News Point: Ration Card And Rice Distribution Scam | Allegation Of Corruption On Former BJD Govt

Поделиться
HTML-код
  • Опубликовано: 23 ноя 2024

Комментарии • 817

  • @karunakarmohanty89
    @karunakarmohanty89 4 месяца назад +19

    ବହୁତ ସୁନ୍ଦର ପଦକ୍ଷେପ ବଡ଼ ଲୋକ ମାନେ ଚାଉଳ ନେଉଛନ୍ତି ତଦନ୍ତ ଆରମ୍ଭ ହେଉ ଜୟ ମହନ ସରକାର ଜୟ ଶ୍ରୀ ରାମ

  • @DillipBhoi-mu1dk
    @DillipBhoi-mu1dk 4 месяца назад +211

    ନୂଆ ସରକାର ନୂଆ ସର୍ଭେ କରିବାର ଆବଶ୍ୟକତା ରହିଛି

  • @krushnaprasadmohanty3831
    @krushnaprasadmohanty3831 4 месяца назад +37

    ଧନ୍ୟବାଦ କନକ ଟିଭି - ଧନ୍ୟବାଦ କୃଷ୍ଣ ପାତ୍ର ।

  • @SabitaHota-l5o
    @SabitaHota-l5o 4 месяца назад +99

    ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ। ଭତ୍ତା ବି ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ

  • @KEDARMALIK-o6o
    @KEDARMALIK-o6o 4 месяца назад +76

    ଆମଗ୍ରାମରେ ଯାହାର ପାଞ୍ଚ ରୁ ଆଠ ଏକର ଜମି ଅଛି ସେମାନେ ଚାଉଳ ନଉ ଛନ୍ତି ଭୂମିହୀନ ଗରିବ ଲୋକ ମାନେ ପାଉନାହାନ୍ତି

  • @DibyashreeSwain-q7h
    @DibyashreeSwain-q7h 4 месяца назад +182

    ଖାଲି ଚାଉଳ ନୁହେଁ, ପାଇଖାନା, ଆବାସ ଯୋଜନା ରେ ଗୋଟିଏ ଘରେ ୮ଟା ଲେଖା ପିଇଛନ୍ତି। ପ୍ରତି ଗାଁ ରେ ଏମିତି ଘଟଣା ପାଇବେ

    • @Bpatel152
      @Bpatel152 4 месяца назад +13

      Am gare bi

    • @BiswanathNayak-rg8xe
      @BiswanathNayak-rg8xe 4 месяца назад +8

      Y

    • @prasannakumarsamantaray1676
      @prasannakumarsamantaray1676 4 месяца назад

      ନିରାଟ ସତ କଥା ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି ଏକାବେଳେ 3ରୁ 4 ଟି ଲାଟିନ ଆଉ ଯୋଗ୍ୟ ହିତାଧିକାରୀଙ୍କୁ ଶୂନ୍ୟ

    • @Sahu_Santanu_24
      @Sahu_Santanu_24 4 месяца назад

      ତୁମେ କଣ କରୁଛ । ଜ ଆଉ ତୁମେ ବି ଲେଟିଂ ବନ। କିଏ କଣ କଳା କିଏ କଣ ନ କଲେ ସେଟା ଖାଲି ଦେଖୁଥ । 😂😂😂😂

    • @SudarsuanPradhun
      @SudarsuanPradhun 4 месяца назад

      ​@@Bpatel152Gy G

  • @Prem-bz3tr
    @Prem-bz3tr 4 месяца назад +510

    ସବୁ ତ ଧନୀ ଲୋକ ଙ୍କୁ ମିଳୁଛି ଗରିବ ଭୂମିହୀନ ଲୋକଙ୍କୁ ରାସନ କାର୍ଡ ମିଳି ନାହିଁ ଘର ଟିଏ କରିବା କୁ ଜାଗା ନାହିଁ ସରକାର ଏ ମାନଙ୍କୁ ଟିକେ ଧିଆନ ଦିଅନ୍ତୁ

    • @SumatiSumatiGhadei
      @SumatiSumatiGhadei 4 месяца назад +53

      Rasana band karajau.puni chinhata kari prakuta gariba lokanku dianau.

    • @CopY_PaSt9
      @CopY_PaSt9 4 месяца назад +8

      Sata kahila bhai tame
      BJD SARKAR maigha sarkar

    • @pritampolei7087
      @pritampolei7087 4 месяца назад +6

      BJD chamach sabu dhani loka ration neuchhanti gariba loka nuhe

    • @asisranjan7787
      @asisranjan7787 4 месяца назад +3

      Gariba loka b gaichhnti..bt sethire dhani loka misiki achhnti

    • @Pruseth_10
      @Pruseth_10 4 месяца назад +2

      Garib kie aau garib nahi

  • @Vibek5678
    @Vibek5678 4 месяца назад +60

    ଯେଉଁମାନଙ୍କର ରହିବା ଛଡା ଆଉ କିଛି ବି ନାହିଁ ସେଇମାନଙ୍କୁ ରାସନ୍ card ଦିଆଯାଉ । ଯେଉଁମାନେ ଭୂମିହୀନ ସେଇ ମାନଙ୍କୁ ରାସନ୍ card ମିଳୁ ମୋର ଏତିକି ଅନୁରୋଧ ରାଜ୍ୟ ସରକାରଙ୍କ ପାଖରେ

    • @alokmohapatra6771
      @alokmohapatra6771 4 месяца назад +1

      Correct

    • @mightypilu9640
      @mightypilu9640 4 месяца назад

      moro kiche be nahi mu 5 years heli ration card pani lagiche kintu haune

  • @kkvlogs1819
    @kkvlogs1819 4 месяца назад +59

    ନୂଆ ତ add ହିଁ କରୁ ନାହାନ୍ତି 3 ବର୍ଷ ହେଲା କେହି ଶୁଣୁ ନାହାନ୍ତି new member add ବି କରୁ ନାହାନ୍ତି କିମ୍ବା ଭୂତ୍ ଙ୍କୁ କାଟୁ ନାହାନ୍ତି ।।। ଆପଣ ଠିକ୍ କହିଛନ୍ତି।।।true news

  • @mr.sanjayinformationdiscov3282
    @mr.sanjayinformationdiscov3282 4 месяца назад +72

    ଦୁଇ ମହଲା କୋଠା, ଘରେ ଏସି ଲାଗିଛି ତଥାପି ଚାଉଳ ମିଳୁଛି😂😂😂

  • @DilipParida-o7r
    @DilipParida-o7r 4 месяца назад +21

    Fonny time ରେ ଦଳିଅ ଲୋକଙ୍କ ଘର ଥାଇ ମଧ୍ୟ୍ୟ ସେମାନଙ୍କୁ fonny ର କ୍ଷୟ କ୍ଷତି ଦିଆ ଯାଇଛି, ଯାହା ଘରେ ବିଜେଡି ଭୋଟର ଅଧିକ ମେମ୍ବର ଅଛନ୍ତି, ସେମାନଙ୍କୁ ଦିଆଯାଇଛି

  • @SrimanMohanty-f9s
    @SrimanMohanty-f9s 4 месяца назад +20

    ଯଉ ମାନେ ଟାକ୍ସ ଦେଉଛନ୍ତି, ସେମାନେ ବି ରାସନ ନେଉଛନ୍ତି, example - contrator, pvt jobe softwear company empoly, ଚାରିଚକିଆ ଯାନ ଥିବା ଲୋକ, ଜଣିକିଆ 6 ବଖରା ଘର ଥିବା ଲୋକ, ଜଣିକିଆ 8 ଏକର ଜମି ଥିବା ଲୋକ ପାଉଛନ୍ତି

  • @shekhmuna3348
    @shekhmuna3348 4 месяца назад +65

    ସର୍ଭେର କରାଯଉ ନୂଅଏ ରାସନ କାର୍ଡ ହଉ

  • @Ajay-bq1lx
    @Ajay-bq1lx 4 месяца назад +5

    ବହୁତ ବଢିଅ| ...

  • @paramanandajena9280
    @paramanandajena9280 4 месяца назад +7

    ବାସ୍ତବରେ ଭୂମିହୀନ ପରିବାର କୁ ଦିଆଯାଉ

  • @KushaRaut-eg1yr
    @KushaRaut-eg1yr 4 месяца назад +5

    ବହୁତ ଲୋକ ର ନାମ କାଟିବା ଦରକାର୍ ଜୀବିତ ଗରିବ କୁ ମିଳୁ ❤❤

  • @chaturbhujabag5095
    @chaturbhujabag5095 3 месяца назад +5

    କୋଟି କୋଟି ଟଙ୍କା ରାଜନେତା ମାନେ ଲୁଟିଛନ୍ତି କୋଉକିମାନ ଚାଉଳ ପାଇଲା କୋଟି କୋଟି ହିସାବ କରୁଛ ପିସି ବାଳେକୁ ପ୍ରଥମ ଜେଲ ରେ ଭର

  • @PradeepPradeep-ys8xi
    @PradeepPradeep-ys8xi 4 месяца назад +9

    ସରକାର ଚିହ୍ନିପରୁନାଇ ଧନୀ କିଏ ଗରିବ କିଏ ସମସ୍ତଙ୍କୁ ସମସ୍ତ ପ୍ରକାରର ସୁବିଧା ଧୋନୀ ଲୋକଙ୍କୁ ଅଧିକ ମିଳୁଛି

    • @sradhamihir5552
      @sradhamihir5552 4 месяца назад +2

      ଲାଞ୍ଚର କମାଲ ଇଏ ସବୁ 😢 ଏଠି ଯାହା ପାଖରେ ଟଙ୍କା ଅଧିକ ସିଏ ସବୁ ସୁବିଧାର ଲାଭ ଉଠେଇବ ଆଉ ଯିଏ ବେରୋଜଗାରିଆ, ପଇସା ନାହିଁ ସେ କିଛି ପାଇବନି

  • @TechnicArjun
    @TechnicArjun 4 месяца назад +4

    ପ୍ରଥମେ ମରିଯାଇଥିବା ଲକଙ୍କର ରାସନ୍ କାର୍ଡ ରେ ନାମ କଟାଯାଉ

  • @dibyapattnaik6640
    @dibyapattnaik6640 4 месяца назад +8

    ଯାହାର ଦରକାର ପାଉ

  • @kumarmanas6913
    @kumarmanas6913 4 месяца назад +9

    ଯୋଗ୍ୟ ହିତାଧିକାରୀଙ୍କୁ ଏଯାଏଁ ରେସନ କାର୍ଡ ମିଳିନାହିଁ କିନ୍ତୁ ଯେଉଁମାନେ ଯୋଗ୍ୟନୁହ୍ନେ ସେମାନେ ପାଉଛନ୍ତି । ଏହା ଉପରେ କାଇଁ ତଦନ୍ତ ହେଉ ନାହିଁ ।। ବହୁତ୍ ଗରିବଶାଳୀ ଲୋକମାନେ ଏଥିରୁ ଏବେ ମଧ୍ୟ ବଞ୍ଚିତ ଅଛନ୍ତି।
    ତେଣୁ ଏହା ଉପରେ ତଦନ୍ତ କରିବା ନିହାତି ଆବଶ୍ୟକ 🙏🙏

  • @maheshwardas310
    @maheshwardas310 4 месяца назад +30

    ଆମ ଗାଁରେ ବଡ଼ ଲୋକ ପାଉଛନ୍ତି ଚାଉଳ. ଯାହାର ଚାଷ ଜମି ଅଛି 10 ଏକର୍ 20 ଏକର BJD ଦଳୀୟ ଲୋକ

    • @sanjuktabiswal1569
      @sanjuktabiswal1569 4 месяца назад

      ସବୁ ଆଡେ ସେଇୟା, କୁଜି ନେତା 3000ଟଙ୍କା ଖାଇ କରେଇ ଦେଉଛନ୍ତି,

  • @deepakmaity931
    @deepakmaity931 4 месяца назад +21

    ସାଧାରଣ ଲୋକ ଚାଉଳ ଖାଇଗଲେ,ହେଲେ ନେତା ମନ୍ତ୍ରୀ ଓଡିଶା କୁ ଖାଇ ଗଲେ କିଛି ହେଉନାହିଁ କି କେହି ଅଭିଯୋଗ କରୁନାହାନ୍ତି

  • @azharkkhan8822
    @azharkkhan8822 4 месяца назад +2

    🙏 ଜାଗୃତ 🌹 ଓଡିଶା 🌹ଜାଗୃତ🙏

  • @gobindamajhimedia1801
    @gobindamajhimedia1801 4 месяца назад +1

    ନିଶ୍ଚିତ ଭାବରେ ନୂଆ ସରକାର ନୂଆ ସର୍ବେ କରିବା ଉଚିତ 🙏🙏🙏🙏

  • @birajrout7432
    @birajrout7432 4 месяца назад +9

    ଯାହା ହେଉ ଗୋଟେ ମାସେର 25ଲକ୍ଷ ଚିନ୍ହଟ କଲ ଭଲ ସେମାନଙ୍କ ର କାଟି ଗରିବକୁ ଦିଅ

  • @rabindrarouta2465
    @rabindrarouta2465 4 месяца назад +15

    ରାସନ କାର୍ଡ ନଥିବା ଏକ ମଧ୍ୟବିତ୍ତ ପରିବାର ଆଜି ମେଡ଼ିକାଲ ରେ ଯେଉ ଭଳିଭାବେ ସ୍ବାସ୍ଥ୍ୟଗତ ସମସ୍ୟା କୁ ନେଇ ଆର୍ଥିକ ବୋଝ ର ବାଧକ ସାଜିଛି ଯଦି ଏହିଭଳି ସମସ୍ୟା ର ସମାଧାନ ପାଇଁ ଯଦି ସରକାର କିଛି ଉଚିତ୍ ପଦକ୍ଷେପ ନେଇ ଯୋଜନା ମାନ ପ୍ରସ୍ତୁତ କରନ୍ତେ ତେବେ ଯାଇ ମଧ୍ୟବିତ୍ତ ପରିବାର ଲୋକ ଟି ସ୍ବାସ୍ଥ୍ୟଗତ ସମସ୍ୟା ରୁ ଆଶ୍ୱସ୍ତି ପାଇପାରନ୍ତା !!! ❤ଜୟ ଶ୍ରୀ ଜଗନ୍ନାଥ ❤

  • @pradeepkumarsinha803
    @pradeepkumarsinha803 4 месяца назад +4

    💯 Right, No Doubt.
    NOT ONLY CORRUPTION IN RATION CARD BUT ALSO IN ALL DEPARTMENTS.

  • @AlineOp
    @AlineOp 4 месяца назад +8

    ମାଗଣା ଚାଉଳ ଟୋଟାଲ ରାଜ୍ୟରୁ ବଂଦ ହେଉ।ଅନ୍ୟ କିଛି ବିକଳ୍ପ ମାଗଣା ଦିଅନ୍ତୁ।ନହେଲେ ବିଜେପି କୁ ମହଗା ପଡିବ

  • @PodmakishorMahara
    @PodmakishorMahara 4 месяца назад +6

    ସତ କଥା ହାହୁଛନ୍ତି ମନ୍ତ୍ରୀ 10 ଏକର ଜମି ଗାଡ଼ି ମଟର ଥିବା ଲୋକ ପା ଉ ଛନ୍ତି

  • @santanuswain9482
    @santanuswain9482 4 месяца назад +4

    ରାସନ କାର୍ଡ, ପାଇଖାନା ଆଉ ଵିଜୁ ପକା ଘର , ଇନ୍ଦିରା ଆବାସ ଯୋଜନା ଏ ସବୁ ଯାଞ୍ଚ ହେବା ଉଚିତ, ଉଚିତ ଲୋକ ପାଉ ନାହାନ୍ତି।

    • @trilochanmuna8345
      @trilochanmuna8345 4 месяца назад

      ଯୋଉଁମାନ ଙ୍କ ର ବିଲ ବାଡ଼ି ଅଛି ସେସବୁ ଅନୁଧ୍ୟାନ କରି ସେମାନଙ୍କ ରାସନ କାର୍ଡ କାଟନ୍ତୁ ଏକର ଏକର ଜମି ଅଛି ନିଜ ନାଁରେ ନଥାଉ ବାପା ନାଁରେ ବିଲ ଅଛି ସେମାନେ ବି ପାଉଛନ୍ତି ଏକଥା ବିଚାର କୁ ନିଆ ଯିବା ଦରକାର

  • @sanjeebkumarsahoo5132
    @sanjeebkumarsahoo5132 4 месяца назад +30

    ନେତା ଆସିବେ ଯିବେ କିଛି ହବନି ଏମିତି ଚାଲିବ ଆଗକୁ ପଞ୍ଚାୟତ ଇଲେକ୍ସନ ଲୋକଙ୍କୂ କାଟିବା ଭୟ ଦେଖାଇ ଭୋଟ ନେବେ ( ରାଜନୀତି ବୁଧୀ 👌)#ମାଗଣାଖିଆ ଜନତା 😀

  • @dinabandhudash5218
    @dinabandhudash5218 4 месяца назад +4

    ସମସ୍ତ ଜିଲ୍ଲା ସବୁବ୍ଲକ ପଞ୍ଚାୟତ ରେ ସିସିଟିଭି ଲଗାଯାଉ ଓ ରାସନ କାର୍ଡ ଯାଞ୍ଚ କରା ଯାଉ . ଗରିବକୁ ଚାଉଳ ମିଳୁନାହିଁ ପରିବାରରେ 5.ଜଣା ରେ 3ପାଉଛନ୍ତି ଧନୀ ଲୋକ କାହାର ଟ୍ରାକ୍ଟର ତ କାହର କାର ଗାଡି ଅଛି ସେମାନେ ପାଉଛନ୍ତି ଏମାନଙ୍କ ସବୁ କଟାଯିବ ଦରକାର

  • @aniketmishra5600
    @aniketmishra5600 4 месяца назад +14

    ଆଗାମୀ ଦିନ ରେ ନିଟ୍ ସ୍କାମ କଥା ଦିଲ୍ଲୀ ନିୟୁଜ ଓ୍ୱାରଲଡ ନିୟୁଜ କନକ ଟିଭି କୁ ପଚାରିବ

  • @bedasmitapatel914
    @bedasmitapatel914 4 месяца назад +2

    Pm kisan 6000
    ଧନବିକିବେ3000 ପୁଣି ଚାଉଳ ପାଇଲେ ହେଲେ। ଭୂମିହୀନ ମାନେ କଣ ପାଇଲେ ସରକାର ଚିନ୍ତା କରନ୍ତୁ

  • @GuraSingh-j4j
    @GuraSingh-j4j 4 месяца назад +1

    ବଡ ବଡ ବିଲିଡିଁ ଘର ଠିଆ ହେଇ ମଧ୍ୟ୍ୟ ଚାଉଳ ପାଉଛନ୍ତି

  • @DamdharDamodar
    @DamdharDamodar 4 месяца назад +7

    ଭତ୍ତା line କୁ ବି ଟିକେ ଯାଆନ୍ତୁ ଯେଉଁ ମାନେ ଭତ୍ତା ପାଇବାର ଅଯୋଗ୍ୟ ସେମାନେ ବି ତୋ ଭତ୍ତା ପାଉଛନ୍ତି।

  • @kishorekumbhar2855
    @kishorekumbhar2855 4 месяца назад +18

    କିଏ କଣ କଲା ଦୋଷାରୋପ ନ କରି ଅଯୋଗ୍ୟ ଲୋକଙ୍କୁ କାଟି ଯୋଗ୍ୟ ଲୋକ ଙ୍କୁ ରାସନ କାର୍ଡ଼ ଦେଲେ ଭଲ ହେବ

  • @manojbarla3416
    @manojbarla3416 4 месяца назад +2

    ଅଯୋଗ୍ୟ ର କଟା ଯାଉ ଓ ଯୋଗ୍ଯ ର ଯୋଡା ଯାଉ

  • @manoranjan647
    @manoranjan647 3 месяца назад

    ଯାହାର ନାମରେ ଚାରି ଚକିଆ, ଛଅ ଚକିଆ ଯାନ ବାହାନ ଅଛି ସେମାନେ ମଧ୍ୟ ପାଇଛନ୍ତି। ଆଉ ଦୁଇ ଚକିଆ ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତଙ୍କ ଅଛି ।

  • @IndrajitDas-jq5ul
    @IndrajitDas-jq5ul 4 месяца назад +13

    Good decision 👍

  • @debabratadas4307
    @debabratadas4307 4 месяца назад +3

    ଆମ ଭୋଗରାଇ ଅଞ୍ଚଳରେ ଲୋକଙ୍କ ପର୍ଯ୍ୟାପ୍ତ ଜମିବାଡ଼ି, ବାଇକ, ଫ୍ରିଜ୍, ୱାସିଂ ମେସିନ୍,ac,ଚାରିଚକିଆ,ଟ୍ରାକ୍ଟର ଥାଇ ମଧ୍ୟ ରେସନ୍ ପାଉଛନ୍ତି ।

  • @pradeepkumarsinha803
    @pradeepkumarsinha803 4 месяца назад +3

    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
    ଯୋଗାଣ ବିଭାଗୀୟ ମନ୍ତ୍ରୀ 2022,ଫେବୃଆରୀ ମାସରୁ କ୍ରମାଗତ 5/6 ମାସର ପୁରୀ ଜିଲ୍ଲାର କୌଣସି ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଗହମ ପାଇ ନାହାନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ।
    କନକ ନିଉଜ ଚ୍ୟାନେଲ ମାଧ୍ୟମରେ।
    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।

  • @sarjagannath9
    @sarjagannath9 4 месяца назад +2

    Mohan sir has taken the right decision.
    I thank Mohan Sir for this.

  • @disembarpatel6747
    @disembarpatel6747 4 месяца назад

    ବହୁତ୍ ବଢିଆ

  • @TripleKEmpire-br8tf
    @TripleKEmpire-br8tf 4 месяца назад +9

    ଆରେ ଭାଇ ରାସନ୍ କାର୍ଡ ପଛରେ ଏତେ ତତ୍ପର କାହିଁକି ଏଠି ଶଳା ନେତା ମନ୍ତ୍ରୀ ସରକାରୀ କର୍ମଚାରୀ ବିଭିନ୍ନ ପ୍ରକାରର ସରକାରୀ କାମରେ ଏତେ ଦୁର୍ନୀତି ହେଇଛି। ଯେତେ murder rape ଅପରାଧ ହେଇଛି ତାହାର ତଦନ୍ତ ହେଇ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀ ମାନଙ୍କୁ ଦଣ୍ଡ ନ ଦେଇ ଏ କି ତାମସା ଲଗେଇଛ । ଚାଉଳ ଯିଏ ଖାଉଛି ତା ପେଟ ପାଇଁ ହିଁ ଖାଉଛି, ଗୋଟେ ଗରିବ ଲୋକ ସାମାନ୍ୟ ଗୋଟେ bike ଯାହାର ଥିବ ସେ କେତେ କଷ୍ଟ କରି ଗୋଟେ bike କିଣିଥିବ ତାକୁ list ru ନାଆଁ କାଟିଦେଲେ ତମର ଧର୍ମ ସହିବନି । ଭଲ ଭାବରେ ତଦନ୍ତ କରି କାମ ଆଗକୁ ନିଅନ୍ତୁ। ଆମ ଓଡ଼ିଶାରେ two wheeler ଗାଡ଼ି 60% ru 70% ଗରିବ family ପାଖରେ ଅଛି, ତାହାମାନେ ସମସ୍ତଙ୍କୁ list ରୁ ହଟେଇବ ନା କଣ, ଏଠି ସାମାନ୍ୟ GS GRS NREGS କାମ କରି ମାଲାମାଲ୍ ହୋଇଯାଉଛନ୍ତି, ଗୋଟେ ପାଇଖାନାକୁ ଦୁଇ ତିନି ଥର ବିଲ୍ କରି ଠିକାଦାର ମାଲାମାଲ୍, ଘର ବ୍ରିଜ୍ କୁ ନିମ୍ନ ମାନର କାମ କରି ଠିକାଦାର ମାଲାମାଲ୍ହୋଇଯାଇଛନ୍ତି ତାହାର ତଦନ୍ତ ନ କରି ଏ ଭାଡୁଆ ସରକାର ରାସନ୍ କାର୍ଡ ପଛରେ ପଡ଼ିଛି।

  • @manojsahu2039
    @manojsahu2039 4 месяца назад +14

    ଯେଉଁ ବ୍ୟକ୍ତି ସରକାରୀ ରେଶମ କାର୍ଡ ପାଇବା ଉପଯୁକ୍ତ ତାଙ୍କୁ ହିଁ ଦିଆଯାଉ ତେଲିଆ ମୁଣ୍ଡରେ ତେଲ ନ ଦେଇ ରୁଖିଲା ମୁଣ୍ଡରେ ତେଲ ଦିଅନ୍ତୁ

  • @gandharbbaral
    @gandharbbaral 4 месяца назад +18

    ବାଳ ନିୟୁଜ
    ବିନା ଆଧାର କାର୍ଡ ଓ biometric ରେ ରାସନ ଚାଉଳ ମିଳେ ନାହିଁ

    • @debasish8065
      @debasish8065 4 месяца назад +1

      Right

    • @sukantatechodia8253
      @sukantatechodia8253 4 месяца назад +3

      ଏଇଟା ସତ ମରିଯାଇଥିବ ଲୋକଙ୍କର ଏବେବି ଚାଉଳ ନେଉଛନ୍ତି

    • @_mr___rajput
      @_mr___rajput 4 месяца назад

      😂😂 25 kg badal re 22kg chaula dauchhanti

  • @baibasutabhoi3439
    @baibasutabhoi3439 4 месяца назад +1

    ଯାହାର 15 ଏକର ଜମି ଅଛି ପ୍ରଧାନ ମନ୍ତ୍ରୀ ଆବାସ ,ରାସନ୍ କାର୍ଡ କଳାହାଣ୍ଡି ରେ ଅନେକ ମିଳିବେ କିନ୍ତୁ ଭୂମିହୀନ ଲୋକ ରାସନ୍ card ପାଇନାହାନ୍ତି

  • @subashsanta6319
    @subashsanta6319 4 месяца назад +2

    Rotion card ପରେ ବିଚାର ଆଗ mobile ରିଚାର୍ଜ କାହିଁକି ଏତେ ବଡିଛି ସେଇଟା ଟିକେ କୁହନ୍ତୁ

  • @DebabrataBehera-fq1gw
    @DebabrataBehera-fq1gw 4 месяца назад +3

    Very good decission

  • @pradiptadas1726
    @pradiptadas1726 4 месяца назад +1

    ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ

  • @dasharathaentertainment8886
    @dasharathaentertainment8886 4 месяца назад +2

    ରାସନ୍ କାର୍ଡ ଘଟାଲ ସରକାର ଯଦି ଚାହିଁବେ କମ୍ ହେଇ ପାରିବ ସେଥିପାଇଁ ଆମକୁ ପ୍ରକୃତ ହିତାଧିକାରୀ ରାସନ୍ କାର୍ଡ ପାଉଛନ୍ତି କି ନାହିଁ ‌

  • @aarzoo4168
    @aarzoo4168 4 месяца назад +2

    Sabu free karibaru Labour milu nahanti

  • @rev.rohitkumarbag6053
    @rev.rohitkumarbag6053 4 месяца назад +7

    ଗରିବ ଲୋକଙ୍କ ଉପକାର ହୋଇଛି, ସରକାର ନିଜେ ଖାଈ ନାହାନ୍ତି, ଏଣୁ ଏହାକୁ ଘୋଟଲା କହିବା ଉଚିତ ନୁହେଁ।

  • @gangadharsatapathy316
    @gangadharsatapathy316 4 месяца назад

    ସମ୍ପୂର୍ଣ୍ଣ ରୂପେ ସତ୍ୟ। କୋଠାଘର, ଗାଡ଼ି, ଚାକିରୀ,ପେନ୍ ସନ୍, ଚାଷ ଜମି ଥିବା ଲୋକମାନେ ନେଉଛନ୍ତି।👍👍

  • @KHERWAL_BAZAAR
    @KHERWAL_BAZAAR 4 месяца назад +1

    ନବୀନ ସରକାର ପ୍ରଭୁ ଜଗନ୍ନାଥଙ୍କ ପରି ଟିକେ ଦୟାଳୁ ।
    ସେ କାହାକୁ ମନା କରନ୍ତି ନାହିଁ। ସମସ୍ତଙ୍କୁ ଦେଇ ଦିଅନ୍ତି ।
    ଜନସାଧାରଣ ଙ୍କ ଟଙ୍କା ଜନସାଧାରଣ ଙ୍କ ହିତରେ ଲାଗିଲା ଏଥିରେ ଭୁଲ କଣ ।

  • @aarzoo4168
    @aarzoo4168 4 месяца назад +1

    Jeu family ra bike,Mobile,TV,Freeze etc achhi se family ra Ration card bandh hebaa darkar.

  • @kandarapapadhan9062
    @kandarapapadhan9062 4 месяца назад +21

    ଜଣେ ମଣିଷ ଙ୍କ ଦେହାନ୍ତ ପରେ ପଞ୍ଚାୟତ ର ଯୋଗାଣ ସହାୟକ ଡାଇରେକ୍ଟ ଚାଉଳ ଖାଉଥିବ ତେଣୁ ଏହାର ତଦନ୍ତ କରାଯାଉ।

  • @samirkupal9445
    @samirkupal9445 4 месяца назад +1

    ଆପଣଙ୍କ କଥା ଭଲଲାଗେ

  • @mandakinimohanta9069
    @mandakinimohanta9069 3 месяца назад

    Right katha hundred percent thik mayurbhanj

  • @bipinamallik2803
    @bipinamallik2803 4 месяца назад

    Sambadika Akhaya Sir Nirata Satya Katha Kahile Dhanyabad, Kanak Newsre Kahile Jahara Motor Caycale Thiba, Kothaghara Thiba Semanaku Milibanahi

  • @ranjanbariha1834
    @ranjanbariha1834 4 месяца назад

    ହଁ ବହୁତ ଭଲ ହେବ

  • @Nandineebehera-u1j
    @Nandineebehera-u1j 4 месяца назад

    Thanks sir pranam Dist Dhenkanal.💐🙏

  • @KailashDas-js7ji
    @KailashDas-js7ji 4 месяца назад +1

    Nice ❤

  • @azharkkhan8822
    @azharkkhan8822 4 месяца назад +1

    ବହୁତ୍ ଘୋଟଲା ହେଉଛି ଓଡ଼ିଶା ରେ ଭୋଲ ଭାବରେ ତଦନ୍ତ କୋରା ଯାଉ👍

  • @SusantaPradhan-n6p
    @SusantaPradhan-n6p 4 месяца назад +3

    ଭାରତୀୟ ଜନତା ପାର୍ଟି ଟିକିଏ ଭାବିଛିନ୍ତି ନିଷ୍ପତ୍ତି ନେବା ଦରକାର ମୁଁ କହିବାର କାରଣ ଯଦି ଧନୀଲୋକ କିମ୍ବା ଗରିବ ରାସନକାର୍ଡକୁ ଯଦି କାଟିବେ ଆଗାମୀ ଦିନରେ ଭୋଟ ହାର ପ୍ରତିଶତ କମିଯିବ

    • @anojdhir2889
      @anojdhir2889 4 месяца назад

      Bhaire amoku swachhata darkar..amiti hele Jai deshoro unnati hebo..

    • @anojdhir2889
      @anojdhir2889 4 месяца назад

      Vote sahito aharo sampark kn ..rajya ro development darkar

  • @saratchandranayak2825
    @saratchandranayak2825 4 месяца назад

    ରାସନ କାର୍ଡ ଥାଇ ମଧ୍ୟ ରାସନ ପାଉନାହାନ୍ତି
    ନୂଆକରି ସର୍ବେ କରାଯାଉ

  • @manasranjanbarik9011
    @manasranjanbarik9011 4 месяца назад

    Beautiful upasatapna kanak news

  • @subashbehera2472
    @subashbehera2472 3 месяца назад

    ହଁ ଅଛନ୍ତି ଭୁତ ହିତାଧିକାରୀ। ଆମ ପନଚାୟତ ରେ

  • @sapankumarmurmu7720
    @sapankumarmurmu7720 4 месяца назад

    Powrfull Speech sir

  • @manasdas7827
    @manasdas7827 3 месяца назад

    କଠା ଘର ସରକାର ଦେଉଛି

  • @monaranjandey325
    @monaranjandey325 4 месяца назад

    ସତକଥା ଜୟ ଜଗନ୍ନାଥ ଜୟ ଶ୍ରୀରାମ

  • @nirbikalpadash8792
    @nirbikalpadash8792 4 месяца назад +4

    ମାଗଣା ରେ ଚାଉଳ ଆଣି ୪୦ ଟଙ୍କା ରେ ବିକୁଛନ୍ତି, ବହୁତ ଲୋକ।

  • @DeepakSingh-vz4jk
    @DeepakSingh-vz4jk 4 месяца назад

    ବଡ଼ ଖୁସି ର ଖବର

  • @ArunnaikArunnaik-s4b
    @ArunnaikArunnaik-s4b 4 месяца назад

    ବହୁତ ଗରିବ ଲୋକ ବି ପାଉନାହାଁନ୍ତି କିନ୍ତୁ ବହୁତ ଧନୀ ଲୋକ ବି ପାଉ ଥିବେ । ତେଣୁ ଆଉ ଥରେ ନୂଆ ସର୍ବେ ହେବା ଦରକାର ମୋର ସରକାରଙ୍କୁ ଅନୁରୋଧ। ଯଦି ଭଲ ଲାଗୁ ଥାଏ ବିଚାର କୁ ନିଆଯାଉ ।

  • @jharansundardeep6583
    @jharansundardeep6583 4 месяца назад +33

    25 lakh Vote minus heijiba BJP ra

    • @uttambaba6800
      @uttambaba6800 4 месяца назад +3

      4 guno adhiko per gharu 4 hisab karo 😅😢😂

    • @pritampolei7087
      @pritampolei7087 4 месяца назад +6

      Se 25lakh BJD vote BJP ra nuha

    • @pritampolei7087
      @pritampolei7087 4 месяца назад +1

      @@jharansundardeep6583 amiti dam dekhouthila pandu kana abastha hela tara.kichhi nahi swachha sasan darkar jie paibar hakdar se pantu kintu chamcha dhani kujineta na pantu.bjp ra prati block panchayat re pratinidhi ahara tadarakh kari bhul lokanku chinhata karantu.

    • @BibekanandaDhal-xn4he
      @BibekanandaDhal-xn4he 4 месяца назад

      😂😂😂​@@pritampolei7087

    • @anojdhir2889
      @anojdhir2889 4 месяца назад

      25lakh x3 adhiko milibo..

  • @prasantamahapatra3479
    @prasantamahapatra3479 4 месяца назад +2

    ଭୂତ card କାହାକୁ କହୁଛ ସେଭଳି ଲୋକ ଦୁନିଆରେ ନାହାଁନ୍ତି ସେହିଭଳି ଲୋକ ଚାଉଳ ପାୟୁଛନ୍ତି

  • @SabitaHota-l5o
    @SabitaHota-l5o 3 месяца назад

    ସତ କହିବାକୁ ଗଲେ ସମସ୍ତଙ୍କର ସର୍ଭେ କରାଯାଉ ଆଉଥରେ କିଏ ପାଇଵା ନିହାତି ଦରକାର। ବହୁତ ଵଡ ଲୋକ ମାନେ ରାସନ କାର୍ଡ ପାଇଛନ୍ତି

  • @edtonk6277
    @edtonk6277 4 месяца назад

    ଓଃ କି ଜୁମୁଲା ! 👏

  • @dk...bankerschoice...4320
    @dk...bankerschoice...4320 4 месяца назад

    Akhay babu bohut bhala analyse kale,,,,,

  • @AkshitrutiyaBharati
    @AkshitrutiyaBharati 4 месяца назад

    Write, SIR

  • @susantabaliarsingh8811
    @susantabaliarsingh8811 4 месяца назад

    100% ନିହାତି ସର୍ଭେ ଦରକାର

  • @vikramkesharibehera1616
    @vikramkesharibehera1616 4 месяца назад +1

    ମାଗଣା ଚାଉଳ ମିଳିଲା ପରେ ଆଉ କେହି ବିଲ ବା କ୍ଷେତ କୁ ଯାଉ ନାହାନ୍ତି

    • @bidyadhardash2619
      @bidyadhardash2619 4 месяца назад

      Jadi chasa naheuchi ta hele ton ton dhana Sarkar kouthu anuchanti, ta pare bi lokal miller Kam Paisa dei dhana kinuchanti ?

  • @gourangasahu-sy1jk
    @gourangasahu-sy1jk 4 месяца назад

    Super news and Jay Jagannath

  • @kailashsahoo8012
    @kailashsahoo8012 4 месяца назад

    ନୂତନ ଗାଇଡ ଲାଇନ,ସମ୍ପୂର୍ଣ ନୂଆ ରାସନ୍ କାର୍ଡ କରାଯାଉ

  • @SushilMahakud-qo3vs
    @SushilMahakud-qo3vs 4 месяца назад +5

    ଖାଲି ଭୂତ ହିତାଧିକାରୀ ନୁହେଁ ଜମି ମାଲିକ,କୋଠା ମାଲିକ,ସରକାରୀ ଚାକିରିଆ,ଟ୍ରାକ୍ଟର ମାଲିକ ଓ ଆଉ ବଡ ବଡ ଧନୀ ମାନେ ସାମିଲ ଅଛନ୍ତି

  • @urbashisingh2015
    @urbashisingh2015 4 месяца назад

    ସର୍ବେ ହଉ ଚେକିଂ ହଉ...

  • @HimansuBehera-th8ph
    @HimansuBehera-th8ph 4 месяца назад

    Bahut bhala

  • @RohitRout-z7r
    @RohitRout-z7r 4 месяца назад

    ୩ ବର୍ଷ ହେଲାଣି ଆମ ବାହା ଘର ଆଜି ଜାଏ ରାସନ୍ କାର୍ଡ ମୀଳି ନାହିଁ।

  • @manasranjanbarik9011
    @manasranjanbarik9011 4 месяца назад

    Really true

  • @deepakdhibar2109
    @deepakdhibar2109 4 месяца назад

    Right sir action garment

  • @padmacharanratha647
    @padmacharanratha647 4 месяца назад

    ଯେଉଁ ପରିବାର ବାଇକ୍ ମେଣ୍ଟେନ୍ କରୁଛନ୍ତିସେମାନଙ୍କ ରାଶନ କାର୍ଡ କଟାଯାଉ । ଅନ୍ତ୍ୟୋଦୟ ଚାଉଳ ବି ବନ୍ଦ କରାଯାଉ ।

  • @hadubandhupradhan4218
    @hadubandhupradhan4218 4 месяца назад +7

    Really correct

  • @rajeshkumarpadhan3134
    @rajeshkumarpadhan3134 4 месяца назад

    ରାସନ୍ କାଡ ରେ ଘଟାଲ ଚାଲି ଅଛି

  • @TankaGouda-kg9nx
    @TankaGouda-kg9nx 4 месяца назад

    ବିବାହ କରିକି 5ବର୍ଷ ହେଉଛି ରାସନ୍ କାର୍ଡ ମିଳୁନି zerax ଦେଇ ଦେଇଟକି ଗଲିଣି

  • @AgyantA-g6v
    @AgyantA-g6v 4 месяца назад +1

    ରିଅଲ୍ ଇଷ୍ଟେଟ୍ ମାଫିଆଙ୍କ ବିଷଯ଼ରେ କ "ଣ? ଓଡ଼ିଶା ନାମକ ଗରିବ ରାଜ୍ଯ଼ରେ ସମ୍ପତ୍ତି ଦର ଏତେ ଅଧିକ କାହିଁକି... ସରକାର ଏବଂ ନ୍ଯ଼ୁଜ୍ ଚ୍ଯ଼ାନେଲ୍ ଦ୍ୱାରା ତଦନ୍ତ କାହିଁକି ହେଉନାହିଁ?

  • @KartikJena-we5oj
    @KartikJena-we5oj 4 месяца назад

    ଏହାମନେ ଯୋଗାଣ ମନ୍ତ୍ରୀ କହୁଛନ୍ତି ଚାଉଳ ପାଇବା ପାଇଁ ଯୋଗ୍ୟ ଲୋକ ନଃ

  • @sukadevMohanta-jm5ob
    @sukadevMohanta-jm5ob 4 месяца назад

    ରାସନ୍ କାଡ୍ ପାଇଁ ପୁଣି ଥରେ ସର୍ଭେ କରାଯାଉ ।।।

  • @nibeditasenapati1417
    @nibeditasenapati1417 4 месяца назад

    ବହୁତ ଲୋକ ଭଲ ରୋଜଗାର କରୁଛନ୍ତି ମାତ୍ର ସରକାରୀ କରିନାହାନ୍ତି ‌ବୋଲି ରାସନ୍ କାର୍ଡ ର ସବିଧା‌ପାଉଛନ୍ତି।