ବଞ୍ଚିଥିଲେ ତ ପାଇବ | ସାହସ ଅଛି ବନ୍ଦ କରିଦେବ | Dinanka TV |

Поделиться
HTML-код
  • Опубликовано: 6 сен 2024
  • ବଞ୍ଚିଥିଲେ ତ ପାଇବ | ସାହସ ଅଛି ବନ୍ଦ କରିଦେବ | #surarautray #congresss #odishabudget #mohanmajhi #dinankatv #newyojana #namechange #cmoodisha #financeminister #naveenpatnaik #odishaassembly #budgetsession #bjdodisha #lop #bjpodisha #bskycard #aharakendra #pmkisanyojana #moschoolyojana #gopabandhujanaarogya #panchasakhasikhyasetu #narendramodi #pmmodi #odishapolitics #politicalnewsupdates #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Комментарии • 514

  • @BanitaNanda-on9ld
    @BanitaNanda-on9ld Месяц назад +52

    ଭତ୍ତା ବୃଦ୍ଧି କରିବା କଥା କହିବା କିଛି ଆବଶ୍ୟକ ନଥିଲା। ଓଡ଼ିଶା ବାସୀଙ୍କଙ୍କୁ ଲୋଭ ଦେଖାଇ ଠକିବା ଠିକ ହେଲାନି ଏ କଥା ମନେ ରଖ 2029 ସେମାନେ ତମକୁ ଠକିବେ

  • @reetap4008
    @reetap4008 Месяц назад +61

    ବେଲଜ୍ୟା ଦଳ କୁ ଓଡ଼ିଶା ରୁ ଭଗାଅ। , ନ ହେଲେ ଓଡ଼ିଶା ଲକ୍ଷ୍ମୀ ଛଡ଼ା ହୋଇଯିବ😢😢😢

  • @AshokAshok-sr2gb
    @AshokAshok-sr2gb Месяц назад +42

    ୮୦ବର୍ଷ ଭ ର୍ତ୍ତା, ପାଇଲା ଵାଲା
    ଲୋକେ କେତେଜଣ ଓଡ଼ିଶାରେ ଅଛନ୍ତି, ୬୦ବର୍ଷ ଯାଏଁ ଲୋକେବଞ୍ଚିବା କଷ୍ଟ, ଅନ୍ୟ ରାଜ୍ୟରେ ୫୦ବର୍ଷ ରୁ,ଭ, ତ୍ତା, ଲାଗୁହେଲାଣି, ଏ ୮୦ବର୍ଷ,
    ୩,୫୦୦, କାହାପାଇଁ, ଏ ସବୁ ଯୋଜନା,ଟଙ୍କା, ଆନ୍ଧ୍ର, ବିହାରକୁ ପଥେଇଦି, ଅ, ମାଝିର ନାରହିବ,

  • @MNDIGITALSARAKANA
    @MNDIGITALSARAKANA Месяц назад +63

    ଆଗାମୀ ବଜେଟ ରେ 130 ବର୍ଷ ରୁ ଉର୍ଦ୍ଧ୍ବ ଙ୍କୁ 15,000 ଆଉ 150 ବର୍ଷ ରୁ ଉର୍ଦ୍ଧ୍ବ ଙ୍କୁ 25,000 ମିଳିବା ସମ୍ଭାବନା ଅଛି !!

  • @satyanarayansatapathy4705
    @satyanarayansatapathy4705 Месяц назад +133

    ଜନ ସାଧାରଣ ବିଜେପି କୁ ଭୋଟ ଦେଇଥିଲେ କଣ ଯୋଜନା ର ନାମ ବଦଳାଇବା ଓ ରଙ୍ଗ ବଦଳାଇବା ପଇଁ

    • @jyotsnaranipanda2613
      @jyotsnaranipanda2613 Месяц назад +10

      ଭଲ ହେଇଚି ଓଡିଶା ବାସୀଙ୍କୁ,😂😂😂

    • @user-wf8hm4gl3l
      @user-wf8hm4gl3l Месяц назад +4

      Right Comment

    • @suryamishra2525
      @suryamishra2525 Месяц назад +3

      Lokamane magana khaiba band Kari khatiki khaiba arambha karantu
      😅

    • @bhabanishankarpati466
      @bhabanishankarpati466 Месяц назад

      You are wright bhai..24 years hela Bjd kn adhika karithila..Remind that

    • @kedarkumar7570
      @kedarkumar7570 Месяц назад

      Odisha lokanku bhala haichi jemiti BJP ku vote dele semiti nama niantu

  • @gagansuna8960
    @gagansuna8960 Месяц назад +88

    ମୂର୍ଖ cm 80 ବର୍ଷ କିଏ ବଞ୍ଚିବହେ 65ବର୍ଷ ପାଇଁ କଂସେ କମ କର ମୂର୍ଖ cm ଗାଣ୍ଡୀ ମରା ମନ୍ତ୍ରୀ ମାନେ

  • @Suman55789
    @Suman55789 Месяц назад +63

    ମହାନ ଜନ ନାୟକ ସୁର ରାଉତରାୟ. ନିରାଟ ସତ୍ୟ କଥାକୁ ସାମ୍ନାକୁ ଅଣିଥିବାରୁ ବହୁତ ଧନ୍ୟବାଦ..

    • @user-wf8hm4gl3l
      @user-wf8hm4gl3l Месяц назад

      Right Katha

    • @user-nu2rc6bl5w
      @user-nu2rc6bl5w Месяц назад +1

      Sura houchhi comedian ta😅. Ekani benga sekani benga majhi re mu naga sapa 😅

  • @gaganbiharisamantaray1122
    @gaganbiharisamantaray1122 Месяц назад +20

    80 ବର୍ଷ ମଣିଷ ବଂଚିବ ନା ଅପାଙ୍କ ପେନଶନ ନବ ଆଉ ଥରେ ଭୋଟ ଦେବ

  • @SonuMaharana-lf8pt
    @SonuMaharana-lf8pt Месяц назад +39

    ସୁର ଭାଇ, ଠିକ୍ କହୁଛନ୍ତି କିନ୍ତୁ ଆମ ଓଡ଼ିଶା ର ଓଡ଼ିଆ ମାନେ ପରା ପରିବର୍ତ୍ତନ ଚାହିଁଲେ ତୋ ବିଜେପି ସରକାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କଲେ ଏବେ ଏଇ ଓଡ଼ିଆମାନେ ହିଁ ବୁଝିବେ ନୂଆଁ ସରକାରଙ୍କ କଥା,

  • @satyam6619
    @satyam6619 Месяц назад +36

    ବାଳ ସରକାର. ୟେ ଯୋଜନା କେହି ଜଣେ ପାଇବେନି

  • @PayalDwibedi-yu3um
    @PayalDwibedi-yu3um Месяц назад +88

    Bjp bohut bekar

  • @swagatkumarsahoo7477
    @swagatkumarsahoo7477 Месяц назад +25

    Sura sir tume next cm haba darakara

  • @narendranaik9395
    @narendranaik9395 Месяц назад +34

    ମୋହନ ମାଝୀ ମଦପିଛି sir

  • @user-kg4ln8yn7x
    @user-kg4ln8yn7x Месяц назад +17

    ମହନ ସରକାର ନିଜେ୮୦ ବର୍ଷ ବଞ୍ଚିବ ଭତ୍ତା ଦବ ଛତା ଦେଖ ଅଛି ଏଇ ଭତ୍ତା ହେବ। BJPର ପତ୍ନୀର କାରଣ

  • @GokulabihariChandan-op3tb
    @GokulabihariChandan-op3tb Месяц назад +41

    ମୋହନ ଠକ ସରକାର

    • @MakarSoy
      @MakarSoy 23 дня назад

      So right answer 😂😂😂😂😂😂

  • @rajaashoksamrat417
    @rajaashoksamrat417 Месяц назад +47

    ବେଲଜ୍ୟା ଲାଜ ନାହିଁ ମଲା ପରେ ପେନଶନ

  • @jiyamishra7777
    @jiyamishra7777 Месяц назад +104

    ବେଲଯ୍ୟା ମୋହନ ହାଡ଼ି

  • @narendranaik9395
    @narendranaik9395 Месяц назад +24

    ମୋହନ ମାଝୀ ୮୦ ବରସ ବଚିବତ sir

  • @sudiptacharles5174
    @sudiptacharles5174 Месяц назад +21

    ମନ ମୋହନ ଯାଵୁ ମଲମ ସାଋ ଜୁଆଡେ ଗଲ😢😢

  • @santalientertainment903
    @santalientertainment903 Месяц назад +6

    ସାରେ ମାନ୍ଡୁ ଯୋଜନା ଟା ହେଲାନାହି। ବଡ ଦୁଃଖିତ।

  • @bhabagrahisahoo-ji5oh
    @bhabagrahisahoo-ji5oh Месяц назад +6

    ଏ କନ୍ଧ ସରକାର ୧୨0ବର୍ଷର ଲୋକଙ୍କୁ ୨0000 ଟଙ୍କା ଭତ୍ତା ଦେବ କିଏ 120ବର୍ଷର ଅଛ

  • @user-ln3bm8cz7j
    @user-ln3bm8cz7j Месяц назад +1

    Good Sir ସୂର୍ ସାର୍ ଆପଣଙ୍କ କୁ Dil ❤❤❤❤❤❤❤❤Se ଚର ନେତା ମାନେ bjp

  • @user-fk7lb2oi7j
    @user-fk7lb2oi7j Месяц назад +108

    ମୋହନ ମାଝୀ ଟିକେ ହାଣ୍ଡିଆ ପିଇଦେଇ ମିଡ଼ିଆ ରେ କଥା କୁହନ୍ତି

  • @dipusahoo3400
    @dipusahoo3400 Месяц назад +10

    Great

  • @bijaymalickbijaymalick4729
    @bijaymalickbijaymalick4729 Месяц назад +4

    80 ବର୍ଷ ଲୋକମାନେ ବିଜେପିକୁ ଭୋଟ ଦେଇଥିଲେ ଆଉ ସବୁ ବିଜେଡି କୁ

  • @SomanathBiswal-g3s
    @SomanathBiswal-g3s Месяц назад +17

    ସୁର ଅଜା ନିରାଟ ସତ୍ୟ

  • @LaxmiDhar-fi5ok
    @LaxmiDhar-fi5ok Месяц назад +2

    କିଛି କାହାରିକୁ ନ ଦେଇ ଓଡ଼ିଶାରେ ପ୍ରତ୍ୟେକ ଲୋକେ ଚାଷ କରିବାକୁ ସୁଯୋଗ ପାଆନ୍ତୁ ଜମିଦାର ଲୋକଙ୍କ ଠାରୁ ଜମି କମ୍ କରା ଯାଉ ଜୋଯନା ହଟିଆ ଦିଆଯାଉ ଓଡିଶାକୁ ଭିକାରୀ ମୁକ୍ତ କରାଯାଉ

  • @chandanbehera2750
    @chandanbehera2750 Месяц назад +3

    କଂଗ୍ରେସ୍ ଆସିବା ଦରକାର

  • @gobindasahoo3222
    @gobindasahoo3222 Месяц назад +12

    ବଗ କୁ ଥାଳିରେ ଖାଇବାକୁ ଦେଲା ଭଳିଆ 80ବର୍ଷ ରେ ମିଳିବ ପେନେଶନ

    • @ViratKohli.302
      @ViratKohli.302 Месяц назад

      Gachha re panasa othare tela deiki basa😂

  • @AmiSc-s3l
    @AmiSc-s3l Месяц назад +2

    ସୁର ଭାଇ😅😅😅😅 ଅନ୍ଧ ଭକ୍ତ ସରକାର ଜାଣିଛି ଆଗକୁ ଲୋକମାନଙ୍କ ର ବୟସ 150ବର୍ଷ ରୁ ଊର୍ଦ୍ଧ୍ଵ ହେବ (ଏମିତି କି ଅମର କହିବା)। ସେଥିପାଇଁ 80ବର୍ଷ ରେ ଭତ୍ତା ମିଳିବ😅😅😅😅😅😅

  • @abhayakumarpanda2432
    @abhayakumarpanda2432 Месяц назад +1

    Right

  • @BanshidharaGiri
    @BanshidharaGiri 23 дня назад +1

    Very good sura vaee

  • @ChandrasekharSanta-mt1bj
    @ChandrasekharSanta-mt1bj Месяц назад +4

    ମୁଁ ମୁଖ୍ୟମନ୍ତ୍ରୀ ହେଲେ 80ବର୍ଷ ର ବୁଢା ବୁଢ଼ୀ କୁ 50000 ହାଃଜ଼ାର ଲେଖାଏଁ ଦେଇଥାନ୍ତି 😂ବିଜେପି ସରକାର ଲୋକଙ୍କୁ ପାଇଁ କିଛି ଉପକାରୀ ନୁହଁ କିଛି ଫାଇଦା ନାହିଁ ଜଲଦି 5yr puranta କି

  • @Reenabehera0
    @Reenabehera0 Месяц назад +12

    Right sir 👍🏻🙏🏻🙏🏻🙏🏻🙏🏻

  • @jhunumandal6864
    @jhunumandal6864 Месяц назад +6

    right

  • @MituBhoi-s1l
    @MituBhoi-s1l Месяц назад

    B. J. P sarkar ଗୋଟେ ଚାଲ ଚଳାଉଛବି ଫସି ଯିବ ମଦବନ୍ଦ ହେଲେ Bjp ସରକାର ଯିବ ଘରକୁ 🙏🙏

  • @satyanarayansatapathy4705
    @satyanarayansatapathy4705 Месяц назад +13

    ସବୁ ବୁଦ୍ଧ ବୃଦ୍ଧା ମାନଙ୍କୁ 3000ଟଙ୍କା ଦେବାକୁ ଅନୁରୋଧ

  • @user-rf7wt1pp6l
    @user-rf7wt1pp6l Месяц назад +4

    Right 👍

  • @shubhasmitapanda4779
    @shubhasmitapanda4779 Месяц назад +22

    thik banchithile 80 barsare paibe

  • @user-kg4ln8yn7x
    @user-kg4ln8yn7x Месяц назад +25

    ହାଣ୍ଡିଆ ଖିଆ ସରକାର ଭତ୍ତା ଦବ ଭତ୍ତା ହେବ। ବିଜେପି ର ପତ୍ନୀର କାରଣ

  • @sanjayswain1625
    @sanjayswain1625 Месяц назад +6

    Aaji thik katha kahichha..
    80 barsya banchile ta paiba..line ta thik

  • @lachhapalasi6354
    @lachhapalasi6354 Месяц назад

    Good news.🙏🙏🙏🙏

  • @RanjanBikash-n1s
    @RanjanBikash-n1s Месяц назад

    BJP ହଟାଇ ଆଉ ଥରେ election କରାଯାଉ

  • @ChandanPatra-gg1dk
    @ChandanPatra-gg1dk Месяц назад +1

    Right sir

  • @laxmikumarihota3636
    @laxmikumarihota3636 Месяц назад

    Thankyou. Brother.

  • @JayKumariMajhi-uz8xi
    @JayKumariMajhi-uz8xi Месяц назад

    ନବୀନ ପଟ୍ଟନାୟକ ଭଲ ସରକାର

  • @TitoshNayak
    @TitoshNayak Месяц назад

    Superb speech

  • @ranjitgiri9763
    @ranjitgiri9763 Месяц назад +1

    Suro Bhai you are right

  • @nandannayak8591
    @nandannayak8591 Месяц назад

    Right 👍👍👍👍👍👍👍👍

  • @surathanaik1169
    @surathanaik1169 Месяц назад +6

    ସୁର ବାବୁ ଯାହା କହିଲେ ସତ

  • @StylesAlokVlogs
    @StylesAlokVlogs Месяц назад +2

    ସୁର୍ ଭାଇ ବିଜେପ ସରକାର ମିଛୁଆ

  • @sachitradas6257
    @sachitradas6257 Месяц назад +11

    Badhia kahile

  • @KISHORDASKISHOR-nl4in
    @KISHORDASKISHOR-nl4in Месяц назад

    Right ❤❤

  • @DhadubandhuLenka
    @DhadubandhuLenka Месяц назад

    ମୋଦି ମିଛୁଆ ରାଧୁଆ ବିଜେପି ସରକାର

  • @goutamnathpradhan5628
    @goutamnathpradhan5628 Месяц назад +6

    Badhia kahile sir

  • @dharanibehera6961
    @dharanibehera6961 Месяц назад +19

    ମହନକୁ ପିଟ

  • @manojjena6484
    @manojjena6484 Месяц назад +1

    You right sir.

  • @user-he4jw7ev4d
    @user-he4jw7ev4d Месяц назад +4

    Thanks Dada

  • @barsharanibehera1624
    @barsharanibehera1624 26 дней назад

    Right sura aja

  • @kanhukumar3618
    @kanhukumar3618 Месяц назад

    Sura bhai always write👍👍

  • @DK.CREATION357
    @DK.CREATION357 Месяц назад

    Jai congress

  • @BANKUMalik-u8y
    @BANKUMalik-u8y 29 дней назад +1

    BJP ❤❤❤❤❤❤❤❤😂

  • @Dillipnayak-w1m
    @Dillipnayak-w1m Месяц назад

    U are great surababu

  • @rajudeep6484
    @rajudeep6484 Месяц назад

    I Love you sir, odisha ku bahara loka biki debe

  • @indramanikanhar682
    @indramanikanhar682 Месяц назад +1

    ଦାୟିତ୍ୱ ହୀନ ମନ୍ତବ୍ୟ

  • @AmarjitDas713
    @AmarjitDas713 Месяц назад +1

    ପେନସନ ପାଇବାକୁ ଏବେ ୮୦ ବର୍ଷ କୁ ଅପେକ୍ଷା କରିବାକୁ ପଡ଼ିବ😂😂

  • @rajeevkumarsagar2889
    @rajeevkumarsagar2889 Месяц назад

    ଓଡ଼ିଶାରେ ଆଉ କଣ ଜିଲ୍ଲା ନାହିଁ ଖାଲି ଭୁବନେଶ୍ୱର ଅଛି
    Development କର ତ ସବୁ ଜିଲ୍ଲା ପାଇଁ କର

  • @prasannapanigrahi2596
    @prasannapanigrahi2596 Месяц назад

    Rs-800 ନବା ପାଇଁ 80 ବର୍ସ ପର୍ଯ୍ୟନ୍ତ ବଞ୍ଚୁ ଥିଲେ.
    Rs-3500 ନବା ପାଇଁ ବଞ୍ଚିବେନି.

  • @SwetaBehera-rs2hn
    @SwetaBehera-rs2hn Месяц назад +1

    Right khatha

  • @user-xx7nt6oy4u
    @user-xx7nt6oy4u 17 дней назад

    ଏ BJP ମାଗିହା ସରକାର କିଛି ବି ଦେବନି ଖାଲି ନେବ

  • @kanhanaik6969
    @kanhanaik6969 29 дней назад

    Right 👍🏽 Katha

  • @BabulaSuna-cy9vr
    @BabulaSuna-cy9vr Месяц назад

    Good

  • @rajanikantasamantray7765
    @rajanikantasamantray7765 Месяц назад

    Right sura bhai

  • @premprakash9623
    @premprakash9623 21 день назад

    ଆଗରୁ କେମିତି 80ବର୍ଷ ରୁ ଅଧିକ କେମିତି ବଂଚୁଥିଲେ

  • @deepanka789
    @deepanka789 Месяц назад

    Very,god,sir

  • @HariBehera-xu2yi
    @HariBehera-xu2yi Месяц назад

    Naveen Babu ❤️❤️❤️

  • @Oddipakyt
    @Oddipakyt Месяц назад +2

    ଆମ ଓଡ଼ିଶା ମୋଦି ଓଡ଼ିଶା ❤

  • @Hakimofficial0.1
    @Hakimofficial0.1 Месяц назад

    ଠିକ୍ କଥା ଯେ
    ଯଦି ପଟା ନାହିଁ
    କେମିତି ଯାଣିବେ ସେ ଓଡ଼ିଶା ବାଶି ବୋଲି ଯାଣିବେ ।

  • @user-cp9cp9od2n
    @user-cp9cp9od2n Месяц назад

    Right 😄😄😄😄😃😃😃

  • @techhelpwithbalaram6840
    @techhelpwithbalaram6840 Месяц назад +7

    Naveen babu gale odissaru Laxmi chhadigale😢😂

  • @sumantanaik430
    @sumantanaik430 Месяц назад +1

    Mohan ch Majhi nijeaga 80 years banchibeta

  • @santalifactory7152
    @santalifactory7152 Месяц назад

    Thik

  • @sambhubhueyes.babanmankukh2740
    @sambhubhueyes.babanmankukh2740 Месяц назад +2

    ସୁରଭାଇ. ଗୋଟେ ପଲଟୁ ରାମ

  • @rajaashoksamrat417
    @rajaashoksamrat417 Месяц назад +6

    ଛିଛି 80 ମଲା ପରେ ଦେବେ

  • @jullysamal6626
    @jullysamal6626 Месяц назад +8

    ମୋହନ ହାଣ୍ଡିଆ ଖାଇ ଏମିତି କରିଚି

  • @babuasingh5265
    @babuasingh5265 Месяц назад

    ରାଇଟ

  • @Oddipakyt
    @Oddipakyt Месяц назад +1

    Jay Mohan❤

  • @user-yu4oy2nd9k
    @user-yu4oy2nd9k Месяц назад

    ସୁ ର,, ରାଉତରାୟ ଭଲକଥାକହିଲଧନୈଭାଧ

  • @madanmohannayak502
    @madanmohannayak502 Месяц назад +3

    Sura sir thik kahu chhanti

  • @sukumarbehera584
    @sukumarbehera584 Месяц назад

    Balajya mohan majhi

  • @benudharjena4359
    @benudharjena4359 Месяц назад

    All are equal

  • @KamoPangi
    @KamoPangi 9 дней назад

    👍👍👍👍

  • @murmuthakur7573
    @murmuthakur7573 Месяц назад

    ରିମଣ୍ଡ ରହିଲା ଦିଲ୍ଲୀ ରେ ସରକାର୍ ରହିଲେ ଭୁବନେଶ୍ବର ରେ ଜାହା ଆସିବେ ଅଡର ସେୟା କାମ କରିବେ 😂😂😂 ସମସ୍ତେ ସମାନ ଆକାରରେ ମିଳିଲେ ସେନା ଲୋକ ଖୁସି ହେବେ ଯିଏ ଚାଲି ପାରୁନ ଥିବ 500 ଟଙ୍କା ଓଧିକ ଦିଅନ୍ତୁ 😂😢😂😢😂

  • @user-kb6wr3bk5j
    @user-kb6wr3bk5j Месяц назад +1

    Bjp ku vote dai panira padila

  • @SwapnaNaik-h8n
    @SwapnaNaik-h8n Месяц назад +1

    Thikotha

  • @victornayak5916
    @victornayak5916 Месяц назад

    ଏବେ ସବୁ ବୁଢା ବୁଢ଼ି ମଲା ପରେ ଭତା ପାଇବେ 🤣🤣 BJP ସରକାର ବୁଢା ବୁଢ଼ୀ ମାନଙ୍କ ପାଇଁ ଭଲ ଚିନ୍ତା କରିଛି ଆଉ 🤣🤣 ଆଘରୁ କଂଗ୍ରେସ ଆଉ BJD ସରକାର ସମୟରେ ଆଘରୁ ପାଉଥିଲେ but ଏବେ BJP ସରକାରରେ ମଲା ପରେ ପାଇବେ

  • @parshuramsahoo6912
    @parshuramsahoo6912 Месяц назад

    ତୁମ କଥା କେହି ବାସିରେ ପଚାରୁନାହାନ୍ତି,, ଏଣିକି ଜଟଣୀ ରେ ଭୋଗିବ

  • @user-hk4ge3ii3k
    @user-hk4ge3ii3k Месяц назад

    ❤❤

  • @SantoshKumar-wv8pn
    @SantoshKumar-wv8pn Месяц назад

    ସୁର ଭାଇ,
    ଆପଣ ଙ୍କ ଜୀବନ କଣ କଂଗ୍ରେସ ଦଳ ନା ଛି ଛି କହିବା ପାଇଁ l କାମେଟ କର ନାହିଁ l ସେ ଯେଉଁ ଦଳ ହେଉନା କାହିଁକି ଆପଣଙ୍କ କଥାର ଆମ ଓଡ଼ିଆ ପାଇଁ ମୂଲ୍ୟ ହୀନ l ଖାଲି ବୃଥାରେ ଲୋକଙ୍କୁ ବୋକା ବନାନ୍ତୁ ନାହିଁ l

  • @user-rt1wn8wo7i
    @user-rt1wn8wo7i Месяц назад +1

    BJB jaha karuchhi sabu bhala karuchhi