ଅଡୁଆରେ ଲକ୍ଷ୍ମଣ ବାଗ ! laxman bag | shankar mada | khati
HTML-код
- Опубликовано: 2 окт 2024
- ଅଡୁଆରେ ଲକ୍ଷ୍ମଣ ବାଗ ! laxman bag | shankar mada | khati
Your Queries
odia news
breaking news odia
viral news odia
shankar mada
shankar om sharan
otv khabar
otv news
kanak news
kanak news headlines
news 7 news odia
Kolkata news
Kolkata rape case
Kolkata doctor news
damdar khabar
khabar aaj tak
suprabhat odisha
odia news channel
odia breaking
odisha bhaskar
pratidin tv
news today odisha
shankar om sharan news
shankar mada new video
shankar om sharan new video
mohan majhi news
vk pandian news
naveen pattnaik news
argus news
argus breaking news
argus news odia
argus podcast
argus podcast videos
viral news odia
mohan majhi news
sura routray news
vk pandian news
naveen pattnaik news
Congress news Odia
odisha Congress
odisha BJP
Odisha BJD
election news
political news
political news odia
accident case Odisha
bangladesi news odia
#bjd #odisha #mohanmajhi #bjp #laxmibus #naveenpatnaik #vkpandian #yoga #yogaday #shankaromsharan #shankarmada #odianews #khati
ଶରତ ପଟ୍ଟନାୟକ ଇସ୍ତଫା ଦେଇକରି ଘରକୁ ଯିବା ଉଚିତ, ୟାଙ୍କ ଭଳିଆ ଲୋକ ଥିଲେ କଂଗ୍ରେସ ପାର୍ଟି କେବେ ସରକାର ଗଢି ପାରିବ ନାହିଁ
ଶଙ୍କର, ନବୀନ ପଟ୍ଟନାୟକଙ୍କ ସହ ଲକ୍ଷ୍ମଣ ବାଗ୍ ମୁଣ୍ଡ ପକାଇଛନ୍ତି ଓ ଜିତି ଛନ୍ତି ସେଇଟା ସାରା ଭାରତ ରେ ଚହଳ।
ସେ ଯେଉଁ ସରକାର ହୁଅନ୍ତୁ ନା କାହିଁକି ପ୍ରତ୍ୟେକ ଗଲତି ସୁଧାରିବା ପାଇଁ ଜନସାଧାରଣଙ୍କ ପ୍ରତିବାଦ ନିହାତି ଦରକାର ନହେଲେ , ଦୋଷ ଦୁର୍ବଳତା ଧରିବା ଦରଦାମ୍ ବୃଦ୍ଧି , ବେକାରୀ ସମସ୍ୟା ଏସବୁ ସରକାରଙ୍କୁ ଘେରିବା ଏହା ହେଉଛି ବିରୋଧିଦଳର କାମ ନତୁବା ଦେଶରେ ଅବା ରାଜ୍ୟରେ ଅରାଜକତା ବଢ଼ି ଚାଲିବ , ଲୋକମାନେ ଏକଛାତ୍ରବାଦ ଶାସକ ର କୁ ଶାସନର ଶିକାର ହେବେ ହିଁ ହେବେ ଏଥିରେ ତିଳେ ମାତ୍ର ଦ୍ଵୀମତ ନାହିଁ , ଧନ୍ୟବାଦ ଶଙ୍କର ॐ ଶରଣ ଭାଇଙ୍କୁ ଏଭଳି ଟିପ୍ପଣୀ ଦେବାପାଇଁ , ଏଭଳି ଆଗକୁ ପ୍ରତିବାଦର ସ୍ବର ବଜାୟ ରଖନ୍ତୁ ଲୋକମାନେ ତୁମ ସହିତ ଅଛନ୍ତି , ଆମେମାନେ ମଧ୍ୟ ତୁମ ସହିତ ଅଛୁ , ଯିଏ ଭଲ କହିଲେ ଧନ୍ୟବାଦ୍ କିଏ ଖରାପ କହିଲେ ଧନ୍ୟବାଦ୍ ।
Verry good
ଶଙ୍କରା ଏତେ ଦିନ ପରେ
ବୁଝିପାରିଚୁ।
ସେଥିପାଇଁ ତତେ ଧନ୍ୟବାଦ।
ସବୁ ବେଳେ ଚେଷ୍ଟା କର ଠିକ
କହିବା ଠିକ୍ କରିବାପାଇଁ ।
କଂଗ୍ରେସର କାମ ହିଁ ଏମିତି କଂଗ୍ରେସ ଓଡ଼ିଶାରେ ଆସିବା ପାଇଁ ବହୁତ ସମୟ ଲାଗିବ
Bhai odisha ra bahute time lageba centre 2029 Congress ase6i
Right
ସେ ଲକ୍ଷ୍ମଣ ବାଗ ନୁହଁନ୍ତି ସେ ଲକ୍ଷ୍ମଣ ବାଘ ।
Feku bjp
ଶଙ୍କର ଭାଇ ଲକ୍ଷ୍ମଣ ବାଗ୍ ମାନୁଛନ୍ତି ଇଲେକ୍ସନ ପୂର୍ବରୁ ସେ ଦିନ ରାତି ଏକ କରିଛନ୍ତି ସେ ବୁଝିବା ଦରକାର୍ ନବୀନ ବାବୁ ସାରା ଓଡ଼ିଶାରେ ଏଲେକ୍ସନ ରେ ବ୍ୟସ୍ତ ରହିଲେ ସେ କଣ୍ଟାବାଜି କୁ ଏତେ ଗୁରୁତ୍ଵ ଦେଉନଥିଲେ ସେଥିପାଇଁ ସେ ମଉକା ମାରିଦେଲେ
Naveen harichhi bhala heichhi sala jiti thile pandu odishaku biki dei thanta tame jete Naveen ku sopart karuchha tame odishaku bhala pauna Naveen odishaku 25 barsa talaku nei jaichhi
Right
କିଏ କହିଲା ଗୁରୁତ୍ୱ ଦେଇନଥିଲେ କହିଲା ପ୍ରତ୍ୟେକ ଭୋଟ ପ୍ରତି 1000 ଦେଇଥିଲା bjd
Aau bjp kichhi paisa na deiki ଜିତିଛି କି ଓଡିଶା ରେ bjd ଅପେକ୍ଷା bjp ଅଧିକ ପଇସା ଦେଇଛି@@bjbharatallvlogs2952
@@bjbharatallvlogs2952 saita sabu dala karuchi ,
ଶରତ ପଟ୍ଟନାୟକ ଘରବୁଡା ନେତା
ଲକ୍ଷ୍ମଣ ବାଗ ନୁହଁ ଟେକୁଆ
ସତେ କି କଂଗ୍ରେସି ୟୁଟ୍ୟୁବର ଜ୍ଞାନୀ ବାବା ତୁମକୁ ସବୁ ଜଣା, ତାହେଲେ କହିଲ ଦେଖି ନଡିଆରେ କେତୋଟି କଣା ।
ଯାହାବି ହଉ ନିରପକ୍ଷ ବିଚାର ଧାରା ଓ ଚିନ୍ତନ ଆଗକୁ ଏହିଭଳି ଜାରି ରଖିଲେ : ହିଁ ମୋ ଭଳି ସ୍ୱାଧୀନ ଲୋକମାନେ ଆକୃଷ୍ଟ ହେବେ ଆଉ ଏକ ନୂତନ ନିରପକ୍ଷ ସାମ୍ବାଦିକତା ବିଜୟ ର ଦ୍ୱଜା ନିଶ୍ଚିତ ଉଡ଼ାଇବ ଆମ ମାଟିରେ ❤️🌹
ନବୀନ ଭଳି ଗୋଟିଏ ବିଲାଟି ଠୁ ହଜାର ଗୁଣ ଭଲ
ତୁମର ଏପରି ସମ୍ବାଦ ପରିବେଷଣରେ ରାଜ୍ୟର କୌଣସି
ଉନ୍ନତ୍ତିରେ ଲାଗିବ ନାହିଁ l
ଜୟ ନବୀନ ପଟ୍ଟନାୟକ ❤🎉
ପଶଚିମ ଓଡିଶା ର ବଦନାମ କାରି ନେତା ନବିନ ପଟନାୟକ କେତେ ଲୋକ କୁ ରୋଜଗାର ଦେଲା ଜେଣ ଛଅ ବର୍ଷ ପର୍ୟ୍ଯନ୍ତ ଖଟିଲେ ଦଷ ହଜାର ଦିଏଏମ ବି କେ ଆଉ ସିଆରପି ଏମାନଙ୍କ ବରଶେ ଭିତ େର ଦଶ ହଜାର ହେଲା ଭୋଟ କିଣିବା ପାଇଁ😢😢😢
ତୋ ଭଳିଆ ଟୋକା ନେତା ହେଲେ 😂😂😂 150 ବର୍ଷ ରେ ବି କଂଗ୍ରେସ 20 ସିଟ ପାଇବ ନାହି😂
ଓଡ଼ିଶା ରେ ଆଉ କଂଗ୍ରେସ ଆସିବାର ସମ୍ଭାବନା ନାହିଁ
ତୁ ତୋ ବିଜେଡି ର ଥିଲୁ
ଲକ୍ଷ୍ମଣ ର କିମିତି ହେଲୁ
ତୋ ବିରୁଦ୍ଧ ରେ କୁ ଦଫା ଲାଗିବ
ଶଳା ଗତ ଦିନ କହୁଥିବା ବିରୋଧ ରେ
ଆଜି ଆସିଗଲା ସପକ୍ଷରେ
Ekdam ଠିକ୍
ଶରତ ପଟନାୟକ ନବିନ ପଟନାୟକ ରଭାଈ ସେକେମିତି ଲଡିବ😢😢
"ଶୀର୍ଷକ ଓ ଆଲୋଚନା" ଭିତରେ କୌଣସି ସମ୍ପର୍କ ଥିବାପରି ଜଣାପଡିଲାନି। ସର୍ବୋପରି ଲକ୍ଷଣ ବାଗ୍ ଙ୍କ ପରି Giant Killee ଙ୍କୁ ଅଶେଷ ଧନ୍ୟବାଦ।
ଶଙ୍କରଭାଇ ଖୁବଭାଲ କହିଲ ନ ରୁ ଚଉଦ. ତୁମେ ବଜେପି ମୁହାଁ ଜଣା ପଡିଲା ତୁମପାରିବର୍ତ୍ତିତ ଚେହେରା
କେଵେ ନୁହେଁ
जय श्री जगन्नाथ जय श्री जगन्नाथ जय श्री जगन्नाथ
ୟେ ଶରତ ପଟ୍ଟନାୟକଙ୍କୁ ଅତିଶୀଘ୍ର ବାହାର କରାଯିବା ଦରକାର।
ତୁ କେବଳ କଂଗ୍ରେସର ପ୍ରବକ୍ତା
ବିରୋଧୀର ନେତା
ତୁ କଳରା ପିତା
ତୁ ଭଙ୍ଗା ଛତା
ଭୋକିଲା ଲୋକ ଖାଇବାକୁ ପାଇଲେ ସିଏ କଣ ଛାଡ଼ିବ, ପ୍ରଭୁଙ୍କୁ ଖାଇ ଖଟୁଲି ଖାଇଯିବେ, ଗରିବ ଲୋକ ଗରିବ ମନ କଥା ବୁଝିବ ଏହା ଗୋଟେ ମିସ୍ କନ୍ ସେପ୍ ସନ୍, ପ୍ଲେଟ ଉଠାଇବା ଲୋକ ମାଲିକ ହେଲେ ତାକୁ ଆଉ ଇନ୍ଦ୍ର ଚନ୍ଦ୍ର ଦେଖା ଯାଏନି
Jemiti Chaha Bikali Pradhan Mantri haba😂
Bhul katha kahila, dhani mane kebala nija swartha dekhanti abhinaya karanti, michha kahanti
Khub sighra odisha ra sabhapati sarat pattnayak and pravari ajay kumar istafa deba aabasyak kay congress
ନିତିଶ ର ଦ୍ବିତୀୟ ଅବତାର। ଅଲାଜୁକ
Mahanga ରେ କାହିଁ କି ବତକମ ହୋଲି BJP
ଆପଣ କଂଗ୍ରେସ ରପାଟି ଆପଣ ମାନେ😢😢😢😢
ଚେଷ୍ଟା ଭଲ ଅଛି
ବନ୍ଧୁ ଜୟ ଶ୍ରୀରାମ କହିଵା କଣ ଏତେ ଖରାପ ?
ସେ ଲକ୍ଷଣ ସେର ହେ କଂଟାବାଞ୍ଜି ର ସେର
Eita emiti kana kahuchi aji.sabusala barsha juade chatta siade a odishaku ebe bhagaban hin bharasa
ଲକ୍ଷ୍ମଣ ବାଗ ❤ଜିନ୍ଦାବାଦ ❤❤❤❤❤❤❤❤❤❤❤❤❤❤
I am Laxman Bag, Kantabanji Vidhansabha. What a tremendous response.
ଏ ସଙ୍କରା chanel ku ବନ୍ଦ କରାଯାଉ ଖାଲି ଅଭଦ୍ରମୀ କରି ନା କରିବାକୁ ଚାହୁଁଛି
ଆପଣ ଭିଡ଼ିଓ କରୁଛନ୍ତି ନିଜ ଚିନ୍ତା ସହ ଆଉ ପକ୍ଷପାତ ଆପଣଙ୍କର 80 ଭାଗ ରହୁଛି।
ମୁଁ ଆପଣଙ୍କୁ ବିରୋଧ କରୁନି ହେଲେ ଆପଣଙ୍କ vedio ନିଜ ମାନସିକତା ର ପରିସ୍ଥିତି ସହ ସମ୍ପୂର୍ଣ୍ଣ ଭାବେ ଜଡ଼ିତ।
ତୁ କିଏ ବେ,ବାଳ ନବୀନ
ଭାଇ କଣ ହେଡିଙ୍ଗ୍ ଲେଖିଛ ଆଉ କୋଉ ବିଷୟରେ କହିଲ ? ବିଜେପି କୁ ଟିକେ ଟେକିଲ ଏହି ଭିଡିଓ ରେ ? ଆଗକୁ ବିଜେପି ରେ ମିଶିବାର ଅଛି କି?
Samiti sabhya pai loka pasand karunahanti,,tamu puni MLA kemiti kale,, Navin ku hareibaku bahut khela kara jaichi,,
ଭାଡୁୁ ଆ
Opposition MANE GALI GULOJO KORIKI SAAONO KU ASIBA KAMO KORIBA NUHE
OPPOSITION RO KAMO SIKHBARO OCHI NAVEEN PATTANAIK NKO THU DEKHO SIKHO
Congress...Ra....Bahut Bada bhul. hoyechhe.....Ghasi Ram majhi ku Ticket Na de ye ki
Dadan broker laxman bag,chor,toutor aye,ame janichu
ପିପିଲି ରେ ଅଚିହ୍ନା ଲୋକଟିକୁ ଟିକଟ ଦେଇ ଅମାନତ ହରାଇଲା।
❤❤
thanks
sankaraayedinarparebughiparichu
advicedebahutmdinarodissapaienuatankusahasdebaamarkartabay
Very good
Right bro
Satya ku satya o mithya ku mithya ,this is the perfect analysis thanks
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Hei jagare Jia uthithile jitithanta.bhai tame koi partyra loka.gana bajna Gita gaaa.
Sarat Pattanaik is biggest Dalaal.
Vai tike Babi das ta visual dekhantu se upre kichi hau
ଠିକ୍ ସମୟରେ ସେମାନଙ୍କର ରହିବାର ବ୍ୟବସ୍ଥା କରାଯାଇଛି ଏହି ଗ୍ରାମର ଲୋକମାନେ ଭୋଟ ଦେଇନାହାନ୍ତି
Your assessment is not correct. BJP wants such persons who will be puppets in the hands of New Delhi based BJP leaders. Do you think ,Odisha BJP leaders have power to stand before their bosses.?
Bhai laguchhi tame bi bjp re mishijiba
😂
Give a Ministerial portfolio to Sree Laxman Bag.,Now he is the pride of Odisha., because he has defeated ex CM Honourable Nabin Pattanaik,what he has gain now ? So soon give him a Minister.post.
Tu chhodichi pua cm habu.sabu kala bala safa karibu
Laxman bag dadan master
100%right you have saying brother.
Thek Katha
Laxman bag dadana band karibara pratishruti deichhanti dadana band karantu
You are absolutely right Bhai ❤❤❤❤👍👍👍👍👍
କଂଗ୍ରେସ ସବୁବେଳେ ବିକ୍ରି ହେଉଛି।
Good
Verygood
Chanel
Laxman bag is a labour contractor you know nothing about him
Laxman bag is a labour contractor you know nothing about him
Tormar pudi vibio
You are unnecessarily doing bakbas
Orissa ra kichi lok pagal hele modi katha re that is the reason of bjd only loss
Aaji surjaya kau dige udaya hele shankar Bhai.
Lakhwana Bagh au there Naveen BABU nka sange election ladhi jitikari dekhantu
Jodi bholo kamo kole kahinki jitibeni ....
Ki kasta
Tama Gita ree Srikant Jena jiti galee tamaku Bhai dhanyawad kojila jhia Gia kahuthila balee balee re
Right
Kahiki. Yadu siadu gopo kichhi. Bujhi. Hua nahi,
ଠିକ କହିଲ
କୋଖୀ 🎉
Thanks tumar kahiba
Tume saran babu bjp ku chali gala ki
Shankar Bai mali Sai re thile balo rajkar hehi thanta🎉🎉
Bjd gunda lagithile se nathanta, election re jitithanta kemiti,,tu jou plan re bjp ku saport kari kahunu aame sabu janichu,, super hero jahaku kahunu taku aame bhalaki janichu,,je samiti sabhya jitunathila,se kemiti MLA hela tike bujh
Sankar madam👌👌👌
Malike bjd ku kichi sundar upodes daya kori debe ki MERABHARAT MAHAN JAY ODISHA...
Bhai BJP ku bujicho thank u
Bhai Sabuthi, khali seithi nuha
L bag Babu has 20 hiwatruk
Argus tv dekhi ki kahi dela aau😅
Bekara katha
100%Right
Pagala
ଭଲ କହୁଛ ଦାଦା
You are an unused person
Verygood
all are RSS worker !
Verygoodafvice
Congress ra hiro Ramesh jena
Maghia to face dekhile khai baku ichha habani😅😅😅😅
Excellent sir.amiti marga darshana karantu
Darabruddhi Katha, NTA frauds please bring to forefront.
Sarat hatao congress bachao