ଦକ୍ଷିଣ ଓ ପଶ୍ଚିମ ଦିଗ କୁ ଘର ବୃଦ୍ଧି କରିହେବ କି??

Поделиться
HTML-код
  • Опубликовано: 20 ноя 2024

Комментарии • 931

  • @agentrogamertz
    @agentrogamertz 3 года назад +15

    I am the 10k th Subscriber

  • @dipakranjanpatra5439
    @dipakranjanpatra5439 9 месяцев назад +8

    ସାର୍ ନମସ୍କାର ଅମାରୋ ପୁରୁଣା ଘର ଅଛି ଆଉ ଦକ୍ଷିଣ ଦିଗେ ଆମର ଜାଗା ଅଛି ଆଉ ଆମେ ପୁରୁଣା ଘରକୁ ଟିକିଏ ଛାଡି କରି ନୂଆ ଘର ଗୋଟିଏ ବନେଇ ବା ପାଇଁ ପ୍ଲାଣିଂ କହୁଛୁ ଦକ୍ଷିଣ ଦିଗରେ

    • @vastusachetanata9394
      @vastusachetanata9394  9 месяцев назад +2

      ହଁ, କରିପାରିବେ କିନ୍ତୁ କୌଣସି ଉତ୍ତମ ବାସ୍ତୁବିତଙ୍କ ପରାମର୍ଶ ନେଇ ।

    • @bibhutimishra3379
      @bibhutimishra3379 5 месяцев назад +1

      ଗୋଟିଏ ଗୁହାଳ ବନାନ୍ତୁ ଏକ ମାସ ଗାଈ ସେଇ ଜାଗାରେ ବନ୍ଧନ୍ତୁ

  • @odishacreation6809
    @odishacreation6809 4 месяца назад +1

    ସାର୍ ନମସ୍କାର ଆମର ପୂରୁଣା ଘର ଅଛି ଦକ୍ଷିଣ ଦିଗର ଯାଗାକୁ କଲମ କରି ସେ ଦିଗକୁ ଟିକେ ବୃଦ୍ଧି କରିବା ରେ କିଛି ଅସୁବିଧା ହଵକି

    • @vastusachetanata9394
      @vastusachetanata9394  4 месяца назад

      ହଁ ହେଇପାରେ , ସେଥିପାଇଁ ନିକଟରେ ଥିବା କୌଣସି ଅଭିଜ୍ଞି ବାସୁବିତଙ୍କୁ ଡାକି ପ୍ରଥମେ ଘର ଦେଖାନ୍ତୁ । ସେ ସବୁଆଡ଼କୁ ଦେଖି ଓ ଗୃହକର୍ତ୍ତାଙ୍କ କୁଣ୍ଡଳି ଦେଖି କହିପାରିବେ ଯେ ଦକ୍ଷିଣ ଦିଗକୁ ଘର ବଢେଇ ହେବ କି ନାହିଁ । ଯଦି ବଢେଇବ କେତେ ବଢେଇବ । ଘରର ସେଣ୍ଟର ଓ ମୁଖ୍ୟ ଦ୍ଵାରକୁ ଦେଖି ସେ କହିପାରିବେ ।

  • @manojsenapati8122
    @manojsenapati8122 3 года назад +3

    Very very nice Sir.......very valuable knowledge sharing with us......Thank you

  • @manjaricrafthouse
    @manjaricrafthouse 7 месяцев назад +1

    Sir pranam🙏🙏🙏🙏
    Bahut sundar upastapana 🙏🙏🙏🙏

    • @vastusachetanata9394
      @vastusachetanata9394  7 месяцев назад

      ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।

  • @dillipsethy8212
    @dillipsethy8212 3 года назад +4

    Sir ପ୍ରଣାମ ମୁଁ ପଚାରିଥିବା ପ୍ରଶ୍ନର ଉତ୍ତର ଆପଣ ଭଲଭାବରେ ବୁଝେଇ କହିଲେ ତେଣୁ ବହୁତ ବହୁତ ଧନ୍ୟବାଦ ଜଣାଉଛି

  • @aknanantakumarnayak3064
    @aknanantakumarnayak3064 11 месяцев назад +1

    ନମସ୍କାର sir.
    ଅନେକ ଅନେକ ଧନ୍ୟବାଦ ବହୁତ କିଛି ଜାଣିବାକୁ ପାଇପାରିଲି

    • @vastusachetanata9394
      @vastusachetanata9394  11 месяцев назад

      ଧନ୍ୟବାଦ, ଜୟ ଜଗନ୍ନାଥ I ଅନ୍ୟ ଭିଡ଼ିଓ ଦେଖି ମୂଲ୍ୟବାନ ମତାମତ ଜଣାନ୍ତୁ |

  • @ajitkumarpradhan9927
    @ajitkumarpradhan9927 3 года назад +3

    Sir I want extended my house balcony towards north direction ( approx 8 feet extended) . Sir can I extended the balcony . Please give me suggestions

    • @vastusachetanata9394
      @vastusachetanata9394  3 года назад +2

      Apananka jatakare Uttar digara graha Budha subha thile khushire badheiparibe.

    • @ajitkumarpradhan9927
      @ajitkumarpradhan9927 3 года назад +1

      @@vastusachetanata9394 thanku sir for u valuable information 🙏

  • @debasisnayak6228
    @debasisnayak6228 20 дней назад

    ଆଂଜ୍ଞା ପ୍ରଣାମ ମୁ ଭୁଲୁରେ ପଶ୍ଚିମ ଦିଗକୁ ମଡ଼େଇକି ଘରଟେ ଛାତ ପକେଇଚି କିନ୍ତୁ ମୋର ବହୁତ ଅସୁବିଧା ହେଉଛି କଣ କରିବି କୁହନ୍ତୁ

    • @vastusachetanata9394
      @vastusachetanata9394  20 дней назад

      ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଘର ଦେଖାନ୍ତୁ ଓ ଆବଶ୍ୟକୀୟ ପ୍ରତିକାର କରନ୍ତୁ I

  • @dilliprout4244
    @dilliprout4244 3 года назад +3

    ସାର୍ ପ୍ରଣାମ🙏
    ଘର ସ୍ପଟିକ ବିଷୟରେ କିଛି ଆଲୋଚନା କରନ୍ତୁ

  • @jayantakumarpanda2146
    @jayantakumarpanda2146 Год назад +2

    ଓ୩ମ୍ ।। ନମସ୍ତେ ଆଜ୍ଞା । ବୈଜ୍ଞାନିକ କାରଣ କହିବାକୁ ଅନୁରୋଧ ।

  • @rajendramoharana7211
    @rajendramoharana7211 Год назад +1

    ସାର୍
    ନମସ୍କାର
    ଆମ ଘର ର ଦକ୍ଷିଣ ପାଖରେ ଘରକୁ ଲାଗି କରି ଗୋଟିଏ ଓ ଦୁଇ ଫୁଟ ଛାଡି କରି ଗୋଟିଏ ପାଇଖାନା ଅଛି । ଏହାର ପ୍ରତିକାର କଣ କରାଯିବ । ଆପଣଙ୍କ ଯାହା ପ୍ରତିକାର କହିଲେ ତାହା ବା ଅନ୍ୟ କିଛି ଦୟାକରି କହିବେ କି ।

    • @vastusachetanata9394
      @vastusachetanata9394  Год назад

      Jadi samasya asuthai tebe toilet pan 4 pate red colour karideba, na hele nahi.

    • @rajendramoharana7211
      @rajendramoharana7211 Год назад

      @@vastusachetanata9394 ଆପଣଙ୍କୁ ମୋର ପ୍ରଣାମ । ବହୁତ ବହୁତ ଅସୁବିଧା ଯାହା ଏଠାରେ ଲେଖିବା ସମ୍ଭବ ନୂହେଁ । phone number ପାଇଲେ କଥା ହୁଅନ୍ତି । ଆପଣ ଯାହା ଉପଦେଶ ଦେଲେ ତାହା କରିବି । ଏହା କଣ ଉଭୟ ପାଇଖାନା ପାଇଁ ପ୍ରତିକାର।

  • @ranjanbaisakh6000
    @ranjanbaisakh6000 3 года назад

    ଗୁରୁଜୀ ପ୍ରଣାମ. ଗୁରୁଜୀ ମୁଁ ଦକ୍ଷିଣ ଦିଗକୁ ଘର ବଢେଇବାକୁ ଚାଁହୁଛି ତାହା ବିଷୟରେ ମୁଁ ଆପଣଙ୍କୁ ପଚାରିଥିଲି ଏବଂ ଆପଣଙ୍କ ଠାରୁ ଉପଦେଶ ମଧ୍ୟ ପାଇଛି.ଗୁରୁଜୀ ମୋର ପ୍ରଶ୍ନ କିଛି ଲୋକ ମୋତେ ମତ ଦେଉଛନ୍ତି ଯେ ଦକ୍ଷିଣ ଦିଗକୁ ଘର ବଢ଼େଇଲେ ତାହା ଦକ୍ଷିଣଶୁଳ ଘର ହୋଇଯିବ ଯାହା ବହୁତ ଖରାପ. ଗୁରୁଜୀ ଏହାର ସତ୍ୟତା ମୋତେ ଜଣେଇଲେ ମୁଁ ଆପଣଙ୍କ ଉପଦେଶ ଅନୁସାରେ କାମ କରିବି.

    • @vastusachetanata9394
      @vastusachetanata9394  3 года назад +1

      Jeunmane kahile semananku kuhantu 10 t gharara address debe O apana se 10 t ghara visit kari dekhantu, jadi 10 t ru 6/7 t ghara dakhinaku brudhi kalapare asubidha bhoga karuchhanti tebe tanka katha manibe.

    • @TDMAPEX
      @TDMAPEX 5 месяцев назад

      Sir plz give ur number ​@@vastusachetanata9394

  • @diskomahanta931
    @diskomahanta931 2 года назад

    ନମସ୍କାର ସାର, ଗୋଟିଏ ଘର ଠାରୁ ଅନ୍ୟ ଜାଗା ରେ ଯାଇ ଦକ୍ଷିଣ ଓ ପଶ୍ଚିମ ଦିଗ ଘର ନୂଆ କରି ହେବନା ସାର୍।

  • @akshyakusethy9502
    @akshyakusethy9502 Год назад +1

    Thank you sir for your valuebul tips

  • @AjitDanta
    @AjitDanta 20 часов назад

    Thanku bhalakathakahila

    • @vastusachetanata9394
      @vastusachetanata9394  17 часов назад

      ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।

  • @nareshchandranayak4698
    @nareshchandranayak4698 2 года назад

    ଆଜ୍ଞା ଦକ୍ଷିଣ ଦିଗରେ ମୁଖ୍ୟ ଦ୍ୱାରା କରିଵାକୁ ହେଲେ କେଉଁଠି କରିବା ଠିକ ହେବ l

    • @vastusachetanata9394
      @vastusachetanata9394  2 года назад +1

      Dakhina digara 3/4th bhaga/padare Mukhya dwara karibe.

    • @bibhutimishra3379
      @bibhutimishra3379 5 месяцев назад

      ଯଦି ଦକ୍ଷିଣ ଦିଗରେ ସର୍ବ ସାଧାରଣ ରାସ୍ତା jaithiba ତା ହେଲେ କରି ପାରିବେ ବେଶୀ ଶୁଭ ନୁହେଁ ସବୁ ବେଳେ ଭାଗ ବଣ୍ଟା କୁ ନେଇ ashanti ଲାଗିବ ଆଉ ଶତ୍ରୁ ବଢ଼ିବେ

  • @Satyajit12361
    @Satyajit12361 Год назад

    Sir Namaskar very nice video

  • @petsbudyy
    @petsbudyy 3 года назад

    Very very useful infromsanton

  • @kishoridas5840
    @kishoridas5840 3 года назад

    ସାର୍ ନମସ୍କାର । ଭିଡିଓ ଟି ରୋଚକ ହୋଇଛି । ଦୟାକରି ସିଡ଼ି ଘର ନିର୍ମାଣ ପାଇଁ ଏକ ଭିଡିଓ ଛାଡ଼ନ୍ତୁ

  • @bikrammallick5523
    @bikrammallick5523 4 месяца назад

    ସାର୍ ନମସ୍କାର 🙏🙏
    ସାର୍ ଆମ ର ପୁରାଣ ଘର ଦକ୍ଷିଣ ମୁଖା ଘର ଅଛି ଏବେ ଦକ୍ଷିଣ ପଟ ଘର କରୁଛୁ ସେ ଘର ପୁଣା ଘର ସହ ମିଶି ପାରିବ କି ସାର୍ 🙏🙏

    • @vastusachetanata9394
      @vastusachetanata9394  4 месяца назад

      ନା, କାରଣ ପୁରୁଣା ଘର ବନ୍ଧ ଅଲଗା ଓ ନୂଆ ଘର ବନ୍ଧ ଅଲଗା | ଦୁଇ ଘରକୁ ମିଶେଇବାକୁ ହେଲେ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଯାଗା ଓ ଘର ଦେଖାନ୍ତୁ, ନଚେତ୍‌ ଅସୁବିଧା ଆସିପାରେ ।

    • @mamatasoren1087
      @mamatasoren1087 4 месяца назад

      ​@@vastusachetanata9394
      Sir amara b same problem.
      Puruna ghara achhi seithire ame nua bandha pakei ta sahita jodibu bhabuchhu

    • @vastusachetanata9394
      @vastusachetanata9394  4 месяца назад

      @@mamatasoren1087 ଏଥିପାଇଁ ଏକ ଉତ୍ତମ ବାସ୍ତୁବିତଙ୍କ ପରାମର୍ଶ ନେଇ କରନ୍ତୁ । ସେ ପ୍ରଥମେ ପୁରୁଣା ଘରକୁ ଦେଖିବେ ଓ ଦକ୍ଷିଣ ଦିଗର ଯାଗାକୁ ଦେଖି ନୂଆ ବନ୍ଧ ଦେଇ ପାରିବେ । ଏହା ଏକ କଷ୍ଟକର କାମ ।

    • @vastusachetanata9394
      @vastusachetanata9394  4 месяца назад

      @@bikrammallick5523 ଅଲଗା କଲେ ବହୁତ ଭଲ । ମିଶେଇ କଲେ ଜଣେ ଉତ୍ତମ ଅଭିଜ୍ଞ ବାସ୍ତୁ ବିତଙ୍କ ପରାମର୍ଶ ନେଇ କରନ୍ତୁ, କାରଣ ଏମିତି ପୁରୁଣା ଘର ସହ ମିଶାଇ ଦକ୍ଷିଣ ଦିଗକୁ ବଢ଼ାଇ ଘର କଲେ ବହୁତ ଅସୁବିଧା ଆସିପାରେ ।

  • @Krish-df1yq
    @Krish-df1yq Год назад +2

    ଘର ର ଅଗ୍ନି କଣ ରେ ସିଡି କରିଲେ କଣ ଆସୁରିଧା ଅଛି

    • @vastusachetanata9394
      @vastusachetanata9394  Год назад

      Kounasi konaru sidi arambha heba uchit nuhe, kintu Kona dei jaipariba.

    • @bibhutimishra3379
      @bibhutimishra3379 5 месяцев назад

      ବହୁତ୍ ଖରାପ ସିଡି ପଶ୍ଚିମ ଦିଗରେ କରନ୍ତୁ

  • @hareshchandramuduli9309
    @hareshchandramuduli9309 2 года назад

    ଉପାଦେୟ ତଥ୍ୟ ,ଧନ୍ୟବାଦ୍

  • @sukantibarla-en6rn
    @sukantibarla-en6rn 9 месяцев назад

    ସାର୍ ମୋତେ ଉପାୟ କୁହନ୍ତୁ । ଦକ୍ଷିଣ, ପଶ୍ଚିମ ଦିଗକୁ ବୃଦ୍ଧି କରିଛି ।

  • @Rinkulinky
    @Rinkulinky Год назад

    ସାର୍ ଘରର ଐଶାନ କୋଣ ବଢ଼ିଯାଇଛି ତାର ପ୍ରତିକାର କ'ଣ କରାଯାଇପାରେ

  • @parthanayak1299
    @parthanayak1299 Год назад +1

    ପୁରୁଣା ଘରର ଛାତଠୁ ଉତ୍ତର ଦିଗକୁ ନୁଆ ଜଏଣ୍ଟ ଘରର ଛାତ ଉଚ୍ଚା ହେଲେ କିଛି ଅସୁବିଧା ହୁଏ କି

  • @sukantibarla-en6rn
    @sukantibarla-en6rn 9 месяцев назад

    ସାର୍

  • @alokswain7693
    @alokswain7693 10 месяцев назад

    ଧନ୍ୟବାଦ sir ଜୟ ଶ୍ରୀ ଜଗନ୍ନାଥ 🙏

    • @vastusachetanata9394
      @vastusachetanata9394  10 месяцев назад

      ଧନ୍ୟବାଦ୍, ଜୟ ଜଗନ୍ନାଥ ।

  • @keshabchandrapandey6945
    @keshabchandrapandey6945 3 года назад

    Gurujji apanka katha mote bhala lagila

  • @laxmidharbehera938
    @laxmidharbehera938 9 месяцев назад

    ସାର ନମସ୍କାର। ମୋର ଘରର ମୁଖ୍ଯ ଦ୍ବାର ଦ, ପ ଦିଗକୁ ଅଛି ଆଗରେ ରାସ୍ତା, ଦ, ପ, ଦିଗର ପ, ପାଖକୁ ଘରର ମୁଖ୍ଯ ଦ୍ବାର ଏହା ୬୦ବଷର ଘର ଦୟାକରି ଏହାର ପତିକାର କୁହନ୍ତୁ

    • @vastusachetanata9394
      @vastusachetanata9394  9 месяцев назад

      ପଶ୍ଚିମ ଦିଗର ୩/୪ର୍ଥ ଭାଗରେ ମୁଖ୍ୟ ଦ୍ଵାର ଥିଲେ ଶୁଭ ହୋଇଥାଏ l

  • @gouraharisahu1583
    @gouraharisahu1583 3 года назад +1

    ପ୍ରଣାମ ଗୁରୁଜୀ..
    ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ପାଇଁ ଅଶେଷ ଆଭାରି....
    ମୋର ଗୋଟିଏ ପ୍ରଶ୍ନ ଥିଲା..ଘର ଉପର ଛାତର ବାୟୁ କୋଣ ଠାରୁ ଉତ୍ତର ଦିଗକୁ ୩ଫୁଟ୍ ବାହାରକୁ ବଢାଇ ଛାତ ଉପରେ ପାଇଖାନା କଲେ କ'ଣ ଅସୁବିଧା ହୁଏ..??? ଗୋଟିଏ ଭିଡିଓ କରନ୍ତୁ..

    • @vastusachetanata9394
      @vastusachetanata9394  Год назад

      ପଶ୍ଚିମ ଓ ବାୟୁ କୋଣ ମଝିରେ ପାଇଖାନା କରିବା ଉଚିତ, ଉତ୍ତରରେ ନୁହେଁ।

  • @sarbeswarpradhan9173
    @sarbeswarpradhan9173 Год назад

    ଆମ ଜାଗାର ସବୁ ଏରିଆକୁ ନେଇ ବାସ୍ତୁପୁରୁଷ ବିଚାର କରାଯିବ ନା ଯେତୀକି ଜାଗାରେ ଘର କରାଯିବ ତାକୁ ନେଇ ବାସ୍ତୁପୁରସ ବିଚାର କରାଯିବ

    • @vastusachetanata9394
      @vastusachetanata9394  Год назад

      Jaga O ghara saman ba area samanya bada thile ubhayankara gotia vastupurush bichara karajiba. Jaga ghara tharu bahut adhika thile alaga alaga vastupurush bichara karajiba.

    • @entertainmentchannel9344
      @entertainmentchannel9344 Год назад

      Plz sir answer

  • @saurav8kstatus34
    @saurav8kstatus34 8 месяцев назад

    Sir aysanaya kona and uttara diga re extend kariki puja ghara karihabaki ki aau jau room ebe aysanya konare achi sethi bedroom karihaba ki nahi

    • @vastusachetanata9394
      @vastusachetanata9394  8 месяцев назад

      ବାସ୍ତୁଶାସ୍ତ୍ର ର ନିୟମ ଅନୁସାରେ ଐଶାନ୍ୟରେ ଠାକୁର ଘର ଉତ୍ତମ ଅଟେ, ବେଡ଼ରୁମ ନୁହେଁ । ସେହି ରୁମରେ ଯଦି ENE ଓ EAST ଦିଗ ଥାଏ ତେବେ ସେଠାରେ ବେଡ଼ ପକାଇ ଶୋଇପାରିବେ ।

    • @saurav8kstatus34
      @saurav8kstatus34 8 месяцев назад

      @@vastusachetanata9394 sir ENE bujhiparilini

    • @vastusachetanata9394
      @vastusachetanata9394  8 месяцев назад

      ENE=East of North -East (ଏହା ଐଶାନ୍ୟ ଓ ପୂର୍ବ ଦିଗର କିଛି ଅଂଶ କୁ ନେଇ ହୋଇଛିି ।

  • @rajeshpati6849
    @rajeshpati6849 3 года назад +1

    🙏 ବହୁତ ସୁନ୍ଦର କଥା

  • @sarojdhal5163
    @sarojdhal5163 9 месяцев назад

    Sir namaskar.sir south west re safety tank achi tar pratikar tike kahibe

    • @vastusachetanata9394
      @vastusachetanata9394  9 месяцев назад

      SW ପିତପୁରୁଷଙ୍କ ସ୍ଥାନ ଅଟେ । ଏଠାରେ ମଳ ରହିବା କଥା ନୁହେଁ । ସୁବିଧା ଥିଲେ ଏହା SSW.କୁ ସିିଫ୍ଟ କରିଦିଅନ୍ତୁ । ସୁବିଧା ନଥିଲେ septic tank ଚାରିପଟେ Brass strip ରେ ବନ୍ଧନ କରିଦିଅନ୍ତୁ I କୌଣସି ଅଭିଜ୍ଞ ବାସ୍ତବିତଙ୍କ ପରାମର୍ଶ ନେଇ ଏହା କରନ୍ତୁ ।

  • @pradiptasahoo2296
    @pradiptasahoo2296 2 года назад

    ମକର ରାଶି ଶ୍ରବଣ ନକ୍ଷତ୍ର ବ୍ୟକ୍ତିଙ୍କ ପାଇଁ ଘର କରିବା ପାଇଁ ବୈଶାଖ ମାସରେ କେଇଁ ଦିନ ଭୂମିପୂଜନ କଲେ ଶୁଭାଶୁଭ ହେବ

  • @manojkumarsamal.902
    @manojkumarsamal.902 Год назад

    ସାର୍ ନମସ୍କାର ମୋର ନୂଆ ଘରଟିଏ ତିଆରି ଚାଲିଛି,ଛାତ ପଡ଼ି ନାହିଁ ମୁଁ ଚାହୁଁଛି ଦକ୍ଷିଣ ଓ ପଶ୍ଚିମ ଦିଗରେ ଛାତକୁ ବଢ଼ାଇ ବାଲକୋନୀ ବାହାର କରିବା ପାଇଁ, ଛାତ ବଢ଼ାଇ ହେବକି ନାହିଁ ଦୟାକରି କହିବେ।

  • @mrpin2244
    @mrpin2244 2 года назад +2

    ସାର୍ ପଶ୍ଚିମ କୁ ବଢେଇକି ସ୍ଫଟିକ କରି ହେବ କି ନାହିଁ। ଦୟା କରି କହିବେ ଟିକେ🙏🙏🙏

    • @vastusachetanata9394
      @vastusachetanata9394  Год назад

      ଏ ବିଷୟରେ ଭିଡ଼ିଓ ଅଛି, ଦେଖନ୍ତୁ I

  • @sarbesworratha5485
    @sarbesworratha5485 9 месяцев назад

    2:55

  • @mrlenka8747
    @mrlenka8747 11 дней назад

    Sir ebe more house construction chalichi, South facing house, South side balcony Kari paribi ki sir

    • @vastusachetanata9394
      @vastusachetanata9394  10 дней назад

      ବାସ୍ତୁଶାସ୍ତ୍ର ମତରେ ଦକ୍ଷିଣରେ ଖୋଲା ସ୍ଥାନ ରଖିବା ଉଚ଼ିତ ନୁହେଁ ତାହା ଖୋଲା ଯାଗା ହେଉ କି ବାଲ୍ କୋନୀ ହେଉ, କିନ୍ତୁ ଆବଶ୍ୟକତା ପାଇଁଁ ବାଲକୋନୀ ରଖିଲେ ତାର ପ୍ରତିକାର କରି ରଖିବେ ଯଥା ହେଲିକ୍ସ, ହାର୍ମୋନାଇଜର, ପଟି, ଓଉରା ପାଉଡ଼ର ପ୍ରଭୃତି ଦେଇ ପ୍ରତିକାର କରିବେ । ଯେଉଁମାନଙ୍କର ଦକ୍ଷିଣରେ ବାଲ୍କୋନୀ ଥାଇ ସମସ୍ୟା ଭୋଗୁଛନ୍ତି ସେମାନେ ମଧ୍ୟ ଏହି ପ୍ରତିକାର କରିପାରିବେ । କୌଣସି ସମସ୍ୟା ରହିବ ନାହିଁ ।

  • @apindradehuryangul8084
    @apindradehuryangul8084 Год назад

    Very Genuine & practical solution Sir 🙏

  • @chakradharnayak1399
    @chakradharnayak1399 Год назад

    ସାର୍ ଦକ୍ଷିଣ ଦିଗକୁ ପଥିକ କରିଛି ହଲେ ବନ୍ଧ ବାହାରେ । କଣ ଭଲ କି ଖରାପ କହିବେ ଦୟାକରି ।

    • @vastusachetanata9394
      @vastusachetanata9394  Год назад +1

      ପୋର୍ଟିକୋ ଘର କଲାବେଳେ ଏକା ସଙ୍ଗରେ କରାଯାଇଥାଏ। ପଛରେ କଲେ ବେଳେ ବେଳେ ଅସୁବିଧା ଆସିଥାଏ। ଯେଉଁ ମାନଙ୍କ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥାନ୍ତି ଦକ୍ଷିଣ ଦିଗର ବନ୍ଧବାହାରେ ପୋର୍ଟିକୋ ଅସୁବିଧା ଆଣିଥାଏ, ନହେଲେ ନାହିଁ I

  • @jharanabarik9627
    @jharanabarik9627 3 года назад +1

    Sir namaskar amar gote nua ghar haba dakshin mukhi 20/40 vastu anusare naksha plz debe

  • @rajibdakua8890
    @rajibdakua8890 3 года назад +1

    Good

  • @ParthSethi-f5e
    @ParthSethi-f5e 20 дней назад

    Sir
    ମହାଶୟ ,
    ସମସ୍ୟା ,
    ମୋର ପରିବାର ସହ ପୈତୃକ ଘର ଗାଁ ରେ ରହିଛି ସେଠାରେ ହଁ ବସ ବାସ କରୁଛୁ । ଗଁଆଉଳି ଘର ଚଉଡା କମ ଓ ଲମ୍ବା ଅଧିକ ରହିଛି. ସମୟ ବିତିବ ସହ ବାରିବର ବଢିଛି. ଗୃହ ର କୋଠରୀ ମଧ୍ୟ ବଢିଛି. ଯେଉଁଦିନଠୁ କୋଠରୀ ବଢିଛି ସମସ୍ୟା ଲଗାତାର ଲାଗିରହିଛି।
    ଗୃହ ର ଆକାର ,
    1. ଦକ୍ଷିଣ ମୁଖି ଗୃହ
    2. ଘର ଚଉଡା 7ଫୁଟ ଓ ଲମ୍ବା 90ଫୁଟ (ପ୍ରାରମ୍ଭ ବାରଣ୍ଡା ରୁ ଲେଟିନ ଟାଙ୍କି ଶେଷ )
    3. ପୈତୃକ ବାସ ଗୃହ
    4. ପୁରୁଣା (ଉତ୍ତର )କୋଠରୀ 3ଟି ନୂଆ କୋଠରୀ 3ଟି(ଦକ୍ଷିଣ )
    5. ବୋରିଙ୍ଗ ପଏଣ୍ଟ ଓ ଗୃହ ର ସିଡ଼ି ସମ୍ପୂର୍ଣ ଗୃହ ର ମଧ୍ୟ ଭାଗରେ ।
    6. ପରିବାର ର ସଦସ୍ୟ ସଂଖ୍ୟା 7
    ସହଯୋଗ ଲୋଡୁଛି କିଛି ସାହାଯ୍ୟ କରନ୍ତୁ।

  • @bandhubabu2324
    @bandhubabu2324 Год назад

    ଆଜ୍ଞ୍ୟା 🙏, ଭଲ ସୂଚନା
    ଏମତି କେହି କହି ନା ଥିଲେ

  • @rakeshbel8332
    @rakeshbel8332 3 года назад

    ସାର୍ ନମସ୍କାର ଆମର ଦକ୍ଷିଣ ଓ ପଶ୍ଚିମ ଦିଗରେ ଆଜବେଷ୍ଟସ ରୁମ୍ ହୋଇଛି କିନ୍ତୁ ଅଗ୍ନି କୋଣରେ ସିଡି ହୋଇଛି କ'ଣ କରିବା

  • @laxmipriyapradhan1225
    @laxmipriyapradhan1225 3 года назад

    ସାର୍ ଆମ ଘର ଉପର ମହଲା ସବୁ ଦିଗକୁ ବଢ଼ାଇ ବାକୁ ଚାହୁଁଛୁ ଭଲ ହେବତ ।

  • @ACHYUTASahu-hi6if
    @ACHYUTASahu-hi6if 10 месяцев назад +1

    ପୁରୁଣା ଗୃହ କୁ ସମ୍ପୁର୍ଣ୍ଣ ଭାଙ୍ଗି ଦକ୍ଷିଣ ଓ ପଶ୍ଚିମକୁ ବଢ଼ାଇ ହେବ କି

    • @vastusachetanata9394
      @vastusachetanata9394  10 месяцев назад

      ପୂରୁଣା ଘରକୁ ସଂପୂର୍ଣ୍ଣ ଭାଙ୍ଗି ପୁନର୍ବାର ଶୁଭ ବନ୍ଧ(ମାପ)ରେ ଘର କରିବେ । ଏଥିରେ ବଢିବା/ କମିବା କିଛିି ନାହିଁ । ଆରାମରେ କରିପାରିବେ।

  • @PrasantaSahoo-hz3tj
    @PrasantaSahoo-hz3tj 9 месяцев назад

    🙏🙏🙏 purv dakshin 🙏🙏

    • @PrasantaSahoo-hz3tj
      @PrasantaSahoo-hz3tj 9 месяцев назад

      Purv dakshin ko sidhi kar le kaun hua🙏🙏🙏

    • @vastusachetanata9394
      @vastusachetanata9394  9 месяцев назад

      କୌଣସି. ଅସୁବିଧା ହେବ ନାହିିଁ I

  • @ashoksaya4108
    @ashoksaya4108 2 года назад

    sir mo plot 180ft by 40ft au east face ghar karichi 48ft by 30ft sir mo plot ra west side 90ft khali achhi mu se puruna ghara badhei paribi na puruna ghara ku 5,10ft chhadiki new ghara karipribi ki sir daya kari kichhi upaya batantu 🙏🙏

    • @vastusachetanata9394
      @vastusachetanata9394  2 года назад +1

      Puruna gharaku chhadi nua ghara karantu, jahara purba pate paschima tharu adhika jaga rahiba.

  • @annapurnabehera9110
    @annapurnabehera9110 9 месяцев назад

    Sir namaskar.Sir mora na ghara kama hauchi.Ground floor pura rectangle karichu.ist floor re west side,east side au east re balcony kari heba ki.ground floor brahma sthala thik jagare achhi.kounasi wall tale rahuni.mate daya kari tike kuhantu je ist floor re balcony badheiki kale heba ki.

    • @vastusachetanata9394
      @vastusachetanata9394  9 месяцев назад

      ବାଲ୍କୋନୀ 4 ଫୁଟ ବଢ଼ିଲେ 1st floor ର ବ୍ରହ୍ମବିନ୍ଦୁ ପୂର୍ବ ଆଡ଼କୁ 2ଫୁଟ ବଢ଼ିବ I ତାକୁ ଦେଖି ଆପଣ ପୂର୍ବ ଦିଗକୁ ବାଲ୍କୋନୀ କରିପାରିବେ, ଯେପରି ବ୍ରହ୍ମସ୍ଥାନର କୌଣସି ଅସୁବିଧା ନହୁଏ । ଏଠାରେ ତଳ ଓ ଉପର ଉଭୟର ବ୍ରହ୍ମସ୍ଥାନ ଅଲଗା ଅଲଗା ହୋଇଯିବ ।

  • @bsibasankarpatro5711
    @bsibasankarpatro5711 3 года назад +1

    Very nice sir

  • @jyotrimayee7881
    @jyotrimayee7881 2 года назад

    Amara 2nd floor heba ku jauchi lst floor ra west re balcony acchi .Balcony na Kari room badhai ki kale heba ki

    • @vastusachetanata9394
      @vastusachetanata9394  2 года назад

      Balcony jadi subha mapare thiba, tebe balcony re ghara badheiki kariparibe.

  • @ramakrushnajena2147
    @ramakrushnajena2147 3 года назад +1

    Guruje namaskar gurutapurna tatha pain bahut avari....

  • @deepakpatra8104
    @deepakpatra8104 3 года назад

    Good suggestion ❤️❤️Sir🙏🙏

  • @jagannathmallick1021
    @jagannathmallick1021 9 месяцев назад

    Many many thanks Sir

    • @vastusachetanata9394
      @vastusachetanata9394  9 месяцев назад

      ଧନ୍ୟବାଦ । ଜୟ ଶ୍ରୀ ଜଗନ୍ନାଥ ।

  • @reena5724
    @reena5724 Год назад

    Sir ghara ra dhakhina ku cantilevor badhichi kichi asubidha achi hele kuhantu

  • @sushildalai2185
    @sushildalai2185 2 года назад

    ସାରେ ଆମେ ବ୍ୟକ୍ତିଗତ ଭାବେ କିପରି ଯୋଗା ଯୋଗ କରି ପାରିବୁ, ଆପଣଙ୍କ ମୋବାଇଲ ନଂ

  • @rameshpanda496
    @rameshpanda496 Год назад

    Sir, Ghara ra dakhina kantha ku lagiki ajbest 8ft chapara ra kitchen room kari heba ki.

    • @vastusachetanata9394
      @vastusachetanata9394  Год назад

      Kariheba ki nahi taha janiba pain nikatare thiba kounasi abhignya vastubitnka paramarsha niyantu.

    • @ajayaakumarkhadiratna9868
      @ajayaakumarkhadiratna9868 9 месяцев назад

      Sir pranam South West kona extended hochhi ta ra pratikar kichhi achhi

    • @vastusachetanata9394
      @vastusachetanata9394  9 месяцев назад

      ସମସ୍ୟା ଦେଖା ଦେଉଥିଲେ SW ର extended ଅଂଶକୁ Brass metal strip ଦ୍ୱାରା କଟ୍ କରିଦିଅନ୍ତୁ ।

  • @sradhanjalijena2341
    @sradhanjalijena2341 9 месяцев назад

    Ama ghara utara paschima kona ku badheichu.....puruna ghara thu kemiti alagakaribaku heba? Copper slot kemiti lagiba please kuhantu...

  • @technicalkishan3848
    @technicalkishan3848 Год назад

    Nice video sir

  • @bansidharsahoo7606
    @bansidharsahoo7606 Год назад

    ସାର୍ ନମସ୍କାର, ଆବଶ୍ୟକ ହେତୁ ଘରକୁ ଲଗାଇ ଦଖିଣ ପଟେ ଦୁଇ ବଖରା ଘର କଲି ।ବର୍ତ୍ତମାନ ଉପାୟ କଣ ?

    • @vastusachetanata9394
      @vastusachetanata9394  Год назад

      Dakhinaku badhithiba ansa agaku asubidha debaki nahi janiba pain nikatastha kounasi abhignya vastubitnka paramarsha niyantu.

  • @vidyasahu9246
    @vidyasahu9246 2 года назад

    Mo plot 1200 sq. ft. South face achi. Setire gote choto dokan, garrage, puja room, kitchen, washroom, bedroom au tike space. Yara stair kouthi bahari pariba ?

    • @vastusachetanata9394
      @vastusachetanata9394  2 года назад

      Staircase south ru arambha kari north-west madhyare jeunthi subidha heichi seithi karantu.

  • @subashbehera5652
    @subashbehera5652 3 года назад +1

    Pranam sir. dekhila pare bahut khusi, JAY SHREE RAM 🙏

  • @kirtitoshbehera2903
    @kirtitoshbehera2903 3 года назад +1

    North East direction is the only direction which can be extended..There is no problem in extension in North East

  • @nirmalkumardas938
    @nirmalkumardas938 2 года назад

    Sir🙏🙏🙏 please, mu pachimaku ghara badhei au gote room karibaku chahunchi . Please🙏 mate kuhantu hei pariba ki nahi

    • @vastusachetanata9394
      @vastusachetanata9394  2 года назад

      Video dekhi bhalabhabare bujhi kounasi asubidha nathile Paschimare badhei paribe.

  • @santoshbehera6464
    @santoshbehera6464 Год назад

    Sir mo ghara ra plot size east - west 35 feet ,south - north 24 feet ta eai plot re ghara ra ceiling badei Baku chahuchi ta ke padhei paribi?

    • @vastusachetanata9394
      @vastusachetanata9394  Год назад

      Han, badheiparibe.

    • @kabitakitchen9290
      @kabitakitchen9290 8 месяцев назад

      Sir pranam 🙏🙏, fast for badhei pariba ki sabu Bahu saman Kari... please tike kuhantu

    • @vastusachetanata9394
      @vastusachetanata9394  8 месяцев назад

      ସବୁ ବାହୁ ସମାନ କରି ଶୁଭ(ବନ୍ଧ) ମାପରେ ବଢ଼େଇ ପାରିବେ I

  • @rakeshpal6006
    @rakeshpal6006 9 месяцев назад

    Sir mu already ghara badhei deichi , tara pratikriya kichi kuhantu

  • @pritirekhabehera4101
    @pritirekhabehera4101 2 года назад +1

    Thank you sir for your valuable tips its helpful for all

  • @charitranayak5796
    @charitranayak5796 2 года назад

    ମହାଶୟ ଦୟାକରି କହିବେ କି
    କେଉଁ ବହି କିଣି ଲେ ବାସ୍ତୁ ବିଷୟରେ ଜାଣି ପାରିବା

  • @AnjaliSahu-tu5tn
    @AnjaliSahu-tu5tn Год назад

    Apan agaru deithiba suggetion godika sabu bastubidnka tharu sahaj ao simple
    Mora reletive Mane success heichhanti
    God bless you 🙏

    • @vastusachetanata9394
      @vastusachetanata9394  Год назад

      ଡିଅର ଅଞ୍ଜଳି, ବାସ୍ତୁଶାସ୍ତ୍ର ପ୍ରତି ଆଗ୍ରହୀ ଥିବା ଜିଜ୍ଞାସୁ ମାନଙ୍କ ପାଇଁ ଆଗକୁ ବହୁତ ଶିକ୍ଷଣୀୟ ବାସ୍ତୁ ଭିଡ଼ିଓ କରାଯାଉଛି l ଖାଲି ଶ୍ରଦ୍ଧା ଓ ସବୁରୀ ଦରକାର l ଜୟ ଜଗନ୍ନାଥ I

  • @harichandandas2191
    @harichandandas2191 Год назад

    ଗୁରୁଜୀ ପ୍ରାଣମ, ଆପଣଙ୍କ ସହିତ ନୂତନ ଗୃହ କରିବା ବିଷୟରେ କିଛି କଥା ହେବାକୁ ଚାହୁଁଚି, ଏଣୁ ଆପଣଙ୍କ ମୋବାଇଲ ନମ୍ବର ଦୟା କରି ପଠାଇବା ହେବେ l

    • @vastusachetanata9394
      @vastusachetanata9394  Год назад

      9337664861.

    • @pkjena7527
      @pkjena7527 11 месяцев назад

      ଗୁରୁଜୀ ପ୍ରଣାମ ପୁରୁଣା ଘର ଛାତ ଭାଂଗି ପଶ୍ଚିମ ଦିଗକୁ ବଢାଇ ଛାତ ପକାଇଲେ କିଛି ଖରାପ ହବ କି ଗୁରୁଜୀ । ସେଥିପାଇଁ ପ୍ରତିକାର କ'ଣ ଜଣାଇବେ ଗୁରୁଜୀ।

    • @vastusachetanata9394
      @vastusachetanata9394  11 месяцев назад

      ପଶ୍ଚିମ ଦଗକୁ ଛାତ କେତେ ଫୁଟ ବଢାଇବେ? ଶନି ମହାଗ୍ରହ କୁଣ୍ଡଳୀରେ ଯଦି ଅଶୁଭ ଥିବେ ତେବେ ଖରାପ ଫଳ ମିଳିପାରେ । ଏଥିପାଇଁ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କ ପରାମର୍ଶ ନିଅନ୍ତୁ, ଭଲ ହେବ l

  • @swetashravaneesahoo4564
    @swetashravaneesahoo4564 3 месяца назад

    Amara south direction re old house achhi ...jouta kii ama new ghara ku attach heiki achhi....ta ame se puruna ghara ku vangi setiki jagare new ghara kari kii miseibaku chahunchu,,,ama new ghara saha...kichhi problem haba kii?

    • @vastusachetanata9394
      @vastusachetanata9394  3 месяца назад

      କରିପାରିବେ, କିନ୍ତୁ ନିକଟରେ ଥିବା କୌଣସି ବାସୁବିତଙ୍କ ପରାମର୍ଶ ନେଇ କରନ୍ତୁ, କାରଣ ଏହାର କିଛି ଟେକନିକ ଅଛି । ତାକୁ ମାନି ଘର କଲେ କୌଣସି ଅସୁବିଧା ହେବନାହିଁ ।

  • @bijaykumardash815
    @bijaykumardash815 2 года назад

    ପଶ୍ଚିମ ଉତ୍ତର ଓ ଦକ୍ଷିଣ ପଶ୍ଚିମକୁ ବଢ଼ାଇବାକୁ ଇଚ୍ଛା, କିଛି ଅସୁବିଧା ହେବକି? ଏହା ଘରର ଜମି।

    • @vastusachetanata9394
      @vastusachetanata9394  2 года назад

      Badheiba purbaru kounasi abhignya vastubitnka paramarsha niyantu.

  • @ayuscience6239
    @ayuscience6239 Год назад

    Sir namaskar ...sir mo ghara ra prati kona gotia diga heuchi.... kharap ki.....dakhina agni konare brudhi hoichi tenu mu aishanya konku o purba kona ku brudhi kari
    Sabahu karibaku chahuchi kan karibi......plz plz reply sir🙏🙏

    • @vastusachetanata9394
      @vastusachetanata9394  Год назад

      Han, kariheba, kintu prathame kounasi abhignya vastubitnku ghara dekhantu O paramarsha nei karantu.

    • @ayuscience6239
      @ayuscience6239 Год назад

      @@vastusachetanata9394 🙏🙏

  • @sunilkumarjena4105
    @sunilkumarjena4105 2 года назад

    Sir namaskar ghar ra nayuruta badhi ghar chata padijaichi bhatru bibhad heisarichi dadankar deth hoisarichi barsehelani kintu sehi jagarethiba latinkamar anek samasya dekhadeuchi kanakaribi

    • @sunilkumarjena4105
      @sunilkumarjena4105 2 года назад

      Sir namaskar Barambar kamakaribaku galabelaku kichi na kichi kharap khabara asuchi kana karibi sir mo chati ku dithar marisarilani mate bahuta bhaya lagichi

    • @vastusachetanata9394
      @vastusachetanata9394  2 года назад +1

      9337664861

  • @judhisthirbehera2972
    @judhisthirbehera2972 9 месяцев назад

    ମୋର ଉତ୍ତର ମୁଖୀ ଘର ଅଛି ,ତାର ପୂର୍ବ ଦିଗରେ ଚାରି ଡିସିମିଲ ଯାଗା ସଂପୂର୍ଣ୍ଣ ଅଲଗା ପ୍ଲଟ, ମୋତେ କିଣିବାକୁ ମିଳୁଛି, ତାକୁ କିଣିଲେ ,ମୋ ପାଇଁ ଶୁଭ ହେବକି,ଓ ମୁଁ ମୋର ଘର ସେ ଦିଗରେ ବଢାଇ ପାରିବି ଓ ମୋର ପରିବାର ପାଇଁ ମଂଗଳ ଦାୟକ ହେବକି, ଜଣାଇବାକୁ ଅନୁରୋଧ।

    • @vastusachetanata9394
      @vastusachetanata9394  9 месяцев назад

      ନିଜ ଘରର ପୂର୍ବ କିମ୍ଵା ଉତ୍ତର ଦିଗରେ ଯଦି ପ୍ଲଟ କିଣିବାକୁ ମିଳେ ତାହା କିଣିପାରିବେ । ପୂର୍ବଦିଗର ଅଧିପତି ଗ୍ରହ ରବି ଓ ଉତ୍ତର ଦିଗର ଅଧିପତି ଗ୍ରହ ବୁଧ । ଏ ଦୁଇ ଗ୍ରହ ଯଦି କୁଣ୍ଡଳୀରେ ଶୁଭ ଥିବେ ତେବେ ଏ ଦୁଇ ଦିଗ ଗୃହକର୍ତ୍ତା ଓ ତାଙ୍କ ପରିବାର ପାଇଁ ଅତି ଶୁଭ ହୋଇଥାଏ l

  • @sureshdas0507
    @sureshdas0507 8 месяцев назад

    Sir 🙏 am puruna gharaku lagei paschima pataku sidi au toilet kale kichhi asubidha achhi ki

    • @vastusachetanata9394
      @vastusachetanata9394  8 месяцев назад

      ହଁ, ଆସିପାରେ । ସେଥିପାଇଁ ନିକଟସ୍ଥ କୌଣସି ଅଭିଜ୍ଞ ବାସ୍ତୁ ବିତଙ୍କ ପରାମର୍ଶ ନିଅନ୍ତୁ ।

  • @subashchandrasahoo347
    @subashchandrasahoo347 3 года назад

    Thank you pandiji.

  • @Badalmahanty1967
    @Badalmahanty1967 3 года назад +1

    Sir namaste, jaha heu apana mora gote bahut bada samasyar samadhan karidele apananku bahut bahut dhanyawad, sir apana kahileki gharaku alaga karibapain tambara se jinisa lagichi se kouthi miliba au tar dam kete, mu se jinisa kemiti paiparibi please sir

    • @vastusachetanata9394
      @vastusachetanata9394  Год назад

      ବାସ୍ତୁ ଦୋକାନରୁ ପାଇବେ ବା ଅନଲାଇନରେ ମଗେଇ ପାରିବେ।

  • @brajakishorpanigrahi5094
    @brajakishorpanigrahi5094 2 месяца назад

    ବହୁତ ଭଲ କଥାଟିଏ କହିଲେ

    • @vastusachetanata9394
      @vastusachetanata9394  2 месяца назад

      ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।

  • @akbiswal97
    @akbiswal97 3 года назад

    Pranam Sir🙏🙏

  • @bharatisahoo9777
    @bharatisahoo9777 3 года назад

    ମହାଶୟ
    ପୁରୁଣା ଘର ଠାରୁ ଅତି କମ ରେ କେତେ ଫଟ
    ଛାଡି ବାକୁ ହେବ କହିବେ

  • @ramkrishnasahoo6879
    @ramkrishnasahoo6879 Год назад

    Sir namaskar. Mora plot to West face. I need your advice to construct a house. Thank u sir.

  • @haribollhari5237
    @haribollhari5237 3 года назад

    Haribol

  • @nageshsingh5623
    @nageshsingh5623 8 месяцев назад

    Hello sir amara uttar pashim digaku badhichi kichhi upaya batantu please

    • @vastusachetanata9394
      @vastusachetanata9394  8 месяцев назад

      ଉତ୍ତର-ପଶ୍ଚିମ ଦିଗ ଠିକ୍ ଥିଲେ ଆର୍ଥିକ ସାହାଯ୍ୟ ସହଯୋଗ ମିଳିଥାଏ। ଉତ୍ତମ ବନ୍ଧୁ ମିଳିଥାନ୍ତି ଯିଏକି ବିପଦବେଳେ ପାଖରେ ଠିଆହୋଇଥାନ୍ତି । ଶତ୍ରୁମାନେ କ୍ଷତି କରିପାରନ୍ତିନାହିଁ । ଏମିତି ଯଦି ଅନୁଭବ କରୁଥାନ୍ତି ତେବେ ବଢ଼ିଥିବା ଅଂଶକୁ ଲୁହା ପାତ ଦ୍ୱାରା ଅଲଗା କରିଦିଅନ୍ତୁ ।

    • @nageshsingh5623
      @nageshsingh5623 8 месяцев назад

      @@vastusachetanata9394 kan sir bhangibu na kan

    • @nageshsingh5623
      @nageshsingh5623 8 месяцев назад

      Apannk no diantu

    • @vastusachetanata9394
      @vastusachetanata9394  8 месяцев назад

      ଭୂମିରେ ଲୁହାପାତ ପୋତି ଯେତିକି ବଢ଼ିଚ଼ି ସେତିକି ଅଲଗା କରିଦିଅନ୍ତୁ I ଭାଙ୍ଗିବା ଆବଶ୍ୟକ ନାହିଁଁ ।

    • @vastusachetanata9394
      @vastusachetanata9394  8 месяцев назад

      M-9337664861

  • @rabisankarnayak6904
    @rabisankarnayak6904 4 месяца назад

    Sir Namaskar, ama Ghara dakhina digaku cantilever achhi, cantilever line ru piller dei agaku tazza kadi hebaki

  • @sok327
    @sok327 7 месяцев назад

    Sir mu dakhina paschima diga ku asbest pakei badhei paribi ki

    • @vastusachetanata9394
      @vastusachetanata9394  7 месяцев назад

      ଘର କାନ୍ଥକୁ ନ ଲଗାଇ କରିପାରିବେ ।

  • @saratchandramohapatra6148
    @saratchandramohapatra6148 3 года назад

    Gharara kona ku chadi dakshini digaku ghara badhaile bhala heba ki daya kari utara debe sir namastye

  • @sahebabehera5312
    @sahebabehera5312 3 года назад

    Sir 🙏🙏
    Sir mu plot tia kinichi
    L _66 L _42 b_28 b 40
    L_66 Utara purba sidha kona hei achhi
    Purba digaku electric pole and bela gachha buda achhi
    Utara digaku sidha rasta achhi
    Ghara kipari tiari kale subha heba please
    Kahibe
    Pranam pandit ji🙏🙏
    Saheba Behera,Sambalpur ,Odisha

    • @vastusachetanata9394
      @vastusachetanata9394  Год назад

      ନମସ୍କାର ସାର । ଏଥିପାଇଁ ଆପଣ କୌଣସି ଅଭିଜ୍ଞ ବାସ୍ତବିତ୍‌ଙ୍କ ପରାମର୍ଶ ନିଅନ୍ତୁ।

  • @hamarikhushi2532
    @hamarikhushi2532 2 года назад

    ନମସ୍କାର ଗୁରୁଜୀ
    ଆମ ଘର ଦକ୍ଷିଣ କୁ ବଢ଼ାଯାଇସାରିଛି ଛାତ କାନ୍ଥ ଆଉ ତଳ ବି joint ଅଛି ତେବେ ଏବେ କଣ ଉପାୟ ଅଚ୍ଛି ତାର ସମାଧାନର ଯାହା ଦ୍ଵାରା କିଛି ଅସୁବିଧା ହବନି ଦୟାକରି କୁହନ୍ତୁ 🙏

    • @vastusachetanata9394
      @vastusachetanata9394  2 года назад

      Kebe badhichi? Kan asubidha heuchi?

    • @hamarikhushi2532
      @hamarikhushi2532 2 года назад

      Sir Namaskar,
      ବହୁତ ଖୁସି ଲାଗିଲା କି ଆପଣ ମୋର ଅନୁରୋଧ ଗ୍ରହଣ କରିଛନ୍ତି
      Sir 2yrs ହେଲାଣି ଦକ୍ଷିଣକୁ ବୁଦ୍ଧି କରିଛୁ but ସେମିତି କିଛି ଅସୁବିଧା ହେଇନି ଥରେ ବାପାଙ୍କର ଦେହ ଖରାପ ହେଇଥିଲା ଆଉ ଦକ୍ଷିଣକୁ ବୁଦ୍ଧି ହୁଏନି ବୋଲି ସମସ୍ତ ବାସ୍ତୁ ଗୁରୁ ମାନେ କହୁଛନ୍ତି ସେଇଥିପାଇଁ ମୁଁ ଡରିଯାଉଛି କଳେ କଣ ହବ ଆଗକୁ ସେଇଥିପାଇଁ ତାର ସମାଧାନ ଚାହୁଁଚି ତେଣୁ ତାର କିଛି ସମାଧାନ ହେଇପାରିବକି କାଇଁ ତାକୁ ଆଉ ଭାଙ୍ଗି ହବ ନାହିଁ plz 🙏sir ଟିକେ କୁହନ୍ତୁ କଣ karibi

  • @anadicharansamal7033
    @anadicharansamal7033 Месяц назад

    ପ୍ରଣାମ ମହାଶୟ ପୂର୍ବ ଦିଗକୁ ଗୃହ ବୃଦ୍ଧି କରିହେବକି?

    • @vastusachetanata9394
      @vastusachetanata9394  Месяц назад +1

      ଅବଶ୍ୟ ବୃଦ୍ଧି କରିହେବ, କିନ୍ତୁ ଜନ୍ମକୁଣ୍ଡଳୀରେ ଯଦି ରବି ମହଗ୍ରହ ଅଶୁଭ ଥିବେ, ତେବେ ଗୃହବୃଦ୍ଧି ଅଶୁଭ ଫଳ ପ୍ରଦାନ କରିବ । ତେଣୁ ନିକଟରେ ଥିବା କୌଣସି ଉତ୍ତମ ବାସ୍ତୁବିତଙ୍କ ସହ ପରାମର୍ଶ କରନ୍ତୁ ।

  • @All_can_do_it....
    @All_can_do_it.... 3 года назад

    Sir mu gotey new ghara karuchi , tara lamba 70feet au chauda 25feet...ta sir mu purba(east) ku 10/7feet extend karebaku chahuchii....kareparebiki...ghara pratishtha haenii....plz kuhantu sir..

    • @vastusachetanata9394
      @vastusachetanata9394  3 года назад

      ବର୍ତ୍ତମାନ ମହାଦଶା ଶୁଭ ଥିଲେ, କୁଣ୍ଡଳୀ ରେ ପୂର୍ବ ଦିଗର ଗ୍ରହ ରବି ଶୁଭ ଥିଲେ, ଘରର ବ୍ରହ୍ମ ବିନ୍ଦୁ କାନ୍ଥ ତଳେ ଚାପି ହେଉନଥିଲେ ପୂର୍ବ ଦିଗକୁ ବଢେଇ ପାରିବେ ।

  • @prangyaparimitapradhan8895
    @prangyaparimitapradhan8895 2 месяца назад +1

    Sir 🙏dakhinare ghara kari ani utarare thiba puruna ghare jodile kana heba

    • @vastusachetanata9394
      @vastusachetanata9394  2 месяца назад

      ଅସୁବିଧା ଆସିପାରେ କାରଣ, ଏହାଦ୍ୱାରା ଘରର ନାଭି ବଦଳିଯାଏ । ତାଦ୍ଵାରା ମୁଖ୍ୟ ଦ୍ଵାରର ଭାଗ ବଦଳିଯାଇପାରେ ଓ ଆହୁରି ଅନେକ ସମସ୍ୟା ଆସିପାରେ । ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଦେଖାନ୍ତୁ ଓ ତାଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

    • @prangyaparimitapradhan8895
      @prangyaparimitapradhan8895 2 месяца назад

      Thank you sir

  • @mahantibhue7159
    @mahantibhue7159 3 года назад

    Paschima diga badhi jaichhi karjya bilamba heuchhi tara pratikara kana kara jiba

    • @vastusachetanata9394
      @vastusachetanata9394  3 года назад

      Badhijaithiba sthanaku Iron strip re cut karidiyantu, kimba blue colour karidiyantu.

  • @odishacreation6809
    @odishacreation6809 4 месяца назад

    ଘରର କାନ୍ଥ ସେମିତି ରହିବ ଖାଲି ଛାତ ବଢାଇ ଵାକୁ ଚାହୁଁ ଛୁ କଲମ ସିଧାରେ

    • @vastusachetanata9394
      @vastusachetanata9394  4 месяца назад

      ୪ ଦିଗକୁ ସମ ଭାବରେ ବଢାଇ ପାରିବ । ତଥାପି ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଘର ଦେଖାନ୍ତୁ ଓ ତାଙ୍କ ପରାମର୍ଶ ନିଅନ୍ତୁ ।

  • @SureshKumar-xg3qw
    @SureshKumar-xg3qw 11 месяцев назад

    ସାର୍ ଘରର ଦକ୍ଷିଣ ପଶ୍ଚିମ କୋଣ କୁ balcony ବଢ଼େଇଲେ କିଛି କ୍ଷତି ହେବ କି..

    • @vastusachetanata9394
      @vastusachetanata9394  11 месяцев назад

      ଗୃହକର୍ତ୍ତାଙ୍କ ଜନ୍ମକୁଣ୍ଡଳୀରେ ରାହୁ ମହାଗ୍ରହ ଅଶୁ ଭଥିଲେ କିମ୍ବା ଅଶୁଭ ରାହୁ ମହାଦଶା, ଅନ୍ତର୍ଦ୍ଦଶା ଚାଲୁଥିଲେ ଦକ୍ଷିଣ-ପଶ୍ଚିମ କୋଣକୁ ବାଲକୋନୀ ବଢାଇଲେ ଅଶୁଭ ଫଳ ମିଳିଥାଏ |

  • @surensahu4630
    @surensahu4630 5 месяцев назад

    Dakshin digare jaga chhadi6u boundry deba pain kana asubidha heba

    • @vastusachetanata9394
      @vastusachetanata9394  5 месяцев назад

      ଉତ୍ତର ଦିଗଠାରୁ କମ୍ ଯାଗା ଦକ୍ଷିଣରେ ଥିଲେ କୌଣସି ଅସୁବିଧା ନାହିଁ l

  • @judhisthirbehera2972
    @judhisthirbehera2972 9 месяцев назад

    ମୋର ଉତ୍ତର ମୁଖୀ ଘର ଅଛି, ଏହାର ଦକ୍ଷିଣ ଦିଗରେ ପାଚେରୀ କାନ୍ଥ ଅଛି , ଏହି ପାଚେରୀ କାନ୍ଥ ଭାଙ୍ଗି ଆଉ ଦୁଇ ଫୁଟ ଦକ୍ଷିଣକୁ ବଢାଇ ବା ଘୁଞ୍ଚାଇ ପାରିବି କି? ଜଣାଇବାକୁ ଅନୁରୋଧ।

    • @vastusachetanata9394
      @vastusachetanata9394  9 месяцев назад

      ହଁଁ ଘୁଞ୍ଚାଇ ହେବ, କିନ୍ତୁ ତାହା ଉତ୍ତର ଦିଗରେ ଥିବା ଖାଲି ଯାଗା ଠାରୁ ଯେମିତି ବେଶୀ ନହୁଏ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।