Is VK Pandian And Sujata Pandian Behind The Massive Protest By Women At Lower PMG

Поделиться
HTML-код
  • Опубликовано: 11 дек 2024

Комментарии • 227

  • @jyotirmayjena1869
    @jyotirmayjena1869 2 часа назад +49

    ପାଣ୍ଡିଆନ୍ କୁ ଯେତେଦିନ ପର୍ୟ୍ଯନ୍ତ ମୋହନ ସରକାର ବରଦାସ୍ତ କରିବେ ସେତେଦିନ ପର୍ୟ୍ଯନ୍ତ ମୋହନ ବାବୁ ହନ୍ତସନ୍ତ ହେବେ ।

  • @durgaprasadsamantaray7084
    @durgaprasadsamantaray7084 2 часа назад +25

    କେଉଁ ଚାପ ର ବଶବର୍ତ୍ତୀ ହୋଇ, ଯେହେତୁ ମୋହନ ସରକାର ଆଜି ପର୍ଯ୍ୟନ୍ତ ପାଣ୍ଡିଆନ ଦୁର୍ନୀତି ପେଢି ଖୋଲି ନାହାନ୍ତି, ଏହି ଆନ୍ଦୋଳନ ମୋହନ ସରକାର ଙ୍କୁ ପୁରସ୍କାର ଭାବେ ମିଳିଥିବା ଅନୁମାନ କରାଯାଏ।

  • @Subashswain-r7b
    @Subashswain-r7b 2 часа назад +65

    ମୋହନ ସରକାର ଆହୁରି ଭୋଗିବେ ଆଜ୍ଞା,କାରଣ ଯେଉଁ ଦିନ ପର୍ୟନ୍ତ୍ ଦାଗୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଇଛି ଏହିଭଳି ଆହୁରି ଆନ୍ଦୋଳନର ସମ୍ମୁଖିନ ହେବେ।

  • @samayswain9808
    @samayswain9808 50 минут назад +4

    You are absolutely right said Sir,
    I am proud of you
    Jai jagannath

  • @prafullamohanty5557
    @prafullamohanty5557 2 часа назад +16

    ମୋହନ ମାଝି ଙ୍କ ଅପାରଗତା ଦୁର୍ବଳ ନେତୃତ୍ୱ ଏବଂ ସୁଜାତା ପ୍ରୀତି। ଆହୁରି ଅନେକ ଭୋଗିବାକୁ ବିଜେପି କୁ କ୍ଷମତା ହରାଇ ପାରନ୍ତି।
    ଆଶିଷ ସିଂ ଏଵଂ କୁଟେ ଙ୍କୁ ପୁରସ୍କାର ମୋହନ ମାଝି କ୍ନୁ ମାହାଙ୍ଗା ପଡ଼ିବାକୁ ଯାଉଛି।
    ବିନାଶ କାଳେ ବିପରୀତ ବୁଦ୍ଧି।

  • @Skstarvlog3735
    @Skstarvlog3735 2 часа назад +55

    ବନ୍ଦ ହଉ ମିଶନ ଶକ୍ତି।ବିଜେଡି ପାଇଁ ପଇସା ବାଣ୍ଟିଥିଲେ। କୋଉ ପରୀକ୍ଷା ଦେଇଛନ୍ତି ସେମାନେ କି କାମ କରୁଛନ୍ତି

  • @umeshchandraswain8578
    @umeshchandraswain8578 Час назад +6

    ମିଳନ ଶକ୍ତି ବନ୍ଦ କରାଯାଉ ଏମାନଙ୍କ ଦ୍ବାରା ଦେଶର ବିକାଶ ହେବନି

  • @netajidash9367
    @netajidash9367 Час назад +11

    ମୋହନ ବାବୁଙ୍କ ପାଇଁ ଦୁଇଟି କାମ - ନବୀନ ପାଣ୍ଡୁଙ୍କର ଦୁର୍ନୀତିର ଖୋଳତାଡ଼ ଏବଂ ପାଣ୍ଡୁ ଇକୋ ସିଷ୍ଟମକୁ ଧ୍ୱଂସ କରିବା। ଏତକ ନକଲେ ଶେଷରେ ସବୁଆଡୁ ଶୁଣିବେ ଗୀତ "ଆପଣା ହସ୍ତେ ଜିହ୍ୱା ଛେଦି, କେ ଅଛି ତା'ର ପ୍ରତିବାଦୀ".

  • @santoshbiswal6256
    @santoshbiswal6256 2 часа назад +29

    ସାର ପ୍ରଣାମ. ସୁଜାତା ମାମ କୁ ତୁରନ୍ତ ଚାକିର ରୁ ବାହାର କରାଯାଉ. କାରଣ ସେ ହିଁ ଏ ଷଡଯନ୍ତ୍ର ର ମାଷ୍ଟ୍ର ମାଇଣ୍ଡ. ସୁର ବୁଢା କୁ ଅରରେଷ୍ଟ କରନ୍ତୁ. ଦ୍ୱିତୀଆରେ ମୁନା ଖାନ କୁ କଇଫଟ ମଗାଯାଉ. କାରଣ ସେ କିଏ ଆମ ହିନ୍ଦୁ ଜାତି କୁ କହିବାକୁ

  • @raghubirdas7621
    @raghubirdas7621 Час назад +4

    Wonderful discussion sir

  • @DhaneswarNayak-x3h
    @DhaneswarNayak-x3h Час назад +5

    U r truly right

  • @sangramkesharijena7428
    @sangramkesharijena7428 Час назад +6

    U are 100% right

  • @BijayMishra-o8p
    @BijayMishra-o8p 2 часа назад +8

    ଆଜ୍ଞା ପ୍ରଣାମ
    ଆଜ୍ଞା କେତେ ଆପଣ ବୁଝାଇଲେ କଣ ହେବ ମୋହନ ସରକାର ବୁଝପାରିବେନି ଏକ କଥା ଅଛି ନଜାଣି ମଲା, ଜାଣି ମଲା, ନବୀନ ବାବୁ ନ ଜାଣି ହାରିଲେ ମୋହନ ଜାଣି ହାରିବେ

  • @rkbehera1241
    @rkbehera1241 41 минуту назад +3

    Good news sir

  • @RanjanBehera-ge1kf
    @RanjanBehera-ge1kf 2 часа назад +11

    ☀️ଏ ମୋ‌ହନ ମାଝୀ ନବିନ କୁ Y+ ଯୋଗେଇଲା, ପୂର୍ବରୁ ମିଶନଶକ୍ତି ଦରମା ବନ୍ଦ ଅଛି, ଏଗ୍ରିମେଣ୍ଟ ମଧ୍ୟ ନାହିଁ କିନ୍ତୁ ମୋହନ ମାଝୀ ପୁଣି ସେମାନଙ୍କୁ ଦରମା ସହ ପ୍ରତିଶ୍ରୁତି ଦେଲେ...

  • @NarayanDas-k5q
    @NarayanDas-k5q Час назад +9

    ମୋହନ ସରକାର କାହିଁକି ଦୁର୍ନୀତିକୁ ସପୋର୍ଟ କରୁଛନ୍ତି,

  • @NarayanDas-k5q
    @NarayanDas-k5q Час назад +4

    ଧନ୍ୟବାଦ

  • @ganeswarkhatua9252
    @ganeswarkhatua9252 2 часа назад +7

    ନୂଆ ସରକାର ସବୁ ବିଷୟରେ ଭାବିଚିନ୍ତି ସଠିକ ନିଷ୍ପତ୍ତି ନିଅନ୍ତୁ। ନଚେତ୍ ଜନସାଧାରଣ ପ୍ରତ୍ୟାଖ୍ୟାନ କରିବେ।

  • @bishnucharnrana3282
    @bishnucharnrana3282 2 часа назад +9

    ସୁର ରାଉତରାୟ ଗୋଟେ ଅଭଦ୍ର ପାଗଳ,ଆଉ ସୁଜାତା ପାଣ୍ଡିଆନ୍ ମଧ୍ୟ ଜଣେ ଦୁର୍ନୀତିଗ୍ରସ୍ତ ଆଇ.ଏ.ଏସ୍ ଅଫିସର୍ ।ତେଣୁ ଏହାଙ୍କ ଉପରେ ଅଙ୍କୁଶ ନ ଲାଗିଲେ ବିଜେପି ମୋହନ ସରକାର ଆଗକୁ ଆହୁରି ହଇରାଣ ହେବ ।

    • @sbp1650
      @sbp1650 7 минут назад

      Bhai odia jhia jebe Tamil Kerala Bala ku baha haba tebe janiba sabu chari daudee Kati jaichi

  • @radhamadhabmishra2750
    @radhamadhabmishra2750 2 часа назад +8

    ଅତି ଉତ୍ତମ, ମନ ବୁଝିଗଲା।

  • @S-A720
    @S-A720 Час назад +4

    What an excellent .version

  • @prasantamohapatra7767
    @prasantamohapatra7767 2 часа назад +16

    ଏ ସବୁ ପାଇଁ ଧର୍ମେନ୍ଦ୍ର ଆଉ ଅମିତ ସାହା ଦାୟୀ

  • @mahadevmishra7857
    @mahadevmishra7857 Час назад +3

    Good news

  • @akhsyakumarbehera7298
    @akhsyakumarbehera7298 Час назад +2

    ଆପଣଙ୍କୁ ଆପଣଙ୍କ ମହତ ଉଦ୍ଦେଶ୍ୟ ରଖି ସରକାରକୁ ଚ଼େତଉ ଥିବାରୁ ଅନେକ ଅନେକ ଧନ୍ୟବାଦ,ସରକାର ଚେତିବେ କି ନ ଚେତିବେ ତାଙ୍କ ଦାରତ୍ଵ

  • @prafullamahapatra1197
    @prafullamahapatra1197 2 часа назад +7

    ମୋହନ ମାଝୀ ସରକାର ର ପ୍ରଶାସନ ପ୍ରଣାଳୀ ଠିକ୍ ନୁହେଁ?

  • @ravipatnaik79
    @ravipatnaik79 Час назад +3

    ଓଡ଼ିଶା ଭାଜପା ଦଳରେ ଶତୃବୋଧ ଅଭାବ ...

  • @nrushinghnathsahu1630
    @nrushinghnathsahu1630 2 часа назад +5

    ଲୁହା କୋମଳ ହେଲେ ବିଲେଇ କାମୁଡ଼େ,

  • @JogeswarMajhi-lt7hj
    @JogeswarMajhi-lt7hj Час назад +3

    ନବୀନ ଦାସ sir ଙ୍କ ଆକଳନ ପୂର୍ବ ରୁ ଯେମିତି ସଠିକ୍ ପ୍ରମାଣିତ ହେଇଛି,,,ଆଜି ବି
    ତାଙ୍କର ଆକଳନ ନିର୍ଭୁଲ ସାବ୍ୟସ୍ତ ହେଇଛି,,ବିଜେପି ଯଦି ଏଥିରୁ କିଛି ଶିକ୍ଷା ଲାଭ କରି ପାରିବ ନାହିଁ,,ସେ ମଧ୍ୟ ବିଜେଡ଼ି ର ସମଦଶା ଭୋଗିବ,,ଏହା ନିସନ୍ଦେହ

  • @bikashkumar-u5x9j
    @bikashkumar-u5x9j 2 часа назад +4

    ବିଜେପି ବିଜେଡି କୁ ସପୋଟ କଣ ପାଇଁ କରୁଛି ମୁଁ କିଛି ବୁଝି ପାରୁନି ଜଉ ମାନଙ୍କ ନା କୁ ଧରି ମୁଦା ବିଜେପି ସରକାର କରିଲା ପୁଣି ସେମାନଙ୍କୁ ଛତ୍ର ତଳେ ବିଜେପି ଘୋଡେ଼ଇ ରଖିଛି ଆପଣ କୁହନ୍ତୁ ଏଥିରେ ବିଜେଡି ର ଭୁଲ କଣ ସବୁ ଭୁଲ ତ ବିଜେପି ର ପୁଣି ସେ ପଣ୍ଡିଆନ ଘଇତା ଗଲା ମାଇକିନା ଆସିଲା ମୋତେ ଲାଜ ଲାଗୁଛି ଏବେ ସେ ବିଜେପି ନେତା କୁଆଡେ ଗଲେ
    ଜୟ ଜଗନ୍ନାଥ 🙏🙏🙏🙏🙏

  • @SachidanndaMahanta
    @SachidanndaMahanta 2 часа назад +4

    Veri good news.sir

  • @hemantapradhan6406
    @hemantapradhan6406 2 часа назад +3

    Very very nice episode Sir

  • @prasannakumar3065
    @prasannakumar3065 2 часа назад +3

    , 100% right.

  • @bhagirathipradhan4590
    @bhagirathipradhan4590 2 часа назад +3

    Right

  • @RabindraSahoo-qy3fg
    @RabindraSahoo-qy3fg 2 часа назад +3

    You are. Right
    Missonsakti. Bandakarajau

  • @bijaybal899
    @bijaybal899 2 часа назад +6

    Nabin das jee you are great.very good speech.

  • @ashokkumarrath5435
    @ashokkumarrath5435 Час назад +3

    What is govt doing?

  • @ODIAMBJSHORT003
    @ODIAMBJSHORT003 17 минут назад +1

    Right sir

  • @rameshgouda8032
    @rameshgouda8032 15 минут назад

    ବହୁତ ସୁନ୍ଦର

  • @biswajitpattnaik9325
    @biswajitpattnaik9325 2 часа назад +5

    ଆପଣଙ୍କ ପ୍ରୟାସ ଅତି ଉଚକୋଟିର।ବହୁତ ଧନ୍ୟବାଦ।

  • @goutamkaran7863
    @goutamkaran7863 38 минут назад +1

    ମୋହନ ସରକାର ପାଖରେ କିଛି ନାହିଁ ସବୁ ଧର୍ମେନ୍ଦ୍ର ପ୍ରଧାନ ହାତରେ ସେ ଯାହା କହିଵେ ତାହା କରିବେ ଦେଖା ଯାଉ ଆଗକୁ କଣ ସବୁ ହେଉଛି।

  • @srinibasswain1143
    @srinibasswain1143 Час назад +2

    Different projects.. like Kalia yojana, Pitha, Mo cycle, Mission Shakti, bag, Biju yuba bahini etc. are the useless ideas of 24 years of irresponsible government.. That's why the condition of Odisha is like this..!!!

  • @trilochanpatnaik6321
    @trilochanpatnaik6321 2 часа назад +2

    କାର୍ତ୍ତିକ ଙ୍କ ପତ୍ନୀ ତ ସୁଜାତା ରାଉତ pandian ତେଣୁ ସେ ମୋହନ ସରକାର ଉପରେ ରାଗି ବା ନିଶ୍ଚିତ।

  • @jhillirout2896
    @jhillirout2896 22 минуты назад +1

    Very nice 👍

  • @lipuacharya4032
    @lipuacharya4032 6 минут назад +1

    Right sir🎉🎉🎉

  • @AmiyaKumarSahoo-u3s
    @AmiyaKumarSahoo-u3s 2 часа назад +3

    ସାର ଆପଣ ଭୁଲ କହୁଛନ୍ତି, ଆପଣ ଜାଣିପାରୁଛନ୍ତି ଷଡଯନ୍ତ୍ର କରୁଛନ୍ତି ପାଣ୍ଡିଆନ ଓ ତାଙ୍କ ପତ୍ନୀ ମୋହନ ସରକାର ଙ୍କ ଜାଣି ପାରୁନାହାନ୍ତି ତାଙ୍କୁ ଆକ୍ସନ ବଦଳରେ ଅତିଥି ଚର୍ଚ୍ଚା କରୁଛନ୍ତି, ସେମାନେ ବିରୋଧୀ ଦଳ ବିରୋଧ କରିବା ତାଙ୍କର କାମ,

  • @jhillirout2896
    @jhillirout2896 15 минут назад

    Thank you

  • @rameshsethi1280
    @rameshsethi1280 Час назад +1

    ଆଜ୍ଞା, ନମସ୍କାର, ଓଡ଼ିଆ ଭାରି ସରଳ ସେଈ ସରଳତାର ସୁଯୋଗ ନେଇ, ନଵୀନ ପଟନାୟକ ଓଡିଶା ରେ ଗୋଟେ କଳଙ୍କ, ସେଈ କଳଙ୍କ କୁ ଯଦି ମୋହନ ସରକାର ଯଦି ଲୋକଲୋଚନ କୁ, ନାଆଣିବେ, ତାହାଲେ 2029ରେ ମୋହନ ସରକାର ସେଈ କଳଙ୍କ ର ଟୀକା ପିନ୍ଧିବେ ଏବଂ ବୁଡିଯିବେ, 🙏🙏

  • @prafulasingh2267
    @prafulasingh2267 35 минут назад +1

    ପୂର୍ବତନ ସରକାର ଯଦି ମହିଳା ଶକ୍ତି ମିଶନ କରିଥିଲେ ଏବଂ ମହିଳାମାନେ ବିଜୁ ଜନତାଦଳର କର୍ମୀ ହୋଇ ଭୋଟ ବ୍ୟବସ୍ଥା କରୁଥିଲେ ଓ ବିଜୁ ଜନତାଦଳକୁ ଜିତାଇବାରେ ସହଯୋଗ କରୁଥିଲେ ଏଣୁ ସମସ୍ତ ମହିଳାମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘର ସାମ୍ନାରେ ବସି ଦାବି କରିବା ଉଚିତ ।
    ଚାକିରୀ ନଥାଇ ଦରମା ଦାବିକରିବା ହେମାଜୋରି ଏବଂ ଆଇନ୍ ବିରୋଧୀ ଏଣୁ ମହିଳାମାନେ କୋର୍ଟକୁ ଯିବା ଉଚିତ ।
    ୨) ଯେଉଁ ମହିଳାମାନେ ଆନ୍ଦୋଳନ କରୁଛନ୍ତି , ସେମାନଙ୍କର ନାମ ସୁଭଦ୍ରା ଯୋଜନାରୁ ସରକାର ବାଦ୍ ଦିଅନ୍ତୁ ।

  • @rajendradebata8596
    @rajendradebata8596 Час назад

    You have given well news to us thankyou

  • @umeshchandraswain8578
    @umeshchandraswain8578 Час назад +1

    ମୋହନ ସରକାର ନବୀନ ପଟ୍ଟନାୟକ ଦୁର୍ନୀତିକୁ ନ ଧରିଲେ ଆର ଥରକୁ ହାରିବା ଥୟ

  • @kailashchandraGadabad
    @kailashchandraGadabad Час назад +1

    ନବୀନ ଦାଶ ସମସ୍ତେ ବସିଥିଲେ ତୁମେ କଣ କରୁଥିଲ.

  • @NiranjanSahu-nq3bg
    @NiranjanSahu-nq3bg 17 минут назад

    Thank you dasha babu your opinion

  • @ranjeetpradhan8374
    @ranjeetpradhan8374 Час назад

    Perfect news sir 🙏🙏

  • @suryadas1087
    @suryadas1087 2 часа назад +2

    BJP deserve all these strike for their inaction and lack of foresight.

  • @SabitaKhuntia-ih5yq
    @SabitaKhuntia-ih5yq 2 часа назад +2

    Jay Jagannath sir namaskar 🙏 apana jaha kahuchanti absolutely right apananka katha re akamata 👏👏

  • @manjupravamishra8000
    @manjupravamishra8000 Час назад

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @sahoobishnucharan94
    @sahoobishnucharan94 Час назад

    Ok.. correct 💯...sar...

  • @sunitajaiswal9181
    @sunitajaiswal9181 2 часа назад +1

    ଆପଣ ମଧ୍ୟ ଏଭଳି କହି କହି ଥକି ଯିବେ

  • @SsPix23
    @SsPix23 3 минуты назад +1

    BJD ର ଟଙ୍କା ବଣ୍ଟା ଏଯେଣ୍ଟ ମିଶନଶକ୍ତି ବନ୍ଦ୍ କରାଯାଉ

  • @swadhikarbetaj3768
    @swadhikarbetaj3768 Час назад +6

    ଅଙ୍ଗନବାଡି କୁ ସଂପୂର୍ଣ୍ଣ ବନ୍ଦ କରାଯାଉ।କାରଣ ଏହାଦ୍ବାରା ରାଜ୍ୟର କି ବିକାଶ ହେଉଛି? ଜେ ଟି ମାନେ ଏତେ ପ୍ରଶିକ୍ଷଣ ପାଇଁ ମଧ୍ଯ ତାଙ୍କୁ 11000 ଟଙ୍କା ବେତନ ଦିଆଯାଉଛି ମାତ୍ର ଅଙନବାଡି କର୍ମୀ କେତେ ସମୟ ଖଟୁଛନ୍ତି?

    • @runupradhan2486
      @runupradhan2486 8 минут назад

      E job to karantu tapare janiba . Mun guarantee deuchi nichita bhabare apanankathu nischita adhika khatuchi. Laja lagithiba jt 6 barsa re regular houchanti anganwadi worker 59 barsa helani hoiparunahanti. Gote clear katha sunantu , gote AWC jaha padha heuchi ajika date re pm school re padha heuni jeunta aww ra sixth kama. Ahuri 5ta extra kama achi jananti? Dhanya tame jt paicha.

  • @hrushikeshsahoo5289
    @hrushikeshsahoo5289 46 минут назад

    ଆପଣା ହସ୍ତେ ଜିହ୍ବା ଛେଦି କେ ତାର ଅଛି ପରତିବାଦି। ମୋହନ ସରକାର ନିଜ ଗାତ ନିଜେ ଖୋଳୁଛନ୍ତି।

  • @pradeepkumarjena4162
    @pradeepkumarjena4162 23 минуты назад

    ସୁର ମସ୍ତକ ପାଗଳାମି କଥାବାର୍ତ୍ତା କରୁଛି
    ସେ ଗୋଟିଏ ଜୋକର୍ ଫେମସ୍ ଭୁବନେଶ୍ୱର ରେ

  • @sarojghosh1199
    @sarojghosh1199 Час назад

    ସମ୍ମାନନୀୟ ନବୀନ ବାବୁ ଶୁଭେଚ୍ଛା,ଟିକିଏ ଭୁଲ ଆଜି କହିଦେଲେ, ଶାସକ ଦଳ ଯାଇ ଆନ୍ଦୋଳନରେ ବସି ଥିଲେ l ସେଇଟା ଶାସକ ଦଳ ଜାଗାରେ ବିରୋଧୀ ଦଳର କର୍ମିମାନେ ଯାଇ ବସିଥିଲେ l ଜୟ ଶ୍ରୀ ରାମ 🙏

  • @pkpanda1371
    @pkpanda1371 Час назад

    ଆମେ ଯଦି କହିବୁ ମିଶନ ଶକ୍ତି ଆନ୍ଦୋଳନ ରେ ନବୀନ ଦାସ ?? ତାହା ସତ????

  • @Godofwar-v1v
    @Godofwar-v1v 2 часа назад +3

    Emiti incompetent govt. Odisha loke aaji jai kebe dekhinothile

  • @benudharpradhan4323
    @benudharpradhan4323 Час назад +1

    ପାଣ୍ଡିଆୟାନ ଓ ସୁଜାତା ପାଣ୍ଡିଆନ କୁ ଶୀଘ୍ର arrest କରାଯଉ ନହେଲେ ଅଵିଧା ହେବ. BJD ସରକାର ନିର୍ବାଚନ ପୂର୍ବରୁ ଦରମା ବଡିବା ପ୍ରଚାର କରିଥିଲା. ପାଣ୍ଡିଆନ.

  • @UpendraBehera-o1z
    @UpendraBehera-o1z 30 минут назад

    ସୁର ରାଉତ ଜଣେ ଅଶିକ୍ଷିତ ବ୍ୟକ୍ତି।

  • @chittaranjannayak843
    @chittaranjannayak843 2 часа назад +2

    Pandian not arrested this situation is arises in future

  • @hrudanandasahu4430
    @hrudanandasahu4430 Час назад

    ସବୁ ଭୁଲ

  • @achyutanandapradhan733
    @achyutanandapradhan733 2 часа назад +1

    Jai jagannath. 🎉

  • @Sudestna-l7w
    @Sudestna-l7w 2 часа назад +1

    Why dont action not taken against the pandian duo

  • @banitadash3082
    @banitadash3082 Час назад

    Sir apne tips bahal laguchhi

  • @pramodbehera607
    @pramodbehera607 Час назад

    ଏ ପଛରେ ତୁ ନିଜେ ଆଉ କିଏ

  • @AjayGouda-ft1dy
    @AjayGouda-ft1dy 2 часа назад +1

    🙏🙏🙏🙏🙏ସତ୍ୟ ର ସବୁବେଳେ ଜୟ ହୋଇଛି ଜୟ ଜଗନ୍ନାଥ

  • @tumbinn
    @tumbinn 2 часа назад +3

    Thik katha ti kahile.....hele ama BJP govt silent kn pai ebe jaye

  • @NayanKabi-s6q
    @NayanKabi-s6q Час назад

    ସେ ଯାହା ହେଉ ରାଜ୍ୟ ଦୀର୍ଘ ବର୍ଷ ପରେ ଟାଣୁଆ ବିରୋଧୀ ଦଳ ପାଇଲା ,

  • @sandhatoka3091
    @sandhatoka3091 2 часа назад

    Chahe kuch bhi karle wo.... ଓଡିଶା ସେ ଦିଟା ଲୁଟେରା ଙ୍କୁ ଭଲ ଭାବେ ଚିହିଁସାରିଲାଣି

  • @sanjayakumarsethy1762
    @sanjayakumarsethy1762 13 минут назад

    ଶାସନରେ ଥିବା ଦଳ ଆନ୍ଦୋଳନର ସମାଧାନ କରିବ, କିନ୍ତୁ ଆପଣଙ୍କ ଭଳି କିଛି ଝାଞ୍ଜ ପିଟା ଗଣମାଧ୍ୟମ ଆନ୍ଦୋଳନର ସମାଧାନ ପାଇଁ ସରକାରକୁ ମାର୍ଗ ନଦେଖେଇ ଏଭଳି ବୟାନବାଜି କରିବା କେତେ ଯଥାର୍ଥ... ମଡେଲ କୋଡ଼ ଯୋଗୁ ଦରମା ପାଇ ନଥିବା ମିଶନ ଶକ୍ତି ମହିଳାମାନେ ନୂଆ ଛୁଆ ସରକାର ତାଙ୍କ ଦାବି ପୂରଣ କରିବାକୁ ପଛ ଘୁଞ୍ଚା କାହିଁକି? ଉଜ୍ଜାଲା ଦିଦିଙ୍କ ଠାରୁ ଅଙ୍ଗନବାଡି ପର୍ଯ୍ୟନ୍ତ ସମସ୍ତ ମା ମାନେ ଆନ୍ଦୋଳନ ନିଜର ନାର୍ଯ୍ୟ ଦାବି ପାଇଁ କରିଥାନ୍ତି, କୌଣସି ରାଜନୈତିକ ଅଭିଶନ୍ଧି ନରଖି... ତେଣୁ ବିରୋଧୀ ଦଳ ତଥା ତାଙ୍କ ନେତାଙ୍କୁ ଦାୟୀ କରି କିମ୍ବା ସରକାରୀ ଦଳର ଗୁଣ ଗାନ ଅପେକ୍ଷା ଠିକ ମାର୍ଗ ଦର୍ଶନ କରନ୍ତୁ..

  • @maheswarparihari5189
    @maheswarparihari5189 51 минуту назад

    ପଣ୍ଡିଆଁନ ଦମ୍ପତି ଓଡ଼ିଶାକୁ ଚଳାଇଥିଲେ । ଏବେ ସବୁ ବାଟ ତାଙ୍କୁ ଜଣା। ଯେଉଁଠି ଜଖମ ସେଇଠି ବିଧାଏ ମାରିବେ।

  • @rmpanda9236
    @rmpanda9236 Час назад

    କିଛି ନ କହିଲେ ଭଲ ହେବ

  • @arucharanpradhan5502
    @arucharanpradhan5502 2 часа назад

    ବାବାଜୀ ମାତାଜୀ ଦୁହେଁ ହୋଇଲେ ମେଳ,
    ଟୁର୍ଣ୍ଣାମେଣ୍ଟ କରିବାକୁ ମିଶନ ଖେଳ।।
    ବିଜେଡିର ନେତା ନେତ୍ରୀ ହୋଇଲେ ଘଡ଼ି, ଦଉଡ଼ି ଆସି ବସିଲେ ପଡିଆ ମାଡ଼ି।। ଖେଳାଳି ଜାଣି ନଥିଲେ ନବୀନ ଠକ,
    ଠକ କାମ ଦେଖି ହେଲେ ମୋହନ ମୁକ।।
    ଜଗନ୍ନାଥ ନୁହନ୍ତି ସେ ସୁଖିଲା କାଠ,
    ବାବାଜୀ ମାତାଜୀ ଙ୍କର ଭାଙ୍ଗିବେ ମଠ।।
    ସାର୍ ନମସ୍କାର,ଜୟ ଜଗନ୍ନାଥ।

  • @kamalakantadas6050
    @kamalakantadas6050 Час назад

    ସାର୍ ।ଗୁରୁତ୍ଵ ପୂର୍ଣ୍ଣ ଉଚ୍ଚ ଶିକ୍ଷା ସଂସ୍କାର ବିଲ 2024 କାହିଁକି ବିଧାନସଭାରେ ଲଟକିଲା? ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଆଗ୍ରହ ସତ୍ତ୍ୱେ ଏହାକୁ କିଏ ପାରିତ ହେବାରୁ ବାଧାଦେଲା ?ଏହା ଉପରେ ଗୋଟେ ଏପିସୋଡ କରିବେକି ? ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ତଥା ଋଗ୍ନ ହୋଇ ପଡିଥିବା ବିଶ୍ଵବିଦ୍ୟାଳୟ ଗୁଡ଼ିକୁ ପୁଣି ଥରେ ଅନ୍ଧକାର ଭିତରକୁ ଠେଲି ଦିଆଗଲା କାହିଁ କି ? ବିଶ୍ଵବିଦ୍ୟାଳୟ ଗୁଡିକରେ ଦୀର୍ଘ ଦିନ ହେବ ନିୟମିତ ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ ରହିଛି ।

  • @biswajeetnayak5019
    @biswajeetnayak5019 Час назад

    ଯେତେ ଦିନ ପର୍ଯ୍ୟନ୍ତ ପାଣ୍ଡିଆନ କରିଥିବା ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ ସେତେଦିନ ପର୍ଯ୍ୟନ୍ତ ଏମିତି ଦଶା ଭୋଗିବେ ମୋହନ ସରକାର। ଯେଉଁ ବିଜେପି ପାଣ୍ଡିଆନ ବିରୁଦ୍ଧରେ ଗର୍ଯୁଥିଲା ଆଜି ତାକୁ ସୁରକ୍ଷା ଦେବା ବଡ଼ ବିଡମ୍ବନା ର ବିଷୟ😢।

  • @sudarsannayak356
    @sudarsannayak356 2 часа назад

    People of Odisha know every thing, all round development should be the topic.

  • @nikunjanathbehera1782
    @nikunjanathbehera1782 2 часа назад +2

    Surankara laja saram nahi

  • @GuruCharanMarla-w5c
    @GuruCharanMarla-w5c 5 минут назад

    ଏହିକଥା ଟିକ

  • @haraprasadmahanta4657
    @haraprasadmahanta4657 28 минут назад

    ସୁଜାତା ପାଣ୍ଡିଆନ କୁ ସିବିଆଇ ଜେରା କରିବା ଦରକାର ଯଦି ଦୋଷୀ ସାବ୍ୟସ୍ତ ହୁଏ ଆରେଷ୍ଟ କରିବା ଦରକାର

  • @santoshprasadmishra4977
    @santoshprasadmishra4977 Час назад

    Please tell whether these workers have done their official duties for last 9 months ? If they have not done any official works since last 9 months, then BJP should expell those lady workers without considering their demands. Further restructuring of Mission Shakti should be done by engaging new staff after conducting proper examination.

  • @sureshchandradash6900
    @sureshchandradash6900 2 часа назад

    ଆଜ୍ଞା ସୁର ହେଉଛି ଓଡ଼ିଶାର ବଡ ପାଗଳ, media ବାଲାଙ୍କ boom ଦେଖିଲେ ତାର ଅର୍ଥହୀନ ପାଗଳ ବେଶୀ ବାହାରୁଛି, ନୂଆ ସରକାର କୌଣସି କଥା ନ ଶୁଣି ଆଗେ 4 ବର୍ଷ ମାଡି ଚାଲନ୍ତୁ ତତ ସହିତ କେନ୍ଦ୍ରର କୌଣସି କଥା ନଶୁଣି କିଛିଟା ଦୁର୍ନୀତି କୁ ଓଡିଶାବାସୀଙ୍କ ଆଗକୁ ଆଣିବା ଆବଶ୍ୟକ,

  • @RanjanKumar-mx1ki
    @RanjanKumar-mx1ki Час назад

    ଆଜ୍ଞା ଏହି SSG ଗ୍ରୁପ ରେ ଥିବା ମହିଳା ମାନେ ସମ୍ପୂର୍ଣ ଅଶିକ୍ଷିତ ଅଟନ୍ତି ତେଣୁ ସେମାନଂକୁ bjd ଏପରି ଭୁଆଁ ବୁଲାଇଛି ବିଗତ ବର୍ଷ ମାନଂକରେ କେବଳ ଭୋଟ ବ୍ୟାଙ୍କ ଉଧେଶ୍ୟ ପାଇଁ ସେ ଯାହା ଯାହାବି ହେଉ SSG ଗ୍ରୁପ କୁ ନିଷେଧ କରାଯାଉ କାରଣ ଗଣତନ୍ତ୍ର ପାଇଁ ଏ ଗ୍ରୁପ କ୍ୟାନସର ରୋଗ ସଦୃଶ l

  • @dallydhala4796
    @dallydhala4796 Час назад

    ସାର୍ ବହୁତ୍ ଥର ଆଗରୁ ନେତା ମନ୍ତ୍ରୀ ବିଭାଗ ସଭିଙ୍କୁ ଜନେଇଛୁ ସମସ୍ତେ ରାଲି ଯିବା ଆଗରୁ ବି ଜିଲ୍ଲା ବ୍ଲକ୍ ସବୁଠି ଦାବୀ ପତ୍ର ଦେଇଛୁ ।ଆପଣ ମିଡିଆ ଆଗରେ କଣ ପାଇଁ ମିଛ କହୁଛନ୍ତି

  • @GobindaNayak-l1d
    @GobindaNayak-l1d 11 минут назад

    💯👍👍👍👍👍

  • @bijoyketanacharya8921
    @bijoyketanacharya8921 2 часа назад

    Sujata Madam is going on deputation to GOI on a promotional posting.

  • @TAPASWINIMARTHA-lg3ql
    @TAPASWINIMARTHA-lg3ql Час назад

  • @prasadmuduli5733
    @prasadmuduli5733 2 часа назад +1

    A bjd balanku laja nanhi

  • @banitadash3082
    @banitadash3082 Час назад

    Sir apnea Amita buaguchanti bhala lagu achhi Sir 🙏🙏🙏🙏

  • @bhubanmohanty3853
    @bhubanmohanty3853 Час назад

    As long as disciplinary proceedings are not drawn up for their mis deed such events will continue

  • @mihirdwivedi8843
    @mihirdwivedi8843 2 часа назад

    This strike was created by Pandian n Sujata, enough Bjp government take action against Pandian n co as early as possible.

  • @manojkumarsaint7803
    @manojkumarsaint7803 2 часа назад

    Jay Maa Maha Laxmi ❤❤❤

  • @gopalsamall8365
    @gopalsamall8365 2 часа назад

    ଜନ ମଙ୍ଗଳ ରାଷ୍ଟ୍ର ରେ ଏ ମହିଳାଙ୍କୁ କଣ ନ୍ୟାୟ ମିଳିବ ନାହିଁ ?