Bjp ra e 5 year hin last odisha re mu au mo sanga mane sabu bjp ku vote karithilu but ebe kharap laguchhi nijaku jetiki deipariba setiki promise karithanta 3000 karidabu bhata kahiki ebe e sabu term and condition
Sata Katha bhai election purbaru besi bada bada Katha kahile ame sabu bhatta badheiki 3000 karidabu mu mo family mo sanga mane bi bjp ku vote deithilu semiti re mo family re emiti kie nahin jie bhata paiuthuba but emiti jonkarila bjp sarkar aita tara last odisha re I think
A re bhi bhal au tamay kahucha wa saymiti na kahile Raja godi kaemiti hasal heba aau purimandira ra suna sabu kemiti kahi thante j kahila manibaku padiba a mg sola kna kn gali daybi bhai sudhira jsore bhagwan ku tike Dara ra sole mriba sale
Bhai bohut bhola kotha kohila wido women nku nihaty rs 3500 deba kotha,wido women pila oily ea bhorana posting pai nichya mention koriba ,100 percent 👍, tq bhai ap Mata mota bohut bhola achi.God bless you
Bikalanga gote amiti sabda jaki j ange libichi say jaanichi bikalanga many kn amanay kn bujhibe amanku kahile emnak Kai ta puki jhio biklnga nahanit na are bhai j b tra sariraru gote ango kharap haijaya na taku pachara tara kasta kete
ବିଧବା ମା ମାନଙ୍କ ର ଭଟ୍ଟା ବଢିବା ଉଚିତ
Aau hei paribani re aniki tho miliba tnkara Kam ta sorila na aau Abe amay bhukile kn haba
Right now
Right
Right sir
ବିଧବା ମହିଳା ମାନଙ୍କୁ 5000 ଭତା ଦବା କଥା,
ବିଜେପି ସରକାର ଆର ଥରକୁ ନିଶ୍ଚିତ ହାରିବ
ଦୁଇ ଗୁଣ ପଦ୍ମ ଦୁଇ ଗୁଣ ବିକାଶ
100%👍
@@Mr_Kishan-7😂😂😂😂😂
100 Ru 100 hariba
Ruha sala au bjp paiba na hair paiba nabin sir nka pada dhuli chapal nuhanti
ବିଧବା ମାଁ,ଭଉଣୀ, ଝିଅ ମାନଙ୍କୁ ଅତି ଶୀଘ୍ର ସବୁ କ୍ଷେତ୍ରରେ ନଂ୧ ସୁବ୍ୟବସ୍ଥା କରାଯାଉ।
B😢
Puraa.karbaar kathaa.bidhaba ma mankar kaji😢
Thik katha kahila bhai
Write
ଏ ସରକାର ବେଶିଦିନ ନୁହେଁ. 80 ବର୍ଷ ବୟସ୍କ ଲୋକ ଲୋକ ଆଗାଗୁ ଭୋଟ ଦେବେ. ଅନେଇ ଥାଅ ହେ ଭଣ୍ଡ ସରକାର.
Right
ସମସ୍ତଙ୍କୁ ଭତ୍ତା ବୃଦ୍ଧି କରିବେ ବୋଲି ସରକାର condition କରିଥିଲେ, ଏବେ କଣ ହେଲା, ଯେଉଁ ମାନେ ପାଇବେ ସେମାନେ କେତେ ଜଣ ଅଛନ୍ତି, ତେଣୁ ଏ ଭଣ୍ଡ ସାରଥୀ ସରକାର, ବେଶୀଦିନ ଟେକିବନି, ଆନ୍ଦଲନ ଆରମ୍ଭ ହେବ, ଏ ଚୁର ସରକାର ହଟିବ
Haa bhai
Right 👍👍👍👍
Heba kotha bhai sola bjp choro sarkar
Right
ୟେ ନେତା ମନ୍ତ୍ରୀ ଯୋଉଠିକୁ ଆସିବେ ସେମାନଙ୍କୁ ଚପଲ ମାଡ ମାର
ସରକାର ଆମ ସାଙ୍ଗରେ ଅନ୍ୟାୟ କଲ 3000ଭତ୍ତା ଦେବ କହି ଦେଲା ନାହିଁ ... ଏବେ ଅତ୍ର ପାତ୍ର କଲା ତାର ପରିଣତି ଆଗାମୀ ଦିନରେ ଲୋକେ ଦେବେ
ଆଜ୍ଞା ୧୦୦% ବହୁତ ସୁନ୍ଦର କଥା ଟେ କହେଲେ... ବିଧବା ମହିଲା ଙ୍କୁ 3500 ଦେଵାର କଥା,80% ଵିକଲାଙ୍ଗ ଆଉ 80ଵର୍ଷ ବ୍ୟକ୍ତି କୁ ଠିକ୍ ଦିଆ ହେଉଛେ ।।
ବିଦବା ମା ମାନେ କଣ ଭୋଟଦେଇନାହାନ୍ତୀ କି 1000 ଟଙ୍କାରେକେମିତି ତା ପରୀବାର ଚଳେଇବେ।ଦୟାକରୀ ମହୋନ ସାର୍ ବିଧବା ମା ମାନଙ୍କୁ 3500 ଟଙ୍କା ପେନସନ କରାଯାଉ ତା ପିଲାଛୁଆଙ୍କୁ ପାଠପଢାଇବାରେ ସୁବିଦା ହେବ ଜୟ ଜଗନ୍ନାଥ ❤❤❤❤❤🎉🎉🎉🎉 4:48
କେଉଁ ସରକାର ଆସିଲେ ବି ଗରୀବର ଅବସ୍ଥାରେ ପରିବର୍ତ୍ତନ ହେଉ ନାହିଁ
Right you are apsutly right
ବିଧବା ମାଙ୍କୁ 3500 ଦିଆ ଯିବା କଥା...
Tui badhe dhani bo .
ବହୁତ ଭଲ ପ୍ରଶ୍ନ ଆପଣ ସରକାରକୁ ପଚାରିଛନ୍ତି ।
ବିଧବା ମାନଙ୍କୁ ବି 3500ଦେବା ଦରକାର କାରଣ ତୁମେ ଯେଉଁ ମଦ ରୁ ଲାଭ ପାଉଛ ସେହି ମଦ ଦ୍ୱାରା ଓଡିଶା ର ହଜାର ହଜାର ମହିଳା ବିଧବା ତେଣୁ ସେମାନଙ୍କୁ ବି ସାମିଲ କର ଏବଂ ଅନ୍ୟ ବିଧବା ମାଆ ମାନଙ୍କୁ ବି ସାମିଲ କର ଜୟ ଜଗନ୍ନାଥ
ନିର୍ବାଚନ ପୁର୍ବ ରୁ ଦେଇଥୀବା ପ୍ରତିଶୃତି 3000 ଭତା ପ୍ରଦାନ କରାଯିବ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।
ତୁମ ପାରିବାର ରେ ଯଦି କେହି ବିଧବା ହୁଅନ୍ତେ ତୁମେ ଠିକ୍ ଜାଣି ଥାନ୍ତ , ଗୋଟେ ବିଧବା ୧୦୦୦ ଟଙ୍କା ରେ ତା ପରିବାର କିପରି ପୋସୁଚି, 😭ଯଦି ତୁମେ ବିଧବା ମା ମାନଙ୍କ ପାଇଁ ୩୫୦୦ ଟଙ୍କା ନକରେଇବ ବିଧବା ମା ମାନଙ୍କ ଲୁହରେ ତୁମେ ସବୁ ଅଧା ଦିନରୁ ଯିବ..🙏.jay Jagannath 🙏🙏🙏 mu jadi thik kahuthaye 👍gote
Jetiki sarkar dei paribe, setiki hi promise karibara thila.
Right Bhai ❤
You are right
Widow maa mano kno kete kost nijo akhi re no dekhile Jani pariboni
Bjp ra e 5 year hin last odisha re mu au mo sanga mane sabu bjp ku vote karithilu but ebe kharap laguchhi nijaku jetiki deipariba setiki promise karithanta 3000 karidabu bhata kahiki ebe e sabu term and condition
ବୀଧବାକଂ ପାଇଁ ଭତ୍ତା ୩୫୦୦ ହେବାଦରକାର
ଏହି କଥାଟା ଭାରି ପଡ଼ିବ cm sir
ଯଦି ଆପଣ ସତରେ ଗରିବ ନିରୀହ ଲୋକଙ୍କ ପାଇଁ ଆଗକୁ ଆସିବାକୁ ଚାହୁଁଛନ୍ତି ତେବେ 60 ବର୍ଷ ର ଲୋକଙ୍କୁ ଆଉ ବିଧବା ମା ମାନଙ୍କୁ 3500 ଦିଅନ୍ତୁ
Sata Katha bhai election purbaru besi bada bada Katha kahile ame sabu bhatta badheiki 3000 karidabu mu mo family mo sanga mane bi bjp ku vote deithilu semiti re mo family re emiti kie nahin jie bhata paiuthuba but emiti jonkarila bjp sarkar aita tara last odisha re I think
ନିର୍ବାଚନ ର ବାର୍ତ୍ତା ଅନୁସାରେ 60 ବର୍ଷ ରୁ ଉର୍ଦ୍ଧ ସମସ୍ତ ଲୋକଙ୍କୁ 3000 ଭତ୍ତା ଦିଆଯାଉ 3000 ରୁ ଯେମିତି ସମସ୍ତେ ବଞ୍ଚିତ ନ ହେବେ
A re bhi bhal au tamay kahucha wa saymiti na kahile Raja godi kaemiti hasal heba aau purimandira ra suna sabu kemiti kahi thante j kahila manibaku padiba a mg sola kna kn gali daybi bhai sudhira jsore bhagwan ku tike Dara ra sole mriba sale
Paesaa kuaadu aasiba?
@@KamuluMeleka bhai emankara chalaki janina ki? Ebe 3000 debeni thik election purbaru 3000 karibe vote debe boli
@@jkpanda6322 seita mohan janithiba nohile taku jie nachauchhi se janithiba amara janiba darkar nahi. Amara 3000 darkar. Bass
କହିଦେଇ ଥିଲେ କାଏଁନ, ପାଡ୍ ଗଲେ ଗିଜ୍ ଉଷାସ୍ , ଏନ୍ତା ପ୍ରକାରେ ଠକିମା ବୋଲି ଭୋଟ ଦେବାର୍ ଆଗରୁ କଥା ହୋଇ ଥିଲେ
ବିଧବା ଭ୍କତା ବଢିବା କଥା। Bjp କେତେ ଚୋର ଏକା ମା ଘେ ଶୀତ ଯାଉନି 5 ବର୍ଷ ଖା fhuni ନବୀନ ଓଡ଼ିଶା ଗଠିତ ହବ
Kada be sola ku nata mariki kada aau jothe dakhiba pacha onda mara
😂😂😂
nabin asaba jugitha.tor.ghhar.jiba.aau suiba.nabin.janbu.
ଭାଇ ତୁମର ଏପରି ବୁଝାଇ ଲୋକ ପାଖକୁ ପହଂଚି ପାରୁଛି କୋଟି ପ୍ରଣାମ
ସରକାର କୁ ଲଜ୍ଜ୍ୟା ହେବା ଦରକାର
Chi Chi ame bada bhul karichu vote dei
ବିଧବା ମା ମାନଙ୍କୁ ମଧ୍ୟ ୩୫୦୦ ଟଙ୍କା ପାଇବା ଦରକାର
ହ ବିଧବାଭତା ୩୫୦୦ ଶ ହ ପାଇବା ଦାରକାର ବିଜେପି ସରକାରକୁ ଏ ତି କି ପ୍ରାଥନା କରୁଚୁ ବିଧବା ମହିଳା ମାଆ ମାନକୁ ସାହାଜିୟ କରତୁ 😂 ମୁ ଆପନକ ଜଣେ ବିଧବା ମା ଚୂମକି ମହାକୁଡ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 ଜୟ ଜଗନ୍ନାଥ
ଏଥିରୁ ଜଣା ପଡୁଛି ଏ ସରକାର ଗବିବ ଲୋକ ମାନଙ୍କ ପାଇଁ କିଛି କରିବ ନାହିଁ....
ସରକାର ଙ୍କୁ ମୋର ଅନୁରୋଧ ,ପ୍ରତି ବିଧବା ମହିଳା ମାନଙ୍କୁ ମାସିକ 3500/ ଟଙ୍କା ଭତ୍ତା ପ୍ରଦାନ କରନ୍ତୁ ।
Dabani re କାହିକି କିଛି ଲାଭ nai
Right
ପ୍ରକୁତରେ ବିଧବା ମହିଳା ଙ୍କୁ 3500 ଟଙ୍କା ପ୍ରଦାନ କରନ୍ତୁ
ମିଛ କହି ଭୋଟ୍ ନେଲେ ଧୋକାଵାଜ୍ ବିଜେପି
Great 👍
ଠିକ୍ କଥା
ବହୁତ ସୁନ୍ଦର କହିଛନ୍ତି ଭାଇ ଜୟ ଜଗନ୍ନାଥ। ଧକାବଜ୍ ବିଜେପି ସରକାର।
ଦାଦା
ସାରା ଓଡ଼ିଶାବାସୀ ଓ ସବୁ ବୃଦ୍ଧ ଏବଂ ଭିନ୍ନକ୍ଷମ ଭାଇ ଓ ଭଉଣୀ ଙ୍କୁ ମୁଁ ଅନୁରୋଧ କରୁଛି ଯେ ଓଡ଼ିଶା ସରକାର ବିରୁଦ୍ଧରେ ଯୋରଜାର ଆନ୍ଦୋଳନ କରାଯାଉ । ନ ହେଲେ ଏହି ସରକାର ଓଡ଼ିଶାକୁ ବିକି ଦେବାକୁ ବି ପଛଘୁଞ୍ଚା ଦେବନାହିଁ। ଭୁଲ କହିଥିଲେ କ୍ଷମା କରିବେ। 🙏 ଜୟ ଜଗନ୍ନାଥ 🙏
ବିଜେପି ଗୋଟିଏ ଚୋର
ଦଳ, ବିଜେଡି ଥିଲା ଭଲ ଥିଲା।
Bjd vari swachta
Right
Bjd ate swachha j ane sabu swachhata dhara paduchi
ହରପାର୍ବତୀ କି ଜୟ 🕉️❤🙏🏽🚩🚩🚩🚩
ସମସ୍ତଙ୍କୁ 3000ଟଙ୍କା ଭତ୍ତା ଦିଅନ୍ତୁ
Right
3500 nuhe samatanku 3000 diajau
Samastanku 3000 diantu
ବିଧବା ମା ମାନକ ର ଯଦି ପିଲା ଛୁଆ ନଥିବେ ତେବେ ସେମାନଙ୍କୁ ଦେବା କଥା
କମ୍ ବୟସର ବିଧbaଙ୍କୁ ଭତ୍ତା ବେଶୀ ଦଉନ ,ତାର। jadee,10 ବର୍ଷ ରୁ କମ୍ ବୟସର ପିଲା ଅଛି ତେବେ ପିଲା କେ ବି ଭତ୍ତା ଦଉନ ,
ବିଧବା ସ୍ତ୍ରି ଲୋକ ହେଉଛେ ୧୦୦ ପ୍ରତିସତ ର ଦିବ୍ୟାଙ୍ଗ ଏ
right
Right
ଷାଠିଏ ବର୍ଷ ବୟସ ରୁ ଉର୍ଦ୍ଧ୍ବ ବ୍ୟକ୍ତି ମାନଙ୍କୁ ତିନି ହଜାର ଟଙ୍କା ମିଳିବା ଘୋଷଣା କରିଥିଲେ ଏବେ ଜବାବ ବଦଳି ଗଲା
ବିଧବା ମା ମାନେ ମଧ୍ୟ ସୁଭଦ୍ରା ଯୋଜନା ର ଲାଭ ଉଠାଇ ପାରିବେ ।
ଭୋଟ ଆଗରୁ ଏ ନିୟମ କହିଥିତେ କେନ୍ତା ବିଜେପି ଜିତିଥିଥା ଯେ
ସରକାର ଇଟା ଭତ୍ତା ବଢ଼ାଉ ଛନ କେ ଶାଠେ ବର୍ଷ ରୁ 3000 ଟଙ୍କା ସମସ୍ତ ଙ୍କୁ ଦେବାର କଥା ନିର୍ବାଚନ ସମୟରେ କହିଥିଲେ କି ଓଡିଶା ରେ ବିଜେପି ସରକାର ଆସଲେ ଭତ୍ତା 3000 ଦେମୁ ବଳି 80 ବର୍ଷିଆ ଲୋକ ନାଇଁ ନା 60ବର୍ଷ ଲୋକଙ୍କୁ ଦିଆ ଯାଉ
Jadi sabku debe bele loka attal pention kainje karbe
ତିନି ହଜାର ଭତ୍ତା କହି ସବୁ ବରିଷ୍ଠ ନାଗରିକ ମାନଙ୍କର ଭୋଟ୍ ନେଇଗଲେ।ପ୍ରାୟ ବହୁତ ବରିଷ୍ଠ ନାଗରିକ ମାନଙ୍କର ଅବସ୍ଥା ଶୋଚନୀୟ ଅଟେ ।ସମସ୍ତେ ପ୍ରାୟ ସନ୍ଦୀହାନ ଅବସ୍ଥାରେ ।
Right kahilo
ଯୋଉ ସରକାର 80 ବର୍ଷ ରୁ ଉର୍ଦ୍ଧ ଲୋକଙ୍କୁ ଭତ୍ତା 3500 ଟଙ୍କା ଦଉଛି ତାଙ୍କୁ କହିଦେବ ସେ ଯମ ପୁରକୁ ଯାଇ ଭତ୍ତା ବାଣ୍ଟିବେ କାରଣ 80 ବର୍ଷ ବୟସର ଲୋକ ସେଠାରେ ହିଁ ମିଳିବେ ।80 ବର୍ଷ ବଞ୍ଚିବା ଅସମ୍ଭବ କେହି କେହି ବଞ୍ଚୁଛନ୍ତି । ନହେଲେ ଅଧିକାଂଶ ଲୋକ 70 ବର୍ଷ ରୁ କମ ରେ ବି ତାଙ୍କ ଦେହାନ୍ତ ହେଇଯାଉଛି ।ମୋ କଥା ରେ ଯିଏ ସହମତ ଅଛନ୍ତି ସେ plz like comment କରନ୍ତୁ
Right Katha bhai bidhaba Bhatta 3500hebe Katha tankatharu asahaya aau kehi Nina
ବିଜେପି ସରକାର ଭତ୍ତାକୁ
ନେଇ ଯେଉଁ ବେଇମାନି
କରିଛନ୍ତି ଲୋକଙ୍କ ସହିତ
ତାରହିସାଵ ଲୋକେ
ଆଗାମୀ ପଞ୍ଚା୍ୟତ NAC ପୌର ନିର୍ବାଚନରେ ଦେବେ
ଅପେକ୍ଷା କରନ୍ତୁ ମୋହନ
ସରକାର ।
ମୋହନ ମାଝି ଯାହା କରୁଛନ୍ତି ଠିକ୍ କରୁ ଛନ୍ତି
କାହିଁକି ନା ନବୀନ sir ଙ୍କୁ ଚିହ୍ନି ବାରେ ଜନ ସାଧାରଣ ଙ୍କ ଭୁଲ ଥିଲା
ବିଧବା ଭତା କୁ 3500 ଟଙ୍କା କରିବା କଥା ।
A kn nabin
Ea arathara ku mula pocha heba sure
ବିଧବା ମହିଳା ମାନଙ୍କ ପାଇଁ ଭତ୍ତା ନିହାତି 3500/ ଟଙ୍କା ପ୍ରଦାନ କରନ୍ତୁ ।
bidhaba mohila ku bi 3500/- heba dorkar. bjp down hoga
Hmmm dada
Give pension of Rs. 3000.to all senior citizens, widows and physically challengeds at an early date. Jai Jagannath.
ମୋହନ ସରକାର ଗରିବ ଲୋକଙ୍କ ପାଇଁ ବହୁତ ଅନ୍ୟାୟ କରୁଛଅନ୍ତି 😂😂😂😂
Tike nuha a sale aamku rastara bhikari Kari daeba bhai
ଭଲ ପ୍ରସ୍ତାବ ନିହାତି ଭାବରେ ବିଧବା ମାନଙ୍କୁ 3500 ଟଙ୍କା ଭତ୍ତା ତୁରନ୍ତ ପ୍ରଦାନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅନୁରୋଧ କରୁଅଛୁ ।
Bahut badiya question apna 100% right kohi chanti bhai 👍
ବିଧବା ଭତା 10,000 କରିବା କଥା ଓ ସାଧାରଣ ଲୋକଙ୍କ ଭତା 3000 କରିବା କଥା ସର୍ତ୍ତ ଥିଲା। କିନ୍ତୁ, ଏ କଣ? ଏମିତି ହେଲେ ବିଜେପି ଉଡ଼ିଯିବ । ପତା ରହିବନି । କଂଗ୍ରେସ ଆସିଲେ ପୁଣି ଅଳିଆ।
କ୍ଙଗ୍ରେସ ରସ୍କିମ ଭତ୍ତା। କ୍ଙଗ୍ରେସ ଆସିଲେ ସବୁ କରିବ ଓ ଠିକ୍ କରିବ।ଆଉ ସମସ୍ତ ଧୁକାବାଜ।ଦେଶକୁ ବାଣ୍ଟି ବାଣ୍ଟି ମାରିଦେବେ।
ନିର୍ବାଚନ ଇସତାହାର ପାଳନ କରିବା ଦରକାର। ବିଧବା ମା ମାନେ କିପରି ଚଳିବେ। ଷାଠିଏ ବର୍ଷପରେ ମଣିଷ ଅକର୍ମଣ୍ୟ ହେଉ ଅଛି। ଆଉ କେତେଦିନ ସେମାନେ ବଞ୍ଚିବେ। ତେଣୁ ସେମାନଙ୍କୁ ମଧ୍ୟ ବର୍ଦ୍ଧିତ ଭତା ଦିଆଯିବାକୁ ମୁଁ ମୁଖ୍ୟ ମନ୍ତ୍ରୀ ଙ୍କୁ ଅନୁରୋଧ କରୁଛି।
Bjp ସରକାର କଥା ର ଜବାବ ନାହିଁ
ଏ ସରକାର ବଡ଼ବଡ଼ିଆ ଓ ଚାକିରିଆ ପାଇଁ ଠିକ୍ ଗରିବ ସବୁ ମରିବ ଲୋଭରେ 3000 ମିଳିବ ସେଥିପାଇଁ ଭୋଟ ଦେଲ ଏଥର3000କଣ5000ଦବ
Aau kete magana khaile mana puriba
ଠିକ କଥା ଆଜ୍ଞା
ଜଣେ ବିଧବା ମାଆ ହିଁ ଜଣେ ତାକୁ ତାର ପରିବାର ପୋଷିବା ପାଇଁ କେତେ କଷ୍ଟ କରିଵା କେ ପଡିଥାଏ |
ବିଜେପି ଭଣ୍ଡ ସରକାର ପ୍ରତୀ ସୃତି ଦେଇ ଠକି ଦେଲା😢😢😢
ETHAR GAONKU ASILE ANDA MADA HEBA
ଭଲବଲେହେଇକରି ସୁଭଦ୍ରା କୁଭଦ୍ରା ଯୋଜନା ଛାଡ,ବିଧବା ମହିଳା ଭତା ବଢାଅ ।ଏ ସରକାର ମଧ୍ୟ ବେସିଦିନ ରହିବନାହି ,ୟ୍ଯାପରେ କଙ୍ଗରେସ ଆସିବ
କଂଗ୍ରେସ ଆଊ ନାଈ ବିଜେଡି ଘିନବା କଂଗ୍ରେସ କେ😢😢😢
ସମସ୍ତଙ୍କୁ ସମାନ ଅଧିକାର ମିଳିବା ଦରକାର , ଏହା ଉଚିତ୍ ନ୍ୟାୟ ନୁହଁ, ସରକାର ପ୍ରକୃତରେ ଲୋକଙ୍କ ହିତ ଯଦି ଚାହୁଁଛନ୍ତି ତେବେ ଦୟାକରି ସମସ୍ତଙ୍କୁ ସମାନ ଅଧିକାର ଦିଅନ୍ତୁ।
80 ବର୍ଷ ବୁଢ଼ା ମାନେ 3ହଜାର 500ଟଙ୍କା ପାଇ ଯୁଇ ଜଳିବା ପାଇଁ କା ଠ କିଣି ରଖିବେ।
ସରକାର ମୋହଦ୍ୟୟ ନିର୍ବାଚନ ପୂର୍ବରୁ ରୁ ବିଜେପି, ଘୋଷଣା କରିଥିଲେ, ବୃଦ୍ଧ ଓ ବୃଦ୍ଧଏ ମାନଙ୍କୁ 3000,କଳାକାର ମାନଂକୁ 5000ଦେବାପାଇଁ --ଆଜି କାହିଁକି ବଦଳି ଗଲେ, ଏଇଟା ଭଲନୁହେଁ ଦୟାକରି ଦେଇ ଥିବା କଥା ପାଳନ କରିବାକୁ ଅନୁରୋଧ --ଜୟ ଜଗନ୍ନାଥ
ଠିକ୍ ଅଛି କିନ୍ତୁ ସରକାର କହିଛନ୍ତି ଯେ ସମସ୍ତେ 3000 କରିବାକୁ କହି ଭୂଲ କଲେ ହେବ ମ ମତରେ ଅଗେର ମିଳିବା + 3000 ଦେବା ଯଦି କରିବ ନି ଅଗ ଟଙ୍କା କୁଆଢେ ଗଲା ,, ,,,,,,,
Bidhaba Ma'a jinka bacha Rojagarkhyam hogaya ho toh un Bidhabaon ko Rs.3500/- Bhata nahin milna chahiye. Unhiko Subhadra Yojana me samil karna chahiye tatha jo maa bilkul garib unko bhi samil karna chahiye.
B J D କୁ ଚିହ୍ନିବାରେ ଆମ ପ୍ରତମ ଭୁଲ ଏବେ କହିଲେ କି ଲାଭ
Bhai bohut bhola kotha kohila wido women nku nihaty rs 3500 deba kotha,wido women pila oily ea bhorana posting pai nichya mention koriba ,100 percent 👍, tq bhai ap Mata mota bohut bhola achi.God bless you
ଆପଣ ଠିକ୍ କହୁଛନ୍ତି ଆଜ୍ଞା ବିଧବା ମାଁ ମାନଙ୍କ ପାଇଁ ୩୫୦ କରିବାର ଥିଲା।
ସ୍ୱାମୀ ନ ଥିବା ସ୍ତ୍ରୀ ଙ୍କୁ ନିହାତି ପକ୍ଷେ ତିନି ହଜାର ରୁ ଅଧିକ ସହାୟତା ରାଶି ଦେବାକୁ ସରକାର ଙ୍କୁ ଅନୁରୋଧ 👍
ମିଛୁଆ ସରକାର
ବଞ୍ଚିଲେ ତ ପାଇବ ଭଟା ଏ ନିୟମ କୁ କହିବାକୁ ମୋ ପାଖରେ ଭାଷା ନାହିଁ
ଆର ଥରକେ ବିଜେପି ସରକାର ଗଲା ବଲି ଜାଣ ସାର୍
ପ୍ରଥମ ପର୍ଯ୍ୟାୟରେ ୩୫୦୦ ଦିଆଜାଇଚେ ଦ୍ବିତିୟ ତୃତିୟ ରେ ବାକି ଲୋକକେ ଦିଆଜିବା ହେଲେ ଦିନଲାଗବା
Bidhaba bharta 3500 hebar katha😢😢😢
70,60, ପରସେଣ୍ଟ ଦିବ୍ୟାଙ୍ଗ ମାନେ କଣ bjp ସରକାର ଙ୍କୁ ଭୋଟ ଦେଇ ନାଇଁ କାଏଁ. ତାଙ୍କ ପାଇଁ ସରକାର କଣ କଲେ. ନିର୍ବାଚନ ସମୟ ରେ ତ ଏମିତି କିଛି conditions ନ ଥିଲା. ବିଜେଡି ଏବଂ bjp ଭାଇ ଭାଇ, ଗରିବ ଙ୍କ କେହି ନାହିଁ. ପ୍ରଭୁ ତୁମେ ହିଁ ସାହା ଭରସା. ଜୟ ଜଗନ୍ନାଥ...
ଇଟା ଗୁଟେ ସତ୍ କଥା ଯେ ଆମର୍ ମୁନୁଷ୍ ଜାଏତ୍ କେ ଯେତେ ଟଂକା ହେଲେ ବି କେଭେ ସନ୍ତୋଷ୍ ନାଇଁ କରି ପାରନ୍ ବିଜେଡି,ବିଜେପି କି ଆର୍ ଯେନ୍ ଭି ସରକାର୍ ଆଏଲେ ବି ା ଆରୁ ଦାଦନ୍ କଥା ଯଦି କହେମା ବେଲେ ଦାଦନ୍ ମୁକ୍ତ୍ ଓଡିଶା କର୍ ବାର୍ ଟା ଯେନ୍ ସରକାର୍ ଆଏଲେ ବି ସପନ୍ ଆଏ ।ଆମେ ଗରିବ୍ ଦୁଖୀ ମାନେ ନାଇଁ ଖଟଲେ ଆମର୍ ପରିବାର୍ ନାଇଁ ଚଲେ । ସେଥିରେ ବିଜେଡି ସରକାର୍ କି ବିଜେପି ସର୍କାର୍ ଓଡିଶା ରେ ଶାସନ୍ କରୁ ।ଭୋଟ୍ ଆଗ ରୁ ସଭେ ମୁଡିଆ ମାର୍ବେ ଆରୁ ଜିତ୍ ଲେ ଲାତ୍
BJP ସରକାର କେ କିଏ ଭୋଟ ଦେଇଛ ହୋ ଭାଇ ଦାଦା ମାନେ । ଏହି ସରକାର ଭୁଲ କାମ କରୁଛନ ।
ବିଧବା ଭତା ବଢାନ୍ତୁ ୩୫୦୦ ନ ହେଲେ ଆରଥରକୁ ମୁଖ୍ୟମନ୍ତ୍ରୀ ପଦ ପାଇପାରିବେନି ।
Right
ଧୋକାବାଜ ବିଜେପି, ଅନ୍ଧ ଥରେ ବାଡି ହଜାଏ । congress is coming next time.
Govt to think about widow mothers and pension for 58 years starting . Minimum 3500.
Mohansarkar. Good. Sarker. Joy. Ho. B. J. P. Sarker. Jay. Ho.. Mrs. Prativa. Satapathy.,.
Bidhaba bhata 3500 hebar katha
All handicap bhata 3500 hebar katha kn hela j bele gute handicap ra medicine kharcha au tar bahut problem thisi
ବିଧବା ମାନେ ହେବେ ସଧବା ସେ ଯୋଜନା ପରେ ଆସିବ. ଯିଏ ମାଇପ ପୋଷି ପାରିଲା ନାହିଁ ସେ କଣ ଜାଣିବ?
Bohut bhal katha kahi chhan sir thank you
Han Bhai bahuta badhiya Katha kahila manaku paila Bhai karana mun bi Jane bidhaba na Sethi pain kasta lagila se sabu subidha miliba Katha thanks bhai
Widow should get Rs. 3500.00.Govenment should consider.
ମୋହନ ସରକାର ଭୁଲ କରି ଛନ ଜେନା କି ନବୀନ ସରକାର ୭୦ ପର୍ସେଣ୍ଟ ନେ ଇ ଥିଲେ ୮୦ ପ୍ରସେଣ୍ଟ ମୋହନ ସରକାର ନେଲେ ବହୁତ୍ ଭୁଲ କଲେ
ବିଧବା ଭ ତା କ ର 3500ଟ କା
Thik kahicha bhai
3500 bidhaba nku deba nihati darkar
ଶତକଥା sir ବିଧବା କୁ ମିଲିବାକଥା ତାକରୀ କେହି ନାହିଁ 😂😂😅
Right
କଂଗ୍ରେସ ମହିଳାଙ୍କୁ 8500ମାସକୁ ଦେବ ବୋଲି କହିଥିଲା , କନଗ୍ରେସକୁ ଭୋଟ
Bhot nela bele kain nai mobile enti kathata setebele to bohut sundar bhason.marle
Mo motare bidhaba maa ku no dele bhagaban sarkar ku aaniichhan jemti semti sarkar bhangidebe joy jagannaath
Cm ku video diata tamora khare mubi akamota❤
ବିକଳାଙ୍ଗର ପ୍ରତିଶତ ଦେଖିଵା କଥା ନୁହେ଼ଁ
Right bro kahila bhai
Bikalanga gote amiti sabda jaki j ange libichi say jaanichi bikalanga many kn amanay kn bujhibe amanku kahile emnak Kai ta puki jhio biklnga nahanit na are bhai j b tra sariraru gote ango kharap haijaya na taku pachara tara kasta kete
ବିଜେପି ସରକାର ସମାଜକୁ ଗୋଟେ ଗୋଲତ ନିର୍ଣ୍ଣୟ ନେଇଛନ୍ତି ଏଇଟା ଠିକ ହେଲା ନାହିଁ
Bidhaba.maa manku.3500 milbaar katha..😢
ସମସ୍ତଙ୍କୁ 3000 ଟଙ୍କା ଲେଖଏଁ ଦେମୂ କହିଲେ ଆଉ ଇଟା କାଏ ବାହାନା କରୁଛନ୍ତି। ଭୋଟ୍ ପୂର୍ବରୁ ବଡ଼ ବଡ଼ ଭାଷଣ ମାରିଲେ ଏବେ ସବୁ ବାହାନା
Bidhaba maa manku 3000 diantu Manya bar mukhya mantri
ସବୁ ଦଳ ରାଜ ନୀତି କରୁ ଛନ୍ତି, କିନ୍ତୁ ପ୍ରକୃତରେ
କୌଣସି ଦଳ ଲୋକସେବା କରୁ ନାହାଁନ୍ତି, ପ୍ରକୃତ ଦୁଃଖୀ ରଙ୍କି ଗରିବ ଗୁରୁବା ଙ୍କ କଥା ବୁଝୁ ନାହାଁନ୍ତି ,ମୋହନ ସରକାରଙ୍କ ଶସ୍ତା ରାଜନୀତି ଛଡା ଆଉ କିଛି ନାହିଁ, ଜୟ ଜଗନ୍ନାଥ,ଚକl ଆଖି ସବୁ ଦେଖୁଚି,
60 age loka pai vata Rs3000 na kale abe tooo lekhiki debi 2029 BjP hariba
Sar mui gale bidhaba ta mor ta 2 ta chhua mui gale bahut duk Kari pusuchhe.
ବିଧବା ମା ମାନଙ୍କର 3500 ଟଙ୍କା ପାଇବା ଉଚିତ
Give.pension.of.. Rs. 3ooo.to..all
Sinior. Citizens. Widows. Physically. Challengeds. And. Unmarried. Woman. At. An. Early. Date.
Mohan sarakar tautar