ନୂଆ ସରକାର ପାଇଁ ମରିଗଲୁ ଆମେ | 300ଟଙ୍କା ଦିଅ ମୋବାଇଲରେ କଥା ହୁଅ !

Поделиться
HTML-код
  • Опубликовано: 28 июн 2024
  • ନୂଆ ସରକାର ପାଇଁ ମରିଗଲୁ ଆମେ | 300ଟଙ୍କା ଦିଅ ମୋବାଇଲରେ କଥା ହୁଅ !# dinanka tv #publicopinion #mohanmajhi #cmoodisha #vegetablepricehike #dinankatv #publicopinion #mobilerecharge #jio #aritelinternet#naveenpatnaik #bjdodisha #bjpgovt #bjpcm #odishapolitics #odishapoliticalupdate #electionnews #2024election #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Комментарии • 1,3 тыс.

  • @sashikantabehera3686
    @sashikantabehera3686 26 дней назад +478

    ବିଜେପି ବଡ଼ଲୋକର ସରକାର. ଗରିବ ମରିବ.

    • @amarendra29
      @amarendra29 26 дней назад +10

      Yes sir

    • @masangchandratudu2843
      @masangchandratudu2843 26 дней назад +28

      Eita trailer .......bhai maane
      Picture abhi baki hai

    • @TheGentleMan_Once
      @TheGentleMan_Once 26 дней назад

      Right 😂​@@masangchandratudu2843

    • @user-kf2sh4nf7j
      @user-kf2sh4nf7j 26 дней назад +24

      Odisha ର ମାଆ ମାନେ ଖାଇବା ଥାଳି ରେ ଛେପ ପକାଇ ଛନ୍ତି, ନଚେତ୍ ନବୀନ ପଟ୍ଟନାୟକ ହାରି ନ ଥାନ୍ତେ

    • @ganeshpradhan9845
      @ganeshpradhan9845 26 дней назад +24

      କୁଆଡେ ଗଲ BJP ମାଗିଆ ମାନେ ରେଟ କମାଅ

  • @SMILAN_143
    @SMILAN_143 26 дней назад +347

    ନବୀନ ହିଁ ସବୁଠୁ ଆଗରେ ଆଉ ଭଲ ସରକାର ଥିଲେ ଏବେ ଭୋଗ 😂😂😂😂

    • @dibakarsethi4802
      @dibakarsethi4802 26 дней назад +6

      Andha vakta darpanara muliya kn bughibo bhai

    • @pramilapradhan2815
      @pramilapradhan2815 25 дней назад

      Tuma pari gandamurkha pjd ra mahatwa kn bujhiba

    • @RAKESHKUMAR-on9sm
      @RAKESHKUMAR-on9sm 24 дня назад +5

      Chodipua 24years helani sabu magana re miluthila nuha ki 🤡

    • @HITMAN.SKY63
      @HITMAN.SKY63 24 дня назад

      Magena re kn milanta kii ..kintu aama budget bhitare thila bujhilu bedha pila 🦒🤡​@@RAKESHKUMAR-on9sm

    • @chintamanisahoo3056
      @chintamanisahoo3056 24 дня назад +2

      ​@@RAKESHKUMAR-on9sm nai bhai nabin tanka ghare dhaeki jauthila....aname magena khai khae pichu khaejibe....desha jau bhad main

  • @ramshankarprasadbiswal5619
    @ramshankarprasadbiswal5619 26 дней назад +48

    ମୋବାଇଲ୍ ପାଇଁ ସମସ୍ତ
    ଉପଭୋକ୍ତା ପ୍ରତିବାଦ କରନ୍ତୁ
    ଅମ୍ବାନୀ କୁ ଦାନ କରନ୍ତୁ
    ଚାନ୍ଦା ବେଶୀ ଦେଇଛି

  • @darkclouds6246
    @darkclouds6246 26 дней назад +131

    ଓଡ଼ିଶା ରେ ଗୁଜରାଟୀ ଶାସନ ଲାଗୁହେଇ ସାରିଛି 😂😂 ତମ vote ଦେଇକି BJP କୁ କାଇଁ ଜିତଉ ଥିଲ

    • @nuelbaa8392
      @nuelbaa8392 26 дней назад +4

      Babu, Achhe Din dekhucho to ?

    • @ratikantasahoo4729
      @ratikantasahoo4729 24 дня назад

      Gandi marantu Sala Odisha Loka Beiman BJP Pani Marigele Murkha

    • @SUNILBABU131
      @SUNILBABU131 16 дней назад +1

      Sata katha bjp ra katha sata hauchi 400 pateiba jinisa ra rate re 😮😅

    • @manasipanda5748
      @manasipanda5748 15 дней назад

      Hmm para bhai, mnu b BJP ku vote deithili... Only se pandian pain samaste sarkaar badalei baku chahinle....ebe bhogi baku padiba.

  • @susantasahu2846
    @susantasahu2846 26 дней назад +375

    ଏ ମାଗିହା ସରକାର ପାଇଁ ସବୁ ରେଟ ବଢୁଛି

    • @amarendra29
      @amarendra29 26 дней назад +6

      Yes sir

    • @TheLifeVibes
      @TheLifeVibes 26 дней назад +9

      ଗାଣ୍ଡୀ ମରା ବହୁତ୍ ଦିନ ଯେତିକି ଖାଇଚୁ ମାଗଣା ସବୁ ବାହାର କରିବୁ

    • @biprasideaexecutionsuccess4795
      @biprasideaexecutionsuccess4795 26 дней назад +19

      ​@@TheLifeVibesmagiya ta bapa ଦେଉଥିଲା କି

    • @susantasahu2846
      @susantasahu2846 26 дней назад

      ମୋର ବାଣ୍ଡ ଟା ବାହାର କରିବୁ

    • @BishikeshanNaik-tn9do
      @BishikeshanNaik-tn9do 26 дней назад +7

      କେନ୍ଦ୍ରସରକାର କମ୍ପାନୀ ଠାରୁ କୋଟି କୋଟି ଟଙ୍କା ନେଇଛି ସେଥିପାଇଁ ରେଟ ବଢୁଛି

  • @DolamaniBagarty-dc3bw
    @DolamaniBagarty-dc3bw 26 дней назад +211

    ବିଜେପି ହେଉଛି ବଡ଼ ବଡ଼ କମ୍ପନୀରସରକାର

    • @nuelbaa8392
      @nuelbaa8392 26 дней назад +6

      Suit boot ki sarkar 😂😂😂

    • @anilkumbhar-hs9it
      @anilkumbhar-hs9it 25 дней назад

      Abe mundare pasila hn , agaru ta sabu obc loke BJP BJP hauthila

  • @user-fl3nj7vv5f
    @user-fl3nj7vv5f 26 дней назад +104

    ବି ଜେ ପି ହଟାଅ ଓଡ଼ିଆ ବଚାଅ

  • @satyachayaentertanment1870
    @satyachayaentertanment1870 26 дней назад +41

    ମୋଦି ଖାଇଦେବ ଓଡିଶା କୁ

  • @sasmitamohanty1970
    @sasmitamohanty1970 26 дней назад +227

    ସେଣ୍ଟର ର ହାତରେ ଓଡିଶାକୁ ଟେକିଦେଲ ଏବେ କଲବଲ ହୋଇ ମର ସବୁ 😂😂😂

  • @nabinamanatya4345
    @nabinamanatya4345 26 дней назад +126

    ଡଭଳ ଇଞ୍ଜିନି ଓଡ଼ିଶାରେ ଡଭଳ ଖର୍ଚ୍ଚ ସିଙ୍ଗେଳେ‌ ଇଞ୍ଜିନି ଓଡ଼ିଶାରେ ତ ରଖିଳ ନାହିଁ, ନିଜେ ଭଗଛୁ

    • @adjustablevideo
      @adjustablevideo 6 дней назад

      Hm to aage 100 cc thila Abe double engine hela 350 cc hele semiti heba aau

  • @SMILAN_143
    @SMILAN_143 26 дней назад +73

    ଏ ମାଦ୍ରୁଚୋଦ ସରକାର ଆଦାନୀ, ଅମ୍ବାନୀ କୁ ପୋଷିବା ପାଇଁ ଏ ରେଟ ବଢ଼ିଛି 😂😂😂😂

  • @dibyaranjanbaral8913
    @dibyaranjanbaral8913 20 дней назад +14

    ନୁଆ ସରକାର ଆସିଲେ ଭାବିଲୁ ଭଲ ଉନ୍ନତି ହବ ହେଲେ ଗରିବ ଲୋକ ସହି ନ ପାରିଲେ ବିଷ ଖାଇ ମରିବେ ଧନି ଲୋକ ମାନଙ୍କ ର କଣ ଅସୁବିଧା କେବଳ ଗରିବ ଲୋକ ହତାସିଆ😢😢😢😢

    • @user-uu6ck4gn1v
      @user-uu6ck4gn1v 14 дней назад

      @@dibyaranjanbaral8913 unnati ta e 3 4 maas thi hesi aagku achi time

  • @pramodkumarnayak6370
    @pramodkumarnayak6370 26 дней назад +119

    ଆରେ ମୂର୍ଖ ଓଡିଶାବାସି ଜାଣିପାରୁନ, ନିର୍ବାଚନରେ ଯେଉଁ ପାଣି ଭଳିଆ ପଇସା ଖର୍ଚ୍ଚ କରିଛନ୍ତି ତୁମ ଭକୁଆ ମାନଙ୍କ ପାଇଁ, ସେ ପଇସା କୋଉଠୁ ଆଣିବେ? ଶଳା ସବୁ ମରିବ BJP ପାଇଁ

    • @AllhaSuarwala
      @AllhaSuarwala 22 дня назад

      ନବୀନ ସମୟରେ କ'ଣ ୨ ଟଙ୍କାରେ ସବୁ ମିଳୁଥିଲା। 😂

    • @user-zs4vp2ce9u
      @user-zs4vp2ce9u 20 дней назад

      Right

    • @jamesrinku1995
      @jamesrinku1995 19 дней назад

      Right bhai

    • @SoumyaranjanSanu
      @SoumyaranjanSanu 18 дней назад

      ଠିକ୍ ଠିକ୍ 👍

  • @sunilbehera8918
    @sunilbehera8918 26 дней назад +105

    3000ଭତ୍ତା ଦେବ 50000 ସୁଭଦ୍ରା ଯୋଜନାରେ ଦେବ କେଉଁଠୁ ଆଣିବ

  • @sureshsuraj9002
    @sureshsuraj9002 26 дней назад +17

    ଆପଣ ମାନେ ଖୁସି ତ
    ଭାବୁଛି ପୁନି ଦାଦନ ପଳେଇବି
    ଏ ସରକାର ଆଉ ରଖେଇ ଦେବନି 🚶🚶🚶👷👷

  • @Sundar406
    @Sundar406 26 дней назад +28

    ମୁକେଶ ଅମ୍ବାନୀ ର ପୁଅ ର ବାହା ଘର ଅଛି ସେଥି ବୋଧେ Recharge ବଢିଛି

  • @KuniSwain-qy8wb
    @KuniSwain-qy8wb 26 дней назад +176

    ନୂଆ ସରକାର ପାଇଁ ଆମେ ମରିଗଲୁ

    • @dibakarsethi4802
      @dibakarsethi4802 26 дней назад

      Nama nio abe mundare basaithilo modi ku

    • @sugudasoren1511
      @sugudasoren1511 20 дней назад

      @@KuniSwain-qy8wb are bhai koi occho na morigolo😂😂😂

    • @MJofficialchannel-qb5uf
      @MJofficialchannel-qb5uf 19 дней назад

      ତମେ ତ ନିଜେ vote ଦେଇକି ଏବେ ଭଲ ହେଲା

  • @durbashasahani4154
    @durbashasahani4154 26 дней назад +87

    ସବୁ ବେସରକାରୀ ସଂସ୍ଥା ହାତରେ ପରିଚାଳନା ହେଉଛି ଦେଶ....

  • @sanjaymohanta1993
    @sanjaymohanta1993 26 дней назад +13

    ପରିବର୍ତ୍ତନ ଦରକାର୍ ଲୋକଙ୍କ ମୁହଁରେ ଶୁଣିବାକୁ ମିଳିଥିଲା,
    ଏବେ ସମ୍ଭାଳ ପରିବର୍ତ୍ତନ ହେଉଛି,

  • @rkentertainment3226
    @rkentertainment3226 26 дней назад +11

    ବିଜେପି ଆଦାନୀ ଅମ୍ବାନୀ ମାଧ୍ୟମରେ ଗରିବଙ୍କୁ ଲୁଟ୍ କରିବ ଗରିବଙ୍କ ହିତରେ ବିଜେପି ନୁହେଁ ।

  • @sunilbehera8918
    @sunilbehera8918 26 дней назад +104

    ଶେଷ ରେ ଓଡିଶା ବିକିଦେବେ

  • @ranjitanikhil7329
    @ranjitanikhil7329 26 дней назад +58

    BJP hatao.desh bachao

  • @maushumisoy904
    @maushumisoy904 26 дней назад +12

    ଶେଷରେ ଚୋର ମାନଙ୍କୁ ପୁଣି ଭୋଟ ଦେଲ, ଅମ୍ବାନୀ ର ଦଲାଲି,

  • @JagannathKadraka-fu3ef
    @JagannathKadraka-fu3ef 26 дней назад +8

    ବହୁତ ଲୁଟିବା ସରକାର ବିଜେପି ସରକାର ଦେଶ କୁ ବିକି ଦେବା ପାଇଁ ନିର୍ବାସନ ପାଇଁ ଏବେ ନୂଆ ସରକାର

  • @ganeswarmunda8490
    @ganeswarmunda8490 26 дней назад +68

    Election ବେଳେ କମ୍ପାନୀ ଚାନ୍ଦା ଦେଇଛି ମାନେ ସେ ତାର ସୁଧ ମୂଳ ସବୁ ଲୁଟି ନେଇଯିବ। କେହି ତାକୁ ପ୍ରତିରୋଧ କରିପାରିବେନି।

  • @PKSwain1994
    @PKSwain1994 26 дней назад +52

    କଣ ଜନତା କହୁଥିଲ ଆମର ପରିବର୍ତ୍ତନ ଦରକାର ତମେ ପରିବର୍ତ୍ତନ କରୁଥିଲ ଏବେ ସେମାନେ କରିଲେ ଅସୁବିଧା କୋଉଠି

    • @dibakarsethi4802
      @dibakarsethi4802 26 дней назад +1

      Right answer thanks bhai andha vakta darpana dakhinothile abe dekhile

  • @subratranjanbehera1701
    @subratranjanbehera1701 26 дней назад +14

    Right,bjp ସରକାର ଏତେ rate କରୁଛି

  • @shibabehera9656
    @shibabehera9656 26 дней назад +9

    ଆର ଥର କଂଗ୍ରେସ ପକା କେହି ରଖି ପା ରି ବନି ତୋଟା ଲ ଇଣ୍ଡିଆରେ. ତା ପରେ ଜାଣି ବା ବିଜେପି

  • @MakraMurmu-fv4kr
    @MakraMurmu-fv4kr 26 дней назад +67

    ଆଉ କିଛି ଦିନୋ ଅପେକ୍ଷା କର ବିଜେପି ସରକାର ସବୁ ମାଗଣ ଦେବ ମୂର୍ଖ ମାନେ😭😭😂

    • @manaspradhan7126
      @manaspradhan7126 26 дней назад +2

      Sata

    • @madhusmitamohanty2332
      @madhusmitamohanty2332 13 дней назад

      Hum agaru ame bi kichi painu..sabu Khali jojona sunu.kichi voter manaku dei..Kan na ame delu..bjp na bjd na Congress jiye gareeba nka dukha.lokanka asubidha.education hospitality e sabu kichi parimanare free Kariba..budha maa bapanku pension deba Mane chaleiba..semtiya sarkar nku vote deba...nua sarkar tiari heba uchit.

  • @mirapatra8545
    @mirapatra8545 26 дней назад +86

    ବିଜେପି କୁଭୋଟଦିଅସେବିଜେପିସରକାରମାରିଦେବେ

  • @RaghunathGond-ge7og
    @RaghunathGond-ge7og 26 дней назад +15

    ଦାନ ରେଟ 3100ସ କଲେବି ଆଓ ପେନସନ ତିନି ହଜାର କଲେବି ଆମ ଟାରୁ ଆଦାୟ କରିକି ହାମକୁ ହକା ଦହୁଛି

  • @dakhilakaanar4694
    @dakhilakaanar4694 26 дней назад +24

    Jey Naveen

  • @nagulanageswari1442
    @nagulanageswari1442 26 дней назад +56

    ଭଲ ହୋଇଛି, ନୂଆ ସରକାର ନୂଆ ନିୟମ, ଓଡିଶାର ସମସ୍ତେ ମିଶି ଷ୍ଟ୍ରାଇକ କରନ୍ତୁ,

    • @satyajitsahu9488
      @satyajitsahu9488 26 дней назад +3

      Subha kamare bilamba kanhiki 😊😊😊😊😊

  • @budhukhuntia6808
    @budhukhuntia6808 26 дней назад +49

    ନାମ ନିଅ ଓଡିଶା ବାସି

  • @dakhilakaanar4694
    @dakhilakaanar4694 26 дней назад +17

    ଓଡ଼ିଶା :୫୦: ବରସ ପଛକୁ ଚାଲି ୟିବା

    • @lipipradhan8203
      @lipipradhan8203 11 дней назад

      ତା ଜାଗା ଯୋଠି ସେଠି ପଠେଇଦିଅ

  • @sukrutapradhan6893
    @sukrutapradhan6893 26 дней назад +27

    ଡବଲ ଇଞ୍ଜିନ୍ର ସରକାର ହେଲା ମାନେ ଦରଦାମ ମଧ୍ୟ ଡବଲ୍ ହେବ, ଆମକୁ ଡବଲ୍ ଇଞ୍ଜିନ୍ ସରକାର ଆବଶ୍ୟକ ଥିଲା ଦରଦାମ ରେ କଣ ଅସୁବିଧା ହେଉଛି? ଯାହା ହେଉଛି ବହୁତ ଭଲ ହିଁ ହେଉଛି।

  • @sudhirkumaracharya1006
    @sudhirkumaracharya1006 26 дней назад +39

    ଅମ୍ବାନୀ ପୁଅ ବାହାଘର ଆଉ ଅଳ୍ପଦିନ

    • @dbki9524
      @dbki9524 25 дней назад +1

      Bhai gote bahaghara kalaa j.... 22% badhei delaa Recharge plans..... au gote bahaghara hele..... sarijibo sabu

  • @satyabratasamal6414
    @satyabratasamal6414 26 дней назад +11

    ଓଡିଶାରେ ପରିବର୍ତ୍ତନ କରିଛନ୍ତି ଓଡିଶାବାସୀ। ବର୍ତ୍ତମାନ ବ୍ୟସ୍ତ ହେଲେ କଣ ହେବ। 5 ବର୍ଷ ପରିବର୍ତ୍ତନର ସ୍ଵାଦ ଚାଖିବାକୁ ହେବ। ଆଶା କରୁଛୁ ନୂଆ ସରକାର ଗରିବ ମଧ୍ୟବିତ୍ତ ଓଡିଆଙ୍କ କଷ୍ଟ ବୁଝନ୍ତୁ ଓ ତ୍ଵରିତ ପଦକ୍ଷେପ ନିଅନ୍ତୁ।

  • @user-jl9ge4jk9g
    @user-jl9ge4jk9g 26 дней назад +17

    ଏ ସରକାର ଵେପାରି ସରକାର

  • @riteshsahu3286
    @riteshsahu3286 26 дней назад +9

    ଗୋଟିଏ ଇଞ୍ଜିନ ଥିଲା ଡବଲ ଇଞ୍ଜିନ ହେଲା ରେଟ ତ ବଢ଼ିବ ସମସ୍ତଙ୍କୁ ଡବଲ ଇଞ୍ଜିନ ପସନ୍ଦ ଦେଖ ଆଗକୁ କଣ ହେଉଛି
    ଯୟ କୋଶଲ

  • @praphullasial729
    @praphullasial729 26 дней назад +13

    ଇଏ ତ ହେଇନି କିଛି,,,, ଦେଖ ଆଗକୁ କଣ ହେଉଛି,,,,

  • @santilatapanda1386
    @santilatapanda1386 26 дней назад +29

    Au Next win BJD 💯 persent ki rate

  • @BabuMaharana-zv1bn
    @BabuMaharana-zv1bn 26 дней назад +13

    ଭୋଟ ବେଳେ ଯାହା ଖର୍ଚ ହୋଇଛି ତାକୁ କିଏ ଦବ ।

  • @princeachyuti5628
    @princeachyuti5628 20 дней назад +6

    ଇଏ ହେଇନି କିଛି ଇଏ ହେଇନି କିଛି
    ଦେଖ ଆଗକୁ କଣ ହଉଛି ଦେଖ ଆଗକୁ କଣ ହଉଛି 🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣🤣

  • @pprs58
    @pprs58 26 дней назад +26

    ପରିବା ପତ୍ର ଶସ୍ତା ହେଲା। ମୋବାଇଲ୍ ରିଚାର୍ଜ ମଧ୍ୟ ଶସ୍ତା ହେଲା। ଇଲେକ୍ଟ୍ରି ୩୦୦ ୟୁନିଟ୍ ମାଗଣା ହେଲା। ଧାନ କୁଇଣ୍ଟାଲ ୩୧୦୦ ହେଲା। ଓଡିଆ ଆଇଏଏସ ଚିଫ୍ ସେକ୍ରେଟାରୀ ହେଲେ। ନିଜକୁ ନିଜେ ଧନ୍ଯବାଦ ଦେଇ ବହୁତ ଖୁସି ।

  • @KuniSwain-qy8wb
    @KuniSwain-qy8wb 26 дней назад +29

    Nua sarkar pain ame marigalu

  • @sudhakarmohanty4725
    @sudhakarmohanty4725 16 дней назад +2

    ମୋହନ ସରକାର କୁ ହଟେଇ ଦିଆଯାଉ ଆମକୁ ନବୀନ ପଟ୍ଟନାୟକ ସରକାର ହେବା ଦରକାର

  • @basantkumarmohanty7602
    @basantkumarmohanty7602 21 день назад +3

    ଏ ଲୋକଙ୍କୁ ଏଇଆ ଦରକାର ଏବେ ନାମ ନିଅନ୍ତୁ BJP ସରକାର କୁ ଭୋଟ ଦେଇଛନ୍ତି

  • @kanhudas3308
    @kanhudas3308 26 дней назад +13

    ଏ ହୋଇନି କଛି ଏ ହୋଇନି କିଛି ଦେଖ ଆଗକୁ କଣ ହୋଉଛି ଜୟ ବିଜେପି 🤣🤣

  • @baidyabiharigiri9439
    @baidyabiharigiri9439 26 дней назад +30

    ସବୁଥିରେ ବିଜେପି ୧ନ ହେବାକୁ ଯାଉଅଛି
    ଡବଲ ଇଂଜିନରେ ଡବଲ ହେବ ଆପଣ ମାନେ।

    • @ManasMohapatra-nk5fd
      @ManasMohapatra-nk5fd 26 дней назад +1

      Apana Mane khusi ta

    • @Kalinga007.
      @Kalinga007. 26 дней назад +1

      Double engine re tela ta adhika khaiba

    • @jullysamal6626
      @jullysamal6626 26 дней назад +1

      Bal

    • @arunakumarkata6903
      @arunakumarkata6903 25 дней назад

      ସବୁ କମ୍ପାନୀ ଗୁଡିକ ମୋଦି କୁ କୋଟି କୋଟି ଟଙ୍କା ଦେଇଛନ୍ତି rate ତ ବଢ଼େଇ ନା

    • @abinashmohanty546
      @abinashmohanty546 17 дней назад

      Chasa kara sabu rate kamiba.nahin ta dine asiba khaiba pain paibani paisa khaiba tapare badeipiti heiki mariba.

  • @pradiptamishra1441
    @pradiptamishra1441 26 дней назад +9

    Jai BJD Jai Naveen babu ❤️ 🙏

  • @KoramaniPanda-cg1vr
    @KoramaniPanda-cg1vr 26 дней назад +6

    ବିଜେପି ବିଧାୟକ ଙ୍କୁ କେର କେରା ମାଡ଼ ରାସ୍ତା ରେ ବଢ଼େଇ ଵା ଦରକାର

  • @sashidevnayak3599
    @sashidevnayak3599 26 дней назад +5

    ବିଜେପି ସରକାର ବଡ଼ଲୋକଙ୍କ ପାଇଁ ଆହୁରି ଭୋଟ ଦିଅ

  • @binodkumarnaik4165
    @binodkumarnaik4165 26 дней назад +8

    Mobile recharge, kam kara ଯାଉ, ଯେହେତୁ ଗରିବ ନୁ ଧନୀ ପର୍ଯ୍ୟନ୍ତ ସଭେ mobile ବ୍ୟବହାର କରୁଛନ, ସଭେ ଯେନ୍ତା recharge କରି ପାରବେ, ସେ ହିସାବେ ବ୍ୟବସ୍ଥା କରାଯଉ,

    • @mscreation695
      @mscreation695 26 дней назад

      Apana bodhe samlpuria bjp ku puja karuchan se ta kam karba ambani Modi Bhai bhai

    • @user-dz9wb2dp9h
      @user-dz9wb2dp9h 26 дней назад +1

      Mobile recharge komiba darkar

    • @beherac4742
      @beherac4742 16 дней назад

      Jaha b hele bohut rate badhichi au samatanka pain problem

  • @Sportscricketlovers-zb8
    @Sportscricketlovers-zb8 23 дня назад +3

    ଏ news କୁ ନୂଆ ସରକାର କୁ ଦେଖାଅ 😮😮 ଓଡିଶା ର ଲୋକେ କେନ୍ତେ ଅସୁବିଧା ହଉଚେ ଦେକବେ।।

  • @dibyaranjanbaral8913
    @dibyaranjanbaral8913 20 дней назад +2

    ସରକାର ଯଦି କିଛି ବଦଳେଇ ବାର ଅଛି ତ ଆଗ ମଦ ବଦ କର

  • @priyankabiswal8116
    @priyankabiswal8116 26 дней назад +20

    ଡବଲ ଇଂଜିନ ସରକାର 😄😄😄😄😄

  • @Strange_7-i9n
    @Strange_7-i9n 26 дней назад +21

    Gariba sarkar naveen patnaik

  • @dakhilakaanar4694
    @dakhilakaanar4694 26 дней назад +8

    ଗରିବ େଲାକମାନ ମରିଗଲୁ

  • @basudev999t
    @basudev999t 15 дней назад +1

    ଆହୁରି ବଢୁ ଚାଷି ମାନେ ଉପକୂତ ହେବେ . ଧନ୍ୟବାଦ ନମସ୍କାର ନୁଆ ସରକାର ଙ୍କୁ . ଯାହାକୁ ଅଧିକ ଲାଗୁଛି ସେ ନିଜେ ଚାଷ କରି ଖାଉ

  • @naganbehera8830
    @naganbehera8830 26 дней назад +23

    BJP Sarkar lotiba

  • @user-wh4kq1qk8o
    @user-wh4kq1qk8o 26 дней назад +8

    ଚାଷୀ ମାନେ ଖୁସି ହୁଅନ୍ତୁ,

  • @DillipBhoi-mu1dk
    @DillipBhoi-mu1dk 26 дней назад +2

    ଗରିବ, ମଧ୍ୟବିତ୍ତ ଓ ଧନୀ ଓଡ଼ିଶାରେ ସମସ୍ତେ ସମାନ 🙏🙏🙏sir

  • @prasantsahoo7124
    @prasantsahoo7124 26 дней назад +18

    Vote deicha bjp sarkaar ku

  • @prasantsahoo7124
    @prasantsahoo7124 26 дней назад +10

    Badhia heichi tama manaku

  • @prasantacreation7242
    @prasantacreation7242 21 день назад +1

    ନବୀନ ସରକାର ଜିନ୍ଦାବାଦ

  • @jaydebmajhi236
    @jaydebmajhi236 26 дней назад +4

    BJP AND OTV OUT KARA ODISHA RU 🦴🦴🦴🐾💀🐾💀🐾🐾💀💀💀💀💀

  • @user-dg5qq1ez5f
    @user-dg5qq1ez5f 26 дней назад +9

    2028 ପରେ ସବୁ rate କମିବ wait

  • @cutekajal123
    @cutekajal123 26 дней назад +6

    ଖରା ଦିନରେ ପନିପରିବା ରେଟ ହବା ସଭାବିକ ଚାଷ କରିବା ପାଇଁ ଚାଷୀ ପାଖରେ ଜଳସେଚନ ପାଇଁ ପାଣିରେ ଅସୁବିଧା ହୋଉଛି ଯଦି ଚାଷୀଙ୍କ ପାଖରେ ପାଣିର ସୁବିଧା କରନ୍ତେ କେବେ ପନିପରିବା ମୋହଙ୍ଗା ହବନି ଶସ୍ତା ସବୁ ହବ ଏଥିରେ କିଛି ସନ୍ଦେହ ନାହିଁ😊

    • @sugudasoren1511
      @sugudasoren1511 24 дня назад

      Right madam ❤

    • @subharanshu8267
      @subharanshu8267 19 дней назад

      ଖରା ଦିନ ଚାଲିଗଲାଣି ଏଇଟା ଆଷାଢ଼ ମାସ ସବୁ ଦିନ ବର୍ଷା ବର୍ଷା ହେଉଛି ସବୁଆଡେ ଜଳସେଚନର ସୁବିଧା ଅଛି |

    • @abinashmohanty546
      @abinashmohanty546 17 дней назад

      Chasa kara sabu rate kamiba.nahin ta dine asiba khaiba pain paibani paisa khaiba tapare badeipiti heiki mariba.

  • @user-df6tb8um6z
    @user-df6tb8um6z 17 дней назад

    ବିଜେପି ସରକାର ସବୁ ଠାରୁ ଭଲ ସେଥିପାଇଁ ସବୁପନି ପିରିବାର ରେଟ ଵଦେଇଛି ଗୂଡ଼ ଆଉ ଆମ ଭାରତ ରେ ଗରବ ରହିବେନି

  • @shyamsundarrath275
    @shyamsundarrath275 26 дней назад +2

    ଭୋଟ ଦେଲ,ଭୋଟ ଟା ହେଲା ଦାନ,
    ଦାନ ପରେ ଦକ୍ଷିଣା ଟା ପୁଣି ଦେବାକୁ ହେବ ନା ନାହି?ଏବେ ଦକ୍ଷିଣା ଟା ଦିଅ।
    ମୋଦୀ ହେ,ତୋ ମୁମକିନ ହେ।

  • @sudarsanmohapatra8604
    @sudarsanmohapatra8604 26 дней назад +3

    କିଛି ହେଉନି.. ଆଗକୁ ଭଲ ଦିନ ଆସୁଛି

  • @purnasahoo7859
    @purnasahoo7859 26 дней назад +5

    Jaya nabin

  • @BalbhadraPatra-hb3sx
    @BalbhadraPatra-hb3sx 20 дней назад

    ଦୟକରି ସବୁ ନେତା ମନ୍ତ୍ରୀ କଥା ହୁଅନ୍ତୁ ଆଉ
    ଏ BJP ସରକାର ଙ୍କୁ ଚେଞ୍ଚ୍ କର ନହେଲେ ଆଉ ଟିକେ ଲେଟ୍ ହେଲେ ସବୁ ଗରୀବ ଲୋକେମନେ ଅଧା ମରି ଯିବେ,

  • @jugantapangi5259
    @jugantapangi5259 17 дней назад

    ସରକାର ନୂତନ ବିଜେପି ସରକାର
    ଆପଣଙ୍କ ନୂଆ ଶାସନ ନୂଆ ଦରଦାମ କୁ ନମସ୍କାର
    ସାଧାରଣ ଲୋକଙ୍କ ଉପରେ ଟିକେ ପଡୁ ନଜର

  • @prasantaguru596
    @prasantaguru596 26 дней назад +3

    ହଜାର ହଜାର ଟଙ୍କା students ଖାଇଲ ଏବେ ହଗିବନିକି

  • @BabuMaharana-zv1bn
    @BabuMaharana-zv1bn 26 дней назад +3

    କିଛିଅସୁବିଧା ନାହିଁ ଚାଷି ଚାଷ କରୁଛି କଣ ମାଗଣା ଦବ ।

  • @niranjannayakgreatodisha2342
    @niranjannayakgreatodisha2342 25 дней назад +2

    ବିଜେପି ହଟାଓ ରାଜ୍ୟ ଓ ଦେଶ ବଞ୍ଚାଓ .

  • @mamalinayak3877
    @mamalinayak3877 25 дней назад

    ବିଜେପି ସରକାର ଦରକାର ଥିଲା ସମ୍ଭାଳ ଏଥର ଇଏ ହେଇନି କିଛି ଦେଖ ଆଗକୁ କଣ ହେଉଛି 😂😂😂😂😂

  • @asish7034
    @asish7034 26 дней назад +5

    Double engine double vikash🎉🎉🎉🎉😂😂😂😂

  • @kalyanimohanty4891
    @kalyanimohanty4891 26 дней назад +3

    Sadharana janata kemiti banchibe b j p sarkar ra chinta nahi khali b j d pachhare padichi kou police kan bihev karithila taku panishment deuchi

  • @jeetstarktb7597
    @jeetstarktb7597 18 дней назад

    ଥାଉରେ ଭାଇମାନେ, ଓଡିଶାରେ BJP ଦରକାର ଥିଲାପରା, ଏବେ କଣ ହୋଉଛି, ଏବେ ଭୋଗ, l

  • @umakantirana2496
    @umakantirana2496 16 дней назад

    ବିଜେପି କୁ ଭୋଟ ଦେଲା ବେଳେ ତ ଭାବି ପାରିଲନି ତାକୁ କିଛି ନ ଭାବି ଜିତେଇ ଦେଲ ଏବେ ସମସ୍ତେ ଭୋଗ

  • @manuputul1395
    @manuputul1395 26 дней назад +4

    Micha Micha aji morning ra rate
    brinjal 80
    Cabbage 50
    Parwal 60/70
    Tomato 70/80
    Papaya 40
    Pumpkin 35
    Potatoes 35/40

    • @abinashmohanty546
      @abinashmohanty546 17 дней назад

      Chasa kara sabu rate kamiba.nahin ta dine asiba khaiba pain paibani paisa khaiba tapare badeipiti heiki mariba.

  • @TunaDas-tt7xj
    @TunaDas-tt7xj 26 дней назад +3

    ଘରେ ମଦଇପିକି ସଇପଡ଼ ସର୍ଗରୁ ଫଳ ପଡ଼ିଯିବ

  • @manojswain9596
    @manojswain9596 25 дней назад +1

    ନରେନ୍ଦ୍ର ମୋଦି ୫୦୦ କୋଟି ଟଙ୍କା ଆଣିଥିଲେ ଅମ୍ବାନୀ ଠାରୁ ୨୦୧୪ ନିର୍ବାଚନ ଖର୍ଚ୍ଚ ପାଇଁ। ଯାହା ଫଳରେ BSNL କୁ down କରି jio କୁ chance daba ପାଇଁ

  • @bhagirathidasodisha.6934
    @bhagirathidasodisha.6934 16 дней назад

    ଗରିବ ଧନୀ ସଭିଙ୍କ ପାଇଁ ହେଲା
    ସରକାରୀ ଅନୁଦାନ ଗରିବ କଲ୍ୟାଣ ଯୋଜନା ସବୁ ଅପରି ବର୍ତ୍ତନ ଏବଂ ଭତ୍ତା ବଢିବ ସୁଭଦ୍ରା ଯୋଜନା କିସାନ ନିଧି ଖାଦ୍ୟ ସୁରକ୍ଷା ସବୁ ଦିଆ ଯିବ ଯଦି ଟିକସ ରୁ ତ ନା
    ସରକାର ଆମଦାନୀ ରୁ ସ୍ଥିର କରନ୍ତି
    ଆମଦାନୀ ଉତ୍ପାଦନ ନାହିଁ

  • @gaganbihariacharya4789
    @gaganbihariacharya4789 26 дней назад +3

    Tame sarkar kala tame bhogiba karma karicha phala paa

  • @amarendra29
    @amarendra29 26 дней назад +3

    DOUBLE ENGINE DOUBLE RATE

  • @munnakadraka2123
    @munnakadraka2123 19 дней назад

    ନୂଆ party ଚାହିଁଲେ ଲୋକେ ଆଉ କହୁଛନ୍ତି କି ଭଲ ନାହିଁ। ନିଜେ ହିଁ BJP କୁ ଜିତେଇଲେ ଆଉ କଉ ଲୋକ କଥା ବିଷୟରେ interview ରେ କହୁଛନ୍ତି ୟେ ଲୋକମାନେ।

  • @iswareenayak1167
    @iswareenayak1167 26 дней назад +1

    Otet apply fee 1400
    And mobile data fee per month 300 . 90% students depends on internet for study. Now its too difficulty for study a poor and middle class students

  • @mithunff44
    @mithunff44 26 дней назад +3

    Bjp k bhot dia khus raha

  • @sunildash2324
    @sunildash2324 26 дней назад +3

    Very Bad BJP HATAO MODI Hatao DEASA BACHO JAY Congrass Thanks 🇮🇳 NEXT PM ♥️ RAHUL GANDHI 🇮🇳 JINDABAD Thanks ❤😂❤

  • @gramkhara1046
    @gramkhara1046 26 дней назад +2

    ଓଡିଶାର ଜନସାଧାରଣଙ୍କର ସବୁ ଲୁଟିନେବେ BJP ସରକାର

    • @sugudasoren1511
      @sugudasoren1511 24 дня назад

      Hann Balle balle dhaba v gola sobu bjd kotha gharo v gola Abe aamo ghoro😂😂😂

  • @Suman55789
    @Suman55789 25 дней назад

    ଓଡିଶା ର ଲୋକେ ଗରିବ ନୁହନ୍ତି. ପରିଶ୍ରମ କରୁନାହାନ୍ତି-ଖାଲି ମାଗଣା ଖୋଜୁଛନ୍ତି..ସବୁବେଳେ ସରକାରଙ୍କ ଉପରେ ନିର୍ଭର.

  • @purnapradhan9553
    @purnapradhan9553 26 дней назад +6

    ❤ଡବଲ ଇଞ୍ଜିନ ସରକାର ସବୁଠାରୁ ଭଲ ସରକାର ❤ଜନ ସାଧାରଣ ଙ୍କର ମଙ୍ଗଳ କରିବ❤ ଓଡ଼ିଶା ବାସି ବହୁତ ଖୁସି❤ ଦାଦନ ସମସ୍ୟା ସମାପ୍ତ ହେବ❤ ଓଡ଼ିଶା ଏକ ନମ୍ବର ହେବ ❤

    • @jitendrakumarpanda385
      @jitendrakumarpanda385 25 дней назад

      ଆମ ଗାଁ ରୁ 12ଜଣ ଦାଦନ ଯାଇଥିଲେ ସେମାନେ ଫେରିଲେ

  • @khusirajalaxmidiptiexpress5041
    @khusirajalaxmidiptiexpress5041 26 дней назад +2

    ଏଥର ସାଧାରଣ ଲୋକଙ୍କ ବୁଦ୍ଧି ଏବେ ଫେରୁଛି..।

  • @srikantarauta8200
    @srikantarauta8200 25 дней назад

    ସବୁ ମରିବ କନକନ ହୋଉଥିଲସବୁ ଏବେ ଭୋଗ ସବୁ 500ହେଇ ଯାଉ ମୋବାଇଲ ସବୁ ପୁଣି ଚିଠି ସବୁ ପଠାଇବ

  • @nanduhikaka6081
    @nanduhikaka6081 18 дней назад

    ଚାହିଦା ବଡୁଛି କିନ୍ତୁ ରଜଗାର କମୁଚି ଆଉ କିଛି ଦିନ ମଧ୍ୟରେ ଗରିବ ଲୋକେ ଅହୁରି ଦୁଇ ଗୁଣ ଗରିବ ହେବେ

  • @SunaramSundi123
    @SunaramSundi123 25 дней назад

    Congress କୁ ଭୋଟ ନ ଦେଲେ ଏମିତି ହିଁ ହେବ।