ବଜାର ଗଲେ ପୁରୁନି ବ୍ୟାଗ | ଲୋକଙ୍କ କଥା ବୁଝନ୍ତୁ ମୋହନ ସରକାର | Dinanka TV | BJD Press Meet |

Поделиться
HTML-код
  • Опубликовано: 2 июл 2024
  • ବଜାର ଗଲେ ପୁରୁନି ବ୍ୟାଗ | ଲୋକଙ୍କ କଥା ବୁଝନ୍ତୁ ମୋହନ ସରକାର | #bjdpressmeet #sulatadeo #mohanmajhi #dinankatv #pricehike #vegetables #bjpgovt #bjpcm #politicalnews #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Комментарии • 247

  • @Ashok75201
    @Ashok75201 3 дня назад +8

    ଚାଷ କର ରାଜନୀତି କଣ ପାଇ କରୁଚୁ ସବୁ ତ ଚାକିରି କରିବ ରାଜନୀତି କରିବ ଚାଷ କିଏ କରିବ ପରିବା ରେଟ୍ ବଢ଼ିଲେ ବାଧୁଚି କଣ ପାଇଁ

  • @user-ps8nm5th3i
    @user-ps8nm5th3i 3 дня назад +9

    ଲେଖାଶ୍ରୀ ସାମନ୍ତସିଂହାର ଆପଣ 25ବର୍ଷ ହେଲା କଣକରୁଥିଲେ ସେତେବେଳେ କଣ ରେଟ୍ କମ୍ ଥିଲାକି ସବୁତ ଆଗରୁ ଖୋଳ ହେଇଯାଇଛି ଏବେ ଅନ୍ୟକୁ ଦୋଷଦେଲେ ଚଳିବନାହିଁ ନିଜକୁ ପ୍ରଶ୍ନ କରନ୍ତୁ

  • @prasantaguru596
    @prasantaguru596 3 дня назад +3

    ଆଲୋ ଘୋଡ଼ା ମୁହିଁ ପୁରୁଣା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଥିଲା ବେଳେ ରସୁଣ 300 ଉପରେ ପିଆଜ 100 ଉପରେ ଟମାଟୋ 100ଉପରେ ଥିଲା ଏବେବି ହେଲା ଚାଷୀ ହସିବେ ମାଗଣା ଖିଆ କାନ୍ଦିବେ ସମସ୍ତେ ଚାଷ କର ଦରଦାମ୍ କମିବ ସବୁ ଚାକିରିଆଙ୍କ ଦରମା ବଢିଲା କିଛି କହିଲନି ଏବେ ଚାଷୀଙ୍କ ବଢିଲା ଏତେ ଫାଟୁଛି କାହିଁକି

  • @prasantakumarnayak4274
    @prasantakumarnayak4274 6 дней назад +7

    BJD samayare dardam bodhe badhini. Lajjya laguni kahuchha.

  • @madhusudansoren4354
    @madhusudansoren4354 3 дня назад +5

    ଚାଷୀ ଯେତେବେଳେ ଭଲ ଦାମରେ ବିକିଲା ତୁମ ପଛ କାହିଁକି ଜଳଛି

    • @shivarampradhan8049
      @shivarampradhan8049 День назад

      Chasi vala dam re bikuni andha bhakta nka sarkar lutibare lagilani 😅

  • @rajalaxmibehera6237
    @rajalaxmibehera6237 6 дней назад +5

    Right

  • @pravatkumarmishra9760
    @pravatkumarmishra9760 6 дней назад +7

    ଆଲୋ ଆଲାଜୁକି ଆଉ କଣ କଣ୍ଠ କବି କହି ଓଡ଼ିଶାକୁ ଲଜ୍ୟା ଦେଇଥାନ୍ତେ ଦର ଦମ୍ ବୃଦ୍ଧି tamri ଯୋଗୁ।ଘଟିଛି କାହିଁକି ନା ତମ ରଙ୍ଗ ଶାଳରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆୟସ କରୁଥିଲ ଛି ଛି ଛି ଲଜ୍ୟା ନାହି ମୁଁହ dekhaucha

  • @sunilrauto5923
    @sunilrauto5923 3 дня назад +1

    କେନ୍ଦ୍ର ଯୋଜନା କୁ bjd ନିଜ ଯୋଜନା କହି ଭୋଟ ପାଉଥିଲା
    ଦରଦାମ ବୃଦ୍ଧି bjd ଦାୟୀ

  • @pabitraswain1273
    @pabitraswain1273 2 часа назад

    ରେଖା ଅପା ତମେ ଜେଉ ଦଳରେ ଜିବ ଏଇଭଳି କହିଵ। ଜୟ ଶ୍ରୀ ରାମ

  • @MrSwarajdas
    @MrSwarajdas 6 дней назад +3

    ସତ କଥା

  • @user-ks2ey1rx5h
    @user-ks2ey1rx5h 6 дней назад +4

    ଇଏଜିବନମରା ସରକାର😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @akshayakumarsamantasinghar9469
    @akshayakumarsamantasinghar9469 6 дней назад +3

    Good presentation

  • @purusottamparida1485
    @purusottamparida1485 6 дней назад +6

    ନଖି ନାନୀ ଏଇଟା କଣ ଏଇ ମାସ ଭତରେ ବଢିଗଲା କି??

    • @prakashkumar1695
      @prakashkumar1695 6 дней назад +1

      Seita badhauch kie seita tike jane
      Eita ebe badhini aame b janichu kntu seita rajya sarkar nka hatare nhi seita kendra sarkar nka hatare achhi

  • @babulamunda9653
    @babulamunda9653 День назад

    BJP ହଟାଅ ଓଡ଼ିଶା ବଞ୍ଚନ୍ତୁ 😡

  • @madhusudansoren4354
    @madhusudansoren4354 3 дня назад +3

    ଆଗରୁ ଯେମିତି ଦରଦାମ ବୃଦ୍ଧି ହେଇନଥିଲା

  • @sambhubhueyes.babanmankukh2740
    @sambhubhueyes.babanmankukh2740 3 дня назад +1

    ହଇ ରେବିଜେଡ଼ି କେଁଉ ଚାଶୀ କୁଶୀତଳ ଭ ଣ୍ଡାର ଦେଇଛି କୀ

  • @GHMeddahofficial
    @GHMeddahofficial 6 дней назад +3

    Right 👍👍👍

  • @manasimohanty942
    @manasimohanty942 6 дней назад +2

    Really

  • @TaherAli-ki9mo
    @TaherAli-ki9mo 4 часа назад

    Right thing mem

  • @user-nf4eg2pz3i
    @user-nf4eg2pz3i 2 дня назад

    ପଚିଶ ବର୍ଷ ଶାସନ ଭିତରେ ଜଦି ଚାଷ ଉପରେ ପ୍ରାଧାନ୍ୟ ଦିଆଯାଇଥିଲେ ଆଜି ଏ ପରିସ୍ଥିତି ବୋଧେ ଦେଖିବାକୁ ପଡିନଥାଲନ୍ତା

  • @BidyadharSha
    @BidyadharSha 6 дней назад +3

    Bohurupi

  • @user-sj6vw5kw7h
    @user-sj6vw5kw7h 6 дней назад +4

    Jay b j d❤❤❤❤❤❤❤

  • @RabindranathSethi-bl4wl
    @RabindranathSethi-bl4wl 4 дня назад

    ଆପଣ ଚବିଶି ବର୍ଷ ରେ ସବୁ ଶସ୍ତା କରିଦେଲ ବିଜେପି ସରକାର ଏବେ ଆସିଚି ତାଙ୍କୁ ସମୟ ଦରକାର

  • @Prasantagouda-bd6fr
    @Prasantagouda-bd6fr День назад

    Right sir

  • @SidharthPrasadDas
    @SidharthPrasadDas 6 дней назад

    ଆଗ ଅଭିଯୋଗ ଶୁଣା ସରୁ, ଲୋକ ମରୁ କିଛି ଅସୁବିଧା ନାଇଁ

  • @user-fy6pm1lq5y
    @user-fy6pm1lq5y 14 часов назад

    👍👍👍 right madam

  • @RanjitMahapatra-hs3kk
    @RanjitMahapatra-hs3kk 3 дня назад

    Well done fair brand politics an Jay bjd Jay🙏🙏🙏 nabin

  • @mamilatasahoo9869
    @mamilatasahoo9869 6 дней назад +2

    Dara dam tiki achi

  • @bibhuprasadcreation2512
    @bibhuprasadcreation2512 3 дня назад

    ଏ କିଛି କରିବେନି ଖାଲି ରଙ୍ଗ ପରିବର୍ତନ କରିବେ,,,ଆଉ କିଛି ହେବନି ଏମାଙ୍କ ହାତରେ,,,

  • @subhashreemajhi9658
    @subhashreemajhi9658 2 дня назад

    ବିଜେଡି ଦଳର ରଙ୍ଗିଲା ବାବୁ ମାନେ ରାସଲୀଳା ପାଇଁ ଯେଉଁ ଟଙ୍କାରେ ରଙ୍ଗ ସାଲା ତିଆରି କଲ ସେହି ଟଙ୍କାରେ ଯଦି ଶୀତଳ ଭଣ୍ଡାର ବନେଇ ଥାନ୍ତ ତା ହେଲେ ଆଜି ଓଡିଶାରୁ ଅନ୍ୟ ରାଜ୍ୟକୁ ପନିପରିବା ଯୋଗାଣ ହେଉଥାନ୍ତା

  • @TusarkantaBarik-pn1xf
    @TusarkantaBarik-pn1xf 6 дней назад +3

    Ebe badhigal😂😂😂😂😂😂😂

  • @user-lu2fi8iz1d
    @user-lu2fi8iz1d 5 дней назад

    Bjp ସରକାର Elloction r Gst ନେଉଛନ୍ତି ki ମୋହନ ସରକାର ଦରବୃଦି ବାଡ଼ିଚାଲି ଛି ଓଡିଶାରେ

  • @sandhyaranirout4453
    @sandhyaranirout4453 6 дней назад +1

    Nice mam

  • @TRP918
    @TRP918 6 дней назад +7

    Bjp ବୋଲ କାମ କରୁଛି 24 ବର୍ଷ bjd ସରକାର କୁ ବାଦୁଚି ଅତିରେ କୃଷକ ମାନଙ୍କ ମାନଙ୍କୋର୍ ଉନଥି ହେବ ଜୟ bjp

  • @KishoriKhara
    @KishoriKhara 2 дня назад

    Right medam

  • @niranjandash4768
    @niranjandash4768 5 дней назад

    Thik katha kahuchhanti

  • @bibhuprasadcreation2512
    @bibhuprasadcreation2512 3 дня назад

    Madam welcome 🎉🎉🎉🎉🎉 thanks

  • @golakdehury8581
    @golakdehury8581 15 часов назад

    Pani pariba rate hele chasi khusi hebo

  • @s.kbehera2828
    @s.kbehera2828 6 дней назад +9

    ଲେଖାଶ୍ରୀ ପାଇଁ ଆଉଥରେ ବିଜେପିର ବିଜୟ ଉତ୍ସବ ପାଳନ କରାଯିବ।
    କହିବାର ମାନେ ଲେଖାଶ୍ରୀ ବିଜେପି ଛାଡି ଚାଲିଗଲେ ତ
    ସେଥିପାଇଁ ।
    ଦଳ ବଦଳେଇବା ପରେ ଲେଖାଶ୍ରୀ ଙ୍କ କଥାଗୁଡିକ ଭଲ ମିୟାଚ୍ କରୁଚି ପୁର୍ବ କଥା ସହିତ । ବିଜେପିରେ ଥିଲାବେଳେ ଏମିତି ବି କହୁଥିଲା ସେ ।କହିବା ସିକ୍ଷିଚି
    କରିବା ସିକ୍ଷିନି ।

  • @guptakuldipia8546
    @guptakuldipia8546 2 дня назад

    Well deserving leader to serve poor

  • @BuddhadebKarmi
    @BuddhadebKarmi 6 дней назад +2

    Ata kichhi nua katha nuhe lekha

  • @sasmitapani9439
    @sasmitapani9439 4 дня назад

    1.before development law should be strict . 2. There should be job 3. Without proper law how people manage house expenditure. 4. When all l go to job then only people l go with development 5. For whom there is development I don’t understand

  • @BBblagger
    @BBblagger 3 дня назад

    BJD ଶାସନ ବେଳେ କଣ ବଢି ନ ଥିଲା । ବିଲାତି କିଲୋ ପ୍ରତି 250 ଥିଲା ମନେ ପଡୁ ନାହିଁ

  • @avinnasahoo5014
    @avinnasahoo5014 21 час назад

    ଗାଜର୍ ମୂଳା, ବାଇଗଣ, କାକୁଡି ରେଟ୍ କମ୍ ନେଇଗଲେ ଭଲ ହେବ,କାରଣ ବବି ସରକାରୀ ଅଣ୍ଡର ଗ୍ରାଉଣ୍ଡ ସିଲ୍ ବଲେ ବଲେ ଠୋ, କୁସୁମ ପୋଖରୀ ସେମିତି, ସ୍ୱାଦ୍ ମାପଚୁପ

  • @ramachandramarndi5044
    @ramachandramarndi5044 4 часа назад

    Ratkam achhi ahuri badhi badarkr

  • @timishraikatimi5969
    @timishraikatimi5969 4 дня назад

    Thank you madam

  • @bijayadas4087
    @bijayadas4087 2 дня назад

    BJP ଶାସନ କ୍ଷମତା କୁ ଆସୁ ଆସୁ ଦୋଷ ହେଇଗଲା କି madam.......... ଆପଣ ଙ୍କର କଣ୍ଠ ବସି ଯିବ, ଵେଶି ଚିତ୍କାର କରନ୍ତୁ ନାହିଁ।

  • @user-jt4monoj
    @user-jt4monoj 3 дня назад

    ମୋଦି ରେଟ ବଡାଉଛି ଡାହାଣୀ ସରକାର

  • @dronachandrasabar1825
    @dronachandrasabar1825 День назад

    ତମର ସରକାର କେତେ ଶୀତଳ ଭଣ୍ଡାର ଖୋଲିଛି, ତମ ସରକାର 25 ବର୍ଷ ଥିଲା

  • @nabinsaunta275
    @nabinsaunta275 5 дней назад

    Right madam🙏

  • @upendramalik-sq9rs
    @upendramalik-sq9rs 6 дней назад +6

    ମୁଁ ଭାବୁଛି ଏମାନେ ବାହା ହୋଇ ଆସିଲା ପରେ ମାସେ ଭିତରେ ପିଲାଛୁଆ ଜନ୍ମ କରିଦେଲେ। ତାହେଲେ ଏମାନଙ୍କର କେମିତି ଚରିତ୍ର ଭାବନ୍ତୁ ।

  • @sulatasahani3140
    @sulatasahani3140 5 дней назад +1

    ତମ ସରକାର୍ କଙ୍କାଳ କରିଦେଇଛନ୍ତି !
    ତମେ ଫୁଲ୍ ଅଳିଆ କରିଛ ଅଳିଆ ସଫା କରିବାକୁ
    ପାଂଚବର୍ଷ ମଧ୍ୟ କମ !

  • @shibaBabu284
    @shibaBabu284 2 дня назад

    ନିଜେ ଚାଷ କରି ଖାଅ

  • @BASANTAKUMARIBEHERA
    @BASANTAKUMARIBEHERA 2 дня назад

    Madam nku cm karibar thila

  • @prasantabiswal6770
    @prasantabiswal6770 4 дня назад

    ଦିଦି bjp ସରକାର କେତେ dina ହେଲା ଆସିଛି. ଆପଣ ତ bjp ରେ ଥିଲେ ନା?

  • @smartrajendra6650
    @smartrajendra6650 6 дней назад +1

    Bus colour Diya saru nest Kam kariba

  • @shibamaikap1882
    @shibamaikap1882 5 дней назад

    Mu Sahamoti Douchi
    Good Job Madam

  • @user-vz7sn1wm8o
    @user-vz7sn1wm8o 6 дней назад +2

    Bjd kan magana deu thila ki pariba

  • @aravindapattanayak2966
    @aravindapattanayak2966 6 дней назад

    Thank u ma'am

    • @alokpatel3131
      @alokpatel3131 6 дней назад

      Didi ku alu jhola pasanda lagu6i 😂😂😂

  • @NarayanBhatra-iq5gm
    @NarayanBhatra-iq5gm 17 часов назад

    𝕾𝖚𝖕𝖊𝖗 𝖒𝖆𝖉𝖊𝖒

  • @SudhirKumar-vv9pw
    @SudhirKumar-vv9pw 3 дня назад

    Nani B J D sasana thiba samayera rate bahuta thila tumajani rakha

  • @KebidiStructure2
    @KebidiStructure2 15 часов назад

    L k s moni porb

  • @NabaNayak-rv8xk
    @NabaNayak-rv8xk 5 дней назад

    ଲେଖା ନାନୀ ଛିଛି

  • @sarojmohanty1350
    @sarojmohanty1350 5 дней назад

    Wait & watch. What BJD did in last 24yrs.Whar your then chief minister did in hi tenure. He never botherd to meet a common man.

  • @birakarjee3799
    @birakarjee3799 6 дней назад +5

    ଲେଖାଶ୍ରୀ ମେଦମ ବର୍ତ୍ତମା 24ବର୍ଷ ପରେ ନିଦ ଭାଗିଛି

  • @alokpatel3131
    @alokpatel3131 6 дней назад +1

    Lekhasree didi sarakari Jami re dhaba na kholi ki alu chasa kari odisha bashi nku kam darare banti thile aji tume hari nathanta😂😂😂😂😂😂😂😂😂😂😂😂😂😂😂

  • @user-qy4jg7qg4p
    @user-qy4jg7qg4p 20 часов назад

    Jay BJD ❤️❤️❤️❤️

  • @KalpanaOjha-ug6mm
    @KalpanaOjha-ug6mm 4 дня назад

    Nabinbabunka bhali loka world re kehinahanti 💯

  • @barsha518
    @barsha518 23 часа назад

    madam eleksan agalu v beg bharu na thila ok

  • @KunuMishra-vv5gp
    @KunuMishra-vv5gp 6 дней назад +1

    Bakar Bakar hebar ta lekha Nani ra bhagyre lekha heiche

  • @sadanandapradhan8954
    @sadanandapradhan8954 День назад

    Mohan sarkar. Tumaku thik se ge......paruni....Tuma bhali dhebei nku hema dasta pua darkar...

  • @JamunaSoren-lu8lh
    @JamunaSoren-lu8lh 5 дней назад

    Nabin thila bele Bi dardambadhithila kintu Mahon sarkar uporeragantu nahi

  • @CHHABIPRADHAN-cf8ce
    @CHHABIPRADHAN-cf8ce 6 дней назад

    ତୁ ପ୍ରଥମେ ତୋ କଥା ବୁଝ. କୋଉଠି ଥିଲୁ ଏବେ କେଉଁଠି ଅଛୁ

  • @bijaykhuntia868
    @bijaykhuntia868 2 дня назад

    Agaru kn puruthila ki?
    Ete tekani...
    Tomato @Rs160 in 2019..

  • @shreerammandirmukuna2027
    @shreerammandirmukuna2027 5 дней назад

    5:14 5:21 5:39

  • @trilochannaik5668
    @trilochannaik5668 6 дней назад

    Pramila& Lekhashri. Dui jana bedha 1

  • @kapilbarada7515
    @kapilbarada7515 4 дня назад

    Mohana sir nka kichhi dosa nahi Lekha shree nka saka se dara badhi chali achhi

  • @Paaat2-fu2cz
    @Paaat2-fu2cz 6 дней назад

    Aita kou nua kotha rate to protekthara election pore hin badhi thai sabu state re, election re jou poisha deithile lakanku segudaku return nebe tapore hin rate kamibo...

  • @shreerammandirmukuna2027
    @shreerammandirmukuna2027 5 дней назад

    Vegetable rate review evry July and talk.

  • @BASANTAKUMARIBEHERA
    @BASANTAKUMARIBEHERA 2 дня назад

    Madam nka sampati search karajau
    Madam nida bhangiba

  • @rameshdas9947
    @rameshdas9947 4 дня назад

    Mohan sarkar theke achi

  • @prasantpatra9753
    @prasantpatra9753 5 дней назад

    Party dega
    Ticket lovi person

  • @SimaMalik-fm2br
    @SimaMalik-fm2br День назад

    Lekhashree madam ku gia darkar

  • @Sasanka-u6j
    @Sasanka-u6j 6 дней назад

    Nani time kia Mane nijaku janiparucha ticket Luba Nani lajalaguchie

  • @bishnupriyatanty9842
    @bishnupriyatanty9842 6 дней назад +12

    Bjd Sasane re kana pariba daradam sasta thila ki?

    • @subhambhumij5303
      @subhambhumij5303 6 дней назад

      BJD knows very well how to manage this thing, so u don't teach him. fools
      bjp blind dump uneducated bhakti.

    • @user-hc6vq7lj9x
      @user-hc6vq7lj9x 4 дня назад

      Hn thila

  • @samalcreationsbls6599
    @samalcreationsbls6599 2 дня назад

    E Nani bahurupi

  • @tarunkumarmallik8276
    @tarunkumarmallik8276 6 дней назад +1

    Good bjd

  • @ranojmanjarisahu9914
    @ranojmanjarisahu9914 6 дней назад +1

    Lekha didi ghare pariiba chasa kara
    Pariba dara kambiba

  • @dayahans207
    @dayahans207 День назад

    Agarubadunathila

  • @prafullapradhan4354
    @prafullapradhan4354 6 дней назад +1

    BJD sasana bele kana sasta thila ki? Laja laguni tomaku khali ranga mahala re khali goda tekiki rahibara jani thila

  • @RanjitMahapatra-hs3kk
    @RanjitMahapatra-hs3kk 3 дня назад

    Mohan majhi CM far betar mam nkar CM hebara quality achhi

  • @RahulBirua-mc3db
    @RahulBirua-mc3db 5 дней назад

    Apna mane a sabhu katha no thile apna manko samoyre. Apna mane to rashali pain kamonkarutila ebhe aapna kora patuchhi.

  • @MangalMajhi-jy3gl
    @MangalMajhi-jy3gl 6 дней назад +1

    2023 re BJD tila
    Tamatar 200 tanka thila

  • @soumitrisahu512
    @soumitrisahu512 5 дней назад

    B. J. D. Sarkar. Bele. Badhuthilakini

  • @harihar923
    @harihar923 6 дней назад

    Ta katha kama Dabani kichi tatea Laja laguni

  • @manojkumarbehera3222
    @manojkumarbehera3222 День назад

    Kahiba lagi laja lag uni 2023 kana thhila

  • @prasantsahu1068
    @prasantsahu1068 2 часа назад

    Dear lekha perhaps u are forgot. What u are doing ur BJD in 25 years. What is the step taken by ur BJD Govt for this type of price increases of the consumer goods.
    First U think how many people are now doing cultivation. Automatically the price will increase no doubt on this. After production increase consumer goods price should short fall.

  • @user-cc4dn4rd1b
    @user-cc4dn4rd1b 5 дней назад

    Election purbaru rate thi laa..kichhu new nahi..

  • @lokanathpatra704
    @lokanathpatra704 6 дней назад

    Navin ko bolo rate sasta kar dega

  • @jaduhemram9930
    @jaduhemram9930 6 дней назад

    samaste vala.politics hin seia.