Namaskar sir.Apananka jibanara jatra katha suni jagannath nka prati ahuri bhala paiba and biswas badhijaichhi.Se prati muhurte ama sange achhanti boli anubhaba heuchhi.Apananku bahut bahut dhanyawad je apananka jogu Iswar prapti ra rasta re eka nua and ananya diga sambadhre janili.
Sir apananka dukha struggle life au Satya ku samna karibara sahas ku dekhi apanaka koti pranam karibaku icha heuchi...,,🙏🙏🙏...apanka video sabu dekhila pare Khali vagawan kemiti paiba ra rasta chada au kichi abhilasa nahi jemiti laguchi...
Miracle of Lord Jagannath further explained nicely. Further Character of Mangu Mian as gunia is also another interesting feature. Waiting eagerly for the next episode.
ଜୟ ଶ୍ରୀଜଗନ୍ନାଥ ବହତ ଚମକ୍ତାର
Jay jagannathswami 🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽
ସାର୍ ପ୍ରଣାମ ! ଏହି ବିଷୟ ଟି ସରିବା ପରେ ଦୟାକରି ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ବିଷୟରେ କୃପା କରି ନିଶ୍ଚିନ୍ତ କହିବେ ! ଏ କଥା ଶୁଣି ବହୁତ୍ କଷ୍ଟ ବିବ୍ରତ ଲାଗୁଛି ଆଜ୍ଞା ! ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଆଜ୍ଞା ପ୍ରଣାମ ଆପଣଙ୍କ ସତ୍ଯ ର ହୃଦୟକୁ କୋଟି କୋଟି ପ୍ରଣାମ ଓ ଏକମତ, ମୁଁବି ମିଛକୁ ସହ୍ଯ କରିପାରେନାହିଁ।
Bahuta bhala lagila😊😊😊
ସତ କଥା ଏପୋଲିସ ମାନେ ବହୁତ ଖରାପ
🙏⭕❗⭕🙏 ଜୟ ଗୁରୁଦେବ 🙏 ଜୟ ଶ୍ରୀ ରାମ 🙏 ଜୟ ଜଗନ୍ନାଥ 🙏 ଗୁରୁଦେବ ସବୁ ସେହି ଜଗନ୍ନାଥଙ୍କ ଇଛା ଲୀଳା ମୟ ଠାକୁର ଲୀଳା କରୁଛନ୍ତି ଆପଣଙ୍କ ସହିତ କାଲୁ ର ଅସୀମ କୃପା ଆପଣଙ୍କ ସାଥିରେ ଅଛି ଗୁରୁଦେବ ଆପଣଙ୍କ ଚରଣରେ ମୋର ଅନ୍ତତ କୋଟି ପ୍ରଣାମ ଜୟ ଗୁରୁଦେବ ଜୟ ଶ୍ରୀ ରାମ ଜୟ ଜଗନ୍ନାଥ 🙏⭕❗⭕🙏
ବହୁତ୍ ଭଲ ଲାଗିଲା sir🙏
ଖୁବ୍ ସୁନ୍ଦର ଏ ଏପିସୋଡ୍ । ଆଗାମୀ ଶେଷ ଅଧ୍ଯାୟର ଅପେକ୍ଷାରେ !
Guru ji nku Moro pranam 🙏
Jay Jagannath 🙏🙏🙏🙏🙏
Sir bahut val lagila jay jagnnath
ଆଜ୍ଞା ଜୟ ଜଗନ୍ନାଥ ଏବଂ ଭୁମିଷ୍ଟ ପ୍ରଣାମ, ଆପଣଙ୍କ ସମସ୍ତ ମିଛ ମହାତ୍ମା ଅଧ୍ୟାୟ ଅତ୍ୟନ୍ତ ହୃଦୟ ସ୍ପର୍ଶି, ସତେ ଯେମିତେ ମୁଁ ନିଜେ ଆପଣଙ୍କ ସହିତ କଣ ହଉଚି ଅନୁଭବ ହେଉଥିଲା। ହିମାଳୟ ର ଯୋଗୀଙ୍କ ବିଷୟ ରେ କେବଳ କଲ୍ୟାଣ ବାବା ଙ୍କ ବିଷୟ ରେ କହିଛନ୍ତି, ବାକି 4ଜଣ ଙ୍କ ବିଷୟ ରେ ଜାଣିବା କୁ ଚାହିଁ ରହିଛି। ତାଙ୍କ ବିଷୟ ରେ ଆଗ କହି ସାରନ୍ତୁ। ଜ୍ଞାନଗଞ୍ଜ ତଥା ସିଦ୍ଧାଶ୍ରାମ ବିଷୟ ରେ ଯଦି ଜାଣିଛନ୍ତି କହିବାକୁ ଅନୁରୋଧ।
ଆଗାମୀ ଦିନରେ କହିବି
ଜୟ ଜଗନ୍ନାଥ।। କୋଟିଏ ଲୋକ ବଳ ଗୋଟିଏ କାଳୁ ଓ ମଝିରେ ଆପଣଙ୍କ ଭାଷାରେ ଆମେ ଆପଣଙ୍କପରିବାର ଲୋକେ !!!!ଓଃ କି ଲୀଳା ସଂରଚନା କାଳୁ ର , ବୁଝି ପାରିଲା ବେଳକୁ ଜୀବନ ର ଶେଷ ପାହଚ ରେ ଏ ଅଧମ।।
ଭଲରେ ଥାଆନ୍ତୁ ,ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆମକୁ ଏହି ଭଳି କଥା ଶୁଣାନ୍ତୁ।
ଜୟ ଜଗନ୍ନାଥ
ଅତି ଉତ୍ସୁକତାର ସହିତ ପରବର୍ତୀ ଭାଗ ର ଅପେକ୍ଷାରେ, ପ୍ରଣାମ ସାର।
GOD BLESS YOU BIBHU SIR RECEIVE MY DEEP RESPECT WITH DEVINE LOVE 🙏
ଓହୋ .. ସୁପର୍। ଅତି ସୁନ୍ଦର ଭାବେ ବର୍ଣ୍ଣନା କଲେ ଆପଣ। ବହୁତ୍ ବଢିଆ। ହଁ, କାଳୁ ର ଛୁଙ୍କ ବିଷୟ ରେ ଜାଣିବା ପାଇଁ ମୁଁ ତ ପୁଲକିତ। ବାଃ ବାଃ କି ସୁନ୍ଦର୍ । ସାର୍ , ହଁ ଆଉ ଗୋଟେ କଥା ଆପଣ ଆଗାମୀ ଆଗାମୀ ଅଧ୍ୟାୟ ରେ ଚୈତନ୍ୟ ମହାପ୍ରଭୁ ଙ୍କ କଥା ଟି କୁ ବି କହିବାକୁ ମୋର ଶତ ଶତ ଅନୁରୋଧ ରଖୁଛି। ଜୟ ଜଗନ୍ନାଥ 🙏🙂💖
Jay Jagannath
ବହୁତ ସୁନ୍ଦର ଲାଗିଲା ଆଜ୍ଞା ଆପଣଙ୍କ କଥା ,ଆଶା କରୁଛୁ ଶୀଘ୍ର ଆଗାମୀ ଅଧ୍ୟାୟ କୁ ଅପେକ୍ଷା 🙏💐🙏
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଜୟ ଗୁରୁଜୀ 🙏🙏🙏
ଆପଣଙ୍କ ଦେହ ଶୀଘ୍ର ଭଲ ହେଇଯାଉ ଏହା ମହାପ୍ରଭୁଙ୍କ ପାଖରେ ମୋର ପାର୍ଥନା
ଏହି ମିଛ ମହାତ୍ମାର କଥାଵସ୍ତୁଟି ବହୁତ ଚମଜକପ୍ରଦ ଅଟେ କେବଳ ମହାପ୍ରଭୁଙ୍କ ପାଇଁ
Sir🙏🏻, ଜଗନ୍ନାଥଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ, ଭକ୍ତି ଓ ଭରସା ରହିଛି ଯେତେବଡ଼ ବିପଦରେ ପଡ଼ିଥିଲେ ବି ସମର୍ପଣ ଭାବଥିଲେ ସେ ସବୁ ବିପଦରୁ ଉଦ୍ଧାର କରନ୍ତି, ଆପଣ ତ ଭାଗ୍ୟବାନ ତାଙ୍କ କୃପା ସବୁସମୟରେ ପାଆନ୍ତି ତେଣୁ ଡର କାହାକୁ, ଜୟ ଜଗନ୍ନାଥ 👏👏👏
ସାର୍, ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ଏଭଳି ଏକ ଅଦ୍ଭୁତ ଅଭୁତପୂର୍ବ ବ୍ୟକ୍ତିତ୍ୱ ରେ ପରିଣତ କରିଛନ୍ତି ଯାହା ଆମପରି ସାଧାରଣ ଲୋକଙ୍କ କଲ୍ପନା ର ବାହାରେ..... ଆଉ ସେ କାହିଁକି ଆପଣଙ୍କୁ ଏମିତି କରିଛନ୍ତି ତାହା କେବଳ ତାଙ୍କୁ ହିଁ ଜଣା । ବଡଠାକୁରଙ୍କ ପାଖରେ ଆମର ଏତିକି ପ୍ରାର୍ଥନା ଯେ ଏହି ସତ୍ୟନିଷ୍ଠ ଲୋକଟିକୁ ଆଉ କଷ୍ଟ ଦିଅନ୍ତୁ ନାହିଁ ।
ଜୟ ଜୟ ଶ୍ରୀ 🚩ଜଗନ୍ନାଥ 🌿🌼❤️🙏🏽🛐
କରି କରାଉ ଥାଉ ତୁହି, ତୋ ବିନୁ ଅନ୍ୟ ଗତିନାହିଁ,❤❤❤❤❤ହେ ମହାପ୍ରଭୁ ଏ ସବୁ ଲୀଳା ତୋରି ପାଇଁ ରେ ବାୟା ଧନ 🚩🚩🚩🚩🚩🚩
ସାର ମିଛ ମହାତ୍ମାର ସତ କାହାଣୀ ର ବାକ୍ୟ ଗୁଡିକ ସବୁ କାଳୁ ଲିଭେଇ ଦେଲେ l କରି କରାଉ ଥାଏ ସେହି ତା ବିନୁ ଅନ୍ୟ ଗତି ନାହିଁ ଜୟ ଶ୍ରୀ ଜଗନ୍ନାଥ 🙏🌹🙏
Namaskar sir.Apananka jibanara jatra katha suni jagannath nka prati ahuri bhala paiba and biswas badhijaichhi.Se prati muhurte ama sange achhanti boli anubhaba heuchhi.Apananku bahut bahut dhanyawad je apananka jogu Iswar prapti ra rasta re eka nua and ananya diga sambadhre janili.
Sir namaskar. Episode ta bahut vala lagila. ❤❤❤❤
ସତ୍ ରେ ଥିବାରୁ/ମହାପ୍ରଭୁଙ୍କ ଭକ୍ତ ଥିବାରୁ, ଆପଣଙ୍କ ପାଖରେ ସାରା ପୋଲିସ ବିଭାଗ ହାର ମାନିଲା।
ବହୁତ ଭଲ ଲାଗିଲା .. ଆଜ୍ଞା 🙏ମଣିମା ମହାବାହୁ (ଆପଣ ଙ୍କ କାଳୁ) ସଦା ଆପଣ ଙ୍କ ପାଖେ ପାଖେ ଅଛନ୍ତି ଓ ରହି ଭଲଲେ ରଖିଥିବେ ..
Jay shree radhey krishna
Jay shree Jagannath
Very nice, jai jagannatha
ଗୁରୁ ଦେବ ଆମେ ଛୁଂକ ଅପେକ୍ଷା ରେ ରହିଲୁ
ଆପଣ ସୁସ୍ଥ ରେ ରୁହନ୍ତୁ ମୋ ଜଗା ଭାଇ ପାଖରେ ମୋର ନେହୁରା
ଜୟ ଜଗନ୍ନାଥ 🙏🙏🙏
❤❤❤❤❤❤❤❤❤❤❤
Jay Kalu
Sir 🙏🙏🙏 କାଳିଆ ଠାକୁର ଙ୍କ ଅପୂର୍ବ ଲୀଳା ଆଉ ଆପଣଙ୍କ ଭାବ ଶୁଣି ଆତ୍ମବିଭୋର ହୋଇଛି
Beautiful Sir. Jay Jagannatha 🙏🙏Bengaluru
ଜୟ ଜୟ କାଳୁ ମହାଶୟ 🙏🏽🌼🛐
ଆଜ୍ଞା, ଭଲକୁ ଭଲ କୁହନ୍ତି, ଖରାପକୁ ଖରାପ କୁହନ୍ତି,
ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ
ଆପଣଙ୍କୁ ଜାଣିବାକୁ ହେଲେ ତାର ଜ୍ଞାନଗାରିମା ଥିବା ଦରକାର, ଖରାପ ପ୍ରଭାବର ଲୋକ ଯିଏ, ସିଏ ନିଜେ ଠିକ ନା, ଆଉ କାହାକୁ ଠିକ ବୋଲି କୁହନ୍ତି,!
ସାର୍,ଜୟ ଜଗନ୍ନାଥ. ଈଶ୍ବର ସର୍ବଦା ଆପଣଙ୍କୁ ରକ୍ଷା କରନ୍ତୁ .
JAHAKU RAKHIBE ANANTA,KI KARIPARIBA BALABANTA.JAYAJAGANNATHA.
ଆପଣ ଙ୍କୁ ପାଇ ଆମେ ଜଗନ୍ନାଥ ଙ୍କୁ ଅତି ପାଖରୁ ବୁଝିପାରୁଚୁ 🙏🙏🙏
ବହୁତ୍ ଭଲ ଲାଗିଲା ସାର୍, ପରବର୍ତ୍ତୀ ଅଧ୍ୟାୟ ଅପେକ୍ଷାରେ ରହିଲି.....
Sir apananka dukha struggle life au Satya ku samna karibara sahas ku dekhi apanaka koti pranam karibaku icha heuchi...,,🙏🙏🙏...apanka video sabu dekhila pare Khali vagawan kemiti paiba ra rasta chada au kichi abhilasa nahi jemiti laguchi...
ଆପଣ ସତରେ blessed
କାଳିଆ ର ଅଶେଷ ଦୟା ।
ଅପେକ୍ଷା ରେ ରହିଲି next episode ପାଇଁ । 🙏🏻🙏🏻
JAI SRI JAGANNATH SIR EXCELLENT 🙏
Apanka katha suni akiru luha jharipadila. Jibanare bahuta dukha paiele.Bhalare thantu.eimiti kalu katha bantuthantu.🙏🙏🙏❤️❤️❤️
Pranam Sir. Dhanyavaad. No word for michha mahatma all episode
Very impressive. Jay Jay jagannath.
ଧନ୍ୟବାଦ
ଜୟ ଜଗନ୍ନାଥ❤❤ଠିକ୍ କଥା କହିଲେ ବା ସତ୍ଯ ରେ ଚାଲିଲେ ବହୁତ କଷ୍ଟ ରେ ଦିନ କାଟିବା କୁ ପଡେ
Sir..... ଆପଣଙ୍କୁ କୋଟି କୋଟି ପ୍ରଣାମ। ଜୟ ଜଗନ୍ନାଥ 🙏
I became a fan of yours Sir ❤❤❤
Jay Jagannth sir❤
ଗୁରୁଦେବ ପ୍ରଣାମ ଜୟ୍ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ 👏👏👏👏👏👏
Sir asanta episode apeksha re 🙏
ଜୟ ଜଗନ୍ନାଥ ସ୍ଵାମୀ🙏🙏🙏
ପ୍ରଭୁ ଆପଣଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ
🙏🏼🙏🏻jay jagannath
U the grate. India may be independent or not why more than 1000 people lost life. U are one among them
Dhanbad prabhu tuma.lila
Jay jaganath pranam sir jaganath apananku bahut bhalare rakhithantu Jay jaganath
Sir koti pranam
🙏🙏ଜୟ ଜଗନ୍ନାଥ, ଆଗାମୀ ଅଧ୍ୟାୟ ଅପେକ୍ଷା ରେ
Pranam Guruji
Jay Jagannath
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ
ଗୁରୁଦେବ ପ୍ରଣାମ🙏ଅତି ସୁନ୍ଦର ଓ ଅବିଶ୍ୱନୀୟ ଜଗା ର ଲୀଳା ଏହାର next episode କୁ ଅପେକ୍ଷା କିନ୍ତୁ ବାବା ଆଉ ଗୋଟିଏ ଅନୁରୋଧ ଚୈତନ୍ୟ ମହାପ୍ରଭୁ ଙ୍କ ମୃତ୍ୟୁ ରହସ୍ୟ ବିଷୟରେ ଟିକେ କହିବେ ରହିଲି ପ୍ରଣାମ🙏
Sir pranam 🙏 hrudaya ru apana nku asesha asesha dhanyabad ❤
ଗୁରୁଜୀ ପ୍ରଣାମ, ଅତିସୁନ୍ଦର ଓ ଚମତ୍କାର
Jay Jagannath Swami nayan patha gami bhaba tume pravu 🙏🙏🙏
ସାର୍ ଆପଣଙ୍କ ଚରଣ ସ୍ପର୍ଶ 🙏🙏
ଜୟ ଜଗନ୍ନାଥ sir.... ମହାପ୍ରଭୁ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ
ସତ୍ୟ ଓ ଧର୍ମ ର ଜୟ ହୁଏ ବୋଲି ଆପଣ ଙ୍କ case ରୁ ଜାଣିଲୁ. ଜଗନ୍ନାଥ ଆପଣ ଙ୍କୁ ଭଲ ରେ ରଖନ୍ତୁ
ଆପଣଂକ କହିବା ଶୈଳୀ ଅତି ସୁନ୍ଦର ଦରଦ ଭରା ।
ତେଣୁ ସିନେମା ଦେଖିଲା ପରି ଲାଗୁଛି ।
ଜୟ ଜଗନ୍ନାଥ ।
Jaya jagannath ❤
⚫❗⚫
❤
Satare apana mahan...ame madhya apana nka saha jodi hei .ame madhya proud feel karuchu...sateki jagannath amaku apanka saha jodi deichnati ❤
Pranam Sir
Really you are great Sir 🙏. ଆପଣଙ୍କ storey ବହୁତ ରୋମାଞ୍ଚକର କିନ୍ତୁ ଆପଣଙ୍କ ସଂଘର୍ଷ ବହୁତ କଷ୍ଟକର, ମାନସିକ ଯନ୍ତ୍ରଣା ଗ୍ରସ୍ତ। ଆପଣଙ୍କ ଧୈର୍ଯ୍ୟ କୁ salute। ଆପଣଙ୍କ storey ଶୁଣି ଆମ ମାନଙ୍କର ଘୃଣା ଭାବ ବଢ଼ି ଯାଉଛି police deptt ଓ crime ବ୍ରାଞ୍ଚ ପ୍ରତି। Jagannath ଆପଣଙ୍କ ସହାୟକ ହୁଅନ୍ତୁ ଓ ଆପଣ ଦୀର୍ଘଯିବି, ସୁସ୍ଥ ରୁହନ୍ତୁ ଏହାହିଁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା 🙏
Jay Jagannath, Jay Gurudeba,Pranam
Sir, namaskar. Every episode preches a good lession in our life. But this episode is quite heart touching.
ଜୟ ଜଗନ୍ନାଥ 🙏🙏🙏
ଆଜ୍ଞା ଆପଣଙ୍କ କଥା ଶୁଣି ବହୁତ କଷ୍ଟ ଲାଗୁଛି 🙏🙏🙏🙏
Jaya Jagannath, Jaya Jagannath, Jaya Jagannath.
Guru ji apanaku koti pranam ❤ Jay shree jagannath ❤❤❤
ସାର୍ ପ୍ରଣାମ 🙏 ଜଗନ୍ନାଥ ଭରସା
You r great 🙏
🙏ସତରେ ଏ ମିଛ ଦୁନିଆରେ ଗୋଟିଏ ସତ, କାଳୁ ଓରଫ ଜଗନ୍ନାଥ
ଆଗାମୀ ଅଧ୍ୟାୟ ଅପେକ୍ଷା ରେ ରହିଲୁ। ଜୟ ଜଗନ୍ନାଥ ସ୍ବାମୀ 🙏
ଜୟ ଜଗନ୍ନାଥ ଆପଣ ଜଣେ ପରମ ଭକ୍ତ କଲୁର 🙏🏻🙏🏻🙏🏻🙏🏻🙏🏻🙏🏻🌹
Sir pranam 🙏
Jay jaganath Swami tuma Charan tale koti koti pranam mahaprabhu
Jai Jagannath ❤️ ❤️ 🙏🙏🪷
ଜୟ ଶ୍ରୀ ଜଗନ୍ନାଥ 🙏
ଜୟ ଜଗତନାଥ
ଜୟ ଗୁରୁ ଜୟ ଜଗନ୍ନାଥ ବଢିଆ ଉପସ୍ଥାପନା ଧନ୍ୟବାଦ
Jay jagannath Swami
Jay jagannath
Sir, you are grate.
Jai Jagannath prabhu
🙏🏻🙏🏻🙏🏻🙏🏻🙏🏻
Very nice .Thank you sir.
Miracle of Lord Jagannath further explained nicely. Further Character of Mangu Mian as gunia is also another interesting feature. Waiting eagerly for the next episode.
Sir 🙏, waited for the last two episode with full anxiety
❤❤❤ଜୟ ଜଗନ୍ନାଥ ❤❤❤🙏🙏🙏
Prabhu Bada lok..Jai Jagannath..Bhakta ra Bhagban..🙏
ଜୟ ଜଗନ୍ନାଥ ଆପଣ ଭଲରେ ଥାଆନ୍ତୁ
ବହୁତ୍ ଭଲ ଲାଗିଲା ୟେ episode, ମହାପ୍ରଭୁ ଆପଣଙ୍କୁ ଭଲରେ ରଖିଥାନ୍ତୁ ସାର୍... ଜୟ ଜଗନ୍ନାଥ ❤️❤️🙏
Episode ti bahut hrudaya ku chhuinla🙏