Se kahiki cristian re gale tanku tanka abhaba thila se pain Se jagganath mandira ra case bhi ladhile januchanti ki ? Khali dharma paribartan ra labh uthile anyaku jemiti hele taninele bhala katha nahi ...
Matthew 7:1-2 NLT [1] “Do not judge others, and you will not be judged. [2] For you will be treated as you treat others. The standard you use in judging is the standard by which you will be judged. James 4:11-12 NLT [11] Don’t speak evil against each other, dear brothers and sisters. If you criticize and judge each other, then you are criticizing and judging God’s law. But your job is to obey the law, not to judge whether it applies to you. [12] God alone, who gave the law, is the Judge. He alone has the power to save or to destroy. So what right do you have to judge your neighbor?
@@mangalamangala4083 wah tame sata ame asatya. E channel bala anya video re khali hindu cristian jhada kahiki lagauchi Prathana prachar nam re hindu ku galu deba kete thara bbsr re news douchi . Mu bi ek bar dekhichi .
kyunki Christian bhaiyon ne Jo geet banaa rahe hain Christian ko chance Dena chahie vah Aisa soch rahe hain agar ham filmon ke singer ko laenge to hamara geet hit hoga aur jyada view aaenge Christian bhaiyon ko jo acche acche singer Hain unhen ek chance Milana chahie Aisa nahin hai ki Christian samaj mein acche singer nahin hai hamen view badhane ke liye yah famous hone ke liye Prabhu ka Geet nahin banana chahie hamen Prabhu ki Mahima ke liye geet banana chahie
Apana mane parara charcha karibanhi janichantiki? Sei madua singer ta ama church ku asi worship song gaunanhi ame gauchu prabhunka udesware. Kaha sorore prabhu gouraba pantinanhi. Ama atmara sorare prabhu khush hebe. Apanamane bibada adaku katha neuchanti
Ei video dekhila pore jeun bhai mane gita gaichanti mada seban karuchanti Prabhu jisunku ghrahana karantu prabhunko nimante byabahara huantu taha hele tame ananta jibano achi nachet dasa kana heba tame nijebi jani paribani
ଏକଚୁଲି ଆଜିକାଲି ଭକ୍ତିର ସଙ୍ଗୀତ ହେଉ ନାହିଁ ଖାଲି ସୌର ଏବଂ ଭଲ ଗାଇଲେ ହେଲା ଓଡ଼ିଶାରେ ଏକ ମାତ୍ର gospel ସିଙ୍ଗର amit ପାଣି ସାର୍ ଏବଂ jogan mahan nag ,, ମୋ ଅନୁସାରେ popular singer god bless uu sir ( kc digal) amen amen
Amit Pani ....is the great singer...👍
100%right bro
Bidyut bhatra ....
ଉତ୍କଳ ଗୌରବ ମଧୁସୂଦନ ଦାସ ଜଣେ ଶିକ୍ଷିତ ଖ୍ରୀଷ୍ଟିଆନ ଥିଲେ।ସେ ଖ୍ରୀଷ୍ଟିଆନ ମାନଙ୍କ ବିଷୟରେ କହିଥିଲେ ଯେ ଖ୍ରୀଷ୍ଟ ଧର୍ମ ବହୁତ ଭଲ। କିନ୍ତୁ ଖ୍ରୀଷ୍ଟିଆନ ମାନେ ଭଲ ନୁହନ୍ତି। ତେଣୁ ଆଜି ଖ୍ରୀଷ୍ଟଧର୍ମ ନିନ୍ଦିତ ହେଉଛି।ତେଣୁ ସତର୍କ ହେବା ଦରକାର।
Se kahiki cristian re gale tanku tanka abhaba thila se pain
Se jagganath mandira ra case bhi ladhile januchanti ki ?
Khali dharma paribartan ra labh uthile anyaku jemiti hele taninele bhala katha nahi ...
@@SanchitRanjan-u2dkie Tani nouchonti bhai
@@mjhyperofficial9737 Madhu babu ku kahiki taninele dharma bepara re
@@mjhyperofficial9737 Madhu Banbunku kahiki taninele dharma beparaku
ତାହେଲେ କି ହିନ୍ଦୁମାନେ ବହୁତ ଭଲ!
Praise the lord God blessed Lingaraj sir and Kishore digal sir hallelujah amen ଆପଣ ମାନେ ଠିକ୍ ଅନୁଯୋଗ ଦେଉଛନ୍ତି
Praise the lord ଆପଣ ମାନେ ଠିକ୍ ଅନୁଯୋଗ ଦେଉଥିବାରୁ lingaraj sir and kishor digal sir God blessed forever excellent ameen
ମୋତେ ଟିକେ ସନ୍ଦେହ ଲାଗୁଛି ।
ଦାଉଦ ଜଣେ ଯେକି ବହୁ ପତ୍ନୀ ରଖିଥିଲେ, ବ୍ୟଭିଚାର କରିଥିଲେ ଏପରି କି ଜଣେ ହତ୍ୟାକାରୀ ମଧ୍ୟ ଥିଲେ, ତଥାପି ପରମେଶ୍ୱର ଙ୍କର ଦୃଷ୍ଟି ରେ ସେ ଜଣେ ସତ୍ୟ ଉପାସକ ଥିଲେ l ଜଣେ ମଦ ପିଉଚ୍ଛି ବୋଲି ତାର ବ୍ୟକ୍ତି ଗତ ଜୀବନ କୁ ନେଇ କହିବାର ଅଧିକାର ଆପଣଙ୍କୁ କିଏ ଦେଲା? କଣ ଆପଣ ଙ୍କର ଦୃଷ୍ଟିରେ କେବଳ ମଦୁଆ ମାନେ ପାପୀ ଅଟନ୍ତି ନାକଣ ଗୋଟିଏ କଥା ମନେ ରଖନ୍ତୁ ପରମେଶ୍ୱର ଯଦି ମନୁଷ୍ୟର ଦୋଷ ଦେଖିବା ଆରମ୍ଭ କରନ୍ତି କୌଣସି ମନୁଷ୍ୟ ତାଙ୍କ ଦୃଷ୍ଟିରେ ଧାର୍ମିକ ହୋଇପାରିବେନି l ଯଦି ଆପଣ ଭାବୁଛନ୍ତି ଈଶ୍ୱର ଙ୍କର ଅନୁଗ୍ରହ ବିନା ଆପଣ ଧାର୍ମିକ ହୋଇପାରିବେ ତେବେ ଆପଣ ଭୁଲ ଅଟନ୍ତି l
ପ୍ରଶ୍ନ - ଯୀଶୁ କିଏ ?
ଖ୍ରୀଷ୍ଟିଆନ - ଯୀଶୁ ପରମେଶ୍ୱର
ପ୍ରଶ୍ନ - ମେରୀ କିଏ ?
ଖ୍ରୀଷ୍ଟିଆନ - ମେରୀ ଯୀଶୁ ଙ୍କ ମା |
ପ୍ରଶ୍ନ - ମେରୀ ଙ୍କ ସୃଷ୍ଟିକର୍ତ୍ତା କିଏ ?
ଖ୍ରୀଷ୍ଟିଆନ - ଯୀଶୁ ପରମେଶ୍ୱର
ପ୍ରଶ୍ନ - ଯୀଶୁ ଙ୍କ ମା ମେରୀ, ତାଙ୍କ ବାପା କିଏ ?
ଖ୍ରୀଷ୍ଟିଆନ - ଯୀଶୁ ଈଶ୍ବର ଙ୍କ ପୁତ୍ର
ପ୍ରଶ୍ନ - ଆଗ ପିତା ନା ଆଗ ପୁତ୍ର ଆସେ ?
ଖ୍ରୀଷ୍ଟିଆନ - ପିତା
ପ୍ରଶ୍ନ - ତାହା ହେଲେ ଯୀଶୁ ଈଶ୍ବର କେମିତି ହେଲେ ?
ଖ୍ରୀଷ୍ଟିଆନ - ବାଇବଲ ପଢ, ସବୁ ଜାଣିଯିବା , ହଲେଲୁଆ |
😂😂...
Apono papoku ba soyotano ku support korichonti.
Gyanni baaba chi chi thu
@@mosessundrogoroda4290 ମତେ ମୋର ପ୍ରଶ୍ନ ର ଉତ୍ତର ଦିଅନ୍ତୁ?
ମୁଁ ଦୃଢ ନିଃସନ୍ଧେହ ଯେ ଆପଣ ଙ୍କର ପରି ଲୋକମାନେ ଯଦି ପ୍ରଭୁଙ୍କ ପ୍ରିୟ ଦାସ ଦlଉଦ ଙ୍କର ସମୟ ରେ ଥାନ୍ତେ ତବେ ଆପଣ ଦାଉଦ ଙ୍କୁ ମଧ୍ୟ ନର୍କ କୁ ପଠେଇ ଦେଇ ଥାନ୍ତେ l
@@Inner.divinity you don't have knowledge about Christianity brother.
ଭଲ ଅନୁଯୋଗ। Sir ଧନ୍ୟବାଦ
ଏହା ସଠିକ୍ ଉତର ଖ୍ରୀଷ୍ଠାୟନ୍ ଗୀତ ଗାଇବା ଲୋକୋ ଓ ସୁଯୋଗ ଦେଉଥିବା ଲକୋ କୁ ଜାଣିବା ଉଚିତ୍
Matthew 7:1-2 NLT
[1] “Do not judge others, and you will not be judged. [2] For you will be treated as you treat others. The standard you use in judging is the standard by which you will be judged.
James 4:11-12 NLT
[11] Don’t speak evil against each other, dear brothers and sisters. If you criticize and judge each other, then you are criticizing and judging God’s law. But your job is to obey the law, not to judge whether it applies to you. [12] God alone, who gave the law, is the Judge. He alone has the power to save or to destroy. So what right do you have to judge your neighbor?
Great ଉପସ୍ଥାପନା sir, ଉଦ୍ଦୀପନା ରୁ ପତନକୁ ଅଗ୍ରସର ହେବାର ବାଟ ତିଆରି ହୁଏ (ମଦୁଆ )
Thank you so much sir for your
Wornig message
Thank you brother 🙏🙏 Sundar massage sir
Praise the lord bhai❤❤❤
ଠିକ୍ କଥା sir 🙏🏻🙏🏻✝️ praise the lord
nice message sir aamen haleluya thank u God bless u
Traditional song ବୋଲି pastor ମାନେ ଆଉ ମିଶନାରୀ ବିଶ୍ୱାସୀ ମାନେ ବି ତାଳେ ତାଳେ ଝୁମି ଝୁମି ନାଚୁଛନ୍ତି. ଏହା ଠିକ କଥା କି? ସଇତାନର କୌଶଳ କିଏ ବୁଝି ପାରୁ ନାହାନ୍ତି. ଏବେ ଏହି କଥା ଶୁଣି Digal Sir ଙ୍କୁ ବିରୁଦ୍ଧ କରିବେ କିନ୍ତୁ ଡିଗାଲ ସାରଙ୍କର କିଛି କ୍ଷତି ହେବ ନାହିଁ ଯେଏ କହୁଛି ତାହାର କ୍ଷତି ହେବ. ସାଲୁଟ for u Sir.
ଅଯଥା ବିଷୟ କଣ ପାଇଁ ପ୍ରଚାର କରୁଛନ୍ତି ଆଜ୍ଞା...
Hindu nam copy kari ki hindu ku gali dela
Hindu bhajan ku remix kari jesu ra gana gaila
Copy kariba limit achi taku tike follow kara 0:38
@@SanchitRanjan-u2dkie gali kala jaha kahiChanti jaha Kai
achanti Satya Katha seita gali deleki tumar kamnsens nahi Jana paduchi
@@mangalamangala4083 wah tame sata ame asatya.
E channel bala anya video re khali hindu cristian jhada kahiki lagauchi
Prathana prachar nam re hindu ku galu deba kete thara bbsr re news douchi . Mu bi ek bar dekhichi .
ଭଲ ଅନୁଯୋଗ ସାର୍
Right sir
Thank you for making a video on this. I really appreciate it brother. Praise God
Bholo singer se modo piu ki no piu se jou bi gita gai paribo kichi asubidha nai suniba Loko upore rohila
ଅଧିକାଂଶ ଗାୟକ ଗାୟିକା ଜାଗତିକ ଗୀତ ଗାନ କରୁଛନ୍ତି ପୁଣି ସେଇ ଗାୟକ ଗାୟିକା ମାନେ ଆତ୍ମିକ ଖ୍ରୀଷ୍ଟୀୟ ଗୀତ ଗାଇଛନ୍ତି,ସେଇ ଗାଇଥିବା ଗୀତ କୁ ଗିର୍ଜାରେ ଉପାସନାରେ ବ୍ୟବହାର କରାଯାଉଛି ।
Preis the lord sir, thank you 🙏🙏
Praise the lord nice message ❤❤❤
Amen hallelujah praise the lord ✝️⛪✝️⛪✝️
ଠିକ୍ କଥା ସାର୍
Very good message, sir
All right sir ❤❤❤❤❤❤
Society nice voice need sir sethipain e sabu chalichi . 😢 Bahut dukha ra bisay
Sethir lagi i had neta avineta au sambalpuri singar praise the lord ✝️🙏
Praise the lord 🙏 sir
Good massage sir
Praise the lord Jay masih ki ✝️🙏✝️🙏✝️🙏✝️🙏✝️🙏✝️🙏✝️🙏✝️🙏✝️🙏✝️
Thanks sir bahut badiya bisaya
Praisethe Lord 🙏👍
Thank you brother
Right praise you Lord Jesus Christ ❤
କିନ୍ତୁ ସେମାନେ Christian ଲୋକମାନେ ହିଁ ଗୀତ ବନାଉଛନ୍ତି
Right thank you ❤❤
God bless you bro...
God bless you 🙏🙏🙏🙏🙏
Right kotha Sir
Praise The LORD 🙏🙏🙏🙏❤❤❤❤ Hallelujah 🙏🙏🙏🙏❤❤❤❤
Thik katha sir
ହେଲେ କୂଅନ୍ତୁ ମଦୁଆ ମାନେ ଯ ଗୀତ ଗାହିଛନ୍ତି ସେଗୀତ ବାଇବଲ ଆର୍ତ୍ୱପୂର୍ଣ ହେହିଥିବ ଗୀର୍ଜାରେ ଗାହିବାକଥାକି ନାହିଁ କୂଅନ୍ତୁ
Yes sir that's good message
Yes 💯✅
Praise the lord amen
Halleluya 🙏🙏🙏🙏
Right message ❤❤❤
God bless you
May the god bless you.
ଧନ୍ଯବାଦ 🎉
ହ୍ୟୁମାନ ସାଗରଙ୍କ ପାଇଁ ନା kn sir
Press the lord❤❤❤
Thanks sir amen
Lingaraj bhainku kahinki patharata bajila? Kon se bi Jone modua ki?😊😊
Praise the lord 🎉
Yes right kotha
Exactly କହିଛନ୍ତି ଭାଇ
Your last word is my point bro
ଯେଉଁମାନେ ଯୀଶୁଙ୍କୁ ଗ୍ରହଣ କରି
ନାହାନ୍ତି ସେମାନେ ଖ୍ରୀଷ୍ଟିୟାନ ଗୀତ ଗାଇବା ଉଚିତ୍ କି sir ?
Yes
Good 👍
Sir kishor sir nka video link send Karo
Yes brother ଏମିତି କହିବା କଥା,
Praise the Lord 🙏👍
Sir bahuta bhala kahile
Great name of jesus
ସୋର ଭଲ ଥିବା ଖ୍ରୀଷ୍ଟିଆନ ଡାକନ୍ତୁ ଗୀତ ଗାଇବା ପାଇଁ
Nisa maharana
ଯେତେକ ଲୋକ youtube କରି singer ମାନଙ୍କୁ ଧରି ଗୀତ କରୁଛନ୍ତି ଯଦି ଆପଣ ସେ ଗୀତକୁ ଆପଣଙ୍କ youtube ରେ upload କରିବେ ତେବେ ସେ ସେ singer କୁ ଧରି ଗୀତ ବାନେଇଥିବା ଲୋକ ଆପଣଙ୍କ ପାଖକୁ copyright strike ପଠେଇବେ
Praise the Lord
Sir business veiws paiba pain esabu karanti
Good but kie worship kariparibe
Yes correct 👍👍👍
Thank s digal sir 👍
Raiti Thank you ❤🎉❤
Yes bro it is right
Thank you
Sir,1-nomber kahile . Tnk
Press the lord
First view
Sir mandalire kon pudia Nasha gutka khaiba lokabashu nahanti
Amen
Right 👍
ଯୀଶୁଙ୍କ ଦ୍ୱିତୀୟ ଆଗମନ ଅତି ଶୀଘ୍ର, ସେଥିପାଇଁ ବଡ ବଡ଼ ପ୍ରଚାରକ sir ମାନେ , ଅନ୍ୟ ବିରୁଦ୍ଧରେ କହୁଛନ୍ତି,
Sii
ଏହା ଅନ୍ୟ ବିରୁଦ୍ଧରେ ନୁହେଁ ବାକ୍ୟ ବୁଝିବାକୁ ଚେଷ୍ଟା କର,, ଲୋକ ଜାଣି ନ ପାରି ସୈତାନ୍ ର କବଜା ରେ ଧୀରେ ଧୀରେ ହଜି ଯାଇଛନ୍ତି ସୈତାନ୍ ର ଚାଲ ରେ ଫସି ଯାଇଛନ୍ତି, ଏହିକଥା ସତ୍ୟ ଅଟେ,,,, ଓ ଯୀଶୁଙ୍କ ଆଗମନ ବି ସତ୍ୟ ସେଥି ପାଇଁ ପ୍ରଭୁ ଙ୍କ ଦାସ ମାନେ ସବୁ ଖଳିକି ପ୍ରଚାର କରୁଛନ୍ତି ।।
Right Brother
ଆରେ ଭାଇ ନିଜ ଭୁଲ୍ କୁ ବୁଝ ଆଊ ସାର୍ ଙ୍କୁ କଣ ପାଇ ଭୁଲ୍ ବୋଲି କହୁଛ। ସେତ ସତ୍ୟ ଶିକ୍ଷା ଦେଉଛନ୍ତି। ନିଜ ପାପ ପାଇଁ ଯୀଶୁଙ୍କ କ୍ଷମା ମାଗ
Right massage kintu bull nai 💯% chosetono pai kahile
ମଦୁଆ ଏବଂ ଅସୁନ୍ଦର ହ୍ରୁଦୟ ମାନଙ୍କ ସୁନ୍ଦର ସୂରରେ କାହାରି ମନ ପରିବର୍ତ୍ତନ ହେବ ନାହିଁ। ଯଦି ହେଇଛି ଭାବ ବିହ୍ୱଳ ରେହେଇଛି ଆତ୍ମିକ ନୁହେଁ।
Wow thank you bhai mo mana kotha kohidele
Kichi Beshya mane v paster dicon achhanti
Thik thik ❤
Praise the lord sir
ଆପଣମାନେ ବାକ୍ୟ( ଈଶ୍ୱରଙ୍କ)ଅନୁସାରେ ଠିକ୍ କହିଛନ୍ତି ଆମେନ୍
🎉🎉❤❤🙏🙏👌👌
Thik katha.
ଠିକ୍ କଥା sir
Ama christian samajare sonsodhana nihati abasyaka
Prabhu ete cheap thinking rkhnty Nhi. lokomanku bekar judge kroni bises re branta kroni .Nije change hua poro chorcha chada.swarga kia jibo seta prabhu dcd kribe tume mane bodo bicharpati huana😂😂
Lingaraj ଭାଇ, ପ୍ରଥମେ ଆପଣଙ୍କ ଧାଡ଼ି ଓ ନିଶ କାଟନ୍ତୁ ,ଆପଣଙ୍କ ଏଇ ରୂପ ମତେ ଭଲଲାଗୁନି । ଯଦି ଆପଣ ପ୍ରକୃତରେ ପ୍ରଭୁଙ୍କୁ ଜାଣିଛନ୍ତି ତେବେ ଆପଣ ଯେମିତି ରଖିଛନ୍ତି ତାହା ଠିକ୍ ନା ଭୁଲ ଟିକେ ଚିନ୍ତା କରନ୍ତୁ ଏବଂ ଗୋଟିଏ ଭିଡିଓ ବନେଇ upload କରନ୍ତୁ ।
Sir ନିଶ ଦାଡ଼ି ଦ୍ୱାରା ପାପ ହେଉଛି କି ?
Jisu bi nisha dhadi rakhithile na
kyunki Christian bhaiyon ne Jo geet banaa rahe hain Christian ko chance Dena chahie vah Aisa soch rahe hain agar ham filmon ke singer ko laenge to hamara geet hit hoga aur jyada view aaenge Christian bhaiyon ko jo acche acche singer Hain unhen ek chance Milana chahie Aisa nahin hai ki Christian samaj mein acche singer nahin hai hamen view badhane ke liye yah famous hone ke liye Prabhu ka Geet nahin banana chahie hamen Prabhu ki Mahima ke liye geet banana chahie
Tuchhataku bahulanga kanhiki
ମାତ୍ର ଦୁଷ୍ଟକୁ ପରମେଶ୍ୱର କହନ୍ତି,
“ଆମ୍ଭର ବିଧି ପ୍ରଚାର କରିବାକୁ ଓ ତୁମ୍ଭେ ଯେ ଆମ୍ଭର ନିୟମ ଆପଣା ମୁଖରେ ନେଇଅଛ,
ତୁମ୍ଭର କି ଅଧିକାର?
ତୁମ୍ଭେ ଏହିସବୁ କରି ଆସିଅଛ ଓ ଆମ୍ଭେ ନୀରବ ହୋଇ ରହିଅଛୁ;
ତହିଁରେ ଆମ୍ଭେ ସର୍ବତୋଭାବେ ତୁମ୍ଭ ପରି ବୋଲି ତୁମ୍ଭେ ଅନୁମାନ କରିଅଛ;
ମାତ୍ର ଆମ୍ଭେ ତୁମ୍ଭକୁ ଅନୁଯୋଗ କରିବା ଓ ତାହାସବୁ ତୁମ୍ଭ ସାକ୍ଷାତରେ ସଜାଇ ରଖିବା।”
ଗୀତସଂହିତା 50:16, 21
ଭାଇ ପ୍ରଚାରକ ମାନଙ୍କୁ ବିଷୟରେ କହିବନି କି?
Apana mane parara charcha karibanhi janichantiki? Sei madua singer ta ama church ku asi worship song gaunanhi ame gauchu prabhunka udesware. Kaha sorore prabhu gouraba pantinanhi. Ama atmara sorare prabhu khush hebe. Apanamane bibada adaku katha neuchanti
Right 👍 କିନ୍ତୁ ଶାରୀରିକ ମନା ବ୍ୟକ୍ତି ମାନେ ସବୁ ବିଷୟ ଗ୍ରହଣ କରନ୍ତି, କହନ୍ତି ଚଳିବ ବୋଲି କିନ୍ତୁ ଆତ୍ମିକ ବ୍ୟକ୍ତି ସେ ପ୍ରକାର ନୁହନ୍ତି।
Ei video dekhila pore jeun bhai mane gita gaichanti mada seban karuchanti Prabhu jisunku ghrahana karantu prabhunko nimante byabahara huantu taha hele tame ananta jibano achi nachet dasa kana heba tame nijebi jani paribani