ପୁରୁଷ କମିଶନର ପ୍ରବକ୍ତାଙ୍କୁ ମହିଳା ସାମ୍ବାଦିକଙ୍କ ପ୍ରଶ୍ନ || News Room ||

Поделиться
HTML-код
  • Опубликовано: 11 сен 2024
  • ପୁରୁଷ କମିଶନର ପ୍ରବକ୍ତାଙ୍କୁ ମହିଳା ସାମ୍ବାଦିକଙ୍କ ପ୍ରଶ୍ନ || News Room || #odisha #newsroom #manoranjanmishra #bhubaneswar

Комментарии • 2,9 тыс.

  • @ashokgardia3953
    @ashokgardia3953 4 месяца назад +136

    ଅତି ସୁନ୍ଦର ଉଦାହରଣ ଦେଇଛନ୍ତି ପୁରୁଷ ଙ୍କ ସପକ୍ଷରେ ସାରଙ୍କୁ ପ୍ରଣାମ ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ ଜୟ ଜଗନ୍ନାଥ

  • @satyanarayanprasadnayak4505
    @satyanarayanprasadnayak4505 4 месяца назад +280

    ଆକାଶ ଭଳିଆ ବିଶାଳ ହୃଦୟ
    ନାମ ତୁମ ବ୍ୟମୋକେଶ
    ନିର୍ଯ୍ୟାତିତ ସେଇ ପୁରୁଷଙ୍କ ପାଇଁ
    ଏଇ ତୁମ ଯୋଗୀ ବେଶ

  • @rajendraacharya4331
    @rajendraacharya4331 4 месяца назад +123

    ସମାଜରେ ବହୁତୁ ଭଲ ନାରୀ ଅଛନ୍ତି... କିନ୍ତୁ କିଛି ପିସାଚୀ ନାରୀ ଅଛନ୍ତି ପୁରୁଷ କୁ ଚକଟିକି ଚାଲୁ ଛନ୍ତି. Advocate ବ୍ୟୋମକେଶ ତ୍ରିପାଠୀ ଠିକ କଥା କହୁ ଛନ୍ତି. ଈଶ୍ୱର ମଙ୍ଗଳ କରନ୍ତୁ ଆଜ୍ଞା 🙏

  • @user-he5bb2mk4j
    @user-he5bb2mk4j 4 месяца назад +76

    ବ୍ୟୋମକେଶ ତ୍ରିପାଠୀ ଭାଇ,,, ତମର କଥା ଶୁଣି ଏ ଦୁଇଜଣ ହଡବଡେଇ ଯାଉଛନ୍ତି

  • @sanjitsanu710
    @sanjitsanu710 3 месяца назад +65

    ଠାକୁର ଙ୍କୁ ଡାକୁଛି ଆପଣ ବିପୁଳ ସଂଖ୍ୟାରେ ଜୟଯୁକ୍ତ ହୁଅନ୍ତୁ🎉🎉🎉🎉

  • @user-pv9jt7iq8s
    @user-pv9jt7iq8s 4 месяца назад +164

    କ୍ୟମେଶ ବାବୁ ପାଇଁ ❤ all odisha pubilc ଏଠି like କର

  • @niharranjannayak7534
    @niharranjannayak7534 4 месяца назад +663

    ମହାପ୍ରଭୁ ବ୍ୟୋମକେଶ ସାର ଙ୍କୁ ସୁସ୍ଥ ନୀରୋଗି ଦୀର୍ଘାୟୁ ରଖନ୍ତୁ

    • @sunakarsamantaray9737
      @sunakarsamantaray9737 4 месяца назад +13

      ଆଲୋଚନା ଭଲ ଲାଗିଲା ।

    • @SoberBabuni
      @SoberBabuni 4 месяца назад +18

      ନିଶ୍ଚିତ, ଇଶ୍ଵର ଙ୍କ ନିକଟରେ ପ୍ରାର୍ଥନା 🙏 ବ୍ୟୋମକେଶ ବାବୁ ଦୀର୍ଘାୟୁ ହୁଅନ୍ତୁ

    • @pankajroutaray3063
      @pankajroutaray3063 4 месяца назад +3

      Se ghara bhanga hariba Prabhu jaganatha etiki daya kara

    • @eminence000
      @eminence000 4 месяца назад

      Tu sala midia daki bada bada katha kahuchhu hele nirjatita lokanku kichhi sahajya karunu

    • @bibhutimuduli2318
      @bibhutimuduli2318 4 месяца назад

      ​@@pankajroutaray3063Tama ghara vangithila bodhe

  • @rkentertainment3226
    @rkentertainment3226 4 месяца назад +73

    ଝାଳ ବୁହାଇ ଦେବେ ବ୍ୟୋମକେଶ sir ତୁମ ଭଳିଆ ଉପସ୍ଥାପିକା ଦୁଇ ଜଣ ଙ୍କ।

    • @prakashchamar4543
      @prakashchamar4543 4 месяца назад

      ମନୋରଞ ମିଶ୍ର ହୋଇଥିଲେ କିଛି

  • @MuVlogs_09
    @MuVlogs_09 3 месяца назад +20

    ପ୍ରକୃତରେ ଶିକ୍ଷିତ ମହିଳା ଓ ପୁରୁଷ ମାନେ ଏସବୁ ବୁଝିପାରିବେ

  • @hemantabahera8047
    @hemantabahera8047 3 месяца назад +58

    ମହିଳା କମିଶନର ଅଛି ମାନେ ପୁରୁଷ କମିଶନର ନିହାତି ଆବଶ୍ୟକ

  • @rajendrakumarmeher5849
    @rajendrakumarmeher5849 4 месяца назад +102

    ବ୍ୟୋମକେଶ ଆଜ୍ଞା ଆପଣଙ୍କ ମତାମତ ଗୋଟେ ସମାଜ ପାଈଁ ଚିରକାଳ ଗ୍ରହନିୟ,, ଏହା ପରିବର୍ତନ ହେବ,, ଧନ୍ୟବାଦ,, ଆପଣ ସଫଳ ହୁଅନ୍ତୁ

  • @user-cw9gp5ty9f
    @user-cw9gp5ty9f 4 месяца назад +97

    ପ୍ରତ୍ଯେକ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ । ଭଗବାନ ବ୍ଯୋମକେଶ ବାବୁଙ୍କୁ ଆହୁରି ଧୈର୍ଯ୍ଯ, ଶକ୍ତି ଓ ବୁଦ୍ଧି ଦେଇ ତାଙ୍କ ଲକ୍ଷ ପୂରଣ ରେ ସହାୟ ହେବାପାଇଁ ପ୍ରାର୍ଥନା କରୁଛି । ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ... ... ...

  • @KailashJena-fd5qq
    @KailashJena-fd5qq 4 месяца назад +52

    ନିଶ୍ଚିତ ପୁରୁଷ ଅବହେଳିତ

  • @DolagovindaPattnayak-rs4ur
    @DolagovindaPattnayak-rs4ur 3 месяца назад +12

    ବ୍ୟୋମକେଶ ସାର ପୁରୁଷ ପାଇଁ ଲଢୁଛନ୍ତି. ସେ ପ୍ରକୃତ ରେ ମହାନ ପୁରୁଷ. ଧନ୍ୟବାଦ ସାର

  • @user-xi7jj8ci4q
    @user-xi7jj8ci4q 4 месяца назад +33

    ସତରେ ବ୍ୟୋମକେଶ ଭାଇ ଭଗବାନ ଆପଣ ଙ୍କ ର ମଙ୍ଗଳ କରନ୍ତୁ,🙏🙏🙏🙏

  • @RamiorajRaj
    @RamiorajRaj 4 месяца назад +431

    ଓଡିଶା ର ରିଅଲ ହିରୋ ବ୍ୟମକେଶ ସାର

  • @educationchannel481
    @educationchannel481 4 месяца назад +96

    ବ୍ୟମକେଶ ବାବୁ ଭଲ କଥା କହୁଛନ୍ତି। ପୁରୁଷ କମିଶନ ଦରକାର ।

  • @Balaramdas7400
    @Balaramdas7400 4 месяца назад +81

    ଓଡ଼ିଶା ର ଏକ ନମ୍ବର ଓକିଲ । ବ୍ୟୋମକେଶ ବାବୁ । ଜଗନ୍ନାଥ ତାଙ୍କୁ ବହୁତ୍ ଖୁସି ରେ ରଖନ୍ତୁ।

  • @SukantaKumar-ei4sj
    @SukantaKumar-ei4sj 3 месяца назад +14

    ସାର୍ ବହୁତ ସୁନ୍ଦର କଥା ଆଉ ବହୁତସୁନ୍ଦର ଚିନ୍ତା ଧାରା ପୁରୁଷ ମାନଙ୍କ ପ୍ରତି

  • @reenadalei6954
    @reenadalei6954 4 месяца назад +16

    ଆଜି କାଲି ସବୁ ପୁରୁଷ ଓ ନାରୀ ଙ୍କ ପାଖରେ ସଂସ୍କାର ନାହିଁ । ନିଜ ସଂସ୍କାର ଅଭାବ ରୁ ନିଜେ ଆଉ ଚାରି ପାଖରେ ରହୁଥିବା ଲୋକ ବି ଟୋର୍ଚର ହେଉଛନ୍ତି । ଆଜି ର ଏ କଳୁଷିତ ସମାଜ ପାଇଁ both ନାରୀ ଓ ପୁରୁଷ ଦାୟୀ ।ଆଉ କିଛି ନୁହେଁ ସ୍ମାର୍ଟ ହୁଅନ୍ତୁ but ଶୃଙ୍ଖଳିତ ଆଉ ସଂସ୍କାରିତ ହୁଅନ୍ତୁ। God bless

    • @Sunildas-zm6zh
      @Sunildas-zm6zh 4 месяца назад

      99%ପୁଅ ମାନେ ହଇରାଣ ହଉଛନ୍ତି ମେଡ଼ାମ

  • @kuanrtudu9960
    @kuanrtudu9960 4 месяца назад +303

    ବହୁତ୍ ବହୁତ୍ ଧନ୍ୟବାଦ୍ ବ୍ୟୋମକେଶ ବାବୁ ।

  • @sukantsahoo5680
    @sukantsahoo5680 4 месяца назад +66

    ସାର୍ ଆପଣ ଙ୍କୁ କୋଟି କୋଟି ପ୍ରଣାମ 🙏 Jay hind 🇮🇳🇮🇳

  • @ommsolarenterprise6977
    @ommsolarenterprise6977 4 месяца назад +70

    ଆପଣଙ୍କର ଚିନ୍ତା ଆଉ ଚେତନା ଆଇନଗତ ହେଲେ ବି ଏହା ସୃଷ୍ଟିର ଏକ ପରିପନ୍ଥୀ ଯାହାର ମୂଲ୍ଯାୟନ କେବଳ ଆପଣଙ୍କ ଭଳି ବିରଳ ବ୍ଯକ୍ତିତ୍ବ ହିଁ କରି ପାରିବେ..!!
    ଅଶେଷ ଧନ୍ଯବାଦ ଏବଂ ଶୁଭେଚ୍ଛା ତ୍ରିପାଠୀ ବାବୁ 🙏।

  • @rameshchandranayak8974
    @rameshchandranayak8974 3 месяца назад +6

    ବ୍ୟୋମକେଶ ବାବୁ , ଆପଣଙ୍କୁ ସ୍ବୟଂ ଜଗନ୍ନାଥ ସହାୟ ହୁଅନ୍ତୁ। ଆପଣଙ୍କ ସାହସିକତା ପାଇଁ ମୁଁ ଗର୍ବିତ। ପ୍ରୟାସ ଜାରି ରହୁ। ନମସ୍କାର।

  • @arunnayak1879
    @arunnayak1879 4 месяца назад +9

    ପୁରୁଷ ଆଜି ନିର୍ଯାତିତ। ନାରୀ ମାନଙ୍କ ମୁଁହ ବହୁତ ବଢି ଯାଇଛି। ଉତ୍ପାତର ଚରମ ସୀମାରେ। ଏଥିପାଇଁ ସମାଜରେ ସେ ଉଦ୍ଧତ ନାରୀକୁ ସମର୍ଥନ କରୁଥିବା ମେଣ୍ଢା ଧରମ ଭାଇ ଓ ମେଣ୍ଢି ଧରମ ଭଉଣୀ ସମ୍ପୂର୍ଣ୍ଣ ଦାୟୀ। ସମାଜରେ ଅନ୍ଯାୟକୁ ସମର୍ଥନ କରୁଥିବା ଓ ପକ୍ଷପାତ କୁ ସମର୍ଥନ କରୁଥିବା ଲୋକ ପାଇଁ ସମାଜ ବିଶୃଙ୍ଖଳିତ।

  • @pramodparichha5071
    @pramodparichha5071 4 месяца назад +71

    ଓକିଲି Babu you are Hero, right 👍 କହୁଛନ୍ତି

  • @user-fy7wf3hq3o
    @user-fy7wf3hq3o 4 месяца назад +163

    ସାର ପୁରୁଷ କମିଶନର ରହିବା ଦରକାର

  • @laxmidharhasda6209
    @laxmidharhasda6209 4 месяца назад +58

    ବ୍ୟୋମକେଶ ତ୍ରିପାଠୀ ଜିନ୍ଦାବାଦ ମାଡ଼ିଚାଲ ଆମେ ଅଛୁ

  • @adirajbir1095
    @adirajbir1095 2 месяца назад +3

    ପ୍ରଥମ ଭୁଲ୍ ଏବାପା ମା ମାନଙ୍କ ର କାହିଁକି ନା ପ୍ରଥମ ରୁ ଏମାନ ଙ୍କୁ ଆକଟ କରୁ ନାହାଁନ୍ତି ତେଣୁ ଏପରି ଅବ୍ୟବସ୍ଥ ହେଉଛି

  • @UpendraKumarBehera
    @UpendraKumarBehera 3 дня назад

    ସାର ଆପଣଙ୍କୁ ସତ କୋଟି ପ୍ରଣାମ❤❤ବହୁତ ସୁନ୍ଦର ଉଦାହରଣ ଦେଇଛନ୍ତି ଆଉ ଉଚିତ ଜବାବ ବି ଦେଇଛନ୍ତି❤❤

  • @ODIAMBJSHORT003
    @ODIAMBJSHORT003 4 месяца назад +44

    Best ମଣିଷ ବ୍ୟୋମକେଶ ତ୍ରିପାଠୀ...God Bless You sir

  • @sdprasad3071
    @sdprasad3071 4 месяца назад +332

    ଉପସ୍ଥାପିକା ମହାଶୟା , ଆପଣଙ୍କୁ ବହୁତ ପୂର୍ବ ପ୍ରସ୍ତୁତି ରୂପକ ସାଧନା କରିବାର ଥିଲା ଏପରି ସିଂହ ପୁରୁଷର ସାକ୍ଷାତକାର ନେବା ପାଇଁ 😊

  • @prasantmohanty4880
    @prasantmohanty4880 4 месяца назад +39

    କଣ କହିଲ ମ ଭାଇ 👍👌❤️ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏

  • @rashmitanayak8607
    @rashmitanayak8607 Месяц назад

    ଓଡ଼ିଶା ପାଇଁ ପ୍ରଥମ ମଣିଷ ବ୍ୟମକେଶ୍ ସାର୍ ଯିଏ କି ପୁରୁଷମାନଙ୍କ ପାଇଁଁ ଲଢେଇ କରିବାକୁ ପାଦ ବଢାଇଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍ ଏ ଦୁଇଟା କୁ ପାଣି ପିଆଇଦେଲେ

  • @user-og9wu4gr9p
    @user-og9wu4gr9p 3 месяца назад +4

    ଡିଭେର୍ସ କେସ ବହୁତ ଚାଲିବାର କାରଣ ପାଇଁ ସରକାର ହିଁ ସମ୍ପୂର୍ଣ୍ଣ ଦାୟୀ

  • @supritsubhramanyam
    @supritsubhramanyam 4 месяца назад +40

    ଉପସ୍ଥାପିକାଙ୍କ କଥାରୁ ସ୍ପଷ୍ଟ ରୂପେ ଅନୁମେୟ ହୋମୱର୍କ କରି ଆସି ନାହାଁନ୍ତି ପ୍ରଶ୍ନ ପଚାରିବା ପାଇଁ... ବ୍ୟୋମକେଶ ସାର୍ ଆପଣ ପୁରା ଜାଳି ଦେଲେ 🎉👏🏻👏🏻🙌🏻 ଆପଣଙ୍କୁ ବହୁତ୍ ସାରା ସମ୍ମାନ ଓ ଭଲ ପାଇବା।

  • @akshayakumarnayak8275
    @akshayakumarnayak8275 4 месяца назад +85

    RIGHT BYOMKESH BABU.

  • @nabakishoresubudhi2647
    @nabakishoresubudhi2647 4 месяца назад +27

    ଦିନେନା ଦିନେ ସଫଳତାର ଶିଖର ଛୁଇଁବେ ଵ୍ୟାମୋକେଶ ବାବୁ..... ବହୁତ ଭଲ ଲାଗିଲା ଆଲୋଚନାଟି...... ବିଜୟ ଲାଭକରନ୍ତୁ.... ଜୟ ଜଗନ୍ନାଥ

  • @SanjayaSahoo-dm3vk
    @SanjayaSahoo-dm3vk 4 месяца назад +11

    ସାର ଆପଣ ଆଗେଇ ଚାଲ। ଆମେ ଆପଣଙ୍କ ସାଥ ଅଛୁ

  • @untalentedhappy
    @untalentedhappy 11 дней назад

    ବ୍ୟୋମକେଶ ବାବୁଙ୍କ ପାଇଁ ଗୋଟେ like ହେଇଯାଉ ❤❤🎉🎉🎉

  • @harharmahadev1533
    @harharmahadev1533 4 месяца назад +46

    ଆରେ ଭାଇ ବ୍ୟୋମକେଶ ଭାଇଙ୍କୁ ପାରିବନି, ପୁରୁଷ କମିଶନ ଦରକାର

  • @danardhanmunda4172
    @danardhanmunda4172 4 месяца назад +29

    ଓଡ଼ିଶାର No - 1 ହିରୋ ଵୋମକେଶ ସାର୍ ❤❤

  • @narottamswain9892
    @narottamswain9892 4 месяца назад +29

    Bomyakesh sir ହୃଦୟ ରୁ ଧନ୍ୟବାଦ୍ ଜଣାଉଛି

  • @soumyaranjan0
    @soumyaranjan0 3 месяца назад +1

    ଗୋଟିଏ ଶବ୍ଦ ମାନବିକତା, ପୁରୁଷ ହଉ ବା ନାରୀ ହଉ।

  • @ikhdhamaka3997
    @ikhdhamaka3997 3 месяца назад +3

    ମୁଁ ଭଗବାନଙ୍କୁ ପାର୍ଥନ କରୁଛି ଯେ ଆପଣ ବିପୁଳବ ସଂଖିୟା ରେ ଜୟ ଯୁକ୍ତ କରନ୍ତୁ🙏🙏🙏🙏🙏🙏🙏

  • @pramodsamal9093
    @pramodsamal9093 4 месяца назад +26

    ଭାଇ ତୁମର ଏତେ ସଚୋଟ ସାହସ କଥା ବାର୍ତ୍ତା ସତରେ ଖୁବ ଉଛ କୋଟିର. ଆମେ ଆପଣଙ୍କ ସହିତ ଅଛୁ. ଜୟ ଜଗନ୍ନାଥ 🙏

  • @pabhi1825
    @pabhi1825 4 месяца назад +85

    ଓକିଲ ବାବୁ ପାଇଁ 100%support ❤❤❤

  • @gajendranayak428
    @gajendranayak428 4 месяца назад +40

    ସାର୍ ଆପଣ ଜିତି ବିଧାନସଭା ଆସିବା ନିହାତି ଦରକାର ........ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆପଣ ବହୁତ ଆଗକୁ ଯାଆନ୍ତୁ 🙏🙏🙏

  • @bijayajena1666
    @bijayajena1666 4 месяца назад +4

    ବହୁତ ବହୁତ ଧନ୍ୟବାଦ ଆପଣ ଙ୍କୁ 🙏🏽

  • @KunjaNaik-jb4oc
    @KunjaNaik-jb4oc 3 месяца назад +1

    ଧନ୍ୟବାଦ କମିଶନର ସାହେବgoodmarnig🙏

  • @user-ji2qi1gh9c
    @user-ji2qi1gh9c 4 месяца назад +23

    ଅତି ସୁନ୍ଦର ସାର ଅପଣଂକର ଯୁକ୍ତି...

  • @tusharpradhan6530
    @tusharpradhan6530 4 месяца назад +22

    ଧନ୍ୟବାଦ୍ ସାର୍, ଓଡ଼ିଶାରେ ସତ କହିଲେ ସଜା, ସୁପର ଭାଇ

  • @viralboy3742
    @viralboy3742 4 месяца назад +38

    ପ୍ରଶ୍ନବାଣରେ ବ୍ୟୋମକେଶ ରିପୋର୍ଟର ହେଲେ ଟିଉସନ 😂😂😂😂 କି ଟିଉସନ କଲ ବ୍ୟୋମକେଶ ଭାଇ ମାନିବାକୁ ପଡ଼ିବ

  • @LokanathBehera-ip3ll
    @LokanathBehera-ip3ll 3 месяца назад +1

    ଆପଣଙ୍କ ଯୁକ୍ତିକୁ ସାଲୁଟ ମାରୁଛି ଏବଂ। ଆପଣଙ୍କୁ। ମଧ୍ୟ ମୋର। କୋଟି। ପ୍ରଣାମ ଆପଣ। ଆହୁରି। ଆଗକୁ ଯାଆନ୍ତୁ। ପ୍ରଭୁ। ଜଗନ୍ନାଥ। ବଳ। ସାହାସ। ଦିଅନ୍ତୁ। ପଥ ପରିଷ୍କାର। କରନ୍ତୁ

  • @manojdash3938
    @manojdash3938 3 месяца назад +3

    ବ୍ୟୋମକେଶ ବାବୁଙ୍କ ସମସ୍ତ ବିତର୍କ କୁ ମୁଁ ସମର୍ଥନ କରୁଛି ।

  • @rajendraacharya4331
    @rajendraacharya4331 4 месяца назад +76

    ବ୍ୟୋମେକେଶ ତ୍ରିପାଠୀ ହେଉଛନ୍ତି very good person & very good personality.

  • @trilochanmohanty-rc2rl
    @trilochanmohanty-rc2rl 4 месяца назад +19

    ବ୍ଯୋମକେଶ ବାବୁ ଆପଣଙ୍କ ରnews roomଭିଡିଓଟି ଦେଖିଲି ।ଆପଣଙ୍କ ଯୁକ୍ତିଯୁକ୍ତ ବାର୍ତାଗୁଡିକ ଏତେ ସୁନ୍ଦର ଥିଲା ଯେ ହୃଦଯ,କୁ ଛୁଇଁଲା ଭଳି । ମୋର ଆପଣଙ୍କୁ ଅନୁରୋଧ ଭବିଷ୍ୟତ ରେଆପଣ କୌଣସିମତେ ନିଜ ମତାମତ ରୁ ଯେପରି ନ ବଦଳାଇ ଦିଅନ୍ତି । ଆପଣଙ୍କ ଚଲାପଥ କୁସୁମିତ ହେଉ ।

  • @imjyotipanda5262
    @imjyotipanda5262 4 месяца назад +62

    ବ୍ୟୋମକେଶ ତ୍ରିପାଠୀ sir is the best advocate in all over Odisha ❤️

  • @prasannabiswal3221
    @prasannabiswal3221 3 месяца назад +4

    ଏମିତି ଝିଅ ମାନେ ଆଇନ କୁ ବେସି ମିସ ଇଉଟିଲାଇଜ କରନ୍ତି

  • @arjunbiswal8838
    @arjunbiswal8838 3 месяца назад +2

    ବହୁତ୍ ସୁନ୍ଦର୍ ନ୍ୟାୟ କଥା କହୁଛନ୍ତି ବ୍ୟୋମୋକେଶ ଭାଇ 🙏

  • @rabindrarath9474
    @rabindrarath9474 4 месяца назад +74

    ବହୁତ ବହୁତ ଧନ୍ୟବାଦ ସାର

  • @laxmidharpattayat9882
    @laxmidharpattayat9882 4 месяца назад +43

    ବ୍ୟୋମକେଶ - ତର୍କ ର ମଣିଷ,
    ପରିସ୍ଥିତି ର ଅନୁଧ୍ୟାନ ସହ , ପରିସ୍ଥିତି କୁ ପରିବର୍ତ୍ତନ ର ଦକ୍ଷତା ଥିବା ଏକ ସୁଯୋଗ୍ୟ ପ୍ରାର୍ଥୀ।

  • @jagabandhurout1597
    @jagabandhurout1597 4 месяца назад +11

    ଜୟ ଜଗନ୍ନାଥ। ବ୍ୟୋମ କେଶ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ବିଧାତା ଙ୍କର କୃପା ଦୃଷ୍ଟି ଆପଣଙ୍କ ସହ ରହିଛି।
    ଆପଣଙ୍କ ଲଢେ଼ଇ ଯଥାର୍ଥ । ବିଜୟ ନିଶ୍ଚିତ। ଜୟ ଜଗନ୍ନାଥ।

  • @SantoshKumar-xp8fj
    @SantoshKumar-xp8fj 3 месяца назад +2

    ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ

  • @ByamokeshRath-fb3cj
    @ByamokeshRath-fb3cj Месяц назад +1

    Salute to Byamokesh babu.his arguments are very very logical and lawful.he speaks blunt truth.

  • @niranjanmohanty5055
    @niranjanmohanty5055 4 месяца назад +18

    Thanks sir ଆପଣଙ୍କ ଯୁକ୍ତି 100℅ ଠିକ ଆପଣଙ୍କୁ ମୋର ସତଧନ୍ୟବାଡ଼❤

  • @I.am.prasanna.
    @I.am.prasanna. 4 месяца назад +22

    ଆଜି କାଲି ପୁଅ ମାନେ ଫୁଲ୍ dress ପିନ୍ଧି ବୁଲୁଥିବା ବେଳେ ଝିଅ ମାନେ ଚଡି ବ୍ରା ପିଦ୍ଧି ବୁଲୁଛନ୍ତି
    ଆଜି କାଲି ଝିଅ ମାନେ ଲଙ୍ଗଳା ଦେହ ଦେଖେଇ ବୁଲୁଛନ୍ତି ଏହାର କାରଣ କ'ଣ ସେମାନେ କ'ଣ ସାବିତ କରିବାକୁ ଚାହୁଁ ଛନ୍ତି ମୁଁ ଜାଣିବାକୁ ଚାହେଁ 🙏🙏🙏🙏

    • @bijaysarangi5652
      @bijaysarangi5652 4 месяца назад

      Because their brothers n father are shameless...

  • @dharanidharrana1273
    @dharanidharrana1273 4 месяца назад +22

    ଦୁନିଆର ପ୍ରଥମ ହିରୋ🎉

  • @Bhadrak555
    @Bhadrak555 11 дней назад

    ବ୍ୟୋମକେଶ ତ୍ରିପାଠୀଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ୍ କିଛି ଜ୍ଞାନ ବାଣ୍ଟି ଥିବାରୁ ❤

  • @kanhucharanjena5956
    @kanhucharanjena5956 3 месяца назад +4

    We want Purusha commission
    #support to Byomkesh sir

  • @bhagbanbehera5601
    @bhagbanbehera5601 4 месяца назад +13

    ଭାଇ ବ୍ୟୋମୋକାଶ ଭାଇ I heartily support you. You are really brave

  • @OdiaTipsAk
    @OdiaTipsAk 4 месяца назад +64

    ପ୍ରକୃତରେ ବ୍ୟୋମକେଶ ଭାଇ Real hero❤

  • @sudhiranjanmishra3726
    @sudhiranjanmishra3726 4 месяца назад +24

    ବ୍ୟୋମକେଶ ସାର୍ ଙ୍କୁ ପ୍ରଣାମ ❤ perfect man❤

  • @ସ୍ୱରଓଝଙ୍କାର
    @ସ୍ୱରଓଝଙ୍କାର 4 месяца назад +2

    ବାସ୍ତବରେ ବ୍ୟୋମକେଶ ଭାଇ ଆପଣଙ୍କ ଯୁକ୍ତି ନ୍ୟାୟୋଚିତ ,

  • @bichitranandasahoo841
    @bichitranandasahoo841 3 месяца назад +1

    ସାର୍ ସଫଳ ହେବା ପଜନ୍ତ୍ ଲଢନ୍ତୁ ଆମେ ସାଙ୍ଗରେ ଅଛୁ

  • @niharranjannayak7534
    @niharranjannayak7534 4 месяца назад +140

    ଆଜି ଦିନ ରେ ଶହରେ ସତୁରୀ ଜଣ ଝିଅ ପୁଅ ପିଲାଙ୍କୁ ମାନସିକ ଦଣ୍ଡ ଦେଇ ସୁନାର ସଂସାର କୁ ଭାଙ୍ଗି ଦେଉଛନ୍ତି ,ଏକ ସର୍ଭେ କରିଲେ ପ୍ରମାଣ ପାଇପାରିବେ

    • @sunitabehera2782
      @sunitabehera2782 4 месяца назад +2

      Absolutely right 👌

    • @user-xy8ys2uc7j
      @user-xy8ys2uc7j 4 месяца назад +6

      ମୋ ସ୍ତ୍ରୀ ବାହାଘର ଆଗରୁ ବୟଫଣ୍ଡ ସହ ଥିଲା । ଏବେ ବାହାଘର ପରେ ୧୫ ବର୍ଷ ପରେ ପୁଣି ଜଣଙ୍କୁ ବାହା ହେବା ପାଇଁ ଇଛା ପ୍ରକାଶ କରୁଛି ।

    • @Saindian
      @Saindian 4 месяца назад

      ​@@user-xy8ys2uc7j Ohhh 😢😢

    • @dhara-vl7pr
      @dhara-vl7pr 4 месяца назад

      ​@@user-xy8ys2uc7jit's wrong..

    • @kariamarandi9397
      @kariamarandi9397 4 месяца назад +1

      ​@@user-xy8ys2uc7j Mote bi gote stree loka bahut hairan karuthila mun mana kari kari thaki gali aji gan danda re mun apaman heli sie ta swami saha valare achhi

  • @biswambarparida7644
    @biswambarparida7644 4 месяца назад +17

    ବ୍ୟୋମ୍ କେଶ ଭାଇ ଜିନ୍ଦାବାଦ

  • @sureshroutray8767
    @sureshroutray8767 4 месяца назад +42

    20 k.... ଛୁଇଁଲା ମନୋରଞ୍ଜନ sir 1ଲକ୍ଷ ହେଲେ party ଦେବେ

    • @pabitrafun1344
      @pabitrafun1344 4 месяца назад +1

      1 ଲକ୍ଷ ହେଲା ଭାଇ..waiting for party 😂😂😂

  • @TarangBag
    @TarangBag 4 месяца назад +1

    ପୁରୁଷ କମିସନ ହେବା ନିହାତୀ ଦରକାର୍

  • @brundabatipradhan5849
    @brundabatipradhan5849 27 дней назад

    👍ରାଇଟ କଥା କହିଲେ ସାରେ ଆମ ରିଲେଟିଭରେ ଏମିତି ଘଟଣା ହଇଛି ମଭାଇଟାର ତା ଘରଣୀ ଛଟ ଛଟ କଥାକୁ ନେଇକି କେସ୍ କରି କି 20ଦିନର ଘଟଣା ଜିନିଷ ନେଇକି ପଳେଇ ଛି

  • @manoranjankar8369
    @manoranjankar8369 4 месяца назад +43

    ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବାକୁ ଈଶ୍ୱର ଆପଣଙ୍କୁ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ । ବହୁତ ଧନ୍ୟବାଦ ବ୍ୟୋମକେଶ ଭାଇ।

  • @rabindrarouta2465
    @rabindrarouta2465 4 месяца назад +11

    ସାର୍ ଆପଣ ଙ୍କ ଭଳି ଲୋକ ବିଧାନସଭା ଙ୍କୁ ଆସିବା ନିହାତି ଆବଶ୍ୟକ ❤

  • @Prakash-vi7fd
    @Prakash-vi7fd 4 месяца назад +44

    ଆପଣଙ୍କ ସାହାସ କୁ ଦେଖି ଖୁସି ଲାଗିଲା sir ମୋର ତରଫରୁ ଧନ୍ୟବଦ୍ 👍

  • @prabhatmishra7157
    @prabhatmishra7157 26 дней назад

    ପୁରୁଷ ସୁରକ୍ଷା ତଥା ପୁରୁଷ ବଞ୍ଚିଲେ ନାରୀ ଜାତି ବଞ୍ଚିବ ନାରୀ ହିଁ ମର୍ଯ୍ୟାଦା ପାଇବ ନାରୀ କିପରି ବିନା ପୁଋଷରେ ଆଗକୁ ଯିବ ।

  • @sibapanigrahi6153
    @sibapanigrahi6153 4 месяца назад +58

    ପୁରୁଷ କମିଶନ ହେଲେ କାହାର ଅସୁବିଧା ଅଛି

    • @bishnupriyadas246
      @bishnupriyadas246 4 месяца назад

      ସେହି ପୁରୁସମାନଂକର ହିଁ ଅସୁବିଧା ହେବ ।ବିବାହ କରିବାକୁ ଝିଅ ପାଇବେ ନାହିଁ ....wait & watch

  • @hardworkneverdies5679
    @hardworkneverdies5679 4 месяца назад +41

    ଯାହା ହଉ ମୋନରଞ୍ଜନ୍ ବାବୁ ପୁରୁଣା ଲୋକ ହେଲେ ବି ଟ୍ରେଣ୍ଡ ସହ ଯାଉଛନ୍ତି 😅😅😅

  • @debasisacharya8954
    @debasisacharya8954 4 месяца назад +14

    Byomkesh Babu very very Thanks.ladhei jari rahu..

  • @SukantaKumar-ei4sj
    @SukantaKumar-ei4sj 3 месяца назад +1

    ପୁରୁଷ ର ଦୁଃଖ ଟା କେହି ବୁଝି ପାରନ୍ତି ନାହିଁ

  • @adventure_dev
    @adventure_dev 3 месяца назад +2

    ଜଗନ୍ନାଥଙ୍କ ଆଶୀର୍ବାଦ ସାଧା ବେଳେ ଆପଣଙ୍କ ଉପରେ ଅଛି ଜୟ ଜଗନ୍ନାଥ

  • @krushnaprasadmohanty3831
    @krushnaprasadmohanty3831 4 месяца назад +14

    ଧନ୍ୟବାଦ - ବ୍ୟୋମକେଶ ବାବୁ ...

  • @kishorchandramurmu4243
    @kishorchandramurmu4243 4 месяца назад +11

    ସୁପର ସାର୍ ଆପଣ akdam ଠିକ୍ କହୁଛନ୍ତି ଆପଣକୁ ଅନେକ ଅନେକ ଧନ୍ୟବାଦ ।

  • @sunilbehera6920
    @sunilbehera6920 4 месяца назад +12

    ବ୍ୟୋମକେଶ ବାବୁ ଆପଣ ଠିକ କଥା କହୁଛନ୍ତି l ସମାଜରେ ପୁରୁଷମାନେ ନିର୍ଯାତନାର ଶିକାର ଅଧିକ ହେଉଛନ୍ତି l ଆପଣଙ୍କ ସାହସ ଓ ଧର୍ଯ୍ୟ କୁ ମୁଁ ସାଧୁବାଦ ଜଣାଉଛି 👍👍👍l

  • @mo_gaan_mo_sahitya
    @mo_gaan_mo_sahitya 26 дней назад

    ଅତି ସୁନ୍ଦର କାହାଣୀ

  • @nirmalysabar6535
    @nirmalysabar6535 4 месяца назад +1

    ପୁରୁଷ କମିଶନ ହେବା ନିହାତି ଦରକାର।।

  • @madhubarik8438
    @madhubarik8438 4 месяца назад +147

    ସବୁରି ମୂଳରେ କେବଳ ନାରୀ

    • @harapriyarout6994
      @harapriyarout6994 4 месяца назад +3

      ସୃଷ୍ଟିର ମୂଳରେ ବି ସେଇ ନାରୀ. ନାରୀଙ୍କୁ ସ୍ୱୟଂ ଦେବତା ମାନେ ବି ନମସ୍ୟ ମାନନ୍ତି 🙏

    • @bishnupriyadas246
      @bishnupriyadas246 4 месяца назад +5

      ସବୁରି ମୂଳରେ ପୁରୁଷର କାମବାସନା......

    • @anjananayak747
      @anjananayak747 4 месяца назад +3

      ତୁ ଜଉଠୀ ଅଛୁ ସେ କିଏ?? ଧରିତ୍ରୀ ମାଆ। ଆଉ ତୋ ଭଳି ଅକାଳ କୁଷ୍ମାଣ୍ଡ କୁ ଯିଏ ଜନ୍ମ ଦେଇଛି, ମାନେ ତୋ ମାଆ ସେ ବି ଜଣେ ନାରୀ

    • @Pattnaik-zr4hh
      @Pattnaik-zr4hh 4 месяца назад +1

      I would request you kindly read shiv puran... sir

    • @anantacharanhembram8103
      @anantacharanhembram8103 4 месяца назад

      To bapa kie?

  • @nigamanandakalata9176
    @nigamanandakalata9176 4 месяца назад +28

    Thanks bomyakesh bhai

  • @rabinarayanapraharaj4477
    @rabinarayanapraharaj4477 4 месяца назад +13

    ସତ୍ କୂ ସା ମା ନା କରୁ ଛନ୍ତି ଶେଥି ପାଇଁ ଧନ୍ୟବାଦ

  • @santoshmohanty8135
    @santoshmohanty8135 3 месяца назад +1

    Excellent speech by Dr Byomkesh sir, which is required as per the current situation.

  • @prakashpaikaray9051
    @prakashpaikaray9051 4 месяца назад +94

    ଅର୍ଦ୍ଧ ଉଲଗ୍ନ ପାଇଁ l କିଛି ନାରୀ ଘୃଣାର ପାତ୍ର l

    • @anjananayak747
      @anjananayak747 4 месяца назад +1

      ତମ ଆଖ ପାଖ ଅଞ୍ଚଳ ରେ କେତେ ଟା ନାରୀ ଅର୍ଧଲଗ୍ନ ହେଇ ବୁଲୁଛନ୍ତି ଟିକେ କହିବେକି ?ଆମ ଏରିଆ ରେ ମୁଁ କହି ଜଣେ ହେଲେ ଅଧା ଲଙ୍ଗଳା ଝିଅ ଦେଖିନି। ହଁ TV film ,au ରିଲ୍ ରେ ଦେଖୁଚି। ସେଇଟା ତାଙ୍କ ପ୍ରଫେଶନ।

    • @anjananayak747
      @anjananayak747 4 месяца назад +1

      Tame jadi ସେମିତି ଲଙ୍ଗଳା ରିଲ ଦେଖୁଛ,ତାକୁ ରିପୋର୍ଟ ମାର

    • @Yediwqtydete
      @Yediwqtydete 4 месяца назад +1

      Longala jhio ku dekhani tme ...... Aakhi band Kari dio....

    • @strikersoccer9535
      @strikersoccer9535 4 месяца назад +1

      Thile b kie dekhichi

    • @anjananayak747
      @anjananayak747 4 месяца назад

      @@strikersoccer9535 ଆବେ ମାନେ କଣ

  • @BenudharMajhi-oj2dd
    @BenudharMajhi-oj2dd 4 месяца назад +27

    ବ୍ୟୋମକେଶ ତ୍ରିପାଠୀ ଜିନ୍ଦାବାଦ