଣ କରିବା ଉଚିତ୍ ନିଜ ବୁଦ୍ଧିରେ ଆଉଜି ପଡିବା ଉଚିତ୍ ନୁହେଁ , Pasters କିମ୍ବା ବିଶ୍ଵାସୀମାନଙ୍କ ମଧ୍ୟରେ କୌଣସି ଯଦି ଭୁଲ୍ ରୋହିଲେ, ବିଶ୍ଵାସୀ କିମ୍ବା Pasters ମାନଙ୍କ ମଧ୍ୟରୁ କେହି ଯଦି Correction କଲେ, ମୋ ବିଷୟରେ କଣ କହିଲେ କୋଉଟି ଭୁଲୁ ରୋହିଲା କି ନାହିଁ, ସେହି ବିଷୟକୁ ଭଲରେ ଦେଖିକି ପୁଣି ଭଲରେ ଶୁଣିକି ବୁଝିବା ଦରକାର ଶାନ୍ତିରେ ଓ ସରଳ ହୃଦୟରେ ଗ୍ରହଣ କରିବା ଦରକାର । ତା ପରେ ଭଲ ଲାଗିଲା କି ନ ଲାଗିଲା ଶେଷରେ ନିଜର ମତା ମତ ପ୍ରକାଶ କରିବା ଉଚିତ୍ ।
    Spiritually Correction Chennal sir ମୁ ଆପଣଙ୍କୁ ଗୋଟିଏ କଥା କହିବା ପାଇଁ ଚାହେଁ, ସାର ଆପଣମାନେ ଯେତେ ବେଳେ ବି ଅନ୍ୟ ଜଣଙ୍କ ବିଷୟରେ Correction କରିବା ପାଇଁ ଯାଉଥିଲେ, ସେତେ ବେଳେ ଆପଣ ଶାନ୍ତିରେ, ନମ୍ର ଭାବରେ ଓ ସରଳ ହୃଦୟରେ କହିବା ପାଇଁ ଚେ଼ଷ୍ଟା କରନ୍ତୁ, ଯାହା ଦ୍ବାରା କି ଦେଖୁ ଥିବା ଭାଇମାନଙ୍କ ହୃଦୟରେ ବାଧିବ ନାହିଁ । ସାର ମୁ ଆଉ ଅଧିକ କିଛି ଜାଣି ନାହିଁ, ସାର୍ କିଛି ଭୁଲୁ କହିଥିଲେ ବି କ୍ଷମା କରିବେ । ପ୍ରଭୁ ଆପଣଙ୍କୁ ବହୁତ ମାତ୍ରାରେ ଆଶିର୍ବାଦ କରନ୍ତୁ । Amen.

  • @jilupradhan3642
    @jilupradhan3642 4 дня назад +2

    Correcting and judging these two words are totally different Correcting someone is very good and I think this is not wrong at all

  • @BimalMallick-ys5kk
    @BimalMallick-ys5kk 4 дня назад +5

    'ଦୁଃଖ ମୋର' ଗୀତ ଟି ସମ୍ପୂର୍ଣ ଭୁଲ୍ ଅଟେ। ଟଙ୍କା ପାଇଁ ମନରେ ଯାହା ଆସିଲା ଲେଖ ଆଉ ପ୍ରଭୁଙ୍କୁ ସାତ ଜନମ ଶବ୍ଦ ସହ ବର୍ଣ୍ଣନା କର। ଆଉ ପ୍ରସିଧ ଗାୟକ ଙ୍କୁ ଆଣି ପ୍ରଭୁଙ୍କ ନା ପୁରାଇ ବ୍ୟବସାୟ କର। ସାଧାରଣ ନୁହେଁ ପ୍ରଭୁ ଙ୍କ ବିଷୟ ଲେଖିବା ବୁଝିଲେ!

  • @rangalifestyle143
    @rangalifestyle143 2 дня назад +1

    ଏଇଟା କୁ ଭାଇ ଜଣକ ବିଚାର କରୁନାହାନ୍ତି ଏମିତି ଲେଖ ନାହିଁ ବୋଲି କହୁଛନ୍ତି 👍

  • @alisadolobehera8244
    @alisadolobehera8244 4 дня назад +10

    ଆଜ୍ଞା ଭୁଲ କୁ ଭୁଲ ହୋଇଛି କହିଲେ କଣ ଅସୁବିଧା କି ?

  • @karandigal9531
    @karandigal9531 3 дня назад +2

    ବିଚାର ବିଚାର ବିଚାର । ଏହାର ଅର୍ଥ ବହୁତ୍ ଅଲଗା correction karibaku ବିଚାର କୁହଜାଏନି

  • @DeepakBabu-f6q
    @DeepakBabu-f6q 4 дня назад +10

    Lingaraj sar bahut sundara Prasna karichanti❤

  • @lalitniranjansanga6434
    @lalitniranjansanga6434 3 дня назад

    Sir,bahut vholo.tnq

  • @luckyjohn1432
    @luckyjohn1432 4 дня назад +1

    ଆପଣ ଭୁଲ କହିଲେ ପ୍ରଭୁ ବିଚାର କରିବେ ଆଉ ଅନ୍ୟ ର ଭୁଲ ହେଲେ ଆପଣ ବିଚାର କରିବେ ଉଆ ବହୁତ ବହୁତ ଭଲ ପ୍ରଭୁଙ୍କର ଲୋକ ଆପଣ

  • @Rangaraokandaari
    @Rangaraokandaari 4 дня назад +7

    ଇୟୁଠିଭିରେ କାହକି ଝୁକ୍ତି ଅହେଚି ଖ୍ରୀଷ୍ଟଭାଇ ଲଜଲାଗୁନି ହିନ୍ଦୁ ବିଜାତିମାନେ ହସଛିନ୍ତି

    • @BISUBINDHANIOfficial
      @BISUBINDHANIOfficial 3 дня назад

      Christian ଅନ୍ଧଭକ୍ତ ମାନଙ୍କପାଇଁ. ମଧ୍ୟ କରିବାକୁ ପଡ଼େ ।

    • @Jkjk-i6b
      @Jkjk-i6b 2 дня назад

      ଠିକ୍ କଥା ଯୁକ୍ତି ତର୍କ ଭଲ ନୁହେଁ ତାହା ପ୍ରଭୁଙ୍କର ଦୃଷ୍ଟିରେ ଉତ୍ତମ ନୁହେଁ

    • @SonaMajhi-l2z
      @SonaMajhi-l2z 2 дня назад

      ଭାଇ ଯଦି ରାଜନୀତି ବିଷୟରେ ହୋଇଥିଲେ ଆପଣଙ୍କୁ ଭଲଭାବରେ ଶୁଣିବାକୁ ଇଚ୍ଛା କରିଥାନ୍ତେ ନାଇକି.....ଭଲ ଭାବରେ ବୁଝିବାକୁ ଚେଷ୍ଟା କର ଶେଷ ଯାଏଁ ଶୁଣ

  • @DeepaRaaniMallick
    @DeepaRaaniMallick 2 дня назад

    Preis the lord sir. ❤

  • @chaitanyachaitanya8651
    @chaitanyachaitanya8651 4 дня назад +3

    Thanks for this video.

  • @BarnabashMajhi
    @BarnabashMajhi 2 дня назад +1

    ଖ୍ରୀଷ୍ଟିଆନ ମଣ୍ଡଳୀ ମାନଙ୍କୁ କଳଙ୍କ କରୁଛ ଖ୍ରୀଷ୍ଟିଆନ ଖ୍ରୀଷ୍ଟିଆନ ପରି ରୁହ କାରଣ ଆପଣମାନେ ଖ୍ରୀଷ୍ଟିଆନ ର ମହପତ୍ୱ ଜାଣିନାହାନ୍ତି ଆପଣ ଙ୍କ ଚ୍ୟାନେଲ ଦେଖିବାକୁ ଆମକୁ ଇ ଛା ନାହିଁ

  • @evangelistsknayak7422
    @evangelistsknayak7422 3 дня назад +1

    Badhe Ahi bhaiku Correction koribaro gift milichi..

  • @manoranjanmndal1578
    @manoranjanmndal1578 4 дня назад +3

    ଯିଏ ଯାହାର କାମ ସିଏ କରୁ। ଆପଣମାନେ ଏଇଠି ମୁଣ୍ଡ ପୂରେଇବା ଦରକାର ନାହିଁ।
    ସେମାନଙ୍କର କର୍ମ ଅନୁସାରେ ସେମାନେ ଫଳ ପାଇବେ।

  • @JISUMARANGMUSIC
    @JISUMARANGMUSIC 4 дня назад +2

    ଯେଉଁମାନେ ସନ୍ଦେହରେ ପଡ଼ିଥାଆନ୍ତି, ଏପରି କେତେକଙ୍କୁ ଦୟା କରି ଅଗ୍ନିରୁ କାଢ଼ିଲା ପରି ରକ୍ଷା କର।

  • @bassntabasantapradhan8988
    @bassntabasantapradhan8988 2 дня назад +1

    ମନୁଷ୍ୟ ମାତ୍ରେ ଭୁଲ ର ଅଧୀନ

  • @ajayguru6100
    @ajayguru6100 4 дня назад +2

    You are right sir.. thank you for mending 🙏

  • @123sbubal
    @123sbubal 4 дня назад +2

    Thanks sir,for this important information about the Bible doctrines......
    Praise the lord❤

  • @tukunadigal1841
    @tukunadigal1841 3 дня назад +1

    God bless you

  • @surendrapadra7508
    @surendrapadra7508 4 дня назад +2

    ପ୍ରେମରେ ସଂଶୋଧନ ହେଲେ ବହୁତ ଭଲକଥା, ବେଳେବେଳେ ତାର ଭଲ କାମ ପାଇଁ ତାକୁ ଟିକେ ଧନ୍ଯବାଦ ଦେଲେ ବହୁତ ଭଲ ହେଇ ଥାନ୍ତା , ସେଥିରୁ ଜଣା ପଡ଼ି ଥାନ୍ତା ପ୍ରକୃତ ରେ ତାର ଭୁଲ୍ କୁ ପ୍ରେମରେ ସଂଶୋଧନ କରାଯାଇଛି ।

  • @liveforever6998
    @liveforever6998 4 дня назад +3

    Correcting Spiritually is right...

  • @raghabapradhan7088
    @raghabapradhan7088 3 дня назад

    100% thik kohilo bodo vaai aamen haleluya thank u God bless u

  • @Gautamhial1987
    @Gautamhial1987 4 дня назад +2

    Wrong should be correct about specially spirituality.

  • @san-iv50tf
    @san-iv50tf 3 дня назад

    It's right sir.... ଆତ୍ମିକ ଜୀବନ online re ମିଳିବ ନାହିଁ।ଆତ୍ମିକ ଜୀବନ ଆରମ୍ଭ କରିବା ପାଇଁ offline ଯାଇ ପ୍ରଚାର କରନ୍ତୁ।
    To Correcting spiritual channel..

  • @abiramgamango-nv6hf
    @abiramgamango-nv6hf 4 дня назад +3

    ଖ୍ରୀଷ୍ଟିଆନ ଜୀବନରେ ଅନୁଯୋଗ ଚେତନା ଓ ପରାମର୍ଶ ଆବଶ୍ୟକ ନହେଲେ ଆଧ୍ୟାତ୍ମିକ ଦିଗରେ ଅଭିବୃଦ୍ଧି ହେବ ନାହିଁ

  • @luckyjohn1432
    @luckyjohn1432 4 дня назад +1

    ଆପଣ ଯାହା କହିଲେ ମଧ୍ୟ ଆମେ bible କୁ ହିଁ ଦେଖି ବୁ ଯାହା ଠିକ ତାହା ଆମେ ଗ୍ରହଣ କରିବୁ ଆଉ ଯାହା ଭୁଲ ତାହା ଆମେ ନିଜେ ଛାଡିଦେବୁ ଆପଣ କାହିଁକି ଦୋଷ ଖୁଯୁ ଛନ୍ତି ରୋମିଓ 12:19,20

  • @Anak3164
    @Anak3164 4 дня назад +8

    ବର୍ତ୍ତମାନ୍ ର RUclips ଯୋଗରେ.... ଅନେକ youtuber ବାହାରି ଛନ୍ତି ଏବଂ ଆଗକୁ ବହୁତ ବାହାରିବେ.... ଅନେକ youtuber ଖ୍ରୀଷ୍ଟିଆନ ଚାନେଲ ଖୁଲନ୍ତି.. ଭଲ ବିଷୟ କିନ୍ତୁ କେତୋଟି Spritualy ଚିନ୍ତାଧାରା ନ ଥାଏ , ମନଇଚ୍ଛା କରିଥାନ୍ତି , ଏଣୁ Correction ରହିବା ଏଦିଗରେ ଭଲ...

    • @ayeshcreations
      @ayeshcreations 4 дня назад

      Jeu Bhai
      Prasna
      Pacharuchanti
      Tankara utvu bhala manku
      Prasno Kariba nimante
      Khalichonti ki???

    • @PREMSingh-ds6re
      @PREMSingh-ds6re 4 дня назад

      Right mam.....

    • @enashdigal9274
      @enashdigal9274 4 дня назад

      Nice

    • @LUCIFER-o1x
      @LUCIFER-o1x 4 дня назад

      Hii beauty you know God can't exist in this world 😮 so don't believe in any conspiracy theories like heaven.. he'll....😅

    • @mpaul9888
      @mpaul9888 3 дня назад

      Right

  • @bikramnaik9659
    @bikramnaik9659 2 дня назад

    Ok bhai ✝️✝️✝️👍👍👍👍

  • @WilliamRussell-ws9uo
    @WilliamRussell-ws9uo 4 дня назад +1

    ଯାହାର ନିଜ ଶିକ୍ଷା ଭୁଲ ସେ ଅନ୍ୟ ର ଭୁଲ କୁ ସମର୍ଥନ କରିବ ସେ ଯଦି ବାକ୍ୟ ବୁଝି ଥାନ୍ତା ତେବେ ଜାଣିଥାନ୍ତା ଯେ କେବଳ ଆଲୋଚନା ନୁହେଁ ଜଣେ ଜଣକର ଭୁଲ ପାଇଁ ଅନୁଯୋଗ କରିବାକୁ ସାଧୁ ପାଉଲ ଉପଦେଶ ଦେଇଛନ୍ତି

  • @kartikishorbiaska3103
    @kartikishorbiaska3103 4 дня назад

    ଭାଇ ତମ ଦୁଇ ଙ୍କୁ ବହୁତ ବହୁତ୍ thank u because ବହୁତ ଭଲ ଗୁରୁତ୍ଵ ପୂର୍ଣ୍ଣ ଆଲୋଚନା କରି ଥିବାରୁ

  • @LakhmanHembram-t2v
    @LakhmanHembram-t2v 3 дня назад

    100% bhalo haichi ahi video

  • @Samaykisku-2m
    @Samaykisku-2m 4 дня назад +1

    ଆମର ସମସ୍ତଙ୍କ ଲକ୍ଷ୍ୟ ସ୍ୱର୍ଗୀୟ ବିଷୟରେ ପାର୍ଥିବ ବିଷୟ ଗୁଡ଼ିକ ନୁହେଁ ।🎉🎉

  • @GangadharTudu-ob4jw
    @GangadharTudu-ob4jw 4 дня назад +3

    ମନୁଷ୍ୟ ମାତ୍ର ଭୁଲ କରେ ଠିକ କରିବା ବି ଉଚିତ

    • @tejeswarekhora508
      @tejeswarekhora508 4 дня назад

      Personal phone kori correction kori hobo media re asobu kichi showing koribaro Abosyoko nahi bhai..

  • @LaxmanSabar-c2p
    @LaxmanSabar-c2p 4 дня назад +1

    ଆପଣ ମାନଙ୍କର ଆଲୋଚନାକୁ ଦୁଇ ଜଣଙ୍କୁ ବହୁତ ବହୁତ ଧନ୍ୟବାଦ praise the lord ❤✝️🙏👍💪

  • @SusantaKuladip-dg3xk
    @SusantaKuladip-dg3xk 3 дня назад

    ଯଦି ଆପଣ ଭୁଲ ଧରୁଛନ୍ତି ତାହାହେଲେ, ଦୁନିଆରେ ତମେ ଜଣେ correct ପେରସନ. ତାହାହେଲେ ତମ ପାଖରେ କ୍ଷମା ମାଗିବା ପାଇଁ ଆସିବାରଅଛି. Because u correct only in the world.

  • @rajivraita
    @rajivraita 4 дня назад +3

    Absolutely Right katha

  • @jyotibadara02021
    @jyotibadara02021 4 дня назад

    Thank you both your family And you God bless you 🤝💓🤝🤝🤝

  • @Rangaraokandaari
    @Rangaraokandaari 4 дня назад +1

    ତସାମାଭାଇ ତୁମକୁ ଲାଜଲାଗୁନି ହିନ୍ଦୁମାନଙ୍କ କାନରେ 👉👂👈 କାହିଁକି ସୁଣେଦେଲ ତୁଇଗୁଟେ ପାଷ୍ଟାରପାରା କି ଶଇତାନର ପାଷ୍ଟାର ଖ୍ରୀଷ୍ଟିଆନଙ୍କ ଯେ ତାଙ୍କେ ବୁଲୁ କରିଅଛୁ ସେମାନଙ୍କ ପୁନୂରେ କହିବାର ଅଛି ଇୟୁଠିଭିରେ କାହିକି କହିଲ ସେଟାମତେ କୁହ ହେଲା

  • @PREMSingh-ds6re
    @PREMSingh-ds6re 4 дня назад +4

    ଠିକ୍ ଅଛି ସାର

  • @SurajKumar-qz5xk
    @SurajKumar-qz5xk 3 дня назад

    Amen

  • @salilakumarparida7782
    @salilakumarparida7782 4 дня назад +1

    Lingaraj bhaai dhanyabad ,Amit bhaainka sahita aalochanaa paain . Amit bhaainku tike bujhaantu ,se kaahaaku anujoga karibaa purbaru taaku nije bhalabhaabare bujhantu aau kahibaar purbaru bhalabhaabare chintaakarantu .

  • @mbiswajit5341
    @mbiswajit5341 4 дня назад

    100% right brother correcting spirituality

  • @LakhmanHembram-t2v
    @LakhmanHembram-t2v 3 дня назад

    Bahut achcha Laga

  • @user-qw5ry3hx8y
    @user-qw5ry3hx8y 3 дня назад

    Praise the lord 🙏🙏

  • @sudarshankhara9840
    @sudarshankhara9840 3 дня назад

    Praise the lord two brother 🙏 nice discussion

  • @pmofficialmusic
    @pmofficialmusic 4 дня назад +1

    ସାର୍ ଏଠି କେହି ମଧ୍ୟ ଭୂଲ କୁ ବୋଜିବାକୁ ନାହାଁନ୍ତି ବରଂ ଭୂଲ କୁ ଧରି ସେମାନେ ଜୀବନରେ ଶାନ୍ତି ପାଆନ୍ତି !!

  • @sumantamajhi07
    @sumantamajhi07 4 дня назад +5

    ସଠିକ୍ Doctrine ବହୁତ୍ important

  • @JanathanMajhi-i2p
    @JanathanMajhi-i2p 4 дня назад +1

    ଯୀଶୁ ଖ୍ରୀଷ୍ଟ ମୁହଁ ରେ କହୁଥିଲେ ନା ସୋସିଆଲ ମିଡ଼ିଆ ରେ କହୁଥିଲେ ସାର୍

    • @SrikantaNayak-vl5ik
      @SrikantaNayak-vl5ik 4 дня назад

      Bhai dhanya bad sunantu jisu kohile jagatara Kane kane jai prachara kora Bali kohile apona Khali ghare prachara karjya karibeki kuhantu

  • @anastaciadakua6627
    @anastaciadakua6627 4 дня назад +1

    Yes sir

  • @Samaykisku-2m
    @Samaykisku-2m 4 дня назад +1

    ଏହି କଥା ବାର୍ତ୍ତା ବହୁତ୍ ଭଲ ଲାଗିଲା/ Praise the lord brother 2

  • @ananyadigal
    @ananyadigal 3 дня назад

    Praise the lord brother's,mu gote katha kahibi, bahuta mu akhiru dekhichi bhul sikhya deuchanti, bina Bible re sikhya deba bhul , catholic Church re bahuta bhul sikhya deuchanti, Bible re jo nahi sehi sabu patiru khali kahi thanti,tenu aji jisunka bisaya thik re jani paru nahanti,prabhunku jani thiba laka bhi thik re Prabhu nku jani nahanti,enu mu sabu prabhunku jani thiba lakanku kuhe thik re padhantu Bible, amen

  • @PradhantiriaPradhantiria
    @PradhantiriaPradhantiria 4 дня назад

    Right answer praise the lord sir

  • @AsimDigal
    @AsimDigal 4 дня назад

    ✅✅✅ correcting spirituality

  • @rajeshkumarsanta4574
    @rajeshkumarsanta4574 4 дня назад +1

    ଆପଣ ମାନଙ୍କ ଧନ୍ୟବାଦ ହେଉ ଆପଣ ମାନେ ଜାହା ଡିସାସେନ କରିଛେ ତାହା ଭଲ କିନ୍ତୁ ନୂଆ ବିଶସ ମାନଙ୍କୁ ଅଡାୱକରିଅଛ

  • @ajitKumar-ch5pv
    @ajitKumar-ch5pv 4 дня назад +1

    Yes lingaraj bhai right 👍

  • @odiaspiritualfood
    @odiaspiritualfood 4 дня назад +2

    କୌଣସି ବ୍ୟକ୍ତିର ଶିକ୍ଷା ଭୂଲ୍ ହେଲେ ବ୍ୟକ୍ତିକୁ କିମ୍ଵା ତାଙ୍କର ନାମକୁ ଭିଡ଼ିଓରେ ନ ଦେଖେଇ କେବଳ ଭୂଲ୍ ଶିକ୍ଷାକୁ ସଂଶୋଧନ କରନ୍ତୁ

  • @Arbindabehera-e5j
    @Arbindabehera-e5j 3 часа назад

    ପ୍ରେସ ଦେ ଲୋଡ ଭାଈ କରେଣ୍ଟ କରିବା ହିଁ ସଂପୂର୍ଣ୍ଣ ଭୁଲ ପ୍ରଭୁଙ୍କୁ କ୍ଷମା ମାଗନ୍ତୁ ଭାଈ

  • @prithimurmu8413
    @prithimurmu8413 4 дня назад +4

    Both sir please secret discussion about that

  • @SudhirKandpan
    @SudhirKandpan 4 дня назад

    Very nice message ❤❤❤ God bless you 🙏🙏🙏🙏🙏🙏

  • @LaibanSanta-gl1hr
    @LaibanSanta-gl1hr День назад

    ବାଇବେଲ କୁହେ ଯେ ସିଦ୍ଧ କେବଳ ସେହି ତାହାକୁ ସତ୍ୟ ପଥ ଆଡ଼କୁ କଢାଇ ନେବ ଆଉ ଯେ ବାକ୍ୟରେ ଝୁଣ୍ଟେ ନାହିଁ କେବଳ ସେହି ହିଁ ସିଦ୍ଧ ପୁରୁଷ

  • @bharatdigal88
    @bharatdigal88 4 дня назад

    Praise the Lord

  • @saratkumar9466
    @saratkumar9466 3 дня назад

    ମୁଁ ବହୁତ ବିଷୟ ଜାଣିବା କୁ ପାଇଲି

  • @abhilomsabar2961
    @abhilomsabar2961 4 дня назад +2

    Ambhe mane correcting Kariba kinbha sansodhan Kariba ambho mananko kamo nuho Prabhu sabu Kari thahanti samadhan koranti mu bi chaunchi youtuber banibaku aneko prasno achi jane viswasi kinba abiswasi madhyare parthakya kana hei sabu koribaku chesta koribi

  • @himansunayak466
    @himansunayak466 4 дня назад +1

    correction କରିବା ଉଚିତ୍ ତା ନହେଲେ ନିଜର ଭୁଲ୍ ବିଷୟ ନିଜେ ବୁଝି ପାରିବା ନାହିଁ but church fullpit ରେ ଛୋଟ ବଡ ସେବକ ଗଣ ଆଜି କାଲି ବାଇବଲ ନ ଧରି mobile ଧରି ପ୍ରଚାର କରୁଛନ୍ତି ସେବକ ବଂଧୁ ମାନଙ୍କ ପାଖରେ କଣ ପବିତ୍ର ବାଇବଲ ନାହିଁ କି mh jacob vai mobile ଧରି ପ୍ରଚାର କରୁଥିବା pastor ବଂଧୁ ମାନଙ୍କୁ ସମାଲୋଚ଼ନା କରିଥିଲେ but anyway ଆମେ ଯତ୍ନ ବାନ୍ ହେବା ଦରକାର ଯଦି ଆମେ pastor ଅଛୁ ତା ହେଲେ mobile ଧରି ପ୍ରଚାର କରିବା ଉଚିତ୍ ନୁହଁ
    ତା ସହ ଆପଣ ମାନଙ୍କୁ କହିବା ପାଇଁ ଚାହେଁ ଆପଣ ମାନେ ଏ ପ୍ରକାର ଆଲୋଚନା ନ କରି by phone offline ରେ ଆଲୋଚନା କରିଥିଲେ ଭଲ ହେଇଥାନ୍ତା ଏ ପରି ସମସ୍ତଙ୍କ ସାମ୍ନା ରେ ଆଲୋଚନା କରିବା ଅତ୍ଯନ୍ତ ଦୁଖର ବିଷୟ ଅଟେ
    Christian ସମାଜ ର ଦୁର୍ବଳ ତା ନିଜେ ପ୍ରକାଶ କଲା ଭଳି ଲାଗୁଛି

  • @E_T_MOFFICIAL
    @E_T_MOFFICIAL 3 дня назад

    ଭାଇ ତମେ ବହୁତ୍ ଭଲ୍ କହିଛନ୍ତି

  • @rasikajeraifmpb6442
    @rasikajeraifmpb6442 2 дня назад

    Lingaraj Bhai କାହାକୁ ଛାଡିବେ ନାହିଁ ଧନ୍ଯବାଦ, ଦିଏ, ସତ କଥା

  • @rupalinm5872
    @rupalinm5872 4 дня назад

    Hm

  • @mosessundrogoroda4290
    @mosessundrogoroda4290 4 дня назад +2

    ଯାକୁବ ୩:୧

  • @PastorDanielSuna
    @PastorDanielSuna 4 дня назад

    Thik ad bhai

  • @san-iv50tf
    @san-iv50tf 3 дня назад

    Here is the translation of Matthew 7:3-5
    > "ତୁମେ କାହିଁକି ତୁମର ଭାଇଙ୍କ ଆଖିରେ ଥିବା ଖଣ୍ଡ ଦେଖୁଛ, କିନ୍ତୁ ନିଜ ଆଖିରେ ଥିବା ବଡ଼ ଟୁକା ଦେଖୁନାହାଁ? ତୁମେ କିପରି ତୁମର ଭାଇଙ୍କୁ କୁହିବ, 'ମୁଁ ତୋର ଆଖିରୁ ଖଣ୍ଡଟା କାଢିଦେବି,' ଯେତେବେଳେ ନିଜ ଆଖିରେ ବଡ଼ ଟୁକା ରହିଛି? ହିପୋକ୍ରିଟ୍! ପ୍ରଥମେ ନିଜ ଆଖିରୁ ବଡ଼ ଟୁକାଟା କାଢିଦେ, ତାହାପରେ ସ୍ପଷ୍ଟ ଭାବରେ ଦେଖି ପାରିବ ଏବଂ ତୋର ଭାଇଙ୍କ ଆଖିରୁ ଖଣ୍ଡଟା କାଢି ପାରିବ।"

  • @Manojentertatinmet
    @Manojentertatinmet 3 дня назад

    ଭାଇ ଆପଣ କଣ ଲାଗି ଧର୍ମ ବିଷୟରେ ଆଲୋଚନା କରନ୍ତୁ ନି କାହିଁକି ସବୁ ଧର୍ମ ରେ ଗୋଟିଏ ହିଁ ପ୍ରଭୁ ବେକାରେ କୌଣସି ଧର୍ମ ବିଷୟରେ ଆଲୋଚନା କରନି ଯଦି ପାରୁଛ ଆମେ ସବୁ ମଣିଷ ଆଉ ମଣିଷ ର ଧର୍ମ କଣ ରହିବା ଦରକାର ସେ ବିଷୟରେ ଆଲୋଚନା କରନ୍ତୁ..... କିଛି ଖରାପ ଭାବିବନି

  • @birenmitranayak
    @birenmitranayak День назад

    Those are humble surely they will respond what is wrong and what is correct

  • @sudishtechnical9527
    @sudishtechnical9527 4 дня назад +1

    Good descotion

  • @salmanbaskey4882
    @salmanbaskey4882 4 дня назад +1

    Lingaraj Bhai ahi vidio karibaru apanku thanks

    • @BimalMallick-ys5kk
      @BimalMallick-ys5kk 4 дня назад

      ଆପଣ bible doctrin ଜାଣିନାହାନ୍ତି। କିଛି ନ ଜାଣି ନ ବୁଝି yes sir କହିଦେଲେ ଜଟେଷ୍ଟ ନୁହେଁ। ତମେ ଖ୍ରୀଷ୍ଟିଆନ ମାନେ କେତେ ଥର ଜନ୍ମ ନେଉଛ?

    • @bibekkumarBkm
      @bibekkumarBkm 4 дня назад

      ​@@BimalMallick-ys5kkତମେ କେତେ ଥର ଜନ୍ମ ହୋଉଛ?

    • @BimalMallick-ys5kk
      @BimalMallick-ys5kk 4 дня назад

      Bkm i mean Bimal kumar Mallick ଜଣେ ମନୁଷ୍ୟ ଶାରୀରିକ ଭାବରେ ଥରେ ଜନ୍ମ ନିଏ ଆତ୍ମିକ ଭାବରେ ମଧ୍ୟ ଥରେ ଜନ୍ମ ନିଏ। ଆପଣ ବୋଧେ ନର ଠାରୁ ଆରମ୍ଭ କରି ସାତ ପୁରୁଷ ପଶୁ ପକ୍ଷୀ କୀଟ ରୂପ ଧାରଣ କରି ଜନ୍ମ ନିଅନ୍ତି। ଏହି ଜନ୍ମରେ ପୁନ୍ୟ କଲେ ନର ହୋଇ ଜନ୍ମ ନିଅନ୍ତି, ଯଦି ଅପୁନ୍ୟ କଲେ ନର ବଦଳରେ ପଶୁ ନଚେତ୍ କୀଟ ହୋଇ ଜନ୍ମ ନିଅନ୍ତି।sir like this word is written in the hindus screapter but not in the bible.Sir try to understand about the written in the bible just fewly please

  • @rangalifestyle143
    @rangalifestyle143 2 дня назад

    ଭାଇ ବିଚାର କର ନାହିଁ ବୋଲି କଣ, ଜାଣି ଜାଣି କେମିତି ସହିବା କଥା କୁହ,ବାଇବେଲ ରେ କୋଉଟି ଦେଖିଛନ୍ତି କି ଦ୍ୱିତୀୟ ଜନ୍ମ ଵା ପୁନର୍ବାର ଜନ୍ମ, ଏ ଭାଇ କହୁଥିବା ଗୀତଟିକୁ ଜନ୍ମ ଜନ୍ମ କଥାକୁ ବୁଝାଉଛି ଟିକେ ଦେଖନ୍ତୁ ଭାଇ ଭୁଲ ଥିଲେ କ୍ଷମା କରିଦେବେ 🙏🙏🙏

  • @RajuMajhi-gm7zw
    @RajuMajhi-gm7zw 3 дня назад

    ଭାଇଙ୍କର ଥରକ୍ତ ବିତର୍କ କରିବା ଠିକ୍ ନୁହେ,, ତମ କଥା ଦ୍ୱାରା ଜଣା ପଢୁଛି ଭାଇ...

  • @AjitSing-fj6jg
    @AjitSing-fj6jg 4 дня назад

    ଆପଣ ପ୍ରଚାର କର ନ୍ତୁ ଆମେ ମନ୍ନା କରୁନାହଁ କିମନ୍ତୁ ଆତ୍ମମିକ ଭାବେ କାର୍ଯ୍ୟ କରିଛନ୍ତୁ Amen

  • @R.Star608
    @R.Star608 2 дня назад

    ପରସ୍ପର କୁ ବୁଝାମଣା ହେବା ଆବଶ୍ୟକ

  • @gopalchbhatra3246
    @gopalchbhatra3246 3 дня назад

    Pràise the lord 🙏

  • @gananathanaisthik8433
    @gananathanaisthik8433 4 дня назад +2

    ସତ୍ୟକୁ ଗ୍ରହଣ କରନ୍ତୁ।

  • @dusasonokondho676
    @dusasonokondho676 4 дня назад +1

    Satya janiba abskiya

  • @hiramanidang3352
    @hiramanidang3352 4 дня назад

    Praise the lord 🙏🙏❤️