MAHA MAHIMA RAJANA | ମହାମହିମ ରାଜନ | HUMAN SAGAR| PRASAD LIMA MUSIC OFFICIAL VIDEO | 2024

Поделиться
HTML-код
  • Опубликовано: 19 сен 2024
  • A TRUE STORY BASED DEVOTIONAL SONG
    FOR BETTER SOUND CLARITY
    " USE HEADPHONES "
    ଗୀତର ସମ୍ପୂର୍ଣ୍ଣ ଲେଖା :-
    ମହାମହିମ ରାଜନ ହେ ଯୀଶୁ ମୋର , ଅନୁଗ୍ରହ ତୁମ୍ଭ ପ୍ରଚୁର -୨
    ଅନୁରାଗ ପ୍ରେମତୁମ ଅତୁଳନୀୟ
    ଅନୁପମ ଦୟା ତୁମ ଅବର୍ଣ୍ଣନୀୟ - ୦ -
    କି ଜତନେ ତୁମରୁପେ , ମଣିଷକୁ ସରଜିଲ
    ସରଗର ସେ ଯୋଜନା , ବୁଝିପରିନି ତା ମୂଲ
    ପ୍ରଶଂସାରେ ସୁଭାଜନ , ଶାରୋଣ ଗୋଲାପ ମୋର
    ମୋହୃଦୟ ସିଂହାସନେ , ଆସି ତୁମେ ବସା କର - ୨
    ହେ ମହୀୟାନ ଚୀର ସୁନ୍ଦର , ଦୟା କ୍ଷମାର କୃପା ନିର୍ଝର - ୧ -
    ମୋ ଜୀବନ ଯଉବନ , କେବଳ ତୁମରି ଦାନ
    ପାଇଛି ମୁଁ ଅନୁଗ୍ରହେ ଧନ ଆଉ ସନମାନ
    କୃତଜ୍ଞରେ ଭରି ଉଠେ , ମୋର ଏହି ଟିକି ମନ
    ସ୍ମରିତୁମ କରୁଣାର ଗୋଟି ଗୋଟି ପ୍ରେମଦାନ - ୨
    ହେ ପରିତ୍ରାଣ ପ୍ରେମିକ ବର , ଦେଇ ଜୀବନ କଲ ନିଜର - ୨ -
    A OFFICIAL Full Video......
    ମହାମହିମ ରଜନ ହେ ଯୀଶୁ ମୋର
    MAHAMAHIMA RAJANA
    AUDIO CREDITS :-
    Singer : HUMAN SAGAR
    Music : PRASAD LIMA
    Lyrics : Rev PRAMOD GURU
    Arrangements / Programming : SUBHAM SAMAL
    Flute/ Sexsophone : SIMA ( Ollywood )
    Recording : Studio Sai Audio Art ( SAA ) Ashish Mahapatra (CUTTACK)
    Mastering : Ashish Mahapatra
    VIDEO CREDITS :-
    Cast : PRASAD LIMA & FAMILY
    Concept & Direction : PRASAD LIMA
    D.O.P / Camera : GOURAV KUMAR
    Drown Camera : KASTURI STUDIO
    Editing: : GOURAV KUMAR
    Thumbnail designed by : GAGAN MURALI
    Special thanks: Bro. Sishir Lima
    ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ Click କରନ୍ତୁ 🙏🙏
    ୧ . ଅପାସୋରା ସେ ପ୍ରେମ..... ( ହ୍ୟୁମାନ ସାଗର )
    • APASORA | ଅପାସୋରା ସେ ପ...
    ୨ . ନୀରବେ କେତେ ମୁଁ କାନ୍ଦିଛି... ( ଦୀପ୍ତି ରେଖା)
    • NIRABE KANDICHHI | ନୀର...
    ୩ . ମୋ ଓଠରେ ମୁଁ ଆନନ୍ଦରେ ...(ଅନୁରାଧା ପ୍ରୀୟାଁଶୁ)
    • ମୋ ଓଠରେ | MO OTHARE |...
    ୪ . Eye Watan/ ଏୟ ୱାତନ୍ ( Human Sagar)
    • AYE WATAN | ऐ वतन | ...
    ୫ . ହେ ମନ ମୋର ପାପ ପଥୁ ଫେର.... ( ଅମିତ୍ ପାଣି )
    • HE MANA | ହେ ମନ ମୋର ...
    ୬. ତୁମ ପରଶ (ଅମିତ୍ ପାଣି )
    • TUMA PARASHA | ତୁମ ପରଶ...
    ୭ . ଅନୁତାପ ର ଲୁହ ନେଇ ( ଅନୁରାଧା ପାଣିଗ୍ରାହୀ )
    • ANUTAPA | ଅନୂତାପର ଲୁହ ...
    ୮ . ପାପେ ନାଇ ବିତା ସେ ଜୀବନ ( ବିଦ୍ୟୁତ୍ ଭାତ୍ରା )
    • PAPE NAI | ପାପେ ନାଇ ...
    ୯ . କାଏ ମନ୍ତର୍ କଲାହୋ ( ବିଦ୍ୟୁତ୍ ଭାତ୍ରା )
    • କାଏ ମନ୍ତର କଲା | KAI MA...
    ୧୦ . ପଥହରା ପଥିକ ( ଜୁନସ୍ ଗାଣ୍ଟା )
    • PATHA HARA | ପଥହରା ...
    ୧୧ . ଚରଣେ ଶରଣ ( କୁମାର ବାପି )
    • ଶରଣ | SARANA | KUM...
    ୧୨ ଶୁଭହ ଶାମ୍ ମେ ଭଜୁଁ ତେରା ନାମ( ହିନ୍ଦୀ) ( ତପୁ ମିଶ୍ର )
    • SUBHA SHAAM | सुबह स...
    ୧୩ ଦିଲ୍ ମେ ଆ ଏକବାର୍ / Dil main aa ( ତପୁ ମିଶ୍ର)
    • DIL MAIN AA | दिलमैं आ...
    ୧୪. କରତେ ହେଁ ଅର୍ପନ୍ ( ହିନ୍ଦୀ ) ( ଅନୁରାଧା ପାଣିଗ୍ରାହୀ )
    • ARPAN | अरपन l | ANU...
    🙏🙏 ସତ୍ୟ ଘଟଣା ଉପରେ ଆଧାରିତ 🙏🙏
    ଘଟଣାଟି ଏହିପରି ...
    କାହାଣୀର ନାୟକ ଜଣେ ଖ୍ରୀଷ୍ଟୀୟ ମଧ୍ୟବିତ୍ତ ପରିବାରର ଉତ୍ତମ ଚରିତ୍ର ଶାନ୍ତଶିଷ୍ଟ ଯୁବକ ଅଟନ୍ତି । ଏବଂ ଏକ ପ୍ରତିଷ୍ଠିତ କମ୍ପାନୀ ରେ ଦୀର୍ଘ ୩ ବର୍ଷରୁ କାର୍ଯ୍ୟରତ ହେବା ସହିତ ଉତ୍ତମ ବେତନ ଭୋଗି ମଧ୍ୟ ଅଟନ୍ତି ..!
    ଏହି ସମୟରେ ଗୋଟିଏ ପ୍ରତିଷ୍ଟିତ ଖ୍ରୀଷ୍ଟୀୟ ପରିବାରରେ ଏକ ସୁଶିଳ , ନମ୍ର ଏବଂ ସୁନ୍ଦରି ଝିଅଙ୍କ ସହିତ ବିବାହ ନିର୍ବନ୍ଧ ହୋଇଥାଏ ...।
    ଏକ ବଡ଼ ଚାକିରି ଏବଂ ଉତ୍ତମ ପ୍ରତିଷ୍ଠିତ ପରିବାର ରେ ପ୍ରସ୍ତାବ କୁ ନେଇ ନାୟକ ବହୁତ ଆନନ୍ଦରେ ଥିବା ସମୟରେ .... ସମୟର ବିଡମ୍ବନା ଦେଖନ୍ତୁ .... ହଠାତ୍ ନାୟକଙ୍କ ଜୀବନରେ ଦୁଖର ଜୁଆର ମାଡି ଆସେ । ଗୋଟିଏ ଚକ୍ରାନ୍ତ ବା ଷଡଯନ୍ତ୍ର କରି କମ୍ପାନୀର ମୂଖ୍ୟ Director ଉଦ୍ଦେଶ୍ୟ ମୂଳକ ଭାବରେ ନାୟକଙ୍କୁ ଜୋର୍ ଜବରଦସ୍ତି ଚାକିରି ରୁ ବହିଷ୍କାର କରିବା ସହିତ ଯେତେ ନେହୁରା ହେଲେ ମଧ୍ୟ କର୍ଣ୍ଣ ଗୋଚର ନକରି ଧକ୍ୟା ମାରି gate ବାହାରକୁ ବାହାର କରି ଦିଅନ୍ତି ...!
    ଏବଂ ସେହି director ଙ୍କ ସାଙ୍ଗ ଯେହେତୁ ଝିଅର ବାପା...ଏଣୁ director phone ମାଧ୍ୟମରେ ସମସ୍ତ ଚାକିରିରୁ ବହିଷ୍କୃତ ବିଷୟ ଜଣାଇ ଦିଅନ୍ତି ଯ ଦ୍ଵାରା ଝିଅଙ୍କ ବାପା ନାୟକଙ୍କୁ ଫୋନ୍ କରି ଘରକୁ ଡ଼ାକି ଅପମାନ କରି ଗଣ୍ଠି ବନ୍ଧା ହୋଇଥିବା ସୁନା ମୁଦି ନାୟକଙ୍କ ମୁହଁରେ ଫୋପାଡି ଘରୁ ଚାଲିଯାଇ ଆଉ କେବେବି ତାଙ୍କ ମୁହଁ ନ ଦେଖାଇବ ସହିତ ଘରକୁ ନ ଆସିବାକୁ ଆଦେଶ ଦେଇ ଘଉଡ଼ି ଦିଅନ୍ତି ...
    ପରବର୍ତ୍ତୀ ସମୟରେ ଏହି ଦୁଃଖଦ ପରିସ୍ଥିତିରେ ନାୟକ ଦୁଃଖରେ ନିଜକୁ ସମ୍ଭାଳି ନ ପାରି ମର୍ମାହତ ହୋଇ ଭାଙ୍ଗି ପଡନ୍ତି ଏବଂ ପରିଶେଷରେ ମୃତ୍ୟୁବରଣ ( SUISIDE ) କରିବାକୁ ନିଷ୍ପତ୍ତି ନିଅନ୍ତି...
    ଏବଂ ପରବର୍ତ୍ତୀ ଜୀବନରେ ପବିତ୍ର ଧର୍ମଶାସ୍ତ୍ର ଗିତସଂଘିତା ୧୦୯ : ୧ - ୫ ଏବଂ ୨୧ ପଦ ଅନୁଯାଇ ପରମେଶ୍ଵର କିପରି ଭାବରେ ନାୟକଙ୍କ ଜୀବନରେ ଆଶୀର୍ବାଦ ଆଣିଦିଅନ୍ତି ଏବଂ ପରମେଶ୍ଵର ପୁଣିଥରେ ସମସ୍ତ ହରେଇ ଦେଇଥିବା ଆଶିର୍ବାଦ ଠାରୁ ଆହୁରି ଅଧିକ ମାତ୍ରାରେ ମାନ , ସମ୍ମାନ ଏବଂ ପ୍ରତିଷ୍ଠା ରେ ଭରି ଦିଅନ୍ତି ଆପଣ ମାନେ ନିଜେ ଦେଖି ନିଅନ୍ତୁ ଏବଂ ପରମେଶ୍ବରଙ୍କ ଗୌରବ ସମ୍ଭ୍ରମ ଓ ମହିମା କରନ୍ତୁ..
    ଆଶା କରୁ ଏଇ ଗୀତଟି ଅନେକଙ୍କ ମନକୁ ଛୁଇଁବା ସହିତ ଆନେକଙ୍କ ଆତ୍ମିକ ଦିଗରେ ଅଭିବୃଦ୍ଧି ହେଉ ଏହା ଆମ୍ଭମାନଙ୍କ କାମନା ଏବଂ ପ୍ରଭୁଙ୍କ ଠାରେ ପ୍ରାର୍ଥନା..
    ଆମ Channel ର ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକ ର Notification ପାଇବା ପାଇଁ ଆମ Channel କୁ SUBSCRIBE କରିବା ସହିତ Bell 🔔 icon କୁ ଦବାନ୍ତୁ ...ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଅମେନ୍ ଧନ୍ୟବାଦ 🙏🙏
    !! ANTI - PIRACY WARNING !!
    This Content is COPYRIGHT to PRASAD LIMA MUSIC , Any Unauthorized Reproduction , Redistribution, Re-upload (Audio or Video) is Strictly Prohibited.
    #Mahamahimarajana
    #PrasdLimaMusic
    #NewHumanSagarSongs
    #NewHumanSagarChristianSong
    #NewChristmasSongs #NewYearSongs2021
    #BestHindiChristianSongs
    #KumarBapiSongs
    #LatestOdiaChristianSongs #LatestHindiChristianSongs
    #HindiSongs #Gospelsongs #IndianDevotionalSongs
    #JesusSongs #ChristianSongs #WorshipSongs #HolySpiritSongs
    #AmitPaniNewSongs
    #NewOdiachristianDevotionalSongs
    #NewOdiachristianDevotionalalbum
    #NewOdiachristianvideoalbum

Комментарии • 2,1 тыс.

  • @Simran-hy1wx
    @Simran-hy1wx Год назад +59

    I don't understand a single word from this song though the video make me cry i am crying since the time I have listened to this masterpiece 😊

    • @PRASADLIMAMUSIC
      @PRASADLIMAMUSIC  Год назад +4

      A Lovely Compliments from a Lovely 🌹🌹 Person........👏👏
      A big round of AFLOUS TO YOU and thanking you a lot ........ 🙏

    • @Simran-hy1wx
      @Simran-hy1wx Год назад +2

      Always 😊

    • @user-mamali1999
      @user-mamali1999 Год назад +2

      I can translate it for you if you give me some time..
      It's a very nice song I listen to it every night before going to bed❤❤❤❤

    • @Simran-hy1wx
      @Simran-hy1wx Год назад +1

      Sure please translate it for me take your time i also listen to this masterpiece daily without a Miss while I work 😊 thank you for your kind translation

    • @PRASADLIMAMUSIC
      @PRASADLIMAMUSIC  Год назад +1

      @@user-mamali1999 May God almighty bless you loving sister for your valuable dedications for the GLORY of the lord ..... 👍

  • @INgolirang6008
    @INgolirang6008 Год назад +79

    ମୁଁ ଏକ ହିନ୍ଦୁ କିନ୍ତୁ ଏହି ଗୀତ ଶୁଣିବା ପରେ ମୋତେ ବହୁତ ଭଲ ଲାଗିଛି love u all gods🙏

    • @PRASADLIMAMUSIC
      @PRASADLIMAMUSIC  Год назад +17

      ବହୁତ ବହୁତ ଧନ୍ୟବାଦ ଆଜ୍ଞା ... 🙏🙏
      ସତ୍ୟ ଜୀବିତ ଏକମାତ୍ର ପରମେଶ୍ବର ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ। .... 👍

    • @NickSon-n5e
      @NickSon-n5e 8 месяцев назад +12

      There is one God & His name is JESUS...CHRIST

    • @tudufamilyvolgs668
      @tudufamilyvolgs668 8 месяцев назад +2

      🙏🙏🙏

    • @LilimaSeth
      @LilimaSeth 8 месяцев назад +7

      Khali Geeta nai Bhai aama Prabhu v ate sudar

    • @bablunayak6666
      @bablunayak6666 7 месяцев назад +1

      Only one God. Praise the lord

  • @lizadey7548
    @lizadey7548 Год назад +18

    ପ୍ରଭୁ ଯୀଶୁଙ୍କ ନାମ ରେ ମୁକ୍ତି ଅଛି ସେ ଆମ୍ଭ ମାନଙ୍କୁ ରକ୍ଷା କରନ୍ତି ✝️

  • @ganeshkamila3951
    @ganeshkamila3951 5 месяцев назад +5

    ଏକ ମାତ୍ର Jesus ସତ୍ୟ ପଥ ଜୀବନ ଓନଲି ମୋଷ୍ଟ ହାଇ ୟାଷ୍ଟ ଗୋଡ hallelujah hallelujah ✝️✝️✝️✝️♥️❤️♥️

    • @PRASADLIMAMUSIC
      @PRASADLIMAMUSIC  4 месяца назад

      ହୃଦୟ ସହ ଧନ୍ୟବାଦ୍ ଜଣାଉଛୁ ଏବଂ ପ୍ରଭୁଙ୍କ ଦୟା ଅନୁଗ୍ରହ ଆପଣଙ୍କ ଉପରେ ବର୍ତ୍ତୁ.....❤️❤️🙏🙏

  • @SDKOfficial66
    @SDKOfficial66 2 года назад +37

    I don't know why my heart is crying listening this song 😭
    Thank you so much Lima sir for this masterpiece song 🙏

    • @PRASADLIMAMUSIC
      @PRASADLIMAMUSIC  2 года назад +3

      Your valuable TEARS came Out for giving Thanks as well as for the GLORY of the Lord...... ❤️ ❤️
      Our HEARTLY THANKS and LOVE to you for your valuable love and blessings dear brother... ❤️❤️🙏🙏

    • @SDKOfficial66
      @SDKOfficial66 2 года назад

      ruclips.net/video/LL5DylAb6F8/видео.html
      Here is the link of song. For the glory of God 🙏

    • @SDKOfficial66
      @SDKOfficial66 2 года назад +2

      Thank you so much for your valuable comment Sir 😇❤️

    • @nillukumar8532
      @nillukumar8532 Год назад +1

      Realy bro

  • @aanitaanu7335
    @aanitaanu7335 2 года назад +18

    Concept is very nice and voice also so sweet...praise the Lord halleluya...

    • @PRASADLIMAMUSIC
      @PRASADLIMAMUSIC  2 года назад

      We all are happy to see your valuable feedback ❤️❤️🙏🙏
      Thank You So much and God bless you..... Plz watch Our All videos and Gloryfy God.....

  • @jagadashzd8054
    @jagadashzd8054 2 года назад +20

    ପରମେଶ୍ବରଙ୍କୁ ଭୟ କର କାରଣ ସେ ସ୍ବର୍ଗ, ମର୍ତ୍ତ୍ଯ ଓ ପାତାଳ ବିଚାର କର୍ତ୍ତା ଅଟନ୍ତି ।
    ମହାମହିମ ରାଜନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର।
    Amazing soulful song.
    Video and song deeply touched my heart.
    Congratulations to Prasad Lima sir and Gourav bhai👌

    • @PRASADLIMAMUSIC
      @PRASADLIMAMUSIC  2 года назад +5

      ବହୁତ ବହୁତ ଧନ୍ୟବାଦ Jagadash ଭାଈ ❤️❤️🙏🙏
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

    • @kabirhial5134
      @kabirhial5134 2 года назад +2

      Amen

    • @banitaharijan4049
      @banitaharijan4049 4 месяца назад +1

      Yes Sri

  • @subashtakri3399
    @subashtakri3399 2 года назад +29

    Praise the lord 🙏 I ❤️ this song... please god ଗିରିଜା ହିଁ ମୋ ଜୀବନସାଥି ହେଉ ପ୍ରୋଭୁ ଆମ ଭଲପାଇବା ସଫଳ ହେଉ ଦୟା କୋର ପ୍ରଭୁ🙏

  • @musicforchrist143
    @musicforchrist143 2 года назад +19

    Praise the lord.... Bahut Sundar gita.... Thank you sir....

  • @sadhakabebarta4751
    @sadhakabebarta4751 2 года назад +15

    My beloved Sir, song, sung, Composed , lyric and your acting wonderful and amazing, but I feel it's your Testimony that's you're showing us, may God bless you, Sir and your family with thousandfold...
    AMEN

    • @PRASADLIMAMUSIC
      @PRASADLIMAMUSIC  2 года назад

      My dear loving brother Sadhaka......Thank You So So much for your valuable love Which I felt a grate happiness.......
      Love you So So much for your valuable love and prayers support... God bless you ❤️❤️

  • @nirojnanda4497
    @nirojnanda4497 2 года назад +12

    Praise the Lord prasad Lima sir..i am listening all your lyrics song and all lyrics are heart touching song.... May God bless you and your team..

  • @eliyoentertainment5394
    @eliyoentertainment5394 2 года назад +73

    ବାସ୍ତବରେ ପ୍ରଭୁ ମହାନ ଓ ପ୍ରେମମୟ ଅଟନ୍ତି ... ପ୍ରଭୁ ଏହି ଗୀତ ମାଧ୍ୟମରେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ..... ❤❤❤❤

    • @PRASADLIMAMUSIC
      @PRASADLIMAMUSIC  2 года назад +4

      ବହୁତ ସୁନ୍ଦର ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ମୋ ପ୍ରିୟ ଭାଇ Eliyo ❤️❤️❤️🙏🙏🙏

    • @queenashiq_
      @queenashiq_ Месяц назад +2

      Amen

  • @abrahmganda6083
    @abrahmganda6083 2 года назад +25

    Praise the Lord... God is anytime God.. His Bless is only which is our wealth

    • @Blessedwithjesus
      @Blessedwithjesus 2 года назад +2

      Hallelujah ❤️ praise the Lord 🥰 I Love u Jesus Abba Jaan 😍

    • @satrughnachhatar4500
      @satrughnachhatar4500 2 года назад +1

      Praise the lord sir. Super. God bless you sir

  • @mitukumar6671
    @mitukumar6671 2 года назад +28

    praise the Lord 🙏🙏🙏🙏 sirrrr...nice heart touching song.....

    • @PRASADLIMAMUSIC
      @PRASADLIMAMUSIC  2 года назад +1

      Mitu ଆଜ୍ଞା...... ପ୍ରଭୁଙ୍କ ପବିତ୍ର ନାମ ନେଇ ନମସ୍କାର ❤️❤️🙏🙏
      ଆପଣଙ୍କ ଏତେ ସୁନ୍ଦର ପ୍ରଭୁଙ୍କୁ ଗୌରବ କରିବା ସହିତ ହୃହୟକୁ ଛୁଇଁ ଗଲା ଭଳି ମତାମତ ଦେଇ ଆମ୍ଭମାନଙ୍କୁ ପ୍ରେମ , ଶ୍ରଦ୍ଧା ଏବଂ ଭଲପାଇବା ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ 🙏🙏
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 💕💕💕💕

    • @chandravati8435
      @chandravati8435 2 года назад

      Jishu hin jibana mora

  • @stpforglorytogod921
    @stpforglorytogod921 2 года назад +12

    Wow What a wonderful Song ..
    Lyrics ✍️✍️,music 🎶🎵,Singing, Video editing all is also fantastic and ❤️ Really heart touching ,This Jesus Christ song,,Praise the lord name of in the Jesus Christ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

    • @PRASADLIMAMUSIC
      @PRASADLIMAMUSIC  2 года назад

      Praise God and Glory to God dear brother ❤️❤️❤️
      Thank God and thank you for your valuable time for praying and blessing US..... 🙏🙏❤️❤️
      ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ପ୍ରଭୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @AmitBadanayak
    @AmitBadanayak 2 года назад +9

    Amazing and Excellent Video
    Awesome Concept And Visualisation
    Mind-blowing Singing
    Heart Touching Lyrics
    Outstanding Music Composition
    Beautiful Arrangement
    Spectacular And Lively Acting
    Marvelous Editing
    ପ୍ରଭୁ ସମସ୍ତଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ।
    ଏହି ଗୀତ ମାଧ୍ୟମରେ ପ୍ରଭୁଙ୍କର ପ୍ରଶଂସା ଓ ମହିମା ସଦା ସର୍ବଦା ହେଉ।

    • @PRASADLIMAMUSIC
      @PRASADLIMAMUSIC  2 года назад

      Amit bhai ........❤️❤️
      ବାସ୍ତବରେ ମନ ପ୍ରଫୁଲିତ ହେବା ନିମନ୍ତେ ଯେପରି ପବିତ୍ର ବାକ୍ୟରୁ ସନ୍ତ୍ଵନାମୂଳକ ବାକ୍ୟ ......
      ଠିକ୍ ସେହିପରି ଆପଣମାନଙ୍କ ପରି ପ୍ରିୟ ବ୍ୟକ୍ତି ମାନଙ୍କ ଠାରୁ ମଧ୍ଯ ଆନନ୍ଦଦାୟକ ହୃଦୟସ୍ପର୍ଶୀ ସୁମଧୁର ମନ୍ତବ୍ୟ ଜୀବନରେ ଆନନ୍ଦ ଏବଂ ଆଶୀର୍ବାଦ ଆଣି ଦେଇଥାଏ ..…....🙏🙏
      My Heartly love and appreaciation to you ❤️❤️🙏🙏 and thank You
      And Proud to have your outstanding compliments ❤️❤️❤️
      Plz uphold Your Valuable Prayers ........
      God bless you ❤️❤️🙏🙏

  • @sunitabidika2200
    @sunitabidika2200 2 года назад +15

    Love you bhaina and didi...❤️❤️❤️

  • @snkarjeeofficial8882
    @snkarjeeofficial8882 2 года назад +16

    Beautiful composition song si🙏👍
    Praise the lord

    • @PRASADLIMAMUSIC
      @PRASADLIMAMUSIC  2 года назад +1

      Praise God Glory to God dear brother ❤️❤️❤️ Thank God and thank you for your valuable time for praying and blessing US..... 🙏🙏❤️❤️
      ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ପ୍ରଭୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @sukanta9817
    @sukanta9817 2 года назад +12

    Amazing song prabhu ki Mahima ho

  • @rasmipriyadarsany8481
    @rasmipriyadarsany8481 2 года назад +8

    Preis the Lord.... Very nice song👌👌👌

    • @PRASADLIMAMUSIC
      @PRASADLIMAMUSIC  2 года назад +1

      Our HEARTLY THANKS and Appreciation to you dear Rashmi 👏👏🙏🙏
      Thank You So So much and May God bless you abundantly
      ❤️❤️

  • @ronitsonporicha1209
    @ronitsonporicha1209 2 года назад +2

    praise the lord what an amazing song sung by --human sagar

  • @simiyadalabehera
    @simiyadalabehera 2 года назад +10

    Praise the lord sir...
    Nice song ♥️♥️👍👍

    • @PRASADLIMAMUSIC
      @PRASADLIMAMUSIC  2 года назад

      Thank You So So much dear brother Simiya ❤️❤️❤️🙏🙏🙏
      Behalf of our whole Team 💕💕
      God bless you

  • @jishayakanhar7592
    @jishayakanhar7592 2 года назад +14

    Beautiful Lyrics and Music along with song
    Praise the Lord 🙏🙏

    • @PRASADLIMAMUSIC
      @PRASADLIMAMUSIC  2 года назад

      Jishaya ଆଜ୍ଞା ନମସ୍କାର 🙏🙏❤️❤️
      ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @narendrasagarofficial
    @narendrasagarofficial 2 года назад +7

    🙏✝️Praise the lord 🙏✝️
    Bahut sundara gita ,lekha b mana chhuan prabhu apanamanku ahuri Bless karantu tanka pain agoku emiti gita karantu ✝️🙏🙏💗💗👍👍

  • @albertpradhan8675
    @albertpradhan8675 2 года назад +5

    I listening every day this wonderful song...really god is almighty...amen 💝💝

    • @PRASADLIMAMUSIC
      @PRASADLIMAMUSIC  2 года назад +1

      Albert sir ❤️❤️🙏🙏
      It's a blessing for US and a Big Compliments for All of US 👏👏👏

  • @abrahamraulo1356
    @abrahamraulo1356 2 года назад +11

    Such a wonderful story 😍 with beautiful lyrics ❤️ and that performance is another level 👌👌👌 praise the lord 🤗

    • @PRASADLIMAMUSIC
      @PRASADLIMAMUSIC  2 года назад +1

      Abraham ଭାଈ.......
      Thank You So So much ❤️❤️🙏🙏
      Feeling Happy and Proud and Blessed.....
      May God bless you aboundently ❤️❤️

  • @sumanthosabar1154
    @sumanthosabar1154 2 года назад +15

    Praise the Lord Jisus

  • @andrewmallik1620
    @andrewmallik1620 2 года назад +12

    Praise the lord times God bless you all ✝️✝️ so beautiful song and music video

    • @PRASADLIMAMUSIC
      @PRASADLIMAMUSIC  2 года назад

      Glory to God Andrew Sir ❤️❤️❤️ Thank God and thank you for your valuable time for praying and blessing US..... 🙏🙏❤️❤️
      ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ପ୍ରଭୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @jikhariyanayak7072
    @jikhariyanayak7072 2 года назад +11

    Praise the LORD
    All glory to God
    So wonderful

    • @PRASADLIMAMUSIC
      @PRASADLIMAMUSIC  2 года назад

      Jikhariya brother......❤️❤️❤️
      Very happy with your beautiful and blessingfull compliments 🙏🙏
      May God bless you also ❤️❤️

  • @Joyaslimmaofficial
    @Joyaslimmaofficial 2 года назад +1

    Praise the LORD 🙏🙏..
    Very Beautiful song ❤❤... 👌👌...

  • @charchiltakri1421
    @charchiltakri1421 2 года назад +1

    Praise the Lord Hallelujah Hallelujah Hallelujah Hallelujah Hallelujah Hallelujah Hallelujah Hallelujah Hallelujah Hallelujah Hallelujah Hallelujah Hallelujah 🙏

    • @PRASADLIMAMUSIC
      @PRASADLIMAMUSIC  2 года назад

      Thank You So So much behalf of our whole Team ❤️❤️🙏🙏
      Heartly Thanks 👍👍

  • @shramikpatamajhi8535
    @shramikpatamajhi8535 2 года назад +10

    So beautiful lyrics and music Sir 👍👍👍👍👍👍👍👍 Glory to God 🙏🙏🙏🙏🙏 Amen 🙏🙏🙏 Amen Amen

    • @PRASADLIMAMUSIC
      @PRASADLIMAMUSIC  2 года назад

      Thank You So So much ❤️❤️ dear brother Sharmik....
      It's all your love and affection for US and for the GLORY of the Lord ❤️❤️🙏🙏
      May God bless you ❤️

  • @deepakpadala4294
    @deepakpadala4294 2 года назад +10

    Praise the Lord, heart touching song.

    • @PRASADLIMAMUSIC
      @PRASADLIMAMUSIC  2 года назад

      Thank You So So much dear brother Deepak ❤️❤️❤️ God bless you

  • @mraazmachha9593
    @mraazmachha9593 2 года назад +7

    Praise the lord 🙏✝️

    • @PRASADLIMAMUSIC
      @PRASADLIMAMUSIC  2 года назад

      Hallelujah ❤️❤️🙏🙏 Thank You and God bless you ❤️❤️

  • @hallelujahmusiccreation9153
    @hallelujahmusiccreation9153 2 года назад +1

    Beautiful Jesus music video 💜💓👍👍

    • @PRASADLIMAMUSIC
      @PRASADLIMAMUSIC  2 года назад

      Hallelujah ❤️❤️🙏🙏
      May God be glorified and bless you abundantly 👍👍

  • @djsravs_official8255
    @djsravs_official8255 2 года назад +2

    Nice concept..this song is inspire me
    Praise the lord...

    • @PRASADLIMAMUSIC
      @PRASADLIMAMUSIC  2 года назад

      Hallelujah hallelujah hallelujah ❤️❤️🙏🙏 Thank You So So much

  • @bikramtakriofficial6845
    @bikramtakriofficial6845 2 года назад +4

    God bless you sir

  • @pintujalwacreation5552
    @pintujalwacreation5552 2 года назад +7

    Hallelujah. Nice song sir

  • @LTmusicSOURAVIDEO
    @LTmusicSOURAVIDEO 2 года назад +8

    Praise the lord
    🙏🙏🙏🙏🙏🙏
    Nice song 👍

  • @sushilnayak806
    @sushilnayak806 2 года назад +3

    Praise the Lord, ବହୁତ ସୁନ୍ଦର ଗୀତ

    • @PRASADLIMAMUSIC
      @PRASADLIMAMUSIC  2 года назад +1

      Hallelujah ❤️❤️🙏🙏 Thank You So So much dear brother Sushil.....💕💕 God bless you

  • @susilasabar1482
    @susilasabar1482 2 года назад +3

    Beautiful composition praise the lord 💒⛪💒⛪💒

  • @anukasabar6213
    @anukasabar6213 2 года назад +12

    What a beautifull song sir really meaning full song. you won my heart.. God blee you sir..

    • @PRASADLIMAMUSIC
      @PRASADLIMAMUSIC  2 года назад

      Glory to God Anuka brother ❤️❤️❤️ Thank God and thank you..... 🙏🙏❤️❤️
      ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ପ୍ରଭୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @prasannakumarnayak2458
    @prasannakumarnayak2458 2 года назад +5

    Praise the Lord 🙏 very nice song GOD bless you 👍

    • @PRASADLIMAMUSIC
      @PRASADLIMAMUSIC  2 года назад

      Thank You dear Prasanna sir.....
      Heartly Thanks and gratitude to you ❤️❤️🙏🙏
      Plz uphold Your Valuable Prayers and watch Our All videos
      God bless you ❤️❤️🙏🙏

  • @pilatrupamajhi53
    @pilatrupamajhi53 2 года назад +12

    Beautiful composition song and lyrics.... God bless you all the team with family..... Praise God..,👌👌👌

    • @PRASADLIMAMUSIC
      @PRASADLIMAMUSIC  2 года назад

      Glory to God Pilata ଆଜ୍ଞା ❤️❤️❤️ Thank God and thank you..... 🙏🙏❤️❤️
      ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ପ୍ରଭୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @papa_ki_ladly_queen
    @papa_ki_ladly_queen 2 года назад +3

    Praise the lord 🙌🙏🙌

    • @PRASADLIMAMUSIC
      @PRASADLIMAMUSIC  2 года назад

      ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ dear Sikha Rani 👏👏👏

  • @asherpradhan7995
    @asherpradhan7995 6 месяцев назад +3

    Praise The Lord

  • @aditya80517
    @aditya80517 2 года назад +9

    It's really beautiful song sir ..... ❤️❤️ GOD BLESS YOU 🙏🏻

    • @PRASADLIMAMUSIC
      @PRASADLIMAMUSIC  2 года назад +1

      Thank You So So much dear brother ❤️❤️❤️🙏🙏🙏 God bless you

  • @Santoshkumarsuna92
    @Santoshkumarsuna92 2 года назад +28

    ମହାନ୍ ଜୀବିତ ପରମେଶ୍ବର ଙ୍କ ଧନ୍ୟବାଦ ହେଉ ସୁସ୍ଥ ରଖନ୍ତୁ ଆଉ ସୁରକ୍ଷିତ ରୁହନ୍ତୁ

    • @PRASADLIMAMUSIC
      @PRASADLIMAMUSIC  2 года назад +3

      Thank You and Love You for your valuable and Encourageable compliments ❤️❤️🙏🙏
      God bless you ❤️❤️

    • @nikitadongri2531
      @nikitadongri2531 Год назад +2

      Amen🙏

    • @Santoshkumarsuna92
      @Santoshkumarsuna92 Год назад +3

      @@nikitadongri2531 praise the lord 🙏🏻💐🌹💐

  • @Santoshkumarsuna92
    @Santoshkumarsuna92 2 года назад +5

    Hart tach song & video sir 🙏🏻🙏🏻🙏🏻 God bless you

  • @babujankumar3984
    @babujankumar3984 2 года назад +5

    And this song touching my heart 💓💖💖💞 love you Jesus and Love U human bro..❤️❤️❤️

  • @umakantasagar8709
    @umakantasagar8709 2 года назад +2

    Wonderful song ......❤️❤️❤️ praise the lord 🙏

    • @PRASADLIMAMUSIC
      @PRASADLIMAMUSIC  2 года назад

      ✝️ GLORY TO GOD ✝️
      and thank You So So much.....
      May God bless you more and more

  • @prasadsobhasundar7870
    @prasadsobhasundar7870 2 года назад +7

    Very very heart ❤️ touch song 👌👌👌👌👌

  • @mosestakri6234
    @mosestakri6234 2 года назад +12

    A wonderful song with nice lyrics ,awesome story, praise God for this wonderful song ,human sagor is the best singer of all time .

    • @PRASADLIMAMUSIC
      @PRASADLIMAMUSIC  2 года назад +1

      Hallelujah ❤️❤️❤️ Moses brother..…
      All GLORY to God and thank you so so much behalf of our whole Team 🙏🙏

  • @prasadsobhasundar7870
    @prasadsobhasundar7870 2 года назад +7

    👏👏❤️Mind blowing and excellent song 💜👏👏

  • @charchiltakri1421
    @charchiltakri1421 2 года назад +1

    Jai Mashi ki
    Beautiful song Thank you Jesus Christ Hallelujah

    • @PRASADLIMAMUSIC
      @PRASADLIMAMUSIC  2 года назад

      JAY MASHI KI ❤️❤️🙏🙏
      THANK YOU SO SO MUCH

  • @smaranikananda8463
    @smaranikananda8463 Год назад +1

    Wooooowwwww..praise the lord......love this lyrics.......anugraha tumbha prachur....

    • @PRASADLIMAMUSIC
      @PRASADLIMAMUSIC  Год назад

      ପ୍ରଭୁଙ୍କ ଗୌରବ ମହିମା ହେଉ 🙏🙏
      ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ପ୍ରିୟ ଭାଈ
      🙏🙏❤️❤️
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @rupalikumarimali6495
    @rupalikumarimali6495 2 года назад +6

    Nice awesome lovely... So heart touching song & Video.... 😢😢😢

  • @chandrapaul9466
    @chandrapaul9466 2 года назад +10

    Wow! Very nice one, go head brother Prasad and team for the GLORY OF GOD 💐💝👍👌🙌⛪️🙏🙏🙏

    • @PRASADLIMAMUSIC
      @PRASADLIMAMUSIC  2 года назад

      Thank You So So much dear ଆଜ୍ଞା.…. ଆପଣଙ୍କ ବହୁମୂଲ୍ୟ ମତାମତ ଆମ ପାଇଁ ଆଶିର୍ବାଦ ଅଟେ......🙏🙏🙏
      ପ୍ରଭୁ ଆପଣଙ୍କୁ ମଧ୍ୟ ଆଶିର୍ବାଦ କରନ୍ତୁ 💕💕

  • @adityapattnaik8638
    @adityapattnaik8638 2 года назад +6

    Wow mind blowing superrrrrrrr fantastic song and singing sir God bless you

    • @PRASADLIMAMUSIC
      @PRASADLIMAMUSIC  2 года назад

      Aditya Bhai ❤️❤️❤️🙏🙏🙏
      Thank You So So much behalf of our whole Team 🙏❤️🙏
      May God bless you

  • @Dinesh-fv4fh
    @Dinesh-fv4fh 2 года назад +2

    YOHOBA JORABAR PURI KAREGA MERA SOCH......GLORY OF JESUS ✝️🙏✝️🙏✝️🙏✝️🙏✝️🙏✝️

    • @PRASADLIMAMUSIC
      @PRASADLIMAMUSIC  2 года назад +1

      May God bless you Dinesh brother ❤️❤️🙏🙏
      Aap ke liye hum vi Prarthana karenge.......❤️❤️
      Prabhu AAP KO Ashish de Amen 🙏🙏

  • @sarattoka-jp3lg
    @sarattoka-jp3lg 6 месяцев назад +3

    Very nice song

  • @hosayamandalofficial4110
    @hosayamandalofficial4110 2 года назад +7

    Very heart touching song 👌👌👌

    • @PRASADLIMAMUSIC
      @PRASADLIMAMUSIC  2 года назад

      Thank You So So much dear brother ❤️❤️ God bless you

  • @alokm3163
    @alokm3163 2 года назад +7

    praise the Lord

  • @liveworshipmusic99
    @liveworshipmusic99 2 года назад +16

    Superb song.... May god bless you n ur entire team..... Specially thanks to Human Sagar ❤️❤️❤️❤️

    • @PRASADLIMAMUSIC
      @PRASADLIMAMUSIC  2 года назад +2

      Brother Sandeep THANK YOU So much for your Appreciations ❤️❤️🙏🙏
      Plz love US and Pray for US...
      May God bless you ❤️❤️🙏🙏

  • @Bscnursing888
    @Bscnursing888 7 месяцев назад +2

    Praise in the name of God jesus ❤ , such a masterpiece ❤❤❤

    • @PRASADLIMAMUSIC
      @PRASADLIMAMUSIC  7 месяцев назад

      Blessed Compliments....🙏🙏
      ହୃଦୟ ସହ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ ଅଛୁ ..... 🙏
      ପ୍ରଭୂ ଆପଣଙ୍କୁ ମଧ୍ୟ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @rakeshbehera3136
    @rakeshbehera3136 2 года назад +2

    Praise the lord hallelujah

    • @PRASADLIMAMUSIC
      @PRASADLIMAMUSIC  2 года назад

      We are PROUDLY Thanking YOU
      👏👏👏👏👏
      Plz glorify God through your little and valuable effort ......
      May God bless you abundantly

  • @sunitabidika2200
    @sunitabidika2200 2 года назад +7

    ❤️❤️❤️ Outstandingly... Mind blowing praise the lord....💞💞💞💞🥳🥳🥳😍😍😍😍😍😍😍🙌🙌🙌🙌🙌God Bless all.....❤️❤️❤️❤️❤️❤️

    • @PRASADLIMAMUSIC
      @PRASADLIMAMUSIC  2 года назад

      Love you dear sister ❤️❤️❤️ God bless you and your family

  • @pratapofficial2072
    @pratapofficial2072 2 года назад +4

    Outstanding performance Sir & story

    • @PRASADLIMAMUSIC
      @PRASADLIMAMUSIC  2 года назад

      Thanks a million dear brother Pratap ❤️❤️❤️❤️❤️
      May God be glorified through your valuable feedback ❤️❤️

  • @rangetbhai4787
    @rangetbhai4787 2 года назад +4

    Super songs

  • @hallelujahmusiccreation9153
    @hallelujahmusiccreation9153 2 года назад +1

    Praise the lord 💓💜💚💖💙🙏🙏🙏

  • @varietyshow1438
    @varietyshow1438 2 года назад +2

    Everything is perfect in the song. Praise the Lord

    • @PRASADLIMAMUSIC
      @PRASADLIMAMUSIC  2 года назад

      Sanjeeb brother ❤️❤️🙏🙏
      Thanks a lot for your Perfect compliments...... We love you and We are thankful to you ❤️❤️
      May God bless you

  • @sishirlima9458
    @sishirlima9458 2 года назад +28

    Very beautifully composed....👏👏👏👏 So touching lyrics...😍😍😍😍😍 Outstanding performance by PRASAD Na Bhaujo 💕💕💕💕May GOD continue to use you more and more❤❤❤❤❤

    • @PRASADLIMAMUSIC
      @PRASADLIMAMUSIC  2 года назад +1

      Love you So So much always ❤️❤️ dear brother Sisir.....
      God bless you also for your every deeds 👍👍👍

  • @prabalkumar2211
    @prabalkumar2211 2 года назад +12

    Such a beautiful Song, Wanderful gifts us through the song.. Good bless you

    • @PRASADLIMAMUSIC
      @PRASADLIMAMUSIC  2 года назад

      Prabal ଭାଈ 🙏🙏❤️❤️
      ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛୁ....🙏🙏
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

  • @Ricky-oz3di
    @Ricky-oz3di 2 года назад +10

    `` Famous words, that hold a lots of truth, and that are easily applied to so many situations.
    Our relationship with God, Our relationship with people.
    Amen 🙏🏻

    • @PRASADLIMAMUSIC
      @PRASADLIMAMUSIC  2 года назад

      ALL GLORY to God ❤️❤️❤️❤️
      and thank You So So much dear Ricky babu......
      May God bless you for your dedication and spiritual life 👍👍

  • @abhiramdigal5680
    @abhiramdigal5680 2 года назад +1

    ହୃଦୟସ୍ପର୍ଶୀ ଗୀତ.. ପ୍ରଭୂଙ୍କର ପ୍ରଶଂସା ହେଉ ଆମେନ 🙏👌🌹👍

    • @PRASADLIMAMUSIC
      @PRASADLIMAMUSIC  2 года назад

      Abhiram bhai ❤️❤️🙏🙏
      God bless you and thank You

  • @maheshpani7630
    @maheshpani7630 2 года назад +25

    Magical voice, beautiful lyrics, composition and music arrangement of this song is really soulful and soothing, many congratulations to the maker and entire team
    Best wishes

    • @PRASADLIMAMUSIC
      @PRASADLIMAMUSIC  2 года назад

      Thanks a million dear brother Mahesh❤️❤️🙏🙏 behalf of our whole Team......
      May God bless you and your family aboundently ❤️❤️

  • @songforjesuschristbrethren6615
    @songforjesuschristbrethren6615 2 года назад +8

    What a wonderful beautiful song for our saviour Jesus

    • @PRASADLIMAMUSIC
      @PRASADLIMAMUSIC  2 года назад +2

      Hallelujah ❤️❤️❤️ and Thank God and thank You for your valuable love and blessings....🙏🙏
      May God bless you too

  • @jusmanbishoyi424
    @jusmanbishoyi424 2 года назад +6

    Moving and Soulful
    Congratulations God bless you Dear Bhai Prasad. This is the power of the sacrament of eucharist (ଦିବ୍ୟ ପ୍ରସାଦ ସଂସ୍କାର)you have received in life.

    • @PRASADLIMAMUSIC
      @PRASADLIMAMUSIC  2 года назад

      Jusman ଆଜ୍ଞା...... ପ୍ରଭୁଙ୍କ ପବିତ୍ର ନାମ ନେଇ ନମସ୍କାର ❤️❤️🙏🙏
      ଆପଣଙ୍କ ଏତେ ସୁନ୍ଦର ପ୍ରଭୁଙ୍କୁ ଗୌରବ କରିବା ସହିତ ହୃହୟକୁ ଛୁଇଁ ଗଲା ଭଳି ମତାମତ ଦେଇ ଆମ୍ଭମାନଙ୍କୁ ପ୍ରେମ , ଶ୍ରଦ୍ଧା ଏବଂ ଭଲପାଇବା ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ୍ 🙏🙏
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 💕💕💕💕

  • @tusharkumar097
    @tusharkumar097 2 года назад +19

    Goosebumps Sir ❤️
    Superb music with Heartthrob Concept ❤️❤️❤️❤️

    • @PRASADLIMAMUSIC
      @PRASADLIMAMUSIC  2 года назад +3

      Tushar Bhai ❤️❤️❤️
      Really it's a Paisa wasuli bala So fentastic Compliments 🙏🙏
      Thank You Sooooooooooooo much ❤️❤️

  • @supriyakhadia9295
    @supriyakhadia9295 2 года назад +1

    Super jesus song 🙏🙏🙏

  • @gaganmuraliofficial7596
    @gaganmuraliofficial7596 2 месяца назад +1

    Prabhu ae song madhayame aneka Haji jaithiba atma nku pherai anithibe thank you God ...thank u Prasad sir for this beautiful video song lyrics ohhhhhh mo hrudayaku sparsa karichi

  • @pramodguru4108
    @pramodguru4108 2 года назад +44

    Wonderful concept.
    Really it's touched my heart. The lyrics, Music, voice and performance are very excellent. Mind blowing. God bless you Dear Prasad and the whole team.

    • @PRASADLIMAMUSIC
      @PRASADLIMAMUSIC  2 года назад +2

      Thank You So So much My dear Bhaina ❤️❤️🙏🙏
      I am blessed always whenever I need your valuable love and blessings......🙏🙏

  • @angelpari8800
    @angelpari8800 2 года назад +12

    Many many congratulations brother prasad for this beautiful and heart touching song. God bless you and your family....

    • @PRASADLIMAMUSIC
      @PRASADLIMAMUSIC  2 года назад

      Thank You So So much My dear Loving brother Suresh ❤️❤️❤️ it's all your Love and prayers support which I go forward......to the success ❤️❤️❤️ God bless you too

  • @issacmanasranjan7288
    @issacmanasranjan7288 Год назад +7

    #Prasad Sir and #Humane Bhai are a record-shattering duo. Tonnes of blessings to you both and all those involved for the glory of God.

    • @PRASADLIMAMUSIC
      @PRASADLIMAMUSIC  Год назад

      Sooooooo Cutest Compliments 👏👏👏👏👏👏
      ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ପ୍ରିୟ ଭାଈ Isaac ...... 🙏🙏❤️❤️
      ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ

    • @issacmanasranjan7288
      @issacmanasranjan7288 Год назад

      @@PRASADLIMAMUSIC ବିଶେଷ ଧନ୍ୟବାଦ୍ Sir

  • @jeniraita6269
    @jeniraita6269 2 года назад +5

    Praise the lord..Once again for the glory of our living Really I touched my heart.. Thank you Prasad bhai God bless you

    • @PRASADLIMAMUSIC
      @PRASADLIMAMUSIC  2 года назад

      Thank You So So much dear brother Jeni ❤️❤️🙏🙏
      ଆମ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ଆମକୁ ଭଲ ପାଇବା ବଜାଇ ରଖନ୍ତୃ 🙏🙏🙏🙏
      ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ

  • @seliasirka
    @seliasirka 2 года назад +4

    Lyrics ❤️❤️❤️👍👍👍❤️❤️❤️❤️❤️❤️ ...... Praise the Lord
    Music composition 👍❤️❤️❤️❤️👍mst sir

  • @Thisis_sanu
    @Thisis_sanu 2 года назад +14

    need to find some new words to express my feelings. no words. just wow 🔥 let god bless the whole crew ❤️

    • @PRASADLIMAMUSIC
      @PRASADLIMAMUSIC  2 года назад +1

      Hallelujah hallelujah hallelujah ❤️❤️❤️❤️❤️
      May the almighty Lord Jesus Christ be glorified and bless you too for your beautiful and Loving heart....
      Thank You So So much ❤️❤️

  • @ranimishal9045
    @ranimishal9045 2 года назад +11

    Very beautifully composed so touching lyrics.... 😍😍😍😍 Outstanding performance bhaina & bhaujo 💕💕💕💕

    • @PRASADLIMAMUSIC
      @PRASADLIMAMUSIC  2 года назад

      Love you and thank You So So much dear Sister Rani 💕💕💕🙏🙏🙏
      GOD bless you mightyly ❤️❤️

  • @thomaspradhan.7404
    @thomaspradhan.7404 2 года назад +1

    ବହୁତ ସୁନ୍ଦର ଗୀତଟିଏ । Praise the lord .
    God bless them always

    • @PRASADLIMAMUSIC
      @PRASADLIMAMUSIC  2 года назад

      THOMAS brother ❤️❤️🙏 🙏
      Thank You and May the almighty God be glorified through your beautiful and valuable Compliments 👏👏

  • @gentlijat4028
    @gentlijat4028 2 года назад +2

    Oao beautiful song 👍👌

    • @PRASADLIMAMUSIC
      @PRASADLIMAMUSIC  2 года назад

      Thanks for watching and loving US ❤️❤️👍👍
      May God bless you abundantly.
      watch Our all videos and Gloryfy God

  • @uditkuldeep6752
    @uditkuldeep6752 2 года назад +9

    Wow! What a beautiful song and the story. It made me emotional and took me back to ponder about my old life. What I was and where God has brought me today. Really God is so gracious to me.
    So heart touching song. Thanks to all team behind this song. Especially I thank Prasad sir.

    • @PRASADLIMAMUSIC
      @PRASADLIMAMUSIC  2 года назад +1

      Hallelujah hallelujah hallelujah ❤️❤️❤️ Dear Udit sir 🙏🙏
      This video Song is Presented Our old Life without God's grace....
      and peace, happiness and prosperity in this present Life with God's mighty Grace....
      Thank You So So much for giving love to this song and gloryfing Our mighty God....❤️❤️🙏🙏

  • @taitas_pal
    @taitas_pal 2 года назад +22

    Heartfelt lyrics, amazing composition, beautifully sung, excellent videography and the most important thing is your Acting skill of ur own life story was mind-blowing ❤️❤️ May our Lord use you in a mighty way...
    Praise the Lord 🙏🙏

    • @PRASADLIMAMUSIC
      @PRASADLIMAMUSIC  2 года назад

      My brother Taitas......❤️❤️❤️❤️
      First of all I am very very happy to hear your Glorious , beautiful and loving Compliments.......for which the almighty God JESUS CHRIST has been Glorified....🙏🙏
      Thank You So So much.....may God bless you ❤️❤️ and Plz Call me

  • @saratchandrabardhan6204
    @saratchandrabardhan6204 2 года назад +4

    Beautiful Song congratulations to the entire team and God bless you Prasad Bhai

    • @PRASADLIMAMUSIC
      @PRASADLIMAMUSIC  2 года назад

      My heart is filled with JOY and COURAGE 🙏🙏❤️❤️
      Thank You So So much Bhaina

  • @hemantjalofficial2488
    @hemantjalofficial2488 Год назад +1

    Bastabare Ambhamananka Prabhu mahan, Ati sunder bhabare apana testimony ku geeta madhyamare prakash kale, Prabhu apana lokara dukha dura karanti , Hallelujah hallelujah hallelujah hallelujah

    • @PRASADLIMAMUSIC
      @PRASADLIMAMUSIC  Год назад +1

      ପ୍ରଭୂ ଯୀଶୁଙ୍କ ପବିତ୍ର ନାମ ନେଇ ନମସ୍କାର ଏବଂ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ .... 👏👏
      ପ୍ରଭୁଙ୍କ ଗୌରବ ଏଵଂ ତାଙ୍କ ସେବା ନିମନ୍ତେ ଗୋଟିଏ ହାତ ସହ ଦୁଇ ହାତ ମିଳି ମିଶି ପ୍ରଭୁଙ୍କ ସେବା ର କାରଣ ହେଉ....🙏🙏
      ପ୍ରଭୁ ଆପଣଙ୍କ ମଙ୍ଗଳ କରନ୍ତୁ ..... 👍

  • @sadaprabhumusic3566
    @sadaprabhumusic3566 2 года назад +1

    Praise the Lord
    Really very beautiful song lyrics
    God bless you all

    • @PRASADLIMAMUSIC
      @PRASADLIMAMUSIC  2 года назад

      ALL GLORY to God Sadaprabhu Music.......
      And Our HEARTLY THANKS and gratitude to you ❤️❤️🙏🙏

  • @junashkumarganta7555
    @junashkumarganta7555 2 года назад +5

    "ଅନୁଗ୍ରହ ତୁମ ପ୍ରଚୁର" ....... Amen Amen & Amen ....... Sir really heart touching Song... Wonderful composition, lyrics & signing .... Amazing ..... Choreography and beautiful act......... Superb concept Sir.....( Wonderful life story)
    Junash Ganta

    • @PRASADLIMAMUSIC
      @PRASADLIMAMUSIC  2 года назад

      Thank You So So much dear Loving brother Junash ❤️❤️❤️
      Plz uphold Your Valuable Prayers support for Our family and be blessed with our Loving heavenly Father always....👍👍❤️❤️

  • @sanapradhan3299
    @sanapradhan3299 2 года назад +6

    Beautiful song

  • @jesusisaliveodisha9938
    @jesusisaliveodisha9938 2 года назад +19

    Very Beautiful song❤❤❤....Heart touching.❤❤❤.. Mind blowing... Just superb...❤❤❤❤ Thank you Dear brother Prasad for the beautiful Gift❤❤❤❤... May God Continue to use you more and more 🙏❤❤❤❤

    • @PRASADLIMAMUSIC
      @PRASADLIMAMUSIC  2 года назад

      JESUS is Alive Odisha..….❤️❤️🙏🙏
      We are thankful to you that you always uphold Your Valuable Prayers and supports for US and for the GLORY of the Lord.....🙏🙏
      May God bless you too ❤️❤️

  • @linnapasupureddi5558
    @linnapasupureddi5558 2 года назад +12

    Congratulations ....I have no words to say about this song..what a song lyrics and act... really this is a very heart touching..... every day I'm watching minimum 10 Times... thank you for giving us this beautiful song

    • @PRASADLIMAMUSIC
      @PRASADLIMAMUSIC  2 года назад +1

      Dear Loving Lina Ji . . . .
      YOU have Praised and Glorified the Mighty name of JESUS through your blessfull Compliments . . .
      👏👏👏👏👏👏👏👏👏👏👏👏👏
      And WE Thank God..... for giving YOU a beautiful Heart ....
      and Thank You also for your valuable Love and Prayers support
      ❤️❤️🙏🙏
      God bless you

    • @sameerkumar4878
      @sameerkumar4878 2 года назад

      @@PRASADLIMAMUSIC Sir please upload the karaoke tracks of all you songs. And please first of all upload this songs karaoke so that we can sing in church🙏🙏🙏👍👍❤️❤️❤️👍🙏🙏🙏

  • @samukadigal298
    @samukadigal298 Год назад +1

    Praise the Lord really heart touching song 💖💖💖💖💖💖💖💖💖👍👍👍👌👌👌👌